Pandian still taking the key roll of bjd | ନିବାସରୁ ଗୋଟି ଚଳାଉଛନ୍ତି ପାଣ୍ଡିଆନ | The Quiver
HTML-код
- Опубликовано: 27 авг 2024
- #ନିବାସରୁ_ଗୋଟି_ଚଳାଉଛନ୍ତି_ପାଣ୍ଡିଆନ
ନବୀନ ଗ୍ୟାଙ୍ଗର ଅଫିସରମାନେ ଏବେ ମେଳି ହେଲେଣି । ଓଏସଡି ଭାବେ ବସିଥିବା ବରିଷ୍ଠ ଆଇପିଏସ ଅଧିକାରୀମାନେ ଏବେ ଏକଜୁଟ ହେଉଛନ୍ତି । କ୍ଷମତା ନଥିଲେ ବି ମିଳିତ ହୋଇ ଯୋଜନା କରିବାକୁ କାଳେ ୍ରସ୍ତୁତ ହୋଇଗଲେଣି । ଏମାନଙ୍କୁ ପଛରୁ ଇନ୍ଧନ ଦେଉଛନ୍ତି ଗ୍ରୁ ଲିଡର ତଥା ନବୀନଙ୍କ ମାନସପୁତ୍ର ଭିକେ ପାଣ୍ଡିଆନ । ସରକାରୀ ବ୍ୟବସ୍ଥା ଭିତରେ ଏମାନେ ରହିବେ ଓ ଧିରେ ଧିରେ କାୟା ବିସ୍ତାର କରି ନବୀନଙ୍କୁ ସମର୍ଥନ ଦେବେ ।
#thequiver #naveenpatnaik #vkpandian
#odisha #bjd #nabin_pattnaik #vk_pandian #nabin_nibas #OSD #non_odia_officers #oficers_cotary
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in RUclips! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews
ଯଦି CBI,ED ଜାଲରେ ପଡିଯାନ୍ତି।
କେବଳ ସିବିଆଇ ପକ୍ଷରୁ ଚଢାଉ ହେଲେ ସବୁ ସାଇଜ ।
ଆଶିଷ ସିଂ ଏବଂ କୁଟେ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ମୋହନ ସରକାର ଙ୍କ ର ମସ୍ତବଡ ଭୁଲ୍ ତେଣୁ ପରିଣାମ ଭୋଗିବାକୁ ପଡିବ।
ରାତା ରାତି ସବୁ ପରିବର୍ତନ ହୋଇପାରିବ ନାହିଁ l ଅପେକ୍ଷା କର
ଅପେକ୍ଷା କଲା ବେଳକୁ ଆଉ କିଛି ନ ଥିବ। ପାଣ୍ଡୁ କୁ ଏବେ ବି ପ୍ରଶାସନ ପକ୍ଷରୁ Security dia ଯାଇଛି କାହିଁକି।
ଠିକ ଠିକ ଆଗ ଜେଲ ରେ ପୁରା ନହେଲେ କିଳା ନେବ
ଆଉ କା'ର ବାଳବଙ୍କା କରିପାରିବେ ନାହିଁ
OSD ରୁ ସିଧା ଜେଲ୍ ଯିବେ ନ ହେଲେ deputation re Delhi ଯିବେ।
Right
Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻
CBI +ED Welcome to Odisha
ମୋହନ ସରକାର V K Pandian ଙ୍କୁ PSO ଦେଇଛନ୍ତି କିନ୍ତୁ କଣ ପାଇଁ
BJD re misi karmi Neta saji prachar kari pandu Hatao BJD Banchao 😭
ଯୋଉ ମାନେ ମଇଚିଆ, ହେଞ୍ଜେଡା ନେତା ସେମାନେ କେବେ ବି ପାଣ୍ଡୁ ବିରୁଦ୍ଧରେ କହି ପାରିବେନି
Non odiya non odiya. Kahuthiba ashmita sarkar nku mahanga padiba nischtita
Sabu chora akathi
ଆଉ ଅଛି ଯେ ସୁନୁପାମ୍ପୁଡି ଖାଇଵେ
ଶଳା ପାଣ୍ଡିଆ ବଞ୍ଚିଛି
Naveen Pattnaik CM fite
Chari karibapain planig karuchanti
Salanku odisha ru totally biday hebe apekhya kar
Pandian ଜେଲ୍ କୁ ନ ଗଲା ପର୍ଯ୍ୟନ୍ତ ଏପରି ଚାଲିବ .....
ମୋହନ ସରକାର ନୀରବ କାହିଁକି ???
Mohan govt kichi Bala opadiparibani . Mu kahuchi dekhiba . Au nete election re bjd return Kariba final
@@diptiskumarbal3778 Next election ku Nabin/ BJD banchi thiba ta ???
@@sarojde9808 agaku dekha Kan hauchi .centre re au Modi nathiba kichi pressure Kariba paye . Bjd harila tathapi bjp mundaru vaya jauni karana sia Jani chanti . Tike budhi thile tume bi Jani pariba
@@diptiskumarbal3778Modi ନ ଥିଲେ ବି କିଛି ଫରକପଡ଼ିବନି...କାରଣ bjd ନେତା ଙ୍କ ବିରୁଦ୍ଧ ରେ ଶହ ଶହ ଦୁର୍ନୀତି.....
ମୋହନ ମାଝି ସରକାର ଚାହିଁଲେ ସବୁ bjd ନେତା ଜେଲକୁ ଯିବେ......
ଆଉ ନବୀନ ଙ୍କୁ ବି ଲୋକେ ଭରସା କରି ପାରିବେ ନାହିଁ....
କାରଣ ନବୀନ ...ଅନ୍ଧ ଧୃତରାଷ୍ଟ୍ର ....
ତାଙ୍କ ବେଳ କାଳ ସରି ଆସୁଛି ....
@@sarojde9808 are mohan majhi kichi Kari paribani chalenge Kariba dum nahi
Ed inqary kari jel pathaidele Meli vangi jiba action darkar nahele bjp yethara gala
ତୁମେ ସବୁ କଣ କରୁଛ ଚୋରଙ୍କ ବିରୁଦ୍ଧରେ ସ୍ୱରା ଉଠାଉନ୍ ,କଣ ଵାଳ ଦେଖିବ ନା
NANIN SIR ETE BADA DHAKA KHAIELE BI SE NIJA BUDHJIRE KAM NA KARI PARA BUDHIRE MANE PANDU BUDHIRE KAMA KARI CHALI CHHANTI ..ETE BADA DHAKA BJD EHI PANDU PAIN HELE PARIBARTAN NAHIN
Mohan sarakara Nabinaku surakhya deuchhanti athi kebala odisha voter thakigale bjd bjp gotia mudra 2 ti paswa
Taha purbaru bjp ku CBI investigation kari Tamil ra kala karanam nku loka lochana ku aniba darakar....
Tahale bjd ku odisha basi thik se chinhi paribe.....
Eha dwara bjd odisha ru lop paibaku sakhyam heba....
Kahi ki bjd netanku mohn sarkarareat karunahanti suspend karunahanti
Mohan Majhi nku badnam karidebe BJP ra Gadar Mohan babu be ready to Leave the chair Very soon Your work style put uwin trouble why Pandian has given still now and people of Odisha repeanting for given vote to BJP because of your imcapable ty
ବାଳ ନା 😜
Bdo collector cwsn cordinatar au spd osepa ra gang sabuku tahasildar Abu badali darkar
Pandian rajyaru hatiba darkar ama ra nua bhala Congress neta achhanti. BJP bjd rajya ru desaru hatau
Bastad chora Pandian nku arrest karantu
Mohan cm kahi ki action naunahanti se khabar xhalao
ଖାଲି ବସି ବସି ଦରମା ନେଇ ଭୋଜି ଭାତ କରି ଉଡ୍ଡେଇ ଦିଅ।😅😅😅😅😅😅
Pandian is best for Odisha
Bala haba tuma malika ku kahiba upru mati utda khasi lani tenu jamaru rau rau huani.
Mohana sarakara useless
Amane puni odisaku lunthan karibe tenu mohan sarakar sabadhan hoejao
Ehi chaneel kichi khabar nahi
ତୁ କେମିତି ଜାଣିଲୁ।କେତେ ପଇସା ମିଳିଛି।
Bjd officer kohataio
Chhodipakeibe
Mada padiba.
Nabeen pandian ku guli kara.
😅😅😅
Laja laguni
galua
False news
ଜୟ ଜଗନ୍ନାଥ ଜୟ ନବୀନ ଜୟ ବିଜେଡି
ଆଲୋ ବେଧେଇ ଖାଲି ନବୀନ pandian ଖାଲି ହେଉଚୁ
ଲଜ୍ଜ୍ୟା ନାହିଁ
ସେ ଯାହା କରିଲା ତୋ bjp ghaitar kan gala