Ratha ro name na janile kn hela tini thakuranka namo to jani thibo na Jeun bhai o bhauni mananku dukha laguchi sehi mahila janaka semananka bhali intelligent nuhe ...
Om Jay shree jagannath swami nayan path gami vhaba tume prabhu namoh namoh prabhu Govinda govinda prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏God bless you to your family sir 🙏🏻 And all sir 🙏🏻
ରଥ ଯାତ୍ରା - ଆଷାଢ଼ ମାସ ଶୁକ୍ଳ ପକ୍ଷ ଦୂତିଆ। ରେ ପଡେ
୩ ରଥ ର ନାମ - ନନ୍ଦିଘୋଷ ; ତାଳଧ୍ଵଜ ରଥ; ଦର୍ପଦଳନ ରଥ;
ବାହୁଡ଼ା ଯାତ୍ରା - ଆଷାଢ଼ ମାସ ଦଶମୀ ରେ
ରଥ ରେ ସୁନାବେଶ କରାଯାଇଥାଏ ଆଉ ଭୁତ ପ୍ରେତ ଚଣ୍ଡୀ ଚାମୁଣ୍ଡା କୁ ସାନ୍ତ କରି ମୁକ୍ତି କରିବା ପାଇଁ ଅଧର ପଣା ନୀତି କରା ଯାଏ
ରଥଯାତ୍ରା ର ଶେଷ ଯାତ୍ରା ନୀଳାଦ୍ରି ବିଜେ
ଅଭିମାନୀନି ମା ସାଆନ୍ତାଣୀ ଙ୍କୁ ଆମ କୋଟି ଓଡିଆଙ୍କ ମଉଡ ମଣି ମହାବାହୁ ରସଗୋଲା ଦେଇ ମାନଭଞ୍ଜନ କରନ୍ତି 🙏 କେଡେ ସୁନ୍ଦର ଆମ ସଂସ୍କୃତି ଜୟ ଜଗନ୍ନାଥ 🙏
So nice ...
Bahut sundar ...odia sanskruti au parampara samaste janiba uchit
@@jayaramnayak8529 ସେ ମୋ କାଳିଆ ଭାଇ ବଳିଆ ଭାଇ ଓ ମୋ ମା ସୁଭଦ୍ରା ମୋ ଜୀବନ ର ସବୁ କିଛି ମୋ ଘର ର ମୁରବୀ ସେ 🙏
@@rasmitasahoo1997 ଜୟ ଜଗନ୍ନାଥ ଆପଣ ଭଲ ରେ ରୁହୋନ୍ତୁ
Au mausi maa nka naa ta kahileni
ଶଳା status ଦେଲା ବେଳକୁ fuse ଅଛି।କିନ୍ତୁ ତିଥି ମାସ ର ସଂସ୍କୃତି ବେଳକୁ ପୁରା fuse ଉଡିଯାଉଛି।କିରେ ଖାଲି ତ ମୋବାଇଲ reels ରେ ମାତିଲ ଏଗୁଡ଼ା ଆସିବ କୁଆଡୁ।
ରଥ ଯାତ୍ରା :- ଅଷାଢ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ପଡେ। ଜଗନ୍ନାଥ ପ୍ରଭୁ ରଥ ଙ୍କ ନାମ :- ନନ୍ଦିଘୋଷ, ବଳଭଦ୍ର ପ୍ରଭୁ ରଥ ଙ୍କ ନାମ:- ତାଳଧ୍ୱଜ ଏବଂ ସୁଭଦ୍ରା ମାତାଙ୍କ ରଥର ନାମ :- ଦେବଦଳନ । ନନ୍ଦିଘୋଷ ରେ ୧୬ ଟି ଚକ ଥାଏ। ବାହୁଡ଼ା ଯାତ୍ରା ଦଶମୀ ତିଥିରେ ପଡେ। ଜୟ ଜଗନ୍ନାଥ ମହାପ୍ରଭୁ 🙏🙏।
ପୁରା ଠିକ
Kanhki hindu ghare janma hoithila
Right
@@radhakrishnapatra852 han
@@brajeswarisingh909 Thanks
RSS ବିଜେପି ବୈଜୟନ୍ତ ପଣ୍ଡା କହିଛି କି ଏହିପରି ଅନ୍ଧବିଶ୍ୱାସ କୁ ଅଧିକ ରୁ ଅଧିକ ପ୍ରଚାର ପ୍ରସାରିତ କରିବା ପାଇଁ ହଉ ସଂସ୍ଥା ଚାଲୁ ।
❤ଏମାନେ କେଉଁ ଦୁନିଆର ମଣିଷ ଜଗନ୍ନାଥ ଦେଶରେ ଜନ୍ମ କି ପାତାଳ ରୁ ଜନ୍ମ ।
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ। ଏମିତି ସବୁ ଓଡିଆ ଲୋକ ଙ୍କୁ ଦେଖି ରାଜ୍ୟ ର ମୁଖିଆ ଠିକ ଭାବେ ଫିଟ୍।
ବହୁତ୍ ଦୁଃଖ ଲାଗୁଛି, ଓଡ଼ିଆ ଲୋକ ହେଇକି ଏ ସବୁ କଥା ଜାଣିନ, ଛେ........😢😢😢😢
Kain dukha laguchi
Ekdom right bro
Ratha ro name na janile kn hela tini thakuranka namo to jani thibo na
Jeun bhai o bhauni mananku dukha laguchi sehi mahila janaka semananka bhali intelligent nuhe ...
Cuttack Puri balanku bhi jonanothibo
ଧନ୍ୟ ଧନ୍ଯ ।ହେ ଭଗବାନ.....କି ଓଡିଆ।
Good sweet. Morning hrudayavara suvkamana agyan apnankatharu gotiekatha janibaku chahnuchi ,apnaku hatajoduchhi suvkamna , debatamanankara debajana ,ba rath , gudikara , baigyanika kiethile agyan motetike bateidebe koti panamkaruchhi ,mangala kamana bi karuchhi apananmananka samasta parivara samastanku vagwan pravu shree jagannath sarvda mangala rakhithantu ehikamna ❤❤
ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ, ଜଗତ ପ୍ରସିଦ୍ଧ ଆମ ଠାକୁରଙ୍କ ବିଷୟରେ ସାଧାରଣ କଥା ଆମକୁ ଜଣା ନାହିଁ।
Jagannath amo relative sethi pain ame bodoponia dekhauchu
ଆପଣମାନଙ୍କ ପାଇଁ ଆମ ସଂସ୍କୃତି ଆହୁରି ଆଗକୁ ବଢିବ
ଧିକ୍ ତମ ଓଡ଼ିଆ ପଣିଆ କୁ🙏
Jay jagannath sawmi🙏🙏
ବହୁତ ଭଲ ଭିଡିଓ l ଭଲ ଲାଗିଲା l
ଯେଉ ଲୋକ ର ଭଗବାନ ପ୍ରତି ଶ୍ରଦ୍ଧା ଭକ୍ତି ନାହିଁ ସେମାନେ ଏ ପ୍ରଶ୍ନ ର ଉତ୍ତର ଦେବେ କିପରି ? ସେଥି ପାଇଁ ଭାବ ଦରକାର , ପ୍ରେମ ଦରକାର l ଲୋକ କୁହନ୍ତି ମୁଁ ବ୍ୟସ୍ତ ଅଛି ସେ ଲୋକ ବ୍ୟସ୍ତ ନୁହଁ ଅସ୍ଥବ୍ୟସ୍ତ ଥାଆନ୍ତି l ମୋ ପାଖରେ ଟାଇମ ନାହିଁ ସେମାନଙ୍କ ପାଖରେ ବହୁତ୍ ଟାଇମ ଥାଏ l Jai jagannath
Jay jagannath ji ki jai ho 🙏🙏🙏🙏
ଓଡ଼ିଆରେ ଏମାନେ PG କଲାପରି ଲାଗୁଛନ୍ତି, ବହୁତ ଦୁଃଖ ଲାଗିଲା ସେବକ ଭାଇ ଜଣଙ୍କ ପାଇଁ, ଜଗନ୍ନାଥଙ୍କ ସେବକ ହୋଇ ତାଙ୍କ ବିଷୟରେ ପଦେ କହିପାରିଲେ ନାହିଁ , ସାଧାରଣ ଲୋକଟିଏ କ'ଣ କହିବେ, ଜୟଜଗନ୍ନାଥ 🙏🙏🙏
😁😂🤣🤣🤣🤣
ଏ ବୁଢ଼ୀଟା ମୁସଲମାନ ନା ଖ୍ରୀଷ୍ଟିଆନ
ଶେଷକୁ ବହୁତ ସୁନ୍ଦର କଥା କହିଲେ ଆପଣ
ମାଉସୀ ଜାଣିଥିବ ହେଲେ ହଠାତ୍ ପଚାରିବାରୁ ସେ କରିପାରୁନାହାନ୍ତି......ମୋ ସାମ୍ନାକୁ ଆସୁନାହାନ୍ତି ସେ ରିପୋର୍ଟର କୁ ଓଲଟା ପ୍ରଶ୍ନ କରିକି ତାଙ୍କ ମୁହଁ ବନ୍ଦ କରିଦେବି.....ତମେ ମାନେ ବୟସ୍କ ଲୋକ ମାନଙ୍କ ମଜାକ ଉଡ଼ାଉଛ...ମୋ ସାମ୍ନାକୁ କେବେ ଖାଲି ପ୍ରଶ୍ନ ନେଇକି ଆସ.....😡
ବହୁତ ଦୁଃଖ ଲାଗୁଛି ଓଡ଼ିଆ ଲୋକ ହୋଇ ଜଗନ୍ନାଥଙ୍କ ବିଷୟରେ କିଛି କହିପାରୁନାହାନ୍ତି
ଧନ୍ୟ ଧନ୍ୟରେ ଓଡ଼ିଆ
Jagannath Prabhu Nka Ratha-Nandhighosha
Subhadra Maa Nka-Debadalana
Balabhadra Prabhu nka-Taladhwaja
Ratha Yatra-Ashadh Masha,Sukla pakhya, Ditiya Tithee
Bahuda Yatra Prabhua nkara-Dashami Tithi (Ratha Yatra Ra 9 Days Pare Pade)
Prabhu Nkara Maushi Nka Name-Ardhasini Debi
ଧନ୍ୟ ଓଡ଼ିଆ ହୋଇ ସାଧାରଣ ପ୍ରଶ୍ନ ର ଉତ୍ତର ଦେଇ ପାରୁନ
Omm Jay shree jagannath hare hari
ଏମାନେ ଆମ ଓଡ଼ିଆ ଜାତି ପାଇଁ କଳଙ୍କ
Super first 😊
ରଥ ର ନାମ ଜାଣିବା କଣ ଜରୁରୀ ଅଛି କି
Jagannath nka mausinka nama heuchhi ardhasini debi.🙏🙏🙏🙏🙏🙏🙏
ଆମ Westtern Odisha Asa sabu କହିବେ
Right
ତୁଶଳା ବେଶି ଗପୁଚୁ ଭଡୁଆ
Jai Jagannath Swami Nayana Patha Gami Bhava Tume 🙏🙏🙏🙏
ମଲା ମଲା କିଏ ଯେ ଏତେ ମନେ ରଖିବ ହୋ otv ବାଲା , ବାରମ୍ବାର ଯେମିତି ଚଡି , ବନିୟାନ୍ , କୋଣ୍ଡୋମ୍ ର advertise ଦେଖାଯାଉଛି ସେମିତି ବାରମ୍ବାର odia sanskruti ବିଷୟରେ ଦେଖେଇଥିଲେ କିମ୍ବା ଜଗନ୍ନାଥ ମନ୍ଦିର ବିଷୟରେ ଦେଖେଇଥିଲେ ଏତେ ଅସୁବିଧା ହଅନ୍ତାନି ।
Jay Jagannath TV dekhunu harami sabu janiparibu sala aene jadi movie kahiba sabu Mane padiba
@@sumitsouravnanda2234 be harami pagala ethi otv katha kahuchi torr tv kahuni hela be
@@satyasingh3148 pagala baya ta tu kire harami
@@sumitsouravnanda2234 be pagala gehi tu ta maha harami be .
ଭାଇ ପ୍ରତିବର୍ଷ ବୋଧେ ରଥଯାତ୍ରା ସିଧା ପ୍ରସାରଣ ଓଟିଭି ରେ ହେବା ସମୟ ରେ ଏହି ତଥ୍ୟ ଆଲୋଚନା ହୁଏ 😂 ନା ତମେ ଏ ଗୁଡା କଣ ଦେଖିବ ତମେ ତ କଣ୍ଡୋମ ଦେଖିବ। ଭାଇ ରେ ତୋ ଜୀବନ କଣ୍ଡୋମ 😂
ହା ହା, ହସାଇଲେ ବନ୍ଧୁ , ହସ ଲାଗୁଛି
ଧନ୍ଯ କହିବ ତମ ଓଡିଆ ପଣିଆ କୁ ।
Jay jagannath
ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥି😊
ଲାଜ ନାହିଁ ତମ ମୁହଁକୁ ତମ ପିଢୀକୁ ଆସିଲେ ଏଠି କହି ଆମେ ଶିକ୍ଷିତ କିନ୍ତୁ ଜାଣିନଥାନ୍ତି ଏମାନେ ଆମ ସଂସୃତି ବେଶ । ଧିକ ଏମିତି ଲୋକ ।
😂😂😂ଅନେଙ୍କ ଲକମାନେ ଜାଣିନାହାନ୍ତି କାରଣ ମନ୍ଦିରରେ ଶିକ୍ଷା ଦୀୟା ଯାଏ ନାହିଁ କେବଳ ନଡ଼ିଆ ପୂଜା ଦିୟା ଯାଏ ।
right
Jai jagannath 🙏🏻
Smart City Smart Bhakta🙏🙏🙏
👊👊🤣ଜାଣିଲେ କଣ ହେବ ନା ପ୍ରଭୁ କୃପା ହେବ ନା ଦୁନିଆ ରେ ଦୁଃଖ ନାଶ ହେଇ କେବଳ ସୁଖ ହେବ, ସବୁ ବଜେ କଥା ଯଦି ଜାଣିନାହିଁ ତିନି ରଥର ନାମ କିଛି ଭୟ ଲାଜ କରିବାର ନାହିଁ
କହିଲା ଭଗବାନ୍ ଙ୍କ ବିଷୟରେ ଜାଣି ବା ବାଜେ କଥା, ଆଉ ପର ଝିଅ ବିଷୟରେ କେବଳ ଜାଣେ।
ଆପଣ ଆପଣ ଙ୍କ ବାପା ଙ୍କ ପରିଚୟ ନ ଜାଣିଲେ କିଛି ଅସୁବିଧା ନାହିଁ ବାସ ସମାଜ ଆପଣ ଙ୍କୁ ସଙ୍କର କହିବ ଅଣବାପୁଆ କହିବ ଆଉ ଅଧିକ କଣ ହେବ ଆପଣ କଣ ବଞ୍ଚି ପାରିବେନି ଦୁନିଆ ରେ 😂❤
Sir vrey thanks , very sorry to call odian, jai jagannath
Jaya jagannath 🙏🙏🙏
କଣ ଓଡ଼ିଆ ହେଇଛନ୍ତି ଏମାନେ ଆଜ୍ଞା. ଜୟ ଜଗନ୍ନାଥ 🙏
Asadha mas sukla pakhay ditiya Nandighos Taldhoj Debadalan🙏🙏 Jay Jagannath 🙏🙏❤️
Jay jagannath swami 🙏🙏
Status ରଖିବା ବଧେ ଭୁଲ ହୋଇ ଗଲା 😂😂😂
Jey jagannath
Jay Shree Jagannath
Prabhu🙏🏻
Shree jagannatha nka ratha ...nandighos
Maa nka ratha..devadalana
Bada thakuranka ratha ...taladhoja
Jay shree jagannatha 🙏🙏🙏🙏🙏
ଆପଣ ଜାଣିଛନ୍ତି 👉
Jay shree jagannatha 🙏🙏🙏🙏🙏 sir
@@saraswatinayak1240 ଆପଣ ଆଉ କିଛି ଜାଣିଛନ୍ତି କୁହନ୍ତୁ
Nice 👍
Jay jagannath rsksya kara ama odisha ku
Om Jay shree jagannath swami nayan path gami vhaba tume prabhu namoh namoh prabhu Govinda govinda prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏God bless you to your family sir 🙏🏻
And all sir 🙏🏻
ଏମାନେ ପରା ସ୍ମାର୍ଟ ସିଟି ର ବାସିନ୍ଦା 😅😅😅😅😅😅😅
ଆଷାଢ଼ ମାସ ଶୁକ୍ଳ ପକ୍ଷ ଦୂତିଆ ତିଥି.... ରଥ ନା ନନ୍ଦିଘୋଷ ତାଳଧ୍ବଜ. ଦର୍ପଦଳନ
ଲଜ୍ଜିତ କଥା ଜୟ ଜଗନ୍ନାଥ🙏
Jay Jagannath 🙏🥰
ଥରେ ଗାଁ କୁ ଆସନ୍ତୁ ସବୁ ପ୍ରଶ୍ନ ର ଉତ୍ତର ପାଇଯିବେ ଏବଂ ତା' ସହିତ ବହୁତ ନୂଆ କଥା ଜାଣିପାରିବେ...... Jay jagannath...lv from paradeep...
😂
ସେ ଭାଇନା ଜଣକ ଖାଲି ଦକ୍ଷିଣା ପାଇଁ ମନ୍ଦିର ଯାଉଛି । ଜ୍ଞାନ ନାହିଁ
ଆଛା ମୁଁ ଓଟିଭିର ନିୟୁଜ୍ ଫିଉଜ୍ କୁ ମୋର ଛୋଟିଆ ପ୍ରଶ୍ନ !
ପ୍ରଭୁ ଶ୍ରୀରାମ ଲକ୍ଷ୍ମଣ ଓ ସୀତା ୧୪ ବର୍ଷ ବନବାସ ଗଲେ । ପଞ୍ଚବଟୀ ବନରେ ରହୁଥିଲେ ଏବଂ କୁଟୀରର ନାମ କ'ଣ ? କହିଲ ଦେଖି , କେତେ କାହାକୁ ଫିଉଜ୍ କରୁଛ । ମୁଁ କମେଣ୍ଟ ମାଧ୍ୟମରେ ଓଟିଭିକୁ ଫିଉଜ୍ କରୁଛି । କମେଣ୍ଟ ରେ ଉତ୍ତର ଦିଅ ଦେଖିବା କେତେ ଦମ୍.....
ଭଲ ଲାଗିଲେ କମେଣ୍ଟ ଓ ଲାଇକ୍ କରନ୍ତୁ।
ଜୟ ଜଗନ୍ନାଥ...... ଜୟ ଜଗନ୍ନାଥ...
🙏🙏🙏
Aau Kan gia gihi janiba darakara
@@SantanuJena-q1w ଆପଣ ଏମିତି କଣ ଲେଖିଛନ୍ତି ?
ମାଗିହେ କଟକିଏ ଖାଲି ପଇସା ଲୁଟ କରିବା ଲାଗି ରଥଯାତ୍ରା ନିକଲାଉଛନ !!କିଛି ନାଇଁ ଜାଣି
Video tha maza lagila
ମା ସୁଭଦ୍ରା ଙ୍କ ରଥ ର ନାମ ଦେବଦଳନ ନୁହେଁ ଦର୍ପଦଳନ 🙏
ଉଭୟ ଠିକ୍
Dhanya re odiya
Jay Jagannath 🙏🙏🙏🙏🙏😢😢😢😢😢😢 Prabhu tuhe Saburi saha 🙏🙏🙏🙏🙏
Nandighosa Taladhwaja Debadalana
ଏ ବିଷୟରେ ଟିକେ pandiyan sir ଙ୍କୁ ପଚାରିଲେ ସେ ସାଙ୍ଗେ ସାଙ୍ଗେ କହିଦେବେ
ଆମ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଲେ ସେ ଠିକ୍ ଠିକ୍ ଉତ୍ତର ଦେବେ 🤣🤣
आषाढ़ मास के शुक्ल पक्ष की द्वितीया तिथि
Jay shree Jagannath swami nayana patha gami bhabatume 🙏🌺🌿🍎🍎🍎🔔🔔🔔🔔🔔🔔🙏🙏🙏🙏🙏🌺🌺🌺🌺🌺🌺🌿🌿🌿🌿🌿🌿🙏🙏🙏🙏🙏🔔🔔🔔🔔🔔🔔🔔🔔🔔🔔🔔
ଓଡ଼ିଆ ଲୁକେ ହୋଇ ବି ଜଗନ୍ନାଥଙ୍କ ବିଷୟରେ ଜାଣିନାହାନ୍ତି. ତ କାହିଁକି ପୂଜା କରୁଛନ୍ତି ବହୁତ ଦୁଃଖର ବିଷୟ 😂😂😂.?
Right
କଉଠି ଥେଲ ବା?
ଜୟ ଜଗନ୍ନାଥ
Jaya jagannath ❤❤❤
Ask foreigners they will give correct answer....
Yes write sister 😮
Badhia Answer milila 😂😂😂
ଆଙ୍କର ଭାଇ ତୁମେ ଯେମିତି ପଚାରୁଛ ତୁମକୁ ଵହୁତ କିଛି ଜଣା। ଭାଇ ତୁମକୁ 3 କ ପଣିକିଆ ପଚାରିଲେ ଆସିବ।
Tate asibaki kahilu fst
Na re mg Tate asiba besi pathua ta na tu
ଚେକ ସାର୍ଟ ଭାଇ ମୁଣ୍ଡ ବାଳ କୁ ଭିକାରୀ ମାଗିଖିଆ ଷ୍ଟାଇଲ କରିଛନ୍ତି କିନ୍ତୁ ପାଠ ଘର ଶୂନ
Pass
ନନ୍ଦୀଘୋଷ, ଦର୍ପଦଳନ, ତାଳଧ୍ବଜ
Jay Jagannath ⭕‼️⭕🥰🥰
Odia boli ame auu kn pain garba kariba. Jagnnath sanskruti ku nei kn pain garba kariba jahank nei ete sabu tanka bisyare ta kichhi jana nahi ama manku
ଓଡ଼ିଆ ହେଲେ ସବୁଠୁ ବଡ଼ ଖୋଡ଼ିୟା, କୋଡ଼ିୟା, ମାଗଣା ମିଳୁଚି କହିଲେ ୧୪ ପୁରୁଷ କୁ ନେଇ ପହଚି ଯିବେ। ୨ ଟଙ୍କା ର ବିସ ଖାଇ କି ମାରିଯା।
News re ଗୋଟେ ଦିନ ଏ ସବୁ dekhheiki ବାକି ଦିନ nisa maharana , ranipanda ku dekhheile loka janibe kemiti
Muin bhabuchi tame maha gyani.
Dear
Bajayanta panda. Apana tike nija chanel ku bancantu.
Nahele satare apanaka bhali apananka channel bi adarakari hoijiba
ମୁଖ୍ୟମନ୍ତ୍ରୀଙ୍କ ପଚରୁନ ସେ ଭଲସେ ଓଡ଼ିଆରେ କହି ପାରିବେନି ସେଠିକି ଯିବେନି,କଲେ ତୁମ ଚାକିରି ଧୋ
O bhai maro mujhe😂😂
ଧନ୍ୟ ଧନ୍ୟ ତା କୁ insolt କାରିକି ତା ନାଁରେ ପଇସା କେତେ କମେଇଲୋ ତାକୁ କେତେ ଦେଲ
ଏମାନେ କଳେ ହିନ୍ଦୁ
😮 Ate mast question jakara v answer asuni ki ❓
ମାଡାମ ଆମର ବିୟୁଟି ପାଲର ଯିବାକୁ ବ୍ୟସ୍ତ
Jay Jagganath 🙏
ସେଇଥିପାଇଁ ଓଡିଆ ସବୁଠି ପଛୁଆ
ପରୀକ୍ଷାରେ ପଡିବ କି।ପ୍ରଶ୍ନ ପଚାରିବା କୁ ଆପଣ କିଏ।
Padipaare competitive exam re?
To bopa Sethi pain pacharibe
Mausi under Performance Pressure 😅
Jay jagarnnath daniya
Taladhwaja, Nadighos, darpadalana
Sad this is the truth about hindu dharm's people
ଜୟ ଜଗନ୍ନାଥ🙏