Prashnakal || ସିନେମାରେ ଗାଁ ର କାହାଣୀ ।

Поделиться
HTML-код
  • Опубликовано: 4 фев 2025

Комментарии • 116

  • @DavidKumar-fd5tq
    @DavidKumar-fd5tq 7 часов назад +15

    ଭାଈ ଏହି film ରେ ସତ୍ୟତା ନାହିଁ। ଆଉ ଏମିତି କୌଣସି ଲୋକ ନାହାନ୍ତି ଯିଏ କି କିଛି ଟଙ୍କା ଆଉ ଚାଉଳ ବସ୍ତା ପାଇଁ ନିଜର ଧର୍ମ ପରିବର୍ତନ କରିବ।

    • @bapujijena4378
      @bapujijena4378 7 часов назад +3

      Tu hi sasurapua chahula ahu kichi tanka pai dharam parivartan karichu magia

    • @OdishaFilmDiary
      @OdishaFilmDiary 7 часов назад +2

      Achanti tu kichi ଜାଣିନାହୁଁ ଆମ ଗାଁରେ

    • @SujitKumar-ec8kr
      @SujitKumar-ec8kr 7 часов назад +1

      Au tu kn foreign county ru asichu ki be maigya

    • @rockiesindia7899
      @rockiesindia7899 7 часов назад +3

      Mu Jane adibasi.flim re sata achhi.

    • @MLolly-p6d
      @MLolly-p6d 6 часов назад +2

      korichonti ... tara pramana amo gan re heichi

  • @Missdebakilifestyle
    @Missdebakilifestyle 7 часов назад +14

    Bhai Film chaliba Darkar Odisha ra sabu cinema hall re ❤❤❤❤

  • @SKplaying105
    @SKplaying105 6 часов назад +6

    ମୁଁ କୋରାପୁଟରୁ କହୁଛି। ବାସୁଦେବ ବରାଡ ଆପଣ କୋରାପୁଟ ଲୋକଙ୍କୁ ବୋକା ବୋଲି ଭାବି ବୋଧେ କୋରାପୁଟ କଥା କହୁଛନ୍ତି। ଆମ କୋରାପୁଟ ରେ ଆପଣଙ୍କ କହିବା କଥା ୧% ବି ଘଟୁ ନାହିଁ। କୁଆଡୁ ରାତି ସ୍ବପ୍ନ ଦେଖି ଭାବିଦେଲେ ଏମିତି ଗୋଟେ କାଳ୍ପନିକ ବିଷୟବସ୍ତୁକୁ ପରଦାରେ ନେଇଆସି ସତ୍ୟ ଘଟଣା ବୋଲି କହିଦେବି ଯଦ୍ୱାରା ଦମନ୍ ହିଟ୍ ହେଲା ଭଳି ହେଇଯିବ ଭାବିଲେ। କିଛି କରିବା ପୁର୍ବରୁ ସତ୍ୟତାକୁ ହୃଦୟଙ୍ଗମ କରନ୍ତୁ ତାପରେ ଆଗକୁ ବଢନ୍ତୁ। ଆପଣ କୋରାପୁଟର ଲୋକଙ୍କୁ ବୋକା ଭାବନ୍ତୁ ନାହଁ ଆମେ ଲୋକଙ୍କୁ ଆଦର କରୁଛୁ ଏହାର ଅର୍ଥ ନୁହ ଯେ ଆମେ ମୂର୍ଖ।

    • @SKMDCVLOG2002
      @SKMDCVLOG2002 Час назад

      ତୁମେ ବହୁତ୍ ଭଲ ଲୋକ ଆଉ ଯୋ ଲୋକ ଅଚନ୍ତି

  • @DavidKumar-fd5tq
    @DavidKumar-fd5tq 7 часов назад +8

    ଆଉ ତମେ ସମ୍ବିତ ଭାଇ ଆଉ ତପି ମିଶ୍ର ଭାଇ ତମେ ଦୁଇ ଜଣଙ୍କୁ କା ଏତେ ଅସୁବିଧା ହେଉଛି କି। ଭାଇ ସାମ୍ବିଧାନିକ ଅନୁସାରେ ଯିଏ ଯେଉଁ ଧର୍ମ ନେବାକୁ ଚାହାନ୍ତି ସେହି ଧର୍ମ ଗ୍ରହଣ ଗ୍ରହଣ କରି ପାରିବେ।

    • @tanayakumarraut6027
      @tanayakumarraut6027 5 часов назад

      अगर तू आईने के हिसाब से धर्म परिवर्तन नहीं किया है तो तुझे 5 साल का जय हो सकता है

  • @pabitraofficial7070
    @pabitraofficial7070 6 часов назад +4

    ଜୟ ଯୀଶୁ ମାସିକ

  • @Digaljk
    @Digaljk 7 часов назад +5

    ଆଦିବାସୀଙ୍କୁ ଅଶୀଖିତ କହିବାକୁ ଲାଜ ଲାଗୁନି କି, ସେମାନଙ୍କୁ ଶିକ୍ଷିତ କରିବାକୁ ଆଗ ଚେଷ୍ଟା କରୁନ କାହିଁକି, ଯଦି ସେମାନଙ୍କ ବିଷୟରେ ଏତେ ଚିନ୍ତା କରୁଛ. ଶିକ୍ଷିତ ହେଲେ ଆଉ ସେମାନଙ୍କୁ କେହି ଧର୍ମ ପରିବର୍ତ୍ତନ କରେଇ ପାରିବେନି, ତମ ମନ ବି ଶାନ୍ତି ହେଇଯିବ ତା ପରେ. କଥା କୁ ବୁଲେଇ ବଙ୍କେଇ କୁହନି, ସିଧା କଥା କୁହ christian ଧର୍ମ ପ୍ରତି ତମର ଘୃଣା ମନଭାବ ଅଛି

  • @KasamKumar-w4o
    @KasamKumar-w4o 7 часов назад +7

    ସନାତନ ଗୋଟେ କୋରନା ସଦୃଶ୍ୟ

  • @pramodsabar3954
    @pramodsabar3954 8 часов назад +3

    Magiya hindhu mane 500 tonka re christian re convert heuchanti ki lajya😂😂emane puni sanathani 😂😂😂

  • @bhubanbhatraofficial9778
    @bhubanbhatraofficial9778 8 часов назад +3

    କବାଡି ଫିଲ୍ମ ସନାତନୀ କୁ ଶେଷ କରିବ

  • @adityarana2262
    @adityarana2262 2 часа назад

    Tapi bhai .. you are great...madi chala...jai shree ram 🙏🙏

  • @rasmi5250
    @rasmi5250 5 часов назад +2

    Hello bhai ....jodi Koraput re aasiki rohilo kebolo dhormo upore hi focus kolo ki ?? .... Koraput re education, health,amiti bohut kichi topic ochi taku to focus koloni.....au kana kohucho Koraput uneducated tamaro mundo kama koruni bodhe....aasiki dekho Koraput re bohut kichi ochi ok....nijoro faida Pai Koraput re aasibo then film koribo au kohibo Koraput uneducated ..Sethi adivasi mane murko mane ..kichi Jani nahanti Tama muho re tk lajo laguni Koraput bisay amiti kohiba ku ...au gotiye kotha .... Indian constitution re kana lekha heichi ...Jone indian je konosi dhormo neiparibo ....

  • @PaulNayak-c3v
    @PaulNayak-c3v 8 часов назад +4

    Christian manankara prabala Gandi Fatuchi ae film pain😂😂😂

    • @pramodsabar3954
      @pramodsabar3954 8 часов назад +4

      Tomoro patuchi bee sobu christian ebe buli😂😂😂tomoro doro...magiya hindhu mane 500 re convert heuchanti chhi chi re Noni chii ethe sostha sanathani dharma😂😂😂

    • @PratyushkumarSahoo-u3t
      @PratyushkumarSahoo-u3t 7 часов назад

      Tame puni sae 500 re hela na nae😂

    • @Sushmitaprasad-y2l
      @Sushmitaprasad-y2l 7 часов назад

      Cristian heuchonti hele hindu ki fatuchi ki kuho to

    • @Khandiajaganath
      @Khandiajaganath 7 часов назад

      Faatuni re,,,,,,, tamara faatuchhi hela tamara gaandi kundiaa heuchhi sethi pain ebhali film baahar karuchh..... 😂😂😂😂

    • @ChandrasekharSanta-mt1bj
      @ChandrasekharSanta-mt1bj 7 часов назад

      ​@@PratyushkumarSahoo-u3tମୁଁ ଖ୍ରୀଷ୍ଟିଆନ ରୁ କୋଟି ଦେଲେବି ହିନ୍ଦୁ ହେବାର ନାହିଁ ok

  • @Malaya12352
    @Malaya12352 7 часов назад +1

    ଆପଣ କହୁଛନ୍ତି ଯେଉଁ ଜାଗାରେ ଶିକ୍ଷାର ଅଭାବ ଅଶିକ୍ଷିତ ଆଦିବାସୀ ଅଞ୍ଚଳ ସେମାନଙ୍କୁ ଧର୍ମାନ୍ତୀକରଣ କରାଯାଉଛି
    ତା ହେଲେ ଆମେରିକା, ଇଂଲଣ୍ଡ, ଜୋର୍ମାନ, ଲଣ୍ଡନ ଏଭଳି 100 ରୁ ଅଧିକ ଦେଶ ଧନୀ, ଜ୍ଞାନୀ ଆଉ ଶକ୍ତିଶାଳୀ ଦେଶ ଖ୍ରୀଷ୍ଟିଆନ ହେଲେ କେମିତି ସେମାନଙ୍କୁ କିଏ ଧର୍ମାନ୍ତୀକରଣ କଲା

  • @santwana7164
    @santwana7164 6 часов назад +1

    ଜମି କେଉଁ ପାଷ୍ଟରଙ୍କ ହାତରେ ଅଛି, କେଉଁ ପରିବାର ଜମି ବଦଳ ରେ ବାଇବଲ ନେଇଛନ୍ତି । ତାର ସତ୍ଯାସତ୍ଯ ତଥ୍ଯ ଦେଲେ ଆମେ ସେମାନଙ୍କ ଜମି ଫେରାଇ ଦେବାକୁ ସେ ପାଳକକୁ କହି ଆମେ ତାଙ୍କ କାର୍ଯନୁଷ୍ଠାନ ପାଇଁ ସରକାରଙ୍କ ପାଖରେ ଦାବି କରିବୁ । ଅର୍ଗସ୍ ସାମ୍ବାଦିକ ସବୁ ଖ୍ରୀଷ୍ଟିଆନ କମ୍ୟୁନିଟି ଲୋକ ମାନଙ୍କୁ ନେଇ ପ୍ରମାଣ କରୁ ନାହାଁନ୍ତି । ଖାଲି ଅଭିନେତା ଓ ପ୍ରଯୋଜକ କୁ ସାକ୍ଷାତକାର ପାଇଁ ଡାକି ପଚାରୁଛନ୍ତି । ସେମାନେ ତ ଚାହୁଁ ଛନ୍ତି କି ସେମାନଙ୍କ ସିନେମା ରେ ବର୍ଷ ବର୍ଷ ଧରି ଫସି ରହିଥିବା ଟଙ୍କା ବାହାରି ଯାଉ ।ଯଦି ଆପଣ ନିଷ୍ପକ୍ଷ ଭାବେ ପତ୍ରକାରିତା କରୁଛନ୍ତି , ତେବେ ଘଟଣା ଯେଉଁ ପରିବାର ମାନଙ୍କରେ ଘଟିବା ଯାଉ ନାହାଁନ୍ତି ସେ ଜାଗାକୁ ଖାଲି ଥମଲିନ୍ ତିଆରି କରୁଛନ୍ତି , ପ୍ରକୃତ ସନାତନୀ ମାନଙ୍କୁ ନୁହଁ କିନ୍ତୁ ଉତ୍ତେଜିତ ସନାତନୀ ମାନଙ୍କୁ ଉତ୍ତେଜନା କରି ଦଙ୍ଗା କରେଇବା ଉଦ୍ଦେଶ୍ଯ ରେ "ଏଥର ଆସୁଛି ବଡ଼ ପରଦାରେ ଧର୍ମାନ୍ତରୀତ କରଣର ଅସଲି ସତ୍ଯ' । ଆପଣ ଯେତେ ଉତ୍ତେଜିତ କଲେ କଣ ହେବ କିଛି ହେବ ନାହିଁ ଆପଣ ମାନେ ଆହୁରି ଅଧିକ ଖ୍ରୀଷ୍ଟିଆନ ଆଡକୁ ଲୋକମାନଙ୍କୁ ନେବାକୁ ଯାଉଛନ୍ତି ।

  • @SKplaying105
    @SKplaying105 6 часов назад +2

    ଲାଜ ଲାଗୁଛି ନା ନାହିଁ। କୋରାପୁଟରେ ଆଗ ଥିଲେ ବଦଳି ହେଇକି ଗଲେ ତାପରେ ଆସିଲେ, ଆସିକି କୋରାପୁଟର ସବୁ ଗାଁ ବୁଲିକି ସାରିଦେଲେ ଆଉ ଦେଖିଲେ ସବୁ ଗାଁରେ ଚର୍ଚ୍ଚ। ହୋଇ ହୋ ବାରାଡ ଭାଇନା ତମର ବୟସ କେତେ କି? କ'ଣ ଜାଣିଛ କୋରାପୁଟ ବିଷୟରେ ଆସିଗଲ ଚଳଚ୍ଚିତ୍ର ବନାଇବାକୁ। କୋରାପୁଟକୁ ସମସ୍ତେ କ'ଣ ଭାବୁଛ କେଜାଣି। ଚକୁଳିପିଠାରେ କେତୋଟି କଣା ବୋଲି ପ୍ରଶ୍ନ କଲାଭଳି ଭାବୁଛ 😡

    • @Mngmusic123
      @Mngmusic123 2 часа назад

      Karaput re DAMAN flm odisha re NO 1. Muvie

  • @akshayamahapatra5513
    @akshayamahapatra5513 4 часа назад

    ❤tapi bhai

  • @Amitmallick-w5l
    @Amitmallick-w5l 6 часов назад +1

    ଏ ନିର୍ଦ୍ଦେଶକ କହିବା କଥା ଜାଡ଼ା ଜିବା ପାଇଁ ବି ସରକାର collector କୁ ପଚାରିବାକୁ ପଡ଼ିବ 😂 ବିବାହ ପରେ ସମନ୍ଦ ରଖିବା ପାଇଁ ବି ସରକାର ଟୁ ଅନୁମତି ନେବାକୁ ପଡ଼ିବ 😂😂 ମାଗିଆ ଏ ବିଜେପି ସରକାର କଣ କଣ rules ଆଣୁଛି କିଛି ପାରୁନି 😂😂 ଆଉ ସମ୍ବିଧାନ କୁ କାତିରି ନାହିଁ 😂 ସମସ୍ତେ ପାଠ ପଢ଼ା ପଡ଼ି ଛାଡ଼ି ବିଜେପି ସରକାର ସେବାରେ ଲାଗିଯାଅ ସମସ୍ତେ 😂😂 ବିଜେପି ସରକାର ଚାକିରି ବଦଳରେ ଗବର ଦେବ ଡେଲି ଖାଇବାକୁ😂😂

  • @Jamesparichha
    @Jamesparichha 7 часов назад +6

    Argus live au kebe dekhibini

  • @rahul-zm7mo
    @rahul-zm7mo 6 часов назад +1

    ରାଜନୀତି ରେ ଭୋଟ ପାଇଁ ଧର୍ମକୁ ଆଣି ବିଜେପି ର ଅବସ୍ଥା କଣ ହେଲା ଦେଖିଲା ତ ???? ରାମ ଙ୍କୁ ଆଣିକି ଆଯୋଧ୍ୟା ରେ ହାରିଲା। ଏବେ ଫିଲ୍ମ ରେ ଧର୍ମ କୁ ଆଣିଛ । ଧର୍ମ ଦ୍ରହୀ ହୁଅନି ଧର୍ମ ତମ ମାନକୁ ଉଚିତ୍ ଶାସ୍ତି ଦେବ ready ରୁହ ଭୋଗିବାକୁ

  • @Suman-G3d7
    @Suman-G3d7 4 часа назад +1

    Real re jaha sabu heuchhi bodhe film re dekheichhanti. Khali koraput boli ki nai bahut jagare dharmantikarana chalithiba....
    Jay sanatani❤❤❤
    Jay Shree Ram❤❤❤

  • @SudeepKumar-zm9tn
    @SudeepKumar-zm9tn 5 часов назад +1

    ଆମ ଭାରତ ହେଉଛି ଧର୍ମ ନିରପେକ୍ଷ ରାଷ୍ଟ୍ର ଅଟେ,

  • @BiswhajitmalikBiswhajitmalik
    @BiswhajitmalikBiswhajitmalik 3 часа назад

    Jai shree Ram

  • @angelabadara8060
    @angelabadara8060 2 часа назад

    ଆରେ ମୁର୍ଖ ସମ୍ବିତ୍ ଭାଇ,କଉ ପଦ ପର୍ବରେ ଯୀଶୁ କହିଛନ୍ତି ମାନବ ସେବା ହିଁ ମାଧବ ସେବା ବୋଲି 😂😂😂

  • @blessedtime6730
    @blessedtime6730 Час назад

    ସାରଥୀ ବାବା ପରି ଅନେକ ବାବାମାନେ ହିନ୍ଦୁ ଧର୍ମରେ ଥାଇ ଭଣ୍ଡ ଓ ଭ୍ରାନ୍ତ ତଥା ଘୃଣ୍ୟ କାର୍ଯ୍ୟ କରିଛନ୍ତି l ଏହି କେତେକ ପ୍ରମାଣ କୁ ଆଧାର କରି ହିନ୍ଦୁ ଧର୍ମ ର ବାବା ମାନେ ଏହି ପ୍ରକାର ବୋଲି film କରିବା ଜମା ଠିକ ନୁହଁ l ଏହା ବିବେକ କହେ l

  • @dhirendradasrjp2276
    @dhirendradasrjp2276 7 часов назад +2

    Argus news sir - jane lakara vul pai janeku mariba vala na sabuku mariba vala ????

  • @SudeepKumar-zm9tn
    @SudeepKumar-zm9tn 5 часов назад +1

    ଏହି ସିନେମା ର କାହାଣୀ କୌଣସି ସତ୍ୟତା ନାହିଁ

  • @rashmitadevi2327
    @rashmitadevi2327 6 часов назад +1

    Strongly I am telling you that in this film every word,s and dilog are fake and artificial story there is no truth.so my humble request to you all kindly stop this matter immediately.

  • @angelabadara8060
    @angelabadara8060 2 часа назад

    ଆରେ ମୁର୍ଖ ନ୍ୟୁଜ bala,କିଏ କିଏ କଣ ପାଇଁ ଫିଲ୍ମ କୁ ନ ଦେଖି ବିରୁଦ୍ଧ କରିବେ? ତୁ କଣ ଭାବୁଛୁ christian ମାନେ ମୁର୍ଖ କିଛି ବୁଝି ପାରନ୍ତି ନାହିଁ। ଫିଲ୍ମ କଣ ପୂରା ଦେଖିବା ନିହାତି ଆବଶ୍ୟକ

  • @jabuljabul9309
    @jabuljabul9309 6 часов назад

    ଆରେ ଚଢା ଠାକୁର ଏବଂ ମନ୍ଦିର ନାମରେ ଗରିବ ଲୋକଙ୍କୁ ସାହାଯ୍ୟ କରିଛୁ କି ଲାଜ୍ଜ ନାହିଁ କାମ ଦଣ୍ଡା କିଛି ନାହିଁ କି

  • @subratkumar4256
    @subratkumar4256 Час назад

    କୋରାପୁଟ କୁ ବଦନାମ କରୁଛ କଣପାଇଁ. କୋରାପୁଟ ଆମର ଭଲ ଜାଗା କଣପାଇଁ ଆମକୁ ଏମିତି କହୁଛ

  • @angelabadara8060
    @angelabadara8060 2 часа назад

    ଗାଲୁଆ କଥା ଗୁଡ଼ାକ କହିବାକୁ ଲାଜ ଲାଗୁନି କିରେ

  • @angelabadara8060
    @angelabadara8060 2 часа назад

    କିଏ ସେହି ଚିଠି ଲେଖିଛି ଟିକେ କହୁ ନାହାନ୍ତି

  • @sunata1993
    @sunata1993 3 часа назад

    କିଛି ନାହିଁ.. କିଛି ନାହିଁ ଫିଲ୍ମ ବନ୍ଦ କର

  • @saratdas9022
    @saratdas9022 5 часов назад +2

    ସୁବୁ ଖ୍ରୀଷ୍ଟିଆନ ବିଜା କିଛି ହିନ୍ଦୁ ମାନଙ୍କ ପୋଡୁଚି ଏମିତି ଫିଲ୍ମ କର ବହୁତ ଭଲ ଏ ମାଗିଆ ମାନଙ୍କ ର ମୁଖା ଖୋଲୁ ସମାଜ ଆଗରେ ନିଦ୍ଦେର୍ଶକ ଭାଇ କୁ ମୋର ବହୁତ ଧନ୍ୟବାଦ ଜିଏ ଆମ ସନାତନ ଧର୍ମ କୁ ଖେତତିକରିବ ସେ ମାଗିଆ ମାନଙ୍କୁ ବାଡାଜିବ

  • @angelabadara8060
    @angelabadara8060 2 часа назад

    ଆରେ clear କରି କହୁନୁ କଣ ମିଥ୍ୟା କଥା 😂😂😂

  • @KingAshokaRaita9861
    @KingAshokaRaita9861 2 часа назад

    ପାଦ ଚଟା କୁକୁର ଚାଁନେଲ ଗୁହ ଖିଆ ଚାନେଲ

  • @suva-rh5jt
    @suva-rh5jt 4 часа назад

    I love Jesus ✝️ ✝️✝️🤍✝️✝️🤍

  • @angelabadara8060
    @angelabadara8060 2 часа назад

    କଣ ସେହି ପାଖାପାଖି କଥା କହୁଛନ୍ତି exactly date କହୁ ନାହାନ୍ତି

  • @pramodsabar3954
    @pramodsabar3954 8 часов назад +1

    Magiya Dir script lekhiba jaini religion upore film bonachi...thore telugu industry ku dekho ollywood magiya mane...vfx re kete agoku gole....amoro ollyywood khali Ghoboro khauchanti

  • @adityaeducation4475
    @adityaeducation4475 5 часов назад +3

    Jai jagannath❤❤❤

  • @BiswhajitmalikBiswhajitmalik
    @BiswhajitmalikBiswhajitmalik 3 часа назад

    ମାଗିଆ ଡରୁଚ କାହିଁକି

  • @ChandrasekharSanta-mt1bj
    @ChandrasekharSanta-mt1bj 7 часов назад

    ଆଦିବାସୀ କୁ ଭଲ ପାଉଛ ପରା ok 🤣କିନ୍ତୁ 🐂🐂fevorit ଆଦିବାସୀ ମାନଙ୍କର ଆଉ ବଳି ମଧ୍ୟ୍ୟ କରାଯାଏ.

  • @styleshsinu56
    @styleshsinu56 5 часов назад

    Bhout achanti au amiti hii hauchi hydrabad re ta Christian helaku ghara Paisa pilanku sikhya paribar re job sabu kichi dauchianti nahi kiye kahila

  • @RabiSiura
    @RabiSiura 3 часа назад

    Jisu ra asala chehera kn sara odisha dekhiba white February 7 😂😂

  • @jimamallick
    @jimamallick 7 часов назад

    Ahi mananku arrest korajau 😅😅😅😅😅😅😅😅😅

  • @Suryavanshi.687
    @Suryavanshi.687 6 часов назад

    Adibashi jami kehi nija namare Kari pariba nahin.bible badala re jami ,eita sampurna mithya.

  • @hemantpradhan8794
    @hemantpradhan8794 5 часов назад

    Only one God Jesus ok all world 🌎 Christian my from Odisha iam Christian iLove u Jesus 🙏🙏✝️✝️✝️✝️ amen

  • @NkMandal-s9c
    @NkMandal-s9c 7 часов назад +1

    Uresia kebe jibe bramono mane sir sethipai bi debate karantu?

  • @dilipkuldeepofficial4141
    @dilipkuldeepofficial4141 6 часов назад

    KORAPUT ro kahani then koraput aso promotion pai jaid dum achi

  • @DebanMarandi
    @DebanMarandi 4 часа назад

    Basudev baralo tome to Hindu dharma re Katha , concrete re tiari murtiku Puja korucho kon tomo katha au concrete tomoku suraksha dei paruni😅😅😅 Jou debota ku tome nijo hatore tiari korucho se tomo debota hela kemiti😂😂😂

  • @RameshSingh-t3o2z
    @RameshSingh-t3o2z 5 часов назад

    ଭାଇ, ତୁମେ କଣ ହିନ୍ଦୁ ଧର୍ମର ମୁଣ୍ଡି,

  • @RashmiranjanparidaParida
    @RashmiranjanparidaParida Час назад

    Film release heba darkar

  • @PremKumar-t7h4m
    @PremKumar-t7h4m 8 часов назад +1

    Prathame kuha hindu gatia dharma ki?

  • @jubeldalabehera7630
    @jubeldalabehera7630 6 часов назад

    Fake Film they presented absolutely wrong way and they introduced against the Constitution of India people who changed their religion ask them what was the real situation of changing their religion।।

  • @rashmitadevi2327
    @rashmitadevi2327 5 часов назад

    My humble request please leave a life with meaning fully understand the human rights and responsibilities. take care of your health and family members.

  • @Ramagouda-br7rm
    @Ramagouda-br7rm 4 часа назад

    Kandhamala ra be haouchi

  • @ArraveenRavikumar
    @ArraveenRavikumar 2 часа назад

    Mu koroput ru kohuchu satare amiti houchi koraputro houchi

  • @rashmitadevi2327
    @rashmitadevi2327 5 часов назад

    Adivasi brother,s and sister,s are highly educated more than you people so u no need to fight or quarrel between two religions ok.

  • @johanrana2810
    @johanrana2810 6 часов назад

    Cristian medical Cristian school college university nasa Cristian who Cristian top intelejent agency members Cristian heart surgery scientist Cristian flight scientist Cristian atomboom scientist Cristian high technology Cristian specex scientist Cristian sabu ta Cristian loka dura world agaku jauchi atekahi chate pete houchi bhi a dharma ra drama na kari technology besayare alochona kara jepare china usa japan jarmany karuchonti odisha re foren investment 😂😂😂 sabuta Cristian puni Cristian lokaku berodhi Cristian english medium school college re hindu pela bese study karanti janina ki boss

  • @ArraveenRavikumar
    @ArraveenRavikumar 2 часа назад

    Bhauta gaanre amiti houchi korapute re

  • @raibariaraita8093
    @raibariaraita8093 7 часов назад

    Acha Bhai adivasi manangaka Kainki Mondiro re Mona karuchanti.

  • @AmaraRoyi-v4x
    @AmaraRoyi-v4x Час назад

    Hau jaha kou6 tik je sir Kintu Tapi kn pae Christian Dharma birodhare social mediare Bhasana maru6i

  • @sanjaykorkora8302
    @sanjaykorkora8302 4 часа назад

    Dekhibu kemiti filim chalibo koraput

  • @puspanilsahu2785
    @puspanilsahu2785 6 часов назад

    Abe dharma prati rajniti chaluchhi .....

  • @purtystarofficial217
    @purtystarofficial217 6 часов назад

    santani hindu dhormo re Jatiani bhabo ochhi chuan ochhuan ochhi eita ta tume kichhi kohuno

  • @BabluTandi-m7g
    @BabluTandi-m7g 7 часов назад

    Odia movie karuchha
    Kichhi story paila ni flop sabu

  • @ranajitnayak8006
    @ranajitnayak8006 7 часов назад

    Tame anyaku sahajya kara

  • @rashmitadevi2327
    @rashmitadevi2327 6 часов назад

    Good evening to one and all.kindly point out the director what he is speaking. Just he is telling that someone said christian people are converting the Adivasi in christian.Someone said but he didn't see,then how can he imagined or thoughts and created a stupid, brainless film is he a astrologer.

  • @rashmitadevi2327
    @rashmitadevi2327 5 часов назад

    My dear Tapi brother and samithi bro u people don't have any rights to judge or quarrel between two religions. For your kind information that Adivasi brother and sister they know how to fight for themselves do you know that.

  • @niranjanmajhiniranjanmajhi3925
    @niranjanmajhiniranjanmajhi3925 6 часов назад

    Christian kia tanka katha alochana karucha

  • @KarneliyaPradhan-ff3dd
    @KarneliyaPradhan-ff3dd 7 часов назад

    Tu kete sikhit bhai..
    What is your qualification please
    I want to talk to you
    Always you are mentioning
    Adibasi...
    Kandhamal
    Please don't say
    Again and again
    You are talking like a foolish..

  • @ranajitnayak8006
    @ranajitnayak8006 7 часов назад

    Are bhai loka Christian hele tamora kn Gala kuha

  • @ArjunSethy-jg9xd
    @ArjunSethy-jg9xd 7 часов назад

    Jie adibasi manka jami hadapa karichhi taku jell deun kahiki

  • @jackkarjee5406
    @jackkarjee5406 7 часов назад

    Sir Sanatani ate sasta ki tanka pai challa pai dharma change karuchi? ??

  • @adyastudy813
    @adyastudy813 3 часа назад

    Pagal loka na kn j, film asu jara echa dekhi be jara echa nai dekhi beni ete bibada kn pain e ସନତାନି mane eka gulia karuchanti, Christian mane nuha 😮😮😮

    • @angelabadara8060
      @angelabadara8060 2 часа назад

      ନିସ୍ୱାର୍ଥପର କୁକୁର,ବୁଝି ପାରୁନ ଏହି ଫିଲ୍ମ ର reason କଣ?

  • @NkMandal-s9c
    @NkMandal-s9c 8 часов назад

    Jone oppo chardi iphone kinile to oppo/lava user jordiba swababik 😂😂😂😂
    iphone means Christian.
    Lava oppo means Hindu,sanatani.

  • @akshayamahapatra5513
    @akshayamahapatra5513 4 часа назад

    Odisha ra Hindu Sher Tapi bhai ❤

  • @rashmitadevi2327
    @rashmitadevi2327 5 часов назад +1

    Adivasi brother,s and sister,s are highly educated more than you people so u no need to fight or quarrel between two religions ok.