Apanak class attend karile ,emiti feel hauchhi ki apanaka agare basiki class karuchhi...Apana bahut sundar vabare ,bujhi haba pari bujhauchhnti ..dhanyaba sir apnaku🙏🏼🙏🏼
ସାର୍ ପ୍ରଣାମ 🙏 I am from Govt Women's college,puri ସାର୍ ସ୍ବରୂପ ଓ ବୈଶିଷ୍ଟ୍ୟ ମଧ୍ୟରେ କିଛି ପାର୍ଥକ୍ୟ ଅଛି ନା ଏ ଦୁଇଟି ଏକା ଜିନିଷ ? ମୋର କିଛି ଅଧ୍ୟାପିକା ଏ ଦୁଇଟି ଭିନ୍ନ କହୁଥିବାବେଳେ , ଆଉ କିଛି ଏ ଦୁଇଟି ଏକା ବୋଲି କହୁଛନ୍ତି In that case I am totally in confuse. So, pls help me to find out the answer 🙏
Heartly Thank You Sir❤️❤️🤗🙏🏻
Pranam 🙏 sir..... ଆପଣଙ୍କର ଏହି ଉଦ୍ୟମ ପିଲା ମାନଙ୍କର ଭବିଷ୍ୟତ ଗଠନ ପାଇଁ,,,,, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ sir,,,,, ଏହି ପ୍ରୟାସ ଜାରି ରଖନ୍ତୁ 🙏🙏
🙏🙏🙏ଭୂମିଷ୍ଠ ପ୍ରଣାମ ସାର୍🙏ଖୁବ୍ ଉଚ୍ଚ କୋଟୀର ଆଲୋଚନା🙏🙏🙏🙏🙏
🙏🙏🙏🙏🙏
🙏🙏🙏
ସାର୍ ପ୍ରଣାମ ,🙏🙏🙏
ସଂପ୍ରତି ଛାତ୍ରସମାଜ ପାଇଁ ଏହି ଆଲୋଚନାଟି ଅତ୍ୟନ୍ତ ପ୍ରେରଣାଦାୟୀ ଓ ମହନୀୟ , ତେଣୁ ଦୟା ପୂର୍ବକ ଏହି ଭଳି ଆଉ ପାଶ୍ଚତ୍ୟ ସାହିତ୍ୟ ତତ୍ତ୍ୱଗୁଡ଼ିକୁ ଆଲୋଚନା କଲେ , ଆଜିର ଛାତ୍ରସମାଜ ନିଶ୍ଚୟ ଉପକୃତ ହେବେ । ବହୁତ ବହୁତ ଧନ୍ୟବାଦ ସାର୍🙏🙏🙏🙏🙏
Sir ati sundar 😊 padha
Thank you so much 🙏🙏🙏sir
Thankas u sir🙏🙏🙏
Namaste sir🙏...Apana bahut badhia bhabe alochana karuchanti sir🙏..apana bahut sahajya karichanti ama mananku. apana ku asesh asesh dhanyawad.. apana padheila pare kicchi doubt rahuni sir pura badhia bhabe bujhi jauchi bahira abasyakata paduni.. apana sabubele bhalare thantu jagarnath nka kruparu ..emt ama ku padhantu agaku
ama upare apananka asibada sarbada thau...
Khub sundara bhabare discussion karithiba ru bahut bahut dhanyabad sir 🙏🙏🙏🙏🙏🙏🙏
ବହୁତ ଉପାଦେୟ ଆଲୋଚନା ସାର୍ .....ନମସ୍କାର୍ ...ଧନ୍ଯବାଦ..
Thank you 🙏🙏🙏
Thank you so much sir
ସାର୍ ଅସ୍ତିତ୍ବ ବାଦ ଭିଡିଓ ଦିଅନ୍ତୁ।
ଅତି ଚମତ୍କାର ଆଲୋଚନା ସାର ! ଆପଣଙ୍କ ଉପସ୍ଥାପନ ଶୈଳୀ ଅତି ଉଚ୍ଚକୋଟିର ।ଧନ୍ୟବାଦ ସାର
ଧନ୍ୟବାଦ Sir🙏
Excellent sir 🙏🙏
ନମସ୍କାର ସାର୍ 🙏
Thankas u so much sir🙏🙏🙏
Bahut sundar upasthapana sir
ବହୁତ୍ ବହୁତ୍ ଧନ୍ୟବାଦ୍ ସାର୍,ଆପଣଙ୍କୁ କିଭଳି ଧନ୍ୟବାଦ୍ ଦେବି ଜାଣି ପାରୁନି
କ୍ଲାସିକ୍ ସାହିତ୍ୟ ସମ୍ପର୍କରେ ଅତି ଭାବଗର୍ଭକ ଆଲୋଚନା। ଧନ୍ୟବାଦ ସାର୍, ପ୍ରଣାମ।
Apanak class attend karile ,emiti feel hauchhi ki apanaka agare basiki class karuchhi...Apana bahut sundar vabare ,bujhi haba pari bujhauchhnti ..dhanyaba sir apnaku🙏🏼🙏🏼
Thanku sir 🎉🎉
Apanaka pataa bahuta sundar
Laguchh
L
Sir ଆପଣ ଙ୍କ class ବହୁତ helpful to 🙏
କ୍ଲାସିକ ସମ୍ବନ୍ଧୀୟ ଏକ ପୁଣ୍ଣାଙ୍ଗ ଛାତ୍ରୋପଯୋଗୀ ଆଲୋଚନାଟିଏ। ବହୁତ ଭଲ ଲାଗିଲା ସାର୍। ପ୍ରଣାମ.......
ପ୍ରଣାମ ସାର୍ 🙏 ମୁଁ ଆପଣଙ୍କ ପାଖରେ net/ssb/PhD ପାଇଁ physical class କରିବାକୁ ଚାହୁଁଛି ସାର୍ । କ'ଣ ଏହା ସମ୍ଭବ ସାର୍....। ସାର୍ 🙏🙏 ଦୟା ପୂର୍ବକ ଆପଣଙ୍କ ମତାମତ ଜଣାନ୍ତୁ । please sir......
ଏକ ହୃଦୟସ୍ପର୍ଶୀ ଆଲୋଚନା sir
Bahut sundara alochona sir thankyou
ବହୁତ ସୁନ୍ଦର ଆଲୋଚନା... ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟ ସମ୍ପର୍କରେ କିଛି ଭିଡ଼ିଓ ବନାନ୍ତୁ sir...
ସାର୍ ଏହି କ୍ଳାସ୍ ସିଜିମ୍ଏହାର ନୋଟ୍ ଟା ମୋ ପାଖକୁ ଛାଡିଦେବେ କି
😘
ବହୁତ ବହୁତ ଧନ୍ୟବାଦ ସାର୍
I am from Govt Women's college
Welcome
ବହୁତ ବହୁତ ସୁନ୍ଦର୍ ଆଲୋଚନା ସାର୍... ବହୁତ ବହୁତ ଧନ୍ଯବାଦ୍ ସାର୍.... ନମସ୍କାର ସାର୍! ଅନ୍ୟ ବିଷୟ ଉପରେ ମଧ୍ଯ ଭିଡ଼ିଓ ବନାନ୍ତୁ ସାର୍।
ବହୁତ ସୁନ୍ଦର ଆଲୋଚନା ସାର୍ ।
ସାର ପାଶ୍ଚାତ୍ୟ ସମାଲୋଚନା ଉପରେ video କରନ୍ତୁ plese
Very nice sir . ଆପଣଙ୍କ ପାଠପଢା ଶୈଳୀ ବହୁତ ଉଚ୍ଚକୋଟୀର । ଆପଣ ମୋ ଆଦର୍ଶ । ଆପଣଙ୍କୁ ଆଦର୍ଶ ଭାବରେ ଗ୍ରହଣ କରି , ମୁଁ ମଧ୍ୟ କିଛି କିଛି ସାହିତ୍ୟ ଆଲୋଚନା ଭିଡିଓ ୟୁଟୁୱ୍ ରେ ଅପ୍ ଲୋଡ୍ କରିଛି
Mo 6 th semester ra Sabu patha apanka channel re Thank you so much sir baladev jew Saha huantu mote mo exam bhala hau au mu pg karipare
ଧନ୍ୟବାଦ୍ ସାର୍ 🙏🙏🙏। ସାର୍ ଲୋକସାହିତ୍ୟ classic ସାହିତ୍ୟ ର ପରିସରଭୁକ୍ତ ହେବା ନା ନାଇଁ?
ସାର୍ ପ୍ରଣାମ ...🙏🙏 ବହୁତ୍ ବଢିଆ ଲାଗିଲା ଶାସ୍ତ୍ରୀୟତା ବାଦ ଉପରେ ଏତେ ସହଜ ଭାବରେ ବୁଝିବାକୁ..ସାର୍ ତୁଳନାତ୍ମକ ସାହିତ୍ୟ ଉପରେ କିଛି ଆଲୋଚନା କରନ୍ତୁ।
ବହୁତ ସୁନ୍ଦର ଆଲୋଚନା ସାର୍....
ସାର୍ ପ୍ରଣାମ 🙏
I am from Govt Women's college,puri
ସାର୍ ସ୍ବରୂପ ଓ ବୈଶିଷ୍ଟ୍ୟ ମଧ୍ୟରେ କିଛି ପାର୍ଥକ୍ୟ ଅଛି ନା ଏ ଦୁଇଟି ଏକା ଜିନିଷ ?
ମୋର କିଛି ଅଧ୍ୟାପିକା ଏ ଦୁଇଟି ଭିନ୍ନ କହୁଥିବାବେଳେ , ଆଉ କିଛି ଏ ଦୁଇଟି ଏକା ବୋଲି କହୁଛନ୍ତି
In that case I am totally in confuse.
So, pls help me to find out the answer 🙏
ସ୍ୱରୂପ ଗୋଟିଏ ସାହିତ୍ୟ କୃତିର ଆଙ୍ଗିକ ଓ ଆତ୍ମିକ ଉଭୟ ଦିଗକୁ ବୁଝାଏ।
ବଇଶିଷ୍ଠ ଗୋଟିଏ ତୁଳନାତ୍ମକ କଥା।ଯାହା ଅନ୍ୟର ନାହିଁ ମୋର ଅଛି। ବିଶେଷତ୍ୱ ବୋଲି ଧରାଯାଉ।
ମନେକରାଯାଉ,
ଦୁଇ ଜଣଙ୍କ ମୁହଁ ଏକାପରି।ପରନ୍ତୁ ରୀନା ଓଠ ତଳେ ଏକ କଳାଜାଇ ଅଛି।ଏହା ରୀନା ର ବିଶେଷତ୍ୱ।
ଏହା କିପରି ଖୋଜାଯିବ।
ସମଗ୍ର ରଚନାର ଆଙ୍ଗିକ ଓ ଆତ୍ମିକ ପରିପ୍ରେକ୍ଷୀରେ ଏପରି ମୂଲ୍ୟାୟନ କରାଯାଇପାରିବ।
ଏ ଦୁଇଟି କଥା ଗୋଟିଏ ହେଲେ ମଧ୍ୟ ଏହାର ପ୍ରୟୋଗ ଅଲଗା।
@@odiasahitya7223 ଧନ୍ୟବାଦ ସାର୍
Tq sir
ସାର ଲୋକ ସାହିତ୍ୟ ଉପରେ ଆଲୋଚନା କରନ୍ତୁ।
Sir u are the best,sir mor bahghyare nahi,apananka pakhare padhibara
ପ୍ରମାଣ ସାର 🙏🙏🙏ପାର୍ବତୀ ର ବିଷୟ ବସ୍ତୁ ସଂପର୍କରେ କିଛି ବୁଝାଇ ଦିଅନ୍ତୁ ।
Such as a Great video, Sir 🙏🙏🙏🙏
ହୃଦୟ ସହ ପ୍ରଣାମ ସାର ଆଉ ଭିଡ଼ିଓ upload କରନ୍ତୁ ଦୟାକରି
Excellent teaching sir 🙏❤
Thank you sir ....
Sir Namaskar and Thank you
Sir you are an excellent teacher...
Thankfully sir
ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ପତ୍ରପତ୍ରିକା ଉପରେ ଆଲୋଚନା କଲେ ଭଲ ହୁଅନ୍ତା sir 🙏🙏🙏🙏
Sir..odia bhasa upare gote video karantu sir
Sir ramantisijam ra video banantu sir
Very nice representation Sir 🙏
ହୋମର ଅଷ୍ଟଦଶ ଶତାବ୍ଦୀ ମାନେ କେତେ ସ୍ପଷ୍ଟ ହେଉନି ସାର ।
Thank you so much sir,aapan mora bahut doubt clear kari dele,,🙏
Thank u so much sir🙏🙏🙏
Bahut bahut dhanyabad
ସାର୍ ଓଡ଼ିଆ PG ENTRANCE ପାଇଁ ଭିଡିଓ ବନାନ୍ତୁ । ଧନ୍ୟବାଦ
Pg entrance gota patha nuhe.. taku nije padhibaku hue.. dhanyabad
Thanku sir
Sir apana tike Drama upare video bkarantu plz🙏
Bohuta Sundar Upastapana
Sir Apananku Sata Sata Pranam🙏🙏🙏
Thanks you sir, good morning sir
Thank you so much sir 🙏🙏🙏❤
ଅମାବାସ୍ୟା ର ଚନ୍ଦ୍ର କିପରି classic ସାହିତ୍ୟ ?
Tq sir very good analysis
Thank you sir
Tq sir 🙏🙏🙏🙏
ପ୍ରଣାମ sir 🙏🙏🙏... ପାଶ୍ଚାତ୍ୟ ସାହିତ୍ୟ ତତ୍ତ୍ବ ବୁଝିବାକୁ ବହୁତ କଷ୍ଟ ହେଉଛି । କିନ୍ତୁ ଏବେ romanticism and Clasisem ସମ୍ପୂର୍ଣ୍ଣ ଭାବେର ବୁଝି ହେଇଗଲା। please sir ଏମିତି video ଆହୁରି ବନାନ୍ତୁ । ଆଉ ଆପଣ ସବୁେବେଳେ ଆମକୁ ଆଶୀର୍ବାଦ କରୁଥାନ୍ତୁ 🙏🙏🙏ଧନ୍ଯବାଦ ସାର୍ 🙏🙏🙏
I am. Purunakatak. ...degree College. Odia honaur
Sir ଉଦ୍ଭଟ ନାଟକ ବିଷୟରେ କିଛି ଆଲୋଚନା କରନ୍ତୁ ।
Thank you so much sir🙏🙏🙏🙏🙏
Sir pls bamabada, bigathanabada upare vdo banantu. I humble request for u.
Thank u sir🙏🙏🙏
Sir net jrf ra class diantu syllabus anusare. Pls sir
Sir 5th semester ra galpa upanyasa kabya upload karantu🙏
Sir note pdf send karantu classcism ra
Sir ssb syllbus wise topic uplod karantu plz
karjalayalikhana anubhidhi
6th semistar bisaya alochana karantu
Tq tq sir
+3 3rdsemistr odia
kabita likhana kala
Thank you so much sir🙏🙏🙏
🙏🙏🙏🙏🙏
Thank you sir
Thank u sir🙏🙏🙏
🙏🙏🙏🙏