ଭଣ୍ଡ ବାବାଙ୍କ ରାତି କାରାନାମା... | Odisha Reporter

Поделиться
HTML-код
  • Опубликовано: 20 ноя 2024

Комментарии • 296

  • @ayushnaik1176
    @ayushnaik1176 2 года назад +44

    ନାରୀ ମାନେ ଜାଣି ଶୁଣି ରାତି ଅଧରେ ବାବାଙ୍କ ଆଶ୍ରମ କୁ ଯାଉଛନ୍ତି

  • @rajkishorrout2108
    @rajkishorrout2108 2 года назад +24

    ମହିଳା ମାନେ ଏବେ ଅଭିଯୋଗ କଲେ।ଆଗ ମହିଳା ମାନେ ରାତିରେ ଆସୁଥିଲେ କାହିଁକି। ସତ କଥା କହିବାକୁ ଲାଜ ଲାଗୁଛି। ଅରୁଆ ଡାଲମା କେତେ ଖାଇବେ।ଆସୁଥିଲେ ବିରିଆନିର ମଜା ନେବାକୁ। ଅଧିକ ହୋଇ ପେଟ ଖରାପ ହେବାରୁ ସେଇଠୁ ଆରମ୍ଭ ହେଲା ନାଟ। ଯଦି ମହିଳା ମାନେ ଏତେ ସତୀ ତାହା ହେଲେ ସେମାନେ ଏତେ ଦୁର ଆଗେଇଲେ କେମିତି। ପ୍ରଥମରୁ ତ ଗୋଟିଏ ମହିଳା ପାଖରୁ ଧରା ପଡି ଥାଆନ୍ତେ। ତା ମାନେ ଗରାଖ ବଢ଼ି ଭାଗ କମିବାରୁ ସେଇଠୁ ବାହାରିଲା ଗୁଣ ବଖାଣିବା। ଯେ ପର୍ଯ୍ୟନ୍ତ ଭାଗ ଠିକ ମିଳୁଥିଲା ସେ ପର୍ଯ୍ୟନ୍ତ ରାଧା ହେବାକୁ ଖୁସି ଲାଗୁଥିଲା। କୃଷ୍ଣ ଠିକ ରାଧା ମନ ମୋହୁଥିଲେ। ରାଧା ଅଧିକ ହେବାରୁ ଆଉ ମନ ମୋହି ପାରିଲେନି ନୁଆ ରାଧା ପାଇବାରୁ। ସେଇଠୁ ହେଇଗଲେ ଭଣ୍ଡ। ଲାଜ ସରମ ଟିକେ ଲାଗିଲାନି ଯାଇ ରାଧା ସାଜୁଥିଲ।

  • @sadanandasahoo3707
    @sadanandasahoo3707 2 года назад +77

    ଏତେ ସବୁ ଘଟଣା ଲୋକଲୋଚନକୁ ଆସିଲା ପରେ ବି ମହିଳା ମାନେ କେମିତି ବିଶ୍ବାସ କରୁଛନ୍ତି।

    • @kailashdalai7727
      @kailashdalai7727 2 года назад +2

      Right bro...

    • @prem-tu9vp
      @prem-tu9vp 2 года назад +1

      Galu hauchhi

    • @its__syzygy_
      @its__syzygy_ 2 года назад

      Mahila hi michha kahuchi angyaa sabu mahila janichhanti thik kauta bhul kauta se bhala loka taku faseibaku chahunchi a budhhi

    • @sadanandasahoo3707
      @sadanandasahoo3707 2 года назад

      @@its__syzygy_ ତାହାଲେ ତ ରାଜନୀତି। ମିଥ୍ୟାରୋପ ପାଇଁ ଦଣ୍ଡ ଦିଆଯିବା ଉଚିତ

  • @jagabandhupattanayak5782
    @jagabandhupattanayak5782 2 года назад +42

    ମୁଁ ଗୋଟିଏ ବାକ୍ୟରେ ମତ ରଖୁଛି ବାବା କେବେ ଭଣ୍ଡ ନୁହନ୍ତି ଭଣ୍ଡ ଗୁଡାକ ବାବା ସାଜୁଛନ୍ତି ଏଣୁ ସାବଧାନ

    • @falguniallu8536
      @falguniallu8536 2 года назад +1

      Thik semiti
      Chaka mane sabu kharap nuhanti kichi khap lok mane paisa pahin chaka sajuchanti
      Aau chori dakayati karuchanti aamo kineer samaj ku badnam karuchanti

    • @jagabandhupattanayak5782
      @jagabandhupattanayak5782 2 года назад +1

      @@falguniallu8536ହଁ ସତ କଥା ମୁଁ ଆପଣଙ୍କ କଥା ରେ ଏକ ମତ ଯେଉଁ ସଂଖ୍ୟା ରେ ନକଲି ବାବାଜୀ ବାହାରୁ ଛନ୍ତି ସେତିକି ନକଲି କିନ୍ନର ବାହାରୁ ନାହାନ୍ତି କାରଣ ଶାଢ଼ୀ ପିନ୍ଧିବାର ହେଉ କି ପଇସା ମାଗିବା ର ମାନସିକତା କୁଚିତ ଦେଖିବାକୁ ମିଳେ

    • @its__syzygy_
      @its__syzygy_ 2 года назад

      Your comment touch my heart and this guy telling fake News against the man who is simple man not the baba

    • @jagabandhupattanayak5782
      @jagabandhupattanayak5782 2 года назад

      @@its__syzygy_ thank you very much my sister

    • @pradipsoren2369
      @pradipsoren2369 2 года назад

      Sir..here we make a gross mistake.. most of them are bhanda..Only some negligible percentage of them are sadhus..Babas and prabhus are basically bhandas..

  • @chandanbindashcp1873
    @chandanbindashcp1873 2 года назад +31

    ନାରୀ ମାନଙ୍କ ଭୁଲ 🙏🙏🙏 ଜାଣି ପାରୁ ନାହାଁନ୍ତି

  • @rabindrakumarmohanty9415
    @rabindrakumarmohanty9415 2 года назад +15

    ରାଧା କାହିଁକି କୃଷ୍ଣ ପାଖକୁ ଯାଉଛନ୍ତି ରାତିରେ,ଗଲେ ତ ରାସ ଲିଳା ହେବ ।
    ଏ କଥା କଣ ଯାଣି ପାରୁନାହାନ୍ତି ଆଉ
    କେତେ ଘଟଣା ଘଟିଲେ ଜାଣିବେ,ନା ସବୁ ଯାଣି ଅଜଣା ଚାଉଳ ର ଭାତ ଖାଉ ଅଛନ୍ତି।

    • @nabamajhi8357
      @nabamajhi8357 2 года назад

      A....jugo re au ghore jadu molomo milu nahi....sethi pain babaonko sahara neuchhonti.....aahuri chalu🤣🤣🤣

  • @KALAHANDIDIARY
    @KALAHANDIDIARY 2 года назад +49

    ନାରୀ ମାନଙ୍କୁ ସ୍ଵାଧୀନତା ଦେଲେ ଏ ଭଳୀ ଅବସ୍ଥା ହେବ

  • @jagadishchandradas4008
    @jagadishchandradas4008 2 года назад +2

    ବହୁତ୍ ଖୁସି ଆଉ ବଢିଆ ।ଯାହା ହେଉ ଏବେ ମହିଳାମାନେ ବାବା ମାନଙ୍କର ପୁଞ୍ଜିକରଣ ଯୋଜନାରେ ସାମିଲ ହୋଇ ପାରୁଛନ୍ତି। ବହୁତ୍ ବହୁତ ବଢିଆ। ଧନ୍ୟବାଦ।

  • @kabulinayak7212
    @kabulinayak7212 2 года назад +58

    ମହିଳା ମାନଙ୍କ ଗାଣ୍ଡୀ ଗଲ ଗଲ ହଉଛି ବୋଲି ରାତି 11 ଟା ରେ ଗାଣ୍ଡୀ ମରେଇବା କୁ ଜାଉଛନ୍ତି ।

  • @Rajababu-gk6kp
    @Rajababu-gk6kp 2 года назад +16

    କଣ ଦରକାର ଥିଲା ରାତି ୧୧:୦୦ଟାରେ ଯିବାକୁ ଗାଣ୍ତି ଗଲହୁଛି

  • @tapannayak4187
    @tapannayak4187 2 года назад +4

    କେହି ନଗଲେ ବାବା କଣ ଘରୁ ଭିଡ଼ିନେଇ ଜାଉଛନ୍ତି

  • @purnachandrabehera720
    @purnachandrabehera720 2 года назад +5

    ପ୍ରଥମ। କଥା ,ମହିଳାମାନେ କାହିଁକି ଯାଉଛନ୍ତି ,। ଯଦି ,ଭଲ ଲାଗୁଛି ଯାଉଛ ,ଖରାପ ହେଲାରୁ କାହିଁକି କହୁଛ ।

  • @nilambarsethi8365
    @nilambarsethi8365 2 года назад +12

    ବାବା ପାଖକୁ ଯିବାଵେଳେ ପୋଲିସ କୁ ପଚାରି କି ପଚାରି କି ଯାଇ ଥଲ ନା କଣ ।

  • @samalsingh522
    @samalsingh522 2 года назад +18

    ଆଲୋ ସଖି ଆପଣା ମହତ ଆପେ ରଖି

  • @mahadev2366
    @mahadev2366 2 года назад +3

    ଇଲି ମା....ୟେ ତ ଆଉ ଗୋଟିଏ ସାରଥୀ ଭଣ୍ଡଵାଵା

  • @indian_villagers1
    @indian_villagers1 2 года назад +2

    ସବୁ ସେଇ ସାରଥୀର ଲୀଳା 🙏 ହରି ଓଁ ଶ୍ରୀମଦ ଶ୍ରୀ ଶ୍ରୀ ସାରଥୀଦେବାୟ ନମଃ 😁

  • @bibhutiparida4601
    @bibhutiparida4601 2 года назад +15

    ବାବା ମାନଙ୍କ ଭେଳିକି ଦେଖି ଯାଉଚ କାଇଁ ଏମିତି ହଟହଟା ହଉଚ କାଇଁ !

  • @blbapi2025
    @blbapi2025 2 года назад +3

    ନବୀନ ଥିବ ତ ଏସବୁ ସମ୍ଭବ,,,,,,

  • @bipinmaharana753
    @bipinmaharana753 2 года назад +13

    ତମେ ତମର ଯା କରିବାର କର ଆମକୁ କାହିଁକି କହୁଛ, ତମର ଗଲୁ ପବଳ ସେଥି ପାଇଁ 11ଟା ରାତିରେ ଗଲ ରାତିରେ ଯାହା ହେବ କଥା ସେସବୁ ହେଲା, ଏବେ କାହିଁ କାଟୁଛି

  • @manishpanda641
    @manishpanda641 2 года назад +20

    କାଦୁଅକୁ ଜିବ କାହିଁକି ଗୋଡ଼ ଧୁଇବ କାହିଁକି

    • @bibhumusictv691
      @bibhumusictv691 2 года назад

      @md shahid anwar ruclips.net/video/PAnuo4F8b3k/видео.html

  • @abinashkanhar1350
    @abinashkanhar1350 2 года назад +1

    ରାତି ରେ ନାରୀ ମାନେ ଯିବା କି ଦରକାର ଥିଲା କଣ ତମ ସ୍ବାମୀ ମାନେ କଣ କରୁଥିଲେ କି,ତମ ନାରୀ ମାନକଂର ହିଁ ଭୁଲ ଅଛି

  • @TikeMusic
    @TikeMusic 2 года назад +1

    Bhala hauchhi😀😀😀

  • @radhakanta8587
    @radhakanta8587 2 года назад +1

    ବାବା.. ଦୁନିଆ ର ବଡ ବେଶ୍ୟl ରେ ଲିପ୍ତ

  • @satyabhau69
    @satyabhau69 2 года назад +7

    ମହିଳା ମାନେ ଦିନକୁ ଦିନ କାହିଁକି ଏତେ ମୁର୍ଖ ହେଇ ଯାଉଛନ୍ତି 😮

    • @SUNILKUMAR-ps6rb
      @SUNILKUMAR-ps6rb 2 года назад +1

      Na re bhai,bia galu prabla hele kn karibe,baba hele bi chaleibe

  • @sudiptacharles5174
    @sudiptacharles5174 2 года назад +1

    Odisha baba good❤❤❤

  • @kanhapradhan3016
    @kanhapradhan3016 2 года назад +1

    ଜଏ କଣ୍ଡୁଆ ବାବା ବି ଜଏ ବାଗେଇ କି ଗଲୁ ମାର ବାବା

  • @ranjitpattanaik5340
    @ranjitpattanaik5340 2 года назад +9

    ଯାଉଛ କାହିଁକି? କଣ ଜାଣିନ ? ତମର ଗଲୁ ହେଉଛି ସିଏ ଗଲୁ ଭାଙ୍ଗୁଛି . ନିଜେ ତା ଘରେ ପଶିବ ରାତା ରାତିବଡ଼ ହେବା ପାଇଁ , ତମକୁ ଡାକି ଥିଲା?

  • @magicmoments5681
    @magicmoments5681 2 года назад +7

    ସବୁ ଗଲୁ ର ଦୋଷ ବାବା ର କିଛି ଦୋଷ ନାହି।।

  • @mankibaata394
    @mankibaata394 2 года назад +9

    ପ୍ରକୁତ କଥା ନିନେ ମୁର୍କ ହବା ସହ ଦୁନିଆ କୁ ମୂର୍ଖ ବନାଉଛ, ତମେ ନାରୀ ଶକ୍ତି ନୁଜକୁ କେବେ ପର୍ଯ୍ୟଲୋଚା କରିଛ, ନଉଁ ଘରେ ସାନ୍ଧ୍ୟ ସମୟରେ ଯଦି (ଭାଗବତ ଗୀତ) ପଢି ନିଜ ଘରକୁ ଜ୍ଞାନ ର ଆଲୋକ ରେ ଆଲୋକିତ କରିଥାନ୍ତ ଆଜି, ଛାଡ଼ ତମେ ମାନେ ତ ନାରୀ ପଣକୁ ଯୋଗ୍ୟ ନୁହଁ😀
    ନାରୀକୁ କାହିଁକି ସଂମାନ ଦିଆଯାଏ ଯେ ଜାଣିଛି ତମକୁ ଶୁଣିବନି😀😀😀

  • @jayjagannathkumarsaurav1537
    @jayjagannathkumarsaurav1537 2 года назад +1

    Jay odisha baba ra banda kata

  • @sorojjena7330
    @sorojjena7330 2 года назад +1

    Omm nahmh shibaya

  • @mukundakachhap7329
    @mukundakachhap7329 2 года назад +1

    ନିଜ ସ୍ଵାମୀଙ୍କ ସହିତ ସନ୍ତୁଷ୍ଟ ନ ଥିବା ସ୍ତ୍ରୀ ମାନେ ବାବା ମାନଙ୍କୁ ବିଶ୍ଵାସ କରନ୍ତି

  • @ashiskumargochhayat7764
    @ashiskumargochhayat7764 2 года назад +1

    Jay tetiskoti Deva Devi 🙏🙏🙏🙏

  • @sachindanandamahapatra6758
    @sachindanandamahapatra6758 2 года назад +2

    ଡାକ୍ତର ବୋଇଦା ଫେଲ ଯଉଠି ଛୁଆଟେ କରିବା ପାଇଁ..... ସେଠି ବାବା ଧରମରେ ଛୁଆଟେ ହୋଉଛି ଘୋରାଣୀ କି ଛାଡି ଦେଇ..... ସେଠି ବାବାଙ୍କର ଦୋଷ ନାହିଁ.... ଭୋକିଲା ମୁହଁରେ ଆହାର ଯାଚିଲେ ଦୋଷ ଟିକି ଥାଏ ଭାଇ.... 😜😜😜😜... ସେଠି ବାବାଙ୍କର ଦୋଷ ନାହିଁ.....

  • @brajakishoresahoo7321
    @brajakishoresahoo7321 Год назад +1

    ମାଡାମ ଆପଣ ଠିକ କହୁନାହାନ୍ତି କାରଣ ମହିଳା
    ମାନଙ୍କର ଗଲୁ ହେଲେ ସେହିମାନେ ହିଁ ଯାଇଥାନ୍ତି
    ଗଲୁ ମାରିବା ପାଇଁ ବାବାଙ୍କର ଦୋଷ କୋଉଁଠି
    ବାବା କାହା ପାଖକୁ ଯାଆନ୍ତି ନାହିଁ ଗଲୁ ମାରିବାକୁ

  • @apartimoharana2763
    @apartimoharana2763 2 года назад +1

    ମାଆ ସର୍ବଦା ମାଆ ସେ ରାଣ୍ଡି ହୋଇ ପାରିବ ନାହିଁ କୌଣସି ଅସୁବିଧାରେ ନିଜ ପରିବାର ର ମଙ୍ଗଳ ସକାଶେ ଯିବାକୁ ବାଧ୍ୟ ହେବ
    କିନ୍ତୁ ଗୋଟେ ମାଆ ତାର ସନ୍ତାନ ସକାଶେ ସବୁ କରିପାରେ.
    ଏହିଠାରେ କହିବି ନିଜେ କୃଷ୍ଣ ନାମରେ କଳଙ୍କ ଲଗାଇ ଛନ୍ତୀ ବୋଲି ଧରା ହୋଇଛନ୍ତି
    ଯେପରି ସାରଥୀ ଦଣ୍ଡ ଛୋଟିଆ ମିଳିବ ନାହିଁ ଓଡିଶା ର ଲୋକ ସର୍ବସ୍ବ ଦେବେ ସର୍ବସ୍ବ ନେବେ

  • @InvestmentGk
    @InvestmentGk 2 года назад +1

    କୁକୁର ଲାଞ୍ଜ ଯେତେ ସିଧା କଲେ ବି ତାହା ବଙ୍କା ହୋଇଯାଏ. ତାର ସଠିକ ଉଦାହରଣ ଏଇଟା 👌

  • @prasantakumarnayak8369
    @prasantakumarnayak8369 2 года назад +3

    ତୁମ୍ଭେମାନେ ବାବାଙ୍କ ପାଖକୁ ଯାଉଛ କାହିଁକି💃💃........ ପୁଣି ରାତି 11 ଟାରେ 💃💃💃😁😁😁😁😆😆😆

  • @niranjannayak5969
    @niranjannayak5969 2 года назад +1

    ତମେ ସବୁ କଥା ଜାଣି ବାବାଙ୍କ ପାଖକୁ ଆସିବା ପାଇଁ ଇଛା କରୁଛ କାହିଁକି?ରୋଗ ପାଇଁ ମେଡ଼ିକାଲ୍ ଅଛି, ଛୁଆ ଦରକାର ହେଲେ ତମର ନିଜ ପୁରୁଷ ଅଛି ।ବାବାଜୀ ପାଖରେ କି କାମ?

  • @jaiho620
    @jaiho620 2 года назад +46

    ଭଉଣୀ, ନେତା, ମନ୍ତ୍ରୀ, ପୋଲିସ ସବୁ ଗୋଟେ ଭାଡ଼ିରେ ପରା. ଏଠାରେ ଦୋଷୀ ନିର୍ଦୋସରେ ଖଲାସ ହୁଏ, ନିର୍ଦୋଷୀ ଦୋଷ ମୁଣ୍ଡାଇ ସାରା ଜୀବନ ଜେଲ ଭୋଗେ. ପୋଲିସ ରହି ଯାହା, ନ ରହି ତାହା.

  • @basudevnayak7248
    @basudevnayak7248 2 года назад +19

    🌹🙏 Request to Honourable the Odisha Police Department to investigate the poor case properly and take immediate strong action.
    Otherwise, God will take strong action against you with your family, jai Hind🇮🇳 🌹🙏🌹🙏🌹🙏🌹🙏🌹🙏🌹🙏🌹🙏

    • @jayjagannathkumarsaurav1537
      @jayjagannathkumarsaurav1537 2 года назад

      Right sir

    • @sudarshanpadhy8392
      @sudarshanpadhy8392 2 года назад

      Kahinki au kichi kaam nahin ki?
      2.Ladies manae tanka jinisa nijae jagrata rakhantu,jinisa churamadaa khailae dakhaiba stri dai.
      3.Garamia stri kuhanti nahi,thanda stri mananku luga bajigalae patitunda(hysterical/sensitive)

  • @sarojpanda8334
    @sarojpanda8334 2 года назад

    ଆଲୋ ହେ ମାଇକିନା, ବାବା ତ ଦୋଷୀ ତୁ ସେ ମାଇକିନା ଙ୍କୁ କହୁନୁ ସେମାନେ hospital ନ ନେଇ ତାଙ୍କ ପିଲାଙ୍କୁ ବାବାଙ୍କ ପାଖକୁ କାହିଁକି ଯାଉଛନ୍ତି ଓ ରାଧା ବେଶ ହୋଇ କାହିଁକି ବାବାଙ୍କ ମନୋରଞ୍ଜନ କରୁଛନ୍ତି

  • @titusabar4808
    @titusabar4808 2 года назад +2

    Your right madam

  • @chandanpadhan5676
    @chandanpadhan5676 2 года назад

    Tamaku thik heichhi... Separi lokanku kahiki biswas karuchha ... Baba bhagaban nuhe.... Tume Mane tanku bhagwan banai deuchha... God bless all...

  • @tcbadboy7548
    @tcbadboy7548 2 года назад

    ଏ ମାଡାମ ଙ୍କ କଥା ରୁ ଜଣାପଡିଛି ବାବା ଆଣ୍ଠୁଆ ଗୋପାଳ ସାଜୀ ଏ ମଡାମ ଙ୍କ ପାଖରୁ ଖିର ଖାଇ ନାହାନ୍ତି ସେଥିପାଇଁ ରାଗିଯାଇ ଛନୀ

  • @sadanandasahoo3707
    @sadanandasahoo3707 Год назад

    ଏତେ କଥା ହେଲାପରେ ବି, ମହିଳା ମାନେ ଆହୁରି ବାବା, ମନ୍ତ୍ର ରେ ବିଶ୍ବାସ କରୁଛନ୍ତି ଓ ଆସୁଛନ୍ତି। କଣ କ୍ଷୀର ପିଆ ଛୁଆ କି

  • @arunakumarbehera6538
    @arunakumarbehera6538 2 года назад +1

    Immediately strong action taken

  • @pradhandharmaraj7554
    @pradhandharmaraj7554 2 года назад +1

    Happy women's Day 🇮🇳🇮🇳

  • @arushmohapatra6844
    @arushmohapatra6844 Год назад

    ଏ ମହିଳା ଏୟାର ପୋର୍ଟ ପାଖରେ ଵରୋଦା ବ୍ୟାଙ୍କ ଥିବା ଘର ମାଡିବସି ଅଛି ନାରୀ ନେତ୍ରୀ ନା ଵାଳ

  • @deepakbehera5414
    @deepakbehera5414 2 года назад +2

    You are right madam

  • @radhebhaya711
    @radhebhaya711 2 года назад +1

    V jd ku vote dia nama neba

  • @bijaybadra1835
    @bijaybadra1835 2 года назад

    ଏଦୁନିଆ ଭଗବାନ ନାହିଁ ନିଜ କର୍ମ ହଁ ଭଗବାନ

  • @himalayanlife3752
    @himalayanlife3752 2 года назад

    ସେ ବାବା ଯାହା ହେଲେ ତାହା ହେଲା ତମେ ସ୍ତ୍ରୀ ଲୋକ ଯାଉଥିଲ କାହିଁକି ସେଇଠିକି ତମର ବହେ ଗଲୁ ଅଛି ଆଗ ଦୋଷ ତମର ତାପରେ ବାବାଙ୍କର

  • @bagdevinursery8126
    @bagdevinursery8126 2 года назад

    ଏ ଏ ନବୀନ ବାବୁ ଆମେ ତମ ଫ୍ୟାନ.....ଏଠି ଯାହା ସବୁ ହେଉଛି.... ସବୁ ତୁମ ଜାଣନ୍ତ ରେ......
    ଏଠି ଦୋଷୀ ହୁଏ ନିର୍ଦୋଷୀ....... ଆଉ ନିର୍ଦୋଷୀ ହୁଏ ଦୋଷୀ....
    ଭଣ୍ଡ ସାଜେ ବାବା.... ଆଉ କରେ ସବୁ କାରନାମା....
    ଲାଞ୍ଚ ପାଇଁ ଅଫିସର ନିଏ ପୁଳାଏ ଟଙ୍କା... ପିଅନ ପାଏ ଖୁଚୁରା.....
    ପ୍ୟାଚ ମାରି ରାସ୍ତା କୁ କରେ ମରାମତି..... Bill ନିଏ ନୂଆ ରାସ୍ତା ର ହିସାବ କରି...
    ମହିଳା ଙ୍କୁ ଦେଲା ସବୁ ଅଧିକାର.... ସ୍ୱାମୀ ଶାଶୁ ଶଶୁର ଙ୍କ ଉପରେ ଚଢେ ବାରମ୍ବାର....
    ଭ୍ୟାନୀତି ବ୍ୟାଗ ପକେଇ ବଜ଼ାର ନଗଲେ ହୁଏ ନାହିଁ ତାର ହଜମ...
    ତଥାପି... କହୁଛି.....
    ଏ ନବୀନ ବାବୁ ଆମେ ତୁମ ଫ୍ୟାନ......

  • @bibhekkumarpradhan4247
    @bibhekkumarpradhan4247 2 года назад

    ବାବାଙ୍କୁ ବିଶ୍ୱାସ ନାହିଁ ଆଜି କାଲି ସବୁଦିନ ବଣ୍ଡ ଭାବ ବାଦୀ ମାନଙ୍କ ଠାରୁ ସାବଧାନ , ସମୟ ବହୁତ୍ ମନ୍ଦ ଅଟେ ମନ ପରିବର୍ତ୍ତନ କର କାରଣ ସମୟ ସନ୍ନିକଟ ,ସତ୍ୟ ଈଶ୍ୱର ଙ୍କୁ ଅନୁସନ୍ଧାନ କରନ୍ତୁ, ନ ହେଲେ ସମସ୍ତେ ବିନଷ୍ଟ ହେବ , କାରଣ କାଳ ମନ୍ଦ ଅଟେ ବାବା ମାନଙ୍କୁ ବିଶ୍ୱାସ କର ନାହିଁ, ସତ୍ୟ କୁ ଟିକେ ଅନୁସନ୍ଧାନ କର , ସେମାନେ ଜଣେ ଜଣେ ସରତି ବାବା ,

  • @ajaynayak7134
    @ajaynayak7134 2 года назад +2

    ଆପଣ ମାନେ ଖୁସି ତୋ🤣🤣

  • @sudarshanpadhy8392
    @sudarshanpadhy8392 2 года назад +1

    Stalavaga(purusa),jalavaga(stri)
    2.purusa sighra garam,sighra thanda,stri late garan,late thanda.
    3.sighra gamia stri padarea pakaibae nahi.

  • @trilochanpatnaik6321
    @trilochanpatnaik6321 2 года назад

    ଏହା ବିଜେଡି ର ନିର୍ମଳ ଶାସନ।

  • @sanukumar3422
    @sanukumar3422 2 года назад +1

    ନବୀନ ପଟ୍ଟନାୟକଙ୍କ ର ଜାଗା ରେ ହିଁ ଏ ସବୁ ଚାଲିଛି ଜାଣି ପରୁ ନାହାଁନ୍ତି ପୋଲିସ ଆଉ ନେତା ମାନେ 😂 ବେକାର

  • @ajitkumarmallick2291
    @ajitkumarmallick2291 5 месяцев назад

    Vala karuthile

  • @ruparanjanmishra1433
    @ruparanjanmishra1433 2 года назад +1

    This is navin sarakara

  • @pinkisahoo2268
    @pinkisahoo2268 2 года назад +2

    Khandagiri iic mukhya aasami

  • @arunbanichul751
    @arunbanichul751 2 года назад

    Eita radha krushna premo ta ok

  • @bikashcool8743
    @bikashcool8743 2 года назад +2

    We need proper investigation

  • @rabiparida9482
    @rabiparida9482 2 года назад +2

    ଆମ ଓଡିଶା ର ଗୃହ ମଂତ୍ରୀ ଓ ଗୁହ ବିଭାଗ ବିଷୟ ରେ ମାଉସି ବୋଧହୁଏ କିଛି ଯାଣି ନାହାଁନ୍ତି? ୮ବୟସ ର ପିଲା କଣ? ଏମାନେ ୮୦ବୟସ କୁ ଛାଡିବେ ନାହିଁ. ଆମେ ପରା ୧ନଂ.ଆଉ କିଛି ବର୍ଷ ପରେ ନିଜକୁ ଓଡିଶା ବାସୀ କହିବାକୁ ଲାଜ ଲାଗିବ. 😇😎🤓

  • @ajitsahoomotivational2196
    @ajitsahoomotivational2196 2 года назад

    Sata katha hauchi ajikali ra maximum mahila manankara nija swami apekhya ye baba mananka uparay besi biswas.Saymanay bhabanti baba manay tanka life ray besi khushi deiparibay.

  • @jayhind6187
    @jayhind6187 2 года назад

    ବାବା କେତେ ଥର ସଲେଇଛନ୍ତି ?

  • @sankirttanmajhi633
    @sankirttanmajhi633 2 года назад

    ମାରୀଦିଅ

  • @gobindachandrasahu6006
    @gobindachandrasahu6006 2 года назад

    ତମର କଣ ଅଛି ଯେ ବାବା ଡାଊନ ଲୋଡ଼ କରୁଛି।ଆମ ମାଇକିନିଆ କୁ ଡାକ ସେ ଯଦି ଯିବ ,ମୋତେ କହିବ।ତମେ ସବୁ ମନେମନେ ଘରର ମୁରବି ଆଉ ତମ ଅଣ୍ଡିରା ମାଇଗୁଲି।

  • @dhrubadas158
    @dhrubadas158 2 года назад +1

    Are ladies not aware about past events of Sarathi and Sura in odisha?

  • @prafullabarik7085
    @prafullabarik7085 2 года назад +5

    Remember the act of Sarathi Baba. It's ridiculous to think that Babas are above the carnal.desire.

  • @debarajsahoo3858
    @debarajsahoo3858 2 года назад +5

    A stree loka mane Kan pai sethiki jauchhanti ,,,Vanda baba nuhe Vanda stree loka,,baba ra faida nauchnti stree loka mane,,😀😀😀

  • @titli550
    @titli550 2 года назад

    Baba Mana nku khasu Kari license diajiba nihati darkar indian government ku mor gote request 🙏

  • @prashantasethi9922
    @prashantasethi9922 2 года назад +1

    Oh my god

  • @santoshkumarmishra2620
    @santoshkumarmishra2620 Год назад

    Madam ତମେ ରାତି ରେ ଏ ଘଟଣା ଘଟିଛିବୋଲି କେମିତି ଜଣିଲ ?

  • @pradiptakumarmallick4529
    @pradiptakumarmallick4529 2 года назад

    Rati re baba manaka pakhaku ja nahi

  • @kaminipothal2778
    @kaminipothal2778 Год назад

    Radha🧕subà

  • @gyanaranjanrout5826
    @gyanaranjanrout5826 2 года назад

    ତମେ କେମିତି ଜାଅ ସେଠିକୀ ତମକୁ କେମିତି ଭଲ ଗେ

  • @maheshwardas310
    @maheshwardas310 Год назад

    Ghare ghaita upare chadhuchha dina jaka. Ratire baba chadhuchanti asubidha kan hei gala .ghodagehi ethara ghoda chadhile santi lagiba

  • @drout526
    @drout526 2 года назад +1

    Let the law decide...who is the culprit. Do not judge anyone basis on the media trial.

  • @SagarSingh-mp8bg
    @SagarSingh-mp8bg 2 года назад

    He pravhu au kete Dina emiti chaliba

  • @sanghamitradas371
    @sanghamitradas371 2 года назад +2

    Pallapalli re emiti gote case heithila se case ku Ashok panda au sulochana das dabedele

    • @beautifulworld2479
      @beautifulworld2479 2 года назад

      Ashok panda sadhaa budha maruni , chakiria nka tharu bati adaay kari peta posuchi.

  • @manasranjanmohanty3270
    @manasranjanmohanty3270 Год назад

    ବିଜେପି ବାବା ଓଡିଶାରେ ପଶିଗଲେ 😄

  • @k.kamaleswarighatal7347
    @k.kamaleswarighatal7347 2 года назад

    Waooo
    Baba ku a te insults

  • @debendratanti8547
    @debendratanti8547 2 года назад

    Bcz of education

  • @krushnachandrachoudhury5263
    @krushnachandrachoudhury5263 2 года назад +1

    Ete dina paree jee jhada phunka re bisswas kn kariba

  • @jchoudhury274
    @jchoudhury274 2 года назад

    Baba pakhaku JIBA MAHILA MA nkar bhul rahuchi kahila kon heba

  • @holyfireministryanguljagat8695
    @holyfireministryanguljagat8695 2 года назад +1

    Au tik loka mane puja kara

  • @maheswartudu4617
    @maheswartudu4617 2 года назад

    Baba aponomane hin bonouchhonti karono bbsr voli jagare rohikori b osikhito hei ochhonti

  • @biswanathnaik2624
    @biswanathnaik2624 2 года назад

    ୟାକୁ ବି କଣ ବାବା ଫୁଙ୍କି ଦେଲେକି

  • @rakeshmaharana856
    @rakeshmaharana856 2 года назад

    Good au kahaku baba darakar ki

  • @ashokkumardas1634
    @ashokkumardas1634 2 года назад +1

    Mahila mane BJD government ku vote dele bhanda baba nku poribe.

  • @debasish5246
    @debasish5246 2 года назад

    Eita kou ashram..address kan

  • @hariharnayak2935
    @hariharnayak2935 2 года назад +2

    I have doubt on this lady, she is telling lie

  • @bhabanishankarpati466
    @bhabanishankarpati466 2 года назад +1

    Baba what does that mean ..remember once again Mr..sarathi baba the most wanted romantic baba ..what happened but till now some people are believing
    them..immediate arrest then forward to jail for life time

  • @PRITAMKUMAR-st7xx
    @PRITAMKUMAR-st7xx 2 года назад +1

    Vishwa hindu parishad kichhi ta kara

  • @chittaranjanpandey6404
    @chittaranjanpandey6404 2 года назад

    Madam apan kebe .,....

  • @sirfhamareliye6268
    @sirfhamareliye6268 2 года назад +1

    police ethi kn kariba ..Baba radhaa habaku kahuchhi ..raji hau6 seita nija ichha re ...loke jau6 kn paenn ....sarathi ,ramrahim pare v biswas j karuchhi ...baba ku seta sei lokara dosa ... .

  • @hemantarout9587
    @hemantarout9587 2 года назад

    Hare krishna maa mane tumaku tike lajylaguni kahibaku baba tumagharaku jaichanti ki tumemane babaka pakhaku jaicha jadi janku jarahela medical kahiki heichi amemane sabu andha

  • @susantamahunta3803
    @susantamahunta3803 2 года назад +1

    Maa a katha thik nuhe,,,,,💙