“ଯଦି ନିଜକୁ ସେତିକି ସେଫ୍ ରଖିବା, ସେଭଳି ପ୍ରସ୍ତୁତ ହେଇକି ଆସିବା.. ଆମକୁ କିଏ ଦେଖିବା ପୂର୍ବରୁ ୧୦ଥର ଭାବିବ”

Поделиться
HTML-код
  • Опубликовано: 24 ноя 2024

Комментарии • 908

  • @kapilashbhoi3309
    @kapilashbhoi3309 2 года назад +40

    କିଛି ଦିନ ତଲେ ଶୁଣି ବାକୁ ମିଳୁଥିବା ଖବର କଣ ମିଛ ଥିଲା । ରେପ୍ ସିନ୍ ଅଛି କହି ହାତ ଗୋଡ ବାନ୍ଧି ରେପ୍ କରିଥିବା କଥା ।

  • @pmsahu2602
    @pmsahu2602 2 года назад +198

    ଏ line ପୁରା ନଷ୍ଟ ଲାଇନ୍, ନିଜେ ନଷ୍ଟ ସମାଜ କୁ ବି କଳୁଷିତ କରୁଛନ୍ତି ଓ ନଗ୍ନ ତା ଶିଖାଉଛନ୍ତି,ଏ ଲାଇନ୍ ରେ ଦେଖ କେମିତି diverse, suicide, ନଦୀ କୁ ଡେଇଁ ବା, ଛାତ ଉପରୁ ଠେଲି ମାରିବା,ପୋଲ ତଳକୁ ଠେଲି ମାରିବା ଏମିତି ଅନେକ---------କାଷ୍ଟିଙ୍ଗ କାଉଚ ମଧ୍ୟ ରହିଛି

  • @pradeepkumarjena7295
    @pradeepkumarjena7295 2 года назад +87

    କରମ କରିଛି ହୀନ
    ଏଠି ଅଭିନେତ୍ରୀଙ୍କର ୧୦୦ ଘଇତାଲୋ
    ଭଲରେ କଟୁଛି ଦିନ ।
    😂😂😂😂😂😂

  • @bhajansamragini4013
    @bhajansamragini4013 2 года назад +503

    ତୁ କିଏ ବା??????
    ଯେତେବେଳେ ଗୋଟିଏ ଛୋଟ ଝିଅ rape ର ଶିକାର ହେଉଛନ୍ତି ସେମାନେ କଣ କହୁଛନ୍ତି ଆମକୁ rape କର। ଖରାପ୍ ଲୋକ ମାନେ ସବୁ ବେଳେ ଖରାପ । Okk

  • @giridharirana6467
    @giridharirana6467 2 года назад +89

    ଠିକ୍ କଥା ଯେ ଭଉଣୀ ଚୁଲିପାଖେ ଘିଅରହିଲେ ଅଟମେଟିକ୍ ଦିନେନା ଦିନେ ତରଳିଯାଏ।

  • @rashmikantabehera8847
    @rashmikantabehera8847 Год назад +1

    ବିଲେଇ ଆଗରେ ଶୁଖୁଆ ଥୋଇଲେ କିଛି ଦୋଷ ନାହିଁ। ଏଗୁଡ଼ା ବାଜେ କଥା

  • @brundabansahoo5998
    @brundabansahoo5998 2 года назад +48

    ଆବେ ତୁ କେତେ ଦିନର ଛୁଆ ବେ ଅପେକ୍ଷା କର ଆଗକୁ ଯିବୁ ଜାଣିବୁ ସବୁ କିଏ କେତେ ପାଣି ରେ ତତେ କିଏ ବା ଜାଣିଛି କୋଉ ଗୋଟେ ରେ କାମ ମିଳିଛି ଆଗକୁ ଦେଖ କଣ ହୋଉଛି କୋଉ ଦାମୀ କଳା କର ତୁ ଦୁନିଆ ବିଷୟରେ ତୁ କଣ ଆମକୁ ଶିଖେଇ ବୁ

    • @sahilray2288
      @sahilray2288 2 года назад +3

      Ebe tuma ମାନଙ୍କୁ କିଛି କରିବେନି. ଯେତେ ପୁରୁଣା ହେବ ସେତବେଳେ tumaku lead roll deba pain director or producer pakhare soiba ku ପଡ଼ିବ..

  • @hadibandhuparida1305
    @hadibandhuparida1305 2 года назад +44

    ଆଲୋ ମା ତୁ କେତେ ଭଲ ।। ନାରୀ ନାଶଯାଏ ଯାତରେ ' ପାଣି ନାଶଯାଏ ଫାଟରେ ।। ଧନ୍ୟବାଦ ।। ତୁଆଉ ସଫେଇ ଦିଏନା ।।

  • @avinashbehera5591
    @avinashbehera5591 2 года назад +209

    ନୁଆ ନୁଆ ଆଈଛୁ ତ, ଧିରେ ଧିରେ ଜାଣିବୁ । ଅପେକ୍ଷା ର ଫଳ ମିଠା ।

  • @tabapamu6471
    @tabapamu6471 2 года назад +76

    ଏ line ରେ struggle ଝିଅ ମାନେ ବେଶୀ ଖଟ ରେ କରନ୍ତି ଆଗକୁ ମଧ୍ୟ କରୁଥିବେ ✌️ ତୁମେ କରିଚାଲ ସଂସ୍ଥା ଚାଲୁ 😂

  • @arpitshreyans
    @arpitshreyans 2 года назад +153

    ଏ line ପୁରା ବେକାର,
    ଆ ଠୁ ଭଲ ଗାଁରେ ପିଲାମାନଙ୍କୁ ପାଠ ପଢେଇବା

    • @sisirkanta3017
      @sisirkanta3017 2 года назад +2

      right

    • @pramodakumarpatra9196
      @pramodakumarpatra9196 2 года назад +1

      ଠିକ କଥା ଭାଇ ଠିକ କଥା

    • @arpitshreyans
      @arpitshreyans 2 года назад +1

      @@pramodakumarpatra9196 ଧନ୍ୟବାଦ ଭାଇ
      ହେଲେ ମୁଁ ଭାଇ ନୁହଁ ଭଉଣୀ ।
      🙏ଜୟ ଜଗନ୍ନାଥ ଭାଇ

    • @preeti5733
      @preeti5733 2 года назад +1

      Right

  • @kshirodbhokta9678
    @kshirodbhokta9678 2 года назад +33

    ଆପଣ ଭଲ ଯଦି ସମାଜ ସେବା କରନ୍ତୁ କଳିଯୁଗରେ ଦେହ ରୂପ ଦେଖାଇ ନିଜକୁ ଭଲ କୁହନ୍ତି ନାହିଁ ନୂଆ ଆସିଛନ୍ତି ତ ସେଥିପାଇଁ ଆପଣଙ୍କ ଆଗରୁ କେତେ ଝିଅ କହି ଛନ୍ତି ଏ ଲାଇନ ଖରାପ୍

  • @pradeepkumarjena7295
    @pradeepkumarjena7295 2 года назад +80

    ତମେ ତ ରାଜି ହେଇ ଯାଉଛ ଅସୁବିଧା କଣ ହେବ ।😂😂 ଚାଲୁ ସଂସ୍ଥା ଚାଲୁ👍👍

  • @bluerosecreations
    @bluerosecreations 2 года назад +121

    ଏହା ଏକ ପ୍ରକାର ଗିହା ଗେହୀ ସଂସ୍ଥା ଏଠାରେ ଯେଉଁ ମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗେହୀ ପାରୁଥିବେ ଏବଂ ଯେଉଁ ଝିଅ ମାନେ ବହୁ ସଂଖ୍ୟାରେ ଗିହା ସମ୍ଭାଳି ପାରୁଥିବେ ସେମାନେ କଳାକାର ହେଇପାରିବେ । ଏହା ହେଉଛି ଏକ ପ୍ରକାର ଓଡିସନ୍। ଏଥିରେ ପାସ୍ ହେଲେ Acting କରିପାରିବେ।

  • @harekrushnabehera3138
    @harekrushnabehera3138 2 года назад +28

    ଏଇ କଥାଟା କହିବା ପାଇଁ କେତେ ବିଛଣାରେ ନିଜ କଞ୍ଚା ସୁନା ଦେହଟାକୁ କୁତ୍ସିତ କାମାନ୍ଧମାନଙ୍କ ପାଖରେ କ୍ଷତାକ୍ତ କରିଛୁ ?

  • @mrganulolodia1491
    @mrganulolodia1491 2 года назад +68

    ମୁ ଗୋଟେ album Shooting ରେ ଯାଇଥିଲି.. ସେଠି 3ଟା ଝିଅ Crowd artist ଥିଲେ.. Album shooting ପରେ.. ସେ 3ଝିଅ ଙ୍କୁ Director, producer , Co -Director ନେଇଗଲେ.. Vlog କରିବାକୁ ବୋଧେ 😂😂

    • @simrands2626
      @simrands2626 2 года назад +4

      Pela peli karibaku

    • @Labanya_Barik
      @Labanya_Barik 2 года назад +3

      Seriously emane jhia manaku pura chipudi dianti... Emane acting nuho body dekhiki suiki chance dianti

    • @kumarrama8469
      @kumarrama8469 2 года назад +2

      Semane tanka gandi phadiki gehithibe

  • @sushantabehera3716
    @sushantabehera3716 2 года назад +14

    ନିଜର ସ୍ୱାର୍ଥ ପାଇଁ ସମସ୍ତେ ଖରାପ ଆଡକୁ ଗତି କରୁଛନ୍ତି

  • @sidharthadas124
    @sidharthadas124 2 года назад +24

    ବର୍ତ୍ତମାନ ସମୟରେ ନାରୀମାନେ ପୁରୁଷ ଭଳି ବଳୁଆ। ନାରୀ ପୁରୁଷ ଭଳି ସବୁକିଛି କରିପାରୁଛନ୍ତି। ନାରୀ ପୁରୁଷ ମାନଙ୍କୁ ସହଜରେ ମାରି ଉଢେଇ ଦେଉଛନ୍ତି। ବର୍ତ୍ତମାନ ସମୟରେ ନାରୀ ଦୁର୍ବଳ ନୁହେଁ। ବର୍ତ୍ତମାନ ସମୟରେ ନାରୀମାନେ ହେଉଛି ପୁରୁଷମାନଙ୍କ ଠାରୁ ବେଶୀ ବଳୁଆ। ତେଣୁ ନାରୀ ମାନଙ୍କୁ କଣ ପାଇଁ ଭୟ ଲାଗିବ।

  • @bapipatra9980
    @bapipatra9980 2 года назад +4

    ନୂଆ ନୂଆ ଭଗ ମିଳୁଛି ତ ଝିଅ ଜାଣିପାରୁନି ଯୋଉ ଦିନ ପ୍ରସାଦ ମିଳିଯିବ. topa top

  • @pradeepkumarjena7295
    @pradeepkumarjena7295 2 года назад +11

    ଲାଜ ଲାଗିବା କଥା ଏ ଲାଇନ୍ ବହୁତ ଭଲ କହୁଛ ।
    ଆମ ଶାସ୍ତ୍ରୀୟ ମତରେ ଯେଉଁ ନାରୀ ନିଜ ରୂପ ଦେଖେଇ ଟଙ୍କା ରୋଜଗାର କରେ, ତାକୁ ଗଣିକା କୁହାଯାଏ ।

    • @sasmitabehera20206
      @sasmitabehera20206 2 года назад +1

      Achha se mane roll na kale aame tv re kn dekhiba only news

    • @pradeepkumarjena7295
      @pradeepkumarjena7295 2 года назад +1

      @@sasmitabehera20206
      ନା ନା ଜମା ନୁହଁ ।
      ସେମାନଙ୍କୁ ମୁଁ ତ ମନା କରିନି ଅଭିନୟ କରିବାକୁ । ସେମାନେ କରୁଛନ୍ତି ଆଉ କରିବେ ମଧ୍ୟ । ୟା ଛଡା ଅନ୍ୟ ଉପାୟ ବି ନାହିଁ ସେମାନଙ୍କ ପାଖରେ । ଅନ୍ୟ କିଛି କଲେ ଯୋଗ୍ୟତା କିମ୍ବା ଅଧିକ ପରିଶ୍ରମ ହୁଏତ କରିବାକୁ ପଡିବ ।
      ଆଉ ଆପଣ ଯୋଉ କହିଲେ ଖାଲି news ଦେଖିବା କଥା ।
      ଆମେ କାହିଁକି ଖାଲି news ଦେଖିବା !!
      ଆମେ ତ ଏମାନଙ୍କର ...
      ଅଭିନୟ ଦେଖିବା
      ରୋମାନ୍ସ ଦେଖିବା
      ଅଶ୍ଳୀଳତା ଦେଖିବା
      ଆଉ କାଲି ଆମ ପିଲାମାନେ ବି ଦେଖିବେ ଓ ଶିଖିବେ ମଧ୍ୟ ।

  • @saritamohanty858
    @saritamohanty858 2 года назад +88

    ତୋ history ସବୁ ଜାଣିଛନ୍ତି ଆଗରୁ କେତେ ଟୋକାଙ୍କୁ time ଦେଉଥିଲୁ ଏବେ ତୁ କଣ କରୁଛୁ ତୁ ନିଜେ ଜାଣିଛୁ audition ପୂର୍ବରୁ କେତେ ଥର ଶୋଇବାକୁ ପଡିବ

  • @DESIPAPA1991
    @DESIPAPA1991 2 года назад +32

    ଫିଲ୍ମ ଲାଇନ ଆମେ କହି ପାରିବୁନି କେତେ ଭଲ ଆଉ କେତେ ଖରାପ।ଆପଣ ଯୋଉ କହିଲେ ମୁଁ ଗୋଟେ ଝିଅ ହିସାବରେ କହୁଛି, ତା ହେଲେ 4 ବର୍ଷ ର ଝିଅ ସହ କେମିତି ଦୁଷ୍କର୍ମ ହଉଛି। କହିବା ପୂର୍ବରୁ 10 ନୁହେଁ 100 ଥର ଭାବ।

  • @simababy9622
    @simababy9622 2 года назад +6

    ତୋର ଆଗକୁ ହବ ଖେଳ ତୋ ସହ ଜେବେ ହବ ରାତି ଖେଳ ଭଲ ମଜା ଲାଗିବା ସେତେବେଳେ ତତେ

  • @prasantadash4450
    @prasantadash4450 2 года назад +1

    U r right mam.I am agree

    • @iamindian2908
      @iamindian2908 2 года назад +1

      ବାଳ ଟା ଜାଣିଚୁ..

  • @naraharimohanty8771
    @naraharimohanty8771 2 года назад +24

    Accepted this industry character but check out History, more than 90% acters n actresses change bf, Husband, wife in regular intervals

  • @jbehera9627
    @jbehera9627 2 года назад +1

    ସାଧୁ ସାଧୁ ସାଧୁ

  • @rockynayak8098
    @rockynayak8098 2 года назад +4

    ତମ ସଭେ ରେ କାମ ହେଇଯାଉଛି

  • @DirtyPolitics365
    @DirtyPolitics365 2 года назад +1

    କଣ କହୁଛି ବୁଝି ପାରୁଛି ନା। ଖାଲି ଗଲ ଗଲ କରି କହିଯାଉଛି।

  • @lkd9323
    @lkd9323 2 года назад +22

    ଏ ଘୋଡାଗେଁହିଁ କୁ କେତେ ଜଣ ପେଲି ଥିବେ ତା ହିସାବ ନାହିଁ ।ଏ ଶାଳି କିନ୍ତୁ ଶବୁ ଦୋଶ ଝିଅ ମାନଙ୍କୁ ଦଉଛିଃ ।👎

    • @pnworld4624
      @pnworld4624 2 года назад +1

      Ie nama nele janiba 🤣

    • @A1ENTERTAINMENTSTATUS
      @A1ENTERTAINMENTSTATUS 2 года назад

      😂😂😂😂😂😂

    • @saisradhavajansandhya4545
      @saisradhavajansandhya4545 2 года назад +1

      Kn kahila Bhai 🙏

    • @Labanya_Barik
      @Labanya_Barik 2 года назад +2

      Ye jhia na... Beach mane v ya thu better... Kain emanku interview deba pain kahucho...puni sei sabu khaiki vasono maruchi... Tu sali jhia na be... Ya ku rasta re boki katha

    • @msshorts444
      @msshorts444 2 года назад

      priy😁😁😁😁😁😁

  • @rajendrakumarbehera6116
    @rajendrakumarbehera6116 2 года назад

    ଦୂର ପାହାଡ଼ ସୁନ୍ଦର। ସବୁ ଚେକ୍ ଚକ୍ କରୁଥିବା ଜିନିଷ ସୁନା ନୁହେଁ। କାହାକୁ ଉପଦେଶ ଦେବା ପୂର୍ବରୁ ଅନ୍ତତଃ ଏ ଲାଇନ ରେ ୨୦ ବର୍ଷର ଅଭିଜ୍ଞତା ଆବଶ୍ୟକ। ଜଣେ ଶିକ୍ଷକ ଶ୍ରେଣୀରେ ପଢ଼ାଇବା ପୂର୍ବରୁ ଛାତ୍ରଛାତ୍ରୀମାନେ ଯେତିକି ପ୍ରସ୍ତୁତ ହେଇ ଆସି ଥାନ୍ତି ତାର ୧୦ ଗୁଣ ଅଧିକ ପ୍ରସ୍ତୁତ ହେଇ ଆସନ୍ତି।

  • @ashutoshsenapati4086
    @ashutoshsenapati4086 2 года назад +3

    ତୋ ମୁନ୍ଡ଼ ରେ ଯଦି ଏତେ ବୁଧୀ ଗୋଟେ ଆଇଏସ୍ ହେଈକି ଦେଖା ଝିଅ ବିଷୟରେ ଏଠି ସଫେଇ ଦେଲା😂😂

  • @durgacharanhembram5586
    @durgacharanhembram5586 2 года назад +1

    Sister I agree with your opinion.

  • @ashutoshsenapati4086
    @ashutoshsenapati4086 2 года назад +25

    ଦୁଇ ଦିନ ହେଇଚି ସିରିଏଲ୍ କୁ ଆସିବାର ଈଏ ପୁଣି ଆମକୁ ଅଭିନୟ କଣ ସିଖେଇବ

  • @tikeswarkishan3250
    @tikeswarkishan3250 2 года назад +1

    Right katha siste &didi
    Bahuta badhiaa
    ତମେ ଲୁଣ ଖାଇଚୁ ତମେ ଗୁଣ ଗାଇଵ 👌👌👌👌

  • @gorasingh5464
    @gorasingh5464 2 года назад +17

    ତୁମ କହିବାର ଠିକ୍ କିଛି ବୁଝି ହେଲା ନାହିଁ।

    • @silkyworld601
      @silkyworld601 2 года назад +1

      Hm thik kahile sir.. ...kichhi bujhi helani 🤔🤔

  • @Bapun-updates
    @Bapun-updates 2 года назад +4

    ଏ ସବୁ କାମ କରିବା ଦରକାର ନାହିଁ ତୁ କହିବା ଭଲ ଶିକ୍ଷା ଗ୍ରହଣ କରିଛୁ

  • @subashnayak4611
    @subashnayak4611 2 года назад +7

    ଓଡ଼ିଆ ସେରିଏଲ୍ ରେ ସବୁ ୨ ନମ୍ବରି କାମ ହୁଏ। ଏଗୁରା ଆଉ କଣ ଖୋଲିକି କୁହନ୍ତେ ନା କଣ। କିଏ ଆଉ ଓଡ଼ିଆ ସେରିଏଲ ଦେଖୁଛି। ଏମାନେ ଦେହ ବିକି roll କରୁଛନ୍ତି। ମୋ ବୋପଲୋ ସତୀ ସାବିତ୍ରୀ 🤣🤣🤣

  • @SusilpadhanSusilpadhan-rd4mk
    @SusilpadhanSusilpadhan-rd4mk 2 года назад +3

    ଶୋ ଇଚ୍ଛା ରେ ଦେଲେ ସବୁ ପାସ ହେଇଥିବା, ମନା କଲେ ଦୁଷ୍କର୍ମ ର ଶିକାର କୁହାଯାଏ,, ଦେଇ ଥୁଇ ଜାଣିଲି ଚୋରି ବିଦ୍ୟା ଭଲ ,,,

  • @rubinayak9347
    @rubinayak9347 2 года назад +6

    ତ ଫୋନ୍ ନମ୍ବର ଟିକିଏ ଦେ ଗୋଟିଏ ରାତି ଶୋଇବା ଘର ଭିତରେ ତାପରେ କହିବୁ ମତେ

  • @ChandanKumar-ve6ks
    @ChandanKumar-ve6ks 2 года назад +10

    ତମ ପାଇଁ save ହେଲେ କଣ ହେବ... ତମ ନାରୀ ଜାତି ର ଅନ୍ୟ ମାନେ ସେମାନେ ଙ୍କୁ 🍆🍆🍆ଦରକାର ଅଛି ସେଥିପାଇଁ ଏମିତି ହୋଉଛି ଦେଖୁନ.. Face book ଭିଡ଼ିଓ ବୁଝିପାରିବ.. 👍

  • @heartbookworld12
    @heartbookworld12 2 года назад +3

    ପଇସା ବ୍ୟତୀତ ‌ଏଠି ଅଲଗା କିଛି ମିଳେନି

  • @srutijena4529
    @srutijena4529 2 года назад +3

    Yes ,,ur right...

  • @simrands2626
    @simrands2626 2 года назад +3

    A line bahut hi bhala bahut G mile

  • @ramaswain550
    @ramaswain550 2 года назад +1

    Yes you are right

  • @jagannathnayak6387
    @jagannathnayak6387 2 года назад +115

    Yes
    Absolutely true
    No one touch a girl without her wish

    • @anujanayak7343
      @anujanayak7343 2 года назад +12

      Then what is rape?

    • @Labanya_Barik
      @Labanya_Barik 2 года назад +3

      Vasono jhadoni sabu puo jhia eka nuhanti... Au mu nije janichi kn industry hue... Nijo loko achhanti ta jao... Nahale emiti huo

    • @anujanayak7343
      @anujanayak7343 2 года назад

      @@Labanya_Barik kn mu vasana jhadili seita hin kahili ki jadi jhia ra without wish re touch kara jaeni then what is rape

    • @Labanya_Barik
      @Labanya_Barik 2 года назад +1

      @@anujanayak7343 hess apana nuho... Se jie jhia kahuchi... Kn bujhucho savu 🤣🤣🤣🤣

    • @Labanya_Barik
      @Labanya_Barik 2 года назад +1

      @@anujanayak7343bujhiki kuho vauni tumaku kain kahibi ..volo se bujho kn kahichi...

  • @gunamanibishi7607
    @gunamanibishi7607 2 года назад +2

    ଆଲୋ ସୁନ୍ଦରୀ ରମଣୀ ନଡ଼ା ଆଉ ନିଆଁ ପାଖରେ ରଖିଲେ ନିଶ୍ଚେ ନିଆଁ ଲାଗିବ ଜାଣି ।

  • @sudhasispatanayak968
    @sudhasispatanayak968 2 года назад +4

    One-way traffic ଜିଏ ଗଲା ଆଉ ପଛକୁ ବୁଲିବାକୁ ବାଟ ନାହିଁ

  • @satyajitnayak235
    @satyajitnayak235 2 года назад +1

    ତାହେଲେ ଲାଗୁଚି ତୁ ଦୁଷ୍କର୍ମ ହେଇଚୁ, କିନ୍ତୁ ଜାଣି ଜାଣି ହେଇଚୁ। ଆଉ କେହି ଜଣେ ଡାଇରେକ୍ଟର ଠୁ ପଇସା ଖାଇକୀ ଏଠି ଭୁକୁଚୁ

  • @snayak7837
    @snayak7837 2 года назад +5

    ଠିକ୍ କଥା ଯେତେ ଜୋର କଲେ ବି ଝିଅ ଯଦି ସୁଯୋଗ ନ ଦିଏ ,ରେପ୍ ହୋଇ ପାରିବ ନାହିଁ

  • @sudhansusekhardash9010
    @sudhansusekhardash9010 Месяц назад

    ଅକ୍ଷୟ ସାର କହିଲେ କଳଙ୍କ ନ ଥିଲେ କଳାକାର ହୋଇ ପାରିବ ନାହିଁ।

  • @kangenwater3789
    @kangenwater3789 2 года назад +6

    କଲି ଯୁଗ ସତୀ ଦେଖନ୍ତୁ

  • @rajibkumarmohanty8617
    @rajibkumarmohanty8617 2 года назад +4

    ଜ୍ଞାନ ପେଲନ୍ତୁନାହିଁ ମାଡାମ

    • @Labanya_Barik
      @Labanya_Barik 2 года назад

      Na se au kaha thu khai khai ethi achhi na.. Seipain ete peluchi...

  • @ratnimanikisku266
    @ratnimanikisku266 2 года назад +25

    ଆଳୁ ସାରୁ ବଇତାଳୁ😂😂😂😂😂😂😂😂😂😂

  • @narasinghabhuyan2307
    @narasinghabhuyan2307 2 года назад +1

    ଏହିପରି କଥା କହି acting କରିବାକୁ କେତେ ଟଙ୍କା ଦେଇଛନ୍ତି ।
    କାଳେ ତମର ବେପାର ବନ୍ଦ ହେଇଯିବ କେମିତି ପଇସା କମେଇବି ବୋଲି ଡରିଯାଉଛ କି ଡର ନାହିଁ ମୁଁ ତୁମକୁ ଚାକିରି ଦେବି ମୁ ଚାଷ କରୁଥିବା ବିଲରେ ଘାସ ବାଛିବ ଆସ 🙏🙏🙏

    • @pklenka5242
      @pklenka5242 2 года назад

      Val kari khaichu jana paduchi

  • @pradipkumardasdas7184
    @pradipkumardasdas7184 2 года назад +5

    Jay Jagannath 🙏

    • @TrueSelf
      @TrueSelf 2 года назад

      ଜୟ ଜଗନ୍ନାଥ

  • @madhusmitamalik5199
    @madhusmitamalik5199 2 года назад +2

    Yes absolutely right

  • @devidas4539
    @devidas4539 2 года назад +4

    ଝିଅ ଚାହିଁବ ଆଉ ପୁଅ ଛୁଇବ ,ଆକୁ କେହି ବଦଳାଇ ପାରିବେ ନାହଁ ,

  • @basantijena4693
    @basantijena4693 2 года назад +2

    Right Right there

  • @Pradeepwriterin
    @Pradeepwriterin 2 года назад +23

    Mi6 ପୁରା pi6 ମୋ bhaneji bi ସେହି line re ଅଛି କିନ୍ତୁ see ghare kuhe producer ଆଉ director ଙ୍କ କଥା ଛି .... ଛି

  • @subaspattanayak3320
    @subaspattanayak3320 2 года назад +1

    ଖାଲି କଣ ପୁଅମାନଙ୍କର ଭୂଲ୍। ଏଥିରେ ଝିଅ ମାନଂକ ର କଣ ଦୋସ ନାହିଁ । ସମ୍ପୂର୍ଣ୍ଣ ଦୋଷ ଝିଅ ମାନଂକ ର।

  • @bijaykumarmunda9589
    @bijaykumarmunda9589 2 года назад +3

    ପାଳି ଆସିଲେ ଜାଣିବ

    • @iamindian2908
      @iamindian2908 2 года назад

      ହଁ ଭାଇ ପାଳି ଆସୁ କିଳା ବାଜିବ

  • @sanchitkumarbagh937
    @sanchitkumarbagh937 2 года назад

    Absolutely right

  • @pandianmusicworld7546
    @pandianmusicworld7546 2 года назад +21

    Sabu vitare vitare khela
    Sabu sei maja majare chale

  • @TrueSelf
    @TrueSelf 2 года назад +2

    Excuse me mind your language
    ଯେତେବେଳେ ଆପଣଙ୍କ ସମାଜ ରେ ପାଞ୍ଚ ବର୍ଷୀୟ କଂଳା ଛୁଆଟିକୁ ଦୁଷ୍କର୍ମ କରି ମାରି ଫିଙ୍ଗି ଦିଆଯାଏ ଏବଂ ଏକ ତରଫା ପ୍ରେମ କରି ଏସିଡ ଫିଙ୍ଗି ଜୀବନ ଦିଆଯାଏ ତାକୁ ଆପଣ କେମିତି ବ୍ୟାଖ୍ୟା କରିବେ ।
    ଆପଣ କୋଉ ସମାଜ ରେ ଅଛନ୍ତି

  • @starmohapatra
    @starmohapatra 2 года назад +4

    Thanks for great tips...

  • @bichitrakumarnayak4659
    @bichitrakumarnayak4659 2 года назад +1

    Jau house wife enjoy kariba pain chanhu thiba taku bhala Lagiba se kahinki government job nakariba kintu gote katha artists aneka achhanti 200 kintu 10 bhaga bhala achhanti jaha mananka pain tame mane sabu save hoi jaucha jemiti ki michha au sata ae duniya re kichhi sata kahu thiba lok mananka pain ame samaste banchi jauche ae sansar chalichi bujhila better 🙏🙏 ame allready janichu kie kemiti

  • @rajubehera8540
    @rajubehera8540 2 года назад +5

    ମୁର୍ଖ କିଛି ଜଣା ନାହିଁ

  • @Jyotiranjan1010Liton
    @Jyotiranjan1010Liton 2 года назад +1

    ନୂଆ ନୂଆ ପାଣିରେ ପହଁଚିଲେ ଭଲ ତ ଲାଗିବ

  • @bapujipanda9186
    @bapujipanda9186 2 года назад +25

    Tate godei godei karibe Raha ....,🙏🙏🙏

  • @dibyanshuaditya3850
    @dibyanshuaditya3850 2 года назад +2

    ଅଲଟା କଉଛୁ ? ଗୋଟେ ଝିଅ ନ ଚାହିଁଲେ ଗୋଟେ ପୁଅ ତାକୁ ଦୁଷ୍କର୍ମ କରିପାରିବନି ok

  • @harekrushnabehera3138
    @harekrushnabehera3138 2 года назад +4

    ତୁ ୧୦୦% ଠିକ୍ କହୁଥିବାର ଜଣାପଡୁନାହିଁ ।

  • @prakashchandraacharya9303
    @prakashchandraacharya9303 2 года назад +1

    ଗୋଟିଏ ଝୀଅ. ନ ଚାହିଁଲେ ଦୁଷ୍କର୍ମ ହେବନାହିଁ ସେ କହୁଛି ପୁଅ ନ ଚାହିଁଲେ କେତେ ଭକୁଆ ଝୀଅ ପୁଅ ଚାହିଁଲେ ଯଦି ଦୁଷ୍କର୍ମ ହୁଅନ୍ତା ପୁଅ ମାନେ ତ ଚାହୁଁ ଛନ୍ତି ଝୀଅ ନ ଚାହିଁଲେ କେମିତି ଦୁଷ୍କର୍ମ ହେବ ସେହି ଝୀଅ ଦୁନିଆଙ୍କୁ କେତେ ଭକୁଆ ଭାବୁଛି ସେ ସେମିତି ହୋଇଥିବ

  • @balaramnath2903
    @balaramnath2903 2 года назад +4

    ତୁ କଣ କହିବୁ ମତେ ଟିକେ କାହା ପାଖରେ ସୋଈବାକୁ ପଡିଲାବଲି, ଏ ଲାଇନିକୁ ଆସିବା ପାଈ

  • @dularamsoren4887
    @dularamsoren4887 2 года назад +2

    ଛତିଶଗଡ଼ର ଝିଅ ନିଜେ ନିଜେ ଜୋଡା କେଉଁଝରକୁ ଆସି, ପୁଅ ସଙ୍ଗେ ମସ୍ତି କଲା !
    ପୋଲିସ ହାତରେ ପୁଅକୁ ଧରାଇ ଧୋଇ ଧୁଆ ହୋଇ ସତୀ ବୋଲାଇଲା !

  • @shashankajana5475
    @shashankajana5475 2 года назад +4

    samaj seba kara, adhatmikare agaku badha nahele rakhya nahi, power by world youth society

  • @SUNILSAHU-cp1rs
    @SUNILSAHU-cp1rs 2 года назад

    R8

  • @myvlogmyhobbies1133
    @myvlogmyhobbies1133 2 года назад +8

    Ni re tu nija ichhare compromise karichhu so to Saha kichhi habani tu to ichhare dyedabu but jia Raji nahebe tasaha jabardasti hauchhi

  • @shivshaktipositivethoughts4546
    @shivshaktipositivethoughts4546 2 года назад +6

    Mam aapono thik kahile but Kichi time ro enjoy pain society kharap SMS Deba Kano thik lako Kano pain bujhi paru nahanti aau bhaul Karu chanti Jaha folore other person ro bi and society ro insult houchi

  • @pramodakumarpatra9196
    @pramodakumarpatra9196 2 года назад +2

    ଆଜିର ଝିଅମାନେ ସ୍ୱାମୀ ପାଖେ ବହୁତ ଭଲ ସ୍ୱାମୀ ବାହାରକୁ ଗଲେ ଅନ୍ୟ ସାଥେ ଗେଲ ଆଜିର ଝିଅଙ୍କ ସ୍ୱାମୀ ଙ୍କ ନମ୍ବର ମୋବାଇଲ ରେ ଥିବ ସେଭ ହେଲେପରା ପ୍ରେମିକର ନମ୍ବର ମନରେ ଥିବ ସେଭ

  • @thakurmajhi6543
    @thakurmajhi6543 2 года назад +5

    ଇଏ ଫାଇନାଲ କୁଚା ଖାଇବ ଆଉ😆😃🤣

  • @dillipparida7010
    @dillipparida7010 2 года назад +1

    Absolutely right 👍👍👍

  • @saishraddhaworld324
    @saishraddhaworld324 2 года назад +16

    4/5 barsha ra jhia te kn nije nije duskarma hauchanti!!! A line re je sacrifice karipariparila tar kichhi prblm nahi .. Tame ate pravachan diani

  • @pujajena9944
    @pujajena9944 2 года назад

    Right kahichhanti Diii

  • @nanditanan1773
    @nanditanan1773 2 года назад +6

    Aau Casting couch name ta michha ta re baharichi nuhen ki ? aapana jau kahileni madam maja majlis Kariba katha ta taa bhitare hin sabu include thaye...... kahucha kn na kharap nahi.....

  • @shibudalai1743
    @shibudalai1743 2 года назад +14

    ତମକୁ ରେପ ହେଇନି ସେଥି ପାଇଁ କହୁଛ

    • @chinmayasahu9747
      @chinmayasahu9747 2 года назад

      Are Bhai taku producer and hero gheni sarilani

  • @lucygomango899
    @lucygomango899 2 года назад +2

    Right mam🙏🏻🙏🏻❤👍🏼👍🏼
    From....rayagada ❤🙏🏻🙏🏻

  • @samantaradeepti6160
    @samantaradeepti6160 2 года назад +3

    Jahara najar kharap se 10 thara kana tharebi bhabibani

  • @RahulKumar-bg3qg
    @RahulKumar-bg3qg 2 года назад

    Its true.....

  • @Hotslowmotionpoint
    @Hotslowmotionpoint 2 года назад +3

    Right

  • @manoranjanmndal1578
    @manoranjanmndal1578 2 года назад

    ଏହାର full experience ଅଛି ।

  • @jayramsanta
    @jayramsanta 2 года назад +4

    ତତେ ବି ହେବ ଆପେକ୍ଷା କର

  • @bijayshreevolg4808
    @bijayshreevolg4808 2 года назад +1

    Right 👍

  • @rabiranjanrealstar
    @rabiranjanrealstar 2 года назад +8

    Tu kan kahuchhu kichhi bujhi helani.atiki bujhili bhitare khella kariba bahare kichhi na hei thiba bhalli acting kariba

  • @nilakanthagovermenthighsch2798
    @nilakanthagovermenthighsch2798 2 года назад

    Right sister👍👍👍

  • @srutijena4529
    @srutijena4529 2 года назад +4

    ଯଏ ମାନେ ଖରାପ ମନୋବୃତ୍ତି ନେଇ ,, ଭାଵୁଛ ତେଵେ ତମେ ମାନେ କଣ ପାଇଁ, film / serial ଦେଖୁଛ ।

    • @srutijena4529
      @srutijena4529 2 года назад +1

      ଯିଏ ମୋ କଥା ରେ ଏକମତ ସିଏ like କର।...

    • @pradeepkumarjena7295
      @pradeepkumarjena7295 2 года назад +1

      ତାହେଲେ ତୁମେ ବି ଯାଅ heroine ହେବ ।

    • @iamindian2908
      @iamindian2908 2 года назад

      ତ ମା ----ଟା

  • @indramanipingua3119
    @indramanipingua3119 2 года назад +1

    ନା ଆମେ ଅନ୍ଦ। ଶୋଟିଂ ବେଳେ ସବୁ କିଛି ହେଇଯାଉଚି

  • @MissPriyankapinky
    @MissPriyankapinky 2 года назад +3

    Aga ku nija ku dekhe lo maa 😂😂😂 ..tapare dosa au kahaku dabu. Au lecture dabu. .tu kn sbu kriki actress heithibu seita janitibu 😂😂 .....chhoto chhua mane puni rape ra sikar kain hauchanti .besi lecture dauchi 😂

  • @Mrddbaska7815
    @Mrddbaska7815 2 года назад +1

    ନୁଆ ରୁ ବଧେ ଆସିଛି !!!! କିଛି ଜାଣିନି ଆଗକୁ ଚାଲ ଦେଖିବ ନୂଆ ନୁଆ ଏକ୍ସନ।।।।

    • @Labanya_Barik
      @Labanya_Barik 2 года назад

      Vul kahucho bhai... Sie pai sarichi

  • @psychologylover9383
    @psychologylover9383 2 года назад +9

    I agree that acting line is good but what about the minor girls of age 4/5 years,those who got raped by matured males? Are they telling the guys to rape them?

  • @reenabiswasofficial5331
    @reenabiswasofficial5331 2 года назад

    Very nice line di