Hoithare Besa Kunjaku Jibu Para - Odissi by Gaurahari | Guru Balaram Gouda | The Odissi Project

Поделиться
HTML-код
  • Опубликовано: 18 окт 2024

Комментарии • 25

  • @simanchalkalta6960
    @simanchalkalta6960 3 года назад +1

    Very beautiful song thank you

  • @nirakarsamantray2480
    @nirakarsamantray2480 2 года назад +1

    Jay jagannath 🙏

  • @namitamishra5191
    @namitamishra5191 3 года назад +1

    Very nice sir thank you very much

  • @rajendrakumarmishra6892
    @rajendrakumarmishra6892 3 года назад

    Very beautiful song.thank you

  • @padamnahak8394
    @padamnahak8394 Год назад

    Bahut sundar

  • @harischandrapanigrahy6711
    @harischandrapanigrahy6711 4 года назад +4

    Good team thanks

  • @bhanjan.duniya
    @bhanjan.duniya 4 года назад +2

    Old is gold very nice

  • @sitakantahotta6261
    @sitakantahotta6261 3 года назад +1

    Nice work!

  • @santoshbehera5129
    @santoshbehera5129 4 года назад +3

    ଅତି ବଢିଆ

  • @ବିନୋଦକୁମାରବିଶ୍ଵାଳ

    ବହୁତ ଧନ୍ୟବାଦ ପ୍ରତୀକ ତୁମକୁ

  • @hemanandatripathy2995
    @hemanandatripathy2995 4 года назад +6

    ଭାଇ ଶୁଣିଲା ପରେ ଅଲଗା ପ୍ରକାର ଆନନ୍ଦ ଲାଗିଲା, ବହୁତ ବହୁତ ଧନ୍ୟବାଦ. ଛୋଟ ବେଳେ କୃଷ୍ଣଲୀଳା ଦେଖିଲା ଭଳି ଲାଗିଲା

  • @PurusottamSahu
    @PurusottamSahu 3 года назад +1

    ହୋଇଥାରେ, ବେଶ କୁଞ୍ଜକୁ ଯିବୁପରା।
    ଦେଇଛନ୍ତି ସଙ୍କେତ ସେ ମୁରଲୀ ଧରା। ପଦ।
    କାମ ଚାମରକୁ ଜିଣି,-ବାର କୁନ୍ତଳକୁ ବେଣୀ।
    ଯତନେ ସଜାଡ଼ି ଖଞ୍ଜି କେତକୀ ଝରା।୧।
    କଞ୍ଜ ଖଞ୍ଜରୀଟ ନେତ୍ର, ଯୁଗଳେ କରି ରଞ୍ଜିତ।
    ସୁର କାଣ୍ଡ ମାର୍ଗ ତୁଲ୍ୟ ଅଞ୍ଜନ ଗାରା। ୨।
    ଉଚ୍ଚ କୁଚ ଯୁଗେ ଚିତ୍ର, ଲେଖି ମୃଗନାଭି ପତ୍ର।
    ଉରରେ ଲମ୍ବାଇ ସ୍ଥୁଳ ମୁକୁତା ହାରା। ୩।
    ଭଜ ଆଜ ଶ୍ୟାମ ପାଶେ, ପିନ୍ଧି ନୀଳ ଚେଳ ତୋଷେ।
    ପ୍ରତି ଅଙ୍ଗ ଆଭରଣରେ କରି ତୋରା। ୪।
    ଗୌରହରି ଭାଷେ ଗୀତେ, ଦୂତୀ ବୋଇଲେ ସୁରତେ।
    କାନ୍ତ ସଙ୍ଗରେ ମଜ୍ଜିବୁ ନାଗରୀ ହୀରା। ୫।

    • @pattaprateek
      @pattaprateek  3 года назад +1

      ଅନେକ ଧନ୍ୟବାଦ 🙏

  • @JAY_JAGANNATH12
    @JAY_JAGANNATH12 4 года назад +1

    ହିଲ୍ଲୋଳ ହିଲ୍ଲୋଳ ହିଲ୍ଲୋଳ ବିପୁଳ ହିଲ୍ଲୋଳ ଫଳଇ ହୃଦ ସ୍ଥଳେ ଶ୍ରୁତିକି ଅଳଙ୍କୃତ କରନ୍ତେ ଏ ମଞ୍ଜୁ ମଧୁ ତାନ ।

  • @mihirmohanta8797
    @mihirmohanta8797 4 года назад +1

    Pratik bhai grate jobs be continue

  • @harischandrapanigrahy6711
    @harischandrapanigrahy6711 4 года назад +5

    ଏମିତି ଭଲ ଭଲ ଓଡ଼ିଶୀ, ଛାନ୍ଦ ବାରିବେଷଣ କରିବା ପାଇଁ ମୁଁ ଅନୁରୋଧ କରୁଛି l

    • @pattaprateek
      @pattaprateek  4 года назад

      ଧନ୍ୟବାଦ । ଆହୁରି ଅନେକ ଅଛି ଆଜ୍ଞା । ଗୋଟି ଗୋଟି କରି ଛାଡ଼ୁଛି ।

    • @harischandrapanigrahy6711
      @harischandrapanigrahy6711 4 года назад +1

      @@pattaprateek ଛାଡିଲେ ମୋତେ massage ପଠାଇବେ

  • @kunjachoudhury3844
    @kunjachoudhury3844 4 года назад +1

    Pratik ji Bahuta dina pare chhanda suni Bahuta khushi lagila. Waah mast mardala playing .🙏🙏🙏

  • @sanskrutipurohit8942
    @sanskrutipurohit8942 4 года назад +1

    What a beautiful composition ,thanks to guru Balaram Gouda and team, Prateek babu good step, many more of such kind are lying concealed in rural areas of our state , these are the real treasure of our odia culture , try to recover these , else it will be lost with the passage of time.

  • @malaykumarsahu4484
    @malaykumarsahu4484 2 года назад

    prateek veŕy good odiaa song chhando

  • @jayabrataseth2699
    @jayabrataseth2699 4 года назад +2

    Sir 'ବ', 'ତ', ମ, କ୍ଷ, ଚମ୍ପୁ ଯଦି ପରିବେଷଣ କଲେ ଭଲ ଲାଗିବ

    • @pattaprateek
      @pattaprateek  4 года назад

      କ୍ଷ ଆଉ ଭ ରେକର୍ଡ଼ ହେଇଛି । ନୂଆନଟପଟଳୀ ମଧ୍ୟ ଅଛି ଏଠି ଦେଖିପାରିବେ : ruclips.net/video/_DAUkyZlaqg/видео.html