Комментарии •

  • @manoranjansahoo9732
    @manoranjansahoo9732 День назад +44

    ସେ ଡାକରଖାନାଗୁଡ଼ିକ ଏମିତି ନିତିଦିନ ର ଘଟଣା ଆଜି କେମିତି କଥା ଟା ପଦାକୁ ଚାଲି ଆସିଛି

  • @swastiprasaddas5508
    @swastiprasaddas5508 День назад +55

    ସମସ୍ତ ବେସରକାରୀ ମେଡିକାଲ ବନ୍ଦ କରାଯାଉ. କିଛି କଟକଣା ଲାଗୁ କରାଯାଉ.

  • @prasantapattanaik862
    @prasantapattanaik862 День назад +36

    ମଣିଷ ଜୀଵନ ନେଉଛନ୍ତି ହସ୍ପିଟାଲ ସବୁ ଓ ଵିଜିନେସ୍ କରୁଛନ୍ତି। ଲକ୍ଷ ଲକ୍ଷ ଟଂକା ନ ଦେଲେ ମୃତ ଦେହ ବି ଦେଉ ନାହାନ୍ତି। ଆମ ସ୍ବାସ୍ଥ୍ୟ ମନ୍ତ୍ରୀ ଏସମ୍ପର୍କରେ ଏକ ଗାଇଡ ଲାଇନ କରି କଢ଼ା ନିର୍ଦ୍ଦେଶ ଦେଉ।

  • @Kalingatraveller636
    @Kalingatraveller636 День назад +18

    Appollo hospital ଉପରେ କାର୍ଯୟାନୁଷ୍ଠାନ ନେଲେ ସରକାର ର ନେତା ମନ୍ତ୍ରୀ ମାନେ କେଉଁଠି treatment ହେବେ ?? ଆଉ ଭୋଟ ବ୍ୟାଙ୍କ୍ ବନ୍ଦ ହୋଇଯିବ..😂 ଆଗରୁ ଆପୋଲୋ ହସ୍ପିଟାଲ୍ ର ୟେ କଳା କାରନାମା ଅନେକ ଥର ସାମ୍ନା କୁ ଆସିଛି କିନ୍ତୁ ପୂର୍ବ ସରକାର ତ ନିଜେ ଭ୍ରଷ୍ଟାଚାରି ଥିଲା..😂😂 ଏବେ ର ନୂଆ ସରକାର ପାଖରେ କ୍ଷମତା ନାହିଁ ହସ୍ପିଟାଲ୍ ବନ୍ଦ କରିବାକୁ...😂 କାରଣ ଗୋଟେ ଭୋଟ କମିଲେ ଅସୁବିଧା !!!

  • @prasantapattanaik862
    @prasantapattanaik862 День назад +36

    ଏମାନେ ପୋଲିସକୁ ମାସିକ ଟଂକା ଦେଇ ରଖିଛନ୍ତି।

    • @sambhunathpanda8801
      @sambhunathpanda8801 День назад

      Omg ryt

    • @Musiclover22613
      @Musiclover22613 День назад

      athire police kn kariba kire
      sabuthire ta police ra bhull😂

    • @rjrani1606
      @rjrani1606 День назад

      Tu jaiki dekhithilu

    • @prasantapattanaik862
      @prasantapattanaik862 День назад +1

      @@rjrani1606 Nahele police lokanku kahinki tadidianta,hospital balanku kichhi karuni kahinki? Tu hospital karmachari ki police Bala?

  • @ratiranjanbehera2106
    @ratiranjanbehera2106 День назад +21

    ଆପୋଲୋ ହସ୍ପିଟାଲକୁ ଜମା ଯିବାକଥା ନୁହଁ ମୁ ବହୁତ ଘଟଣା ଏମିତି ଦେଖିଲେଣି ସରକାର ଏହି ହସ୍ପିଟାଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଦରକାର

  • @RabindraSahoo-gq6zj
    @RabindraSahoo-gq6zj День назад +24

    Apollo hospital exploits patient always

  • @entertainmentrupali4367
    @entertainmentrupali4367 День назад +30

    ହସ୍ପିଟାଲ ମାଲିକ ସବୁ ପଇସା ଫରାଇ ଦଉ

  • @iloveodisha6003
    @iloveodisha6003 День назад +5

    ସରକାର ଙ୍କୁ ଅନୁରୋଧ ଯେଉଁ ପ୍ରାଇଭେଟ ହସ୍ପିଟାଲ ରେ ରୋଗୀ ମାରୁଛନ୍ତି, ସେ ରୋଗୀ ଯେତିକି ଟଙ୍କା ଖର୍ଚ୍ଚ କରିଛି ତାର ଚାରିଗୁଣା ଟଙ୍କା ସେ ହସ୍ପିଟାଲ ରୋଗୀର ଘର ଲୋକଙ୍କୁ ଦିଅନ୍ତୁ, ଏଭଳି ଆଇନୀ ସରକାର କରନ୍ତୁ

  • @laxmidharmirror5500
    @laxmidharmirror5500 День назад +17

    action immediately against hospital

  • @anitaranibarik5212
    @anitaranibarik5212 День назад +10

    ଏଇ ହସ୍ପିଟାଲ କୁ ବନ୍ଦ କରାଯାଉ

  • @dillipkumarbhuyan3511
    @dillipkumarbhuyan3511 День назад +26

    ନିଆଁଲଗେଇଦିଆଜାଉ

  • @MithunNaik-ju3tb
    @MithunNaik-ju3tb День назад +15

    ହେଲଥ ମନ୍ତ୍ରୀ ଙ୍କୁ କୁହନ୍ତୁ ତୁତନ୍ତ ଆପଲୋ ହସ୍ପିଟାଲ ବନ୍ଦ କରାଯାଉ, ନହେଲେ ବମ ଲଗେଇ ଉଡେଇ ଦିଅ.. ଏଥିରେ କାହାର ହାତ ଅଛି ଜାଣିବା ଦରକାର

  • @SanjayKumar-jz2pg
    @SanjayKumar-jz2pg День назад +2

    ଆପୋଲୋ ହସ୍ପିଟାଲ ର ହିଷ୍ଟରି ନ କହିବା ଭଲ। ତେଣୁ କରି ମୋହନ ସରକାର ଏହା ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେବାର ସଠିକ୍ ସମୟ ଆସିଯାଇଛି ।

  • @RamKumar-md6se
    @RamKumar-md6se День назад +12

    Sad !
    Apollo criminal hospital supported by MLA's and MP's of the State

  • @sri9321
    @sri9321 День назад +8

    Bhai bbsr ra hospital ku jou rogi ଯାଉଛି ସିଏ ଭଲ ହବ କି ନାହିଁ ତାହା କହିହେବ ନାହିଁ ତା ସହ ଯିଏ ଯାଇଥିବ ସିଏ ନିଶ୍ଚୟ ରୋଗୀ ହୋଇଯିବ
    ଯୋଉ କଷ୍ଟ ଦେଉଛନ୍ତି ଆ ଉପରେ ଦୃଢ଼ କାରଯ୍ୟାନୁଷ୍ଠାନ ହଉ Health minister nk ଦ୍ୱାରା

  • @artstemplemartialartsacade5999
    @artstemplemartialartsacade5999 День назад +5

    Action ନେବା କଥା...ଠିକ କଥା ସବୁ ହସ୍ପିଟାଲରେ ଠକୁଛନ୍ତି..

  • @dhrubachandrajena1298
    @dhrubachandrajena1298 День назад +5

    Appolo hospital should be baned. Corrupted hospital at bbsr.

  • @basantakumarpanda9022
    @basantakumarpanda9022 День назад +3

    ସରକାର ଟଙ୍କା ଦେଉଛନ୍ତି ମେଡିକାଲ ଠକି ନେଉଛନ୍ତି।

  • @GolakaBiswal
    @GolakaBiswal День назад +1

    Thank you jhia🎉❤🎉🎉🎉

  • @ranjana304
    @ranjana304 День назад +7

    Appolo ra record achi.. Jie treatment pain jaichi se kebe bhala heiki gharaku asini..

  • @dragonboy-ll1pf
    @dragonboy-ll1pf День назад +3

    Apolo ku black list Kara sabu bele complain.

  • @rakeshjacks7242
    @rakeshjacks7242 День назад +6

    Completely true govt is main Collprit for all these problems. Govt is ignoring all these things

  • @ambikadash7236
    @ambikadash7236 День назад +1

    ମୋ ମତ ରେ ଓଡ଼ିଶା ରେ ସବୁ ପ୍ରାଇଭେଟ୍ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ୍ ବନ୍ଦ୍ କରି ଦବା ଉଚିତ। ସମସ୍ତେ ସରକାରୀ ହସ୍ପିଟାଲ୍ ଯାଆନ୍ତ୍ତ। ଆଉ ଦରକାର୍ ପଡ଼ିଲେ ହାଇଦରାବାଦ, ଦିଲ୍ଲୀ, ଚେନ୍ନଇ ଯାଆନ୍ତ୍ତ। ଶହେ ରୋଗୀ ହସ୍ପିଟାଲ୍ ଆସିଲେ , ବହୁତ୍ ଖରାପ୍ ଅବସ୍ଥା ରେ ଥିବା କିଛି ବଞ୍ଚିବେନି। ତା ମାନେ କଣ ଆମେ ସବୁ ଗୁଣ୍ଡାମି କରି ନଷ୍ଟ କରିଦେବା। ଅଠାନବେ ଭାଗ ଯୋଉ ଭଲ ହେଇକି ଘରକୁ ଫେରୁଛନ୍ତି, ସେମାନେ କୁଆଡେ ଯିବେ? ଯାଆନ୍ତୁ ଯୁଆଡେ ଯିବେ।

  • @sunilsahoo7434
    @sunilsahoo7434 День назад +2

    Medical insurance should be for all

  • @pradhan470
    @pradhan470 День назад +5

    The patient has been deceased since last three days. It's completely scam.

  • @lalitamohanmallick5779
    @lalitamohanmallick5779 День назад +1

    ସବୁବେଳେ ଆପୋଲୋ ହସ୍ପିଟାଲ ଅନିୟମିତତାରେ ଚାଲିଛି.ତେଣୁ ଜନସାଧାରଣ ଏ ହସ୍ପିଟାଲ ଉପରେ ବିଶ୍ୱାସ କରିବା କଥା ନୁହେଁ

  • @ambikaprasadsenapati3576
    @ambikaprasadsenapati3576 День назад +3

    Not only appollo hospital, but all private hospitals are doing this. It should be properly investigated and to take strict action against these hospitals. SUM hospital is doing such type of things.

  • @lohitkumarmohanta1533
    @lohitkumarmohanta1533 День назад +4

    Electric dept ,health department au a hospital ku court nia jau

  • @purnachandrasahoo5350
    @purnachandrasahoo5350 День назад +4

    Pl licensed cancel this hospital.

  • @LWTEDDYKARAN
    @LWTEDDYKARAN 22 часа назад +1

    Always BJD Sarkar Nabin patnayak 💙

  • @userpintu24
    @userpintu24 День назад +1

    ଯଦି ଗୋଟେ ଛୋଟ medicine shop କିମ୍ବା clinic ହେଇ ଥାଆନ୍ତା ତୁରନ୍ତ କାରଯ୍ୟାନୁଷ୍ଠାନ ନିଆ ଯାଇଥାନ୍ତା

  • @JYOUTIRMAYISAHOO
    @JYOUTIRMAYISAHOO День назад +1

    Actually sabu medical re doctor mane ebe nija profession ku dekhuchhanti but semane gote rogi prati tanka duty thik se karunahanti

  • @iamalok-
    @iamalok- День назад +4

    Private hospital hauchi business au dr bepari

  • @BiswaDhal-py7xp
    @BiswaDhal-py7xp День назад +3

    Medical owner saraka sabu gotia thalire khauchhanti tame kahiba kahiba kahaku suniba kia

  • @DinakrishnaPanda-oj5gc
    @DinakrishnaPanda-oj5gc 18 часов назад

    ସେ ଡାକ୍ତରଖାନା ବନ୍ଦ କରାଯାଇ ସରକାରୀ ଡାକ୍ତରଖାନାରେ ସବୁ ଚିକିତ୍ସା ବ୍ୟବସ୍ଥା ମହଯୁଦ ରଖାଯାଉ। ସରକାରୀ ଡାକ୍ତରଙ୍କର ପ୍ରାଇଭେଟ୍ ପ୍ରାକ୍ଟିସ ବନ୍ଦ କରାଯାଉ।

  • @SubhadarsisurendraPradhan
    @SubhadarsisurendraPradhan День назад +2

    SUM ra Security bi amiti...bhabuchhanti semane police... Behaviour vala nai

  • @PKTripathy786
    @PKTripathy786 День назад +1

    Apollo hospital ame normal loka haeki nabaku daru ...
    Jadi apana mane naechanti then apana mane setiki paisa wala loka hae thibe sure ...
    Jadi paisa sari gala then kahinki rakhucha ??
    Sabu bele medical ku doosa daba thu aage tike nija doosa dekha ki ete bada hospital naeki jiba uchit na nahi ...
    No losses should be recovered ...
    Jadi bhul karicha naeki sethiku then ready to get swayed away by their bills ...

  • @jagabandhusahu3034
    @jagabandhusahu3034 День назад +1

    Strong inquires required by government,

  • @KalandiCharanPatra-k4u
    @KalandiCharanPatra-k4u 20 часов назад

    ଆପଣ ମାନେ ଆପୋଲୋ ହସ୍ପିଟାଲ ଯିବା ହିଁ ପ୍ରଥମ ଭୁଲ, ସେମାନେ ଲୁଟିବା ପାଇଁ ହିଁ ବସିଛନ୍ତି, ଗୋଟେ ବଡ଼ ସ୍କ୍ୟାମ୍ ଚାଲିଛି Government ସହ ମିସିକି

  • @JYOUTIRMAYISAHOO
    @JYOUTIRMAYISAHOO День назад +1

    Sum hospital re bi emti karuchhanti semane treatment jama karunahanti . Mo bou ku mu semananka irresponsible pain haraichhhi .

  • @userpintu24
    @userpintu24 День назад +1

    ଲୋକ ଜାଣିଲେ ବି କିଛି ହେବନି madam ଏଥିରେ ବହୁତ୍ ବଡ଼ ବଡ଼ ଲୋକ ସାମିଲ୍ ଅଛନ୍ତି । ଏଇଟା ଆଜି ନୂଆ ନାହିଁ ଆଗରୁ ବି ବହୁତ୍ ହେଇଛି କିଛି ଆକ୍ସନ ବା କାର୍ଯ୍ୟନୁଷ୍ଟାନ ଦେଖିଛନ୍ତି କି?? କାହିଁକି ନାଇ ଏଥିରେ ବଡ ବାବୁ ମାନେ ଅଛନ୍ତି ସବୁ କଥା ଚାପି ଦେଉଛନ୍ତି।

  • @NilamadhabdashNilamadhabdash
    @NilamadhabdashNilamadhabdash День назад

    ଏମିତି ସବୁ ଜାହା ସବୁ ଅଛି ପ୍ରାଇଭେଟ୍ ମେଡିକାଲ ସବୁ ପଇସା ଖାଇବାକୁ ହିଁ କାମ କରୁଛନ୍ତି କାମ ଖାଲି ପଇସା ଖାଇବାକୁ ହିଁ କରନ୍ତି

  • @sumitpadhan8
    @sumitpadhan8 День назад +1

    Sabu govt doctor manka pain strict rule bana jau ki semane kaunasi private hospital re kama kari paribe nai,

  • @shreepadmohanty6336
    @shreepadmohanty6336 День назад

    Great lady help others

  • @Rkar981
    @Rkar981 День назад

    Wah such a brave truth outspoken girl. Hope for the justice 🙏

  • @KalandiCharanPatra-k4u
    @KalandiCharanPatra-k4u 20 часов назад

    ଆପୋଲୋ ହସ୍ପିଟାଲ ଓଡ଼ିଶା ରୁ ବ୍ୟନ୍ କରାଯାଉ ସେମାନେ ଖାଲି ଲୁଟିବା ପାଇଁ ଅଛନ୍ତି

  • @PrithviRaj12306
    @PrithviRaj12306 День назад +2

    MEDICAL REGULATION BILL DARKAR

  • @prafullakumarbehera7774
    @prafullakumarbehera7774 19 часов назад

    Responsible should be initiated against hospital authority

  • @adhikaribehera4320
    @adhikaribehera4320 День назад +3

    Gabbar is back.......

  • @jkjena4201
    @jkjena4201 День назад

    ବେସରକାରୀ ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ ଗୁଡିକ ବେପାର ପାଇ ଖୋଲାଯାଇଛି ।

  • @jitenbro9894
    @jitenbro9894 18 часов назад

    କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ ହେଉଛି ତାର ହିସାବ ରୋଗୀର ସମ୍ପର୍କୀୟ ଙ୍କୁଇ ଦିଆଯାଉ, ଏବଂ ସ୍ୱାସ୍ଥ୍ୟ କାର୍ଡ ରୁ କେତେ ଟଙ୍କା କଟିଛି ତାର ତଦନ୍ତ ହେଉ

  • @s.jchanel8198
    @s.jchanel8198 День назад

    ବିଜେପି ସରକାର ଚାଲ୍ ଯେଉଁ ଦଳ ମେଡିସିନ ରୁ GST ନେଉଛି ସେ ଦଳ କ'ଣ ଲୋକଙ୍କ ସେବା କରିବ

  • @GourangaPruseth
    @GourangaPruseth День назад

    ସବୁ ଟଙ୍କା ଫେରସ୍ତ କରାଜାଉ ,,ନ ହେଲେ ହସ୍ପିଟାଲ ରେ ନିଆଁ ଲଗାଇ ଦିଅ

  • @Toony123star
    @Toony123star День назад

    ବେସରକାରୀ ଡାକ୍ତର ଖାନା, ବେସସରକାରୀ ଶିକ୍ଷାନୁଷ୍ଠାନ ସବୁ ଶୋଷଣ କରୁଛନ୍ତି

  • @manasranjanparida8777
    @manasranjanparida8777 День назад +1

    Sabu Nexus , jatha purbam tatha param , Nothing Change 😢😢😢

  • @harekrushnanayak48
    @harekrushnanayak48 День назад +1

    Very sad,loka mananka jibana ku nei pura game chalichi

  • @sambhunathpanda8801
    @sambhunathpanda8801 День назад +1

    Mahan majhi = Mouna majhi

  • @Sanjayakumarjena-k6u
    @Sanjayakumarjena-k6u 23 часа назад

    ଯେଭଳି ଜଣେ ଓଲା ସୋରୁମ ପୋଡିଦେଲା ସେଭଳି ପୋତିଦେଲେ

  • @srisaiagency6963
    @srisaiagency6963 День назад

    Right sister

  • @RudraNarayanBarik247
    @RudraNarayanBarik247 День назад

    Odisha government should be take immediately action on it so that all private hospitals can be stopped

  • @anshucool4
    @anshucool4 День назад +3

    Bsky card sarila ta private hospital kana Kariba????? Ki bala katha

  • @bijaypatra9105
    @bijaypatra9105 День назад

    ତିନି ହଜାର ଭର୍ତ୍ତା କେବେ ମିଳିବ

  • @MunaPradhan-f9q
    @MunaPradhan-f9q День назад

    Correct

  • @KCmallick
    @KCmallick День назад

    ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ ଆମକୁ ବହୁତ ପଇସା ଠକିଛି ଏମାନଙ୍କ ପାଇଁ କଡା ନିୟମ କରା ଯାଉ

  • @sushilkumarsethy2773
    @sushilkumarsethy2773 День назад +1

    Emananku niyantrana kariba darkar. Ete paisa kana nauchanti.

  • @rajnikantabehera4534
    @rajnikantabehera4534 День назад +1

    Sala hospital ku nia lageidia au se doctor manaka Munda katidele sabu size heijibe

  • @GaganDhal-gg1lx
    @GaganDhal-gg1lx День назад +1

    Akhaya Kumar wala seen chahiye...where is mohan sarkaar .

  • @pradiptadas1726
    @pradiptadas1726 День назад

    ଜେଲରେ ଭର୍ତ୍ତି କରାଯିବା ଉଚିତ

  • @sureshdikshit547
    @sureshdikshit547 День назад

    Who is this girl?

  • @sudamdeep4237
    @sudamdeep4237 День назад +1

    Licence certificate cancel karaajaau appolo r

  • @abhimanyunayak1771
    @abhimanyunayak1771 19 часов назад

    👍👍👍👍👍👍

  • @adityamahakhud7204
    @adityamahakhud7204 День назад +1

    Ethi seva nahi 🤣🤣🤣 all doctors are nonsense 😂

  • @krushnachandrabehera1039
    @krushnachandrabehera1039 День назад

    ଆପୋଲୋ ହସ୍ପିଟାଲ ରୁ ନେତା ମାନେ ଲାଞ୍ଚ ଖାଉଛନ୍ତି ଯେତେ ବିରୋଧ କଲେ ତାଙ୍କର କିଛି ଅସୁବିଧା ହବନି ଏମିତି ଚାଲିବ

    • @debashisrout3913
      @debashisrout3913 20 часов назад

      you should choose your politician in wise hum hindu muslim chodampatti karte rahenge

  • @rammohanty6070
    @rammohanty6070 23 часа назад

    Govt.has no power take action private hospital.public send private hospital manager send jail.No.1 private hospital chor

  • @TapanSahoo-r9j
    @TapanSahoo-r9j День назад

    Right

  • @maheshchandra1767
    @maheshchandra1767 День назад

    Samasta private hospital ku bandh karajau government quick action niyantu

  • @suryamanipradhan5839
    @suryamanipradhan5839 22 часа назад

    Eita kau bada case ta ki au kete kete case chapi dauchanti....

  • @SridharNath-wj1jf
    @SridharNath-wj1jf 22 часа назад

    Govt.should lock all private hospitals. They are exployting the patients regularly with rough treatment.They have been alloted govt. land & with all facilities from govt.but neglecting the patients

  • @jitendrakumar-rx1pn
    @jitendrakumar-rx1pn День назад

    Gabbar is back 🙌

  • @priyaranjanrath9188
    @priyaranjanrath9188 День назад

    All these hospitals should be taken up by Govt as all these are not meant for service

  • @sidharthkar3454
    @sidharthkar3454 День назад

    And after that doctor says we are only great creatures of the country and protest for their demands.
    And in return they treat public in this way.
    What a payback
    Btw is there anyone who thinks doctors are just taking money to give useless services and for that service also they pressuring the govt 😂😂😂😂😂.
    Bhai itna or kisi profession ke liye bhi karte to berojgari khatam ho jata

  • @anshucool4
    @anshucool4 День назад +3

    Paisa sarila pare obviously the hospital won't consider!!!!
    Bala hospital ra bhul kana. Jao govt hospital na. Au kana magana treatment heba private hospital re

    • @sunilvloger92
      @sunilvloger92 День назад

      Fake news patient ra death haini ki bsky card ru sabu paisa used haiki ni sabu fake news

  • @RudramaniSahu-y1c
    @RudramaniSahu-y1c День назад

    Uniti is power

  • @GaganDhal-gg1lx
    @GaganDhal-gg1lx День назад +1

    Can u watching the seen, our health minister...

  • @Mastipley
    @Mastipley 22 часа назад

    😢😢😢

  • @pradiptadas1726
    @pradiptadas1726 День назад

    ତୁରନ୍ତ ବନ୍ଧା ହେବା ଉଚିତ

  • @chandrasekharnayak1815
    @chandrasekharnayak1815 День назад

    Aagaru kete corporate Hospital birudhare sarkaar action neichhanti maa tame janichha ki.

  • @sudeepsamanta5653
    @sudeepsamanta5653 День назад

    Private hospital kahinki patient rakhibe jadi paisa dia na hue? Hospital sei katha inform karichhi pt attendant nku ta hangama karibara kana achhi?

  • @ashokkumarkunda9313
    @ashokkumarkunda9313 День назад

    Very good

  • @jibanketanpradhan2978
    @jibanketanpradhan2978 День назад

    Nabin is real Hero

  • @indian4011
    @indian4011 День назад

    D for Doctor
    D fro Docoit

  • @rajnikantabehera4534
    @rajnikantabehera4534 День назад

    Ye sabu Private hospital ku Band karajau

  • @ChinaLoka9246
    @ChinaLoka9246 День назад +1

    Bjp sarkar 😂😂😂

  • @ManasKumar-md9ty
    @ManasKumar-md9ty 14 часов назад

    Bjp ku vote dia bhala emiti heba 😂😂😂😂

  • @rammohanty6070
    @rammohanty6070 23 часа назад

    Tpcodal and Appolo hospital case file against.

  • @biswojitdas5591
    @biswojitdas5591 День назад

    It's the truth of that medical

  • @MujiburRahman-n1m
    @MujiburRahman-n1m 22 часа назад

    Appollo close today

  • @Xyz1998-si7mu
    @Xyz1998-si7mu День назад

    Paesa nahi ta kaen jaucha hospital

  • @meghnaanu5559
    @meghnaanu5559 21 час назад

    Its game of money