Special Report: LIC Has ₹ 20,000 Crore Unclaimed Funds

Поделиться
HTML-код
  • Опубликовано: 21 ноя 2024

Комментарии • 322

  • @piyushrajkumar15
    @piyushrajkumar15 2 года назад +206

    ଜାଣିଶୁଣି ଜନସାଧାରଣଙ୍କ ଝାଳବୁହା ଧନକୁ ଆତ୍ମସାତ କରିବାର ଗୋଟେ ଅଜବ ନିୟମ.
    ସରକାର ଏଥି ପାଇଁ ଗୋଟେ ନିୟମ ଆଣିବା ଦରକାର.

    • @sahusunil8479
      @sahusunil8479 2 года назад +2

      Frode lic 80000 monny Loot lia hamara

  • @jashobantadasjashobanta2694
    @jashobantadasjashobanta2694 2 года назад +82

    ଯଦି ଅଧିକ ଅଛି ଲୋକ ମାନଙ୍କୁ ଅଧିକ ଲାଭ ଦେଉ LIC ଯେଉଁ ଲୋକ LIC ଅନ୍ତର୍ଭୁକ୍ତ

  • @saradaprasanna4550
    @saradaprasanna4550 2 года назад +104

    Covid ଯୋଗୁ Lic କୋଟି ପତି ହେଇଯାଇଛି , ବହୁତ୍ ଲୋକ ଜୀବିକା ହରେଇ ବସିବା ଦ୍ଵାରା ସେମାନେ ତାଙ୍କ ପ୍ରିମିୟମ ଟଙ୍କା ଦେଇପାରି ନାହାନ୍ତି , ୩ ବର୍ଷ ପୁରୀ ନଥିବା ବହୁତ୍ ଲୋକ ପ୍ରିମିୟମ ଦେଇ ନ ପାରି ଥିବା ଲୋକ ମାନଙ୍କ ଟଙ୍କା ରେ Lic କୋଟି ପତି ହେବାରେ ଲାଗିଛି।

    • @santoshrourkela8635
      @santoshrourkela8635 2 года назад +2

      Your are right

    • @deben22
      @deben22 2 года назад +13

      ପୁରା ସତ କଥା କହିଲେ. ଏଜେଣ୍ଟ ମାନଙ୍କ ଦ୍ଵାରା ପ୍ରଲୋଭିତ ହୋଇ ସକ୍ଷମ ଠାରୁ ଅଧିକ ପାଇବା ଆଶାରେ ଗରିବ ର ଝାଳବୁହା ଧନ ଇଏ

    • @Vlog4P
      @Vlog4P 2 года назад +1

      Correct

    • @annnienayak4666
      @annnienayak4666 2 года назад +1

      Right

    • @narayansahoo2878
      @narayansahoo2878 2 года назад +1

      Right brother, My money 15,000.00

  • @techb689
    @techb689 2 года назад +38

    ସବୁ ଗରିବ ଲୋକଙ୍କ ପଇସା କାରଣ ପଇସା ବାନ୍ଧି ନପାରି କେହି ଦୁଇ ବର୍ଷ କେହି ପାଞ୍ଚ ବର୍ଷ କିଏ ତ ମେଚୂର୍ ହେଇଥିଲେ ମଧ୍ୟ ଜାଣି ନାହାନ୍ତି ସେ ସବୁ ପଇସା ପଡିଛି

    • @sankarmahapatra5238
      @sankarmahapatra5238 2 года назад +1

      Absolutely right ✅

    • @akshayamallick5543
      @akshayamallick5543 2 года назад

      Right

    • @insuranceadviser2317
      @insuranceadviser2317 2 года назад +2

      Bhai mature heigilole LIC post re send karidaba notice....mu nije LIC agent...apana jadi nijo pain bhala plan janibaku chahoon chanti tebe mote call Karo...mu mo utube channel re 2 ta video bi baneichi

    • @jasmitabhoijali2196
      @jasmitabhoijali2196 Год назад

      @@insuranceadviser2317 plz rply bhai

  • @techb689
    @techb689 2 года назад +35

    ଯେଉଁ ମାନେ କିଛି ବି ପଇସା ବାନ୍ଧି ଛନ୍ତି ଯେତେ ବର୍ଷ ବି ବାନ୍ଧି ଛନ୍ତି ସମସ୍ତେ ଏକ ହୋଇ ରେଲି ନହେଲେ ରାସ୍ତା ରୋକ କରିଏବଂ ନିଜ ନିଜ ଏଜେଣ୍ଟ ମାନଙ୍କ ଜରିଆରେ ସରକାର ଙ୍କୁ ଏକ ଦାବି ପତ୍ର ଦିଆ ଯାଉ।

  • @deben22
    @deben22 2 года назад +31

    ଯେଉଁ ଲୋକମାନେ ଏଜେଣ୍ଟ ମାନଙ୍କ ଦ୍ଵାରା ପଲିସି ଖୋଲନ୍ତି ଓ ତିନି ବର୍ଷ ଭିତରେ ଟଙ୍କା ଦେଲା ପରେ ଆଉ ମଝିରେ ଦେଇପାରି ନଥାନ୍ତି. ସେହିଭଳି ଗରିବ ମାନଙ୍କର ଟଙ୍କା ସବୁ ଇଏ. ଯାହାକୁ LIC ପଲିସିଧାରୀଙ୍କୁ ଫେରାଇ ନଥାଏ.

    • @jiteenkumar4708
      @jiteenkumar4708 2 года назад +2

      Right bro
      Mor b semti heichi

    • @tulsituni
      @tulsituni 2 года назад +1

      Right

    • @insuranceadviser2317
      @insuranceadviser2317 2 года назад +2

      But LIC Kariba agaru to LIC lokonku agoru kohithaye...ethire LIC Ra bhul nai...mu mo channel re LIC policy upore 2 ta video baneichi apana dekhiparibe and jadi nija pain bhala plan nabaku chahoon chanti to mote contact Karo

  • @jogindra1986
    @jogindra1986 2 года назад +8

    ମୋର ଅନୁରୋଧ ଏହି ଟଙ୍କାରୁ 16 କୋଟି ଟଙ୍କା ରାଜବିର ରଣା ଙ୍କୁ ଦିଆଯାଉ,, ତାଙ୍କ ମେଡ଼ିକାଲ ଖର୍ଚ୍ଚ ବାବଦକୁ,, ଜୟ ଜଗନ୍ନାଥ

  • @mkaimchannel6167
    @mkaimchannel6167 2 года назад +9

    ମୋ ଦାଦା ଦୀର୍ଘ 20 ବର୍ଷ LICରେ ଟଂକା ରଖିଥିଲେ ତାଙ୍କର ଘର ପୋଡ଼ି ଗଲା କାଗଜପତ୍ର ସବୁ ଗଳିଗଲା ସେ ମଧ୍ୟ ହୃଦ୍ ଘାତରେ ଚାଲିଗଲେ କିନ୍ତୁ ତାଙ୍କର LIC ଟଂକା ମିଳିଲା ନାହିଁ। ତାଂକ ପରିବାରର ଅବସ୍ଥା ଆଜି ଶୋଚନୀୟ।

  • @kampalalic
    @kampalalic 2 года назад +14

    Lic should refund the amount who have paid atleast 2yr prm.

  • @janmejayapatra4414
    @janmejayapatra4414 2 года назад +34

    Its all about there proper effort of documentation and transparency....🙏thank you LIC for maintaining peoples faith

    • @Vlog4P
      @Vlog4P 2 года назад +3

      Not exactly bro. LIC makes people cry to get the amount.

    • @Sp-mj1dr
      @Sp-mj1dr 2 года назад

      @@Vlog4P try to understand comment.... It's Rti... Not fraud.....

    • @Vlog4P
      @Vlog4P 2 года назад +1

      @@Sp-mj1dr Bro its fraud since there may be many policyholders who died during covid & their relatives were not able to get the money back due to lack of transparency by LIC. Also the documentation & process burden imposed by LIC makes it difficuly for the policy holder/ nominee to get back the money.

    • @waooooo4453
      @waooooo4453 2 года назад

      @@Vlog4P you are correct

  • @sudarshandash6425
    @sudarshandash6425 2 года назад +21

    କାହାକୁ କହିବ ଗରୀବ ଲୋକର ଦୁଖକୀଏ ବୁଝିବ ମୋ ଭୀଣେଇ ମରିଗଲେ ମୋପାଖରେ ମୋଭାଣେଜଜୀ ମୋ ଭୁଉଣି କାଗଜପତ୍ର ମାଗିଲାରୁ ତା ଦେଢଶୁର ମାନେ ଦେଲେନି ଖାଲି ଦଶକତ ଦିଅ ଆଉତାଙ୍କ ଶରପଞ କହିଲେ କିଚିମିଳିବନୀ ଥାନା କୋଟ ଜାଇପାରୁନୁ ପଇଶା କୋଉଠୁ ଆଣିବୁ

  • @manoramabehera9544
    @manoramabehera9544 2 года назад +1

    ଆରେ ଏଇଟା ଅନେକ ଦିନ ଧରି ରହିଥିବା ଟଙ୍କା କେବଳ covid ରେ ଯେଉଁମାନେ ଦେଇ ନାହାନ୍ତି ସେମାନଙ୍କ ର ନୁହେଁ... ଆଉ ଗୋଟେ କଥା ୩ ବର୍ଷ ଭିତରେ ଯଦି କୌଣସି କାରଣ ବଶତଃ payments ଦେଇ ନଥିବ ପରେ ତାର late fee ଦେଇକି policy continue କରି ପାରିବ.. sufficient ଜ୍ଞାନ ନଥାଇ comments ଲେଖିବନି..aau ei covid re late fee କୁ ଛାଡ କରା ଯାଇଛି

  • @learnwithprabhat
    @learnwithprabhat 2 года назад +18

    ମୁଁ ଠିକ୍ ସେ ବୁଝି ପାରୁନି 😂
    ଟଙ୍କା ତ ଯିଏ ହେଲେ ରଖିଥିବ ନା LIC ରେ , ଯଦି ସେ ଲୋକ ମରି ଯାଇଥିବେ ତାହାଲେ ତାଙ୍କ ପରିବାର ଲୋକଙ୍କୁ ସେ ଟଙ୍କା ଦିଆ ଯାଉ ।

    • @pm89726
      @pm89726 2 года назад

      ଆଗରୁ lic ର ନିୟମ ଥିଲା bond ହଜିଗଲେ ଟଙ୍କା ମିଳିବା ଅସମ୍ଭବ l

    • @insuranceadviser2317
      @insuranceadviser2317 2 года назад

      @@pm89726 nai milipariba...but new document dekhei new bond karibaku padiba

  • @gopakrath778
    @gopakrath778 2 года назад +15

    We have 50,000/..rs in L I C.we have been claiming for last 6months.but company not listening us and not finaling the matter. Cheating company.

    • @cheeragdamani8523
      @cheeragdamani8523 2 года назад +2

      It's not LIC fault it's their Chutiya Agents who are Half educated have lost Money twice in such a transactions, No more LIC any more !!

  • @prasankumarkanhor9479
    @prasankumarkanhor9479 2 года назад +12

    Not unclaimed not intension to pay....and missmanageble by LIC and not responsible on settlement

  • @Respect143Response
    @Respect143Response 2 года назад +13

    Rajveer account transfer the 16Crore👍

  • @basantdash7064
    @basantdash7064 2 года назад +14

    LIC always in Favour of Agent not Customer. If a agent Do its Average Duty,within 10 years he would have a Four Wheeler and minimum 40 lakh Balance. Practical Which Is seen in our region/area.

    • @smkumar2866
      @smkumar2866 2 года назад

      Right... We received only 30k from LIC for my father's death claim

    • @subhranshusahoo5568
      @subhranshusahoo5568 2 года назад

      Then u should must become a agent.

    • @ironrofficial7283
      @ironrofficial7283 2 года назад

      😂😂😂😂 i'm also a lic agent 😂😂 u r totally wrong 😂😂

    • @basantdash7064
      @basantdash7064 2 года назад

      @@ironrofficial7283 Do Your Duty With Responsibility. If You aren't in Focused in One Work, then YoU Don't get till Retired.

  • @kartiktheentertainer1298
    @kartiktheentertainer1298 2 года назад +6

    Postal life insurances karantu

  • @kameswarYouTubeExpress
    @kameswarYouTubeExpress 2 года назад +1

    Ok new information

  • @jugajyotimahanta5623
    @jugajyotimahanta5623 2 года назад +2

    Why LIC not interested to refund the maturity money ? Why agents are not cooperate the client ?

  • @BikashBehura-s4j
    @BikashBehura-s4j 2 месяца назад

    ଯେଉଁ ଲୋକ ତିନିବର୍ଷ ପଇସା ଭରିନି ତାଙ୍କରି ପଇସା ଅଛି ସରକାର ଙ୍କୁ ଅନୁରୋଧ ଗରିବ ଲୋକଙ୍କୁ ଦିଆଯାଉ ଯେଉଁ ଲୋକ ଦୁଇ ବର୍ଷ ପଇସା LIC ରେ ଭରିଛି ଆଜି କାଲି LIC ଏଜେଣ୍ଟ ଗରିବ ଲୋକଙ୍କୁ ମିଛକହି ସରକାର ନିଷ୍ପତ୍ତି ନିଅନ୍ତୁ ଯେଉଁ ଲୋକ ଦୁଇ ବର୍ଷରେ 10000 ଦେଇଛି ଆଉଦେଇ ପାରିଲାନାହିଁ ଗରିବଲୋକଙ୍କୁ ହୁଏତ କିଛି ପଇସା ମିଳିଗଲେ ବଞିଯାଏନ୍ତେ

  • @shreyanshipradhan1107
    @shreyanshipradhan1107 2 года назад +6

    It is regretted that most people don't know what is term and condition of the policy.Insurance agent only get their profits because if any one policy holders may not pay their payments consequently 3times the money will be lapse here.so that govt see the matter.

  • @nrusinhatripathy6930
    @nrusinhatripathy6930 2 года назад +3

    ମୋର ବହୁତ୍ 3 ବର୍ଷ ହୋଇ ନ ଥିଲା।କିନ୍ତୁ ମୋତେ କିଛି ମିଳିବନି । Lic ଆମ ଗାଁ ର ଗ୍ରହ ଶାନ୍ତି କରି ଦୋ ଉ। ଏତକି ନିବେଦନ।

  • @gobardhannaik311
    @gobardhannaik311 2 года назад

    Yes achhi

  • @himanshusekharparida4474
    @himanshusekharparida4474 2 года назад +14

    Best insurance corporation ever 👌

  • @sailaxmisamanta6441
    @sailaxmisamanta6441 2 года назад +4

    Beautiful 👍

  • @ranjibkumarmohanty8005
    @ranjibkumarmohanty8005 2 года назад +9

    Sabu ଝାଳ ବୁହା ଧନ

  • @jagannathpatra6358
    @jagannathpatra6358 Год назад +1

    ମୋ ସ୍ତ୍ରୀ ଙ୍କ ମା LIC କରିଥିଲେ ସବୁ ପଇସା ବି ଭରିଥିଲେ ହେଲେ ସେ ମଲା ପରେ ତାଙ୍କ death certificate ବି ବାହାର କରିପାରିଲୁନି ଦୌଡ଼ି ଦୌଡ଼ି ଖାଲି ଯାହା ହଇରାଣ ହେଲୁ ସେଥିପାଇଁ lic agent ଆମ ପଇସା ଦେଲାନି 10 15 ବର୍ଷ ପଇସା ଜମା କରିଥିଲେ ସବୁ ଗଲା

  • @chiranjibsahoo7783
    @chiranjibsahoo7783 2 года назад +1

    IPO Return
    Normally rahiba. କ'ଣ ପାଇଁ invest କରିବୁ

  • @MRProductionSSPP
    @MRProductionSSPP 2 года назад +20

    Actchuly bahut jana kisti pura diyanti nahi aao sei paisa LIC Ra hoi jaichhi ....20,000 koti tanka Ra sad upjog karajau

  • @sabyasachi7111
    @sabyasachi7111 2 года назад +1

    ସେ ଟଙ୍କା ସବୁ କଣ ହେବ

  • @gobindagagan
    @gobindagagan 2 года назад

    It is wonderful

  • @umakantamajhi1833
    @umakantamajhi1833 2 года назад +1

    Lic life insurance policy and beautiful polic

  • @deepakdas5380
    @deepakdas5380 2 года назад +6

    130 corod loka ku 2 coti lekha dia jau sll jiye middle calss mananku 🙏

  • @ollywoodstar9089
    @ollywoodstar9089 2 года назад +1

    Jay jagganath mahaprabhu🙏🙏🙏

  • @pujascuisine1220
    @pujascuisine1220 2 года назад

    Medical insurance karideba ta bhala.. Loka mana bahut khusi heba

  • @sarthakswain1949
    @sarthakswain1949 Год назад +1

    🔥

  • @chandandas4276
    @chandandas4276 2 года назад +1

    जेमाने टर्म पूरा करि पारी नहंती सेमानको टंका रिटन करी दिय ।

  • @niranjanpatra84
    @niranjanpatra84 2 года назад +31

    Government should distribute this Unclaimed amount among all Indian poor peoples and infrastructure development of our country 🙏
    Otherwise lot of corrupted officers and corrupted ministers will take this amount to their own account for enjoy their luxurious life.

  • @nrusinhatripathy6930
    @nrusinhatripathy6930 2 года назад

    20 ହଜାର କୋଟି ଆଉ 60 ହଜାର କୋଟି ଗଲା କୁଆଡେ?

  • @suvendubehera9824
    @suvendubehera9824 2 года назад +6

    ଦେଶର ସବୁଠାରୁ ବଡ ଚ଼ର ହେଉଛି LIC ର employees ମାନେ

  • @saralamulti9742
    @saralamulti9742 2 года назад +24

    Lic loot heavy money from customer. Policy holder who can't continue policy 3 years, their money they can't get.

    • @ramachandranayak3290
      @ramachandranayak3290 2 года назад +1

      You are right

    • @arupanandadas1891
      @arupanandadas1891 2 года назад

      Right 100

    • @insuranceadviser2317
      @insuranceadviser2317 2 года назад

      Nai Bhai....claim karinahanti,mane Jodi claim Kariba milijiba but loke claim karinahanti...LIC kete honest je e sabu data lokonku douchi....apana Jodi LIC Ra bhala policy janibaku chahoon tebe mote contact Karo...mu mo channel re 2 ta video bi baneichi apana dekhiparibe

    • @ironrofficial7283
      @ironrofficial7283 2 года назад

      @@insuranceadviser2317 no bhai mu jane agent 😂😂 3 year bhitare jadi band karidaba policy tahele money return milibani 🤷‍♂️🤷‍♂️🤷‍♂️🤷‍♀️

  • @swayansanu7747
    @swayansanu7747 2 года назад

    Lic IPO apply kara 90% chance milijiba retail investors nku

  • @jayanti9850
    @jayanti9850 2 года назад +1

    India's best insurance company ,Govt of India

  • @sagarikarout4087
    @sagarikarout4087 2 года назад +1

    Calim achhi...dau nahanti..kahuchanti policy closed hei gala ni..

  • @pithamajhi9975
    @pithamajhi9975 2 года назад +4

    Lic ro ajeent mane sabu choro

  • @dbiki
    @dbiki 2 года назад

    ଅନେକ ଜଣ କ'ଣ ସମସ୍ତେ

  • @sankarpanda9218
    @sankarpanda9218 2 года назад +6

    Credit / Loan information jemiti cibil report re rahuchi, semiti insurance information b centralized hau. Tahele cibil report re jana padiba

  • @Radhu1971
    @Radhu1971 2 года назад +13

    Transfer that unclaimed money to medical insurance to all policy Holders and prime minister relief fund, other wise all corrupt officers transfer all unclaimed money to their relatives account.

  • @Hmodiavlogger
    @Hmodiavlogger 2 года назад

    Super

  • @madhusmitamohanty2332
    @madhusmitamohanty2332 2 года назад +1

    Mora sabu miss hei jaichi insurance..kintu office kahuchi kichi documents ni tenu bahara kariparibuni?taha hele kemti bahara karibu...?

  • @pradeeprout5687
    @pradeeprout5687 2 года назад

    Nice voice brother

  • @spvlogs2424
    @spvlogs2424 2 года назад

    Good shareing 🎉

  • @a.debasis9279
    @a.debasis9279 2 года назад +1

    Mora 6 month 12000 Kati thila and mu quit karithili Mora mney return heini

  • @alltypesvideo7333
    @alltypesvideo7333 2 года назад +41

    ଦେଶର ସବୁଠାରୁ ବଡ଼ ଠୋକ କମ୍ପାନୀ LIC,

    • @jagajitcreation9557
      @jagajitcreation9557 2 года назад +2

      Ta bapa ra kan gala

    • @Bandeutkaljanani
      @Bandeutkaljanani 2 года назад +1

      ଜୟ ଜଗନ୍ନାଥ 🙏🕉️

    • @MusicEducation8865
      @MusicEducation8865 2 года назад +2

      LIC ହେଉଚି ବାଣ୍ଡ କମ୍ପାନୀ

    • @Queenjyoti524
      @Queenjyoti524 2 года назад +2

      @@jagajitcreation9557 ତ ବୋଉ ର କଣ ଗଲା

    • @rajarout6982
      @rajarout6982 2 года назад +1

      @@MusicEducation8865 tora banda nahin tu Lic kar nua banda paibu

  • @rekhanjalimohanta-ms8mo
    @rekhanjalimohanta-ms8mo Год назад

    Welcome to Adani

  • @bikramkishorpanda3087
    @bikramkishorpanda3087 Год назад

    Bikram Finance Limited has Claimed 20000 crores Lic IPO

  • @shashankasekharkar2404
    @shashankasekharkar2404 2 года назад

    O
    M
    G

  • @thatswow7760
    @thatswow7760 2 года назад +1

    More liv2 years complete heijaithila,kintu mo husband corona re death heigale,ta purba primium ta bhari nathili boli lic kahuchhi mate mo tanka milibani pls ehar kichhi upaye karantu gariba tike upakrita hebe🙏

  • @bikramkishorpanda3087
    @bikramkishorpanda3087 Год назад

    Bikram Finance Insurance Limited claims 20000 crores Lic IPO

  • @silunayakodia1539
    @silunayakodia1539 2 года назад

    Samastankara Achi

  • @debabratamishra9633
    @debabratamishra9633 2 года назад +1

    ଏହିପରି ବ୍ୟବସ୍ଥା ର ଫାଇଦା ନେବାପାଇଁ ତ ଦେଶରେ ଗଣ୍ଡାଗଣ୍ଡା ବୀମା କମ୍ପାନୀ... ସଚେତନ ଲୋକେ ବୁଝି ପାରୁଥିବେ ଅନ୍ୟ ବୀମା କମ୍ପାନୀ ପାଖରେ ମଧ୍ଯ ଏମିତି କୋଟିକୋଟି ଟଙ୍କା ଅନକ୍ଲେମଡ ରାଶି ଥିବ।

  • @ramanathsingh5815
    @ramanathsingh5815 2 года назад

    good news

  • @050505127
    @050505127 Год назад

    Achi mora Rs 3000 ...kai return miliba ki

  • @prafullachandrasethy6222
    @prafullachandrasethy6222 2 года назад

    After several times request to the Branchmanger and CRM sir of concerns Branch of the District in odisha with due documents no action to remitt the additional maturity claim.

  • @prasantapradhan6769
    @prasantapradhan6769 2 года назад

    Prasanta Kumar Prdhan

  • @trilochanbehera127
    @trilochanbehera127 2 года назад

    Amar kn faeda haba

  • @a.debasis9279
    @a.debasis9279 Год назад

    Hmm mora 7000 achi hele kichi miluni

  • @somnathojha2168
    @somnathojha2168 2 года назад

    More achi kn kara jiba

  • @sibaprasad1899
    @sibaprasad1899 2 года назад

    Public kn paibe... Sabu highlight kale kn heba. Se paisa ku public nku bantideba

  • @smalltake7984
    @smalltake7984 2 года назад

    My 12k rupees in LIC & I stopped to pay premium

  • @shantilotasingh5178
    @shantilotasingh5178 2 года назад

    Achie

  • @pradeeptakumarhota8976
    @pradeeptakumarhota8976 2 года назад +14

    This provision is being maintained as per regulatory guidelines. Everything is open , transparent and regulatory compliant. The rightful claimant can always claim & get their due. It is not otherwise as being told.

    • @sripatinaik332
      @sripatinaik332 2 года назад +2

      Ho achi

    • @Vlog4P
      @Vlog4P 2 года назад +1

      Not exactly. While claiming, their long procedures makes it difficult for the rightful nominee to claim it.

  • @niharanjanmohapatra2466
    @niharanjanmohapatra2466 Месяц назад

    ସେ ଟଙ୍କା ନେବ କିଏ

  • @Dambarudharamalik132
    @Dambarudharamalik132 Год назад

    Amiti karantu nahi 🙏bhagaban achhanti jemiti kram kariba semiti fala paiba

  • @basantdash7064
    @basantdash7064 2 года назад

    What is the Reason?

  • @basudavmohanty583
    @basudavmohanty583 Год назад

    Kemitipayiba. 2yer deyichi

  • @banitaparida3706
    @banitaparida3706 2 года назад

    Mora bi Lic re 24000 achhi kintu kichhi asubidha karana au bandhiparileni plz plz money return karidia

  • @kartapratap7880
    @kartapratap7880 2 года назад

    What is IPO

  • @akshayanayak9362
    @akshayanayak9362 2 года назад

    Max life insurance karantu

  • @Alleatingsodisha
    @Alleatingsodisha 2 года назад +4

    Amara bi paisa achhi Lic re hele se sir mane aou ama gharaku asileni ki kichhi sununahanti dhapabaj kariki thakichhanti .

  • @sahilsonu3904
    @sahilsonu3904 2 месяца назад

    Mora achi

  • @jayhanuman2102
    @jayhanuman2102 2 года назад

    Rajbir ku dia jau

  • @rojalinmoharana1496
    @rojalinmoharana1496 2 года назад +2

    12000 duitharake deithili bt job chhadila pare deiparilini bt lic agent mana karuchi return nahin... Claim kemiti karibu

    • @sumanta6765
      @sumanta6765 2 года назад

      Apana lic office ku jaiki direct contact karantu. Aau jadi maturity time hei jaithiba then paka miliba

    • @swopnacreations8609
      @swopnacreations8609 2 года назад

      Right

  • @akb8104
    @akb8104 2 года назад

    End 34

  • @abanijani9422
    @abanijani9422 Год назад +1

    ଆମର ଚାରି ଲକ୍ଷ୍ ଟଙ୍କା ଅଛି 😭💔 ଆମକୁ ସେ ଲୋକଟି ପଇସା ଫେରାଉ ନାହିଁ ଆମେ ବହୁତ ଅସୁବିଧା ରେ ଅଛୁ 💔😭😭😭,,,,,,,,

  • @samalapurisatvideo9802
    @samalapurisatvideo9802 2 года назад +1

    Lic kevi karnahi

  • @AnimeBabulal
    @AnimeBabulal 2 года назад

    💯💯👍👍🙏🙏🙏

  • @chhotatrader7619
    @chhotatrader7619 2 года назад +2

    Ipo ଦାମ ବହୁତ ବେସୀ ......

  • @soumyaranjansahoo1259
    @soumyaranjansahoo1259 2 года назад

    Mg mora achhi re personal.. 6-7L haba...

  • @Gamerx2875
    @Gamerx2875 2 года назад

    Lic should distribute all money to all policy holer as bonus

  • @rajkishorebhuyan5205
    @rajkishorebhuyan5205 2 года назад +1

    Govt. କୁ ଦିଅ ଏ ପଇସା ସବୁ

  • @bimbadharmohanty5236
    @bimbadharmohanty5236 2 года назад

    Solvency ratio in lic very poor.

  • @sitansudehury6864
    @sitansudehury6864 2 года назад

    Loka mananku thakuchanti

  • @dhanirambhatra4344
    @dhanirambhatra4344 2 года назад +1

    Discontinued account holders nka paisa maturity hela pare b utai pari nahanti

    • @narayansethi6457
      @narayansethi6457 2 года назад

      ମୋ ବାପାଙ୍କ ର ଜୀବନ ମିତ୍ର ପଲିସି ଥିଲା ପ୍ରତି ମାସ 650ଟଙ୍କା 2ବର୍ଷ 6 ମାସ ପ୍ରିମିୟମ ଡିପୋଜିଟ ହୋଇଛି discontiniu (ଲାପ୍ସ କଣ୍ଡିସନ )କହି ସବୁ ଟଙ୍କା ଖାଇ ଗଲେ

    • @narayansethi6457
      @narayansethi6457 2 года назад

      ନାହିଁ

  • @manaranjansahoo3201
    @manaranjansahoo3201 2 года назад

    Plz 16 koti tanka rajveer ku dia jau. Gote jiban banchijiba. Plz sir

  • @neetlover167
    @neetlover167 2 года назад +1

    mu claim karibaku chahnuchi mote dia

  • @padmalochansethi6335
    @padmalochansethi6335 2 года назад

    ସେଟା ମୋର ନା କଣ

  • @rajeshnaik2944
    @rajeshnaik2944 2 года назад

    Music change

  • @janataknowledgehub3703
    @janataknowledgehub3703 2 года назад

    Mora mate dei dia.i claimed that.