@@Suresh_Asst_Teachertora purba Janmashtami ra phala Tate miluchi lower cast re jnama hei. Aua bhagabata re bhi. Lekha achi jati 4 Prakar. Tume kan bhagabat upare. Jadi nija dhrma upare Biswas nahi Anya dhrmaa ku palei jauna. Aua muslim dhrmama re kan jati nahi ki. 😅😅😅😅😅
@@sudhanshusekharapadhy9436Bhai take it as comedy ..Oscar winning acting...🎉.. Satare bahut maja laguchi yanka comedy aga re ,Papu,Prangya au Gulua Bhai bi fail maribe
କାର୍ଯ୍ୟ ବ୍ୟସ୍ତ ହୋଇ ମାନସିକ ଚାପରେ ରହି ଘରକୁ ଫେରି ରାତିରେ ଶୋଇଲା ବେଳେ ଏଭଳି କମେଡି ଟିକେ ଦେଖିଲେ ମନଟା relax ହୋଇ ଯାଏ 😂
😂😂😂😅
😊😊😊😮😮😮😮
😂
ठीक 😂😂😂😂😂
Correct 😅😅😅
ଆମ ଗାଁ ରେ ଲେଵର ପ୍ରୋବଲେମ ର ବହୁତ ସମସ୍ୟା ହେଉଛି ଆପଣଙ୍କ ୫୦୦ ଭୂତ ପଠେଇଲେ ଆମ ଧାନ କଟା ସୁରୁଖୁରୁରେ ସରେଇ ଦିଅନ୍ତି ଏତିକି ଅନୁରୋଧ ଆପଣଙ୍କୁ
Thik thik
କି କଥା କି ହୋ 😂😁😄
😂😂
Bhai,Eve duty re achanti au kebe kahiba😅😅😅😅
😅😅😅
ଆପଣ ଭୁତ ଲଗାଇ ପାକିସ୍ତାନୀ ଆତଙ୍କବାଦି ମାନଂକୁ ସମାପ୍ତ କରି ଦିଅନ୍ତୁ ହେ ଭାଇନା
ruclips.net/video/3LKAXkW9Kzg/видео.htmlsi=W5RS1-I2HGmNOHe9
Kiho....chaina wala paa Pakistan ku support karanti...😂😂😂😂
😂😂😂
Right
Bhai jie mariki padithiba ta ea ta taku jiban deidaba hele ta family re ta se kahaku kahaku hareithiba taku neiki asu tapare Pakistan jiba
ଧନ୍ୟବାଦ ସାମ୍ବାଦିକ ଭାଇ
ଏମିତି ବ୍ୟକ୍ତିତ୍ଵ କୁ ନେଇ ଆପଣ ନ ହସି ନ ତାତ୍ସଲ୍ୟ କରି ଧର୍ଯ୍ୟ ଧରି ଫେସ୍ କରୁଛନ୍ତି ବହୁତ ବହୁତ ଧନ୍ୟବାଦ
ଆଉ ଗୋଟେ କଥା
ତାଙ୍କ ସ୍ପିକିଂ ପାୱାର କୁ ବହୁତ ବହୁତ ତାରିଫ୍
କରୁଛି
ଜଣେ ଭୁତ ର ଗୋଟେ ପ୍ରେତ interview ନେଉଛନ୍ତି
Highly skilled reporter.
Keep it up.
Ama odisha basi pain jagannath achanti. ..jay jagannath
ଜୟ ଶ୍ରୀରାମ ll ବାବା ବାଂଲାଦେଶୀ ଅନୁପ୍ରବେଶ କାରୀଙ୍କୁ ଆମ୍ଭ ଦେଶରୁ ବାହାର କରିବାକୁ ଅନୁରୋଧ ll ନିବେଦନ 🌹🙏
Baba.tama.bhut.pathai.Bangaladesi.anu.prabeskarinku.tadaJ&K.ru.atangbadinkutada.tamakaramati.dekha
Abe Bangladeshi to ghare achanti maagiha madarchodhh tu modi maagiha bia re gehinu ki 😂😂😂😂
Thanks to Reporter & Baba for wonderful interesting narrates...
ଚାଇନା ଭୁତ ଓଡିଆ ଭାଷା ବୁଝିଲା କେମିତି..
gote translater ku ani thila
Omg😂
Aeta siko petient 😅
ଭୂତ ସବୁ ଭାଷା ବୁଝିପାରିବେ
Bapa ku sabu language ase...
Aneka Aneka Dhanyavad Bipin Sir Bhuta manka dwara Odisha ku DANA cyclone Kabalu ru Branchaichhanti.
Bartaman Apanku Anuradha Odisha bashi J
ଆପଣଙ୍କ ସୁସ୍ଥ ମାନସିକ ଆରୋଗ୍ୟ କାମନା କରୁଛି ପ୍ରଭୁଙ୍କ ପାଖରେ
ସନାତନ ଧର୍ମ ରେ ମନ୍ତ୍ର ଜପ ର ବହୁତ ପାୱାର ରହିଛି ଯାହା ଦ୍ୱାରା ଅସମ୍ଭବ କୁ ସମ୍ଭବ କରି ପାରିବ
ବ୍ରାହ୍ମଣ ମାନେ ଆଉ କେତେ ଦିନ ଠକିବା।
@@Suresh_Asst_Teacherjebe jaen mutton darkar haba each Wednesday Friday
😮jete bele agaru ete batya hoithila sete bele mantra bhuli jaithile ki samaste nah ei baba eka Mane rakhichi 😂😂😂😂
@@Suresh_Asst_Teachertora purba Janmashtami ra phala Tate miluchi lower cast re jnama hei. Aua bhagabata re bhi. Lekha achi jati 4 Prakar. Tume kan bhagabat upare. Jadi nija dhrma upare Biswas nahi Anya dhrmaa ku palei jauna. Aua muslim dhrmama re kan jati nahi ki. 😅😅😅😅😅
ଆଉ ଏବେ ଯୋଉ ବର୍ଷା ହଉଛି କଣ ଭୂତ ମାନେ ମୂତୁଛନ୍ତି
😅😅😅
😃😃🤣🤣🤣
😂😂😂😂😂😂
😂😂😂😂😂
😂😂😂😂
ଆପଣଙ୍କୁ ଧନ୍ୟବାଦ୍ ଅର୍ପଣ, ଏମିତି କାର୍ଯ୍ୟ ଭଲ କରନ୍ତୁ
Dhanya tame Reporter!!! Sabassss!!!
ଓଡ଼ିଶା କୁ ବାତ୍ୟା ଦାଉ ରୁ ରକ୍ଷା କରିଥିବାରୁ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍। ଓଡିଶା ସରକାର ଙ୍କ ତରଫରୁ ଆପଣଙ୍କୁ ପୁରସ୍କାର କରାଯିବା ଉଚିତ୍ । ବିଶ୍ଵ ଶାନ୍ତି ପାଇଁ କାର୍ଯ କରିଥିବାରୁ ଭାରତ ସରକାର ଆପଣଙ୍କ ନାମ କୁ ନୋବେଲ ପୁରସ୍କାର ପ୍ରଦାନ ନିମନ୍ତେ ନୋବେଲ କମିଟି କୁ ସୁପାରିଶ କରିବା ପାଇଁ ଅନୁରୋଧ କରୁ ଅଛୁ ।
😂😂😂😂😂😂😂😂😂😂l😂😂
😅😅😅😂😂😂
Bhai mo tarapha ru 11tanka phone pay Debi.....😢😢
@@spofficialvlogs8308 ehi loka ta bhai ku guli Mari arrest hoei thilla are video nandigosh news you tube re achi bipin thaka ta
Best sussation. Thank you sir .
ଏଠି ସମସ୍ତେ ମେଣ୍ଟାଲ.. ଯିଏ କହୁଚି.. ଯିଏ ପଚାରୁଛି... ଯିଏ ସୁଣୁଚି ଆଉ ଯିଏ like କରୁଛି ଆଉ ଯିଏ ମେସେଜ କରୁଛି 😂😂😂
ଜିଏ coment କରୁଛି ଭାଇ
ଠିକ୍
Au tame
ଅଫକୋଷ
😂😂😂😂@@DebashishAran
ଏ ଲୋକ ଭାରତର ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ ବ୍ୟକ୍ତି।
ଆରେ ଭାଇ ବହୁତ୍ ମଜା ଆସିଗଲା କମେଡି ଟା 😅😅
ୟା ର interview daily କରନ୍ତୁ ଆଉ telecast କରନ୍ତୁ, ମୁଁ ସବୁଦିନ ଖୋଜି ଖୋଜି ଦେଖୁଛି 😆😆😆😆
ଦୋକାନକୁ ବିଷ ପାଇଁ ଯାଇଥିଲି...ଦୋକାନୀ ଏଇ ଭିଡ଼ିଓ ଦେଖି ବିଷ ପିଇଦେଲା 😐😐😐
😅😅😅😅😅😅😅😅😅😅😅😅😅
Amo ganre bahuth bhuta ochanti
Amo ganku asiki sabu bhuta ku neiki jaounti
😅😅😅😅😅😅😅😅😅
😂😂
ବାବା ମୋ ପାଖରେ ୭ଟା ଭୁତ ଅଛି ଭଡାଲାଗିପାରିଵକି ସାଲେରି ନେବିନି
Ha ha ha right
😂😂
ମୋ ପାଖରେ ଦୁଇଟି ଅଛି ଭଡା ନେବି😂😂😂😂😂😂
@@srmidia6453 mo room re b gote rahuchi jaha pain bht tension baba tike nei gale huanta ni
ଭାଇ please ସେ ୭ ଭୂତଙ୍କୁ ଏଇ anchor ଭାଇଙ୍କ ଉପରକୁ ଛାଡିଦିଅ 😂😂
ଭଲ କମେଡି show, ବହୁତ୍ ମଜା କଲ ଭାଇ, mind relax ହେଇଗଲା। ଧନ୍ୟବାଦ୍
ବା ବଡ଼ିଆ
ତମେ କଣ ସ ତ କ ହୁ ଚ
ଏ ହି ନ ମ୍ବ ର ତୁ ମ ର
Thank you sir
ସବୁ ପାଗଳ 😊😊😊
ଓଡିଶାବାସୀ ଗତ ୩ ଦିନ ବହୁତ ଟେନସନରେ ଥିଲେ , ଯାହାହେଉ ହସିବା ପାଈଁ କିଛି ଖୁରାକ ମିଳିଛି
Mind ପୁରା fresh ହେଇଗଲା!
ଏଥିରୁ ଜାଣିହେଉଛି ଏ ନିହାତି ଭଲ ଏବଂ ସୁନ୍ଦର ପାଗଳ, ଏ ପୁରସ୍କାରର ପାଖାପାଖି ହେଇଗଲାଣି କିନ୍ତୁ ମିଳିବନି, କାରଣ ସେ ନିରାଟ ସତ୍ୟ କହୁଛି
🤣🤣🤣🤣
ଯାହାହେଉ ଆମ ଓଡିଶା କୁ ଗୋଟେ ଶକ୍ତି ମିଳିଗଲା!
Confidence at its peak
ଏଇ ଭଲି ବାବା ଙ୍କ ପାଇ କିଛି କହିବା ପାଇ ଭାଷା ନାହିଁ 😂😅 ବାବା ଯାହା କହିବେ ଆମେ ଶୁଣିବା ଆଉ 🤣😂
I agree 100%
ଆପଣ ସତ କୁହନ୍ତୁ କି ମିଛ କୁହନ୍ତୁ ଭାଇ ।କିନ୍ତୁ ଆପଣ ଙ୍କ କଥା ବଢିଆ ।🎉🎉
ମୋ କଥା ବୁଝି ବ କି
ହସି ହସି ପେଟ ଦରଜ, ଏମିତି କମେତି ଆଗରୁ କେବେ ସୁଣି ନ ଥିଲି
ଏହି ଗୋପୋଟି ଓଡ଼ିଶା ପ୍ରସିଦ୍ଧ।ବୋହୁତ ଭୋଲ ଗୋପ ଅଟେ।
Thanks to Sanchar Live...😁😁😁
ଓଧ ସାଙ୍ଗେ ବଣ ଭୁଆ ବାଇ 😢
🤣🤣
ମଜା ଲାଗୁଛି ବଢ଼ିଆ ଲାଗୁଛି।
BJP heu ba BJP dala ra Niti ku jou mane bhala paanti samaste neta ebang karmi ei bhali murkha re bhai.... Tamaku kemiti bhala laguchhi
@@sudhanshusekharapadhy9436
ଆଜ୍ଞା, କେବଳ ମଜା ନିଅନ୍ତୁ
Ea gote Bala lokata batya band kari dauchi
Ea gote pagala
@@sudhanshusekharapadhy9436Bhai take it as comedy ..Oscar winning acting...🎉.. Satare bahut maja laguchi yanka comedy aga re ,Papu,Prangya au Gulua Bhai bi fail maribe
❤❤❤❤ଆମ ଇଂଡିଆ ରେ କଣ ଖଡିଆ❤❤❤ଭୁତ❤❤❤ ନାହତି❤❤ ବାଇଟା
Apna families and social kipary stragal kri life create karuchhanti tnkq.
ଏଥିରୁ ଜଣା ପଡୁଛି, ତନ୍ତ୍ର ର ବି ମହତ୍ତ୍ୱ ଅଛି,,,, ଜୟ ଜ୍ୟୋତିଷ ଶାସ୍ତ୍ର
@@Rockmadhu11 bhai ei ta dagi ta bhai ku guli Mari jail Jai thila
Bala jyotisa sastra
Bhai apana nku
Sura & u both are equal person.
ମୋ ପୁଅକୁ ମୋବାଇଲ୍ରୁ ଭୁତ କାହାଣୀ ଶୁଣାଇବାକୁ ଭଲ ଉପାୟ ପାଇଗଲି । ମୁଁ ସର୍କାର୍ଙ୍କୁ ଅନୁରୋଧ୍ କରୁଛି କି ଦୟା କରି ଏ ବାବାଙ୍କୁ ତାଙ୍କ ମନ୍ତ୍ରୀମଣ୍ଡଳରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ରୂପେ ସ୍ବିକାର୍ କରନ୍ତୁ ।
😂😂ଚାଇନିଜ ବାବା 😂😂
ଆପଣଙ୍କୁ ସାଧୁବାଦ , ଓଡ଼ିଶାର ଧନଜୀବନ ରଖ୍ୟା କରିଥିବାରୁ ଆପଣଙ୍କ ପାଖରେ ଆମେ ଚିରରୁଣୀ
ବହୁତ ପାଗଳ ଦେଖିଛି ହେଲେ ଏମିତି ପାଗଳ ଦେଖିନି ।
A loka ତା bhauni କୁ ପେଲି daba
ଗୋଟେ ଭୁତର ଗୋଟେ ପ୍ରେତ interview ନେଉଛନ୍ତି
ହେଲା ଆମ ରାଜ୍ୟ ର ଦୁଃଖ ଗଲା ଆପରେ next ବାତ୍ୟା ବେଳକୁ ଏହି ବାବୁଙ୍କୁ ସବୁ ମନେ ରଖିଥିବ, ଏଇ ବିପିନି ବାବୁ ଆମକୁ ସବୁ ବାତ୍ୟା ରୁ ରକ୍ଷ୍ୟା କରିବେ
anchor ଭାଇଙ୍କୁ ୧୦୦ ସଲାମ ଏତେ ବଡ comedy show ରେ ନ ହସିକି ରହିପାରୁଛନ୍ତି
ଭାଈ ଏ ଭଳି ପାଗଳ ଯଦି ଆଉ ୧୦ରୁ ୧୨ଜଣ ଆମ ରାଜ୍ୟରେ ରହିବେନା total ଓଡ଼ିଶାରେ ଆଉ ମାନବ ଦେଖିବାକୁ ପାଇବେନି ଖାଲି ମାଳ ମାଳ ଭୂତ ପାଇବେ ,... ହେ ପ୍ରଭୁ a ପାଗଳ ବାବାକୁ ସଦବୁଦ୍ଧି ଦିଅନ୍ତୁ
ବାବା ଭଲ ଲାଗିଲା ଏହିପରି ଚାଲୁ
ବଢିଆ comedy vedio
ଏହି ମହାଶୟ ଙ୍କୁ ଭାରତ ଓ ପାକିସ୍ତାନ ର ବୋଡ଼ର ଙ୍କୁ ପଠାଇ ଦିଆଯାଉ 😜😜😜😋😋
ଆମ ପ୍ରଭୁ ଜଗନ୍ନାଥ ଆମକୁ ରଖା କଲେ, 🙏🙏ଜୟ ଶ୍ରୀ ଜଗନ୍ନାଥ ⭕‼️⭕🙏🙏
ଚୁପ୍ ଭୂତ ପିଶାଚ ଆମକୁ ରକ୍ଷା କରି ଦେଲେ
You are right
Hass na
1999 masia re kn Jagannath nathile ki
ଡାକ୍ତର କି ନର୍ସ ଯଦି ଦେଖୁଚ ଏ ଭିଡିଓ ତାହାଲେ କୁହ ଏ କୋଉ ରୋଗର ଲକ୍ଷ୍ୟଣ 😂😂
ହା ହା ହା, ଏଇ ଲୋକଟା କଳିଯୁଗର ଲାଷ୍ଟ୍ ମଞ୍ଜି। ସତ୍ୟଯୁଗରେ ୟା ପାଖରୁ ପୁଣି ନରବାନର ସୃଷ୍ଟି ହେବେ
ଏ ମହାଶୟ ବେଳେବେଳେ ଇନ୍ଦ୍ରଙ୍କ ନିକଟକୁ ଯାନ୍ତି। ପୃଥିବୀର ବର୍ଷା ସମ୍ପର୍କରେ ଆଲୋଚନା କରିଥାନ୍ତି।
Excellent job 👌 hetu bati plan kam kal nahi
ଏହି ଲୋକର କଥା କୁ ବିଶ୍ଵାସ କରିହେବ ନି କି ଅବିଶ୍ବାସ କରିହେବ ନାହିଁ ଯୁଗେ ଯୁଗେ ମନ୍ତ୍ର ର ପ୍ରଭାବ ରହିଅଛି କିଛି ବି ଅସମ୍ଭବ ନୁହେଁ
ଗଂଜେଇ ପ୍ରଭାବ 🤣🤣🤣🤣
ପାଗଳ ହଇଯାଇଛି ମେଣ୍ଟାଲ ହସ୍ପିଟାଲ ରେ ଆଡମିସନ କରାଯାଉ...
😂😂😂😂
Satare bohut majja laguchhi. Vuta haire pagala Krishna jagganatha emane kn kichi nuhanti. Pagala . Radhe Radhe. Vuta asibani jaha houchi Jagganatha hin karanti. Radhe Radhe Haribol
ସଳାପାଗଳ କରିଦେବ ସମସ୍ତ ଙ୍କୁ
Maghia bedha chuata sala
😂😂😂😂😂
Rachi pathan to
ଏ ପାଗଳ ଟି କିଏ ଆଉ ଏ ପାଗଳ ସାମ୍ବାଦିକ ଜଣଙ୍କ ବି ଜଣେ ବଡ଼ ପାଗଳ
ଆଉ ତୁମେ ହେଉଛ ବଡ଼ ଜ୍ଞାନୀ, ତୁମେ ତୁମ ବାପା,ମା ଙ୍କୁ ବିଶ୍ଵାସକର? ଭଗବାନ ଙ୍କୁ ବିଶ୍ଵାସ କରକି?
ଗଂଜେଇ ପ୍ରଭାବ 🤣🤣🤣🤣
❤🙏❤ ଭାଇ ଆପଣଙ୍କୁ ବହୁତ ଧନ୍ୟବାଦ ❤🙏❤
ଭୂତ ବାବା ତୁମେ great
ଏଇଟା ଗୋଟେ ମାନସିକ ରୋଗୀ.....
Baba ତୁମ ସହ ଯୋଗାଯୋଗ କରିବା ଚାହୁଚି ଆମର ବାରୀ ପଟେ ଅନେକ ଭୂତ ଅଛି ସେମାନଙ୍କୁ କେମେନ୍ତି ହଟନ୍ତି
ସୈତାନ୍ ତ ଅଛନ୍ତି ସାଧକ ବି ଅଛନ୍ତି ଆଜ୍ଞା ଏ ଦୁନିଆରେ ଏଇଟା ତ ସତ କିନ୍ତୁ ଭାଇ ଆପଣଙ୍କ କଥା ବହୁତ୍ ଖୁସି ଲାଗୁଚି really ... ଆପଣଙ୍କ କଥା ଭଲ ଲାଗିଲା...
Bohut bhala laguchi gapa sunibaku
ଆଗ୍ୟା ହେତୁ ବାଦୀ ମାନଙ୍କ ଗାଲରେ ଶକ୍ତ ଚାପୁଡ଼ା ମାରି ସେମାନଙ୍କୁ ବୁଝାଇ ଦେଲେ ଭଗବାନ ବିଷ୍ଣୁ, ଶ୍ରୀରାମ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଓଡ଼ିଶା, ଭାରତ କୁ ଚକ୍ର ଆଢ଼ୁଆଳରେ ରଖନ୍ତୁ, ଜୟ ଶ୍ରୀରାମ
ହା ହା ହା, ଏଇ ଲୋକଟା କଳିଯୁଗର ଲାଷ୍ଟ୍ ମଞ୍ଜି। ସତ୍ୟଯୁଗରେ ୟା ପାଖରୁ ପୁଣି ନରବାନର ସୃଷ୍ଟି ହେବେ
🫣🫣🫣🤔🤔🤔🤔🤔
ଗଂଜେଇ ପ୍ରଭାବ 🤣🤣🤣🤣
ତୁମ ଦୁଇଟା କୁ ଧନ୍ୟବାଦ, ଜନେ ବାୟା ହେଲେ ଆଉ ଜନେ ମାୟା,
😮
😂😂😂
ruclips.net/video/3LKAXkW9Kzg/видео.htmlsi=W5RS1-I2HGmNOHe9
🤣🤣🤣🤣🤣🤣😂😂😂😂😂😂😂😂 Bhai tuma analytics ku 100000 ସଲାମ
Comedy chalichi bhai . 😂 Hele bhala laguchi sunibaku gapa bhali laguchi nida asuchi
ଆଖି ନଷ୍ଟ ହେଇଯିବାରୁ ଚାଲିଯାଇଥିବା ଭୂତ କେମିତି ଫେରିବ ? ଆଖିର ଅସ୍ତ୍ରୋପଚାର କରି ଆସିବ କି ?? ଆଶ୍ଚର୍ଯ୍ୟ ଲାଗୁଛି
😄😄😄😄
😂😂😂
😂😂
Bhuta incharge naba babu was Epic 😂
Ebe batya asile ame asibaku debunai. Odisha re adau khyati karibaku debunai.
Infinite thank you Universe 🙏
Infinite thank you ILA
ଧନ୍ୟବାଦ ଭାଇ ଆପଣ ଭୁତ ମାନଙ୍କ ଦ୍ଵାରା ଏତେ ମହାନ୍ କାମ କରିଥିବାରୁ ।
ପ୍ରଭୁ ଜଗନ୍ନାଥ ରକ୍ଷା କଲେ 🙏🙏
ଆରେ ବାବା ରାତିରେ ଶୋଇଲା ବେଳେ ଆଇ ମା କାହାଣୀ କହିଲେ ଟିକେ ଭଲ ନିଦ ଆସେ ଜୟ ଭୀମ
ଗଂଜେଇ ପ୍ରଭାବ 🤣🤣🤣🤣
ବାବାଙ୍କ କଥା ସତ୍ୟ ପ୍ରକୃତରେ ମହାପୁରୁଷ
Best comedy for instant mind fresh
ଏଠି ସବୁ ଗୋଲମାଲ Bhai Sab Golmaal😅😅😅😅😅😅
ଭୂତ govt and private achhanti। ଇଲୋ ମାଲୋ😢
😅😅😅
ଗଂଜେଇ ପ୍ରଭାବ 🤣🤣🤣🤣
ବାବା, ଆପଣ ଭୂତ ମାନଙ୍କୁ କହନ୍ତୁ ଓଡ଼ିଶାର ଲୋକମାନେ ଚାଲିକି ଯିବା ଆସିବା କରିବେନି ଉପରେ ଉଡ଼ିବେ
ଗଂଜେଇ ପ୍ରଭାବ 🤣🤣🤣🤣
ଆଜ୍ଞା ବାବା ୪୦ ଲକ୍ଷ ରୁ ମୋତେ ୨ ଟା
Gov't ଭୂତ ଦଉନ୍ ନା
ହଁ ଗୋଟେ ମାଈ ଆଉ ଗୋଟେ ଅଣ୍ଡିରା ନେବି, ଧନ୍ୟବାଦ....
Oho suniba lokonku dhanyabad
ଯିଏ ଯାହା କହୁ ଆପଣ ନିଜର ଯେତିକି କରିବାକଥା କରି ଚାଲନ୍ତୁ ଜଗନ୍ନାଥ ଆପଣକଂର ମଗଂଳ କରିବେ ଜୟ ଜଗନ୍ନାଥ🌺🌻🌹
ଏ ଶଳା ପାଖକୁ ଏ ମଗିହା ସାମ୍ବାଦିକ ମାନେ ଯାଉ ଛନ୍ତି କାହିଁକି କେଜାଣି।
Khub.badhia.Ganjod..Madua.kimba.badhha.pagal
ମାନସିକ ରୋଗୀ
ପାଗଲାପରି ଗପୁଛି ସେକଣ ମହାରାଜ , ବାତ୍ୟା ଆସିବା ବେଳେ ସମସ୍ତେ ଭଗବାନ୍ ଶ୍ରୀକୃଷ୍ଣ ଶୀଵ କୁ ପ୍ରାଥ ନା କରୁଥିଲେ ରଖ୍ୟା କର , ମୁ ଜପ କରୁଥିଲି ଓଁ ନମଃ ଭବତେ ବାସୁ ଦେବାୟ ଓଁ ନମଃ ଶିବାୟ ,
😢
jay shree ram ❤
ଆକୁ ନୋବେଲ ପୁରସ୍କାର ଦିଆଯାଉ😂😂😂
ବାବା ଶତପ୍ରତିଶତ ଠିକ୍। ପ୍ରଣାମ ବାବା
Odisha ku banchai thibaru dhanyabad sir
ରାଜ୍ୟରେ ଏମିତି ବି ପାଗଳ ଅଛନ୍ତି
ବଢିଆ କମେଡି।।।
😂😂😂
କେବଳ ବାବାଙ୍କ ମୁହଁରୁ ଯାହା ଅନର୍ଗଳ ବାହାରୁଛି ତା ଠାରୁ ବଡ ବାତ୍ୟା ଆଉ କଣ ଅଛି......?
ତୋ ଭୂତ ମାନଙ୍କୁ କହ ଯେତିକି ସବୁ ନଷ୍ଟ ହୋଇଛି ସବୁ ଠିକ୍ କରିଦେଇଯିବେ 😊
ଗଂଜେଇ ପ୍ରଭାବ 🤣🤣🤣🤣
ଭଲ କହୁଛି ! ଓଡ଼ିଶା ଲୋକ ଙ୍କୁ ଭଲ ଗପ କହୁଛି !
ବାବା ନୋବେଲ ପୁରସ୍କାର ଦିଆଯାଉ
Aapanka Katha bhala laguchi
କିନ୍ତୁ ସତ କଥା ହେନ୍ତାଳ ବଣ ପାଇଁ ଓଡ଼ିଶା ରେ ବେଶୀ କ୍ଷୟ କ୍ଷତି ହେଲାନି।
ପାଗଳ କେଉଁଠି କାର
ହେ ପ୍ରଭୁ
ଏମିତି ପାଗଳ ଜ୍ୟୋତିଷ କଣ ଅଛନ୍ତି
ଆମ ଘରେ 4 କୋଟି ଭୂତ ଅଛି ତମ ଭୂତକୁ ହଜେଇ ଦେବ😂😂😂
Great mad and best comedian.
ସାମ୍ବାଦିକ ଚତୁରତାର ସହ ପ୍ରଶ୍ନ କରୁଛନ୍ତି। ମାତ୍ର ସେ ଭୁତ ସଭାପତି ବୁଝି ନ ପାରି ବାହାସ୍ପଟ ମାରୁଛନ୍ତି।
ଦାନା ବଞ୍ଚେଇ ଦେଈ ଥିବାରୁ ସାରା ଓଡ଼ିଶା ବାସୀ କୃତଜ୍ଞ ଆପଣଙ୍କ ପାଖେ