ଆଜିର ଶବ୍ଦ - ଅଥର୍ବ | Spiritual Meaning Of Word - Atharba by Prof. Natabara Satpathy | Sidharth Bhakti

Поделиться
HTML-код
  • Опубликовано: 25 янв 2025

Комментарии • 13

  • @adityamohapatrathankyou4703
    @adityamohapatrathankyou4703 3 года назад

    🙏Jay maa saraswoti jay maa sarola jay sri jagannath🙏

  • @HITESHPATEL-ui2bs
    @HITESHPATEL-ui2bs 8 месяцев назад

    Jay jagannath

  • @anirudhatarasia6943
    @anirudhatarasia6943 3 года назад

    ଜୟ ଜଗନ୍ନାଥ

  • @prasannakumarnayak3786
    @prasannakumarnayak3786 3 года назад

    ଆଜ୍ଞା ଜୀବର ମୁକ୍ତି ବେଦରେ ନାହିଁ, ବେଦରେ କୁହାଯାଇଛି ଜୀବ ନିଜର ପୂଣ୍ୟ ବଳରେ ମୃତ୍ୟୁ ପରେ ଅନନ୍ତ କାଳପରଜ୍ୟନ୍ତ କେବଳ ଅନନ୍ତ ସୁଖ ଲାଭକରେ ଏବଂ ତାହାପରେ ପୁଣି ଏହି ଦୁଃଖ ମୟ
    ଜନ୍ମ ମରଣ ଚକ୍ର ରେ ପୁଣିଥରେ ପଡିଯାଏ, କର୍ମ ଚକ୍ର ଜୀବକୁ ପୁଣି ଆଛନ୍ନ କରେ, ପୁଣି ଏଥିରୁ ଉଦ୍ଧାର ପାଇବାପାଇଁ ପୁଣି ପୂଣ୍ୟ ଅର୍ଜ୍ଜନ କରିବାକୁ ପଡେ।
    ଏହିପରି ଭାବରେ ଜନ୍ମ ମରଣ ଓ ଦୁଃଖ ସୁଖର ଚକ୍ର ମଧ୍ୟରେ ଜୀବଘୁରିବୁଲୁଥାଏ,ଏଥିରୁ ନିସ୍ତାର ପାଇବାର ବାଟ କିଛି ନାହିଁ।
    ଏହି ବିଷୟରେ ମୋର---ଓ.ଟିଭିରେ ପ୍ରସାରିତହେଉଥିବା ସର୍ବେ ଭବନ୍ତୁ କାର୍ଯ୍ୟ କ୍ରମରେ
    ପ୍ରବକ୍ତା ସୁଧାନନ୍ଦ ସରସ୍ୱତୀଙ୍କ ସହ ତର୍କ ବିତର୍କ ହୋଇଥିଲା ସେକହିଲେ ମୁକ୍ତିଫୁକ୍ତି କିଛି ନାହିଁ।ଜୀବ ନିଜର ପୂଣ୍ୟ ଫଳ ସ୍ୱ ର୍ଗ ଲୋକରେ ଅନନ୍ତକାଳ ଭୋଗ ଅନ୍ତେ ପୁଣି ଏହି ଜନ୍ମ ମରଣ ଚକ୍ର ରେ ଘୁରି ବୁଲୁଥାଏ।ମୁଁ ତାଙ୍କୁ ପଚାରିଲି ଯଦି ଏତେ ପୂଣ୍ୟ ପରେ‌ଜୀବ ପୂଣି ଦୁଃଖ ମୟ ସଂସାର କୁ ଫେରେ ତାହେଲେ ଏଜୀବ କାହିଁ କି ଏତେ କଷ୍ଟ ସହି ସତ୍
    କାର୍ଯ୍ୟ କରିବ।ସେ ମହାଶୟ ଏହାର ଉତ୍ତର ସଠିକ୍ ଭାବରେ ନଦେଇ ମୋତେ ୟାଡୁସ୍ୟାଡୁ କହିଲେ।ତେଣୁ ଆପଣଙ୍କୁ ଅନୁରୋଧ ଏହାର ସଠିକ୍ ଉତ୍ତର ଦେବେ ବୋଲି ଆଶା।
    ଧନ୍ୟବାଦ।

  • @prasadmajhi5559
    @prasadmajhi5559 3 года назад +1

    🌅 Jay Jagannath 💩 Sundar omruth Rasa mohima 🗽

  • @arunkumar-kc7qy
    @arunkumar-kc7qy 3 года назад

    ବହୁତସୁନ୍ଦର/ପୁରାଣକଥା🙏🙏🙏🙏🙏🙏🙏🙏

  • @ilovemyindia5168
    @ilovemyindia5168 3 года назад

    Jay Jagannath 🙏🙏🙏 jay Jagannath 🙏🙏🙏 jay Jagannath 🙏🙏🙏

  • @swetabehera0000
    @swetabehera0000 3 года назад

    Jay Jagannath..

  • @angulmix9903
    @angulmix9903 3 года назад

    New channel

  • @Jay-rz2cg
    @Jay-rz2cg 3 года назад

    Jay jagannath Jay jagannath Jay jagannath

  • @kruticreationlpgroup654
    @kruticreationlpgroup654 3 года назад

    👏👏

  • @OdiaSpTamsikTantra
    @OdiaSpTamsikTantra Месяц назад

    Atharba ved bisayare janina

  • @bideshiradhyradhyguruji6460
    @bideshiradhyradhyguruji6460 3 года назад

    ଜୟ ଜଗନ୍ନାଥ