Aarohi Pranab Pattnaik

Поделиться
HTML-код
  • Опубликовано: 28 дек 2024

Комментарии • 18

  • @purnachandradas7851
    @purnachandradas7851 2 года назад +3

    Unique video Thanks 👍👍 Continue ଆରୋହୀ

  • @abinashnayak4589
    @abinashnayak4589 Год назад

    Excellent, Superb, Wonderful, Incredible

  • @prafullabarik7085
    @prafullabarik7085 Год назад

    ପ୍ରଣବ ପଟ୍ଟାୟକ କିମ୍ବଦନ୍ତୀ ମାନଙ୍କ ମଧ୍ୟରୁ କିମ୍ବଦନ୍ତୀ ଟିଏ । ମୁଁ ତାଙ୍କର ଗୋଟେ ବହୁତ୍ ବଡ଼ fan ।

  • @manojdas1286
    @manojdas1286 2 года назад +2

    Aha...kana gauchanti sir ..apananku pranam mara....mu dhanya haigali go apanaku suni au dekhi. Sadhubad b debi Doordarshan ku.ki sundar programme.Deba bhai badhia upastapana. Namaskar

  • @sanjeevpaikray977
    @sanjeevpaikray977 Месяц назад

    Thanks you both ❤

  • @pratapnayak546
    @pratapnayak546 7 месяцев назад

    Ordinary song

  • @gangadharbeura3159
    @gangadharbeura3159 Год назад +2

    ଓଡ଼ିଆ ସଙ୍ଗୀତର ଅମଳିନ ପ୍ରତିଭା ପ୍ରଣବ ପଟ୍ଟନାୟକଙ୍କ ପ୍ରତ୍ୟେକ ଗୀତ ବେଶ ମନୋମୁଗ୍ଧକର ଓ ହୃଦୟସ୍ପର୍ଶୀ। ତାଙ୍କର ପ୍ରତ୍ୟେକ ଗୀତରେ ଜୀବନ ଦର୍ଶନର ମହତ୍ୱ ମର୍ମେ ମର୍ମେ ଅନୁଭବ କରିହୁଏ। ପିଲାଦିନରୁ ପ୍ରଣବ ପଟ୍ଟନାୟକଙ୍କ ଗୀତ ରେଡ଼ିଓରୁ ଶୁଣି ଶୁଣି ମୁଁ ବଡ ହୋଇଛି। ତାଙ୍କର ପ୍ରତ୍ୟେକ ଗୀତ କାଳଜୟୀ। ଓଡ଼ିଆ ସଙ୍ଗୀତର ଅମଳିନ ପ୍ରତିଭା ଙ୍କୁ ମୋର କୋଟି କୋଟି ପ୍ରଣାମ।

  • @rabindrakumarmohanty9415
    @rabindrakumarmohanty9415 2 года назад +1

    କୁଆଡେ଼ ଗଲା ସେଦିନ ମନେ ପଡିଲେ ଦୁଃଖ ଲାଗୁଛି
    କେଉଁଆଡେ ଅକ୍ଷୟ ମହାନ୍ତି ମହମ୍ମଦ ସିକନ୍ଦର ଆଲାମ ପ୍ରଫୁଲ୍ଲ କର ଚିତ୍ତ ଜେନା। ପରିଣତ ବୟସରେ ପ୍ରଣବ ପଟ୍ଟନାୟକ ଙ୍କ କ°ଠର ଯାଦୁ ଏଵେ ଵି ଶ୍ରୋତା ଙ୍କୁ ଭାବ ବିହ୍ୱଳ କରୁଛି। ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛି ଶତ ଶତ ପରମାୟୁ ପ୍ରଦାନ କରନ୍ତୁ ଓଡ଼ିଶାର ଏହି ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଙ୍କୁ।

  • @trushnamohapatra9437
    @trushnamohapatra9437 3 года назад

    Sosweetvolce

  • @lovefoodpark3365
    @lovefoodpark3365 4 года назад +4

    ଓଡ଼ିଶାର ବରିଷ୍ଠ ପାଲା ସାହିତ୍ୟ ପରିବେଷଣ କରି ପ୍ରାଚୀନ ସାହିତ୍ୟ କୁ ବଞ୍ଚାଇ ଆସିଛନ୍ତି ,ସେଇ ପାଲା ଗାୟକ ମାନଙ୍କୁ ସୁଯୋଗ ମିଳୁ। ପାଲା ସମସ୍ତଙ୍କର ନାମ କରଣ ପରିଚୟ ସୃଷ୍ଠି କରିଛି ।ଓଡ଼ିଶାର ସର୍ବଶ୍ରେଷ୍ଠ ପାରମ୍ପରିକ ସଂସ୍କୃତି ପାଲା ।

  • @Ollywood170
    @Ollywood170 3 года назад

    Song sangaku video hoithile bahut Bhala lagithanta

  • @kishorimohandashl3688
    @kishorimohandashl3688 3 года назад +1

    Very heart toching

  • @kishorimohandashl3688
    @kishorimohandashl3688 2 года назад +1

    La janab nehi

  • @saratsahoo6781
    @saratsahoo6781 3 года назад

    So sweet voice and song ❤🎵💙💚🌷🌷🌷🌷🌷🌷🌷🌷⚘⚘⚘⚘⚘

  • @kishorimohandashl3688
    @kishorimohandashl3688 2 года назад +2

    Lajabab nehi.

  • @santoshcraft4391
    @santoshcraft4391 4 года назад

    Nice

  • @santoshcraft4391
    @santoshcraft4391 4 года назад

    Beautiful

  • @sidharthatripathy6206
    @sidharthatripathy6206 3 года назад

    Malaya Mishra nku dakantu