Natia comedy part 384 || Sisu dibasa

Поделиться
HTML-код
  • Опубликовано: 5 сен 2024
  • Order new Women saree collections - www.sofikart.c...
    Order more T-shirt - www.sofikart.c...
    Like our Facebook Page - / utkalcartoonworld

Комментарии • 821

  • @Krishnamusic112
    @Krishnamusic112 9 месяцев назад +376

    କେଉଁ ମାନେ ବଡ଼ ହେଇକି ମୋ ଭଳି cartoon ଦେଖୁଛ 👍👍👍

  • @satyabhamagiri7982
    @satyabhamagiri7982 9 месяцев назад +46

    ଶିଶୁ ଦିବସ ର ଅନେକ ଅନେକ ଶୁଭେଚ୍ଛା 😊😊😊all ଫ୍ରେଣ୍ଡ 💛💛💛🎂🎂🎂🎉🎉🎉🎉

  • @cutesasmita057
    @cutesasmita057 9 месяцев назад +75

    Nice episode 😊natia comedy always my fav. Comedy 🥰କାଲି ଶିଶୁ ଦିବସ ହେଲେ କମେଡି ଆଜି ଆସିଗଲା 👍ମୁଁ ବହୁତ ଖୁସି 😄👍👍

  • @user-sina.1234
    @user-sina.1234 9 месяцев назад +31

    Happy children's day to all of you.....😊this video is very amazing 😅

  • @theanimal3153
    @theanimal3153 9 месяцев назад +25

    ଆଜି ବହୁତ ଡେରିରେ ଦେଖିଲି❤❤❤❤ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ଵର ଗୁରୁ ସାକ୍ଷାତ ପରଂବ୍ରହ୍ମ ତ ସ୍କେଇ ଶ୍ରୀ ଗୁରବେ ନମଃ

  • @kanhubeja5673
    @kanhubeja5673 9 месяцев назад +3

    ଶିଶୁ ଦିବସ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🎉🎉🎉🎉🎊🎁🎂🎊🎁🎂🎊🎁🎂💖💖

  • @goldenstarjspur
    @goldenstarjspur 9 месяцев назад +24

    ଜୟ ଜଗନ୍ନାଥ।
    ଆମ ନଟିଆ ପାଇଁ ଗୋଟେ like କରନ୍ତୁ❤

  • @ramakrushnapradhan8512
    @ramakrushnapradhan8512 9 месяцев назад +11

    ଶିଶୁ ଦିବସ ରେ ମୋର ସବୁ ଭାଇ ଓ ଭଉଣୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା ❤❤

  • @Madhaba_Dora
    @Madhaba_Dora 9 месяцев назад +28

    ଯେଉଁମାନେ ନଟିଆ ❤️ କମେଡି ଦେଖିବାକୁ ପସନ୍ଦ କର ?!👍

  • @santilatanayak8765
    @santilatanayak8765 9 месяцев назад +3

    Happy children,s day 💓💓 very nice video 👍👍💓💓💓

  • @anantasamal4306
    @anantasamal4306 9 месяцев назад +3

    ନଟିଆ Comedy ଭଲ ଲାଗୁଛି ସବୁ ବେଳେ ଦେଖୁଛି ଜୟ ଜଗନ୍ନାଥ 🙏🏻🙏🏻ଭାଇ ମାନଙ୍କୁ ଭଲରେ ରଖୁଥା

  • @Madhaba_Dora
    @Madhaba_Dora 9 месяцев назад +38

    କାଲି November 14 ଅର୍ଥାତ୍ ଶିଶୁ ଦିବସ!! ଆଉ କମେଡି ଆଜି ଆସିଗଲା , ବହୁତ ଭଲ କଥା !! Always awesome Natia Comedy ❤️ Jai Jagannath 🙏🙏🙏

  • @FUNNY-GAMER-q2j
    @FUNNY-GAMER-q2j 9 месяцев назад +8

    Thank you natia team members❤❤❤❤❤❤❤

  • @anatabehera3212
    @anatabehera3212 9 месяцев назад +11

    happy children's day ❤❤

  • @sijuka90
    @sijuka90 9 месяцев назад +5

    Advance happy children's day 🎈🎂🎂🎈

  • @Madhaba_Dora
    @Madhaba_Dora 9 месяцев назад +7

    ଆଜିର ଶିଶୁ ହେଉଛନ୍ତି ଆସନ୍ତା କାଲିର ନାଗରିକ। ଦେଶର ଭବିଷତ ହେଉଛନ୍ତି ଆଜିର ଛୋଟ ଶିଶୁ। ଆମ ଦେଶରେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ଭାବରେ ପାଳନ କରାଯାଏ। କାରଣ ଶିଶୁମାନଙ୍କୁ ଭଲ ପାଉଥିବା ଚାଚା ନେହେରୁଙ୍କ ଏହା ହେଉଛି ଜନ୍ମଦିନ‌ ! ନଭେମ୍ବର ୧୪ ଅର୍ଥାତ ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ। ସେ ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିବାରୁ ତାଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁ ଦିବସ ଭାବେ ପାଳନ କରାଯାଉଛି।ନେହରୁଙ୍କ ଜନ୍ମ 1889 ମସିହା ନଭେମ୍ବର ୧୪ ତାରିଖରେ ଉତ୍ତରପ୍ରଦେଶର ପ୍ରୟାଗରାଜ (ଆଲ୍ଲାବାଦ)ରେ ହୋଇଥିଲା । ନେହେରୁଙ୍କ ଛୋଟ ପିଲାଙ୍କ ପ୍ରତି ବହୁତ ଭଲପାଇବା, ସ୍ନେହ ଓ ଶ୍ରଦ୍ଧା ଥିଲା, ଯେଉଁଥିପାଇଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଏ ।ନେହେରୁଙ୍କୁ ସମସ୍ତେ ଶ୍ରଦ୍ଧାରେ ଚାଚା ନେହେରୁ ଓ ଚାଚାଜୀ ବୋଲି ସମ୍ବୋଧନ କରୁଥିଲେ । ଦେଶର କୋଣଅନୁକୋଣରେ ପଲ୍ଲୀଠୁ ଦିଲ୍ଲୀ ସବୁଠି ଶିଶୁଦିବସକୁ ଆନନ୍ଦର ସହ ପାଳନ କରାଯାଉଛି । ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାର ଦେଶ ପାଳୁଛି ଏହି ଏହି ମହାନ ଦିବସ ।ଆଜିର ଶିଶୁ ଆସନ୍ତାକାଲିର ନାଗରିକ । ଦେଶ ନିର୍ମାଣରେ ଶିଶୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି । ଏହି କଥାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଥିଲେ ନେହେରୁ । ଛୋଟ ପିଲାଙ୍କୁ ଆଦରକରୁଥିବା, ସ୍ନେହ କରୁଥିବା ମହାନ ବ୍ୟକ୍ତି ହେଉଛନ୍ତି ଚାଚା ନେହେରୁ । ଫୁଲ ଭଳି ଛୋଟ ପିଲାଙ୍କ ସ୍ନେହ କରୁଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ । ପ୍ରତି ମୁହୁ ର୍ତ୍ତରେ ତାଙ୍କ କଥା ଚିନ୍ତା କରୁଥିଲେ । ଦେଶର ଗୌରବ, ଦେଶ ନିର୍ମାଣରେ ତାଙ୍କ ଭୂମିକା ଓ ଅଙ୍ଗୀକାରବଦ୍ଧତାକୁ ବୁଝିଥିଲେ ସିଏ । ସେ ସୁନ୍ଦର, ନିଷ୍କପଟ, ସରଳ ଓ ନିଷ୍ପାପ । ଶିଶୁ ହେଉଛି ଇଶ୍ୱରଙ୍କ ପ୍ରତିରୂପ ।ଶିଶୁ ସୁରକ୍ଷା ପାଇଁ ପଦକ୍ଷେପ:
    ଶିଶୁଙ୍କ ସୁରକ୍ଷା ପାଇଁ ଭାରତ ସରକାର ତଥା ଓଡିଶା ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଅନେକ ଶିଶୁ ସୁରକ୍ଷା ଆଇନ ମଧ୍ୟ ପ୍ରଣୟନ କରିଛନ୍ତି। ଆମ ରାଜ୍ୟରେ ଓଡିଶା ଶିଶୁ ଅଧିକାର ସୁରକ୍ଷା ସମିତି ଗଠନ କରାଯାଇଛି। ମିଳିତ ଜାତିସଂଘ ପକ୍ଷରୁ ୟୁନାଇଟେଡ୍ ନେସନ୍ ଚିଲ୍‌ଡ୍ରେନ୍ ଫଣ୍ଡ୍ ବା ୟୁନିସେଫ୍ ସମଗ୍ର ବିଶ୍ବରେ କାର୍ଯ୍ୟ କରୁଛି। ସେହିପରି ଅନ୍ତର୍ଜାତିକ ସ୍ତରରେ ଚାଇଲ୍ଡ ଲାଇନ, ଚାଇଲ୍ଡ କେୟାର ଇତ୍ୟାଦି ସଂସ୍ଥା କାମ କରୁଛନ୍ତି। ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁ ମାନଙ୍କ ପାଇଁ ଅନେକ ବିକାଶମୂଳକ ପଦକ୍ଷେପ ନିଆଯାଇଛି। ଶିଶୁଙ୍କ ବିକାଶ ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ସରକାର ଗୁରୁତ୍ଵ ଦେଉଛନ୍ତି।😄

    • @biswa134
      @biswa134 9 месяцев назад +1

      Wah bahut Sundar lekha tia heichi❤

  • @SaGar75746
    @SaGar75746 9 месяцев назад +22

    Nice episode jay Jagannath 🙏

  • @SanjaySagri-ni8dk
    @SanjaySagri-ni8dk 9 месяцев назад +9

    Happy children's day to all of my friends ♥️♥️♥️♥️♥️♥️

  • @rukmanidas6430
    @rukmanidas6430 9 месяцев назад +23

    Bhai ତମେ ବହୁତ୍ ଭଲ cartoon କରୁଛ 😊ହେଲେ ଆଜି ଶିଶୁ ଦିବସ ଟା ଭୁଲ୍ ଟାଇପିଙ୍ଗ୍ ହେଇଛି 😊😊😊😊sisu bibasa hei ଯାଇଛି 😊😊😊❤❤❤❤Love From Cuttack ❤❤❤❤

    • @imdharampaul1109
      @imdharampaul1109 9 месяцев назад

      ଏଇ କଥା ମୁଁ କହିଥାନ୍ତି 😊😊😊

    • @KhordhaQV
      @KhordhaQV 9 месяцев назад

      Same to same mu kahithanti

    • @amarmohanty8658
      @amarmohanty8658 9 месяцев назад

      ❤❤❤❤❤❤❤❤❤❤❤❤❤❤😂😂❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤😂😂❤❤❤❤❤❤❤❤❤❤❤❤🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉😢🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉😢😢😢🎉🎉🎉🎉🎉🎉🎉🎉🎉🎉🎉❤❤❤❤❤❤😂Satya comedy

  • @laxmiranibehera8173
    @laxmiranibehera8173 9 месяцев назад +28

    ନେଉଳ part 2:50 ରୁ 2:58 ପର୍ଯ୍ୟନ୍ତ ବଢିଆ ଲାଗିଲା 😊😂

  • @gopalbro142
    @gopalbro142 9 месяцев назад +19

    Happy Children Day all of you❤❤❤❤❤

  • @-BarshaRanipanda
    @-BarshaRanipanda 9 месяцев назад +11

    Happy children's day 💐 all Natia comedy members ❤❤❤

  • @chandannayak172
    @chandannayak172 9 месяцев назад +9

    Good morning utkal cartoon world ❤ children day ra aneka aneka subhecha pilaa mane ❤❤

  • @sitansu09
    @sitansu09 9 месяцев назад +16

    Happy children's day to Natia and his friends 😅😊😊😊😊😊😊😅😅😅😅😅

  • @funnybapun12
    @funnybapun12 9 месяцев назад +12

    ❤❤ happy children's day 💐

  • @schand67711
    @schand67711 9 месяцев назад +8

    Happy children's day 🎆🎆🎆🎆

  • @ashishkumarpal2503
    @ashishkumarpal2503 9 месяцев назад +8

    Good morning🌞

  • @pcbas3885
    @pcbas3885 9 месяцев назад +1

    Superb

  • @asutoshvolg2331
    @asutoshvolg2331 9 месяцев назад +8

    Happy😊 Children's Day🎁🐻🎈. Advance 😊

  • @user-chinu
    @user-chinu 9 месяцев назад +124

    😢😢 ଏବେ ଶିଶୁ ଦିବସ କୁ ବହୁତ୍ ମନେ ପକୋଉଛୁ ବଡ଼ ହେଇଯିବା ପରେ, ଧନ୍ୟବାଦ୍ ନଟିଆ ଟିମ୍ ଏହି episode ପାଇଁ 😊

  • @balarajuachari5057
    @balarajuachari5057 9 месяцев назад +7

    Beautiful

  • @AmitPari-bp9ey
    @AmitPari-bp9ey 9 месяцев назад +2

    ନଟିଆ କୁ କେଉଁ ମାନେ ଭଲ ପାଆନ୍ତି ଲାଇକି କରନ୍ତୁ

  • @pareshkumarbehera1483
    @pareshkumarbehera1483 9 месяцев назад +22

    ଜୟ ଶ୍ରୀଜଗନ୍ନାଥ*🙏💐ଶୁଭ ସକାଳ🌞/Super👌😂 episode, Thanks to UCW team.

  • @user-iz5hd1nu8i
    @user-iz5hd1nu8i 9 месяцев назад +13

    I am with you #Utkal cartoon world ❤🎉 memorable moments in school life ❤

  • @ansumanpadhy7535
    @ansumanpadhy7535 9 месяцев назад +2

    Natia comedy is best👍💯💯 comedy so happy😁😊😊

  • @santoshibehera6380
    @santoshibehera6380 9 месяцев назад +8

    Happy children's day natu and gendu and all of you ❤❤❤️

  • @parikshainform
    @parikshainform 9 месяцев назад +12

    Happy Children's Day my dear Natia,Gendu,Danga,Neula,chintu,chandu,bishu ,.,,.....🎉😊🖋️❤🎂🎁🍫

  • @itishreedas4587
    @itishreedas4587 9 месяцев назад +2

    So beautiful ❤️❤️❤️❤️

  • @OdiaGkBank
    @OdiaGkBank 9 месяцев назад +21

    Happy Children's Day In Advance ❤

  • @Smartstudent-ke3th
    @Smartstudent-ke3th 9 месяцев назад +3

    ସାର୍ ହେଉଛନ୍ତି ଦେବତା ସମାନ 🙏 ଶୁଭ ଶିଶୁ ଦିବସ। Happy children's day November 14🙏🙏

  • @l.jcreation1916
    @l.jcreation1916 9 месяцев назад +10

    Happy dipawali Utkal team 🔥💯

  • @g.mssonsm7050
    @g.mssonsm7050 9 месяцев назад +1

    Nice story bro ♥️❤️🧡💛🎉🎉🎉❤❤❤

  • @_.mr._arjun._vlogs
    @_.mr._arjun._vlogs 9 месяцев назад +1

    Happy children's day ❤❤❤

  • @manashdakualifestyle3640
    @manashdakualifestyle3640 9 месяцев назад +3

    ନଟିଆ ର ସ୍ୱର ବଦଳି ଗଲାଣି😅😅

  • @ChandraShekharnath-zj5ru
    @ChandraShekharnath-zj5ru 9 месяцев назад +3

    Butiful 👆👆👆👆

  • @patankumar6647
    @patankumar6647 9 месяцев назад +2

    Nati is best my Febraty ❤❤❤❤ natia

  • @OdishaHandisala
    @OdishaHandisala 9 месяцев назад +1

    Happy children's day 👍👍👍👍👍👍👍

  • @mks1990
    @mks1990 9 месяцев назад +3

    ଖୁସି ଲାଗିଲା ଆଉ ମନେ ପଡିଗଲା ସେଇ ପିଲା ଦିନର କଥା

  • @kanhayt2995
    @kanhayt2995 9 месяцев назад +6

    Happy children's day 🎁🐻🎈🎁🐻🎈 all my friends👭👬👭👬

  • @ranendraparida5914
    @ranendraparida5914 9 месяцев назад +1

    Happy children's day to the family of natia comedy

  • @Moonlighter_0001
    @Moonlighter_0001 9 месяцев назад +1

    I love this channel

  • @jyotirajrout3009
    @jyotirajrout3009 9 месяцев назад

    Happy children's day bahut sundar heichi video.
    Jay shree Jagannath 🙏🙏🙏🙏

  • @pau4tv320
    @pau4tv320 9 месяцев назад +311

    Vote for Baliyatra episode🙋‍♀️

    • @sagarswain5355
      @sagarswain5355 9 месяцев назад +8

      Bhala hua nta gote baliyatra upare video asile 😊😊

    • @spshortscreate9004
      @spshortscreate9004 9 месяцев назад +5

      ❤❤❤

    • @debendrakumarmahanta3244
      @debendrakumarmahanta3244 9 месяцев назад

      ​@@sagarswain5355😅😅Nnn😅😅N😅NnNnnnN😅nNn😅nnn😅NnNNnnn😅nnn😅nnn😅😅nnnnnnn 0:19 Nnnnn 0:19 0:19 NnnnnNn😅😅NnNNn😅nnn😅😅😅

    • @abinashsahoo7666
      @abinashsahoo7666 9 месяцев назад +3

      Right

    • @namitadalai-bu7pr
      @namitadalai-bu7pr 9 месяцев назад +2

      ❤❤❤❤❤

  • @TipuKumarjena1999
    @TipuKumarjena1999 9 месяцев назад +2

    I Miss you my childhood memories ❤❤

  • @Masterboydipun
    @Masterboydipun 9 месяцев назад +68

    ଶିଶୁ ଦିବସ ର ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା ❤

  • @JitendraKumar-jl9em
    @JitendraKumar-jl9em 9 месяцев назад +2

    GOOD MORNING UTKAL CARTOON WORLD HAPPY CHILDRENS DAY 🎉🎉

  • @Krishnadasbls180
    @Krishnadasbls180 9 месяцев назад +40

    ଶିଶୁ ଦିବସ Episode ବହୁତ କମ ସମୟ ର ଥିଲା ହେଲେ ମଜା ଭର୍ତ୍ତି ଥିଲା 👍😂😂

  • @meghamegha5025
    @meghamegha5025 9 месяцев назад +3

    Happy children's day all friends and friends ❤❤❤❤

  • @prasannabhatra4025
    @prasannabhatra4025 9 месяцев назад +3

    Happy child day ❤

  • @user-qz1xn8eg4x
    @user-qz1xn8eg4x 9 месяцев назад

    Natia comedy re Sabu parba parbani gote dina purbaru hue😁😁😁liked it....

  • @seearoundworld
    @seearoundworld 9 месяцев назад +1

    😂gendu my fav

  • @pihu3194
    @pihu3194 9 месяцев назад +2

    Happy children's day

  • @janardhanrao-su4ve
    @janardhanrao-su4ve 9 месяцев назад +2

    Happy children's day to all of you Natia team.🎉🎉🎉🎉

  • @odishagamer3
    @odishagamer3 9 месяцев назад +2

    Children's day celebration in accross the Indian is more awareness spread towards our Society about education and be a good citizen of our Nation
    🙏🙏🙏🙏🙏🙏🙏🙏
    Jay jagannath

  • @sudhansumaharana9494
    @sudhansumaharana9494 9 месяцев назад +2

    Happy Children's day 💐

  • @rashmitasethi3837
    @rashmitasethi3837 9 месяцев назад +1

    Happy teacher's day natia ❤❤

  • @SonaliBehera_0
    @SonaliBehera_0 9 месяцев назад +52

    ଶିଶୁ ଦିବସ ରେ ମୋର ସବୁ ଭାଇ ଓ ଭଉଣୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା ❤️❤️
    Happ children day💐
    Very nice episode🥰
    🙏ଜୟ ଜଗନ୍ନାଥ🙏

  • @kailashchandrasubudhi4385
    @kailashchandrasubudhi4385 6 дней назад

    Utkla Cartoon World is a institute that always make happy to all people so give one like for their all members 😊😊😊😊👍👍👍👍👍👍

  • @astar897
    @astar897 9 месяцев назад +1

    🎉🎉🎉🎉Happy children's day 🎉🎉🎉🎉🎉

  • @safalimohanty3437
    @safalimohanty3437 9 месяцев назад +1

    Super bro ❤️🥰🥰

  • @future-dream
    @future-dream 9 месяцев назад +1

    Sisu diwas ku sisu bibasa wow utkal catoon world

  • @santoshkumargiri3125
    @santoshkumargiri3125 9 месяцев назад +1

    Very nice Comedy video 😂😂😂❤❤❤

  • @Mrewsneducation
    @Mrewsneducation 9 месяцев назад +24

    Beautiful story,, good morning Natia Gendu,,Danga,,Neula,,chintu,,bishu,,chandu,, Happy Children's day❤❤❤❤❤

  • @smtoonworld
    @smtoonworld 9 месяцев назад +43

    *Natia never disappoint us 😂*

  • @surajkumarparida2091
    @surajkumarparida2091 9 месяцев назад

    Bohut sunder aimite sabu Dina vala vala video chaduthao

  • @bishnuprasadsahoo3798
    @bishnuprasadsahoo3798 6 месяцев назад

    ଖାଇ ପଢ଼ି ପିଲେ ମଣିଷ ହୁଅ..|
    ସଭିଏଁ ଖୁସିରେ ଜୀବନ ଜିଁଅ..||🤗😍
    👌👌👌👏👏👏❤️🥰

  • @rdxvideoworld096
    @rdxvideoworld096 9 месяцев назад

    Jay Jagannath Swami🌸🌸🌸

  • @Mrsamblpuriacreator
    @Mrsamblpuriacreator 9 месяцев назад +2

    Very nice video❤❤❤❤❤😊😊😊
    Sisudibas re samastinku subhecha❤❤❤❤❤😊😊❤😊❤❤😊😊😊😊😊

  • @MidishaPradhan-rp1yr
    @MidishaPradhan-rp1yr 9 месяцев назад +37

    Happy children's day 💐 all Natia comedy members ❤❤❤❤❤

  • @DuduluDudulu123
    @DuduluDudulu123 9 месяцев назад +2

    ❤❤❤❤❤❤

  • @Shubhampadhan-bz4qt
    @Shubhampadhan-bz4qt Месяц назад +1

    Super comedy ❤

  • @MamataSahoo-rk5xk
    @MamataSahoo-rk5xk 4 месяца назад

    So beautiful story 😄😄😄😄😄😄

  • @REENARANIKAR-fx5hj
    @REENARANIKAR-fx5hj 9 месяцев назад +1

    Happychldiranday

  • @dillipbehera2639
    @dillipbehera2639 9 месяцев назад +1

    Dahara😛sisu dibasaku asinathibaru arjunpur

  • @DibyabharatiFula-id6fq
    @DibyabharatiFula-id6fq 9 месяцев назад +3

    nice Natiya comedy 😂😂😂

  • @Mishrasarojini
    @Mishrasarojini 9 месяцев назад +1

    Good morning all of you

  • @kabitarana941
    @kabitarana941 9 месяцев назад +1

    Natia comedy is best comedy 👍

  • @bubun1233
    @bubun1233 9 месяцев назад +15

    Jay Jagannath 🙏🙏🙏🙏🙏

    • @bubun1233
      @bubun1233 9 месяцев назад +1

      TQ so much
      TQ for reply
      I'm very happy with U

    • @OdishaHandisala
      @OdishaHandisala 9 месяцев назад +1

      👍

  • @subashdehuri6240
    @subashdehuri6240 9 месяцев назад

    Happy children,s.day🎉🎉🎉🎉

  • @saraswatimallik8723
    @saraswatimallik8723 9 месяцев назад +7

    ନେଉଳ ki katha kahila puja ku pura ଠିକ୍ katha kahila😂😂😂

  • @sibashankarbehera8031
    @sibashankarbehera8031 9 месяцев назад

    Jay jaganatha

  • @SanjeebKumarNayak-jk4md
    @SanjeebKumarNayak-jk4md 9 месяцев назад +2

    ହାଏ ଶୁଭ ସକାଳ ସମସ୍ତଙ୍କୁ .... ଏହି ଭିଡ଼ିଓ ଟି ଖୁବ ଭଲ ହୋଇଛି .... କିନ୍ତୁ ଇଂଲିଶ ରେ ଜଉଟା ଲେଖା ହେଇଚି (ଶିଶୁ ବିବଶ) ତାହା ଶିଶୁ ଦିବସ ହେବ ....

  • @Saroj_018
    @Saroj_018 9 месяцев назад +2

    Bhai sisu diabasa heba ,bibas hoichi lekha

  • @OFFICIALoooooACCOUNT
    @OFFICIALoooooACCOUNT 9 месяцев назад +2

    Happy Children's Day🎁🐻🎈

  • @RabiJyotish
    @RabiJyotish 9 месяцев назад

    Natia comedy is the best

  • @jitenjitbehera739
    @jitenjitbehera739 9 месяцев назад

    Maja ashigala

  • @soniamohanty7666
    @soniamohanty7666 9 месяцев назад +11

    Happy Children's Day to Natia family ❤

  • @user-yk3ro2ic4c
    @user-yk3ro2ic4c 9 месяцев назад

    ଜୟ ଜଗନ୍ନାଥ

  • @Ajitsahoo645
    @Ajitsahoo645 9 месяцев назад

    ସୁପର ଭିଡ଼ିଓ 🥰🥰

  • @bharadwajabehera9814
    @bharadwajabehera9814 9 месяцев назад

    Sisu bibasa heijaichi bhulu re
    Love from puri