Shah Praised Dr. Mahatab A Lot At Cuttack, But Not A Word For Biju Patnaik I Nirbhay Gumara Katha

Поделиться
HTML-код
  • Опубликовано: 4 янв 2025

Комментарии • 110

  • @trilochanpatnaik6321
    @trilochanpatnaik6321 2 года назад +13

    ଧନ୍ୟବାଦ୍ ନିର୍ଭୟ ସବୁ ମଞ୍ଜି କଥା କହୁଚ।

  • @akshayakumarbhol4132
    @akshayakumarbhol4132 2 года назад +4

    ଜୟୀ ଭାଇନା ମଞ୍ଚକୁ ଆସିଗଲେ ମାନେ ଏଥର ମଞ୍ଚ ଦୁଲୁକିବ ଆଉ ବହି ବି ଜଳିବ, ମା ରାଣ ।

  • @debiprasadpanda3490
    @debiprasadpanda3490 2 года назад +8

    Nice presentation. People will be aware about the inside story of state politics and can take their own decisions.

    • @growwithkmstudio650
      @growwithkmstudio650 2 года назад

      This will never happen. The poor will be paid to vote as usual. The educated will not vote as usual.

  • @umeshbhuyan2981
    @umeshbhuyan2981 2 года назад +1

    ଭର୍ତ୍ତୃହରି ବାବୁ ଏ ସମୟରେ Amitsaha ଙ୍କ ପ୍ରୋଗ୍ରାମ କଣପାଇଁ କଲେ ତାଙ୍କ ଉଦ୍ୟେଷ କଣ ତାଙ୍କ ବିଷୟରେ କିଛି କହିଲେ ନାହିଁ ? ସେ କିଛି ଗୋଟି ଚଳାଉ ନାହାନ୍ତିତ,ଏହା ଉପରେ କିଛି ମତାମତ ଦେଲେ ନାହିଁ !

  • @saratsahoo268
    @saratsahoo268 2 года назад +2

    ଯେପର୍ଯ୍ୟନ୍ତ ଓଡ଼ିଶାରେ ବିଜେପି ଦଳ ମିଳିତ ହୋଇ ନାଲଢ଼ିବେ ରାଜ୍ୟରେ ବିଜେପି ସଫଳତା ପାଇବା କଷ୍ଟ ହେବ। ବିଜେପି ର ମହାରଥୀ ମାନଙ୍କୁ କାହିଁକି ଆଗକୁ ଅଣା ଯାଉନାହିଁ ତାହା ଜନମାନସ କୁ ଆନ୍ଦୋଳିତ କରୁଛି।

  • @sasikantkant4780
    @sasikantkant4780 2 года назад +2

    ଏଠି ମହତାବ ଉତ୍ସବ ବିଜୁ ପଟ୍ଟନାୟକ ଆସିବ କୋଉଠୁ, ଆପଣ ବୋକା କି ?

  • @rabindrarath9474
    @rabindrarath9474 2 года назад +2

    Very good analysis Thank you🙏

  • @tanmay_mohapatra
    @tanmay_mohapatra 2 года назад +13

    We are concerned about your safety nabin Babu. Your work is commendable. Salue to you.

    • @bubumohanty7263
      @bubumohanty7263 2 года назад +1

      Jagannath tanka pua nku nei tanku nishwa karideichanti...abe au daribe kanhi ki???

    • @tanmay_mohapatra
      @tanmay_mohapatra 2 года назад

      @@bubumohanty7263 ଡର ତାଙ୍କୁ ନାହିଁ ନିଶ୍ଚୟ। ମୁଁ ବ୍ୟକ୍ତିଗତ ଭାବେ ଚିନ୍ତିତ

  • @Mithun526
    @Mithun526 2 года назад

    ଭଞ୍ଜନଗର କୁ ରେଳ ପଥ କେବେ ଯୋଡ଼ା ହେବ

  • @KALINGA_NEWS
    @KALINGA_NEWS 2 года назад +3

    ବିଜେପିରେ କନ୍ଦଳ ଆଗକୁ ବଢ଼ିବ ଓ ବିଜୁ ଜନତା ଦଳର ପରବର୍ତ୍ତୀ ନିଷ୍ପତ୍ତି ଉପରେ ନଜର ରହିବ

  • @rakesh_sethy
    @rakesh_sethy 2 года назад +2

    ବିହାର ରାଜନୀତି ସହ ଓଡ଼ିଶା ରାଜନୀତି ମଧ୍ୟ ସଂଶ୍ଳିଷ୍ଟ ରହିବା। ନୀତିଶ ଯଦି ଭାଜପା ଛାଡନ୍ତି ତାହାଲେ ପୁଣି ଭାଜପା ଓଡ଼ିଶା ରେ ନୀରବ ରହିବା

  • @dibyasinghapradhan6838
    @dibyasinghapradhan6838 2 года назад

    Jay jagannath swami ♥️♥️♥️♥️

  • @kabitasahoo8385
    @kabitasahoo8385 2 года назад

    🙏👍

  • @Jindegi143
    @Jindegi143 2 года назад +1

    ଓଡ଼ିଶାରେ ବିଜୁ ଜନତା ଦଳ କୁ ଟିକେ ବିଶ୍ରାମ ଦେବାକୁ ପଡ଼ିବ କାରଣ ଭୋଟ ପାଇ ଏମାନେ ଯେଉଁ ପରି ଯୋଜନା ମାଧ୍ୟମରେ ଏ ଲୋକଙ୍କୁ ଅଳସୁଆ କରିସାରିଲେଣି ଓ ଗଦା ଗଦା ପଦବୀ ଖାଲି ପଡିବା ସତ୍ତ୍ୱେ ବି ପଦବୀ କୁ ପୁରଣ ନ କରି ପଦବୀ କୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଉଛି ଓ ସେହି ପଦବୀ ପାଇଁ ଥିବା ଅର୍ଥକୁ ସରକାର ନିଜ ଯୋଜନା ମାଧ୍ୟମରେ ଭୋଟ କିଣିଛି ସେଥି ପାଇଁ ଏଠି ଶିକ୍ଷିତ ଯୁବକଙ୍କ ଭବିଶ୍ୱତ୍ ବି ବିପଦରେ। ତେଣୁ ଏଥର ଭାରତୀୟ ଜନତା ପାର୍ଟିର ଯେ ବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଉ ତାଙ୍କୁ ଭୋଟ ଦେଇ ଓଡ଼ିଶାକୁ ବଞ୍ଚାଇବାକୁ ପଡ଼ିବ ନଚେତ୍ ଆଗାମୀ ଭବିଶ୍ୱତ ଅନ୍ଧାର ଭିତରକୁ ଚାଲିଯିବେ। ସେଥିପାଇଁ ସମସ୍ତ ଙ୍କ ସ୍ଲୋଗାନ ହେବା ଦରକାର୍ କି "ହର ହର ମୋଦି ଓ ଘର ଘର ମୋଦି"

  • @mohanharijan7091
    @mohanharijan7091 2 года назад +4

    ଗୋଷ୍ଠୀ କନ୍ଦଳ ବିଜେପି ପାଇଁ ହାର୍ ର
    କାରଣ ସାଜିବ

  • @subashbaraj8705
    @subashbaraj8705 2 года назад

    No challenge to Nabin Pattanaik, Thanks,

  • @bijaymohanty2248
    @bijaymohanty2248 2 года назад +1

    It's not the first visit of Mr Saha,to Odisha but,his visist will provide no impact in this state,as their family is under the control of troubled water .

  • @dnarayanmallick9042
    @dnarayanmallick9042 2 года назад

    Nice suggestion sir

  • @brajabandhusahoo6043
    @brajabandhusahoo6043 2 года назад +6

    Aparajia mam is the best candidate for CM

  • @AdityaBhuyanHub
    @AdityaBhuyanHub 2 года назад +3

    ଓଡ଼ିଶାରେ ବିଜେପି ନେତାମାନଙ୍କର ନବୀନ ବାବୁଙ୍କ ବିରୋଧରେ ଲଢ଼ିବା ପାଇଁ ପ୍ରତିବଦ୍ଧତ୍ତା ନାହିଁ | ସେଇ ଅମିତ ଶାହା 120 କଥା କହୁ ଥିଲେ | କଣ ହେଲା ଜାଣିଚୁ | ଓଡ଼ିଆ ଲୋକ ବିଜେଡି ଠୁ ଛତର ପାଇ ଖୁସିରେ ଅଛନ୍ତି |

  • @laxmidharapanda6086
    @laxmidharapanda6086 2 года назад +2

    ଯାହାହେଉ ବହୁଦିନପରେ ପୁନଶ୍ଚ ମହାତବ ପଲିସ ଅନୁସାରେ ରାଜନୀତି ଆରମ୍ଭ ହେବାକୁ ଯାଉଛି, ନିଶ୍ଚୟ ସଫଳତା ମିଳିବ ! କାରଣ ପୂର୍ବର ଉଦାହରଣ ଅନୁଧ୍ୟାନ କଲେ ଜଣାପଡିବ ମହାତବ ପଲିସ କେବେବି ଫେଲ ମାରିନାହିଁ ! ନବୀନବାବୁଙ୍କ ଅସହାୟତର ସୁଯୋଗନେଇ ବିଜେପି ନିଶ୍ଚୟ ସହଜରେ ସଫଳତା ପାଇବାର ସମ୍ଭାବନା ବହୁତ ଅଛି ଯଦି ଦଳୀୟ କନ୍ଦଳକୁ ପରିତ୍ୟାଗ କରିଦିଅନ୍ତି !

  • @drpanda9462
    @drpanda9462 2 года назад

    Only you know Pradhana.

  • @gobindamunda2524
    @gobindamunda2524 2 года назад +3

    Dharmendra Sir first odisha re nirbachana jiti dekhantu. Ta pare Anya... Kichhi heba

  • @ganjamlokakalaosanskuti6530
    @ganjamlokakalaosanskuti6530 2 года назад

    Bhala kahuchaa

  • @sawankedia2154
    @sawankedia2154 2 года назад +1

    First BJP state president should be changed.

  • @debashispanda5510
    @debashispanda5510 2 года назад +10

    Aparajita Madame best CM candidate for Odisha

  • @jchoudhury274
    @jchoudhury274 2 года назад +8

    Thik haichi kintu APARAJITA SADANGI nku CM candidate kole Odisha re BJP DALA stand kariba

  • @budhibamapradhan9541
    @budhibamapradhan9541 2 года назад +1

    Grass label people want next c m Aparajita mam this is the right word

  • @sailabalasasmal1071
    @sailabalasasmal1071 2 года назад

    Tqq sair aparajita madam best cm candidate becouse taker debe Pandian and CM nabin Patnaik nku example bbsr re mayar candidate only one aparajita madam without Dharmendra pradhan

  • @gunjangraphics3765
    @gunjangraphics3765 2 года назад

    ଆପଣ ଅସୀମ ଧର୍ଯ୍ୟ ଓ ସାହସର ପ୍ରତୀକ ମହାଶୟ 🙏👍

  • @manojkara9960
    @manojkara9960 2 года назад

    Apna tick sarawak rahiba

  • @dhamirona8662
    @dhamirona8662 2 года назад +1

    ପ୍ରଶାସନିକ ଅଫିସର ମାନଙ୍କ ଉପରେ ଓଡିଶା ବାସୀ କ୍ଷୁବ୍ଧ ଅଛନ୍ତି। ।।।।ଦଳ କୁ ଅତି ଶିଘ୍ର କର୍ମୀ ଓ ନେତା ଙ୍କୁ ସମ୍ମାନ ଦେଇ ଆସନ୍ତା ନିର୍ବାଚନ କୁ ସାମନା କରିବାକୁ ପଡିବ। ।।।।। ବିହାର ରେ ନିତିସ୍ ଙ୍କ ପାଇଁ ତାଙ୍କ ବିଧାୟକ ମାନେ ବିଜେପି ଠାରୁ ଛଅ କୋଟି ଟଙ୍କାର ଲାଞ୍ଚ ନେବା କୁ ମନା କରିଦେଲେ କିନ୍ତୁ ଓଡିଶାର ବିଜେଡି ବିଧାୟକ ଓ ନେତା ମାନେ ଅଫିସର ମାନଙ୍କ ପାଖରେ ଅପମାନିତ ହୋଇ କୋହ ସମ୍ଭାଳି ପାରୁ ନାହାଁନ୍ତି। ।।।। ବିଜେପି ଦୁଇ କୋଟି ସହ ସମ୍ମାନ ଦେଲେ ବିଜେଡି ର ନବେ ଭାଗ ବିଧାୟକ ଅମିତ୍ ସାହା ଙ୍କ ସହ ଚାଲିଯିବେ। ।।।।।ଓଡିଶା ରାଜନିତୀ ରେ ବହୁ ଶିଘ୍ର ଏଭଳି ଘଟଣା ହୋଇପାରେ। ।।।। ବିଜୁ ବାବୁ ନାମ କୁ ଥରୁଟିଏ ବି ଅମିତ ଶାହ ପାଟିରେ ଧରିଲେ ନାହିଁ ଅଥଚ ବିଜେଡିର ଜଣେ ବି ନେତା କିମ୍ବା ବିଧାୟକ ସାଂସଦ ଟିକିଏ ବି ଅସନ୍ତୋଷ ବ୍ୟକ୍ତ କଲେ ନାହିଁ।।।। ଏଥିରୁ ଆମେ ଯାହା ବୁଝିପାରିବା

  • @gokulanandadas4048
    @gokulanandadas4048 2 года назад

    Sir Poda Transfermer ku Modi jee Repair karideichhanti , 2024 re full light jaliba , Pradesh BJP apadasta heba sahita 27 re washout hoipare , Ehara karana BJP ra inter conflict between Aparajita mam and Dharmendra sir ,

  • @Mishra943
    @Mishra943 2 года назад +1

    BJD O BJP dinare Basanta ratire Basanti Odisha loka Boka nuhanti sir

  • @sibaprasadkhadanga4375
    @sibaprasadkhadanga4375 2 года назад

    ରାଜନୀତିରେ ଘଡିକେ ଘୋଡ଼ା ଛୁଟେ ।ଆଜିର ପରିସ୍ଥିତି କାଲି ରହେନାହିଁ ।କାଲିର ଶତୃ ଆଜି ମିତ୍ର ହୋଇଯାଏ । ଯେମିତି ବିହାରରେ ନିତୀଶ କୁମାର ବିଜେପି ସହ ସଂପର୍କ ତୁଟାଇ ଚିରାଚରିତ ଶତୃ ଆରଜେଡି ସହ ମିଶି ସରକାର ଗଢିବାକୁ ଯାଉଛନ୍ତି ।
    ବେଂଗ କହେ ବେଗୁଂଲି ଲୋ ପୃଥିବୀ କ୍ଷଣ କ୍ଷଣେକ ଆନ ।ରାଜନୀତି ପାଠ ବଡ ଗହନ ନିଶ୍ଚୟ ।

  • @amitavsarangi1883
    @amitavsarangi1883 2 года назад +3

    ଏଇଠର ମଧ୍ୟ bjp ହାରିବ odisha re.... ତାର କାରଣ bjp କର୍ମୀ ଙ୍କ ମଧ୍ୟ ରେ ଗୋଷ୍ଠୀ କନ୍ଦଳ...
    Naveen patnaik and Narendra Modi ଦୁଇ ଜଣ ଯାକ ଗୋଟିଏ ଥାଳିରେ ଖିଆ ପିଆ...

  • @bijoyketanacharya8921
    @bijoyketanacharya8921 2 года назад

    It was Mahatab 's function. So he spoke for H.K Mahatab.

  • @mahendraprusty2620
    @mahendraprusty2620 2 года назад

    🇮🇳🇮🇳🙏👣👣🙏👍

  • @petlover3379
    @petlover3379 2 года назад

    କାଲି ଅପେରାଜିତା ଆସିଲେ ତ ତାକୁ welcoming ପାଇଁ ଅମିତ ଶାହା ଆହିଥିଲେ 😛😜

  • @abineswarrout2568
    @abineswarrout2568 2 года назад

    If Respected Bhartruhari Mahatab Ji Joins BJP, then he will be tha CM face of BJP for Odisha.

  • @binodpatra6198
    @binodpatra6198 2 года назад

    Aparajita sarangi & Bijaya Mohapatra fit for president state BJP

  • @rajatamat2670
    @rajatamat2670 2 года назад +1

    Political prediction can't be done by taking the behaviour of politicians . Always political equation is formed from condition of a particular time. it's a far time for 2024.

  • @global2209
    @global2209 2 года назад

    Fast view

  • @nikukish
    @nikukish 2 года назад

    Odisha ku focus rajya dabi Kariba purba ru BJD rajya bhitore hau thiba abhela ku drsti dau. Ebebi onek Jilla paschimanchala re bikash thari bahut dura re.. jauthi pain koshal rajya dabi uthu chi.

  • @dhirendriyanaik7731
    @dhirendriyanaik7731 2 года назад

    Sir I want to talk with you for some matter

  • @sambitmohapatra6492
    @sambitmohapatra6492 2 года назад

    7:13 'ରାଜ୍ୟର ବରିଷ୍ଠ ନେତା' ବୋଲି ଭାଇ ମେହେତାବଙ୍କୁ କୁହାଯାଇଥିଲା। ଅବଶ୍ୟ ନେବୀନ୍‌ ଦାସଙ୍କ ବୟସାଧିକ୍ୟ ଏବଂ ତଦ୍ ଜନିତ ଭାବପ୍ରବଣତା ତଥା ହତାଶା ପ୍ରତି ଆମର ସମବେଦନା ରହିଛି। ସେ ଯାହା ହେଉ। ଦାସେଙ୍କର ଗୁଟେ ଖୁସି ଆଉ। ଚାଲୁ । ଚାଲୁ । #ବୁଢ଼ାକେମାଇକନାଇଁଦେବାର

  • @indrajeetsamal8131
    @indrajeetsamal8131 2 года назад

    Ache din pura county re bhi asiba bolo bjp kahuthila
    Kuade gala ache din

  • @satyabrataparida1925
    @satyabrataparida1925 2 года назад +3

    Ei Episode bhala lagila . Jaha kahile Prajatantra program re Biju Babu k nama nelenahi Amit Saha . Eha sadharana Katha jaha r program re asichhanti tahar Guna gana Kariba eka parampara .tenu ethire rajaniti nahi .2) BJP r antra kandal samadhana heba nahi Karan taku srusti Karuchhi BJD . Dharmendra Babu jadi ethire interference n karibe BJP ahuri talaku jiba .BJP r Kichhi. Neta kebal press conference karanti semankara public relations nahi . Semanku prathme Dharmendra Babu badalauntu .Astra benta tana Kara tapare Judhya ku jiba .

  • @dibakarmishra1706
    @dibakarmishra1706 2 года назад +1

    ଉତ୍କଳ କେଶରୀ କହିଲେ, କଳିଙ୍ଗ ଷଣ୍ଢକଥା କହିଲେ ନାହିଁ। ଅଛେଦିନ ଆଗୟା,

  • @debasispadhi504
    @debasispadhi504 2 года назад +1

    Next CM bhartruhari mahtab hoi paranti

  • @purnachandrasahoo3361
    @purnachandrasahoo3361 2 года назад +1

    BJP ODISHA RE SARAKARA ASUCHHI💜💙💚💚

  • @digambarbehera1022
    @digambarbehera1022 2 года назад

    Mind it , programme about prajatantra

  • @himansupatra9717
    @himansupatra9717 2 года назад

    Kichi kamadebani. Saha should first finalize who will be the Arjuna in this war.

  • @chaturbhujamahakuda3301
    @chaturbhujamahakuda3301 2 года назад +1

    Odisha re congress sarakar Kariba

  • @mithunkumarbaliarsingh1339
    @mithunkumarbaliarsingh1339 2 года назад

    ଅପରଜିତା ସରଙ୍ଗି ଭଲ ନେତ୍ରି no doubt କିନ୍ତୁ ବିଜେପି ଧର୍ମେନ୍ଦ୍ର ପ୍ରଧାନ ଙ୍କୁ CM candidate କରିବ କରନ ଏହା ବିଜେପି ର ଫର୍ମୁଲା ଅପରାଜିତା ସରଙ୍ଗି ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମିସି bjd ବିରୁଧରେ ଲଧିବା ଦରକାର୍

  • @brajakishorepadhi4022
    @brajakishorepadhi4022 2 года назад

    Bala mantra...bala chankya...ED,CBI navin pattanyak pachha re na pakai bjp diba swapna dekhiba mane kan?

  • @srikantarout1038
    @srikantarout1038 2 года назад

    Odisha ra loka bada bada stana re rahile kn loka ghia mahu re bodhe bhasibe.

  • @prasantasing771
    @prasantasing771 2 года назад

    Sabu dala re kandala thaipare kintu congress. o. B J D ra kandala Hata re padi ghata re gadilani . A katha kaha ku achha pa nahi . B J D re a jou nabakalebara hela aagaku dekha jau Kan heuchi .

  • @rabindarnathdash2512
    @rabindarnathdash2512 2 года назад +1

    ସ୍ବର୍ଗରୁ ଭଗବାନ ଆସିଲେ ମଧ୍ୟ, ବିଜପିର ଜିତିବା ଆଶା କ୍ଷୀଣ, ଯଦି ଅପରାଜିତା ଷଡ଼ଙ୍ଗୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଏ ତାହାଲେ କିଛିଟା ଉର୍ନତି ହୋଇପାରେ I

    • @narendradhada5229
      @narendradhada5229 2 года назад

      Right

    • @petlover3379
      @petlover3379 2 года назад

      ଅପେରା କୁ ଟିକେଟ ମିଳିବନି
      ସେ ଦଳ ଭାଙ୍ଗୁଛି।
      ଅଛିତା ଓ ୟୁଥ ଫର ଯାକ୍ସନ ରେ କୋଉ ଦଳରୁ ଅଧିକ ପିଲା ଅଛନ୍ତି😆😆

  • @jagannathbarik8002
    @jagannathbarik8002 2 года назад

    Apana nabin das apana asanta ilection re chankya heba katha khali kalpana karucha tume mu gata 7 barsa hela dekhouchi bjp sapoter tume but mo hisabare ethi sabu chora

  • @tapassamantray3810
    @tapassamantray3810 2 года назад

    ମୋଦି କଣ ଜମି ଓଡ଼ିଶା ଦେଇଛନ୍ତି tax payers money

  • @krishnaengineersconsultant1751
    @krishnaengineersconsultant1751 2 года назад

    Nice analysis. People are watching everything. If Shah is not given importance to Naveen and Biju Patnaik, it is his mistake. Because they actually deserve. Odisha people are giving respect and love to Naveen and Biju Patnaik.

  • @pkpanda1371
    @pkpanda1371 2 года назад

    ନବୀନ ଦାସ ଆପଣ ଅମିତ୍ ଶାହା ଙ୍କୁ ଏତେ ଗୁରୁତ୍ଵ କାହିଁକି ଗୁରୁରୁତ୍ଵ ଦେଉଛନ୍ତି?? ବିଧାୟକ ସୁର ରାଉତ ରାୟ କହିଲେ ଅମିତ୍ ଶାହା ଜଣେ ହତ୍ୟାକାରୀ । ଆପଣଙ୍କ ମତ??

  • @panchanantripathy5780
    @panchanantripathy5780 2 года назад

    Sabu sala neta chora bhitare salasutura kebala desaku lutkaribapane

  • @alhadamahanta8591
    @alhadamahanta8591 2 года назад

    Bjp bekar in odisha

  • @identifyyourself7633
    @identifyyourself7633 2 года назад

    Aji ka date odisha ra bjp members manka bhitare Kalaha band Kari party upare bahu matra re dhyana debara abasyakata achhi .

  • @panchananparida3196
    @panchananparida3196 2 года назад

    Dear Nabin Sir, Look back Bihar politics where B.J.P.' s situation please analyse.

    • @sushildas596
      @sushildas596 2 года назад

      Wait and see only after 3 to 6 months theBJP will devide Nitish's Party and will form the govt, like Maharashtra.

  • @brajabandhusahoo6043
    @brajabandhusahoo6043 2 года назад +1

    Apana Dharmendraku ete kahinki tekuchhanti.

  • @srikantarout1038
    @srikantarout1038 2 года назад

    Congress ku chakma deichhanti dui dala. Magana khia lok nka kala.

  • @biswambarbehera190
    @biswambarbehera190 2 года назад

    Nabin das. BJP ku ate gela kanhiki

  • @kunasaroj
    @kunasaroj 2 года назад

    Gote simple katha kuhantu or bujhantu...
    Chit Fund Ghotala case study kuade gala...
    e kan BJP and BJD bhitare Madhuchandrika khela nuhen ki...

  • @gobindamunda2524
    @gobindamunda2524 2 года назад

    Bjd+ congrce menta bi sambhaba.

  • @biswambarbehera190
    @biswambarbehera190 2 года назад

    Jayanarayan mishara chhodibe

  • @umeshsenapati7602
    @umeshsenapati7602 2 года назад

    Biju pattnaik ku chota pila b chinchi.harekrusna mahataab ku kie chinichi.bekar katha.

  • @TheUnknown79
    @TheUnknown79 2 года назад +1

    Shah shrushti sardarar shrashta harekrushnara Harekrushna hare rama shrushti ek bhagwan shah shrushti ram ayodhyara Dharmendra dharmavatar rashtrapita ki nathuramar

  • @laxmidharnayak4191
    @laxmidharnayak4191 2 года назад

    Day dreams __ Aji parjyanta odisha bjp kaha ingitare chaluchhi? Jaynarayan Mishra nku sesamayare kie birodh kari nayaknku opposition leader karithila? Party president kie karaichhi? Chitfund mines scam bele neta kn karuthile? Odisha voter boka nuhanti thik jabab dauchhanti Tara praman gata bye election au panchayat urban election__ like salasuturakatha samaste janileni __ Rly way minister nka election India re viral ghatana __ sorry odisha birodhi sunya

  • @jagannathmishra9840
    @jagannathmishra9840 2 года назад

    ସାର, ଯାହା ବି ହେଉ ଯେ ପର୍ଯ୍ୟନ୍ତ କଂଗ୍ରେସ ଅଛି, ଏବଂ ୧୪୭ ଟି ଆସନ ରେ ପ୍ରାର୍ଥୀ ଦେଉଥିବ, ବିଜେଡି ଦଳ ୧୨୦+
    ଭାଜପା ନିଜ ଭୁଲ ସୁଧାରିବା ଦରକାର।
    ଓଡ଼ିଶା ର ନେତା ମାନେ ସେମାନେ ଭାଜପା ଦଳ ର ହୁଅନ୍ତୁ ବା ବିଜେଡ଼ି ଦଳ ର ହୁଅନ୍ତୁ ସଠିକ୍ ଜାଗା ରେ କେହି କଥା କହି ପାରନ୍ତି ନାହିଁ ।

  • @biswambarbehera190
    @biswambarbehera190 2 года назад

    Gumarakhata BJP sorppoted

  • @bhagabanpal2
    @bhagabanpal2 2 года назад +2

    କାହିଁ ରାମ ଚନ୍ଦ୍ର କାହିଁ ରାମା ଭଣ୍ଡାରି। କାହିଁ ନିର୍ଭୟ ନବୀନ କାହିଁ ନବୀନ ପଟନାୟକ। ଏ ଚିକଣିଆ କଥା ଗୁଡ଼ା ବଜାର ରେ ବିକ୍ରି ହେଲେ ଭଲ income ହୁଅନ୍ତା। ଟିକେ ଚୁପ୍ ରହିଲେ ଭଲ ହୁଅନ୍ତା।

    • @satyaranjanpradhan2832
      @satyaranjanpradhan2832 2 года назад

      ତାଙ୍କୁ କହିବାକୁ ଦିଅନ୍ତୁ, ସେ ପରା ହଳଦିଆ ଚଷମା ପିନ୍ଧିଛନ୍ତି।

  • @Pk2018-d2h
    @Pk2018-d2h 2 года назад

    Ur analysis is biased ......Do u think without a strong leadership of nabin , Bjp had offered so many gift...thinking that nabin in its penultimate hour....

  • @prafullaojha8242
    @prafullaojha8242 2 года назад

    Aparajita madamnka odisa bjpre lokapriyata jetiki jadi madamnku CM candidate karajaye sure safalata miliba boli mu bhabuchi .

  • @sujitbahinipati4467
    @sujitbahinipati4467 2 года назад

    Though your analysis and assessment is true and based on facts but it seems like you are a Pro BJP. You know the administrative situation of the state and who controls it. I think the day is not far when you unnecessarily drag into controversy and face emergency like situation. Truth is always bitter. Let the name Nirbhay should be maintained.

  • @dusmantakarkaria5827
    @dusmantakarkaria5827 2 года назад

    Dear Nabin Sir, in present scenario BJD only good for Odisha. Neither brought to congress for peaceful ruling. Kindly don't say anything negative about BJD. If once BJP come to power in Odisha, the youth will get upset. Presently Odisha govt. giving more priority to youth.

    • @ahuman5934
      @ahuman5934 2 года назад

      The only priority the present govt gives, is the bi-colour green white flagship code of pakistan 🇵🇰 and Saudi Arab 🇸🇦. Nothing more or less.

  • @sasikantkant4780
    @sasikantkant4780 2 года назад

    ସବୁ ଦେଲ ତମର ଫାଇଦା ପାଇଁ, ଓଡ଼ିଆ ଗରିବ ପାଇଲା କଣ, ଛାତି ରେ ଦମ ଅଛି କୁହ ଓଡ଼ିଶା ରେ ଆମେ ସବୁ ଦେଲୁ ବର୍ତ୍ତମାନ ଟେକ୍ସ ଫ୍ରି ଓଡ଼ିଶା କରିପାରିବ, ରକ୍ତ ପରିସ୍ରା କରିବ ମୋଦୀ ସରକାର

  • @ramakrushnapanda2466
    @ramakrushnapanda2466 2 года назад

    Saha bala kariba, Nabin Das pagala hoi galani, au BJD gandi relagi kichhi chhodi pari lu nahi,ebe bhagaban nku Dak, bhala re Dina katiba.

  • @saratchandramishra2723
    @saratchandramishra2723 2 года назад

    If there is planing for Dharmendra Pradhan instead of Madam Aparajita Sarangi becoming Chief Minister of Odisha then BJP will continue as Opposition Party

    • @petlover3379
      @petlover3379 2 года назад

      sir dharmendra pradhan like madam operajita sarangi

    • @saratchandramishra2723
      @saratchandramishra2723 2 года назад

      @@petlover3379 What Madam Aparajita Sarangi that is spoken by all the Departments of Odisha Secretariate. Besides her political approach is so indispensable the other Leader cant be compared. Have you seen her any activities is oiling to BJD. Public at a large likes her. How many times she was offended/non-cooperated by the BJD Leaders. If in her place any other gents BJP Leader/Minister had faced situation there were numbers of murdered in Odisha. Respected brother, if you want changes in Political party in Odisha and a secure rulling with appreciable administration then choose Madam. She will never depend upon any top level Officers.

    • @petlover3379
      @petlover3379 2 года назад

      @@saratchandramishra2723 actually u know nothing regarding this..
      before 2024 u'll have clear picture regarding aparajita sarangi..

  • @akshaybehera3802
    @akshaybehera3802 2 года назад

    2024 pain bip sarkar kairiba sambhbana jathesta achhi .jadi anta kandal dura na hue tebe bjp pain ghatak heba