ହ୍ୟୁମାନ ସାଗର ବାପା ମା କହିନାହାନ୍ତି ଧର୍ମ ଦେଖି ଗୀତ ବୋଲିବାକୁ

Поделиться
HTML-код
  • Опубликовано: 15 янв 2025

Комментарии • 304

  • @bharatkumarswain5766
    @bharatkumarswain5766 2 года назад +46

    ଆଗରୁ କାହିଁ ଜଗନ୍ନାଥ ଭଜନ ଗାଈ ନାହାନ୍ତି । ଆରେ ,,,, କ୍ୟାରିଅର ଉପରକୁ ଆସିଲେ ସମସ୍ତେ ସୁଧୁରି ଯାଆନ୍ତି।

  • @comedylover3755
    @comedylover3755 2 года назад +35

    ଜାପାନୀ ଭାଇକୁ ଜାପାନୀ ତେଲ ଦରକାର😄

  • @amitkarminyaka5020
    @amitkarminyaka5020 2 года назад +36

    ଜଣେ ଦୁଇ ମୁନିବର ଦାସ ହୋଇ ପାରିବ ନାହିଁ

  • @lipumohanty6230
    @lipumohanty6230 2 года назад +21

    ଲୋକୋ ମାନେ ଠିକ ଅଛନ୍ତି, କେବଳ କିଛି ଲୋକଙ୍କ ପାଇଁ ଆଜି ଏମିତି ସବୁ ବିତର୍କ ଚାଲିଚି. କିଛି ଚିନ୍ତା କରିବାର ନାହିଁ, ଆଗକୁ ମାଡି ଚାଲ. ଦର୍ଶକ ମାନଙ୍କ ର ଭଲ ପାଇବା ଆଉ ବାପା ମାଙ୍କ ର ଆଶ୍ରିବାଦ ଅଛି, କିଛି ହବନି.
    🙏🙏🙏 ଜୟ ଜଗନ୍ନାଥ 🙏🙏🙏

  • @MOON-ir5ko
    @MOON-ir5ko 2 года назад +18

    ଜାପାନୀ ବାବୁ ଆପଣ ଜାପାନୀ ତେଲ ଲଗେଇକି ଶୋଇପଡିଲେ ଭଲ ହବ, ଆଉ ଯଉ ଝିଅ ତମକୁ ଛାଡି ଚାଲି ଯାଇଥିଲା, ସେ ଠିକି ବୁଝିଛି ତମକୁ କାହଁକି ନା ତମର ଏହି ନିଶା ଖିଆ ଅଭ୍ୟାସ ଟା ତା ଜୀବନ ବର୍ବାଦ କରିଦେବ 😂😂😂

  • @Chinmaynayak879
    @Chinmaynayak879 2 года назад +13

    Beautiful message...humane sagar

  • @Sumanbharti-c2l
    @Sumanbharti-c2l 2 года назад +5

    Deewali bhi manate hai eid bhi manate hai aur church bhi jaate hai great lines human sagar ❤

  • @Khandiajaganath
    @Khandiajaganath 2 года назад +11

    ହୁମାନ ଭାଇ ଗୋଟିଏ ଧର୍ମ କୁ ହିଁ ସନ୍ମାନ୍ କରିବାକୁ ପଡିବ,,, କାହିଁକି ନା ମଣିଷ କେବେ ଦୁଇଟା ନାଆଁରେ ଯାଇପାରିବ ନାହିଁ,,,,, ସେ ଗୋଟିଏ ନାଆଁରେ ହିଁ ଯାଇପାରିବ,,, ସେଥିପାଇଁ ଜୀବନ ରେ ମିଥ୍ଯା କୁ ଘୃଣା କରିଲେ ହିଁ ସତ୍ଯ କୁ ପାଇପାରିବ,,, ଠିକ୍ ସେହିପରି ଧର୍ମ ଭିତରେ ସତ୍ଯ ଧର୍ମ ଲୁଚି ରହିଛି,,, ସେଥିପାଇଁ ସତ୍ଯ ଧର୍ମ କୁ ଖୋଜ,,,,,, ସତ୍ଯ ଧର୍ମ ଅଛି ମାନେ ନିଶ୍ଚୟ ମିଥ୍ଯା ଧର୍ମ ବି ଥିବ,,,, ସେଥିପାଇଁ ସବୁ ଧର୍ମ କୁ ସମ୍ମାନ କରିବା ଆମର ଭୁଲ୍ ହେବ।

    • @ajitmandalofficial
      @ajitmandalofficial 2 года назад

      ଏହା ସତ୍ୟ ପୁରା ଠିକ କହିଛ 👍

    • @chittchat2895
      @chittchat2895 2 года назад

      Pagala ki....bharata re jete b dharma achhi sabu dharma ku samman deba ..bhala paiba uchit.....
      Nahele u r not a good citizen in India...
      Go and study...

    • @Khandiajaganath
      @Khandiajaganath 2 года назад

      Aare pagala tu study kare

    • @chittchat2895
      @chittchat2895 2 года назад

      @@Khandiajaganath mu kana pain study karibi......tu padh.....India is a secular country do u know that....

    • @unemployee7056
      @unemployee7056 2 года назад

      Hinduism Islam etc are cultures only so believe in God almighty hallelujah

  • @roshanprinceofficial2170
    @roshanprinceofficial2170 2 года назад +2

    God bless you sir 🙏🙏🙏🙏❤️❤️❤️🌹🌹🌹💐💐💐💐

  • @jaysrirambulurakhal
    @jaysrirambulurakhal Год назад

    ଜୟ ଶ୍ରୀ ରାମ ରାମ ରାମ ରାମ ରାମ ଜୟ ଜୟ ଜୟ ଜୟ ଜୟ ଭଲକଳା କାର ନମସ୍କାର 🙏💝💘🌹🥀🌷🌺🎉🇮🇳🚩

  • @rashmitamajhi1249
    @rashmitamajhi1249 2 года назад +1

    Sir namaskar good 🙏🏻🙏🏻🙏🏻

  • @dpindian6750
    @dpindian6750 2 года назад +2

    Great Humane bro... proud of Titilagarh

  • @ythutrr4
    @ythutrr4 2 года назад +4

    ଯୀଶୁ ଗୀତ ଗାଇଲା ବେଳକୁ ଡୋରି ଲାଗି ଯାଉଛି

    • @rushavmahananda9360
      @rushavmahananda9360 2 года назад

      Thik hela what is your problem . Se krishana geeta gaichanti .

    • @bhubanbhatraofficial9778
      @bhubanbhatraofficial9778 Год назад

      ତୁମେ ଯଦିପାରୁଛ ତମେଗାଇଲେ ହେବ ନାହିଁ କି?

  • @tunupattanayakofficial558
    @tunupattanayakofficial558 2 года назад +1

    HUMANE BABU ବହୁତ୍ ଭଲ ଲୋକ

  • @sahuaruncreation5089
    @sahuaruncreation5089 2 года назад +13

    Se jagannath bhajan gaile bhalalagunai

    • @lingrajmahanand7315
      @lingrajmahanand7315 2 года назад

      Bhai tu lekhi ki de bhala bhajan gaibe bhal heba

    • @sahuaruncreation5089
      @sahuaruncreation5089 2 года назад

      @@lingrajmahanand7315 mu other singer ku dau6i

    • @lingrajmahanand7315
      @lingrajmahanand7315 2 года назад

      Ab cd janinathiba au kahu6i j gita dauchi jadi kahu6uta human jagare tu gaithantu asila kana j mu dau6i mo anusaare tu japani telara soport

    • @sahuaruncreation5089
      @sahuaruncreation5089 2 года назад

      @@lingrajmahanand7315 mu western odissa Ra I like human but bhajan not comfortable it is really true

    • @Sumanbharti-c2l
      @Sumanbharti-c2l 2 года назад

      A rising star has uncountable haters human sagar is best example

  • @simapradhan6437
    @simapradhan6437 2 года назад +10

    ଶଳା ମିଡ଼ିଆ ବାଲା କଣ ପାଗଳ ହେଇଚି କି ହ୍ୟୁମାନ ଭାଇ ର ନିଜ ସ୍ଵାଧୀନତା ନିଜ ଇଚ୍ଛା ବାଧ୍ୟ କାଇ କରାଯାଉଛି ଅଟେ କାଇ ମୂର୍ଖାମି କାମ କରୁଛନ୍ତି ଓଡ଼ିଶାରେ ସେ ଜାପାନୀ,ନା ଜର୍ମାନୀ ନିଜେ ଗାଉନି ନୋ ହେଲେ ।

  • @sahebhansda1520
    @sahebhansda1520 2 года назад +5

    ଆଜି ଏଇସବୁ ପାଇଁ ଆମ ଭାରତ ଆମ ଓଡିଶା ଆଜି ପଛୁଆ ବରଗରେ ଅଛି ଯିଏ ଟିକେ ଭଲ କଲା ତା ଉପରେ ନଜର , ଯୋଉଁ ମାନେ ଅନ୳ ମାନକ ଦାଉ ସାଜୁଚ God bless u

  • @MOON-ir5ko
    @MOON-ir5ko 2 года назад +2

    ହୁମେନ ସାଗର ଆଗକୁ ବଢ଼ୁଥିବାରୁ ଦେଖି କେତେ ଗେଣ୍ଡାଳିଆ ତାଙ୍କ ଗଡ଼ ଝିକିବା ଆରମ୍ଭ କଲେଣି,ଏ ସବୁ ହଉଛି ଆମ ଓଡ଼ିଆ ଇଣ୍ଡୋଷ୍ଟ୍ରି ର ଗୁଣ, ଆରେ ଗେଣ୍ଡାଳିଆ ଦଳ ଯଦି ସେ ଭଲ ଗାଉଛି ନା କମାଉଛି ତମ ମାନଙ୍କ କାହିଁକି ବେ ପଡୁଛି, ଓହଃ ତମ ମାନଙ୍କୁ କାମ ମିଳୁନି ସେଇଥି ପାଇଁ ଗୋଡ ଝିକିବା ଆରମ୍ଭ କରିଛ 😂😂😂

    • @arabindasethi5682
      @arabindasethi5682 2 года назад +1

      Hm right bhai tike tike katha bhagwaan nku apman haeijib. Duniyare rape murder haeichu kichi ni gita ngaile apman heba

    • @MOON-ir5ko
      @MOON-ir5ko 2 года назад

      @@arabindasethi5682 ହଁ ସତ କଥା ଭାଇ

    • @arabindasethi5682
      @arabindasethi5682 2 года назад

      Duniya re bhaut problem achi khali singer kn khaila se hero kn kahila se heroin kn gapa kahuchi aie jak khali news . Ko garib loka ra news dekhao taku paisa deki tar problem katha bujha

  • @chainiksingh8386
    @chainiksingh8386 2 года назад +1

    meaning full message. God bless you my dear brother.

  • @BanditteachingTrick
    @BanditteachingTrick 2 года назад +1

    ସେକୁଲାର ଦେଶରେ ରହିଲେ ସେକୁଲାର ହେବା ଉଚିତ

  • @JENAROCKY
    @JENAROCKY 2 года назад +4

    I ❤️ Humane Sagar bro 🙌

  • @LD4in1Vlogs
    @LD4in1Vlogs 2 года назад +3

    No need to Explain anything Bhai....U r the Real star of Odisha...Great Fan of Your...Japani Oil 😀 jaise log aaj hai kal nhi Honge ...Human Bhai Hum sab aap k sath hai..

  • @soudaminsahoo1697
    @soudaminsahoo1697 2 года назад +3

    You are great👍 brother

  • @ranjanmallick9715
    @ranjanmallick9715 2 года назад +7

    Christian ଯିସୁ ଗୀତ ଗାଉଛ ଜଗନ୍ନାଥ ଗୀତ ଗାଇବା ପାଇଁ କଣ ପାଇ କୁନ୍ଠାବଧ?

    • @technosphere1851
      @technosphere1851 2 года назад +1

      tame vai dinaku keteta vajana sunucha kahila???😂😂😂

    • @technosphere1851
      @technosphere1851 2 года назад +1

      Sale pagala sabu.... Andha bhakta😂😂😂

    • @xktmgaming4743
      @xktmgaming4743 2 года назад

      @@technosphere1851 Tu magiha hindu nuha kire amiti kn reply dauchhu Madurchud

    • @GYANAMSTYLE
      @GYANAMSTYLE 2 года назад +2

      @@technosphere1851 Jissu MO Banda Ra Bala....

    • @sheetalnayak4963
      @sheetalnayak4963 2 года назад

      Gita gaidele vhagaban khusi heigale bodhe ki katha egudaka lajya lajya japani tu marijaunu

  • @ଦମ୍_ଦାର_ଟୋକା2.0
    @ଦମ୍_ଦାର_ଟୋକା2.0 2 года назад +3

    ଭାଇ ରେ reporter Change କର ଏମିତି କହୁଛନ୍ତି ଯେମିତି human Sagar ତାଙ୍କୁ ଚାପୁଡ଼ା ଟା ମାରିଛନ୍ତି ଖାଲି ଭୟରେ ଭୟରେ କହୁଛନ୍ତି
    ଯେମିତି ସେ ପ୍ରଥମ ଶ୍ରେଣୀରେ ପାଠ ପଢିବା ଭଳି କହୁଛନ୍ତି

  • @Mm2coolorooie
    @Mm2coolorooie 2 года назад

    Human Sagara bhai best of odisa

  • @ggmusic7166
    @ggmusic7166 2 года назад +10

    ଭାଇ ଗୀତ ଗାଇ ଗାଇ କେଇ କେବେ ସ୍ୱର୍ଗ ଯାଇ ପାରିବେ ନାହିଁ ନା ହିନ୍ଦୁ ଧର୍ମ ହଉ କିମ୍ବା ଖ୍ରୀଷ୍ଟିଆନ ଧର୍ମ କିମ୍ବା ଆଉ କୌଣସି ଧର୍ମରେ ବି ଲେଖା ହେଇନି

    • @Khandiajaganath
      @Khandiajaganath 2 года назад +6

      କିନ୍ତୁ ଭାଇ ଖ୍ରୀଷ୍ଟିଆନ ଧର୍ମ ରେ ଲେଖା ଅଛି। ଯିଏ ଯୀଶୁଙ୍କ ଠାରେ ବିଶ୍ବାସ କରିବ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଇବ,,, ଆଉ ସର୍ଗକୁ ଯାଇପାରିବ।,, ଯିଏ ମନପରିବର୍ତ୍ତନ କରି ଯୀଶୁଙ୍କୁ ଗ୍ରହଣ କରିବ ସେ ନିଶ୍ଚୟ ସର୍ଗକୁ ଯିବ।

    • @arabindasethi5682
      @arabindasethi5682 2 года назад +1

      Karma tikh nthib kete puja patha karile bi kichi lava ni

  • @bhubanbhatraofficial9778
    @bhubanbhatraofficial9778 Год назад

    ଜାପାନୀ ର ଗୀତ ଜାପାନୀ ଗାଇଲେ କଣ ହେଲା

  • @ajitpadhan6404
    @ajitpadhan6404 2 года назад +2

    Praise the lord . God bless you.

  • @bibhupradhan3234
    @bibhupradhan3234 2 года назад +1

    ଜଣେ ଶିଷ୍ୟ ଦୁଇ ଦାସ ହେଇ ପାରିବନି

  • @mdofficialpege6154
    @mdofficialpege6154 2 года назад +1

    ଦୁଇଟି ନୌକାରେ ପାଦଦେଇ କେହି କେବେ, କୂଳରେ ପଚଞ୍ଚି ପାରେନାହିଁ।

  • @kunapalaka9041
    @kunapalaka9041 2 года назад +2

    Always God is with u bro

  • @youtubestar.aditya
    @youtubestar.aditya 2 года назад

    Praise the lord

  • @premasai5795
    @premasai5795 2 года назад

    Right &human Sagar is better se better

  • @jayashreenayak9409
    @jayashreenayak9409 2 года назад +1

    Human sagar good singer❤️❤️❤️

    • @gyanaranjanmallick2779
      @gyanaranjanmallick2779 2 года назад

      ତାହାଲେ ଆଗରୁ ଭଜନ ଗାଉନ ଥିଲେ କାହିଁକି କହିଲା ଠାରୁ ଗାଇଛନ୍ତି ହ୍ୟୁମାନ ସାଗର ର ଗୋଟେ ଭେଳିକି ମିଡ଼ିଆ ଆଗରେ

  • @ommsairamamrut7802
    @ommsairamamrut7802 2 года назад +7

    ବାପା ନବିନ ବାବୁ ଗୀତ ଗାଇବା କୁ କହିଛନ୍ତି ଜଗନ୍ନାଥ ଗୀତ ଗାଇ ବାକୁ ମନାକରିଛନ୍ତି ତୁମକୁ ମାଇଛେଳି ଗା ମାରୁନାହାନ୍ତି

  • @Khandiajaganath
    @Khandiajaganath 2 года назад +2

    ଟୋଟାଲି ହୁମାନ ଭାଇ ସଂପୂର୍ଣ୍ଣ ଭୁଲ୍ କହୁଛନ୍ତି,,, ସବୁ ଧର୍ମ କୁ କେମିତି ଭଲ ପାଉବ,,,, ଧର୍ମ ଅନେକ ଅଛି ,, କିନ୍ତୁ କେଉଁ ଧର୍ମ ସତ୍ଯ ତାକୁ ଭଲପାଅ

  • @bhagabanpal2
    @bhagabanpal2 2 года назад +1

    ଓଡ଼ିଶା ଥରେ ଯାହାକୁ ଘୃଣା କରିଛି ସିଏ ମଲା।ପପୁ ଆଉ ଛୋଡ଼ୁଛି।ତୋ ନମ୍ବର ପଡ଼ିଲା।ତୁ ଜଗନ୍ନାଥ ଗୀତ ଗାଇ ବୁନୁ ତ ତୋ ଗୀତ ବାଳ କେଇ ଶୁଣି ବେନି।ମାମୁଁ ଘରକୁ ପଳା।

  • @msusmita4149
    @msusmita4149 2 года назад +2

    Wisdom 🇮🇳indian people Toma icha tome jaha v song 🎵🎵 gaipara. U r choice
    🇮🇳 Jai hind 🇮🇳 BANDHEMATARA

    • @jogendraraika5214
      @jogendraraika5214 2 года назад

      Right but nijara kala ku Apaman kariba thik nuhen Kahin na firstly Sagar mana karithile ki mu bhajan gaai paribi nahi Arthat Eithi kalara Apaman hela

  • @kalyanpanda5885
    @kalyanpanda5885 2 года назад +1

    ବାପା ମା ଖାଲି କହିଥିଲେ ବ୍ରାହ୍ମଣ ଝିଅ କୁ ବାହା ହେବୁ

    • @Vijaya070
      @Vijaya070 2 года назад

      ତୋର କଣ ଯାଉଛି।।
      ବ୍ରାହ୍ମଣ , କରଣ, ଗୌଡ଼, ପାଇକ , ଅଧିବାସ ଏସବୁ feelings ଜଗୁଁ ଆମ ର ଏ ଅବସ୍ଥା ଓଡ଼ିଶାର

  • @rameshnayak531
    @rameshnayak531 2 года назад +1

    JAYMASIKI AMEN ✝️

  • @jyotin78jyotin15
    @jyotin78jyotin15 2 года назад

    Love you 😘❤️❤️😘❤️❤️❤️😘❤️ Human Sagar sir mu tama ku bhala pauchi kie pauki napau mora kan gala

  • @bablunagofficial1930
    @bablunagofficial1930 Год назад

    ଜାପାନୀ ମାଗିହା ତୁ ମୋ ବାଳ writer ବାଳ ଲୋକ ବୁଝିଲୁ ବେ.. କଣ ତୁ humane sagar ku ମନ ଇଛା କଥା କହି ଯାଉଛୁ

  • @srikrushnadas7925
    @srikrushnadas7925 2 года назад

    Human sagar good singer

  • @mahenharijan7613
    @mahenharijan7613 2 года назад

    Human Sagar is super nice. God bless you

  • @mkshinningstar
    @mkshinningstar 2 года назад +1

    Praise the Lord human sir God bless you

  • @princebabu2658
    @princebabu2658 2 года назад

    Sabu theka hae gi ba sir

  • @uddhababarik510
    @uddhababarik510 2 года назад

    Very Nice. Love you Bhai.

  • @HocomedyStarvideo
    @HocomedyStarvideo 2 года назад +1

    Thank U Human Bhai....

  • @devtiger1438
    @devtiger1438 2 года назад

    Buhut badhiya

  • @mr_jaga_dada_5537
    @mr_jaga_dada_5537 2 года назад

    Human sir ବାଇବଲ-20:4-5

    • @biliyammali4654
      @biliyammali4654 2 года назад

      Kau book koileni khaali reference deichha

  • @jeetkumar963
    @jeetkumar963 2 года назад

    Humane sir sobu tik kohile ur brilliant

  • @rajeshkumarmoharana8022
    @rajeshkumarmoharana8022 2 года назад

    Human Sagar jhukega nehi saala....

  • @jgofficialcreative
    @jgofficialcreative 2 года назад

    Human sir you great..

  • @anojnag8115
    @anojnag8115 2 года назад +1

    Salutes Brother

  • @bidhuprasadtripathy8216
    @bidhuprasadtripathy8216 2 года назад +5

    He convert puri brahmin girl to Christian
    He involved in international conspiracy of conversion
    He love conversion
    He involved in conversion

  • @bichitramalik4162
    @bichitramalik4162 2 года назад

    apani babu nku mora anurod se Kumar bapi nka panhi bhajan lekhantu tanka voice so sweet and cute Kumar bapi Masta gauchhanti taku chanch dia

  • @user-zb7zq2tk7b
    @user-zb7zq2tk7b 2 года назад +1

    ଓଡ଼ିଶା ର ନମ୍ୱର ୧ singer ହେଇଗଲେ ବୋଲି ଘମଣ୍ଡ ହେଇଗଲାଣି ହିମାଂଶୁ ସାଗର ଭାଇ ଙ୍କର କଥାରୁ ଜଣାପଡୁଛି ।।।ଆଉ କଣ କହିଲ ବାପା ମା ଆପଣ କୁ ସିକେଇନାହାନ୍ତି କା ମନରେ ଦୁଃଖ ଦେବା ସବୁ ମିଛ। ମୁଁ ଦେଖିଚି ପିଲାମାନକୁ ତମ ଗୀତ ଶୁଣି ମନ ଦୁଃଖରେ ରହୁଛନ୍ତି। ଆଉ ତମେ ଅତିକିଯାନଜେ ତମେ ......❤.ଜୟ ଜଗନ୍ନାଥ .... ଜୟ ଗଞ୍ଜାମ.

  • @kaliapremibhajanbhandara8515
    @kaliapremibhajanbhandara8515 2 года назад +4

    ତୁମେ ଆମ କୋଟି ଓଡ଼ିଆଙ୍କ ମଉଡ଼ ମଣି କାଳିଆ ସାଆନ୍ତ ଙ୍କୁ କେତେ ଭଲପାଅ ତାହାର ପ୍ରମାଣ ମଞ୍ଚ ଉପରେ ଜୋତାମାଟି ଭଜନ ବୋଲି ସାରା ଜଗନ୍ନାଥ ପ୍ରେମୀଙ୍କୁ ଦେଇ ସାରିଛ

  • @bikashmanna3805
    @bikashmanna3805 2 года назад

    I love you human Sahara sir

  • @prakashnayak2548
    @prakashnayak2548 2 года назад

    Verry good sir👍🇮🇳

  • @priyankanayak709
    @priyankanayak709 2 года назад +1

    You are great bhai human Sagar is the singer

  • @kishansvillagevlog9499
    @kishansvillagevlog9499 2 года назад +2

    Log kuch jyada hi soch rahe hain
    Human sir humesa mast rahe hain

  • @mrindia3840
    @mrindia3840 2 года назад +2

    Christian Geeta gaivaku time a6 Bhagwan jaganath r bhajan gaiva ku time nahi social media re gali sunila pare geeta gailu😁😂

  • @swapnaraninag4285
    @swapnaraninag4285 2 года назад

    Human bhaii ku sahu naa parii emitii karichantii.i like human bhaii.

  • @sorojjena7330
    @sorojjena7330 2 года назад +1

    jay shri sita ram

  • @sanjaybehera3442
    @sanjaybehera3442 2 года назад

    Bhai full ok

  • @manasYT76
    @manasYT76 2 года назад +3

    Be human sagar katha ru Jana paduchi se media agare tela maruchi

  • @purnachandranaik1014
    @purnachandranaik1014 2 года назад +1

    Jay Jagannath

  • @sra2z
    @sra2z 2 года назад

    OTV ରେ ଗୋଟେ କଥା , Kanak ରେ ଗୋଟେ କଥା, ଏଠି ଅଲଗା

  • @ashokkumardash1032
    @ashokkumardash1032 2 года назад +3

    Human babu tame adhunik giti gaa a.Bhajan gaiba tama bhagya re nanhi.odisa re bahuta bhajana gaiba pain artisti achhanti.

  • @KOBITA5559
    @KOBITA5559 2 года назад +4

    ହେଲବି ଜୀବନ ରେ ମୃତ human sagar ଭାଇ ,ଶୟତାନ କୁ ଭକ୍ତ କରିସାରିଛ

  • @satyachayaentertanment1870
    @satyachayaentertanment1870 2 года назад +1

    ଇଗୋ ମଣିଷ

  • @ashishbabu5999
    @ashishbabu5999 2 года назад +5

    He Is A Human Don't Compelled Him,It's His Choice..., Don't Target Him Crores of People Are Mentally Relaxing through Him

  • @tikinanayak9528
    @tikinanayak9528 2 года назад

    Thank you bro

  • @pragyanseth2485
    @pragyanseth2485 2 года назад

    Human sagar is very good person

  • @mrtraveller1462
    @mrtraveller1462 2 года назад

    Orissa ro no 1 singer Human sager

  • @manojdas1374
    @manojdas1374 2 года назад

    ଜାପାନୀ ମୁହଁରେ ଜାପାନୀ ତେଲ ଲଗେଇ ଦିଅ

  • @ashishbeheraasbm5303
    @ashishbeheraasbm5303 2 года назад +1

    Ate dinn hba kouthi thila gaunathila.bhajana.kichi ta achi bhitare ..katha

  • @rajanikantamishra9696
    @rajanikantamishra9696 2 года назад

    Love u bhai,

  • @baikuntha_behera
    @baikuntha_behera 2 года назад +2

    Arambha ru mana kn pain karuthila ho mr...
    Kahideithanta pare gaibi boli mana karidela ebe safei doucha.. 😂😂😂
    Bhajan ta jo gaila pura 1no jadi judge thate kahithate bhaba nhi bhajan re..
    Tamaku hrudaya bhanga gita fit seita gao 😂😂

  • @binayabehera2389
    @binayabehera2389 2 года назад

    Human sagar is good

  • @aloksporting7676
    @aloksporting7676 2 года назад

    👍👍👍👍

  • @nilachalaharpal5536
    @nilachalaharpal5536 2 года назад +6

    Japani ete dina kana karuthila ....au alga singer ku kanhiki bhajana dauni human ku kanhiki .....sala badnam karuchhanti ..... success dekhi hauni...japani ku...sethipain..emiti badnam karuchiii..au ete music director achhanti...semane kanhiki karunahanti....

  • @gobindasahoo9327
    @gobindasahoo9327 2 года назад

    Like you 🙏💕🙏💕🙏💕bhai jan

  • @jiteshkumarsahoo367
    @jiteshkumarsahoo367 2 года назад

    Dhomok ra call record dekhao

  • @unemployee7056
    @unemployee7056 2 года назад +2

    As cultures Hinduism and Islam I respect and observe but I worship God Christ hallelujah

  • @bubububu9694
    @bubububu9694 2 года назад

    Namita ji ku sambalpuri song. Gaibe ki

  • @DeepakKumar-cc5ru
    @DeepakKumar-cc5ru 2 года назад

    Human bhai tame darani wa e Loko Mane only bhukibe au kichi kariparibeni...tame bindass ruho and emiti song new new asuthau..jai jagannath

  • @bharatseth2623
    @bharatseth2623 2 года назад

    Beutiful sms japani tela Pai

  • @riderslife465
    @riderslife465 2 года назад

    Proudy personality....camerA re Amit...but real life...

  • @alexpradhan1542
    @alexpradhan1542 2 года назад

    Good

  • @byomakeshmahalik2562
    @byomakeshmahalik2562 2 года назад

    Very good

  • @villageboyrealvideo4383
    @villageboyrealvideo4383 2 года назад

    Japani bhai lime line ku asibaku human sagara nku nei nataka kale I love u bhai human bhai

  • @sibani781
    @sibani781 2 года назад

    human bhai actually thik kahicha.. ae news wala mane views paiba pain bahut dhanda karu chhanti 😂🤣😂🤣😂🤣😂🤣😂.. human hagile.. human mutile.. human shopping kari gale sabu prakara news asiba abe ... 🤣😂😂😂😂😂.. finally news wala nku gote mast content mili gala 🤣😂🤣🤣😂.. sansta chalu 🤣😂

  • @RupeshKumarPanda-so4pm
    @RupeshKumarPanda-so4pm 2 года назад

    ଜାପାନୀ ତେଲ ଲଗାନ୍ତୁ ବାଣ୍ଡ ଶୀତଳ କରନ୍ତୁ

  • @sanjayaraitahiiii....9242
    @sanjayaraitahiiii....9242 2 года назад

    All ଓଡ଼ିଶା

  • @sayaninayak3227
    @sayaninayak3227 2 года назад

    Mu proud feel karuchi jehetu apano Jane Christian bli

  • @amlandeepmontry5660
    @amlandeepmontry5660 2 года назад +9

    Human sagar is the humble and good human being. He is the famous singer of odisha. Kichi lako hinsa hoiki dharma nare anya Karuchanti tanko saho. Kichi lako Dharma nare maniso maniso bhitare Gruna srusti karuchanti. Sabu tharu bado Dharma hela manabo Dharma, maniso maniso bhitare prema, daya, kyama, Kariba. Human sagar ku encourage karba uchit, agoko sia bado music director au bhalo lyricst saho misi bhakti sangita karibe au lako manaku bhakti re majaidebe.

  • @Ramakant19890
    @Ramakant19890 2 года назад

    ଅନୁଭବ vs ବର୍ଷା :
    ruclips.net/video/VAwIHBmzj_M/видео.html