Outsourcing mananka salary kebe badhiba semane 15 barsa helani 2000 tankaru aji 8000 pauchhanti semane bi sarkar ra kama karuchhanti so semanku kebe regular kariba aau kebe tanka salary badhiba . Outsourcing re pila barsa re thare mane 2 masa ra salary miluchhi so 1st amaku regular kara nahele 50000 outsourcing employee election bele bi thik upahar debe.
Salary badha hele tume tv channel re dekheiba. Kebe other state ra salary ku compare kari tv channel re dekhei6. 500/1000 badhiba ki na bhadiba prachar adhika karu6
କେତେ ବଢିବ, ସର୍ବ ନିମ୍ନ ମଜୁରୀ ଦିନକୁ ପାଞ୍ଚ ସହ ଟଙ୍କା ହେବା ଦର୍କାର. ମିଳିଲେ ଜାଣିବ ମିଳିଲା ବୋଲି. କାରଣ ବହୁ ଆଡମ୍ବର ଲଘୁକ୍ରିୟା.
ନନ୍ଦିନୀ ପଣ୍ଡା ଅଙ୍ଗନବାଡି ଦିଦି ନାମ ରେ କଳଙ୍କ
ସେ ଜଣେ ବିଜେଡି ର ପ୍ରଚାରକ
Thik
💯 right
ନନ୍ଦିନୀ ପଣ୍ଡା ସରକାର ଙ୍କ ଠାରୁ କମିଶନ ପାଉଛନ୍ତି, ଏକଥା ସବୁ କର୍ମୀ ଜାଣନ୍ତି
Ananya didi kana nathile eyaku pacharuchhanti questions kana au answer deuchhi kana
@@Armandharua-t3d😮😮😮😮😮😮 ki 3D
ଭୋଟ ସମୟରେ ଯେତେ ଲୋଭ ଦେଖେଇଲେ ବି 2024 ରେ ଭୋଟ ଦେବେନି ଓଡିଶା ଲୋକ..
Odishare only BJD
BJP Madibasilani
36GARD BHALIA PRAYI 5 YEAR KU SARKAR CHANGE DARKAR 36GARD LOKANKA THARU SIKHANTU. ODIA MANE ..
25 YEAR SARKAR GARBA BAHUT HELENI
ନନ୍ଦିନୀ ପଣ୍ଡା ର ଦରମା ବଢିବା ରେ କିଛି ଫରକ ପଡ଼ିବନି ତାକୁ ବିଜେଡି ପାର୍ଟି ରୁ ଭଲ ଟଙ୍କା ମିଳୁଛି
Right
ଠିକ କଥା
Right
Nandini panda bjd ra Paisa khauchi
ଦରମା ବଢ଼ିବ ଶୁଣି ଖୁସି ଲାଗୁନି । କେତେ ବଢ଼ିବ ସେଇଟା ଶୁଣିଲେ ଖୁସି ଲାଗିବ ।
2024 Election sarijau aga bjd ku vote dei jiteo sara
Asha worker mananku darama deini may month helani pachhe jetiki darama asuthula setiki asuchhu
ପ୍ରଶ୍ନ କଣ ହେଉଛି ଉତ୍ତର କଣ ଦେଉଛି ନନ୍ଦିନୀ ପଣ୍ଡା, ଭଲ ରାଜନୀତି କରୁଛି
ସେ ଜଣେ ବିଜେଡି ର ପ୍ରଚାରକ
Bjd chamcha
Exactly
Bjd chala
ଦରମା ବୃଦ୍ଧି ହେବ କଥା ଶୁଣି ଶୁଣି କାନ ବଧିର ହୋଇ ଗଲାଣି। ଗତ ୫ ବର୍ଷ ମଧ୍ୟରେ ଥରେ ବି ଦରମା ବୃଦ୍ଧି ହୋଇନାହିଁ। ଏଥର ବୃଦ୍ଧି ହେଲେ ହିଁ ବିଶ୍ଵାସ କରିହେବ ନହେଲେ ନାହିଁ।
ଅଙ୍ଗନବାଡ଼ି ଆସୋସିଏସନ୍ ମାନଙ୍କର
ଗତ ଦୀର୍ଘ ଦିନର ଆନ୍ଦୋଳନ ହଠାତ୍ ବନ୍ଦ
କରିଦେବା ପଛରେ କେତେକ ଲିଡର ମାନଙ୍କର ସରକାରଙ୍କ ସହିତ ଭିତିରିଆ
ସମଝୈ।ତା ହୋଇଥିଲା ।ସନ୍ଦେହ ।
ଏବେ ଅନ୍ୟ ସମସ୍ତେ ଦାବୀ ଉପସ୍ଥାପନା
କରୁଥିବା ସ୍ଥଳେ ଅଙ୍ଗନବାଡ଼ି ଆସୋସିଏସନ୍
ଗଭୀର ନିଦରେ ଶୋଇ ପଡ଼ିଛି ।କାରଣ
କ'ଣ ???? ରହସ୍ୟ କ'ଣ ???
ଅଣ୍ଡା ଦର ବଢ଼ିଛି ତାହା କଣ
ବୁଢ଼ା ବୁଢ଼ୀ ଙ୍କ ଆଗ ଭର୍ତା ଟଙ୍କା ବଢ଼l ଯାଉ ଆଗ ଆଉ କିଛି ପର କଥା।
Bahut vala kahile vai haba katha
ସ୍କୁଲ୍ ରୋଷିଆ ମାନଙ୍କର କଣ ଦରମା ବଡୁନି ସେ କଣ ତୁମର ଭୋଟ କୁ ଖାଇଦେବେ ନା କଣ ସେମାନେ ବି ଆନ୍ଦୋଳନ କରିଥିଲେ ,କାହିଁ ତାଙ୍କର ଦରମା ବଡୁନି ,
ନନ୍ଦିନୀ ମେଡମ ର କଥା ଭଲ ଲାଗିଲା ନାହିଁ ସେ ବହୁତ ରାଜନୀତି ଖେଳୁଛି ସିଏ ତ ଅଙ୍କନବାଡି ଚାକିରୀ ଛାଡି ତାକୁ ବିଜୁଜନତା ପାଟି ତରଫରୁ ଟିକେଟ ଦେବା କଥା ନନ୍ଦିନୀ ମେଡମ ପୁରା ସୁଆର୍ଥପର ଲୋକ ସିଏ ନିଜ ପାଟି ପାଇଁ ଲଢୁଛି କିନ୍ତୁ ଚାକିରୀ ପାଇଁ ନୁହେଁ ସେ ପୁର୍ବ ଓଡ଼ିଶା ଲୋକ କି ସେଥିପାଇଁ ଆଉ ଏମିତି କଥାବାର୍ତ୍ତା କରୁଛୁ ।
କେବଳ ଭୋଟ ପାଇଁ ପ୍ରହସନ କରୁ ଛନ୍ତି ଭୋଟ ସରିଗଲେ ଆଉ ପଚରିବେନି
ପାଚିକା ମାନଙ୍କ ର ଦରମା ବଢାଯାଉ ନ ହେଲେ BJD ବାଲା କୁ ଭୋଟ ଦିଆଯିବନି
Right
ଓଡ଼ିଶା କୁ ଗରିବ କଲା କିଏ, ନବୀନ ସରକାର ଆଉ କିଏ।
(a)panda
(b)odisha people
(c)all the above Answer :-comment
Nabin
Laurene Lon🎉don Indiana🎉😂🎉@@subhashswain903
1
18000 salary haba darkar🎉
ଗରିବ ଓଡିଶା ନବୀନ ଓଡିଶା।
Madua odisha
Durniti odisha sarkar 🎉🎉
Masika jadi 18000 badhile samaste khusi hebe
Right
ପଛ କଥା କେବେ ହେଲେ ଭୁଲିଯିବେ ନାହିଁ । ଅଙ୍ଗନବାଡ଼ି ଦିଦି, ସ୍କୁଲ ଶିକ୍ଷକ ମଧ୍ୟ ଭୁଲିବେ ନି ବର୍ତ୍ତମାନ ର ଲୋଭ ଭବିଷ୍ୟତରେ କାଳ ସାଜିବ।
Aau primary teacher.... salary 11k...aaapan mane khusi toh???
Hm bhai 11k bi nuhe kati kati 9k
Primary teacher au primary school ku pacharuchi kis
ଏ ଶାଳୀ କୁ କଣ ପଚରା ଯାଉଚି ୟେ କଣ କହୁଚି ?
ପ୍ରଥମେ ଭୋଟ ମାଗିବେ..ତା ପରେ ଦରମା ବୃଦ୍ଧି କ୍ଷେତ୍ର ରେ ସରକାର ବିଚାର ବିମର୍ଶ କରିପାରନ୍ତି।
ମଦ ଓଡିଶା ନବୀନ ଓଡିଶା
Right
ନନ୍ଦିନୀ ପଣ୍ଡା ନାମରେ ଅନେକ କଥା
ଉଠୁଛି ।ଭ୍ୟାନିଟିଫୁଲ୍ । ମୁହଁ ବନ୍ଦ୍ ।
ଗର୍ଜନ ନାହିଁ । ସରକାର ପ୍ରତି ଆନୁଗତ୍ୟ
ବିନମ୍ର ସମ୍ବେଦନଶୀଳ ନରମ ବକ୍ତବ୍ୟ।
ନିଜେ ନିଜେ ଧରାପଡୁଛନ୍ତି। ଲଜ୍ଜା ।😮
ପଇସା ଖାଇ ଦେଇଛି ୟେ ମହିଳା
ନନ୍ଦିନୀ ପଣ୍ଡା 46ଦିନ ବସିନୋ ଥିଲା ନନ୍ଦିନୀକୁ କାହିଁକି ପୋଚରା ଯାଉଛି ସେତ ବିଜେଡି ର କର୍ମୀ ସେ କଣ ଜାଣିବ ଅଙ୍ଗନବାଡିର କଥା
ଦରମା ଆସିଲେ ଜାଣିବ ଆସିବ ମୋତେ ଲାଗୁଛି 500 କେତେ ବଢେଇ।
ଭୋଟ ପାଇଁ ସବୁ ଖେଳ
500. Re vote debani 36GARD..MP BHSLIA BADHANYU🎉🎉🎉
ଲୁଣ ଦର କାହିଁକି ବଢିଲା ।
ଚାଷୀ ମାନଙ୍କ ଧାନ କେବେ ଉଠିବ😊
ଗୃହିଣୀ ମାନଂକ ପାଇଁ କୌଣସି ବ୍ୟବସ୍ଥା କରନ୍ତୁ
Gruhini tame mane kan karucha ki rajya paine byabasta karibe
ଏବେ ସରକାର ମିନି ଅଙ୍ଗନୱାଡି କୁ ସମ୍ପୂର୍ଣ୍ଣ ଅଙ୍ଗନୱାଡ଼ି କରିବେ କହି ଆଜି ସୁଧା କରା ଯାଇନି । ମିଛ kahuchanti ନନ୍ଦିନୀ ପଣ୍ଡା।।।
Ma byasta huani election pare karidebe navin
ଅକର୍ମିଙ୍କ ଦରମା ମଇ ୨୦୨୪ରେବତିବ ସେତେଦିନ ପର୍ଯ୍ୟନ୍ତ ଧର୍ଯ୍ୟ ସହ କରିଚାଲ |ବର୍ଦ୍ଧିତ ଦରମା ପିଛିଲା ଜାନୁୟାରୀ ୨୦୨୪ ଠାରୁ ଲାଗୁ ହେଇ ପାଇବେ ।
Outsourcing mananka salary kebe badhiba semane 15 barsa helani 2000 tankaru aji 8000 pauchhanti semane bi sarkar ra kama karuchhanti so semanku kebe regular kariba aau kebe tanka salary badhiba . Outsourcing re pila barsa re thare mane 2 masa ra salary miluchhi so 1st amaku regular kara nahele 50000 outsourcing employee election bele bi thik upahar debe.
ସବୁ ସାଥୀ ଙ୍କ ଦରମା ବିଷୟ ପ୍ରତିଶ୍ରୁତି ଦେଇଥିଲା ଗାଁ ସାଥୀ ଙ୍କ ଦରମା କଣ ହେଲା
Election pare debe
ପ୍ରାଇମେରୀ ସ୍କୁଲ ଶିକ୍ଷକ ମାନଙ୍କ ଦାବି ପୂରଣ ନହେଲେ ବିଜେଡି କୁ ଭୋଟ ଦିଅ ନାହିଁ।
ସମସ୍ତ ଙ୍କର ତ ବଢିଲା ଅଙ୍ଗନବାଡ଼ି ଦିଦି ମାନେ କଣ ତୁମ ଚାକିରିଆଣି ତାଙ୍କର ଦରମା ବଢିଲାନି
ଆଜ୍ଞା ମୋର ଗୋଟିଏ ବିନମ୍ର ଅନୁରୋଧ 🙏,
ମୋ ପରି ବହୁତ ବେକାରୀ ଅଛନ୍ତି ଓଡିଶାରେ,
ଆମ ପାଇଁ ବେକାରୀ ଭତ୍ତାର ବ୍ୟବସ୍ଥା କରାଯାଉ 🙏
ଆପଣଙ୍କ ଓ ଆପଣଙ୍କ ପାର୍ଟିର ଭଲ ଉନ୍ନତି ହେବ 🙏🤗🙏
Kn pain badhauchhanti
Thanks brother very good stetment
Sala kama dhanda kara 😂😂😂
Bhai ama mananka bhul pain bekari hele au agaku bi bahut bekari baharibe
ଆଗ ଦରମା ଲାଗୁ ହଉ ତା ପରେ ଦେଖା ଯିବ
ଆଜିକୁ ଫେବୃଆରି ମାସ ଶେଷ ହେବାକୁ ଗଲାଣି କାହିଁ ଏ ଯାଏଁ ବଡ଼ିନି
Good News
ନାରୀ ପାଇଁ ଅନେକ ଶାସନ ନଷ୍ଟ ହେଇଛି ଏବେ ଏ ମଦୁଆ ନବୀନ ର ପାଳି । ଏଥର BJP ନିଶ୍ଚିତ ହେବ ।
ଏହା କଣ ସତ ନା ଭଟ ପାଇଁ ନାଟକ କରୁଛନ୍ତି ସରକାର
ଶୋଇ କି ଆଲୋଚନା କରିଥିଲେ 9:07 ନା ବସିକି ଆଲୋଛ ନା କରିଥିଲେ
Thaku
Arati
Kichi labha nahi...sabu election pain...but Junior teacher naveen sarkara ra sabata pua....
Nandini madam is a supporter of Govt.
What about primary teachers pension system & primary teacher recruitment?
2010 ରୁ 2014 ରେ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀମାନଙ୍କ increament 2023 ରୁ ବନ୍ଦ ଅଛି ତାହାକୁ 2024 April ରେ ଗୋଟିଏ ଡେଟ୍ ରେ ଦେବାକୁ କୁହାଯାଇଛି । ଏମାନଙ୍କ ମନରେ ବହୁତ ଦୁଃଖ । ମୋର ଆଶା ଆମ ସରକାର ଏମାନଙ୍କ କିଛି ଭଲ ଆର୍ଥିକ ସଫଳତା ଦେବେ , ଏମାନେ ଛଅଟି inceament ପାଇବା ରେ ପଛୁଆ ଅଛନ୍ତି ବୋଲି ସେମାନେ ଯାହା କୁହନ୍ତି । ସେମାନେ ବି ଆନ୍ଦୋଳନ କରିଥିଲେ ସରକାର ଏମାନଙ୍କୁ ପ୍ରତିଶୃତି ଦେଇଥିଲେ ଏମାନଙ୍କ ଦାବିକୂ ପୁରଣ କରିବା ପାଇଁ । ମୋର ଦୃଢ ବିଶ୍ବାସ ଆମ ସରକାର ଏହି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଆର୍ଥିକ ଲାଭର ସଫଳତା ଦେବେ । ଶିକ୍ଷକ ଶିକ୍ଷୟିତ୍ରୀ ଭାଇ ଭଉଣୀ ଭରସା କରିଥାଆନ୍ତୁ ଭଗବାନଙ୍କ ଉପରେ ଓ ଆମ ସରକାରଙ୍କ ଉପରେ।
Kanak news କୁ ସ୍ଵାଗତ କରେ
ଭି,କେ, ପାଣ୍ଡିଆନ ବାବୁ କହିଲେ ଅତି ଶୀଘ୍ର ମାନ୍ୟବର ମୂଖ୍ୟ ମନ୍ତ୍ରୀ ଦରମା ବଢ଼େଇ ବାକୁ ଘୋଷଣା କରିବେ ବୋଲି କିନ୍ତୁ ତାହା କେବେ କାର୍ଯ୍ୟ କାରି ହେବ ଦେଖାଯାଉ।କହିବା କରିବା ଆକାଶ ଓ ପାତାଳ ।କହି କରେଇଦେବେ ନା କରିବେ ଦେଖାଯାଉ ।ଅ ଓ କ୍ଷ,,,
ଦିଦି କହିଲେ "ଆପଣଙ୍କ ଚାନେଲ୍ କୁ ମୁଁ ସ୍ଵାଗତ"😂😂😂
Salary increase in 50 thousand ,Apan mane khusi ta.
Sarkar khilea khusi hebu
Election achi boli sabu pala re
ଭୋଟ ଆସିଲା ସଳେ କେତେ କଣ କରିବେ, ପିଲା ଦାଦନ ଗଲେ, କୃଷକ ପାଇଁ କିଛିନାଇଁ, ପାଠ ପଢା ନାଇଁ, ସଳେ ରାଜ୍ୟ ଲୁଟୁଚି bjd ଜାହକୁ ଭୋଟ ଦିଅ bjd କୁ ଦିଅନା
Goodnewskanaknres. Sir
Vote prachara karibe
Junior teacher ❤ j j chheli charai jibe
Nandini kanak news ..TV ku kahiki daku chanti
Jete jaha kale b nabina ei thara haribu raha kaude jibu
Naveen potanaik sarkar hothao odisha bonchao Jay Congress Bijay potanaik Jay Rahul Gandhi
ବିଜେଡି ମୁଖ ପାତ୍ର। ଖାନିକି ନନ୍ଦିନୀ panda
AP Mane Khushi To
ଆମ ବୟସ ୨୦ ହେଲାଣି ଆମେବି ଭେଟ୍ ଦେବୁ ଆମକୁ ମାସିକ ମେବାଇଲି୍ ରିଚାଜ୍ ପଇସା ଦିଅନ୍ତୁ ନହେଲେ ଫୁଲ ରେ ପିଟିବୁ 😂😂
Kebe badhiba ,kete badhiba, aau kebe diclar heba 🤔
ଆମ ବାଳ ଖୁସି ହେବାର କିଛି ନାହିଁ। ଚାଷୀ ମାନେ କଣ୍ ନିଆ ରେ ମୂତି ଥିଲେ ଚାଷୀ ମାନଙ୍କ ପାଇଁ ୟେ BJD ସରକାର ବାଳ ଟା କରିଛି। ଛତର ଖିଆ ଚୋର ଦଲାଲ୍ ସରକାର୍ ଚାଷୀ ମାନଙ୍କ ଧାନ କ୍ଵିଣ୍ଟାଲ ରେ କଟଣି ନାଁ ରେ ଖାଉଛି।।ମୋ ବାଳ ଭୋଟ ନେବୁ ରେ BJD ସରକାର।ୟେ ସାମ୍ବାଦିକ ଭାଇ ଟିକେ ଚାଷୀ ମାନଙ୍କ କଥା କହରେ
And what about primary school teachers????
Salary badha hele tume tv channel re dekheiba. Kebe other state ra salary ku compare kari tv channel re dekhei6. 500/1000 badhiba ki na bhadiba prachar adhika karu6
Jaha prasan karuchhantu taha utara na Dee rajaniti karuchi thanks khaee
Primary teacher recruitment pani ku jau tanka darama kan
News re hni badhuchi money passbook re badhuni
Mate ମାନଙ୍କର କେବେ ଦରମା ଲାଗୁ କରିବେ ଓଡ଼ିଶା ସରକାରୀ,
10am to6pm karyakaribe total 8hour
Thanks
Didi ki rajaniti khali election pain lalipop .next election re vote deba pain khaile bi loke bjp.bjp
AWW-13000
AWH-9000
FINAL
Gaonsathi jindabad
B jd hariba
👍
Nandini madam mukhyamantri sampurna pusti Yojana rastra sarakaranka bodhe...au mamata yojana bi ....
Jay bjd Naveen sarkar jindabad
❤
What about agricultural loan of farmers
Satare na vate pare bhuli jibe😕
Election sarile sir darama debe
Teacher ମାନଙ୍କ salary kebe hike heba ?
Deu deu hei jib borse khali kohu tho auo sobu sunu thibu kichi month boile. 2028
Rwss ର କେବେ ହେବ
Badhiba kete badhiba kuha jauni Khali badhiba suni nachu chhanti.
Abe kanak nesw primery Teacher darama kete...9k aita disuni...? 😡😡
What about Primary teacher ?
College staff nka darama nahi
Guest faculty nka payment kebe badhiba
Amala sangha grade pay badhibo ki ny ?
Agaku vote aachi ba 300ru 500
Kebe au kete badhiba no declare
Kete tanka debe o kebe debe kuhantu
1:37
Asha worker manankar kebe heba
Odisha sarkar kuha ram mandir rice diantu