Bahut badhia...,🙏🙏 Jiba galabele Bhagaban nka amrit Naam shuni paile... Lots of thanks to family members.... fulfill his wishes 🙏 🙏 Jai Radhe Madhab Jai shree Ram 🙏🙏❤️❤️❤️
Death ek beautiful expriences hai ,Ushko peacefully and with fully awareness Body ko Chod na chahiye ,lekin yeh impossible hai ,kiyun ki insan apna pura life Bakar cheezon me Apna time barbaad kiya ..and death ke time Rota raha ..truth hai ki kisika death nehi Hota hai ..Mritu ko utsab manao ,khusi manao ,usse khusi khusi bidai do ,ushe toh fir se neya sarir mil jayega lekin apna ka kiya ..bas same same karte raho and yahi tamasha chalate Raho.. Have a happy journey Grandpa❤
ହେ ଆଂଜ୍ଞା କେନ କେ ଜନ୍ ମେ କାଏଁ ପୂନ୍ୟ କରିଥିଲେ ଇ ଆଂଜ୍ଞା ମାନକର୍ କୀର୍ତ୍ତନ୍ ଦେଖ୍ ବାର୍ କେ ପାଏଲେ ଇ ସିନ୍ ଟା ଦେଖି କରି ଆଏଖ୍ ନୁ ଧାର୍ ଧାର୍ ହେଇ କରି ପାଏନ୍ ଝରି ଆସୁଛେ 😭😭😭 ହେ ଦେଖ୍ ଲା ଲୋକ ମାନକୁ କେନତା ଲାଗୁଥିବା...... ସବୁଦିନ୍ ଇ ଆଂଜ୍ଞା ମାନକର୍ କୀର୍ତ୍ତନ୍ ଦେଖ୍ ବାର୍ କେ ମିଳୁଥାଉ ଆନନ୍ଦେ ଏକ୍ ବାର୍ 🙏🏻🙏🏻🙏🏻🙏🏻
Sata ay ho Adarsh babu 😢😢
ହରି ବୋଲ
Radhe Radhe 🙏🙏
ଧନକଉଡ଼ା ର ଭକ୍ତ ଭାଇଙ୍କ କୀର୍ତ୍ତନ ଦେଖି ଜୀବନ ଧନ୍ୟ ହୋଇଗଲା ଜୟ ଶ୍ରୀ ରାଧେ ରାଧେ
ରାଧେ ରାଧେ ଗୁରୁ ଜୀ 🙏🙏
Radhe Radhe agnya
ବହୁତ ସୁନ୍ଦର ଗୀତ ପୁରୁଣା ଗୀତ ବଡ଼ିଆ ଗାଉଜ ଛନ୍ ଜୟ ରାଧେ 🙏🙏
ସେ ଆଜ୍ଞାଙ୍କର ମଣିଷ ଜନ୍ମ ଟା ସାର୍ଥକ ହୋଇଗଲା ଯେହେତୁ ଆପଣମାନେ ତାଙ୍କର ଅନ୍ତିମ ସମୟରେ ତାଙ୍କ ସାମ୍ନାରେ ନମସଂକୀର୍ତନ୍ୟ କରିଛନ୍ତି!ମୋର ନିଜର ଅନୁଭବ କହୁଛି ଯେ ଆପଣମାନେ ତାଙ୍କୁ ତାଙ୍କ ଅନ୍ତିମ ସମୟରେ ରାଧା ମାଧବଙ୍କ ଯୁଗଳ ରୂପ ଦେଖାଇଛନ୍ତି! ମୋ ତରଫ ରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ!
ରାଧେ ଶ୍ୟାମ 🙏🙏🙏
Radhe Radhe 🙏🙏
ଧନ୍ୟ ସେ ବାପା ।
ସଂକ୍ରିତନ ଶୁଣି ପ୍ରାଣ ତ୍ୟାଗ କଲେ।
ସବୁ ଠାରୁ ଶ୍ରେଷ୍ଠ କାମ ହେଲା ମରଣ ସାଇ ଜୀବ ନିକଟରେ ଭଗବାନ ନାମ କୀର୍ତନ କରିବା ଭଗବାନ ବହୁତ ପ୍ରସନ ହୁଅନ୍ତି ଜୀବ ର ସଦଗତି ହୁଏ ଆପଣ ମାନଂକୁ ମୋର ଦଣ୍ଡବତ ପ୍ରଣାମ 🙏🙏🙏
Radhe Radhe 🙏🙏
ଧନ୍ୟ ଆପଣ ମାନେ ଧନ କୌଡ଼ା କୀର୍ତ୍ତନ ମଣ୍ଡଳୀ ର ବୈଷ୍ଣବ ମାନେ, ଆପଣଂକ ଚରଣ ର ଧୂଳି ଆମ ଘରେ ପଡ଼ିଲା।
ମୋର ବାପା ନବ କିଶୋର ସାହୁ , ଗୋବିନ୍ଦ ପାଲି, ବରଗଡ ବାସି ବିଗତ ଚାରି ଦିନ ହେଲା କୋମା ଅବସ୍ଥା ରେ ଥିଲେ।ଏହି କୀର୍ତ୍ତନ ଶ୍ରବଣ କରିବା ପରେ ପରମ ଗୋଲକ ବୃନ୍ଦାବନ ଧାମ କୁ ଯାତ୍ରା କଲେ।
ଜୟ ରାଧା ଗୋବିନ୍ଦ ପ୍ରଭୁ।
ରାଧେ ରାଧେ 🙏🙏
ତାଙ୍କ ଅମର ଆତ୍ମ ର ସତଗତି ହେଉ 🙏🙏🙏
ଓମ ଶାନ୍ତି 🙏🙏
Om shanti
0:33 ଆମର ବାପା , ଗୋବିନ୍ଦ ପାଲି , ବରଗଡ଼ ଘର ର ସତ କଥା , ଧନ କୌଡା କୀର୍ତ୍ତନ ମଣ୍ଡଳୀ ଙ୍କ ସୁଲଳିତ ଭାବ ପ୍ରବଣ ଭରା କୀର୍ତ୍ତନ ଶ୍ରବଣ ପରେ , ଗୋଲକ ବୃନ୍ଦାବନ ଧାମ କୁ ପ୍ରାପ୍ତ ହେଲେ।
ଧନ୍ୟ ଉତ୍ତମ ବୈଷ୍ଣବ ଭକ୍ତ ମଣ୍ଡଳୀ ଧନ କୌଡା କୀର୍ତ୍ତନ ମଣ୍ଡଳୀ
କି ଭାଗ୍ୟ🙏🙏
Realy heart touching 😢
Radhe Radhe 🙏🙏
ମୋକ୍ଷ ମିଲବା, ଜୟ ଜଗନ୍ନାଥ ❤
ଶଯ୍ୟାଶାଇ ବୃଦ୍ଧଙ୍କ ସଙ୍ଗେ ତାଙ୍କ ପରିବାର ବର୍ଗଙ୍କୁ ସହସ୍ର ବାର ଅଭିନନ୍ଦନ । ବୃଦ୍ଧବ୍ୟକ୍ତି ଯେତିକି ଭାଗ୍ୟବାନ, ତାଙ୍କଠୁ ଆହୁରି ଭାଗ୍ୟବାନ ତାଙ୍କର ପରିବାରବର୍ଗ । କାରଣ ବୃଦ୍ଧଙ୍କ ଏପରି ସେବା କରିବାର ଇଛାକରି ସଫଳ ହେବା ସମସ୍ତଙ୍କ ଭାଗ୍ୟରେ ନଥାଏ ।
Radhe Radhe 🙏🙏
Right bhai
ମୁଁ ଭାବୁକ ହଇଗଲି। ମୋର ଆଖି ରୁ ଲୁହ ଝରି ଯାଉଛି । ଧନ୍ୟ ଏ ଶଯ୍ୟାଶାୟୀ ପବିତ୍ର ଆତ୍ମା ।
ବହୁତ ପୂଣ୍ୟ ଅର୍ଜ୍ଜନ କରିଥିଲେ ସେ ଜୀବନରେ ସେଥି ପାଇଁ ତାଙ୍କ ସାମନାରେ ଆଜି ଭଗବାନଙ୍କ ନାମ ଗୁଣ ଶ୍ରବଣ କରୁଛନ୍ତି।
Radhe Radhe 🙏🙏
Dhankouda kirtan ବାଳି ଶୁଣିଥିଲି (ଚୁଆ ଥିଲା ବେଳେ) ହେଲେ ଆଜି ଦେଖିଲି ଜୟ ଶ୍ରୀ ରାଧେ କୃଷ୍ଣ 🙏🙏
Dhanya e punyatma radhe radhe
ନିହାତି ଭାବରେ ଜୀବନର ଶେଷ ସମୟରେ ଆମେ ସଂକୀର୍ତ୍ତନ କରିବା କଥା କାରଣ ଯେତେ ପାପ କରି ଥିଲେ ବି ଯିବା ଗଲା ବେଳେ ସଂକୀର୍ତ୍ତନ କଲେ ଭଗବାନ୍ ଶ୍ରୀ ହରି କ୍ଷେମା କରି ଦିଅନ୍ତି 🙏 ଜୟ ଜୟ ଶ୍ରୀ ରାଧା 🙏
ଇ ପରମ୍ପରା ଆମେ ସଭେ ଆରମ୍ଭ କରବାର କଥା।
କନ୍ଦା ବୁବା ନି କରି କରି କୀର୍ତ୍ତନ ଭଲ ଆଏ
ଅତି ସୁନ୍ଦର.
ଏଇ ସୁଲଭ ଆଉ ଅମର ଆତ୍ମା ଙ୍କୁ ମୋର କୋଟି ପ୍ରଣାମ..... 🙏🙏🙏🙏
"""ରାମନାମ ସତ୍ୟ ହେ,,, ହରି ନାମ ସତ୍ୟ ହେ,,,,,,,, 🥲🥲🥲🙏🙏🙏
Sooner or later we will be in this old man's place. So keeping chanting Hare Krishna 🙏
Radhe Radhe 🙏🙏
Jay radhe radhe, Bhagwan samastankar mangal karun
Bahut badhia...,🙏🙏
Jiba galabele Bhagaban nka amrit Naam shuni paile...
Lots of thanks to family members.... fulfill his wishes 🙏 🙏
Jai Radhe Madhab
Jai shree Ram 🙏🙏❤️❤️❤️
Dhankauda amar sambalpur ra sabu tharu best kirtan ..❤❤
ବହୁତ ସୁନ୍ଦର କୀର୍ତ୍ତନ।
Radhakrushana
ପଶ୍ଚିମ ଓଡ଼ିଶାର ନମ୍ବର 1 କୀର୍ତ୍ତନ
Radhe Radhe 🙏🙏
Bahut sundar bhjn prshtuti very nice kirtan party❤❤ 🙏🙏
Bhagya thile ahi kirtan mile koti koti namskar guru manku 🙏🏼🙏🏼🥰
Radhe Radhe 🙏🙏
ମୃତ୍ୟୁ ସମୟରେ ଆପଣମାନଙ୍କ ଭାବ ପୂର୍ଣ୍ଣ ଭକ୍ତି ନିବେଦନ ପୁଣ୍ୟ କରିଥିବାରୁ ହି ପାଉଛନ୍ତି । ଭଗବାନଙ୍କ ପାଖରେ ନିବେଦନ ଏହି ସୁଯୋ ମୋତେ ମଧ୍ୟ milu
Nishchay miliba madam
Dhanyabada Dhankauda Kirtan Mandali Apanahi kama pain Apana manku mor Pranam Radha Gonimda🙏
Dhanyabada Bhoi Babu🙏
Nitai Gour Hari🙏🙏😢😢
Mote bi eenta kari neba prabhu
ରାଧେ ରାଧେ 🙏🙏 ବହୁତ ବହୁତ ସୁନ୍ଦର କଥା 🙏🙏🙏
Bahut badhiya
He pravu amar atma ra sath gati deun 🙏 radhe radhe 🙏
ଧନକଉଡ଼ା ଆଜ୍ଞା ମାନକର କୀର୍ତ୍ତନ ଦେଖିଲେ ଆଖି ନୁ ଆପେ ଲୁହ ବାହାରି ଯାଏସି।
ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ
Dhankauda kirtan is best pure kirtan
Eta kirtan ay 😍 💖 👌
Pranam🙏🙏Radha Gobinda He.... 🙏🙏🙏
Radhe Radhe 🙏🙏
❤❤❤❤❤amar gaon ke asab Sir ...bahut bahut bhal lagla...
Jai jagannath
Jai maa samlei
Jay shree Ram ଓମ୍ ଶାନ୍ତି
କୋଟି କୋଟି ପ୍ରଣାମ 🙏🙏🙏
ଲୁହର ସାଗର ତମରି ଚରଣେ ଗୋବିନ୍ଦ
Radhe Radhe 🙏🙏
Radhe radhe 💐💐🙏🙏
Jai jai shree Radhe Krishna 🙏🏼🙏🏼
ହେ ଭଗବାନ 🙏🙏
Radhe Radhe 🙏🙏
Ajir tak jiban re dekhi thibar sabu Bhajan nu sundar lagla eta
Apana mana nka pari putra janma Kari se bapa dhanya🙏🙏🙏🙏
ରାଧେ ରାଧେ 🙏🙏🙏
ଧନ୍ଯ ଧନ୍ଯ ଆପଣ ମାନେ ଆପଣ ମାନଙ୍କ ସାଧନା
Good job.
Every body should learn it.
Samaste sikhiba katha.
Radhe Radhe 🙏🙏
Radhe Radhe 🙏🙏
Oho ki apurba drusya mana Santi heigal😢😅
Top kirtan mandali of Sambalpur
Jay shri Ram, om SHANTI Ame samaste Aji sankalpa neu j jane sajya sayee Hele Amiti Bhagban kar nam nema...
Radhe Radhe
🙏🙏🙏
Jay shree radhe jay shree krishna❤
Dhanya dhanya
Radhe Radhe 🙏🙏
Jay jay Shree radhe
Veri good sankirtan sabke Naseeb mein se ho
ରାଧେ ରାଧେ
Radhe Radhe 🙏🙏
ଜୟ ଜଗନ୍ନାଥ ଜୟ ଶ୍ରୀ ରାମ ଜୟ ଶ୍ରୀ କ୍ରିଷ୍ଣା
Bhahut sundar kirtan
Radhe Radhe 🙏🙏
ହେ ଭଗବାନ 🙏 😥
ରାଧେ ରାଧେ ।🙏
Radhe radhe
🙏🙏🙏🙏🙏 radhe radhe Krishna 🙏🙏🙏🙏
Jay jaganath
Utam padakhep nei chhanti ehi kritanya mandali ra loke danyabad .
Radhe Radhe 🙏🙏
JAY SHREE SITARAM JAY SHREE RADHA MADHABA 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🕉🕉
ଅତି ସୁନ୍ଦର
Actual kirtan🎉🎉🎉🎉
Death ek beautiful expriences hai ,Ushko peacefully and with fully awareness Body ko Chod na chahiye ,lekin yeh impossible hai ,kiyun ki insan apna pura life Bakar cheezon me Apna time barbaad kiya ..and death ke time Rota raha ..truth hai ki kisika death nehi Hota hai ..Mritu ko utsab manao ,khusi manao ,usse khusi khusi bidai do ,ushe toh fir se neya sarir mil jayega lekin apna ka kiya ..bas same same karte raho and yahi tamasha chalate Raho.. Have a happy journey Grandpa❤
Kete punya kari thila bapa tumar bhagya
ଧନ୍ୟ ତାଙ୍କ ଜୀବନ
He pravu amer angya satgati deun 🙏🙏
Missyou.maa papa 😢😢😢😢😢
Radhe Radhe 🙏🙏
🙏ଓମ ଶାନ୍ତି 🙏
Eta k khasan kirtan 🙏
Really heart touching kirtan
Radhe Radhe 🙏🙏
....😭😭😭....
I miss you ba jay Jagannath
Radhe Radhe 🙏🙏
Very nice disistion thanks 🙏🙏🙏🙏🙏
Radhe Govinda 🙏🏻🙏🏻
Radhe Radhe 🙏🙏
Kirtan party ra jete tarif karle kam aaye❤️Radheshyam 🙏🏻🪷
Jai sri radha
Bahut sunder
Heart touching
Jay jaganath
Jay shree radhe
Radhe Radhe 🙏🙏
🙏🏿🙏🏿🙏🏿🙏🏿🙏🏿🙏🏿
Jai radhe ❤🙏🙏❤
Radhe Radhe 🙏🙏
🙏🏻
🙏🙏🙏
Jay shree Krishna
Radhe Radhe 🙏🙏