CMC Officials Raid Hotels At Medical Road In Cuttack

Поделиться
HTML-код
  • Опубликовано: 15 ноя 2024

Комментарии • 2,3 тыс.

  • @gayatritripathy3120
    @gayatritripathy3120 3 года назад +311

    ସାର୍ ଆପଣଙ୍କ ପିଲାମାନଙ୍କର ରାଣ ଦୟାକରି ବଡ଼ବଡ଼ ହୋଟେଲ ଗୁଡାକୁ ରେଡ୍ କରି ଆପଣ ସାହାସୀ କତା ପ୍ରକାଶ କଲେ ଆମେ ଜନତା ଖୁସି ହେବୁ।

    • @CRICKETLOVER8971
      @CRICKETLOVER8971 3 года назад +1

      Right bro

    • @pradeepmohapatrakumar6229
      @pradeepmohapatrakumar6229 3 года назад +3

      Bad bad hotel paesa dee babu manka muha cupa karidechanti.

    • @pitabas2493
      @pitabas2493 3 года назад +4

      ଭାଇ ସେ ଜାଗା ରେ ବାସୀ ଖାଦ୍ୟ ଦେଇଛନ୍ତି

    • @honeynayak9053
      @honeynayak9053 3 года назад +1

      Right sir jane niriha gariba lokar khadya nasta

    • @sushanthmaharana2724
      @sushanthmaharana2724 3 года назад +1

      Bhai
      Aimane bada bada hotel room Commission Mile sathipani
      jiba nahi
      Au gariba ku dakhuchhanti

  • @prataprath3632
    @prataprath3632 3 года назад +182

    SCB ମେଡିକାଲ ପାଖରେ ଥିବା ସମସ୍ତ ହୋଟେଲ ମାନଙ୍କ ରେ ଏହି ଭଳି ଖାଦ୍ୟ ବିକ୍ରି କରାଯାଏ

  • @kishorekumarcreative
    @kishorekumarcreative 3 года назад +89

    ସବୁ ଠିକ୍ ଯେ କିନ୍ତୁ ବଡ଼ ବଡ଼ ନା କରା ହୋଟେଲ୍ ରେ ଚଢାଉୁ କରନ୍ତୁ ଜାଣି ପାରିବେ ଖାଦ୍ୟ ଠିକ୍ ଅଛି କି ଖରାପ

    • @Unnecessarily_Honest
      @Unnecessarily_Honest 3 года назад

      ଆପଣ ଅଭିଯୋଗ କରନ୍ତୁ ନିଶ୍ଚୟ ଯିବେ

    • @YOUTUBER-ct1qq
      @YOUTUBER-ct1qq 3 года назад

      Rite

    • @mrchandu8730
      @mrchandu8730 3 года назад +3

      Tanka gandire pani nahi re bhai bada hotel ku jiba pai

    • @p.sgaming773
      @p.sgaming773 3 года назад +1

      Tik katha bada hotel gale tanka ganfi re badi pureaidebe

    • @bapass4984
      @bapass4984 3 года назад +3

      ବଡ ହୋଟେଲରେ ବଡ ବଡ ଫ୍ରିଜେର ଅଛି,,,ଥରେ ରୋଷେଇକଲେ ପୁରା ମାସେ ବିକିବେ,,ଆଉ ମସଲା ତ ଛ ମାସ ରେ ଥରେ।।ଫରକ ଖାଲି ଏତିକି ଯେ, ଏମାନେ ଖୋଲା ରଖୁଛନ୍ତି, ଆଉ ସେମାନେ କାଚ ଘରେ।।।

  • @rishavranjanojha7829
    @rishavranjanojha7829 3 года назад +137

    ଏ ସବୁ ଖାଇଲେ ଲୋକ ମରିଯିବେ କୀନ୍ତୁ ପାନ, ବିଡି, ଗଂଜେଇ, ମଦ, ଖଇନି, ସିଗାରେଟ ସବୁ ନିଶା କଲେ ଲୋକ ଉନ୍ନତୀ କରିବେ 😂😂 ୱା ଆମର ସରକାର 🙏....

    • @JAYJEET-
      @JAYJEET- 3 года назад +1

      😂😂😂

    • @satyamshivam4203
      @satyamshivam4203 3 года назад +3

      ଭାଇ ବର୍ଷା ଯେଆଡେ ଛତା ସେଆଡେ ।ମଦ ,ଗୋଟକା ରୁ ରାଜସ୍ବ ଉଠୁଚି।କିନ୍ତୁ ଖାଦ୍ଯରୁ ଉଠୁନି।

    • @milujena3237
      @milujena3237 3 года назад

      @@satyamshivam4203 jeun thiru ki neta mantri mala mal heuchanti
      Thik kahicha

    • @niranjanmoharana59
      @niranjanmoharana59 3 года назад

      Bhai pura thik kahicha

    • @sorz26
      @sorz26 3 года назад +2

      ପାନ, ବିଡ଼ି, ସିଗାରେଟ୍ ଏସବୁ ଲୋକ ନିଜ ଇଚ୍ଛା ରେ ଖାଆନ୍ତି, ଜାଣି ଜାଣି କି ଦେହ ଖରାପ ହେବ, ତା ସତ୍ତ୍ୱେ କିନ୍ତୁ ଯେଉଁ ନିରୀହ ଲୋକ ହୋଟେଲ୍ କୁ ଭଲ ଖାଦ୍ୟ ଖାଇବା ଆଶା ରେ ଯାଇ ଏଭଳି ବିଷାକ୍ତ ଖାଦ୍ୟ ଖାଉ ଛନ୍ତି ସେଥିରେ ସେଇ ଲୋକ ମାନଙ୍କ ର କଣ ଭୁଲ୍? କହିବା ଆଗରୁ ଭାବି ଚିନ୍ତି କୁହ

  • @sunilsagarsahu1235
    @sunilsagarsahu1235 3 года назад +114

    🙏 please don't waste food
    Distribute/feed them to animals
    Even foods are not able to eat, then throw them... As per rule

    • @odishagamer9682
      @odishagamer9682 3 года назад +7

      amane waste hau boli chahuchhanti dokani mane apana jani nahanti basi khaiba dianti

    • @odishagamer9682
      @odishagamer9682 3 года назад +6

      Animals nka jibana achhi

    • @Lipan551
      @Lipan551 3 года назад +4

      Kukura Khaeba Nahi Ye Basi Food..Kan Na Distribute 😂😂

    • @AmlanAditya2019
      @AmlanAditya2019 3 года назад +4

      No one is worse animal than humans ☺️

    • @Are_k_rapper
      @Are_k_rapper 3 года назад

      Bhai basi khaiba kou thu asila medical road re taw sabu bele loka adhika sethi hotel mananka khaiba nianta hue basi kemti hela

  • @sapanmohapatra8049
    @sapanmohapatra8049 3 года назад +147

    Government should take action every hotel everyday.

  • @bestbroilerchicksinodishaf4662
    @bestbroilerchicksinodishaf4662 3 года назад +39

    କେତେ 3।4।5***** ହୋଟେଲରେ ରେଡ଼ କରି ଦେଖାଅ
    ସେ ସବୁ ତମ ଜାତକ ରେ ନାହିଁ

  • @aaentertainment9228
    @aaentertainment9228 3 года назад +251

    ଠିକ୍ ହେଲା ହେଲେ ଖାଲି ଏଇ ହୋଟେଲ ଆଉ ଗୋଟେ ଦିନ ଚଢ଼ଉ କରିଦେଲେ ହବନି ତମେ ସେଇ ଦାୟିତ୍ୱ ରେ ଅଛ ମାନେ ରେଗୁଲାର ଚଢ଼ଉ କରିବା ଦରକାର

  • @rinkimarandi6970
    @rinkimarandi6970 3 года назад +10

    ରେଡ୍ ଚଡଉ ବାଲା ଖାଲି ଛଟ ବେପାରି ମାନଙ୍କୁ ହିଁ ଦେଖି ପାରନ୍ତି ବଡ଼ ହୋଟେଲ୍ ମାନଙ୍କରେ ତ କିଛି କରି ପାରିବେନି ନାଁ ତାଙ୍କର ଗାଣ୍ଡି ଫାଟିଵ ସଳା 🔥🔥🔥🔥🔥🔥🔥🔥🔥🔥🔥🔥🔥🔥
    ଦୟାକରି ଛୋଟ ବେପାରି ମାନଙ୍କୁ ଏମିତି ହ‌ଇରାଣ କରନ୍ତୁ ନାହିଁ 🙏🙏

  • @techexplainedbymanoj
    @techexplainedbymanoj 3 года назад +222

    Not only street food but some of the hotel and restaurant food also are the same , officials should do regular visits to them also .

  • @Murmukolaa
    @Murmukolaa 3 года назад +280

    ଯେ କୌଣସି ହୋଟେଲରେ ଆପଣଙ୍କୁ ଫ୍ରେସ ଖାଦ୍ୟ ମିଳିବ ନାହିଁ। ଏହି ଭଳି ଆକ୍ସନ ହେଵା ଉଚିତ ତାହା ହେଲେ ହୋଟେଲ ବାଲାଙ୍କ ଚେତା ପଶିବ ।

    • @rasmikantamohanty.4628
      @rasmikantamohanty.4628 3 года назад +1

      Public heochanti sabuthu maha harami sethi pain G maruchanti. Semane ta basichanti G mariba pain.

    • @sujataswainvlogs
      @sujataswainvlogs 3 года назад

      Right

    • @Pri1soni
      @Pri1soni 3 года назад +1

      Bhai jaiki thre dekha experience nia ta thu kharap khaiba aibni kouthi b sethi gupchup wla b bht khrp dauchhi

    • @cosmicGIGA-nb2dm
      @cosmicGIGA-nb2dm 3 года назад

      @@rasmikantamohanty.4628 hn😂 pura point kotha kohilo

    • @kanhusahoo9054
      @kanhusahoo9054 2 года назад

      Regular darkar

  • @sarojnayak9156
    @sarojnayak9156 3 года назад +87

    ବହୁତ ଭଲ ପଦକ୍ଷପ ଖାଲି ଆଜି କଲେ ହବନି
    ଏମିତି continue ହବା ଦରକାର

    • @maheswarpradhan3978
      @maheswarpradhan3978 3 года назад +3

      ସାର ଆପଣ ବୋଧେ ଚାକିରୀ ଆ ,ନଚେତ 2 ନମ୍ବର ବେପାରୀ।କେବେ ଯାଇ ସରକାରୀ ଆହାର କେନ୍ଦ୍ର ରେ ଦେଖି ବେ ଥାଳି ଗୁଡାକ କିପରି ସଫା କରା ଯାଉଛି

    • @crocgamingzone7714
      @crocgamingzone7714 3 года назад +1

      Are gandi re dum acchhi ta dokan kholiki dekho tapare kahiba...

    • @tenet3503
      @tenet3503 3 года назад +2

      @@crocgamingzone7714 basi dokani spotted...

    • @mightyrahul4037
      @mightyrahul4037 3 года назад

      @@tenet3503 🤣🤣🤣

    • @narotoentertainment6629
      @narotoentertainment6629 3 года назад

      Hmm mana ichha auuu. Jemiti khaiba taa taaa bapa ra . Asila au sunghi kiphingi dela

  • @MamaliPanda
    @MamaliPanda 3 года назад +317

    ଭାଇ mu 5 ମାସ ହେବ ଅଛି ମେଡିକାଲ ରେ, sethi sabu ଗନ୍ଧିଆ ଖାଦ୍ୟ

    • @santoshbarik
      @santoshbarik 3 года назад +15

      Paisa khaiki agaru check karunathile, besi complaints helaru check karichhanti. Sabu government officials currupt Odisha re.

    • @rahulmishra2419
      @rahulmishra2419 3 года назад +1

      Paisa dai chu ki khaib pai 😀😀

    • @arvindsahoo3430
      @arvindsahoo3430 3 года назад +1

      Bhai nkara diha sahilani badhe kharap khaiba Katha suni

    • @study.india23
      @study.india23 3 года назад +1

      Ghreaku Pali asa ,rahani sethi

    • @soumyadash2369
      @soumyadash2369 3 года назад +3

      Ei sabu loka nka jogu roga houchi cancer kidney fail vali maratmaka roga

  • @madhabimadhusmitapradhan3043
    @madhabimadhusmitapradhan3043 3 года назад +11

    ସବୁ ଜାଗାରେ ନିୟମ ସମାନ ହେବା ଦରକାର୍ 🙏

  • @swapneswarpaikaray1229
    @swapneswarpaikaray1229 3 года назад +1

    ଅତି କମରେ ମେଡିକାଲ ମାନଙ୍କରେ ରୋଗୀ ମାନଙ୍କୁ ଦିଆ ଯାଉଥିବା ଖାଦ୍ୟ ପ୍ରତିଦିନ ପରୀକ୍ଷା ହେବା ଦରକାର ।ବଡ ହୋଟେଲ୍ ରେ ବଡଲୋକ ଖାଆନ୍ତି ।ତାଙ୍କୁ ରୋଗ ହେଲେ ଖର୍ଚ୍ଚ କରି ପାରିବେ । ଛୋଟ ଛୋଟ ହୋଟେଲ୍ ମାନଙ୍କରେ ସାଧାରଣ ଗରିବ ଲୋକମାନେ ଖାଇଥାଆନ୍ତି ତେଣୁ ସେସବୁ ଅଧିକାଂଶ ପରୀକ୍ଷା ହେଲେ ଭଲ।

  • @technicalsanjaya4569
    @technicalsanjaya4569 3 года назад +26

    ଭୁବନେଶ୍ୱର ର ସବୁ restaurant କୁ ହଉ ଟିକେ ରେଡ

    • @sunilkumarpatnaik6953
      @sunilkumarpatnaik6953 3 года назад

      Yes ....SMART CITIES....BBSR
      ..Berhampur rey RAID karajau.

    • @ruchikabehera5775
      @ruchikabehera5775 3 года назад

      Could they say in d name of god their official dealings with all restaurants transparent and pure. Third party testing should be there. Too much power with corrupt officials very bad.Frustrated people wl be thief and killer. Be gentle ,judicious and caring of their family.

  • @dbdas9171
    @dbdas9171 3 года назад +78

    ଟଙ୍କା ନେଇବି ଖରାପ ଖାଦ୍ୟ ? ଭାଇ ମାନବିକତା ହରନ୍ତୁନି, ସାର ମାନଙ୍କୁ ଅନୁରୋଧ ଟିକେ ଷ୍ଟାର ହୋଟେଲ ବୁଲିଯିବେ

    • @crocgamingzone7714
      @crocgamingzone7714 3 года назад

      Jebe Tu star hotel kolibu setebele patheibu sir mananku...

  • @govindranagaming4260
    @govindranagaming4260 3 года назад +73

    ଯଦି ମଦ ଦୋକାନ କୁ ବି ଏମିତି ବନ୍ଦ କରି ଦେଇ ପାରିଥାନ୍ତେ ତ ବୋହୁତ ଭଲ ହୋଇ ଥାଆନ୍ତା

    • @SMusic-pu4qv
      @SMusic-pu4qv 3 года назад +2

      ନାଇଁ ବନ୍ଦ କର ନାହିଁ, ଏଇ ମଦ କରୁନା ସମୟରେ ସରକାର ଙ୍କୁ ବଞ୍ଚେଇଛି 😛😛😛😛😛

    • @chesta197
      @chesta197 3 года назад +1

      @@SMusic-pu4qv are bhai alcohol re income hauchi govt ra Sabu country re business depend kare loka upare

    • @sanjayakumar6904
      @sanjayakumar6904 3 года назад

      Rajya sarkar jojana kouthu anibe bhai, rasukgarh ru rabi takies bhitare 15 ta counter au 9 ti bar achi,

    • @niranjanmoharana59
      @niranjanmoharana59 3 года назад

      Right🤍🤍

    • @prasanjitbehuria7064
      @prasanjitbehuria7064 2 года назад +1

      Revenue kie daba desha chaliba paain

  • @ilovemycountryindia5437
    @ilovemycountryindia5437 3 года назад +55

    Respected government officers, should check on daily basis, so there should be no waste of food or money.

  • @ସବ୍ୟସାଚୀତ୍ରିପାଠୀ

    ସାର୍ ମାନେ ଆପଣ ଯାହା କଲେ ଅବଶ୍ୟ ଠିକ୍ କରିଥାଇ ପାରନ୍ତି।କିନ୍ତୁ ରାସ୍ତା କଡ଼ରେ ବିକା ଯାଉଥିବା ଖାଦ୍ୟ ଉପରେ ଚଢାଉ କରୁଛନ୍ତି ସେହି ଖାଦ୍ୟ କୁ ବରଂ କିଛି ଗରିବ ରାସ୍ତା କଡର ଭିକାରୀ କୁ ଦିଅନ୍ତୁ । ଆପଣ କହି ପାରନ୍ତି ଏହି ଖାଦ୍ୟ ଉପଯୁକ୍ତ ନୁହେଁ।କିନ୍ତୁ ଭଲ ଭାବରେ ଟିକେ ନଜର ରଖିବେ ଭୋକିଲା ପେଟ ବିକଳ ର ଲୋକେ ଅଳିଆ ବାକ୍ସ ରୁ ଅଇଁଠା ପତ୍ର ରୁ ଖାଇବା ଖାଉଛନ୍ତି। ସେମାନଙ୍କ ନିମିତ୍ତ ଏହା ଭୋକିଲା ପେଟକୁ ମୁଠାଏ ଦାନା ତ ହୋଇଥାନ୍ତା।

  • @shibajidalai2014
    @shibajidalai2014 3 года назад +84

    These raids should happen regularly....
    SCB is not just a hospital area... It's the cuttack's best business area.. Need a proper care and inspection thoroughly regularly....

    • @swadhinprakashsahoo9444
      @swadhinprakashsahoo9444 3 года назад

      Raid padiba katha nuhan

    • @swadhinprakashsahoo9444
      @swadhinprakashsahoo9444 3 года назад

      Thle restaurant business area nuhan bodhe . Sethi ta

    • @shibajidalai2014
      @shibajidalai2014 3 года назад +1

      @@swadhinprakashsahoo9444 SCB area re 1week khaiki dekha... Inspection kn pai regularly haba darkar SCB re admit hele bujhi jiba

    • @phalgunipati5308
      @phalgunipati5308 3 года назад

      People are not stupid & also have their sensations .ok they can check their food when they Wl hv it.

    • @phalgunipati5308
      @phalgunipati5308 3 года назад

      All are thief ; no one is innocent; even they are official/ shop keepers.

  • @generaliquest4397
    @generaliquest4397 3 года назад +162

    ବଢିଆ ଶଳା ଗରମ ଦେଖାଉଥିଲା।

    • @Tensatips
      @Tensatips 3 года назад +1

      Tora mg nasta hele janibu

    • @crocgamingzone7714
      @crocgamingzone7714 3 года назад

      Garam kan Tu madhia asiki kadei re basile janibu....

  • @akshaykumarmallick
    @akshaykumarmallick 3 года назад +170

    All restaurants should inspect regularly . Most cases hotels having poor quality of foods & not hygiene, still they charges very high

    • @rasmikantamohanty.4628
      @rasmikantamohanty.4628 3 года назад +2

      Ki bala inspection. Public jadi chahinbe CM bi kichi kari paribani aau a hotel bala kuade jibe ?

  • @rajanayak8093
    @rajanayak8093 3 года назад +52

    Rules are not obeyed by people . It's meant that people are not respecting law and rules. Govt should think on this.

    • @dks6930
      @dks6930 3 года назад +2

      Govt is the rule braker. Not people

    • @onlygoorie
      @onlygoorie 3 года назад

      Rules Jadi manu thante aji kn ei Dina dekhibaku padithanta,ete matlabi loka hospital front re ete durniti,rogi eguda khaiki narka ku jiba sure,Sethi ame sabu pachua

  • @prakashkumarmuduli3463
    @prakashkumarmuduli3463 3 года назад

    CMC କର୍ମଚାରୀ ମାନେ ଠିକ୍ ସମୟରେ ଚଢ଼ାଉ କରିଛନ୍ତି । ଏହି କଟକର SCB medical ଏବଂ ଆଚାର୍ଯ୍ୟ ହରିହର ମେଡ଼ିକାଲର ରାସ୍ତା କଡ଼ରେ ଥିବା ଏହି ଓଟେଲଗୁଡିକରେ ପ୍ରତି ଦିନ ଖାଦ୍ୟକୁ ନ ଗଡ଼େଇ ରଖି ଥାନ୍ତି, ସେହି ଖାଦ୍ୟ ଉପରେ ପୁଣି ମାଛି ବସୁ ଥାନ୍ତି। ମେଡ଼ିକାଲରେ ଆସିଥିବା ରୋଗୀ ମାନେ ପୁଣି ଏହି ଓଟେଲଗୁଡିକରେ ହିଁ ଖାଇଥାନ୍ତି । ଏହି ଓଟେଲଗୁଡିକରେ ପିଇବା ପାଇଁ ସୁଧ ପାନୀୟ ଜଳ ମଧ୍ୟ ମିଳେନାହିଁ । ଏହି ଓଟେଲଗୁଡିକର ଖାଦ୍ୟ ଓ ପାନୀୟ ଜଳ ଵେଵହାର କରି ରୋଗୀ ମାନେ ପୁଣି ଅଧିକ ଅସୁବିଧାରେ ସମୁଖୀନ ହେଉଛନ୍ତି। ଯାହାତ ଦେଖିବାକୁ ଗଲେ ଏହି ଖାଦ୍ୟ ଦୂଷିତ ଖାଦ୍ୟ , କାରଣ ସେହି ରାସ୍ତା ଦେଇ ୧୨ ଘଣ୍ଟା ଗାଡ଼ି ମଟର ଚଳାଚଳ କରୁଛନ୍ତି ସେଠାକାର ଧୂଳି କଣା ସବୁ ଖାଦ୍ୟ ଉପରେ ପଡ଼େ। ସେଠାରେ କାହାରିକୁ ବି ଦୃଷ୍ଟି ନାହିଁ , ସେ ଓଟେଲଗୁଡିକ ଡେରେନ୍ ଉପରେ ବସେଇଛନ୍ତି । ଚଢ଼ାଉ କରି ଥିବା କର୍ମଚାରୀ ମାନଙ୍କୁ ଧନ୍ୟବାଦ୍ ଆଗକୁ ଜାରି ରଖନ୍ତୁ ।🙏🙏🙏🙏 Be careful customers.

  • @anilmatia2462
    @anilmatia2462 3 года назад +37

    ଆପଣଙ୍କ କାର୍ଯ୍ୟ କୁ ଆମେ ସମ୍ମାନ କରୁଛୁ କିନ୍ତୁ ଖାଦ୍ୟ ନଷ୍ଟ କରିବାଟା ଠିକ୍ ନୁହେଁ !! ସବୁବେଳ ଗରିବ ଲୋକଙ୍କ ଉପରେ ସମସ୍ତେ ରାଜା ଦେଖାଉଛ !! ଥରେ ବଡ ବଡ ହେଟେଲ ଗଲ ଦେଖିବା କେତେ ଦମ ତମର

    • @laxmidharsahoo394
      @laxmidharsahoo394 3 года назад +3

      Bhai bada hotele re bada loka khauchanty, scb medical samnare patients khauchhanty kichhi ta bhaba

    • @santoshbarik
      @santoshbarik 3 года назад

      These are stale food, need to be thrown.

    • @amareshamohanty69
      @amareshamohanty69 3 года назад +2

      ଭାଇ ଏମିତି ନ ହେଲେ କିଛି ସୁଧୁରିବ ନାହିଁ ।

    • @MamaliPanda
      @MamaliPanda 3 года назад +1

      ଭାଇ ତୁମେ ଖାଈନ ବୋଲି କହୁଛ jie ଖାଇଛି ସେ janichi

    • @anilmatia2462
      @anilmatia2462 3 года назад

      @@MamaliPanda ହଁ ନିଶ୍ଚିତ ଖରାପ

  • @LifebuoyBanty
    @LifebuoyBanty 3 года назад +32

    ଖାଦ୍ୟ ନଷ୍ଟ କରନ୍ତୁ ନାହିଁ।
    ସେହି ଖାଦ୍ୟ ସବୁ ପଶୁ ମାନକୁଂ ଦେଇ ଦିଅନ୍ତୁ।

    • @shubhamwithpiano1098
      @shubhamwithpiano1098 3 года назад +2

      Same se katha ku bhujibanahi

    • @abhijitdash4410
      @abhijitdash4410 3 года назад +3

      Animal khaile e sabu semankar death heijiba.. Better thay through it

    • @ASMR-mu8pj
      @ASMR-mu8pj 3 года назад +2

      Semane para bada Babu setiki tanka mundaku pasiba na asibe dhalibe pale e be Kama sariba katha

    • @darshanpanda8123
      @darshanpanda8123 3 года назад

      Tama ghare sabu kharap jinisa ku pasu nku daucha khaebaku bhai kn kahucha tk bhabiki kuha

  • @sanjayasahoo1288
    @sanjayasahoo1288 3 года назад +55

    ସାର ଆପଣ ଯଦି ବଡ଼ ହୋଟେଲ ରେ ରେଡ୍ କରତେ ଭଲ ହୁଅନ୍ତା କାରଣ ସେମାନେ ହେଲେ ଅସଲ ଚୋର

  • @budhanathfz8701
    @budhanathfz8701 3 года назад +4

    ସେତିକି ଖାଇବା ଯଦି ଭିକାରୀ ଙ୍କୁ ଦିଆଯାଈଥାନ୍ତା ସବୁଠାରୁ ଭଲ ହୋଇଥାନ୍ତା ସେତିକି ଖାଇବାକୁ ନ ପାଇଁ ଭୋକରେ ମରୁଛନ୍ତି ଲୋକ ମାନେ

    • @girijaprasad
      @girijaprasad 3 года назад

      ଭାଇରେ ae sabu khaiba ta kharap ହେଇଯାଇଛି ଆଉ ଦେବା କାହାକୁ

  • @degreeclassodisha
    @degreeclassodisha 3 года назад +14

    This type of Operations is good for many peoples who are suffering at in SCB medical JAY HIND JAY BHARAT 👍🙏🏻❤️

  • @BHADRASAHI
    @BHADRASAHI 3 года назад +17

    ଉପରେ ପଡିଲେ ପ୍ରମାଦ ଗୁରୁ ବ୍ରାହ୍ମଣ ଶିର ଛେଦ.....
    ସେହିଭଳି ସବୁ ସରକାରୀ କର୍ମଚାରି ଏକା ଭଳି, ଆମ ସରକାର ହେଲା ସବୁଠୁ ବଡ ଚୋର..........

  • @shinquanone8714
    @shinquanone8714 3 года назад +33

    ଜରି ଘୋଡେ଼ଇ ଥାଆନ୍ତ? ତା ମାନେ ରନ୍ଧା ହେବା ଜାଗାରୁ ଖୋଲରେ ଆସିଥିଲା ତ?

  • @Freetimetravel1
    @Freetimetravel1 3 года назад +43

    ଟିକେ Govt ମେଡିକାଲ ରେ ଭି raid କର sir..

  • @prakashtarai896
    @prakashtarai896 2 года назад

    Thank you Sir ଏମାନେ ଲୋକଙ୍କ ପାଖରୁ ହାଡ଼େ ହାଡ଼େ ପଇସା ଠକୁଛନ୍ତି

  • @sonudash4758
    @sonudash4758 3 года назад +23

    ଆରେ ଭାଇ ଖାଇବା ନଷ୍ଟ କଲ
    ବିଚାରା ଗାଈ ଗୋରୁ ଙ୍କୁ ଦେଇ ଦେଇଥାନ୍ତ ଭାଇ ମାନେ
    ଖାଇବା ନଷ୍ଟ କଲେ ବଡ଼ ବଡ଼ ଅଫିସର୍ ମାନେ.
    ବେଦ ରେ ଭି ଲେଖା ହେଇଛି
    * ଅନ୍ନମ୍ ନା ନିନ୍ଦ୍ୟାତ*

  • @basudevnayak1947
    @basudevnayak1947 3 года назад +131

    Bada bada hotel re tk cheak hau sir?? 10-15 din fridge re chicken rakhuchnti

    • @sibanimandal2733
      @sibanimandal2733 3 года назад +9

      Sthi emiti kri ba ku emana nka himat nahiii

    • @DasDas-yr9vn
      @DasDas-yr9vn 3 года назад

      Right

    • @bairagicharanacharya
      @bairagicharanacharya 3 года назад +3

      sethi e sala kukura pari lanja jakiki rahibe.yanka maikinia yanku pura fresh maal deuthiba daily kariki....bekar katha e mankara.....

    • @arvindsahoo3430
      @arvindsahoo3430 3 года назад +3

      Jauthhi v heichhi vala heichhi.medical campus re bahut kharap khaiba dauchhanti

    • @arvindsahoo3430
      @arvindsahoo3430 3 года назад

      Bujhila Bhai o vauni mane..

  • @lopamudrabeura9176
    @lopamudrabeura9176 3 года назад +15

    କେବେ ବଡ ବଡ ରେସ୍ତୋରାଁ ରେ ରେଡ୍ କରିଛନ୍ତି କି? ଖାଲି ଗରିବ ପେଟରେ ଲାତ ମାର 😢

    • @bunnny8914
      @bunnny8914 3 года назад +1

      ବୁଝିବାକୁ ଚେଷ୍ଟା କର ଏଠା medical ପାଖରେ ଅଛି। ଏଭଳି ପଦକ୍ଷେପ ସେଠାରେ ଥିବା ସମସ୍ତ ଦୋକାନରେ ଲାଗୁ ହେବା ଉଚିତ

    • @gourisankarbarik5132
      @gourisankarbarik5132 3 года назад

      ମହାଶୟ ଏକଷଟରାଅପାୱାର ନୁହତ

    • @lopamudrabeura9176
      @lopamudrabeura9176 3 года назад

      @@bunnny8914 ଲାଗୁ ହେଉ ମନା ନାହିଁ। କିନ୍ତୁ ବଡ଼ ବଡ଼ ରେସ୍ତୋରାଁ ରେ ବେଶି ଖରାପ ଖାଦ୍ୟ ପରସା ଯାଏ, ତା ବିରୁଦ୍ଧରେ ଏହି ବାବୁ ମାନେ ଚୁପ୍ ରୁହନ୍ତି।

    • @chesta197
      @chesta197 3 года назад

      @@lopamudrabeura9176 tame taste karicha hotel na re complane dia action nebe

  • @mrrajafunnyvideos9548
    @mrrajafunnyvideos9548 3 года назад +29

    Better than putting red in the small shop, check the big shop, don't waste food

    • @Lipsa_love
      @Lipsa_love 3 года назад +2

      Small hotel upare adhika loka nirbhara karuchhanti... Emane kintu bahut Pochara kama karuchhanti... Matter only safa ra Anya Kichhi nuhe..

    • @dash389
      @dash389 3 года назад

      Thare khai dekhe Jani paribu

    • @subhashreemohapatra2368
      @subhashreemohapatra2368 3 года назад

      Ghare basiki faltu ktha kahiba bada ktha. They are officers they know what to do..... And vdeos vala re dekha sabu... Kfc re chadhau kara heichi.. Public heiki tike support kara officers mne jaha karuchnti

  • @mrdeva3588
    @mrdeva3588 3 года назад +10

    Very Good Emt rajyaaa raaa sabu jaga re food check hau 🙏

    • @TAPASROOPAM
      @TAPASROOPAM 3 года назад

      Pua Ghare basi khauchu ta jani parunu khali RUclips video kn karuchu nije gote dokan de janibu tama ghare age check kare public msg karibu

    • @mrdeva3588
      @mrdeva3588 3 года назад +1

      @@TAPASROOPAM RUclips re bi khrap vdo dele kehi dekhibeni. Emt odisha ra bahut jaga achi bahut dina ra kadhya ku rakhiki biki dauchanti,, jaha fala re lokanka deha khrap hauchi. Ete swartha para habaaa kn nihati darkar

    • @TAPASROOPAM
      @TAPASROOPAM 3 года назад

      @@mrdeva3588 ta boli Amiti gariba lokanku hairan kariba kouthi dekhicha kebe hotel re heichi ?

    • @pubgban6961
      @pubgban6961 3 года назад

      @@TAPASROOPAM kii balo garibo kii dhani gandi maruchnti loko nku sethipai gandi morei hele bujhilo kii thik heichi emiti heba kotha 😂😂

  • @ajayajani9153
    @ajayajani9153 3 года назад +2

    ଏଇ ଖାଦ୍ୟକୁ ନ ଫୋପାଡି ଗରିବ ଲୋକଙ୍କୁ ବାଣ୍ଟିଥିଲେ ଭଲ ହେଇଥାନ୍ତା 🙏🙏🙏

    • @SPsradha
      @SPsradha 3 года назад

      Gariba loka kn manisha nuhanti se ehi kharap khadya khaibe

    • @sukantapatra6582
      @sukantapatra6582 3 года назад

      Wow, magena gyana chodi Baku asila

  • @meheragrochemicals6058
    @meheragrochemicals6058 3 года назад +31

    ବହୁତ୍ ଭଲ ସବୁ ହୋଟେଲ ରେଷ୍ଟୁରାଣ୍ଟ କୁ ତଦାରଖ କରାଯାଉ

    • @finalshot497
      @finalshot497 3 года назад

      Chal khali hotel restaurant nuha

  • @trilochanpradhanzz5667
    @trilochanpradhanzz5667 3 года назад +8

    Bhubaneswar railway station area re tk najar pakao, 👍👍👍👍

  • @samantaraanoop
    @samantaraanoop 3 года назад +20

    The entire thing is a melodrama, As all the shops are in the vending zone, within CMC, without a proper food license how can someone open a shop. And where are the tenders to rent the shop? Its local and the CMC both are responsible. In past several years its 1st of its kind. If CMC is so much concerned about the health condition of patience the food counters should not be placed on top of the drain.

  • @Souravgamingzone
    @Souravgamingzone 3 года назад +1

    ନାଇ ବଡ଼ ଲୋକ ତ ସେମାନେ ସେଥିପାଇଁ ସେମାନେ ବଡ଼ ହୋଟେଲ ରେ ଖାଇବେ ଆଉ ଛୋଟ ଲୋକ ପାଖରେ ତ ଏତେ ପଇସା ନାହିଁ ଯେ ସେମାନେ 5 star ହୋଟେଲ ରେ ଖାଇବେ ସେ ସବୁ ଖାଦ୍ୟ ଯେତିକି ଫୋପାଡ଼ିଲେ ସେତିକି କୋଉ ଗରିବ କିମ୍ବା ଭିକାରୀ କୁ ଦେଇଥାନ୍ତେ, ସେମାନେ ତ ଖାଇ ବାକୁ ପାଇଯାଉଛନ୍ତି ସେଥିପାଇଁ , ଯିଏ ଖାଇ ବାକୁ ପାଉନି ସେମାନଙ୍କୁ ଦେଇଥିଲେ କଣ ହେଇଥାନ୍ତା, ଯାହାର ଯେତିକି ଯୋଗ୍ୟତା ସିଏ ସେମିତି କରୁଛି ହେଲେ ଛୋଟ ଲୋକ ଦେଖିଲେ ହି ପଇସା ମାଗୁଛନ୍ତି, ସେମାନେ କିନ୍ତୁ ଯାଇ କି 5 star ହୋଟେଲ ରେ ଖାଇବେ

  • @kailashbehura1455
    @kailashbehura1455 3 года назад +1

    Very nice work, thanks ,c.m.c.

  • @sarojsahoo1077
    @sarojsahoo1077 3 года назад +13

    ନାମୀ ଦାମୀ ହୋଟେଲ୍ ରେ ପଶିକି ଏତିକି କରିଦେବେ। ଆଙ୍କ ଜୀବନ ନେଇଯିବେ ହୋଟେଲ୍ ମାଲିକ। 😆 ମଲା ଙ୍କ ଉପରେ ଶଣ୍ଢ। ଗଞ୍ଜେଇ ,ମଦ, ରେଡ୍ ଗୋଟେ ବି ହଉନି।

  • @tapudas2825
    @tapudas2825 3 года назад +56

    All hotels should be checked everyday for quality

    • @jaideepdhuper5539
      @jaideepdhuper5539 3 года назад

      Hahahaha this idiots only need money nting else if money inflow goes then all is well hahahahaha

  • @dhananjayamalik8144
    @dhananjayamalik8144 3 года назад +23

    thanks food safety sir and welcome your action

  • @panditdinabandhupadhi2675
    @panditdinabandhupadhi2675 3 года назад

    ସର୍ବ ପ୍ରଥମେ କଲର ଦେଉଥିବା ଯେଉଁ ତରକାରୀ ସବୁ କରୁଛନ୍ତି ତାହାକୁ ସମ୍ପୂର୍ଣ୍ଣ ରୂପେ ବର୍ଜିତ କରନ୍ତୁ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @biswajitmohanta5831
    @biswajitmohanta5831 3 года назад

    ସରକାରୀ ଲୋକ ଙ୍କ ଦାଦା ଗିରି କେବଳ ଛୋଟ ଲୋକ ଙ୍କ ଉପରେ ଖାଲି ଟିକେ public ହେବା ପାଇଁ. ଏମାନେ ବଡ ବଡ଼ିଆ ଲୋକ ଙ୍କ ଉପରେ କିଛି କରିପାରିବେ ନାହିଁ l

  • @01Bharatiya
    @01Bharatiya 3 года назад +4

    ଖାଦ୍ୟ ଗୁଡା ଯେତିକି ଗନ୍ଧିଆ ଏ ଅଫିସର ଗୁଡାଙ୍କ ପ୍ରକୃତି ତାଠୁ ବେଶି ଗନ୍ଧିଆ

  • @sushreesangeetapriyadarshi7843
    @sushreesangeetapriyadarshi7843 3 года назад +17

    Ur step is good one. But a kind request not to waste food in such manner. There a lot of empty stomach. And a request plz take a glance of star hotels also. They r also providing retained food items. Rules must be 4 everyone

    • @smrutirekhamohanty1092
      @smrutirekhamohanty1092 3 года назад

      I agree with you 👍🏼

    • @gamerdangerman5172
      @gamerdangerman5172 3 года назад +1

      Sabu khaya kharap heichi. Se khaiba kie khaiba. Empty stomach bi khai paribeni 🥵. Full video watch kara then comment kara

    • @odishavloggerhappy
      @odishavloggerhappy 3 года назад +1

      Food waste haba kan pain,pasu pakhi khaibe tention kan pain...

    • @pandubhai3945
      @pandubhai3945 3 года назад

      All foods are not eatable. So how could be a poor can eat those

    • @srikantaranaofficial727
      @srikantaranaofficial727 3 года назад

      No need to donate these waste foods to the road side poor people .bcz if they prefer with any desease after taking these foods then they cant afford their medicine cost.

  • @niranjannayak5969
    @niranjannayak5969 3 года назад +7

    ବଡ ବଡ ହୋଟେଲ ଭିତରକୁ ଯାଆନ୍ତୁ ।ଏମାନେ ତ ଛୋଟ ।

  • @villagevlogs3927
    @villagevlogs3927 3 года назад

    ଏ ଶଳା ମାନେ କିଛି ମାଗି ଥିବେ ବଟି ସେ ଦେଇ ନଥିବ ତେଣୁ ଏଇଆ ହେଲା ନହେଲେ ଏ ଭାଇ କଣ ଏକ ଓଡିଶା ରେ ବହୁତ ଜାଗାରେ ଏପରି ହେଉଛି ସେପଟେ ଏ ଶଳା ଙ୍କ ଦୃଷ୍ଟି ପଡୁନି କିପରି ଆଉ ନିଜକୁ ଏପରି କ୍ୟାମେରା ସାମ୍ନାରେ ଦେଖାଉଛନ୍ତି ସତେ ଯେମିତି ଗୋଟେ କ୍ରିମିନାଲ ଧରି ପକାଇଛନ୍ତି

  • @ajayajani9153
    @ajayajani9153 3 года назад

    ଛୋଟ ଛୋଟ ହୋଟେଲ ଧରୁଛନ୍ତି ବଡ଼ ବଡ଼ ହୋଟେଲ କିଏ ବା ପଚାରୁଛି 👏

  • @Sapatdey
    @Sapatdey 3 года назад +3

    Really we appreciate to cmc official team....... Just keep it up in regular basis.

  • @abentertainment9123
    @abentertainment9123 3 года назад +7

    All hotel should inspect
    Not only poor people but also rich people

  • @nareshkumarsahoo6036
    @nareshkumarsahoo6036 3 года назад +22

    Good step by CMC.... Strongly appreciate it...It should be done regularly basis in every month...And the main thing is the food in the truck which is probably good separate it first then, please feed this to the roadside dog 🐕 without wasting it... Thank you

  • @haradhanmandal6600
    @haradhanmandal6600 3 года назад

    ଯାହା କରିଛନ୍ତି ଭଲ କରିଛନ୍ତି l ଏମିତିକା ସବୁବେଳେ ହେବା ଦରକାର l

  • @srikantjena3072
    @srikantjena3072 2 года назад +1

    ଯଦି ବନ୍ଧ କରୁଛ ସବୁ ହୋଟେଲ ରେ କର ଛୋଟ ହୋଟେଲ ରେ କରିକି ତମ trp ବାଡ଼ଉଣୀ

  • @saismrutitripathy1828
    @saismrutitripathy1828 3 года назад +5

    If possible raid all the hotels infront of AIIMS bbsr....

  • @pramod5940
    @pramod5940 3 года назад +4

    Very good 👍

  • @babachandrasekhar158
    @babachandrasekhar158 3 года назад +11

    ଧଳା ରଙ୍ଗ ପୋଷାକ ପିନ୍ଧିବା ଅଫିସର ଜଣେ ମାଗଙ୍ଗା ଖାଇଲା ବଲା ଲାଂଚ ନେଲା ବଲା ଲାଂଚ ନ ମିଳିଲେ ଖାଦ୍ୟ ଫୋପାଡି ଦିଅ ଯଦି ତାଙ୍କର କେହି ଭାଇ କି ଶଳା ଦୋକାନ କରିଥାଆନ୍ତେ ତାହା ହେଲେ ସେ ଧଳା ରଙ୍ଗ ପୋଷାକ ପିନ୍ଧା ଅଫିସର କ'ଣ ଖାଦ୍ୟ ଫୋପାଡି ବା ପାଇଁ କହିଥାଆନ୍ତେ। ସବୁ ଶଳା ଚୋର ଅଫିସର।
    ଶଳା ଅଫିସର ଭାରତ ଓ ରୁଚି ମସଲା କୁ ଯାହା କହିବୁ ମସଲାରେ ରଙ୍ଗ ନ ମିଶାଇ ବେପାର କରିବା ପାଇଁ ଦେଖିବା କେତେ ଦମ।

  • @SHREESITARAMTENTSOUNDS
    @SHREESITARAMTENTSOUNDS 2 года назад

    ଏହାର ପ୍ରଭାବ ନିଚିନ୍ତ ପଡ଼ିବ ଆପମାନଙ୍କ ଉପରେ ଗୋଟେ ଛୋଟ ବେପାରୀ ଙ୍କ ଉପରେ ଏତେ କାର୍ଯ୍ୟ ଅନୁଷ୍ଠାନ ନେଉଛ , କାଇଁ କେବେ ଗୋଟେ ବଡ଼ ହୋଟେଲ ରେ କେବେ red ଚଢ଼ାଉ ପକାଉନ,ଗୋଟେ ଲୋକ ର ପେଟ ରେ ଗୋଇଠା ମାରିବା ବହୁତ୍ ମହଙ୍ଗା ପଡ଼ିପାରେ, ଭଗବାନ ସହିବେନି ,

  • @Humanity299
    @Humanity299 3 года назад +1

    ମଦ, ଗୁଟକା, ଗଞ୍ଜେଇ କୁ ଏମିତି ଫିଙ୍ଗିଲେ ଭଲ ହୁଅନ୍ତା ରାଜ୍ୟ ର ମଙ୍ଗଳ ହୁଅନ୍ତା।

    • @Sk-np7hl
      @Sk-np7hl 3 года назад

      Kichi hebani

  • @DogAndMan2.O
    @DogAndMan2.O 3 года назад +16

    PHOPADI DELE SABU SAMADHAN HEIJIBA, GARIBA LOKANKU KHAIBAKU MILUNI, THIS IS NOT FAIR 👎HNN BADA HOTEL BI CHECK KARAJAU

    • @Really_adi_00
      @Really_adi_00 2 года назад

      Gariba loka manankara ki jibana achhi

  • @sonalideo7706
    @sonalideo7706 3 года назад +8

    ଆମେ ଆପଣଙ୍କ ନିୟମ କୁ ସମ୍ମାନ କରୁଛୁ।ତାବୋଲି କିଛି ନ ବୁଝି ସବୁତକ ଖାଦ୍ୟ ନଷ୍ଟ କରିବା ଅନୁଚିତ।ଆମ ଦେଶରେ ଏମିତି ବି ଲୋକ ଅଛନ୍ତି ଯେଉଁ ମାନେ ଗଣ୍ଡେ ଖାଇବା ପାଇଁ ଡହଳ ବିକଳ ହେଉଛନ୍ତି ।

    • @aju231
      @aju231 3 года назад

      Ta mane kn gariba loka nku dia heithanta

    • @rashmitaroutray3431
      @rashmitaroutray3431 3 года назад

      Ta mane gariba loka khaibe ki

  • @RK_SIAL
    @RK_SIAL 3 года назад +85

    If the food amount is 55, they ll give 50, without any tips. The same food in big hotel, amount 500 with tips extra. Sir ur work is good. But it should be transparent for all, if u have dare. For all means big hotels too

    • @anilkumarsahoo7352
      @anilkumarsahoo7352 3 года назад +3

      Hello sir your topic is on the tip's so I ll must speak the tip's isn't confine for anyone tip's is depend on the self that person can pay or not . so i agree this raid isn't suitable for this poor hotel

    • @IRONFIST1580
      @IRONFIST1580 3 года назад

      Ranit sial.... tu besi gahali karnaa 😠@#$%^@#$.

    • @sardhaduttaparida
      @sardhaduttaparida 3 года назад

      It about yourself where you are eating in road side or in 5 star hotel .....

    • @RK_SIAL
      @RK_SIAL 3 года назад

      @@IRONFIST1580 U should mind ur language. And I know how a officer should treat the poor people. Poor people doesn't know about rules so they can't oppose by rightly. If in future u are a officer first u have to learn how u serve the public. But as ur word it sings another thing.

    • @Vicky44713
      @Vicky44713 3 года назад

      Quality difference achi

  • @kshitishsamanta7283
    @kshitishsamanta7283 3 года назад +1

    ବାଦାମ ବାଡ଼ି bus ଷ୍ଟାଣ୍ଡ ଭିତରେ ଥିବା ଦୋକାନ ଗୁଡ଼ାକରେ ଏକ୍ସପାୟର ପଣି ମିଳୁଛି

  • @mrinocent6557
    @mrinocent6557 3 года назад +1

    ଭାଇ ଏଥି କିଛି ବି ଭଲ ଜିନିସ ମିଲୁନି ଏଥି ସବୁ ହୋଟେଲ ବଲା ଠକ ଆଉ ବଦମାସ୍ ସବୁ ଯାକ ବସି ଖାଦ୍ୟ

  • @hrudanandakanhar262
    @hrudanandakanhar262 3 года назад +8

    Thank you food safety sir

    • @stop9514..
      @stop9514.. 3 года назад

      Faltu bath hai
      Food safety ke nam pe faltu kam ker rehe hain
      Logo ko khana naseeb nehi ho raha hai or ye........

    • @debashislenka4490
      @debashislenka4490 3 года назад

      @@stop9514.. to tu kharid ke bant de sabko 😂

  • @sanjuktanayak7497
    @sanjuktanayak7497 3 года назад +14

    This type of raid should be done in daily basis.....

  • @ameeyakumar9350
    @ameeyakumar9350 3 года назад +3

    Good I support this action but frequency should increase

  • @subratpradhan6599
    @subratpradhan6599 Год назад

    Bahut bahut dhanyavad CMC , keep the good work

  • @smrutiranjandas9469
    @smrutiranjandas9469 2 года назад

    Very good work...continue sir...

  • @anantapradhan1898
    @anantapradhan1898 3 года назад +18

    Good decision👍👍

    • @marcspector5592
      @marcspector5592 3 года назад

      Kana bhala decision be.khaiba kete waste hela janichu ta.kete loss heithiba sei dokani manankara .

  • @suryabhoi3753
    @suryabhoi3753 3 года назад +15

    ଥରେ ଟେଷ୍ଟ କରିକି ଦେଖ ବାଣ୍ଡ କୁ ମନେ ମନେ ଢାଳିଦେଉଚ

    • @mama-cw6hi
      @mama-cw6hi 3 года назад

      Idiot, right in proper language, rather you will be ARREST.

  • @sagarsethy1991
    @sagarsethy1991 3 года назад +10

    Good job

  • @nanigopalnath2905
    @nanigopalnath2905 3 года назад

    ମାଲକାନଗିରି ରେ ଵି ବହୁତ ଦୋକାନ ଅଛି, ବାସି ଖାଦ୍ୟ ଖୋଲା ଖାଦ୍ୟ ବିକ୍ରୀ କରୁଛନ୍ତି ଦୋକାନୀ ମାନେ,

  • @duryodhandash208
    @duryodhandash208 3 года назад

    ଯାହା ଲାଗୁଛି ସି,ଏମ,ସି ଖାଲି ଛୋଟ ଛୋଟ ଦୋକାନୀ କୁ ହଇରାଣ କରୁଛନ୍ତି ବଡ଼ ବଡ଼ିଆ ଙ୍କୁ ମାଫ ।

  • @hemantmandal20
    @hemantmandal20 3 года назад +15

    Cutback is the worst place for food ... I never eat anything at cuttack during odisha visit. But I like BBSR food

    • @CookingWithExploring
      @CookingWithExploring 3 года назад +2

      Its not only for cuttack....anywr you go...have food wr rush is there becoz there u will find fresh items & go to trusted food vendors.

    • @nabindash830
      @nabindash830 3 года назад

      Achha.. Aap Bhubaneswar me aapke liye especially healthy food banta hai kya😆😆 LOL🤣

    • @nabindash830
      @nabindash830 3 года назад

      😂

    • @hemantmandal20
      @hemantmandal20 3 года назад

      @@nabindash830 BBSR is a good place but I just hate cutback because of bad food and unhygienic restaurants.

    • @hemantmandal20
      @hemantmandal20 3 года назад +1

      @@CookingWithExploring Yeah ... I will visit good restobar next time when I visit odisha. Odisha is a nice place with humble people.

  • @AMITKUMAR-vx7bx
    @AMITKUMAR-vx7bx 3 года назад +20

    ଆମ ଓଡିଆ ମାନେ ଜୋଉ ପଖାଲ ଖାଆନ୍ତି କେତେ ଗରମ ଅନ୍ୟ ର ଖ୍ୟତି କରିବା ପାଇଁ ତାହାଙ୍କୁ କଣ ଲାଗିଚି

    • @dhanajaysabat3841
      @dhanajaysabat3841 3 года назад +1

      Eaa Sabu nija Ghare friz re rakhi ki 10 dina chicken curry khauthiba

  • @arvindsahoo3430
    @arvindsahoo3430 3 года назад +6

    Best job..for scb campus hotels

  • @Prahalladchayani
    @Prahalladchayani 3 года назад

    ଚଢ଼ାଉ ନିହାତି ଦରକାର l 👌

  • @skasituddin977
    @skasituddin977 3 года назад

    ଆଗରୁ କୁଆଡେ ଯାଇଥିଲେ ଅଫିସର କଣ ସୋଇ ଥିଲେ । ବିନା ଲାଇସେନ୍ସରେ ହୋଟେଲ ଖୋଲିଲା କେମିତି। ପ୍ରଥମ ଇଏ ଅଫିସର କୁ ଚାକିରୀରୁ ବାହାର କରା ଯିବା ଦରକାର। ଏମିତି ଅନେକ ହୋଟେଲ ଅଛି ଯାହା ପାଖରେ କିଛି ପ୍ରମାଣ ନାହିଁ ।

  • @sshrinmurmu9163
    @sshrinmurmu9163 3 года назад +7

    Big hotel are unable to sell their food items hence these people have decided to destroy the small hotels... Do the same thing with big hotels and restaurants also... They also make unhygienic food sometime

  • @debiprasaddas7603
    @debiprasaddas7603 3 года назад +21

    Low quality food served maximum number of hotels in Cuttack.

  • @KDB-Trekexp
    @KDB-Trekexp 3 года назад +6

    When exactly raid going to happen for illegal liquor sale...several tweets sent to Angul collector, but not responding. Even patrolling police taking bribe to ignore the shops who are doing illegal liquor sale.

  • @Sikhibasikheiba
    @Sikhibasikheiba 3 года назад +2

    ଚଢ଼ାଉ କଲ ଠିକ୍ ଅଛି କିନ୍ତୁ ନ ଢାଳି ଖାଦ୍ୟ ଭଲଭାବରେ ଚେକ୍ କରି ଲୋକ ମାନଙ୍କ ପାଖକୁ ସେ ଖାଦ୍ୟ ଦେଇଥିଲେ ଭଲ ହୋଇଥାନ୍ତା

  • @kishorepradhan2950
    @kishorepradhan2950 2 года назад

    ଖାଦ୍ୟ କେବେ ଉତ୍ପାଦନ କରିନଥିବେ
    ନଷ୍ଟ କରିବା ସିଖିଛନ୍ତି

  • @knowledgebaba9647
    @knowledgebaba9647 3 года назад +6

    Right action against such food adulterators, they also keep food stuff in open ,add colors as they are putting people's life at stake they should be punished

  • @nrusinghanathswain
    @nrusinghanathswain 3 года назад +14

    FSSAI is really very much important for everyone either He/She is rich people or a poor empty stomach people...Food can form big disease.

  • @banshidharasahoo3459
    @banshidharasahoo3459 3 года назад +10

    This type of raid happened only on small shopkeepers .......

    • @JethalalGada4
      @JethalalGada4 2 года назад

      Bcoz they small ....shopkeepers are unhygenic 🤣🤣🤣🤣 yuck ..🤣🤣🤣

  • @jagabandhumukhi3272
    @jagabandhumukhi3272 3 года назад

    ଧନ୍ୟବାଦ sir🙏

  • @singhbabu....1738
    @singhbabu....1738 3 года назад

    ଏଇଠି କଟକର ଲୋକ ମାନେ ଖାଉ ନାହାନ୍ତି, ଏଇଠି ଗରିବ ଲୋକମାନେ ବାହାରୁ ଡ଼ାକ୍ତରଖାନାକୁ ଆସି ପଚାସଢା ଖାଦ୍ୟ ଅଧିକ ଦାମ ଦେଇ ଖାଉଛନ୍ତି ।

  • @subhashsamal6683
    @subhashsamal6683 3 года назад +9

    Raid should be conducted regularly not in a bluemoon

  • @amarnayak6657
    @amarnayak6657 3 года назад +4

    It is a good initiate by govt....it is required to follow strictly.......☝

    • @crocgamingzone7714
      @crocgamingzone7714 3 года назад

      Ghanta milega.. Lauda lasun milega govt. Ke through se.....

  • @ilovemycountryindia5437
    @ilovemycountryindia5437 3 года назад +4

    Nice work done, but there should be a guidelines, not just for news. The mistake is both from the vendors and government officers.

  • @ranjeetnayak1702
    @ranjeetnayak1702 3 года назад +2

    ଓଡ଼ିଶା ଏକ ଗରିବ ରାଜ୍ୟ ଏହା ଯେପରି କେହି ଭୁଲିଯିବେ ନାହିଁ 🙏

    • @DM-wn5su
      @DM-wn5su 3 года назад

      Tu basi khaiba bikuthibu sethi pain tate badhuchi

    • @ranjeetnayak1702
      @ranjeetnayak1702 3 года назад

      😏😏😏😐☠️

  • @shreealoksamal9368
    @shreealoksamal9368 3 года назад

    ଏମିିକା ଥରେ ବଡ଼ ବଡ଼ ହୋଟେଲ ।ଏବଂ ସବୁ ବଡ଼ ବଡ଼ haspital କଡ଼ରେ ଥିବା ହୋଟେଲ ରେ ବି ରେଡ୍ କରନ୍ତୁ ଭାହୁଟ ଭଲ ହେବ।