ଆରମ୍ଭ ହେଲା ରଥଟଣା,ରଥଖଳାରୁ ବଡ଼ଦାଣ୍ଡକୁ | ପଣ୍ଡିତ ରାଜେଶ ମହାପାତ୍ର | JAY JAGANNATH TV
HTML-код
- Опубликовано: 6 июл 2024
- "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATA PLAY -1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
RUclips: bit.ly/3KAQeyD
Twitter: bit.ly/38JpX3U
#jayjagannathtv #rathayatralive #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #rathajatra2023 #rathyatra2023 #rathayatralive #ghoshayathra #jayjagannthtv #rathyatra2024 #PuriLIVE #পুরিজগন্নাথ #पुरीजगन्नाथ #జగన్నాథ్ #జగన్నాథపురి #rathajatra2024
#carfestival #carfestivallive #rathayatra Развлечения
Jay Jay shree jagannath Swami 🙏🙏🙏🙏
ଓମ୍ ନମଃ ଶ୍ରୀ ନନ୍ଦିଘୋଷ ରଥ ନମଃ
ଓମ୍ ନମଃ ଶ୍ରୀ ଦପଦଳନ ଦେବୀ ନମଃ
ଓମ୍ ନମଃ ତଳଧୂଜ ଦେବ ନମଃ
ଓମ୍ ନମଃ ଶ୍ରୀ ବିଷ୍ଣୁ ନାରାୟଣ ନମଃ
🙏🕉️🙏🕉️🙏🕉️🙏🕉️🙏🕉️🕉️🙏💐🍁🌺💮👌🌹🌹🌿🥀🌼🌸💐🍁🍁🌺💮💮👌⭕‼️⭕
ହରି ହରି ବୋଲ🕉️🙏🕉️ ହରି ହରି ବୋଲ🕉️🙏🕉️ ହରି ହରି ବୋଲ🕉️🌺🕉️🙏 ହରି ହରି ବୋଲ 🕉️🌿🕉️ହରି ହରି ବୋଲ🕉️🕉️🕉️ ହରି ହରି ବୋଲ🙏💐🌹🌹🍁💮🌿🥀🌼🌼🌸🙏🙏💐🍁🌺💮👌👌⭕‼️⭕ ହରି ହରି ବୋଲ ହରି ହରି⭕‼️⭕ ବୋଲ ହରି ହରି ବୋଲ
ପ୍ରେମ ଆନନ୍ଦ ଏକ ବାର ହରି ହରି ବୋଲ
Pandit rajesh mohapatra sir❤❤❤ bahut sundar ❤
Jai jagannath ji ❤️🙏🏻
ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏
Hari Hari bola Hari Hari bola Hari Hari bola 🙏🌹🙏 Jay Jay Jagannath Jay Jay Jagannath Jay Jay Jagannath Hey Nandighosa Ratha Pranama Mahaprabhu Jagakalia sata Koti Pranama Manima 🙏🙏🙏🙏
Jay Jagannath ❤❤
Jay jagannath swami 🙏🙏
Jay jagannath Swami 🙏🙏🙏
Jay shree Jagannath Mahapravu
Jay Shree Balabhadraya namahe
Jay Maa Subhadra more koti koti praname grahana kare
Ama samestanku bhalere rakha
Jay jagannath 🙏🌺🙏🌺🙏
Jay Jagannath Swami 🙏🙏🙏
Jay jagannath
Jay Jagannath 🙏❤❤❤❤
Jay shree jagannath Swami 🙏❤️
Jay Jagannath 🙏🏻 🙏🏻 🙏🏻
Jay Jagannath 🙏🙏🙏🙏🙏
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ମହାବାହୁ
ଓମ୍ ନମଃ ଭଗବତେ ବାସୁଦେବାୟ ନମଃ
🕉️🙏🕉️🙏🕉️🙏🕉️🙏🌸🌷🌿🌿🥀🥀🌹🍁🍁🌺💮🌼👌🌸🌷🙏💐🌹🌹🍁🌺💮💮👌⭕‼️⭕
Jay Jagannath swimi ⭕❗⭕
Jay Jay shree jagannath
Jai shree jagannath mahaprabhu 🙏😍✨
🙏🙏🌹
🕉️☸️🚩🏵️🌺💐🙏🏵️🌺💐🦁🏵️🌺💐🏵️🌺💐🦅🏵️🌺💐OM JAY SHREE BALABHADRA MOHAPRABHU NKAR JAY HEU 🏵️🌺💐🙏🏵️🌺💐
Am mahaprabhu😢
🕉️☸️💐🏵️🌺🙏💐🏵️🦅🌺🦁🏵️🌺💐OM JAY SHREE JAGANNATH SWAMI NAYANA PATHA GAMI BHABA TUME BHABA 💐🏵️🌺🙏💐🏵️🌺🌺
Jay jay jagannath🙏❤😂
🕉️☸️🚩🔱🏵️🌺💐🙏💐🌺🏵️🦅🏵️🌺💐🦁💐OM JAY MAA SHREE DEVI SUBHADRA AADI SHAKTI JAGAT JANANI 💐🌺🦁💐🌺🏵️
Jay Jay Jay shri Jagannath🙏🙏⭕❗⭕🪔🙇🙌
𝒥𝒶𝓎 𝓈𝒽𝓇𝑒𝑒 𝒿𝒶𝑔𝒶𝓃𝓃𝒶𝓉𝒽 🙏🙏🙏💐💐💐💐
Mu bahuta papi😢🙏🏻🙏🏻🙏🏻😭😭😭
Jay shree jaganath Swami
ଆଜ୍ଞା ଆଜିକାଲି ତ ଲୋକମାନେ ଆଉ ଏତେ ବୋକା ନାହାଁନ୍ତି ଯେ ଟି.ଭି.ରେ ଜୟ ଜଗନ୍ନାଥ ଟି.ଭି.ଚ୍ୟାନେଲ ନ ଆସିଲେ ସେମାନେ ଆପଣଙ୍କୁ ଫୋନ୍ କରି ପଚାରୁଛନ୍ତି। ହାସ୍ୟାସ୍ପଦ କଥା କହିଲେ।
ଆମେ phone କରିଥିଲୁ ଆଜ୍ଞା ଆମର ଆଜି ସକାଳୁ ଆସୁନି ଜୟ ଜଗନ୍ନାଥ tv
Jay jagannath