Another Salabega In Odisha: Dibyang Muslim Chants Jagannath Bhajan In Cuttack

Поделиться
HTML-код
  • Опубликовано: 14 янв 2025

Комментарии • 839

  • @abdulnasimaktar4862
    @abdulnasimaktar4862 3 года назад +113

    ଆତି ସୁନ୍ଦର....ସେଇ କାଳିଆ ର ଲୀଳା❤️

  • @manojparida2852
    @manojparida2852 3 года назад +183

    ହିନ୍ଦୁ ହଉ ବା ମୁସଲମାନ ମହା ପ୍ରଭୁ ଜଗନ୍ନାଥ ସମସ୍ତଙ୍କର 🙏🙏🙏

  • @Mail2raja111
    @Mail2raja111 3 года назад +92

    ସତ ସତ ନମନ 👏 ବାଃ ବାଃ , ମହାପ୍ରଭୁ ତାଙ୍କ ଦୃଷ୍ଟିଶକ୍ତି ଫେରେଇ ଆଣନ୍ତୁ । 💖

    • @manoranjanmullick3487
      @manoranjanmullick3487 3 года назад +1

      ଷ୍ଟୁଡିଓ ରେ ଚାନ୍ସ ଦିଆଯାଉ ଚାଚା ଙ୍କୁ

    • @ARYAN121fitness
      @ARYAN121fitness 3 года назад +1

      ଅସମ୍ଭବ

    • @tapashkumarnayak4989
      @tapashkumarnayak4989 3 года назад +1

      @@ARYAN121fitness ଅସମ୍ଭବ କୁ ସମ୍ଭବ କରିପାରନ୍ତି ମହାପ୍ରଭୁ.....

    • @akashkumarsahoo678
      @akashkumarsahoo678 3 года назад +1

      @@ARYAN121fitness mahapravu nka ichha Kale sabu kichhi heipariba Bhai

  • @rashmiranjan4308
    @rashmiranjan4308 3 года назад +55

    ହୃଦୟକୁ ଛୁଇଁ ଗଲା ଏ ଦୃଶ୍ୟ, ହୃଦୟରୁ ବହୁତ୍ ପସନ୍ଦ ଲାଗିଛି। ଜୟ ଜଗନ୍ନାଥ ସ୍ଵାମୀ। ଏମିତି ମଣିଷ କୁ ଶହେ ବର୍ଷ ବଞ୍ଚେଇ ରଖନ୍ତୁ ଜଗନ୍ନାଥ।

  • @satyaranjanpanda8142
    @satyaranjanpanda8142 3 года назад +39

    ଯୁଗେ ଯୁଗେ ମହାପ୍ରଭୁ କେବଳ ଦୁଃଖିଙ୍କର,ସେ ସାଲବେଗ ହୁଅନ୍ତୁ କି ଦାସିଆ ବାଉରି 🙏🙏🙏🙏🙏

  • @sriabhirambhajan1855
    @sriabhirambhajan1855 3 года назад +91

    ମୋର କାଳିଆ ଶାନ୍ତେ ଭଜନକୁ ଭରି ଭଲ ପାଏ ସେ ତୁମ ଭଜନ ଶୁଣୁଛନ୍ତି ,ଧନ୍ୟବାଦ ଗାଇ ଚାଲ ସେ ନିଶ୍ଚିତ ଶୁଣିବେ ତୁମ ଡାକ

  • @mohammedzainulhussen3897
    @mohammedzainulhussen3897 3 года назад +31

    Actually he is a religious person. Through his voice we came to know that he is one of the Lord Jagannath lover. He is blind but in his inward eyes he must have seen the God.

  • @rajenbiswal1405
    @rajenbiswal1405 3 года назад +83

    ମହାପ୍ରଭୁଙ୍କ ଉପରେ ଭରସା ରଖନ୍ତୁ ,ମୋହାପ୍ରଭୁ ନିଶ୍ଚୟ ଆପଣଙ୍କ ଦୁଃଖ ଶୁଣିବେ । କରି କରାଉ ଥାଏ ସେହି, ତାବିନୁ ଅନ୍ୟ ଗତି ନାହିଁ ।

  • @srsahu2415
    @srsahu2415 3 года назад +37

    ସରକାର ଙ୍କ କଥା ଛାଡ଼ନ୍ତୁ ଆମେ ସମସ୍ତେ ମିଶିକରି ସାମ ଚାଚା ଙ୍କୁ help କରିବା 🙏🙏🙏🙏

  • @moodoffbhubaneswar5486
    @moodoffbhubaneswar5486 3 года назад +4

    ହିନ୍ଦୁ ଆଉ ମୁସଲିମ ଭାରତ ମାତା ର ଦୁଇଟି ସନ୍ତାନ.... ପ୍ରଭୁ ଜଗନ୍ନାଥ ଆପଣଙ୍କୁ ବହୁତ ବହୁତ ଆଶୀର୍ବାଦ ଦିଅନ୍ତୁ....

  • @vpkivines3250
    @vpkivines3250 3 года назад +71

    Plzz odisha government do something for him

  • @sridharmallik4471
    @sridharmallik4471 3 года назад +2

    Thanks chhacha jagannath tumar be mangal karantu

  • @firozokhan6189
    @firozokhan6189 3 года назад +39

    Bhagaban tumar mangal karantu chacha.............

  • @sarfarazkhan7003
    @sarfarazkhan7003 3 года назад +31

    Mu janichi tanku❤️❤️❤️❤️

  • @crazycreativevlogs9793
    @crazycreativevlogs9793 3 года назад +5

    ସାମ ସାର୍ ଆମ ସ୍କୁଲରେ ବହୁତ ସୁନ୍ଦର ଗୀତ ଶିଖାନ୍ତି🙏🙏

  • @ramanathnayak143
    @ramanathnayak143 3 месяца назад +1

    JAYA SHREE JAGANNATH ❤ 😊😊

  • @OdishaGEM
    @OdishaGEM 3 года назад +91

    Hinduism is not a religion ..it is the way of life...

    • @vladimirputin6530
      @vladimirputin6530 3 года назад +10

      ONLY HINDU IS DHARMA. religion , panth , majahaba is different , only Dharma is sanatan hindu dharma

    • @aparnamahananda5880
      @aparnamahananda5880 3 года назад

      To buar band

    • @vladimirputin6530
      @vladimirputin6530 3 года назад

      @@aparnamahananda5880 kan hela ate fraustation

    • @RK-xe4qq
      @RK-xe4qq 3 года назад +1

      @@aparnamahananda5880 ଆଖୁ କିଆରିରେ ପିତାମାତାଙ୍କ ଆଶୀର୍ବାଦରୁ କିମ୍ବା ପଡୋଶୀ ଘର ବୋପା ଠାରୁ ପ୍ରସାଦ ପାଇ ଜନ୍ମ ହୋଇଥିବା ମହାନ ଆତ୍ମା ଧାରୀ ବ୍ୟକ୍ତି 🤭🤭🤭.

    • @RK-xe4qq
      @RK-xe4qq 3 года назад

      ସତ୍ୟ ସନାତନ 🚩

  • @bmcreation4171
    @bmcreation4171 3 года назад +27

    ଦୁନିଆରେ ସବୁ କ୍ଷେତ୍ରର ଲୋକ ସମାନ
    ଜାତି, ଧର୍ମ,ବର୍ନ ଏ ସବୁ ଦେଖିବା କଥା ନୁହ
    "ସାବ କା ମାଲିକ ଏକ୍ ହେ" କିଏ କହାକୁ ଭିନ୍ନ କର ନାହିଁ !

  • @diymakersneha870
    @diymakersneha870 3 года назад +55

    ଆମେ ବି ଅନ୍ୟ ଧର୍ମାବଲମ୍ବୀଙ୍କ ସମ୍ମାନ କରିବା ଉଚିତ

    • @RK-xe4qq
      @RK-xe4qq 3 года назад +5

      ହିନ୍ଦୁ ଧର୍ମ ସବୁ ଧର୍ମକୁ ସମ୍ମାନ କରେ, କିନ୍ତୁ ଅନ୍ୟ ଧର୍ମର ଲୋକ ହିନ୍ଦୁ ଧର୍ମ କୁ ନଷ୍ଟ କରିବାରେ ବ୍ୟସ୍ତ, କଉଠି ହିନ୍ଦୁ ମନ୍ଦିରରେ ଥିବା ମୂର୍ତ୍ତି ଭାଙ୍ଗୁଛନ୍ତି, ଅନ୍ୟ କଉଠି ଗରିବ ହିନ୍ଦୁ ମାନଙ୍କୁ ଅନ୍ୟ ଧର୍ମରେ ମିଶାଉଛନ୍ତି, ସବୁ ସମୟରେ ହିନ୍ଦୁ ହିଁ ବଳି ପଡୁଛି. ଭାରତରେ ଦିନକୁ ଦିନ ହିନ୍ଦୁ ମାନଙ୍କ ସଂଖ୍ୟା କମିବାରେ ଲାଗିଛି 😔. ଜଗନ୍ନାଥ ଭରଷା 🙏

    • @thisisme265
      @thisisme265 3 года назад +1

      Correction: ଆମେ ସେହି ଅନ୍ୟ ଧର୍ମାବଲମ୍ବୀଙ୍କୁ ସମ୍ମାନ କରିବା ଉଚିତ ଯେଉଁ ମାନେ ଆମ ଧର୍ମକୁ ସମ୍ମାନ କରନ୍ତି ।

    • @diymakersneha870
      @diymakersneha870 3 года назад

      @@RK-xe4qq right friend, but। ସବୁ ଧର୍ମ।ବଲମ୍ବୀ ର ଲୋକ ତ ଖରାପ ନୁହନ୍ତି,ତ ଆମେ କ'ଣ ପାଇଁ ଖରାପ ହେବା, muslim ଚାଚା ଓ muslim ଭାଇ ରଥଯାତ୍ରା ସମୟରେ ପ୍ରମାଣ, muslim ଝିଅ ହାତରେ ଶ୍ରୀ ରାମଚନ୍ଦ୍ର ଙ୍କ ନାଁ tato

    • @sritamrajmahakul6246
      @sritamrajmahakul6246 3 года назад

      @@thisisme265 well said brother

    • @s.knayak2530
      @s.knayak2530 3 года назад

      @@diymakersneha870 ଜୟ ଜଗନ୍ନାଥ

  • @kailashchjena5563
    @kailashchjena5563 3 года назад

    ଶୟାମ ଚାଚା ଆପଣଙ୍କ ଜଗନ୍ନାଥ ଭଜନ ଓ ଜଣାଣ ଗାଇବା ଶୁଣି ବହୁତ ଵୀଭୋର ହୋଇ ଉଠିଲି। ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେଂ।

  • @bhabanasradhara7001
    @bhabanasradhara7001 3 года назад +39

    We proud of you 💖 chacha

  • @JagabandhuMalik-ck5fj
    @JagabandhuMalik-ck5fj 3 месяца назад

    🙏🙏🙏 ଆପଣଙ୍କୁ ହୃଦୟରୁ ନମସ୍କାର।

  • @arjunmaharana3525
    @arjunmaharana3525 3 года назад +50

    ଆହାକି ମଧୁର ! ତୁମ କଣ୍ଠ ସ୍ବର
    ଶ୍ୟାଆମ ଚାଚା ଆମର..
    ମହାପ୍ରଭୁଙ୍କର ଭକତ ପ୍ରବର
    ତୁମକୁ କୋଟି ଜୁହାର.. ଚାଚl
    ତୁମକୁ କୋଟି ଜୁହାର।।
    କଳା ସାଆନ୍ତଙ୍କ ଭକତି ଭଜନ
    ଶୁଣି ତୁମ ଶ୍ରୀ ମୁଖରୁ,
    ଶିହରୀ ଉଠୁଛି ଆପାଦ ମସ୍ତକ
    ଲୋତକ ଝରେ ଚକ୍ଷୁରୁ
    ଚାଚl ଲୋତକ ଝରେ ଚକ୍ଷୁରୁ,
    ମହାନ ଭକତ ତୁମେ ଆମ ଚାଚl
    ପ୍ରଭୁ ଭକତି ଅପାର.. ଚାଚl
    ତୁମକୁ କୋଟି ଜୁହାର ।। 🙏 ଜୟ ଜଗନ୍ନାଥ ସ୍ଵାମୀ 🙏

    • @arjunmaharana3525
      @arjunmaharana3525 3 года назад

      ଅଶେଷ ଅଶେଷ ଧନ୍ୟବାଦ୍ ଆପଣଙ୍କୁ।🙏
      ଅନନ୍ତ କୋଟି ବ୍ରହ୍ମାଣ୍ଡର ସ୍ୱାମୀ କୋଟି କୈବଲ୍ୟ ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର ଅନୁକମ୍ପା ଆପଣଙ୍କ ଜୀବନକୁ ଚିର ସରସ ସୁନ୍ଦର ତଥା ମଧୁମୟ କରୁ, ଏହାହିଁ ମୋର ଏକାନ୍ତ ପ୍ରାର୍ଥନା।
      ।।ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ।।
      🙏🙏🙏🙏🙏🙏🙏🙏🙏🙏🙏🙏

    • @arjunmaharana3525
      @arjunmaharana3525 3 года назад

      ମହାପ୍ରଭୁ କାଳିଆ ସାଆନ୍ତଙ୍କ ଅପାର କରୁଣାରୁ ଆପଣ ସପରିବାର ଚିର ସରସ ସୁନ୍ଦର ତଥା ମଧୁମୟ ଜୀବନ ଯାପନ କରନ୍ତୁ.. ଏହାହିଁ ମୋର ଏକାନ୍ତ ପ୍ରାର୍ଥନା।🙏 ଜୟ ଜଗନ୍ନାଥ ସ୍ଵାମୀ 🙏

  • @s.kmohapatra6254
    @s.kmohapatra6254 3 года назад +5

    Kiya baat hai superb massage 👍🙏❤️ lovely massage For everyone, Muslim Hindu and other religious.🙏🙏🙏 God bless u ..

  • @satya19819
    @satya19819 3 года назад

    Se chach nku mora koti koti praanaam...
    Nadndigosh tv ku mora pranaam
    Jay kaila saanta

  • @biologylover1565
    @biologylover1565 3 года назад +44

    This is our odia culture and tradition. Culture and tradition above than religion.

  • @shydollpriti8691
    @shydollpriti8691 17 дней назад

    ଜଗନ୍ନାଥ ଭକ୍ତ କେବେ ଭୋକରେ ରହିବେନି ଅଭାବ ରହିପାରେ ଅଭାବ ରେ ହି ମଣିଷ ତାଙ୍କର ଅତି ନିକଟତର ହେଇଥାଏ

  • @asitofficial6998
    @asitofficial6998 3 года назад +3

    ବାଃ ବାଃ ରେ କାଳିଆ ସାଆନ୍ତ ତୋ ଲୀଳା 🙏🙏🙏🙏 କାଳିଆ ତୁମ ଡାକ ନିଶ୍ଚୟ ଶୁଣିବେ ଭଗବାନ ତୁମର ମଙ୍ଗଳ କରନ୍ତୁ ସାମ୍ ଚାଚା 🙏🙏🙏🙏ଜୟ ଜଗନ୍ନାଥ 🙏🙏🙏🙏

  • @rudranarayanpadhiary3451
    @rudranarayanpadhiary3451 3 года назад

    Sir nku bahut sara pranam🙏

  • @utkalasandha4338
    @utkalasandha4338 3 года назад

    Wow.. So beautiful voice... Jagannath bless you..

  • @nibeditarout4019
    @nibeditarout4019 3 года назад

    Koti koti pranama cha-cha....

  • @Umadbehera
    @Umadbehera 3 года назад

    Jay Jagannath swami 🙏..........

  • @bijayakumarpanda3544
    @bijayakumarpanda3544 3 года назад +7

    Great news thanks NANDIGHOSH TV

  • @arcreation4734
    @arcreation4734 3 года назад

    Aji bahut khusi laguchi 😭😭😭😭

  • @PrasantaMalik-qn5ww
    @PrasantaMalik-qn5ww 2 месяца назад +1

    ❤❤❤

  • @umeshrath54
    @umeshrath54 3 года назад +1

    Wow👌Jay jagannath 🙏

  • @natureisgod8807
    @natureisgod8807 3 года назад

    Chacha ku Mora pranam🙏🙏🙏

  • @ramgopalpatra9346
    @ramgopalpatra9346 3 года назад +8

    Mora koti koti pranam chacha🙏🙏

  • @nitishkumar-by5hc
    @nitishkumar-by5hc 3 года назад

    Vasa nahi kichi kohibaku Great soul🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @balarambehera7637
    @balarambehera7637 3 года назад

    ଭକ୍ତ ସାଲବେଗ ପରି। କଣ୍ଠରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ପାଇଁ ଅତ୍ୟନ୍ତ ହୃଦୟସ୍ପର୍ଶୀ ଗୀତ। ଜୟ ଜଗନ୍ନାଥ।🙏

  • @aksanshkrutiodisha6693
    @aksanshkrutiodisha6693 3 года назад +10

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏

  • @pujapanda2824
    @pujapanda2824 3 года назад +1

    Jay Jagannatha 🙏🙏🙏chacha

  • @karunak.2377
    @karunak.2377 3 года назад +1

    Waaoo.. exact same voice 👍🙏🙏🙏🙏 great chacha🙏🙏🙏🙏

  • @bachankumarkandi2115
    @bachankumarkandi2115 3 года назад

    Help.plz.odisha govt🙏🙏🙏

  • @riteshkar4466
    @riteshkar4466 3 года назад

    ଆହା କି ସୁନ୍ଦର ଗୀତ ପରିବେଷଣ କରୁଛନ୍ତି ମଉସା
    ଓଡିଶା ସରକାର ଙ୍କୁ ମୋର ଅନୁରୋଧ ମଉସା ଙ୍କୁ କିଛି ସାହାଯ୍ୟ କରାଯାଉ

  • @ashkumarnayak2671
    @ashkumarnayak2671 3 года назад

    ତୁମେ ଦିବ୍ୟ ଚକ୍ଷୁରେ ଭଗବାନକୁ ଦେଖି ପାରୁଛ, ଧନ୍ୟବାଦ ତୁମ ଜୀବନ ଶୈଳୀ ଧନ୍ୟ ଜଗନ୍ନାଥ

  • @subhashreedas6822
    @subhashreedas6822 3 года назад +7

    Mu yeh sir nka students thili😀 se kalarabank high school re samasta nku song sikhauthile🙏

  • @pratikmohapatra8671
    @pratikmohapatra8671 3 года назад

    Bah Bah bhaijan Akhi ru luha jharigala😢😢🙏🙏🙏🙏🙏🙏

  • @Kikikdkitchen-b3f
    @Kikikdkitchen-b3f 3 года назад

    🙏🙏🙏🙏🙏🙏ମୁଁ ମୋ ଅନ୍ତର ରୁ ପ୍ରଣାମକରୁଛି 🙏🙏🙏🙏🙏

  • @kunnamathurisahusahu7511
    @kunnamathurisahusahu7511 3 года назад

    Thanks again thanks very good

  • @manoranjansamal5001
    @manoranjansamal5001 3 года назад

    Jay jagannath prabhu tamara mangala karantu 🙏🙏🙏🙏

  • @sssethi7000
    @sssethi7000 3 года назад

    Wow chaa chaa you are great 🙏🙏

  • @manojkumarjena7272
    @manojkumarjena7272 3 года назад

    ହେ ପ୍ରଭୁ ଜୟ ଜଗନ୍ନାଥ 💖❤️💖
    ଏ ତୁମରି ଲିଳା 🙏🙏🙏

  • @subhanarayandas2851
    @subhanarayandas2851 3 года назад +55

    ଯିଏ dislike କରୁଛି ସେ ହେଲା ମା**😠😠😠

    • @s.knayak2530
      @s.knayak2530 3 года назад

      ଜୟ ଜଗନ୍ନାଥ

    • @gajaboy3498
      @gajaboy3498 3 года назад

      Maa hauchi se Prabhu Tu bada tenu khariki Gali dena

  • @pratapcsahoo2146
    @pratapcsahoo2146 3 года назад

    Pranam🙏🙏🙏

  • @niharikaswain6318
    @niharikaswain6318 3 года назад

    କାଳିଆ ସମସ୍ତଙ୍କର ଆଉ ସମସ୍ତେ ତାର🙏🙏
    ଜୟ ଜଗନ୍ନାଥ🙏🙏🙏🙏🙏🙏🙏🙏

  • @sadhucharana9074
    @sadhucharana9074 3 года назад +3

    Chacha apananku pranama jay jaga natha chacha nku saha

  • @manaskumarkhatua6960
    @manaskumarkhatua6960 3 года назад +1

    ChaCha tama ku koti koti pranam

  • @StockMarketAddaDn
    @StockMarketAddaDn 3 года назад

    Jay Jagannath Prabhu

  • @Mr.Joshi274
    @Mr.Joshi274 3 года назад

    Wow

  • @kartikbehera1432
    @kartikbehera1432 3 года назад

    So Amazing💕😍 plzz help odisha government plz

  • @tapuswain5522
    @tapuswain5522 3 года назад

    ଯଦି ଦୁନିଆ ରେ ଆପଣ ଙ୍କ ଭଳି ଭିନ୍ନକ୍ଷମ ବ୍ୟକ୍ତି ଦେଶ ରେ ଜନ୍ମନ୍ତି ତେବେ ଦେଶ ରେ ଶାନ୍ତି ଫେରି ଆସିବ ।। ନହେଲେ ଦେଶରେ କିଛି କାର୍ଯ୍ୟକ୍ଷମ ଲୋକ ଆପଣ ଙ୍କ ଠାରୁ ହିନ🙏🙏🙏🙏🙏।

  • @mogaanmomati4548
    @mogaanmomati4548 3 года назад

    ସତରେ ଭକ୍ତ ର ଭଜନ ରେ ଜଗନ୍ନାଥ ଙ୍କ ଦର୍ଶନ ହୋଇଗଲା
    ଜୟ ଜଗନ୍ନାଥ

  • @santanukumarnayak8233
    @santanukumarnayak8233 3 года назад

    Jay jagannath tamara mangal karantu🙏🙏🙏

  • @big99mmsmile47
    @big99mmsmile47 3 года назад

    ମୋ ପ୍ରଭୁ ଜଗନ୍ନାଥ ସମସ୍ତଙ୍କର 🙏

  • @sbmeducation9021
    @sbmeducation9021 3 года назад

    Great
    We salute you
    Love you

  • @mscl9512
    @mscl9512 3 года назад +13

    Jay. Jagnnath swamy
    Thanks❤🌹 chacha
    Dharm. Kichhi. Nahi. Bhakti. Ak. Aka
    Best👍👍

  • @biplab8977
    @biplab8977 3 года назад

    ପ୍ରଭୁ ଅଛନ୍ତି ଚାଚା 🙏🙏🙏

  • @papunadalai6787
    @papunadalai6787 3 года назад

    God bless you
    Spr...

  • @greenlinenature1
    @greenlinenature1 3 года назад

    God bless you 🙏 jai jagannath 🙏

  • @kumarpramil6445
    @kumarpramil6445 3 года назад +7

    Thanks nandighosh tv members

  • @akashtandi6878
    @akashtandi6878 3 года назад +1

    Jay Jagannath Tamara dukha dura hau god bless you

  • @karunakarbeherdalai4176
    @karunakarbeherdalai4176 3 года назад

    Great Man🙏👍👌😍

  • @bikrammohanty5688
    @bikrammohanty5688 3 года назад

    Sir u r the best example of botherwood.
    May lord Jagannath blessed you and give you strength to fight against the poverty.
    Jai Hind....!

  • @galaxystar7511
    @galaxystar7511 3 года назад

    Mu E Guruji nka pakhare piladine Song Sikhuthili❤️ Jagannatha Tamaku Bhalare Rakhantu 🙏

  • @dhrubasethy8983
    @dhrubasethy8983 3 года назад

    Jay jagannath Radhe Radhe

  • @ajaykumarnanda6837
    @ajaykumarnanda6837 3 года назад

    Jay jagannath god bless you Uncle.

  • @chakradharpatra3361
    @chakradharpatra3361 3 года назад

    ହେ ପ୍ରଭୁ ଏ କି ଲିଳା ତୁମର, ଜୟ ଜଗନ୍ନାଥ🙏🙏🙏

  • @ladlahunpapaka2395
    @ladlahunpapaka2395 3 года назад

    ସବୁ ସେଇ କାଳିଆ ର ଲୀଳା 🙏🙏🙏🙏

  • @prabhakarpanigrahy6374
    @prabhakarpanigrahy6374 3 года назад

    Koti koti namaskar

  • @riyazahmed7855
    @riyazahmed7855 3 года назад +50

    I Sulute..... Hindu Muslims Sikh Asai... Bhai Bhai.. And One Blod

  • @manojkumarsamantaray1286
    @manojkumarsamantaray1286 3 года назад +1

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 😭🙏🙏🙏

  • @santoshsahoo2727
    @santoshsahoo2727 3 года назад +3

    Chacha pranaam

  • @ranjankumarnaik3990
    @ranjankumarnaik3990 3 года назад

    Thanks good.

  • @shreyaandmamitacrafts9127
    @shreyaandmamitacrafts9127 3 года назад

    Jay jagganath Prabhu jagganath Prabhu 🙏🙏

  • @prponline33
    @prponline33 3 года назад

    Exceptional devotee, great soul 🙏🙏🙏

  • @sagarsahani3997
    @sagarsahani3997 3 года назад

    Jay jagannth pravu

  • @shivashakti112
    @shivashakti112 3 года назад

    Lord Jagannath bless you

  • @ishwarchandardarli516
    @ishwarchandardarli516 3 года назад

    ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମସ୍ତଙ୍କର 🙏🙏🙏

  • @pintupguru6701
    @pintupguru6701 3 года назад

    Thanks uncle

  • @hometipshindi
    @hometipshindi 3 года назад

    Nice video, love from Delhi

  • @jobnotificationofficial8036
    @jobnotificationofficial8036 3 года назад

    Wow ..so heart touching

  • @jitendrabaral4189
    @jitendrabaral4189 3 года назад +1

    Love you ....from deep of the heart......

  • @manoranjandas8634
    @manoranjandas8634 3 года назад +1

    Thank u nadighosa tv .God bless you chcha..🙏🙏🙏🙏🙏🙏🙏

  • @anshumanbehera5691
    @anshumanbehera5691 3 года назад

    ଜୟ ଜଗନ୍ନାଥ ସ୍ଵାମୀ🙏ଭଗଵାନ ତାଙ୍କୁ ରକ୍ଷା କରନ୍ତୁ🙏

  • @rashmiranjanlifeenjoy240
    @rashmiranjanlifeenjoy240 3 года назад

    ଜୟଜଗନ୍ନାଥ 🌹🌹🌹🙏🙏🙏

  • @gayatridas9563
    @gayatridas9563 3 года назад

    Kati Kati pranam tumaku

  • @muraligouda4058
    @muraligouda4058 3 года назад

    ସବୁ ସେଇ ଜଗନ୍ନାଥ ଙ୍କ ଇଛା । ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏

  • @kadambinitripathy3240
    @kadambinitripathy3240 3 года назад

    Great man 🙏🙏🙏🙏🙏🙏🙏🙏

  • @AkashKumar-go3fs
    @AkashKumar-go3fs 3 года назад

    Jai Jagannath... 🙏🙏