The rituals of life to atmosphere of understanding and awareness....... the simplicity of mindset is awekening....but the political essence is the key to calamities
Chadakhai ra arth hela Krodha, mada, maschrjya, ahankar , lova, e sabuku parityaga kari niswathapara bhabare bhagabat brati or seba , dharma kariba jai jagannath 🎉
Gouranga sir jay jagannath subha sakala sabubale khushi ruhuntu setiki mahaprabhu Sri jagannath pakhare mura prathana au dhana little bhi sabu bale khushi ruhantu satiki maha Prabhu Sri jagannath pakhare mura prathana
ll ଛାଡଖାଇ ର ପ୍ରକୃତ ଅର୍ଥ ll
କାର୍ତ୍ତିକ ମାସ ର ବ୍ରତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଉଦଯାପିତ ହେଇଥାଏ।ମାସ ସାରା ହବିଷ ଭକ୍ଷଣ, ଦେବ ଦର୍ଶନ, ପୁରାଣ ପାଠ,ଚଉରା ମୂଳେ ମୁରୁଜ ଆଙ୍କି ରାଇ ଦାମୋଦର, ଲକ୍ଷ୍ମୀ ନାରାୟଣ ,ଶିବ ପାର୍ବତୀଙ୍କ ପୂଜା ଚାଲିଥାଏ କାର୍ତ୍ତିକ ପୂର୍ଣ୍ଣିମା ଦିନ ଯାଏଁ। ପୂର୍ଣ୍ଣିମା ର ପରଦିନ କୁ କୁହାଯାଏ *"ଛାଡ଼ଖାଇ "* ।ଏହି ଛାଡଖାଇ କୁ ନେଇ ଆମ ମନ ରେ ଅନେକ ହୀନ ଚିନ୍ତାଧାରା ବର୍ତ୍ତମାନ ସମୟ ରେ ଦେଖା ଦେଇଚି।ଯେଉଁଟା କି ପ୍ରକୄତ ଛାଡ଼ଖାଇ ର ସମ୍ପୂର୍ଣ୍ଣ ବିପରୀତ।
କାର୍ତ୍ତିକ ମାସରେ କିଛି ଖାଦ୍ୟପେୟ ର ବାରଣ ରହିଚି।ଏହାଛଡା କାର୍ତ୍ତିକ ମାସରେ ଚୁଟି କାଟିବା,କିଛି ଫୁଲ, ଫଳ, ପତ୍ର ତୋଳିବା ମଧ୍ୟ ବାରଣ ଥାଏ।ଯେଉଁ ମାନେ କାର୍ତ୍ତିକ ବ୍ରତ କରନ୍ତି ସେମାନେ ମାସ ସାରା ନଖ କାଟନ୍ତି ନାହିଁ, ଚୁଟି କାଟନ୍ତି ନାହିଁ, ତୁଳସୀ ପତ୍ର ତୋଳନ୍ତିନି,କଦଳୀ ପତ୍ର କାଟନ୍ତିନି।ବର୍ଷା ଛାଡିଥାଏ ଆଉ ଶୀତ ର ଆରମ୍ଭ ହେଇଥାଏ ।ଏମିତି ଏକ ମଝାମଝି ରେ କାର୍ତ୍ତିକ ମାସ ଥାଏ।ଏହି ସମୟ ରେ ପାଣି ପାଗ ସହ ମଣିଷ ଓ ପଶୁପକ୍ଷୀ ଙ୍କ ଶରୀର ରେ ଅନେକ ପରିବର୍ତ୍ତନ ଆସିଥାଏ।ଯେମିତି କି ଏଇ ମାସରେ ମଣିଷ ଶରୀର ରେ ପିତ୍ତ ଓ କଫ ଅଧିକ ହେଇଥାଏ।ହଜମ ଶକ୍ତି କମିଯାଏ।ତେଣୁ ଏଇ ମାସରେ ଗୋଟିଏ ଥର ଖାଦ୍ୟ ଗ୍ରହଣ କରିବା ବିଧି ଅଛି।ବିନା ମସଲା,ହଳଦୀ ରେ ନିର୍ଦ୍ଦିଷ୍ଟ କିଛି ପରିବା କୁ ନେଇ ଖାଦ୍ୟ ପ୍ରସ୍ତୁତ ହେଇଥାଏ।ଯାହା କି ଗରିଷ୍ଠ ହେଇ ନଥାଏ।ଏହା ହଜମ ଶକ୍ତି କୁ ବଢେଇବା ସହ ଦେହକୁ ରୋଗମୁକ୍ତ କରିଥାଏ।ଆଉ ସାତ୍ତ୍ଵିକ ହୋଇଥିବାରୁ ଦେହ ମନ ଶାନ୍ତ ସଂଯମ ରହିଥାଏ।କାର୍ତ୍ତିକ ମାସରେ ମାଛ ମାଂସ କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।ଏଇ ମାସରେ ମାଛ ଙ୍କ ଦେହରେ ବସନ୍ତ ହେଇଥାଏ।ଆଉ ଛେଳି,ମେଣ୍ଢା, କୁକୁଡା,ବତକ ଇତ୍ୟାଦି ଙ୍କର ପ୍ରଜନନ ର ଋତୁ ଅଟେ କାର୍ତ୍ତିକ ମାସ।ତେଣୁ କାର୍ତ୍ତିକ ମାସରେ ମାଛ ମାଂସ ଖାଇଲେ ଅନେକ କୁପ୍ରଭାବ ପଡିଥାଏ ମଣିଷ ଶରୀରରେ।ମାସ ସାରା ଗୋଟିଏ ଥର କିଛି ନିର୍ଦ୍ଦିଷ୍ଟ ଶୁଦ୍ଧ, ସାତ୍ତ୍ଵିକ ଆହାର ଗ୍ରହଣ କରା ଯାଇଥାଏ।କାର୍ତ୍ତିକ ପୂର୍ଣ୍ଣିମା ର ପରଦିନ ହେଉଚି ଛାଡ଼ଖାଇ।
ଜଗନ୍ନାଥ ଧାମ ପୁରୀରେ ଥିବା ହବିସିଆଳି ମାନଙ୍କୁ ପଚାରିବେ- ସେମାନେ କହିବେ ଛାଡଖାଇର ଅର୍ଥ କ'ଣ ! ସେମାନେ ମାସ ସାରା ଦିନକୁ ମାତ୍ର ଗୋଟିଏ ଥର ଖାଇ ହବିଶ କରିଥାଆନ୍ତି। ପୂର୍ଣ୍ଣମୀ ପରଦିନ ଛାଡଖାଇ ଭାବରେ ପାଳନ କରନ୍ତି । ସେଦିନରେ ସେମାନେ ସମ୍ପୂର୍ଣ୍ଣ ଭାବରେ ଆହାର ଛାଡି ନିର୍ଜଳା ଉପବାସ କରି ଥାଆନ୍ତି। ଯାହାକୁ କୁହାଯାଏ ଛାଡଖାଇ । ଖାଇବା ଯେହେତୁ ଛାଡି ଦେଇଥାଆନ୍ତି, ସେଥିପାଇଁ ଛାଡଖାଇ କୁହାଯାଏ। ଆମେ ତାକୁ ଅଲଗା ଅର୍ଥରେ ନେଇ ସେଇ ପବିତ୍ର ଦିନରେ ଗୋଟେ ନିରୀହ ଜୀବକୁ କଲବଲ କରି ତାର ବିନା ଇଚ୍ଛାରେ ତାକୁ ମାରି , ତାର ଭୟ ଆଉ ରାଗରେ ଜର୍ଜରିତ ଶରୀରକୁ ଉଦରସ୍ଥ କରି ଆହୁରି ପାପ ଗୁଡିଏ ଅର୍ଜନ କରନ୍ତି । ପ୍ରକୃତ ବାସ୍ତବତା କଣ ଆଉ ଆମର ଭାବନା କଣ? ଏପର୍ଯ୍ୟନ୍ତ ଆମେ ଆମର ସଂସ୍କୃତିକୁ ଠିକ୍ ରେ ଜାଣି ପାରିନାହାଁନ୍ତି, କି ବିଡମ୍ବନା ସତରେ | ଉପବାସ କହିଲେ ଦୁଇଟି ଶବ୍ଦ । ଉପଯୁକ୍ତ ବାସ । ଉପ କହିଲେ- ସହଯୋଗ, ବାସ କହିଲେ- ସଦାଚାର । ସହଯୋଗ ପୂର୍ବକ ସଦାଚାର ଭାବରେ ଦିନଟିକୁ ପାଳନ କରିବାକୁ ଉପବାସ କୁହାଯାଏ। ଆମେ ସବୁ କଥା ଗୋଟେ ଆଉ କାମ ଆଉ ଗୋଟେ କରୁଛନ୍ତି ।
ଆଉ କିଛି ଶାସ୍ତ୍ର ଅନୁସାରେ କାର୍ତ୍ତିକ ବ୍ରତ ରେ ଯେଉଁ ଖାଦ୍ୟ ଖାଇବାକୁ ବାରଣ ହେଇଥାଏ,ଛାଡ଼ଖାଇ ଦିନ ଠୁ ସେ ଖାଦ୍ୟ ସବୁ ପୁଣି ଖାଇବାକୁ ଅନୁମତି ମିଳିଥାଏ।ଗୋଟିଏ ମାସର ସଂଯମ ଯୋଗୁଁ ହଜମ ଶକ୍ତି ବଢିଯାଏ।କାର୍ତ୍ତିକ ବ୍ରତ ଧାରୀ ମାନେ ଛାଡ଼ଖାଇ ଦିନ ମଧ୍ୟ ଏକ ସ୍ବତନ୍ତ୍ର ପୂଜାକରିଥାନ୍ତି।ଚଉରା ମୂଳେ ଭୀମ ଙ୍କର ଏକ ବାଲିମୂର୍ତ୍ତୀ କରି କିମ୍ୱା ମୁରୁଜରେ ଭୀମଙ୍କ ଏକ ମୂର୍ତ୍ତି ଅଙ୍କନ କରି ତାଙ୍କୁ ପୂଜା କରଯାଏ।ମୁଢି,ଉସୁନା ଭାତ,ସମସ୍ତ ପରିବା ପଡି ତରକାରୀ, କୋଶଳା ଶାଗ,କାଞ୍ଜି ଇତ୍ୟାଦି ସୁସ୍ୱାଦୁ ଖାଦ୍ୟ ଭୋଗ ବଢାଯାଏ ଭୀମ ଙ୍କୁ।କାରଣ ଭୀମ ହେଉଚନ୍ତି ଖାଦ୍ୟ ପ୍ରିୟ।ତାଙ୍କର ଦେହର ବଳ ଓ ହଜମ କରିବାର ଶକ୍ତି ଅତୁଳନୀୟ।ତେଣୁ କାର୍ତ୍ତିକ ବ୍ରତ ପରେ ଖାଦ୍ୟ ପ୍ରିୟ ଭୀମ ଙ୍କୁ ସୁସ୍ୱାଦୁ ଖାଦ୍ୟ ଅର୍ପଣ କରି ତାଙ୍କୁ ସନ୍ତୁଷ୍ଟ କରାଯାଏ।ଏହାପରେ ବ୍ରତଧାରୀ ମାନେ ଖାଦ୍ୟ ଗ୍ରହଣ କରନ୍ତି।
Very true 🙏
ଗୌରାଙ୍ଗ ସାର ଙ୍କୁ ଅନୁରୋଧ ଛାଡଖାଇ ର ପ୍ରକୃତ ଅର୍ଥ କୁହନ୍ତୁ
Very nice 👍
@@unstoppable432
Bahut sundar
This is the real definition of chhadakhai
ମୁଁ ଜୀବନ ରେ କେବେ ବି ଆମିଷ ଖାଇନୀ କି କେବେ ଖାଇବିନି ନିରୀହ ଜୀବ ମାନକୁ ମାରିକି ମଣିଷ ମାନେ ଖାଉଛନ୍ତି ତାହା ଅପରାଧ ଆମର କିଛି ବି ଅଧିକାର ନାହିଁ କେଉ ଜୀବ ମାନଙ୍କୁ ମାରିକି ତାକୁ ଖାଇବା 🙏ଜୟ ଜଗନ୍ନାଥ ❤
ଛାଡ ଖାଇ ର ଅର୍ଥ ମାସ ସାରା ହବିଷ ଖାଇଥାନ୍ତି ଏଇ ଦିନ ହବିଶିଆଳି ମାନେ କିଛି ଖାଦ୍ୟ ଗ୍ରହଣ କରନ୍ତି ନାହିଁ. ହବିଷ କାଇବା ଛାଡିଥାନ୍ତି. ସେଥିପାଇଁ ଛାଡ ଖାଇ
ଆପଣଙ୍କ ଗାଁରେ ଘରୋଇ ଉଷୁନା ଚାଉଳ ମିଳିବ କି କିଣିବା ପାଇଁ.. କାରଣ ଭୁବନେଶ୍ୱର ଚାଉଳ ମୋତେ ଆତ୍ମ ତୃପ୍ତି ଦେଉନାହିଁ.. ଯଦି ମିଳୁଥିବ ଦୟାକରି ଜଣାଇବା ହେବେ...
Bhubaneswar pakhe mo village kete usuna chaula darkar kuha mu debi
ଜୟ ଶ୍ରୀ ସାର 🙏🌺🙏🙏🪔
Chadakhai With Fish Beautiful. Jai Jagannath.
Jay shree jagannath Swami ❤️❤️❤️❤️❤️❤️❤️
Jay jaganath gouranga Bhai happy chadakhaie
ମଉସା ଙ୍କ ଚାକିରିଆ ଙ୍କୁ ନଜର...ମାଗଣା ରେ government scheme ପାଉଛନ୍ତି ତଥାପି ନିଅଣ୍ଟ ।
Tame government job karicha bodhe
Kharp kichi kahinahanti ta
Chakiri karibaku b jogyata darkar .. nahi jadi kerandi Khao ki kankada Khao govt. Kn Kariba 😅
@@desitoka9224odisa ku khaidia chakiriamane
Mausa thik kahichnti❤
କାର୍ତିକ ମାସ ଧର୍ମ ରମାସ ଅଧରମ ଛାଡ ଧରମ କର ଜୟ ଜଗନ୍ନାଥ 🙏🙏🙏
Sir ଖାଇବା ବେଳେ ତଳେ ନ ବସୀ ଆସନ ରେ ବସନ୍ତୁ
ଜୟ ଜଗନ୍ନାଥ ଭାଇ
The rituals of life to atmosphere of understanding and awareness....... the simplicity of mindset is awekening....but the political essence is the key to calamities
🎉🎉🎉🎉🎉🎉🎉
Jay jagnath🙏🙏❤❤
ଭାଇ ମୁଁ ଶୁଦ୍ଧ ଶାକାହାରୀ
ଜୟ ଜଗନ୍ନାଥ 🙏🙏
Awesome vlogs & jai jagannath & sweet family👪
❤nice
ଜୟ ଜଗନ୍ନାଥ ଗୌରାଙ୍ଗ ସାରେ🙏
ସଂକ୍ଷିପ୍ତ ରେ କହିବାକୁ ଗଲେ ଛାଡଖାଇ ର ଅର୍ଥ ହେଲା ଯେଉଁ ବ୍ରତଧାରୀ ମାନେ କାର୍ତ୍ତିକ ମାସ ସାରା ହବିଷ ଭୋଜନ ( ବିନା ତେଲ ମସଲା ) ଖାଇ ବ୍ରତ ପାଳନ କରୁଥିବାରୁ ସେମାନେ ପୁନର୍ବାର ତେଲ ମସଲା ଓ ପିଆଜ ରସୁଣ ପକେଇ ସୁସ୍ଵାଦୁ ଖାଦ୍ୟ ଖାଇବା ଖାଇ ଥାନ୍ତି ସେଥିପାଇଁ କାର୍ତ୍ତିକ ମାସର ଶେଷ ଦିନ ଟିକୁ ଛାଡଖାଇ ବୋଲି କୁହନ୍ତି . ....
Correct
Mausa Ready loka pura
Jay Jagannath bhai beautiful video chhadakhai bahut vala hela❤❤❤❤❤❤❤❤❤❤❤ kolkata
Jay Jagannath
Balangir
ଭାଇ ଜୟ ଜଗନ୍ନାଥ
Jay jagannath 🙏🙏🙏♥️♥️♥️👍👍👍
🙏Jay Jagannath🙏
Sir ଜୟ ଜଗନ୍ନାଥ ଭଦ୍ରକ ରୁ ପବିତ୍ର
Bhai good afternoon so beautiful video happy beautiful day Jay Jagannath swami ❤❤❤❤🎉
Jay jagannath sir.🙏
Jay jagannath Bhai namaskar God bless you ❤❤❤❤
Jai jagannath Bhai
JAY JAGANNATH 🙏🏻 🙏🏻 🙏🏻 🙏🏻 🙏🏻
Jay Jagannath bhaina
Chadakhai ra arth hela Krodha, mada, maschrjya, ahankar , lova, e sabuku parityaga kari niswathapara bhabare bhagabat brati or seba , dharma kariba jai jagannath 🎉
Jay sri krishna ❤
ଆପଣଙ୍କ ବ୍ଲଗ୍ ପାଇଁ ଆମେ ବାଙ୍ଗାଲୋର ରେ ଥାଇ ମଧ୍ୟ ଓଡ଼ିଶା ରେ ରହିବା ଭଳି ଲାଗୁଛି ଏତେ ଭଲ ଲୋକ ଆପଣ ଓ ଅପଙ୍କର ପରିବାର ଏମିତି ଭିଡିଓ ବନାଉଥାନ୍ତୁ ଆଉ ଆଗକୁ ଆମକୁ ମନୋରଞ୍ଜନ କରୁଥାନ୍ତୁ ଆମେ ଅପଙ୍କ ଭିଡିଓ ଅପେକ୍ଷାରେ ସଦାବେଳେ ରହିଥିବୁ ଯେତେ ଯାହା କୁହନ୍ତୁ ମୋର ଅତି ପ୍ରିୟ ହଉଛି ଧନ ଭାରି ଭଡ଼ିଆ ପିଲା ଟିଏ ଜୟ ଜଗନ୍ନାଥ sir🙏🏻🙏🏻😊
Sir Jay Jagannath 🙏🙏
ଝୁଡୁଂଗ ନୁହଁ ତାହା ଅଲଡି
ଝୁଡୁଂଗ ହେଉଛି ଡାଲି ଜାତୀୟ ।
ତାହା କଖାରୁ ନୁହଁ ତାହା ବୋଇତାଳୁ
କଖାରୁ /ପାଣିକଖାରୁ ଗୋଟାଏ ଏକା ଜିନିଷ ।
ଛାଡ଼ଖାଇ ଅର୍ଥ ଅହଂକାର ଛାଡ଼ୀ ଦବା
Jai jagannath 🙏
Jay jagannath sir ati sundar video
Super beautiful nice ❤❤❤
Jay jagannath❤❤
Kartika masare jou sabu khadyku chhadithau taku punrbara khaibaku chhadakhai kuhaja. ,jepari lau,kolatha dali,anyany dinisa
Jay Jagannath 🙏
Jai jagannath
Jay shree Jagannath bhai
Gouranga sir jay jagannath subha sakala sabubale khushi ruhuntu setiki mahaprabhu Sri jagannath pakhare mura prathana au dhana little bhi sabu bale khushi ruhantu satiki maha Prabhu Sri jagannath pakhare mura prathana
ଛାଡଖାଇ ର ଅର୍ଥ ମାମା ଠିକ କହିଛନ୍ତି. କାର୍ତିକ ମାସ ଟା ପୁରା ଆମିଷ ବର୍ଜନ ତାପରେ ମାସ ଶେଷରେ ଛାଡ଼ଖାଇ ନା ରେ ଆମିଷ ଖାଇଲା ଲୋକେ ଆମିଷ ଭୋଜନ କରିଥାନ୍ତି.
Jay Jagannath Bhai
ଭାଈ ଜୟ ଜଗନ୍ନାଥ
ଭାଇ ତମ ଭିଡ଼ିଓ ମୁ ସବୁଦିନ ଦେଖୁଚି 👌👌
ସାର୍ ମୋ ମତରେ ଛାଡଖାଇମାନେ ଆମିଶ ନୁହେଁ ପରିବା କାର୍ତ୍ତିକ ମାଶରେ କିଛି ପରିବା ଯେମିତିକି ଆଳୁ କିଛି ଡାଲି ଓହଳଦି ଏମିତି କିଛି ଅଛି ବାରଣ କରାଯାଏ କେବଳ ମୁଗ ଡାଲି ଲୁଣ ଲଙ୍କା ଦେଇ କରାଯାଏ ଲୋକେ ବୁଝନ୍ତି ନାହିଁ ଛାଡଖାଇ ମାନେ ଆମିସ ଭାବି ଖାଆନ୍ତି କିନ୍ତୁ ଭୁଲ୍ କିଛି ପନି ପରିବାକୁ ବାରଣକରାଯାଏ ଲୋକେ ଜାଣିନାହାନ୍ତି ଛାଡ ଖାଇ ଆସିଲେ ଆମିସଖାଇବା
ଭାଇ ପ୍ରଣାମ 🙏 ଛାଡ ଖାଇ ର ପ୍ରକୃତ ଅର୍ଥ ହେଲା ଆମ ହିନ୍ଦୁ ଧର୍ମ ରେ ମାଂସ ଖାଇବା ନଥାଏ ଆମେ ତ ଶାଖା ହାରି ଖାଦ୍ୟ ଖାଇବା କଥା ଯେମିତି କୀ ଶାଗ ମୁଗ ବା ପରିବା ପତ୍ର ଆଉ ଛାଡ ଖାଇ ଅର୍ଥ ହେଲା ହବିସାଳି ମାନେ ମାସ ସାର ହଳଦୀ ତେଲ ପିଆଜ ରସୁଣ ଖାଇ ନଥାନ୍ତି କାର୍ତିକ ପୂର୍ଣ୍ଣିମା ଗଲା ପାରେ ସେମାନେ ଏ ସବୁ ଛାଡ଼ି ଥିବା ଜିନ୍ସ ଖାଇ ଥାନ୍ତି ସେଥି ପାଈଁ ୟାକୁ ଛାଡ ଖାଇ ବୋଲି କୁହନ୍ତି ମୁଁ ଏୟା ଜାଣିଛି
Nice Video Good Night 🙏👍❤️
ସାର୍, ଆପଣ, ଆମିଷ ଭୋଜନ, କରନ୍ତି ନିଜ, ବହୁତ ଭଲ
ଜୟ ଜଗନ୍ନାଥ sir 🙏🙏ଶୁଭ ସନ୍ଧ୍ୟା ମାଛ ଝୋଳ କୁ ଦେଖିକି ଲାଳ ଗଡ଼ିଲାଣି 🤤🤤
Guna Babu 100% hair transplant karichhanti 😊.Back hair removal scar dekhajuchi.BBSR Kou clinic re karichhanti.
Guna Bhai rokn job
ଜୟ ଜଗନ୍ନାଥ
Jay jagnnath
8:39 ଭାଇ ରେ ଜମା ଚିନି ଏମିତି ଖାଅ ନାହିଁ । କଳା ଲୁଣ ପକେଇ ଖାଅ ।
ଚିନି, ଲୁଣ ଓ ମଇଦା ପୁରା ପୁରି ବନ୍ଦ କର ।
ଚିନି ପରିବର୍ତେ ତାଳ ଗୁଡ କି ଖଜୁରୀ ଗୁଡ, ଧଳା ଲୁଣ ପରିବର୍ତେ ରକ୍ salt କି କଳା ଲୁଣ ଖାଅ ।
Bhala , bhai jia emti na khaibe tanku danda deba katha
Sir kou medicine khauchanti kahibe hair❤❤❤❤❤❤❤❤❤❤❤❤❤❤❤❤❤❤❤❤
Sir nice blog ❤❤❤
So nyc😂
ଗୌରାଙ୍ଗ ବାବୁ ମଉସାଙ୍କୁ କାହିଦିଅ ସବୁ ଚାକିରିଆ 80/90 ହଜାର ଦରମା ପାଉନାହାନ୍ତି।
Poda podi dekhi patiru lala baharilani🤤🤤🤤🤤🤤🤤
Chhada khaira prakurta artha hauchhi khadya ku chhadiba arthat ehi dina khadya ra bisarjana Kariba arthat pura upabasa
ଭଦ୍ରକ ଏହା ଟଭା ନାମରେ ନାମିତ.. କଞ୍ଚା ଲଙ୍କା, ରସୁଣ ସହ ଦଳିଦେଲେ ଚମତ୍କାର ଭାତ ଖାଇ ହୁଏ.. ବିଶେଷତଃ ପଖାଳ..
❤ Gaurang bhai gamucha ghodi haethaba mausa ku dhakhi ly bahut Bhala laga
Thanks Nayak Babu 😮😮😮😮😮
Sir namaste
Jay Shree Jagannath..... Paradip Kalinga Balijatra cover karantu
Kali asiba
@Gouranganayakodiavlogs
Hope we can meet tomorrow
Jay Maa Biraja ❤
Jay jagannath 🙏 Shubha Sandhya
ଜୟ ଜଗନ୍ନାଥ ସାର 🙏🙏🙏🙏❤❤❤❤❤
Bhai Balasore asa bahut bhala bhala jaga achi buliba pain
ଜୟ ଜଗନ୍ନାଥ sir 🙏
ଶୁଭ ସନ୍ଧ୍ୟା
Bhai kou seram use karucha kahibe
Jay jagannath sir 🙏🏻
ମୁଁ ମଧ୍ୟ ଆପଣଙ୍କ ପରି vloging ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ Support ଦରକାର -🙏😚
ବିନ୍ସ 50/କେଜି ହେଲେ ଭଲ Hyderabad re 100-120/କେଜି l
ବୋଉ ନିଜ ହାତରେ ଖୁଆଇବା ଓଃ କି ମଜା, ମୁଁ ବି ଏହାର ଅନୁଭବ ସପ୍ତମ ଅଷ୍ଟମ ପର୍ଯ୍ୟନ୍ତ ନେଇଛି l
Video dekhiba pae bhut bhal lage
Thanks for guys 3180k subscribers complete ✅❤🎉🎉
Au chada khai ra arth, khaiba sehi dina chhadiba
Jay maa tarini sir
ଭାଇ ଛାଡଖାଇ ମାନେ ନୁହଁ ଆମିଷ ନୁହେଁ
❤
ଛାଡ଼ଖାଇ ଅର୍ଥ ହେଉଛି କାର୍ତ୍ତିକ ମାସ ସାରା ଏକ ବେଳା ଖାଦ୍ୟ ଗ୍ରହଣ କରିବା. ହବିଷ୍ୟାଳି ମାନେ ପୁରୀ ବଡଦେଉଳ ରେ ଏହାକୁ ଵିଧି ଅନୁଯାୟୀ ପାଳନ କରନ୍ତି ତଥା ପୂର୍ଣମୀ ପର ଦିନ ସମ୍ପୂର୍ଣ ନିର୍ଜଳା ଉପବାସ କରନ୍ତି. କିନ୍ତୁ ଆମ ଭଳିଆ ସାଧାରଣ ଲୋକେ ଏହାକୁ ଭିନ୍ନ ଭାବରେ ପାଳନ କରୁଛନ୍ତି.
Nice👍
କୁନା ବାବୁ ଯେତେ ମିଛ କହିଲେ କଣ ହବ । ପଛ ପଟ donor area ପୁରା ଦେଖା ଯାଉଛି । କୁନା ବାବୁ ଆଗ ବର୍ଷ ବାହା ହେଉଛନ୍ତି ବୋଧେ ଗୌରାଙ୍ଗ ବାବୁ ?
Fantastic vlog bhai
Ajira video bahut bhala lagila, Jai Jagannath, Guna ku pachari regrow oil ra proper nata send kariba please
🙏👌👍
Thank u nana. Bajia nana nku vlog re anila after paralysis.
ସେଇଟା ଲେମ୍ବୁ ନୁହଁ କାନ୍ଧିଆ
Bhai aau kichhi darkar nahi udiba vata
Joy Guru Bhai 🙏
Jay jagannath sir
Jay Jagannath sir
Gouranga babu tumara pate maximum nonveg re alu padiba compulsory.
Amara sundargarh re alu bilkul padeni.