ଆଉ ଆସିବନି ବିଜୁଳି ବିଲ୍‌ || Zero Electricity Bill || Kanak News Digital

Поделиться
HTML-код
  • Опубликовано: 6 фев 2025
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Stay tuned to get 24/7 news updates from Kanak News Live.
    For latest Odisha News Follow Kanak News:
    Visit: kanaknews.com/
    Watch Live: www.youtube.co...
    RUclips: / kanaknewsdigital
    Twitter: / kanak_news
    Facebook: / kanaknews
    #KanakNewsDigital #SolarPanel #ElectricityBill

Комментарии • 167

  • @udechandradash6142
    @udechandradash6142 6 дней назад +11

    ଇଟା ଆର୍ ଗୁଟେ ଠକାମୀ👍

  • @gyanmahodadhi
    @gyanmahodadhi 7 дней назад +61

    ଗ୍ରମାଞ୍ଚଳରେ 😅ମାଙ୍କଡ଼ ମାନେ solar panel ଭାଙ୍ଗି ଦେବେ ❤

    • @sunilmohanty449
      @sunilmohanty449 6 дней назад

      😂😂

    • @rajprasadmalik9212
      @rajprasadmalik9212 4 дня назад

      ଠିକ୍😮କଥା😮ଭାଇ 🕉🚩🙏🏹🔱⚔️🇮🇳🕉🚩🙏⚔️🔱🏹🇮🇳

  • @NakulNayak-v6x
    @NakulNayak-v6x 7 дней назад +62

    ଆମ ଗାଁରେ ଆଳୁ ଖାଇକି ସବୁ ପଇସା ଶେଷ ହେଇଯାଇଛି ସୋଲାର ଲଗେଇବା ପାଇଁ ପଇସା ନାହିଁ

  • @brajakishorepadhi4022
    @brajakishorepadhi4022 7 дней назад +31

    ପଚାଶ ବର୍ଷ ପଯ୍ର୍ୟନ୍ତ ତୁମେ ଥିବ ନା ଦେଖିବାକୁ ନା ଲଗେଇ ଥିବା ଲୋକ ଥିବ। ସରକାର ବିନା ମୂଲ୍ଯ ରେ ଲୋକଙ୍କୁ ସୁବିଧା ଦେଉ।

    • @prasantsamal1016
      @prasantsamal1016 7 дней назад +5

      Tame cement re ghara karucha kn tame eka rahiba paie tama pila chhua agami pidhi katha bodhe chinta karuna....Nija swartha paie bodhe besi dhyaana doucha au...

    • @brajakishorepadhi4022
      @brajakishorepadhi4022 7 дней назад +4

      @prasantsamal1016 ନିସ୍ବାର୍ଥପର କିଏ। ଟିକେ ଦୟା କରି କୁହତ।

    • @TheLifeVibes
      @TheLifeVibes 7 дней назад +1

      Pagal ta

    • @TheLifeVibes
      @TheLifeVibes 7 дней назад +1

      ସୁଭଦ୍ରା ଟଙ୍କା 5 ବର୍ଷ ର୍ରେ 50 ହଜାର ମିଳିବ 78 ହଜାର ଦେଇ 3 କିଲୋ solar lagei debi ହାତ ରୁ କଣ ଯାଉଚି କି ମାଗଣା ତ ହେଇଯିବ ନବୀନ ଆସିଥିଲେ କି ବାଳ ଦେଇଥାନ୍ତା ନା ମୁଁ ବାଳ ଲଗେଇ ପାରି ଥାଆନ୍ତି

  • @JaganTarai-g1l
    @JaganTarai-g1l 6 дней назад +8

    ତା ମାନେ ପଣ୍ଡିଆନ୍ ବାବୁ ଠିକ୍ କହୁଥିଲେ ଏମାନେ ଫ୍ରୀ ବିଜୁଳି ଦେବେନି ସୋଲାର ଦବା ଆଗରୁ ସମସ୍ତଙ୍କ ପାଖରୁ ପଇସା ଆଗେ ନେବେ

  • @PRATAPGURU-kn6vh
    @PRATAPGURU-kn6vh 7 дней назад +46

    ଯୋଉ ଶଳା କହିଥିଲା ମାଗଣା ବିଜୁଳି ଦେବ ଖାଲି ମୋ ଆଗ ରେ ପଡ଼ିଲେ ଏମିତି ଅଣ୍ଡା ମାଡ଼ କରିବି ଜୀବନ ରେ ଭାବିବନି

  • @pinakdas5663
    @pinakdas5663 3 дня назад

    EMI ବା କିସ୍ତି ରେ ବି ଉପଭୋକ୍ତା ପାଇପାରିବେ, ବାଃ ବଢିଆ ବ୍ୟବସ୍ଥା ସବସିଡି ବି ଅଛି ତାହା ପୁଣି 70ରୁ 80%ଛାଡ଼। ଧନ୍ୟବାଦ୍ ମୋଦିଙ୍କୁ ଆଉ ମୋହନ୍ ମାଝିଙ୍କୁ ❤❤

  • @santoshkumarmishra2620
    @santoshkumarmishra2620 7 дней назад +12

    ମିଛ ଖବର. ବିଶ୍ବାସ କରନ୍ତୁ ନାହିଁ

  • @Upendra750
    @Upendra750 7 дней назад +23

    ଭାଇ ଫ୍ରୀ ସୋଳର କଲେ ଭଲ ହେବ ଯେ ସୋଲାର ଦେବ ସେଟା ଓନ୍ ଗ୍ରିଡ ବିନା ବିଜୁଳୀ ରେ ଚାଲିବ ନାହିଁ ପଇସା ଖର୍ଚ୍ କରି ଲାଭ କଣ

    • @rajaram3541
      @rajaram3541 3 дня назад

      birku thik katha yeh mane Business kariba pain lokonku boka bau chanti

  • @bikashkumarnayak9719
    @bikashkumarnayak9719 7 дней назад +7

    ଗୋଟେ ଗ୍ରାମାଞ୍ଚଳ ସାଧାରଣ ଲୋକ ୨ଲକ୍ଷ ୧୫ ହଜାର ଯୋଗାଡ଼ କରି ଡିପୋଜିଟ କଲେ ସରକାର ଟଙ୍କା ଘରେ ସୋଲାର. ବିଜୁଳି ଲଗେଇବେ ତାହେଲେ ସରକାର. କଣ ନିହାଲ କରିଦେଲେ କି ଆଗ ପଇସା ଦବକୁତ ପଡିବ ନା

  • @SaswatMishra-f8l
    @SaswatMishra-f8l 6 дней назад +2

    ବ୍ୟାଟେରୀ କେତେବର୍ଷ ଯିବ ? ଇନଭରଟର ଖରାପ ହୋଇଗଲେ ଠିକ୍ କେତେ ଦିନ ଭିତରେ ହେବ ? ନା ଅନ୍ଧାରରେ ରହିବାକୁ ପଡ଼ିବ ? ମାଙ୍କଡ଼ ଡେଇଁ ସୋଲାର ପ୍ୟାନେଲ ଭାଙ୍ଗିଲେ ନୂଆ କିଣିବାକୁ ପୁଣି ପଡ଼ିବ ନା ମାଗଣା ମିଳିବ ? ମେଘୁଆ ପାଗରେ କିମ୍ବା ବର୍ଷା ଦିନେ ବ୍ୟାକ୍ ଅପ୍ କେତେ ଦେବ ? ବ୍ୟାଟେରୀ ପୁରୁଣା ହେଲେ କେତେ ଘଣ୍ଟା ଚାଲିବ ? ତମେ ବେପାର କରିବ ଯଦି ଏଗୁଡ଼ିକ ର ଉତ୍ତର ଦିଅ. ଓଲା ଗାଡ଼ି ନେଇ ସୋ ରୁମ୍ ଆଗରେ ଫିଙ୍ଗିଲା ଭଳି ଅବସ୍ଥା ନ ଆସିବା ଦରକାର. ନୂଆ ନୂଆ ସବୁ ଭଲ, ପୁରୁଣା ହେଲେ ଜଣା ପଡ଼ିବ. କାହିଁ ସରକାର ନୂଆ ସୋଲାର ପ୍ରକଳ୍ପ ସ୍ଥାପନ କରି କମ୍ ଦାମ୍ ରେ ଉପଭୋକ୍ତାଙ୍କୁ ଯୋଗାଉ ନାହାଁନ୍ତି.

  • @RajendraDhal-sf3zo
    @RajendraDhal-sf3zo 7 дней назад +5

    ଆମ ଗାଁ'ରେ ପ୍ରତିଦିନ 50 above ମାଙ୍କଡ ପ୍ରତ୍ୟେକ ଘରକୁ 14 times ଖାଲି ଦିଆଁ ମାରୁଛନ୍ତି.. ସେ solar panal କୁ ଭାଙ୍ଗିକି ଚୂନା କରିଦେବେ 😂😂

  • @SibaramKhilar-s7t
    @SibaramKhilar-s7t 7 дней назад +7

    ଏଇଟା BJP ସରକାରର ଗୋଟେ ବ୍ୟବସାୟ । Solar light ଲଗାଇବୁ,tapaja ହେଉ ,କିମ୍ବା ଜଳଜ ବିଜୁଳି ଶକ୍ତି ଯାହା ଉତ୍ପନ୍ନ ହେବ ତାକୁ କମ୍ପାନୀ କୁ ବିକିବ,କମ୍ପାନୀ ବିଲ ଦେଇ ନପାରିଲେ ତାକୁ ଲକ୍ଷ ଲକ୍ଷ ଟଙ୍କା ଛାଡ କରିବ,ଇa ହେଉଛି ଜନତାଙ୍କ ସରକାର ,ଗରିବଙ୍କ ସରକାର ।

  • @jagannathghadei538
    @jagannathghadei538 7 дней назад +3

    ଯେଉଁଗୁଡିକ ଜାଗାରେ ମାଙ୍କଡ଼ ଥିବ ,ସେହି ଜାଗାରେ ସୋଲାର ଲଗେଇବେ କିଛି ଅସୁବିଧା ନାହିଁ

  • @UnmarriedFamilyMan
    @UnmarriedFamilyMan 6 дней назад +3

    କନକ ନ୍ୟିଜ୍ ଦୟାକରି ଟିକେ ଧ୍ୟାନ ଦେବେ ଏହା କଣ NGO ମାନେ ମଧ୍ୟ ଡକ୍ୟୁମେଣ୍ଟ collection କରି OTP ଇତ୍ୟାଦି ମାଗୁଛନ୍ତି ଏହା କଣ ସତ କି। ଏମିତି ଏକ NGO ଅଛି ଯାହାର ନାମ - ମାନସି ହ୍ୟୁମାନ ଫାଉଣ୍ଡେସନ ଏମ୍ପାୱେରମେଣ୍ଟ ଟ୍ରଷ୍ଟ। ଏହା କଳିଙ୍ଗ ନଗର, ଭୁବନେ୍ବରସ୍ଥିତ ବୋଲି କହି ଲୋକ ଠାରୁ ଡକ୍ୟୁମେଣ୍ଟ ଆଣୁଛନ୍ତି ଏହା ସତ ରେ ଅଛି କି ଏହି NGO ଟିକେ ଧ୍ୟାନ ଦେବେ କି ??

  • @janmejaydasjanmejaydas7696
    @janmejaydasjanmejaydas7696 6 дней назад +4

    Battery ta 5year chaliba 25year kemiti chaliba

  • @priyankabiswal8116
    @priyankabiswal8116 5 дней назад +1

    ବିଜେପି କୁ ଅନୁଭବ ବେଲଜ୍ୟା ଯାତ୍ରା ପାର୍ଟି ବୋଲି କହିଥିଲେ 👌🏻👌🏻👌🏻👌🏻ସତରେ ବିଜେପି ର ନୂଆ ନାଟକ... କିନ୍ତୁ ଗରୀବ ଲୋକ ଦେଖିପାରିବେନି

  • @dillipjena5818
    @dillipjena5818 7 дней назад +8

    ଆଉ ଦିନକୁ କେତେଥର ଲାଇନ କଟା ହେବ।

  • @rabinarayanpati9641
    @rabinarayanpati9641 6 дней назад +1

    ସୋଲାର ଜେନେରେଁସନ ଠିକ ଅଛି ହେଲେ ମାର୍କେଟ ରୁ କିଣିବା ଆଉ govt ର ଫରକ ଅଛି. Govt ର ସୋଲାର ଯୋଜଣା ନୂଆ ନୁହେଁ OREDA ର ବହୁତ ସାରା ସ୍କମୀ ଥିଲା ଯେମିତିକି, ସୋଭାଗ୍ୟ ସୋଲାର ଓଡ଼ିଶାରେ ଥିଲା 7year ପୂର୍ବରୁ , ଏମିତି ବହୁତ ସାରା ସ୍କମୀ ଥିଲା ସୋଲାର system ରେ ଲୋକ ମାନେ ବହୁତ ହଇରାଣ ହୁଅନ୍ତି

    • @rabinarayanpati9641
      @rabinarayanpati9641 6 дней назад

      ଶୋଭାଗ୍ୟ project ରେ ଲୋକ ବହୁତ ହଇରାଣ ହୁଅନ୍ତି ସେମାଙ୍କୁ ସେ ଅସୁବିଧାରୁ କୋଣସି ଲୋକଙ୍କ ଦୃଷ୍ଟି ଯାଉନାହିଁ, ବହୁତ ସାରା ଗାଁ ଅଛି ଓଡିଶା ରେ ସେଠି ସୋଭାଗ୍ୟ ର home light system ଦିଆଯାଇଅଛି. ହେଲେ ସେ କାମ କେମିତି କରେ ପ୍ରତେକେଟ ଟି ଲୋକ ଙ୍କର ଦେଖିଲେ ଜାଣି ପାରିବେ. ସେଇ solar system ଟି 48volt DC supply ରେ ଚାଲେ ଆଉ ସେଥିରେ ସେ ଦେଇଥିବା bulb ବି 48 volt DC supply ନେଇଥାଏ ହେଲେ ଯଦି କୋଣସି କାରଣରୁ bulb fuse ହେଇଯାଏ ta market ମିଳିଵା kastha କର.
      Govt ର ଗୋଟେ home light kit ର ଦାମ 80,000/-ହଜାର ଟଙ୍କା ଓଡିଶା ରେ 1 ଲକ୍ଷ୍ୟ ରୁ ଅଧିକ ଗରିବ ଲୋକଙ୍କୁ ମିଳିଚି. ବହୁତ ସାରା gaon ଅଛି ଯୋଉଠି solar grid ବି ହେଇଚି,ନା ସେଠି mentenance ରେ କିଏ ଅଛି ନାହିଁ ସେ syatem ଚାଲୁଚି.

  • @dayanandamarandi9610
    @dayanandamarandi9610 5 дней назад

    ଲଣ୍ଠନ ହି ଭଲ ଥିଲା ...କିରୋସିନ ଦିଅ😂😂😂

  • @harishdhal6611
    @harishdhal6611 6 дней назад +1

    Laen gala pare light jaliba na nahi kahile ni je sir

  • @hariharapanda678
    @hariharapanda678 7 дней назад +4

    ଚାଳ ଘରେ କୋଉଠି ଲଗେଇବେ

  • @youtubersj9610
    @youtubersj9610 7 дней назад +2

    ମିଛ

  • @RanjanSahoo-y9w
    @RanjanSahoo-y9w 5 дней назад

    Barsha hele kemita chaliba solarlit

  • @Sagar11532
    @Sagar11532 5 дней назад +1

    Bjd kahithila july 2024 tharu electric bill asibani . But bjp b sehi katha pratisruti deithila . Kintu ate katha bjp ta setebele janei nathila

  • @bikashkumarnayak9719
    @bikashkumarnayak9719 7 дней назад

    3kw ପାଇଁ ଆମକୁ ପ୍ରଥମେ କେତେ ଟଙ୍କା ଡିପୋଜିଟ କରିବାକୁ ପଡିବ ତହତ କହିଲେ ନାହିଁ

  • @hanumantabarik
    @hanumantabarik 7 дней назад +2

    Ok.

  • @SUPER-e7e
    @SUPER-e7e 7 дней назад

    କେତେ ସବ୍ ସିଟି କହିଲେ କିନ୍ତୁ କେତେ ଟଙ୍କା ଦିଆଯିବ କହିଲେ ନାହିଁ ।ଏଇଟା କଣ ବିନା ବେଟେରୀ ବାଲା ଯେ ୨୫ ବର୍ଷ ଚଲିବ

  • @abhibiswal8750
    @abhibiswal8750 7 дней назад +6

    ତୁ କନକ ଲତା ଲୋକଙ୍କୁ ପଇସା ଦେବୁ କି ,, ଓଃ ଏଇଟା ବୋଧେ 300 ୟୁନିଟ୍ ଫ୍ରି

    • @arpitapradhan4367
      @arpitapradhan4367 7 дней назад

      😂😂 au subhdra baki rahigala

    • @JituBisoyi-n3d
      @JituBisoyi-n3d 7 дней назад

      କନକ ଲତା ଆମକୂ ସୋଲର ଦରକାର ନାହିଁ ୩୦୦.ଔନିଟି ଦରକାର😊😊

  • @ChandrasekharSanta-r8l
    @ChandrasekharSanta-r8l 7 дней назад +1

    ମୋବାଇଲ ଚାର୍ଜ କଲେ ଜଲଦି ଖରାପ ହେବ 😅

  • @pratimaparida6541
    @pratimaparida6541 6 дней назад +1

    Monkey sabu bhangideba

  • @latsaheb1947
    @latsaheb1947 5 дней назад

    ଶଳା ବାଳ news ଵାଲା ତମକୁ ଲଜ୍ଜା ନାହିଁ. ଏମିତି କଣ ପାଇଁ ଲେଖୁଛ ମୂର୍ଖ ମାନେ ହିଁ news ଵାଲା ହେବାକୁ ପସନ୍ଦ କରନ୍ତି

  • @birendrasahu8282
    @birendrasahu8282 7 дней назад +4

    ସୂର୍ଯ୍ୟ ଙ୍କୁ କଷ୍ଟ ଦେଇ ଆମେ ଭଲ ରେ ରହିପାରିବାତ.
    ସୂର୍ଯ୍ୟ ହଉ ଛନ୍ତି ଚଳନ୍ତି ଠାକୁର.
    ଜଳ ଦେବତା ନୁହଁନ୍ତି. ସୂର୍ଯ୍ୟ ଙ୍କ କୋପରୁ ବଞ୍ଚି ପାରିବାତ. ଦେଖାଯାଉ.

  • @ajaykumardash9999
    @ajaykumardash9999 6 дней назад

    Battry 25years jiba ki nai

  • @Dipak-j2n
    @Dipak-j2n 4 дня назад

    200 unit bijuli free kara

  • @amitawara33
    @amitawara33 6 дней назад

    Thumbnail padhi lagila free bijuli debe ki ,

  • @gugimohanty472
    @gugimohanty472 7 дней назад +1

    Actually gotethara investment kara. Are behia investment ra interest kuadegala. Paesa dalee mu jalaibi.

  • @mahendraraut8438
    @mahendraraut8438 7 дней назад

    ଅସତ କଥା କୁହନି ନର୍କେ ପଡିବ

  • @manojsahu2039
    @manojsahu2039 6 дней назад +1

    ତମ video ର ଲେଖା style କୁ ମାନିବାକୁ ପଡିବ,ଭାବୀଛ ଏମିତି ଲେଖି ଲୋକଙ୍କୁ ଭକୁଆ ବନେଇବା , ଯେତେ ହେଲେ ବି el duty charge ଦେବା ପାଇଁ ପଡିବ ।

  • @basantisahoo
    @basantisahoo 7 дней назад +2

    Subsidy boli lokanku bhuan banaucha

  • @ajaykumarbarik3274
    @ajaykumarbarik3274 6 дней назад

    Airtle Capani kahithila 999 tanka richaja kale life time call aasiba kuade gala

  • @naiklucky21
    @naiklucky21 6 дней назад

    Samastanku jana au kahiba kichi darkaar nai

  • @babuliho83
    @babuliho83 7 дней назад

    ଛାଳ ଘରେ 🏠 ଲାଗିପାରିଵକି

  • @sunilkumarbeherasunilkumar7370
    @sunilkumarbeherasunilkumar7370 7 дней назад

    Kanak news daba solar nageibaku

  • @SarojDash-um6hn
    @SarojDash-um6hn 7 дней назад

    Thare apply kari dekha 3kw paine 2lakh15 th debakupadiba

  • @PremanandadasPremananda
    @PremanandadasPremananda 7 дней назад +1

    Athi samasta nku bhakua bhabucha ki

  • @S.K.C.7944
    @S.K.C.7944 6 дней назад

    300 unit free kebhe debe

  • @TapanPatra-k9v
    @TapanPatra-k9v 6 дней назад

    ଛାଡ ହୋ 😂😂😂😂 ଏ ଥର ମାଗଣା ସୋଲାର ମିଳିବ

  • @kahnaicharanparida6441
    @kahnaicharanparida6441 7 дней назад +1

    ବିଜୁଳି ମାରିଲେ କଣ କରିବେ

  • @KUMAR_SANU_SAHOO
    @KUMAR_SANU_SAHOO 6 дней назад

    Gote Poor family kn loan kariki payment Kariba ? 😂 Jadi unit ku bahut low amount karidiante bahut bhala huanta . Jaha per month 200 to 400 amount huanta to gote poor family no tension.

  • @samarendrasamantray3907
    @samarendrasamantray3907 7 дней назад

    Please web address of solar system.

  • @Maheswarkandi0
    @Maheswarkandi0 7 дней назад +1

    The system should be made easy. The cosumer be allowed to deposit initial amount excluding subsidy and solar be installed . The rest amount the vender may get from govt.
    amount

  • @Sdpratik
    @Sdpratik 6 дней назад

    Kebe debe

  • @sudhirkumarjenasudhir6166
    @sudhirkumarjenasudhir6166 6 дней назад

    Jaha namare elekttri nanhi se kemiti solar pen bashaiba kuhantu jay jagannath 🙏🙏🌺🏵️

  • @sivhaasivhaa9886
    @sivhaasivhaa9886 7 дней назад +1

    Kete din chaluchi repair katha kuha news bala a sabu ame janichu. Warranty guarantee bisayare kuha maintenance bisayare kuha. Kemitika reporter heicha

  • @SamirPradhan061
    @SamirPradhan061 7 дней назад

    ଲଜ୍ୟ ନାହିଁ ମୁଁହଁକୁ

  • @CB-tt8sk
    @CB-tt8sk 7 дней назад +1

    Bulei bulei ki same katha

  • @ktuna7321
    @ktuna7321 7 дней назад +1

    A sabu hele sarkar marijiba 😅😅😅

  • @sknesar6252
    @sknesar6252 6 дней назад

    Chalibo ki nahi kiye kahiba au kharap hele kaha ku kahibe mora dokan achhi inverter battery and solar ro kehi bhi karibe ne sabu nela pare chaliba ni aama e pate semoti bahut haichi fr0d

  • @sektophani2774
    @sektophani2774 7 дней назад

    BJP bhagao desh bachao Modi ji ko bhagao

  • @anilkaran2462
    @anilkaran2462 7 дней назад

    Plz solar system karani surya kiran adhika taniba 1 re gachha snkhya kam 2 re solar system kale loka aau banchi beni kharare marijibe .....plz solar system band kara gachha lagao jadi banchi baku chanhucha

  • @srinivasnayak6544
    @srinivasnayak6544 6 дней назад

    Paid media active hoigala

  • @JuliDutta628
    @JuliDutta628 5 дней назад

    Somotonku 5000milu

  • @SubrataGamer-s4q
    @SubrataGamer-s4q 4 дня назад

    78000. Rs . kharcha. Light. Jalaiba. Lukusan. Hab. Adik

  • @sarojinimallick4099
    @sarojinimallick4099 7 дней назад

    ଫେକୁ ଚାଚା ଙ୍କ ଗୋଦି ମିଡ଼ିଆ 😂😂

  • @nabaghanasahu9660
    @nabaghanasahu9660 7 дней назад +1

    Adani ki pura Arabpati baneiba Modi .

  • @gugimohanty472
    @gugimohanty472 7 дней назад

    Battery 🔋 kahara. Keu company ra.

  • @Aswinagomango
    @Aswinagomango 6 дней назад

    Micho 6 month re sabhu karap ehijauchi
    Don't believe

  • @sambitmandal6767
    @sambitmandal6767 7 дней назад +1

    Impossible...

  • @KalandiMalik-t2q
    @KalandiMalik-t2q 6 дней назад

    A need to money

  • @rudraprasadnath1834
    @rudraprasadnath1834 7 дней назад

    Tame Tama ghare aaga lagaaa..... tapare kahiba...

  • @hrudanandasahuofficial
    @hrudanandasahuofficial 7 дней назад

    BJPSARAKAR JINDABAD 🪷

  • @jivanswarupberdhan6410
    @jivanswarupberdhan6410 7 дней назад +1

    Ea g mara sarkar

  • @subratbehera5532
    @subratbehera5532 6 дней назад

    Mu janithili

  • @PravakarParmanik
    @PravakarParmanik 7 дней назад

    300 fel pradhana babu

  • @BibhutibhushanNayak-
    @BibhutibhushanNayak- 7 дней назад

    Paisa kie daba

  • @damodarsahu2775
    @damodarsahu2775 7 дней назад

    ଫ୍ରୀ ସରକାର

  • @mamatamaharana1784
    @mamatamaharana1784 2 дня назад

    Bahut swapna dekheila..gudae jojona karila..au sahi hebani sarkar nkr ete daya..achhe din.. amrit kala .. Maha Kumbh..chhad ho.. Modi deba..300 unit

  • @ranjansahoo4391
    @ranjansahoo4391 7 дней назад

    Sarkar aga bujhantu lokanka tax paisare tiari heithiba bijuli santharu bijuli ki a neba. Jadi loka solar lagaibe puni bill kana pain debe. Company mane bijuli nebe ebang chhada paibe.

  • @biplabsarangi93
    @biplabsarangi93 6 дней назад

    300 unit magana

  • @pinakdas5663
    @pinakdas5663 3 дня назад

    ବହୁତ୍ ଭଳକଥା, ଧନ୍ୟବାଦ୍ BJP government ❤❤

  • @subhransupanda4014
    @subhransupanda4014 6 дней назад

    Kanak nuhe chanak chanel

  • @bamansahu6900
    @bamansahu6900 7 дней назад

    In 3kw SOLAR SYSTEM AC CAN RUN OR NOT What is the maintance / month who will done whether extra unit Tpltd take or not

  • @SomsomBanjara-z1w
    @SomsomBanjara-z1w 7 дней назад +1

    Solar upar Daru pi ke pathar Marne se kya hoga

  • @अजय-नायक
    @अजय-नायक 6 дней назад

    😅😅😅😅 ये गोदी मीडिया न्यू विज्ञापन😅😅😅😅😅 उनको पूछना क्या हे इनको उतर देने बाला बताता हे😂😂😂200यूनिट 🆓 का क्या हुआ😅😅😅😅

  • @pratapbiswal7507
    @pratapbiswal7507 7 дней назад

    Lokomanaku thakibara nua tarika

  • @LipimeherLipimeher-xw9vc
    @LipimeherLipimeher-xw9vc 7 дней назад

    Gariba ete tanka kuade ani deba

  • @goldenbassboosted
    @goldenbassboosted 7 дней назад

    Me to kuch or hi samaj Raha tha...

  • @nirakarbehera5612
    @nirakarbehera5612 7 дней назад

    Bala katha

  • @DaudaDaudaraita
    @DaudaDaudaraita 6 дней назад

    ଫାଲତୁ ଖବର

  • @ashutoshsahu2361
    @ashutoshsahu2361 7 дней назад

    Sarakar prathame mla, sarakari karjyalayare lagai lokamananku dekhantu, jumlabaj.

  • @abhijitpattanaik671
    @abhijitpattanaik671 7 дней назад +2

    ଇଏ ଓଡିଶା ରେ ଚାଲିବନି

  • @s.smeher5789
    @s.smeher5789 6 дней назад

    G-maara dhanda

  • @PradeepTripathi-f6w
    @PradeepTripathi-f6w 7 дней назад

    Magana re diajau

  • @BinodiniRoutBinodiniRout
    @BinodiniRoutBinodiniRout 7 дней назад

    Bjp farsh plan

  • @prafullakumardas766
    @prafullakumardas766 7 дней назад

    Namaskar,
    My self prafulla Das, Remina. Balasore. I have apply. Recive mob call from life line solar bbsr. The cost is about 2 lakh 18 thousend poor poor people it is not possible.
    Pls advise how to get solar in min cost.

  • @duryodhanbehera9364
    @duryodhanbehera9364 6 дней назад

    At night you need battery,ishi batteryme sabkuchh cheating hai,aap batteryme phosi jayenge,then you crying and crying and crying,rupeeya gan ganke,samjha.ok.

  • @hemantasahoo4867
    @hemantasahoo4867 7 дней назад

    Kebala Naveen pattnayak kahi thile ayu asibani electri bil Naveen pattnayak kahithile

  • @GanapatiPujari-n6n
    @GanapatiPujari-n6n 4 дня назад

    E miti Kete katha galani sabu micha

  • @jaganminz5738
    @jaganminz5738 День назад

    Modi kuade gola 300 unit kuadegola