Class 10 student found hanging at aunt's house in Odisha’s Bhadrak

Поделиться
HTML-код
  • Опубликовано: 20 ноя 2024

Комментарии • 135

  • @THE_ONE_WHO_LOVES_ALL
    @THE_ONE_WHO_LOVES_ALL 9 месяцев назад +84

    ପରୀକ୍ଷା ସମୟରେ ବାପା ମା ମାନେ ଛୁଆ ଙ୍କ ସହ କଥା ହୁଅନ୍ତୁ। ସେମାନଙ୍କୁ ଚାପ ମୁକ୍ତ କରିବା ପାଇଁ ତାଙ୍କୁ ବୁଝାନ୍ତୁ ଯେ ଏହା ଶେଷ ପରୀକ୍ଷା ନୁହଁ ବୋଲି । ଅଭିଭାବକ ମାନେ ସାଙ୍ଗ ଭଳି ଯତ୍ନ ନିଅନ୍ତୁ ତାହେଲେ ଯାଇଁ ସେମାନେ ନିଜ ମନ କଥା ଖୋଲି କହିପାରିବେ ।

    • @Ramansirf
      @Ramansirf 9 месяцев назад +2

      Thik kotha bhai

    • @deepaknayak5030
      @deepaknayak5030 9 месяцев назад +1

      khali bapa maa nuhe teacher ethi prati sajag haba darkar .... .. student bapw mww parre jahaku besi blv kare se heuchi teacher
      .

    • @Manisha_5890malik
      @Manisha_5890malik 9 месяцев назад

      Bapa, maa kn pain ete prajyantta haba ku douchantti

    • @_Supriti-5690
      @_Supriti-5690 8 месяцев назад +1

      Yes bro

  • @mahendramahalik4705
    @mahendramahalik4705 9 месяцев назад +10

    ଏଥି ପାଇଁ ଦାୟୀ ଗଣଶିକ୍ଷା ବିଭାଗ 😢ଆଜି ପିଲା ମରୁଛନ୍ତି ଏଇଥିପାଇଁ ଏହାର ତଦନ୍ତ କରାଯାଉ l ପିଲାମାନଙ୍କ ଦୁଃଖ ବୁଝା ଯାଉ 😢

  • @Narayanbehera5427
    @Narayanbehera5427 9 месяцев назад +28

    ଯାହା ହେଉଛି ହେଉଛି.....
    ଆପଣମାନେ ଆଉ କିଛି ଜଣଙ୍କୁ ଶିଖେଇଦିଅନ୍ତୁ..... (ସ୍ପଷ୍ଟ ହୋଇନାହିଁ ଯଦି ଆପଣ କାହିଁକି ପରୀକ୍ଷା ଚାପ ବୋଲି ପାଟିରେ ନେଉଛନ୍ତି )

  • @Parthasarathi-Prachi
    @Parthasarathi-Prachi 9 месяцев назад +26

    ଏ ବର୍ଷ ୧୦ମ ପରୀକ୍ଷାରେ କେତେ ବଳି ଚଢିବ। ଏ ପରୀକ୍ଷା ନୁହେଁ, ଏହାକୁ ବନ୍ଦ କରାଯାଉ

    • @deepakbehera1880
      @deepakbehera1880 9 месяцев назад +1

      Bala na paatha padhe na emiti bule phala sabu semti milijiba nai

    • @ODIASAMBD
      @ODIASAMBD 9 месяцев назад

      Nahi exam band heba hiin darkar 7th exam pari board exam naa mo bala exam

  • @Arout21016
    @Arout21016 9 месяцев назад +14

    ଆରେ ଏ ନମ୍ବର ବା ମାର୍କ ରଖିଲେ କିଛି ଲାଭ ନାହିଁ ଯଦି talent ଥିବ ନା ପିଲା ବହୁତ୍ ଆଗକୁ ଯାଇ ପାରିବ ଏହି କଥା ଅଭିଭାବକ ବୁଝିବା କଥା ପିଲାକୁ ଯେମିତି ଇଛା ସେ ସେମିତି ପଢ଼ୁ ମୋ ମତରେ ପିଲା ମାର୍କ କୁ ନେଇ ଏତେ ଚିନ୍ତା କରିବାର କିଛି ଦରକାର୍ ନାହିଁ

  • @sachhidanandamallick6433
    @sachhidanandamallick6433 9 месяцев назад +42

    ସେଥିପାଇଁ 5T ସଚିବ VK Pandian ଓ ନବୀନ ଦାୟୀ ରହିବ, 5T ମଡେଲ school କରୀକି କିଛି ଲାଭ ନାହିଁ, ପାଠ ପଢା କିଛି ନାହିଁ କି ଶିକ୍ଷକ ନାହାନ୍ତି ,ଖାଲି ମସ୍ତି ହଉଚି ସ୍କୁଲ ରେ।

    • @jogeswarmunda-eh8lb
      @jogeswarmunda-eh8lb 9 месяцев назад +2

      Yes sar

    • @deepakbehera1880
      @deepakbehera1880 9 месяцев назад +1

      Aapana pila ku kete padhei chanti tk nija ku pachara khali ya dosa taa dosa dele kn haba

    • @sonalibhanja870
      @sonalibhanja870 9 месяцев назад

      Right

    • @MamasriHembram
      @MamasriHembram 9 месяцев назад +1

      Righi nijaku aga dekha

    • @jibanmishra8857
      @jibanmishra8857 9 месяцев назад +1

      Right 2month bhitare almost 5 to 10 functions hei sarilani pila padhibe kemiti

  • @GudduJena-w8c
    @GudduJena-w8c 9 месяцев назад +4

    Sabu ପିଲାଙ୍କୁ 60%+ ମାର୍କ ଦିଆଯାଉ ସବୁପିଲା ଚାପ ମୁକ୍ତି ହେବେ 🙏🏻 ଦୟା କରି ଏହାକୁ ଥରେ ଭାବନ୍ତୁ ବହୁତ ପିଲାଙ୍କର ବଳି ଚଢ଼ିଯିବ ନହଲେ

  • @Odisha_social_talk
    @Odisha_social_talk 9 месяцев назад +11

    ଆମ ଓଡ଼ିଶାର ମାଆଗିହା ପ୍ରଶାସନ ପାଇଁ ଏତିକି ସବୁ ହେଉଛି

  • @Sanjib69
    @Sanjib69 9 месяцев назад +11

    Balangir re 10th student
    Barampur re physics student
    Then bhadrak

  • @biranchitajan2347
    @biranchitajan2347 9 месяцев назад +51

    ବିଦ୍ୟାଳୟ ରେ ଆଉ ପାଠ ହେଉ ନାହିଁ। ପରୀକ୍ଷାରେ ପିଲା କଣ ବା ଲେଖିବେ।

    • @Mjofficial13
      @Mjofficial13 9 месяцев назад

      Right bro

    • @sjenasuchitrajena9944
      @sjenasuchitrajena9944 9 месяцев назад

      Right

    • @UltraSite-s9r
      @UltraSite-s9r 9 месяцев назад

      Tate gandi maruji 😂😂

    • @blackbrownstudio
      @blackbrownstudio 9 месяцев назад +4

      ଯଦି ପାଠ ପଢା ହଉନି ତେବେ ସେଇ ସ୍କୁଲ ର ପିଲା କେମିତି ଭଲ ନମ୍ବର ରଖୁଛନ୍ତି

    • @ghost_rider3375
      @ghost_rider3375 9 месяцев назад

      ​@@blackbrownstudioଏଠାରେ ସମସ୍ତ ପିଲାମାନଙ୍କର କଥା କୁହାଯାଉଛି ଯେ ଖାଲି କେତେଜଣ ଜିଜ୍ଞାସୁ ଛାତ୍ରଙ୍କୁ ଛାଡ଼ି ଦେଲେ ବାକିତକ ପିଲାମାନେ କାହିଁକି ଭଲ ନମ୍ବର ରଖିପାରୁନାହାନ୍ତି

  • @himansusahoo3615
    @himansusahoo3615 9 месяцев назад +2

    Adhika Street hebaru

  • @sushantamalik3384
    @sushantamalik3384 9 месяцев назад +4

    ସତ କହିଲେ ଆମ ଶିକ୍ଷା ଆଉ ସାମାଜିକ ବ୍ୟବସ୍ଥା ହିଁ ଖରାପ ।ବିଦ୍ୟାଳୟ ରେ ଶିକ୍ଷକ ଆସିଲେ ପଢେଇଲେ ଗଲେ କେବେ ବୁଝିଲେନି ଯେ ପିଲା ମାନେ ବୁଝିଛନ୍ତି କି ନାହିଁ ।କିଛି ଭଲ ପିଲା ଥିବେ ଯେଉମାନେ ପାଠ ବୁଝି ପାରୁଛନ୍ତି ।କିନ୍ତୁ ଶିକ୍ଷକ,ଶିକ୍ଷୟତ୍ରୀ ମାନେ କେବଳ ସେମାନଙ୍କୁ ହିଁ ଗୁରୁତ୍ଵ ଦିଅନ୍ତି । ଅନ୍ୟଙ୍କୁ ଠିକସେ ଦେଖନ୍ତି ବି ନାହିଁ ।ଆଉ ପରିବାର ରେ ପିତା ମାତା ଅନ୍ୟ ମାନେ ସବୁବେଳେ ନିଜ ପିଲାଙ୍କୁ ଅନ୍ୟ ସହ ତୁଳନା କରନ୍ତି ।ସିଏ କେମିତି ପଢୁଛି ତୁ କାହିଁକି ପଢ଼ୁନୁ,ତାକୁ ଦେଖ ।ଏମିତି ଅନେକ ପ୍ରକାର କଥା କୁହନ୍ତି।ନିଜ ପିଲାଙ୍କୁ ହିଁ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ ।ସବୁବେଳେ ଅନ୍ୟ ର ପ୍ରଶଂସା ଆଉ ନିଜ ପିଲାକୁ ଗାଳି।
    ସମସ୍ତଙ୍କୁ ଏତିକି ଅନୁରୋଧ ନିଜ ପିଲାଙ୍କୁ ବୁଝି ବାକୁ ଚେଷ୍ଟା କରନ୍ତୁ ।ସିଏ କଣ ଚାହୁଚି ସେଇଟା ଦେଖନ୍ତୁ ।ନିଜ ଇଛା ତା ଉପରେ ଲଦନ୍ତୁ ନାହିଁ ।

    • @mpuspalata
      @mpuspalata 9 месяцев назад

      👍👍👍👍

  • @RajeevMinz
    @RajeevMinz 9 месяцев назад +8

    School ରେ ପାଠ ପଢା ଭଲ ନାହିଁ l ପୁଣି AI CCTV surveillance , so cheating is not possible
    I think that's the reason behind this 😢

  • @Bulu_Bhai.
    @Bulu_Bhai. 9 месяцев назад +4

    ଆରେ ଭାଈମୋ ସାଙ୍ଗ କତୁରୁ କିଛି ସିଖରେ 3ଥର ଫେଲ୍ ହେଈକି କହୁଛି mark ମୋର ଜୀବନ ନୁହେ 😔😔😔...

  • @DJGANESH-q5s
    @DJGANESH-q5s 9 месяцев назад +3

    Sabu Ai camera ra karnama really

  • @krshnasundaray4449
    @krshnasundaray4449 9 месяцев назад +6

    Bord exam tension re emti hauchi . Pila Mane pressure sahi parunahanti

  • @Payal-g1q4i
    @Payal-g1q4i 9 месяцев назад +1

    10th exam heuchhi pilamanka fast bord exam tanku aei time re bouta pressure deitanti parents kimba teachers mane😢😢😢aei time re tanku ragare nai bhalopaiba dei tanku bhujaiba darakar😢😢mo dord exam time re modya bout pressure soibaku podithila khali mu hi janichi ai pila ro dukha kaikina mu v depression re jaithili Bhagwan he janichanti mora dukha tenu please🙏🙏🙏🙏🙏aei bhul kei korantu nai😢😢

  • @bibhutibhusanpattanayak7735
    @bibhutibhusanpattanayak7735 9 месяцев назад +10

    ପିଲା ମାନେ କଣ ପାଇଁ ପାଠ ପଢା ଠାରୁ ଦୂରେଇ ଯାଉଛନ୍ତି ତା ର କାରଣ ଖୋଜାଗଲେ ଠିକ୍ ହେବ

    • @Aajjjj_xyz
      @Aajjjj_xyz 9 месяцев назад +2

      Social media👍👍👍👍

    • @Arout21016
      @Arout21016 9 месяцев назад +1

      @@Aajjjj_xyz bhai mo matare under 18 mobile tharu durei rahiba pain kichhi gote rule asiba darkar

  • @subhranshupanda3434
    @subhranshupanda3434 9 месяцев назад +1

    ଏହା ଏକ ଛୋଟ ଘଟଣା ନୁହଁ ଏଥି ରେ ସମସ୍ତେ ଦୁଃଖିତ ଗୋଟିଏ କାରଣ ହେଉଛି ସୋସିଆଲ ମିଡ଼ିଆ କ୍ଷମ କରିବେ ଆଜି କାଲି ର ପିଲା ଯେପରି soicila ମିଡ଼ିଆ କୁ use karuchanti ଆପଣ b ସେତିକି ଜାଣି ନ ଥିବେ ।।।।।।।।।ଯଦି b eta exam presuer hei thae ଯିଏ ପଢ଼ି ଥିବା ନା ତାକୁ ପାତାଳ ରେ ରଖିଲେ ସେ exam ଦେବ ଦୟା କରି ସବୁ guadian ମାନଙ୍କୁ ଅନୁରୋଧ କି ପିଲା ମାନଙ୍କୁ ମୋବାଇଲ ଫ ଠୁ ଦୂରରେ ରଖନ୍ତୁ ଏବେ ପିଲା ଙ୍କୁ ସଠିକି sikhiya ଦିଅନ୍ତୁ ।।।।।।।।ଓମ ଶାନ୍ତି 🙏🙏🙏

  • @mr.Lalitnarayan1989
    @mr.Lalitnarayan1989 9 месяцев назад +2

    Parents ra pressure hele kn Kariba bichara😢

  • @Multi_moods
    @Multi_moods 9 месяцев назад +4

    Sethi pain kuhajai "A Single sheet of Paper Can not deside you future..." Dont Be the serious 😢😢 Make your mind stress free

  • @swagat_ku.
    @swagat_ku. 9 месяцев назад +6

    Board ete strict o question ete hard karuchi seithi pain chua emiti karuchanti

    • @kishoreseal3207
      @kishoreseal3207 9 месяцев назад

      Right

    • @sgesports69
      @sgesports69 9 месяцев назад

      sᴛɪʀᴄᴛ ?
      50% ᴏᴍʀ
      ᴛᴀᴍᴀ ᴋᴜ ᴋᴀsᴛᴀ ʟᴀɢᴜᴄʜɪ

    • @Aajjjj_xyz
      @Aajjjj_xyz 9 месяцев назад

      ନ ପଢ଼ିଲେ ସବୁ କଷ୍ଟ ଲାଗିବ ଆଉ ପାଠ ପଢ଼ିଲେ ସବୁ easy ଲାଗିବ ।

    • @swagat_ku.
      @swagat_ku. 9 месяцев назад +1

      @@Aajjjj_xyz board exam pain pilanka upare pressure thae. Pratham exam bekar hele dharjya hara heijae

    • @Aajjjj_xyz
      @Aajjjj_xyz 9 месяцев назад

      @@swagat_ku. Jetebele daily class re padha hue setebele tike tike hele dekhile exam time re taku padhile jaldi mone ruhe au easy bi lagibo total Jodi book hin open karibo nahi seita kn govt. Ro bhul ki

  • @BudhiaHansdah-c8r
    @BudhiaHansdah-c8r 9 месяцев назад

    5ଟି school ହେବା ପରଠୁ ପିଲା ପାଠ ପଢୁନାହାନ୍ତି ଖାଲି ରାଜନୀତି କରୁଛନ୍ତି ପରିଖାରେ କ'ଣ ଲେଖିଵେ ପିଲା ମାନଙ୍କୁ ଗୋଟିଏ ଗୋଟିଏ ସ୍ମାର୍ଟ ଫୋନ ଦିଅନ୍ତୁ ସେଥିରେ ଗୁଗୁଲ ସରଚ କରି ଲେଖିବେ

  • @Allvidio414
    @Allvidio414 9 месяцев назад

    I am a 10th class student thanks you sar it's new

  • @AshishMohanty-zh9xy
    @AshishMohanty-zh9xy 9 месяцев назад +2

    Sabu pila manku pass କରାଯାଉ 😅😅

  • @yuvrajbiswal9844
    @yuvrajbiswal9844 9 месяцев назад +1

    Ama pila mane sabu pressure re à6anti due to cctv and AI tool
    Teachers mane darai dau6anti

  • @cutebarsha2076
    @cutebarsha2076 9 месяцев назад +3

    Board exam tension re eguda sabu houchi...😟😞😞

  • @harikundabaraditoka
    @harikundabaraditoka 9 месяцев назад +1

    ଯାହା କରୁଛ ପଛେ କର ଏ ପାଦି ସମସ୍ତ ଙ୍କୁ ପାସ କର ହେଲା ମୋର କ୍ଲାସ୍ ୧୦ ହେଲା ମୋର ଏତିକି ଅନୁରାଧା 😢

  • @JayashreeSwain-fh1ce
    @JayashreeSwain-fh1ce 9 месяцев назад

    Aethire bahut hard question padithila

  • @pscrazyworld3021
    @pscrazyworld3021 9 месяцев назад +1

    Ai camera lagaele aemiti hi heba

  • @mpcreatestatuszone3597
    @mpcreatestatuszone3597 9 месяцев назад

    ଆରେ ଭାଇ ମୁଁ ମଧ୍ୟ ପରୀକ୍ଷା ଦେଉଛୁ। ଏମିତି ଆତ୍ମହତ୍ୟା କରନି।

  • @koustubh95
    @koustubh95 9 месяцев назад +3

    Bohut bhala karichi karana ehi pila kebe bhi jibana ra judha jiti parinathanta

    • @satyabratamahalik
      @satyabratamahalik 9 месяцев назад

      Hm hm judha chalichi 😂😂😂

    • @koustubh95
      @koustubh95 9 месяцев назад

      @@satyabratamahalik kali arambha 🥲

    • @satyabratamahalik
      @satyabratamahalik 9 месяцев назад

      @@koustubh95 hm re pua 😂😂😂

    • @user73ht3
      @user73ht3 9 месяцев назад

      Eti world war ଚାଲିଛି😂

  • @hariananta563
    @hariananta563 9 месяцев назад

    Primary level re jadi pila bhala education pai nathai tebe se High school re kemiti patha padibe government ta primary ku ada akhire dekhuchi...😢😢

  • @Soumya-ff-651
    @Soumya-ff-651 9 месяцев назад

    Exam re long question pain time sapisent hei nahni

  • @sarojbehera5058
    @sarojbehera5058 9 месяцев назад +5

    It is responsible of our Odisha Education because every year change the exam pattern and not complete their course The students are confused this types of syllabus but CBSE and ICSE exam pattern were not change every year

  • @sgesports69
    @sgesports69 9 месяцев назад +6

    2015 ᴍᴇᴛʀɪᴄ ᴇxᴀᴍ ᴀᴘᴇᴋʜʏᴀ , 2024 ʀᴀ ᴍᴇᴛʀɪᴄ ᴇxᴀᴍ sᴀʜᴀᴊᴀ ᴀᴄʜɪ ᴍᴀᴛʀᴀ ᴄʜᴜᴀ ᴀᴜ ᴘᴀᴛʜᴀ ᴘᴀᴅʜᴜ ɴᴀʜᴀɴᴛɪ ᴇʙᴀɴᴀ ʙᴀᴘᴀ ᴍᴀᴀ ᴛᴀɴᴋᴀ ᴜᴘᴀʀᴇ ᴀᴅʜɪᴋᴀ ᴘʀᴇsᴜʀᴇ ᴅᴏᴜᴄʜᴀɴᴛɪ sᴇᴛʜɪᴘᴀɪɴ ᴇʙʜᴀʟɪ ʜᴏᴜᴄʜɪ

  • @pratimabiswal9356
    @pratimabiswal9356 9 месяцев назад

    RUclips r manedai purbara pariksha sabu kapikale last pariksha pura strict besi CCTV lagai pilanku daraidiyauchhi

  • @Rotanakar
    @Rotanakar 9 месяцев назад

    PLEASE EDUCATIONMINISTER QUICKLY WITHDRAW CCTV CAMERA EXAMINATION HALL

  • @manjulagouda5052
    @manjulagouda5052 9 месяцев назад +1

    Ye sobu kaun howuci yaa amo odisha ro bhabi swat a bord exam payi 2 students nko deth helani , yete bi hard question asi no thaye jaha asuci setiki lekhile paas to 50 porsent re heyijibe jibana hariba kaun somadhan ki 😢😢

  • @ashish.k5529
    @ashish.k5529 9 месяцев назад

    Sabu barsa emiti hue
    Awareness campaign chala jiba katha matric exam purbaru😢😢

  • @Himanshukumar_2407
    @Himanshukumar_2407 9 месяцев назад

    =>Odisha government responsibility ❌
    =>Free fire & pubg should be banned✅
    😔

  • @STFOOTBALLWORLD
    @STFOOTBALLWORLD 9 месяцев назад +2

    Sir ଦଶମ ଶ୍ରେଣୀ ରେ ପିଲା ମାନେ fall ହେଲା pashi ହେଇ ପାରିବେକି ???😢😢

  • @dayanidhiswaini3132
    @dayanidhiswaini3132 9 месяцев назад +1

    Plece exam ra katakana teka kamantu

  • @HeartHackerSagar
    @HeartHackerSagar 9 месяцев назад +2

    Amiti ai camera lagile ahuri kete maribe

    • @DayanidhiSahoo-xf7tw
      @DayanidhiSahoo-xf7tw 9 месяцев назад +1

      Kain ପାଠ padhun କି

    • @koustubh95
      @koustubh95 9 месяцев назад +1

      @@DayanidhiSahoo-xf7tw 🤣🤣🤣 thik kahila

  • @jibanmishra8857
    @jibanmishra8857 9 месяцев назад

    Amiti ta Habana karana board a year question ku all chapter ra Kari dela au half half nahi puni questions amiti pakeichi jee pila bujhi parunahanti kn lekhibee sethi re puni AI camera sabu gote time re kale pila kn Kariba amiti tension heiki mariba au kn

  • @btsparkanijiminani1054
    @btsparkanijiminani1054 9 месяцев назад +1

    Koei fall ho Jaya to zindagi Nahi rok jati hai kiu exam ko lekar ethana darte ho Jo hoga so haga ya sab karke kiya aap log pass ho jaaoge Bhai ya Anmol life ko yasa mat karo 😢

  • @BikramBibhar-i3f
    @BikramBibhar-i3f 9 месяцев назад

    Mil exam ରେ ଛାପ ବହୁତ୍ ଥିବାରୁ ଆତ୍ମ ହତ୍ୟା କଲେ ଛାତ୍ର

  • @BikramBibhar-i3f
    @BikramBibhar-i3f 9 месяцев назад

    ଏତେ ଚାପ exam ରେ ଦିଆନ୍ତୁ ନାହିଁ sir

  • @_krishba_offical..777
    @_krishba_offical..777 9 месяцев назад

    Result baharila dina ahuri bali chadhiba 😢

  • @naveensundarpatra6284
    @naveensundarpatra6284 9 месяцев назад

    Please pilamane amiti karantuni

  • @xyz-zy4mo
    @xyz-zy4mo 9 месяцев назад

    Bapa maa aau teacher mane pila nku bujhantu... sabubele gali dele,badeile kn heba.

  • @jayguneswar1149
    @jayguneswar1149 9 месяцев назад

    Bapa maa mane Katha heba darakara kintu1- pila mane madhya patha padhiba darakara.2nd problem -Patheiba pnai teacher

  • @lpanda7548
    @lpanda7548 9 месяцев назад

    Apana mane sahaja question pakantu nahale amiti 2024 re 10th pila maribe🙏🏻

  • @Mjofficial13
    @Mjofficial13 9 месяцев назад +1

    School re kichi padha hauni pila ta exam re kana lekhiba

    • @bibhutibhusanpattanayak7735
      @bibhutibhusanpattanayak7735 9 месяцев назад

      ସ୍କୁଲ ରେ ପଢ଼ା ହଉଚି କିନ୍ତୁ ପିଲା ପଢ଼ୁନାହାନ୍ତି

  • @bibhukalyansahoo5271
    @bibhukalyansahoo5271 9 месяцев назад

    Arey bhai mate gote katha kuha ghara loke 1st police ku kn pain janaethibe jadi se pilata normal thila , absolutely kariba nahi au ghara wala 1st door na bhangiki police ku dakiba can it really be true ? So I think ya ta Tara mausi gharu pressure ya ta family wala kichi luchauchanti

  • @Lisi-m9w
    @Lisi-m9w 9 месяцев назад +1

    Exam pare badhipare mrutu sankya

  • @bibekkumargsme-ou1iy
    @bibekkumargsme-ou1iy 9 месяцев назад

    😢😢

  • @_krishba_offical..777
    @_krishba_offical..777 9 месяцев назад

    Corana re 2 year school band Kari puni ebe ete strict kn pni hauchi centre re 😅

  • @jyotsnaranibarik9237
    @jyotsnaranibarik9237 9 месяцев назад

    🙏😞🙏😞

  • @RajeevMinz
    @RajeevMinz 9 месяцев назад +3

    Due to AI introduce in exam centre 😢😢😢😢😢😢

  • @amdeepkumar1054
    @amdeepkumar1054 9 месяцев назад

    Sarkar na mo ban....

  • @omm9596
    @omm9596 9 месяцев назад

    All student are pasure of 10th exam

  • @muskanshaikh6039
    @muskanshaikh6039 9 месяцев назад

    ଇଂଲିଶ ରେ suside କରୁଚିଂ ଆଉ math ରେ କଣ କରିବେ ପିଲା ମାନ 😢

  • @nobinrout7844
    @nobinrout7844 9 месяцев назад

    😢😢😢😢😢😢😢

  • @bibekkumargsme-ou1iy
    @bibekkumargsme-ou1iy 9 месяцев назад

    Vk pandan no stert

  • @sanjuktaoram4149
    @sanjuktaoram4149 9 месяцев назад

    Patha padha kichi nahi

  • @ChiranjiviReddy-w3o
    @ChiranjiviReddy-w3o 9 месяцев назад

    Amuku fall koridele ame bi suisat koridebu 10 calss

  • @gopajani91
    @gopajani91 9 месяцев назад

    Ai Camera

  • @stersatyajeet
    @stersatyajeet 9 месяцев назад

    Feel

  • @amanishdwari7415
    @amanishdwari7415 9 месяцев назад +1

    A mahagiha bord

  • @amdeepkumar1054
    @amdeepkumar1054 9 месяцев назад

    And another news come math exam

  • @user73ht3
    @user73ht3 9 месяцев назад +2

    ଇଟା ଟିକେ ବେଶି ହେଉଚେ

    • @Dheerajcritics
      @Dheerajcritics 9 месяцев назад +1

      Sathe Kain ho , 😂

    • @user73ht3
      @user73ht3 9 месяцев назад

      @@Dheerajcritics hm ho😂

    • @Dheerajcritics
      @Dheerajcritics 9 месяцев назад

      @@user73ht3 Ken district ra ho ?

    • @user73ht3
      @user73ht3 9 месяцев назад

      @@Dheerajcritics mui sambalpur

  • @SangramNayak-vp6gg
    @SangramNayak-vp6gg 9 месяцев назад +1

    School ra teacher mane padhaunahati sethipai pila mane atmahathy karuchanti😂😂😂😂😂
    60hagar masaku income karuchanti tank chuaku private re padhuchanti
    Odisha ra Mu government school pila kintu teacher mane patha padantini🙏🙏🙏🙏🙏

  • @ARXTECH.
    @ARXTECH. 9 месяцев назад

    odia peaper top thila exam kharab haichu samastankar

  • @SukulalPurty-rg9gu
    @SukulalPurty-rg9gu 9 месяцев назад

    Eita PUBG and FREEFIRE ro komallll..😂😂😂

  • @sureshkumarsethi6175
    @sureshkumarsethi6175 9 месяцев назад +1

    10th exam ai camera chapa😔😔😔

  • @rajalaxmitripathy7745
    @rajalaxmitripathy7745 9 месяцев назад

    L

  • @sanjuktaoram4149
    @sanjuktaoram4149 9 месяцев назад

    Vk pandian ebang nabin patnaik dayee

  • @amanishdwari7415
    @amanishdwari7415 9 месяцев назад

    A kukur bord

  • @laxmisethy9506
    @laxmisethy9506 9 месяцев назад

    Sabu 5T pain heuchhi au AI camera 😢😢😢😢😂😂😂

  • @SubhalaxmiMuduli-um3ft
    @SubhalaxmiMuduli-um3ft 9 месяцев назад

    Au kete pilanka jiban gale a sarakar Santi haba exam jemiti haba katha hau ame kaedi sajiki Jel ku gala parika exam hall ku jauchu😢sethire puni bar bar check Kara jauchi ame sethiki exam dabaku jauchu na chori kariki Jel ku jauchu😢🥺🥺

  • @Krishna-k7x3q
    @Krishna-k7x3q 9 месяцев назад

    Madar

  • @banitabani2699
    @banitabani2699 9 месяцев назад

    😢😢😢

  • @SumitraDas-s1g
    @SumitraDas-s1g 9 месяцев назад

    😢😢😢😢😢😢😢😢