Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Dhanya sehi jogajanma purusaku koti koti dandabat . JAY JAGANNATH
ଧନ୍ୟ ସେହି ଯୋଗଜନ୍ମା ସାରସ୍ବତ ସାଧକ ଗୁରୁ ଶ୍ରୀ ସୋମନାଥ ରାଜଗୁରୁ ଯିଏ କି ଭକ୍ତି ସଙ୍ଗୀତ ର ବିଶ୍ୱକର୍ମା ସାଜି ଅନେକ କଳାକାର ସ୍ରୁଷ୍ଟି କରିଯାଇଛନ୍ତି ତନ୍ମଧ୍ୟରୁ ତାଙ୍କର ପ୍ରିୟ ଶିଷ୍ୟ ଅରବିନ୍ଦ ମୁଦୁଲି ଅନ୍ୟତମ। ସେହି ମହାନ୍ ବ୍ୟକ୍ତିତ୍ବ ଗୁରୁ ଏବଂ ଶିଷ୍ୟ ଙ୍କୁ କୋଟି ପ୍ରଣାମ। ଜୟ ଜଗନ୍ନାଥ 🙏🏻
0.
Mu 5 year age re sunuthili ehi bhajan
ଗୀତିକାର ସୋମନାଥ ରାଜଗୁରୁଙ୍କ ରଚନାରେ ଓ ସ୍ଵର ସଂଯୋଜନା ରେ ଭଜନ ଗୁଡ଼ିକ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପରିଲକ୍ଷିତ ହୋଇଥାଏ। ଖୁବ଼ ସୁନ୍ଦର ଭାବପୂର୍ଣ୍ଣ ଲେଖା ସାଙ୍ଗକୁ ଉତ୍ତମ ଅଦ୍ବିତୀୟ ସବଦ ସଂଯୋଜନା ଜଣେ ଭକ୍ତ ଆଉ ଭଗବାନ ଙ୍କ ମିଳନ କରିବାରେ ସହାୟକ ହୋଇଥାଏ। ଭାରତ ର ପୁରାତନ ଯୁଗର ଅନନ୍ୟ ଭକ୍ତ କବି ସୁର ଦାସ କବୀର ମିରାବାଇ ଙ୍କର କୃଷ୍ଣ ଭଜନ ଲେଖା ଶୈଳୀ ଓ ଆମ ଓଡିଆ କବି ସୋମନାଥ ରାଜଗୁରୁଙ୍କ ଲେଖା ଶୈଳୀ ଭିତରେ ପ୍ରାୟତଃ ସାମଞ୍ଜସ୍ୟ ଦେଖିବାକୁ ମିଳିଛି। ସେହି ଭାବ ଭକ୍ତି ସେହି କୃଷ୍ଣ ପ୍ରେମ ପରିଲକ୍ଷିତ ହେଉଛି। ଏହା ସବୁ ପ୍ରଭୁଙ୍କ କୃପା। କବି ସୋମନାଥ ରାଜଗୁରୁ ସର୍ବଦା ଶ୍ରୀ କୃଷ୍ଣ ଙ୍କ ପାଖରେ ସମର୍ପିତ ଥିଲେ। ତେଣୂ ତାଙ୍କର ଲେଖନୀରେ ସେହି ଭାବପୂର୍ଣ୍ଣ ଲେଖା ସ୍ଵତଃ ପ୍ରବୃତ୍ତ ଭାବେ ଲେଖି ହୋଇଯାଏ। ସତେ ଯେମିତି ଶ୍ରୀ କୃଷ୍ଣ ମହାପ୍ରଭୁ ତାଙ୍କ ର ଏହି ଭକ୍ତ ଦ୍ଵାରା ସ୍ଵୟଂ ନିଜେ ଆସି ଲେଖାଇ ଦିଅନ୍ତି। ସବୁ ପ୍ରଭୁଙ୍କ ଲୀଳା। ଜୟ ଶ୍ରୀ କୃଷ୍ଣ 🙏🏻
Heart touching Bhajan Jay shree Krishna 🙏🙏🙏
He Krishna Govinda Hari Murari He Nath Narayana Bashu Deva Jay Shree Krishna 🌺🌺🌺🕉️🙏🙏🙏
27:16
ପୁରପଲ୍ଲି ଠାରୁ ଦିଲ୍ଲି ପୟଃନ୍ତ ସବୁଆଡେ ଗିତଟି ଲୋକପିୟତା ହାସଲ କରିଛି
Very heart torching
Gopa bala ba re akara lagiba nahi
Jaymaa 💕♥️💕
Jai jagannath
Jay Jagannatha .He Pravu apanaka Padpadmare koti koti pranam. Sehi Jogajanma Mahapurshaku punarjanma diantu .🎆✨🎆✨🎆🌷🌷🌷🌷🌷💐💐💐💐💐♥️♥️♥️♥️♥️🎉🎉🎉💃💃💃🏃♂️🏃♂️🏃♂️🏃🏻♂️🏃🏻♂️🏃🏻♂️⚘⚘⚘👄👄
ଜୟ ଶ୍ରୀ ସୋମନାଥ ରାଜ ଗୁରୁ ଜୟ ଗୁରୁଦେବ 😢। ଅତି ସୁନ୍ଦର bhajan ସ୍ବର୍ଗତ ଅରବିନ୍ଦ ମୁଦୁଲିଙ୍କ
Very heart touching 4:07
Bhaba Purna git🙏🏾🙏🏾🙏🏿🙏🏾🙏🏾🙏🏾🙏🏾🙏🏾🙏🏻🙏
Jay radhey radhey 🙏🏼
778i
କବି ସୋମନାଥ ରାଜଗୁରୁ ଙ୍କ ରଚିତ ଭାବ ପୂର୍ଣ୍ଣ ଶ୍ରୀ କୃଷ୍ଣ ଭଜନ 1985 ମସିହାରେ ମୁକ୍ତିଲାଭ କରିଥିଲା I ଗୁରୁ କବି ଙ୍କ ଲେଖା ଓ ସ୍ଵର ସଂଯୋଜନା ରେ କଣ୍ଠଦାନ କରିଥିଲେ ତାଙ୍କ ପ୍ରିୟ ଶିଷ୍ୟ ଅରବିନ୍ଦ ମୁଦୁଲି। ଧନ୍ଯ ଗୁରୁ ଧନ୍ଯ ଶିଷ୍ୟ। ଜୟ ଶ୍ରୀ କୃଷ୍ନ 🙏🏻🙏🏻
Q😊😊
ଅନୁଭବ କହେ.... ସମସ୍ତ ସୁପର ହିଟ୍ ସଙ୍ଗୀତର ଶ୍ରେୟଗାୟକ ମହାଶୟଙ୍କୁ ଶ୍ରୋତା ମାନେ ଦେଇଥାନ୍ତି ।ପରଦା ପଛରେ ଉହାଡରେରହିଥାଏ ଗୀତ ଟିକୁ ରଚନା କରିଥିବା,ପ୍ରକୃତରେ ଭାବ ସମୁଦ୍ରରେ ଉବୁଟୁବୁ ହୋଇଥିବା ବିଚରା ...ଲେଖକ...... ଶରଣଂ
😮
@@sagarsahoo5110and I have been in touch in very time 😃😃😃😃😃😃😃😃😃😃😃
ପ୍ରକୃତ କଥା ସତ୍ୟ କଥା କହିଲେ। ଲେଖକ ଟିଏ କେତେ ଭାବ ରେ ବୁଡ଼ି ରହି ତାର ଲେଖନୀରେ ସମସ୍ତ ଭାବନା କୁ ଲେଖି ପକାଇ ଥାଏ। ଗୁରୁ କବି ସୋମନାଥ ରାଜଗୁରୁ ଏମିତି ଜଣେ କବି ତଥା ଗୀତିକାର ଏବଂ ସ୍ଵର ସଂଯୋଜକ ଯେକି ଅନେକ ଭ କ୍ତି ଗୀତ ରଚନା କରି ସ୍ଵର ରେ ସଜେଇ ଅଛନ୍ତି ଯାହାକି ଅନେକ କଳାକାର ଙ୍କୁ ଶ୍ରେଷ୍ଠ ଗାୟକ ଭାବେ ପରିଚିତ କରି ପାରିଛି। ସେହି ମହାନ କବି ଙ୍କ ଲେଖନୀ କୁ କୋଟି ପ୍ରଣାମ। ଜୟ ଜଗନ୍ନାଥ।
Arabinda Mudulinka Hrudayasparshee Geeta Bhaari Bhala Laaguchhi.Kabi Somnath Rajgurunku Dhanyabaada.
❤jay srikustna rade rade❤
Arabinda Muduli Orrisa ra great singer
Good
Dinabandhu
Radhe radhe
JAY JAGANNATH 🙏🙏🙏🙏🙏🙏🙏🙏🙏🚩
Love is
Odiapala
0
)
Jay jagannath 🙏🙏🙏
Jay jaganath
Dhanya sehi jogajanma purusaku koti koti dandabat . JAY JAGANNATH
ଧନ୍ୟ ସେହି ଯୋଗଜନ୍ମା ସାରସ୍ବତ ସାଧକ ଗୁରୁ ଶ୍ରୀ ସୋମନାଥ ରାଜଗୁରୁ ଯିଏ କି ଭକ୍ତି ସଙ୍ଗୀତ ର ବିଶ୍ୱକର୍ମା ସାଜି ଅନେକ କଳାକାର ସ୍ରୁଷ୍ଟି କରିଯାଇଛନ୍ତି ତନ୍ମଧ୍ୟରୁ ତାଙ୍କର ପ୍ରିୟ ଶିଷ୍ୟ ଅରବିନ୍ଦ ମୁଦୁଲି ଅନ୍ୟତମ। ସେହି ମହାନ୍ ବ୍ୟକ୍ତିତ୍ବ ଗୁରୁ ଏବଂ ଶିଷ୍ୟ ଙ୍କୁ କୋଟି ପ୍ରଣାମ। ଜୟ ଜଗନ୍ନାଥ 🙏🏻
0.
Mu 5 year age re sunuthili ehi bhajan
ଗୀତିକାର ସୋମନାଥ ରାଜଗୁରୁଙ୍କ ରଚନାରେ ଓ ସ୍ଵର ସଂଯୋଜନା ରେ ଭଜନ ଗୁଡ଼ିକ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପରିଲକ୍ଷିତ ହୋଇଥାଏ। ଖୁବ଼ ସୁନ୍ଦର ଭାବପୂର୍ଣ୍ଣ ଲେଖା ସାଙ୍ଗକୁ ଉତ୍ତମ ଅଦ୍ବିତୀୟ ସବଦ ସଂଯୋଜନା ଜଣେ ଭକ୍ତ ଆଉ ଭଗବାନ ଙ୍କ ମିଳନ କରିବାରେ ସହାୟକ ହୋଇଥାଏ। ଭାରତ ର ପୁରାତନ ଯୁଗର ଅନନ୍ୟ ଭକ୍ତ କବି ସୁର ଦାସ କବୀର ମିରାବାଇ ଙ୍କର କୃଷ୍ଣ ଭଜନ ଲେଖା ଶୈଳୀ ଓ ଆମ ଓଡିଆ କବି ସୋମନାଥ ରାଜଗୁରୁଙ୍କ ଲେଖା ଶୈଳୀ ଭିତରେ ପ୍ରାୟତଃ ସାମଞ୍ଜସ୍ୟ ଦେଖିବାକୁ ମିଳିଛି। ସେହି ଭାବ ଭକ୍ତି ସେହି କୃଷ୍ଣ ପ୍ରେମ ପରିଲକ୍ଷିତ ହେଉଛି। ଏହା ସବୁ ପ୍ରଭୁଙ୍କ କୃପା। କବି ସୋମନାଥ ରାଜଗୁରୁ ସର୍ବଦା ଶ୍ରୀ କୃଷ୍ଣ ଙ୍କ ପାଖରେ ସମର୍ପିତ ଥିଲେ। ତେଣୂ ତାଙ୍କର ଲେଖନୀରେ ସେହି ଭାବପୂର୍ଣ୍ଣ ଲେଖା ସ୍ଵତଃ ପ୍ରବୃତ୍ତ ଭାବେ ଲେଖି ହୋଇଯାଏ। ସତେ ଯେମିତି ଶ୍ରୀ କୃଷ୍ଣ ମହାପ୍ରଭୁ ତାଙ୍କ ର ଏହି ଭକ୍ତ ଦ୍ଵାରା ସ୍ଵୟଂ ନିଜେ ଆସି ଲେଖାଇ ଦିଅନ୍ତି। ସବୁ ପ୍ରଭୁଙ୍କ ଲୀଳା। ଜୟ ଶ୍ରୀ କୃଷ୍ଣ 🙏🏻
Heart touching Bhajan Jay shree Krishna 🙏🙏🙏
He Krishna Govinda Hari Murari He Nath Narayana Bashu Deva Jay Shree Krishna 🌺🌺🌺🕉️🙏🙏🙏
27:16
ପୁରପଲ୍ଲି ଠାରୁ ଦିଲ୍ଲି ପୟଃନ୍ତ ସବୁଆଡେ ଗିତଟି ଲୋକପିୟତା ହାସଲ କରିଛି
Very heart torching
Gopa bala ba re akara lagiba nahi
Jaymaa 💕♥️💕
Jai jagannath
Jay Jagannatha .He Pravu apanaka Padpadmare koti koti pranam. Sehi Jogajanma Mahapurshaku punarjanma diantu .🎆✨🎆✨🎆🌷🌷🌷🌷🌷💐💐💐💐💐♥️♥️♥️♥️♥️🎉🎉🎉💃💃💃🏃♂️🏃♂️🏃♂️🏃🏻♂️🏃🏻♂️🏃🏻♂️⚘⚘⚘👄👄
ଜୟ ଶ୍ରୀ ସୋମନାଥ ରାଜ ଗୁରୁ ଜୟ ଗୁରୁଦେବ 😢। ଅତି ସୁନ୍ଦର bhajan ସ୍ବର୍ଗତ ଅରବିନ୍ଦ ମୁଦୁଲିଙ୍କ
Very heart touching 4:07
Bhaba Purna git🙏🏾🙏🏾🙏🏿🙏🏾🙏🏾🙏🏾🙏🏾🙏🏾🙏🏻🙏
Jay radhey radhey 🙏🏼
778i
କବି ସୋମନାଥ ରାଜଗୁରୁ ଙ୍କ ରଚିତ ଭାବ ପୂର୍ଣ୍ଣ ଶ୍ରୀ କୃଷ୍ଣ ଭଜନ 1985 ମସିହାରେ ମୁକ୍ତିଲାଭ କରିଥିଲା I ଗୁରୁ କବି ଙ୍କ ଲେଖା ଓ ସ୍ଵର ସଂଯୋଜନା ରେ କଣ୍ଠଦାନ କରିଥିଲେ ତାଙ୍କ ପ୍ରିୟ ଶିଷ୍ୟ ଅରବିନ୍ଦ ମୁଦୁଲି। ଧନ୍ଯ ଗୁରୁ ଧନ୍ଯ ଶିଷ୍ୟ। ଜୟ ଶ୍ରୀ କୃଷ୍ନ 🙏🏻🙏🏻
Q😊😊
ଅନୁଭବ କହେ....
ସମସ୍ତ ସୁପର ହିଟ୍ ସଙ୍ଗୀତର ଶ୍ରେୟ
ଗାୟକ ମହାଶୟଙ୍କୁ ଶ୍ରୋତା ମାନେ ଦେଇଥାନ୍ତି ।ପରଦା ପଛରେ ଉହାଡରେ
ରହିଥାଏ ଗୀତ ଟିକୁ ରଚନା କରିଥିବା,
ପ୍ରକୃତରେ ଭାବ ସମୁଦ୍ରରେ ଉବୁଟୁବୁ ହୋଇ
ଥିବା ବିଚରା ...ଲେଖକ...... ଶରଣଂ
😮
@@sagarsahoo5110and I have been in touch in very time 😃😃😃😃😃😃😃😃😃😃😃
ପ୍ରକୃତ କଥା ସତ୍ୟ କଥା କହିଲେ। ଲେଖକ ଟିଏ କେତେ ଭାବ ରେ ବୁଡ଼ି ରହି ତାର ଲେଖନୀରେ ସମସ୍ତ ଭାବନା କୁ ଲେଖି ପକାଇ ଥାଏ। ଗୁରୁ କବି ସୋମନାଥ ରାଜଗୁରୁ ଏମିତି ଜଣେ କବି ତଥା ଗୀତିକାର ଏବଂ ସ୍ଵର ସଂଯୋଜକ ଯେକି ଅନେକ ଭ କ୍ତି ଗୀତ ରଚନା କରି ସ୍ଵର ରେ ସଜେଇ ଅଛନ୍ତି ଯାହାକି ଅନେକ କଳାକାର ଙ୍କୁ ଶ୍ରେଷ୍ଠ ଗାୟକ ଭାବେ ପରିଚିତ କରି ପାରିଛି। ସେହି ମହାନ କବି ଙ୍କ ଲେଖନୀ କୁ କୋଟି ପ୍ରଣାମ। ଜୟ ଜଗନ୍ନାଥ।
Arabinda Mudulinka Hrudayasparshee Geeta Bhaari Bhala Laaguchhi.
Kabi Somnath Rajgurunku Dhanyabaada.
❤jay srikustna rade rade❤
Arabinda Muduli Orrisa ra great singer
Good
Dinabandhu
Radhe radhe
JAY JAGANNATH 🙏🙏🙏🙏🙏🙏🙏🙏🙏🚩
Love is
Odiapala
0
)
Jay jagannath 🙏🙏🙏
Jay jaganath