Leaders rush to attend wedding parties, creates havoc in Odisha | No Comments | Nirbhay Gumara Katha

Поделиться
HTML-код
  • Опубликовано: 2 фев 2025

Комментарии • 19

  • @Dr.HemantaKumar
    @Dr.HemantaKumar 3 часа назад +8

    ଓଡିଶାରେ ଏକ ନୂତନ ଆଞ୍ଚଳିକ ଦଳ ଗଠନର ଆବଶ୍ୟକତା ରହିଛି ଏବଂ ଯାହା ବିଜେଡିର ବିକଳ୍ପ ହେବ ।

  • @SaratNaik-r6y
    @SaratNaik-r6y 57 минут назад

    Nabin babu badhia ganli katha kahu chanti mate bahut bhala lagucguchhi

  • @debiprasadpanda3490
    @debiprasadpanda3490 2 часа назад +1

    Today's episode is the best. Samajhadar ko ishara kafi .Best wishes to Nirbhay.

  • @Skstarvlog3735
    @Skstarvlog3735 2 часа назад +1

    ବିଜେଡି ଭାଙ୍ଗି ଯିବା ନୂଆ ଦଳ ହେବ ଆଉ କିଛି ସଞ୍ଜୟ ସହ ବିଜେପି କୁ ଯିବେ

  • @prabodhapanda5184
    @prabodhapanda5184 2 часа назад +1

    ଆଲୋଚନା କେବଳ otv କରୁଛି, ଯାହାର କିଛି ମୂଲ୍ୟ ନାହିଁ. ଆପଣଙ୍କୁ ସୁଯୋଗ ମିଳିଗଲା କହିବା ପାଇଁ.

  • @chandipadapanda4707
    @chandipadapanda4707 Час назад

    ମହାଶୟ,ଆପଣ କାମାକ୍ଷ୍ୟା ମାଁଙ୍କୁ ଦର୍ଶନ ପାଇଁ ନା ବାହାଘର ନିମନ୍ତ୍ରଣକୁ ଯାଇଥିଲେ କି ଗୋଇନ୍ଦା ଗିରି କରିବାକୁ ଯାଇଥିଲେ ତାହା ଠିକ୍ ଭାବରେ କହି ନହେଲେ ସୁଦ୍ଧା ଗୋଟିଏ ଗୁଳିରେ ତିନୋଟି ଶିକାର କରି ପାରିଲେ ବୋଲି ମାନିବାକୁ ହେବ।

  • @MaheswarKar-z8g
    @MaheswarKar-z8g 37 минут назад +1

    ବିଜୁ ଜନତା ଦଳର ଆଶଙ୍କା, "ମୋ ସଂସାର ଡୁବି ଯିବ।"

  • @achieversacademy9691
    @achieversacademy9691 Час назад

    Jiye Maa Kamakhya darshan pakn asuchanti semane Umananda Bhairava mandira nischita jaantu

  • @deviprasannapanda9253
    @deviprasannapanda9253 3 часа назад +1

    Ei saturday ku Bijay Mohapatranku dakantu

  • @susantasahoo9544
    @susantasahoo9544 Час назад

    ମହାଶୟ ପୂର୍ବରୁ 2019 ମସିହା ଠାରୁ 2024 ମସିହା ପର୍ଯ୍ୟନ୍ତ ବିଜେଡ଼ିର ନେତାମାନେ ପରିସ୍ରା କରିବାକୁ ଗଲେବି ପାଣ୍ଡିଆନଙ୍କ ଅନୁମତି ନେଉଥିଲେ, ଏବେ ଯେହେତୁ ତାଙ୍କୁ ନଜଣାଇ ଗୌହାଟି ଯାଇଥିଲେ ଏହାତ ଆଲୋଚନାର ବିଷୟ / ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ!

  • @MarutiEntertainment5241
    @MarutiEntertainment5241 2 часа назад

    Jay shree jagarnath

  • @GolokSahoo
    @GolokSahoo 2 часа назад

    Na kahi na kahi bahut katha kahi dele. Samajhdar ko ishara kafi hai.

  • @harisankarrout120
    @harisankarrout120 2 часа назад

    Sir ama cm bana bodha ku change jalebi kichi kuha

  • @umasankarpatnaik6454
    @umasankarpatnaik6454 Час назад +2

    Bjp jounalist

    • @littoncool
      @littoncool Час назад

      Bjd katha jie kahiba se bjp🤣🤣

  • @srinivasnayak6544
    @srinivasnayak6544 Час назад

    Sabu paid media, kemiti kahibe

  • @manarath-on8zs
    @manarath-on8zs 2 часа назад

    ପାଣ୍ଡିଆନ ହଟାଓ ବିଜୟ ବଚାଓ।

  • @srinivasnayak6544
    @srinivasnayak6544 59 минут назад +2

    Pandian Babu ଓଡିଶା କୁ ବହୁତ ଆଗକୁ ନେଇଛନ୍ତି। BJP ଲୁଟି ବାକୁ ଆସିଛି। ଆଉ ତମେ paid media ତାକୁ help କରିବାକୁ ଅଛ।

    • @ShibasankarHansdah-um4wd
      @ShibasankarHansdah-um4wd 41 минуту назад

      Pandian ଆଗକୁ ନେଲେ ନା ନବୀନ ବାବୁ ନେଇଥିଲେ ?