ହାରିବା ପ୍ରାର୍ଥୀଙ୍କୁ ଜିତାଇ ଦେଲେ | Odisha Reporter

Поделиться
HTML-код
  • Опубликовано: 10 фев 2025
  • ପଦାରେ ପଡିଛି ବ୍ଲକ ପ୍ରଶାସନର ତୃଟିପୁର୍ଣ୍ଣ ନୀତି। ନିର୍ବାଚନ ଫଳାଫଳ ଦିନ ଜିତିଥିବା ଘୋଷଣା କଲେ ହେଲେ ଫଳାଫଳପରେ ହାରିଥିବାର ଚିଠି କରିଲେ। ଆଉ ଚିଠି ଆସିଲା ପରେ ସହଜରେ ବିଶ୍ବାସ କରିପାରିନଥିଲେ ବିଜୟୀ ପ୍ରାର୍ଥୀ । ଏ ନେଇ ନିଜ ସମର୍ଥକଙ୍କ ସହ ପଞ୍ଚାୟତ ଅଫିସ ସମ୍ମୁଖରେ ତାଲା ପକାଇ ଧାରଣାରେ ବସି ରହିଲେ। ଦେଖନ୍ତୁ ଏହା ହେଉଛି କଟକ ଜିଲ୍ଲା ସାଲେପୁର ବ୍ଲକ ଶିଶୁଆ ଗ୍ରାମ ପଞ୍ଚାୟତର ଦୃଶ୍ୟ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #Odisha #ElectionResult #Cuttack #SpecialStory

Комментарии • 52

  • @sunasethy1161
    @sunasethy1161 2 года назад +19

    ଚୋର ଗୁଡାକ । ଯିଏ ଏ ଭୁଲ କରିଛି ସେ ବାବୁ ଙ୍କୁ ଜେଲ ପଠାଯାଉ ।

  • @priyaranjanmishra2702
    @priyaranjanmishra2702 2 года назад +17

    ବରିଷ୍ଠ ନାଗରିକ ମାନଙ୍କୁ ପ୍ରଣାମ l 🙏
    ଆପଣମାନେ ଜାଣିଛନ୍ତି, ଆମେ ମଧ୍ୟ ଛୋଟବେଳୁ ଶୁଣି ଶୁଣି ଆସୁଛୁ, "ମଦ ପିଇଲେ Kidney ଖରାପ ହୁଏ" l ଯଦି ଏକଥା ସତ୍ୟ ତେବେ ସମାଜର ଗୁରୁଜନ ହିସାବରେ ପ୍ରଥମେ ଓଡ଼ିଶାରେ "ମଦ BAN" କରିବାକୁ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ କୁହନ୍ତୁ l ଓଡ଼ିଶା ରାଜ୍ୟରେ ସ୍ଥାୟୀ ସରକାର 2024 ପର୍ଯ୍ୟନ୍ତ ଅଛି l ସମାଜର ଗୋଟେ ଭଲ କାମ କରି ତା ପରେ "ପୌର ନିର୍ବାଚନ" କରିବାକୁ ସରକାରଙ୍କୁ ପରାମର୍ଶ ଦିଅନ୍ତୁ l ଆପଣ Senior Citizen ମାନଙ୍କ ପରାମର୍ଶ ଓଡ଼ିଶା ରାଜ୍ୟ ସରକାର ନିଶ୍ଚୟ ମାନିବେ ବୋଲି ମୋର ଆଶା l ଯଦି ଆପଣମାନଙ୍କ ଅନୁରୋଧ ସରକାର ମାନୁନାହାଁନ୍ତି ତେବେ ଉଚିତ୍ ଦଣ୍ଡ ଦିଅନ୍ତୁ l ଆସନ୍ତା ପୌର ନିର୍ବାଚନରେ ବିପୁଳ ସଂଖ୍ୟାରେ "NOTA" ର ଚୟନ କରନ୍ତୁ l ଦେଖିବେ ସବୁ ଠକ ରାଜନେତାମାନେ ଏକାଥରେ ସୁଧୁରିଯିବେ, ଦେଶ ବଦଳିଯିବ l 🙏
    ଆପଣମାନେ ଜାଣିଛନ୍ତି ଆମ ରାଜ୍ୟରେ ମଦ, Drugs ଭଳି ନିଶା ଦ୍ରବ୍ୟର କାରବାର ଖୁଲେଆମ୍ ବେଫିକର୍ ଚାଲିଛି, "ନିଶା ଏବଂ ବେରୋଜଗାରୀ" ସମସ୍ୟା ପାଇଁ ଘରେ ଘରେ ଅଶାନ୍ତି ଚାଲିଛି, ଆପଣମାନେ ସବୁ ଜାଣିକି ସବୁ ବୁଝିକି ଯଦି ଚୁପ୍ ରହୁଛନ୍ତି, ତେବେ ଆମେ ଯୁବପିଢୀ ଭବିଷ୍ୟତରେ ସମାଜର ଏଭଳି ଅବସ୍ଥା ପାଇଁ "ଶିକ୍ଷିତ ବରିଷ୍ଠ ନାଗରିକମାନଙ୍କୁ" ଦାୟୀ ରଖିବୁ l ଖରାପ୍ ଭାବିବେନି, ଯଦି ଟିକେ ଲଜ୍ୟା ଅଛି ତେବେ ଆଗେଇ ଆସନ୍ତୁ, 75 ବର୍ଷ ଲଣ୍ଠନର ଜବାବ୍ ମାଗନ୍ତୁ l 75 ବର୍ଷ ହେଲାଣି ଦେଶକୁ ଲୁଟୁଛନ୍ତି, ସ୍ଵାଧୀନ ଭାରତର ଜନତାଙ୍କ ଠାରୁ ୭୫ ବର୍ଷ ହେଲାଣି TAX ନେଉଛନ୍ତି, କିନ୍ତୁ ସରକାରୀ "ଶିକ୍ଷ୍ୟା" କି "ସ୍ବାସ୍ଥ୍ୟ" ସୁବିଧା ଠିକ୍ ଭାବରେ ଦେଇପାରୁନାହାଁନ୍ତି l ସରକାର ଆଜି କହୁଛନ୍ତି ବିକାଶ ପାଇଁ ଭୋଟ ଦିଅନ୍ତୁ, 75 ବର୍ଷ ହେଲାଣି ସ୍ଵାଧୀନ ହେଲେଣି ବିକାଶ କେଉଁଠି ହୋଇଛି ? ଖାଲି ଲୁଟୁଛନ୍ତି, ଥରେ "NOTA" କୁ ବିପୁଳ ସଂଖ୍ୟାରେ ଭୋଟ ଦିଅନ୍ତୁ, ଦେଖିବେ, ସବୁ ସୁଧୁରିଯିବେ l
    NO WORK, NO VOTE. 🙏
    Vote for "NOTA".
    Save Odisha, Save INDIA, Save Humanity. 🙏
    ଆପଣଙ୍କର,
    ପ୍ରିୟ ରଞ୍ଜନ ମିଶ୍ର l
    SECOND FREEDOM FIGHTERS 🙏
    WhatsApp - 9937264053
    ସତ୍ୟମେବ ଜୟତେ, ସର୍ବେ ଭବନ୍ତୁ ସୁଖିନଃ l

    • @anandkiro1171
      @anandkiro1171 2 года назад

      Amiti heuchi seithi b j d 30 jila gandi marichi

  • @sarojransingh710
    @sarojransingh710 2 года назад +11

    ଆଉ କେତେ ଦିନ ଶାସନ କଲେ ବିଜେଡ଼ି ସରକାର ଠିକ ରେ ଜାଣିପାରିବ......

  • @snayak7837
    @snayak7837 2 года назад +5

    ବ୍ଲକ୍ କର୍ମଚାରୀ ଟଙ୍କା ଖାଇ ଏମିତି କରିଛନ୍ତି ,ଜିତବା ଲୋକ ସମସ୍ତ ଙ୍କ ସାମ୍ନା ରେ ଗଣିତୀ ହୋଇ ,ଜିତୀ ଥିଲେ ,ଏବେ କେମିତି ହତିବେ ,ଅତି ଅନ୍ୟାୟ ,ଧର୍ମ ସହିବ ନାହିଁ

  • @ahuman5934
    @ahuman5934 2 года назад +3

    ଚଣ୍ଡାଶୋକ ଧର୍ମାଶୋକ ରେ ରୂପାନ୍ତରିତ ହେବ
    ବର୍ଷ ଦି ଟା ଅପେକ୍ଷା

  • @Gajapatimelody697
    @Gajapatimelody697 2 года назад +2

    ସେହି ପଂଚାୟତ ର ସମସ୍ତ ସରକାରୀ କର୍ମଚାରୀଙ୍କୁ ଚାକିରୀ ରୁ ବହିଷ୍କାର କରାଯାଉ.😡😡😡😡

  • @sagunsamaj5010
    @sagunsamaj5010 2 года назад +5

    ଓଡ଼ିଶାରେ ନବୀନ କଣ ବାଳ ଶାସନ କରୁଛି

  • @bharatiramabtar905
    @bharatiramabtar905 2 года назад +1

    ବ୍ଲକ ବିଡିଓ କୁ ଲକାଂ ଧୁଆଁ ଦିଆଯାଉ

  • @meghanayak1447
    @meghanayak1447 2 года назад +1

    Sabu jagare semiti heichi jitiba loko harichanti hariba loko jitichanti

  • @johnpierhorizon9429
    @johnpierhorizon9429 2 года назад

    Wa Odisha government wa

  • @dolagobindasahoo9267
    @dolagobindasahoo9267 2 года назад +2

    ସବୁ ହେଲାଯେ,ବର୍ତ୍ତମାନ ପ୍ରତିପକ୍ଷଙ୍କ ଠାରୁ ୧୦୯ ଖଣ୍ଡ ଅଧିକ ଭୋଟ ପାଇ ହାରିଥିବା ବ୍ୟକ୍ତି ,ନାଏବ ସରପଞ୍ଚ ନିର୍ବାଚନରେ ତାଙ୍କର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରି ପାରିବେତ ?

  • @tarunkumarsingh1143
    @tarunkumarsingh1143 2 года назад

    ସବୁ ଖେଳ ବିଜେଡି ନେତା ମନ୍ତ୍ରୀ ପ୍ରଶାସନିକ ଅଧିକାରୀ ମାନଙ୍କ

  • @akashkumarrout674
    @akashkumarrout674 Год назад

    Sabu modi ku vote dia Odisha re govt change kara.

  • @darubrahmamallick8851
    @darubrahmamallick8851 2 года назад +3

    Ganatantra ku hatya thik nuhe

  • @prakashchandramahanayak7656
    @prakashchandramahanayak7656 2 года назад +2

    Block karmachari nisare thile.

  • @satyabratamunda4713
    @satyabratamunda4713 2 года назад

    ଶଳା କୁ ଖାଲି ମାଡ଼ ଦରକାର

  • @santoshbarik146
    @santoshbarik146 2 года назад +1

    Block ra all officers nku suspend kara

  • @baralsubash7787
    @baralsubash7787 2 года назад +1

    Madam Darkar BDO ku

  • @SurajKumar-sk4gx
    @SurajKumar-sk4gx 2 года назад +1

    Au thare election heu

  • @ashokkumarmohanta3081
    @ashokkumarmohanta3081 2 года назад

    Bjd join kara sabu samadhan heba

  • @bijaykumarsahu2139
    @bijaykumarsahu2139 2 года назад

    BDO is not a justified officer.he should suspend immediately

  • @akashkumarrout674
    @akashkumarrout674 Год назад

    #Bjd Chora , Naveen hatao Odisha banchaooo 🌅

  • @Rkd6122
    @Rkd6122 2 года назад +1

    Why this type of things happening,
    Very unruly activities.

  • @santoshbarik146
    @santoshbarik146 2 года назад

    Odisha re mate only 5 month chief minister karidia mu all crime and all mla ku suspend karidebi party ru

  • @akashkumarrout674
    @akashkumarrout674 Год назад

    #Bjd chora , pandiyan Naveen hatao Odisha banchaooo.

  • @techgd4338
    @techgd4338 2 года назад

    Aaga bdo ku dia....nageikhia...

  • @Nabaghana7953
    @Nabaghana7953 2 года назад

    Amiti ta odisha re chalichi

  • @meghanayak1447
    @meghanayak1447 2 года назад

    Sabu jagare semi

  • @anadipradhan4270
    @anadipradhan4270 2 года назад +3

    Buguda block re madhya bdo emiti karichhi

  • @whathappened1377
    @whathappened1377 2 года назад

    Court next 5 years pare kauta thik au vul janeibe , athi sighra nyay darkar ta BDO ku pitiki pangu karidia , amiti magia BDO sabu au kauthi karibaku sahas karibeni

  • @rameshkuamr6155
    @rameshkuamr6155 2 года назад

    Bjd Sarkar re sasan /Dalal & Bdo = THANKS .

  • @akashkumarrout674
    @akashkumarrout674 Год назад

    #Bjd chora

  • @satrughananaik8250
    @satrughananaik8250 2 года назад

    Are bhai BJD ye farmulare re 22barasa sasana karichanti

  • @akashkumarrout674
    @akashkumarrout674 Год назад

    #Bjd chora neta manankara esabu kama 😂😂😂

  • @premanandapadhan6486
    @premanandapadhan6486 2 года назад +1

    Sabu Bjd ra chal aae

  • @alokpradhan9479
    @alokpradhan9479 2 года назад

    Sabu khaijibe

  • @purnanaik8877
    @purnanaik8877 2 года назад

    M

  • @urmilagochhayat5796
    @urmilagochhayat5796 2 года назад

    Kamo no kari kn karucho kouthu aaicho galua sabu

  • @nandakumarahir8055
    @nandakumarahir8055 2 года назад

    Bjd gov. Pare

  • @kishoredash7244
    @kishoredash7244 2 года назад

    A samasta khelara mula mukshya Senaapati Sakuni paandia

  • @gurunaik1238
    @gurunaik1238 2 года назад

    Aaragata karya

  • @ajaykumarmangaraj6338
    @ajaykumarmangaraj6338 2 года назад

    Chi chi block uda mada diya aou katha nahe

  • @nalininag4557
    @nalininag4557 2 года назад +1

    Bdo sir kna eta

  • @sonjaykumarmurmu2484
    @sonjaykumarmurmu2484 2 года назад

    Chura sola

  • @sachinbhuyan1237
    @sachinbhuyan1237 2 года назад

    Sabu. BDo. Chora.