Who is Shiva Linga ॥ Can women worship Shiva Linga ॥

Поделиться
HTML-код
  • Опубликовано: 16 ноя 2024

Комментарии • 283

  • @pratimaray6080
    @pratimaray6080 2 года назад +25

    ଜୟ ଜଗନ୍ନାଥ 🙏 ଓଡ଼ିଆ ହୋଇ ଏ ଭଳି ପ୍ରଶ୍ନ ପଚାରିବା ଶୁଣି ଭାରି ଦୁଃଖ ଲାଗିଲା ମହାଦେବ ଙ୍କୁ ପୂଜା ଆମେ ସମସ୍ତେ କରିପାରିବ । ହର ହର ମହାଦେବ 🙏

  • @narayandalai9799
    @narayandalai9799 2 года назад +1

    ପ୍ରଣାମ🌴🍀🌻 ଗୁରୁ 🍀🌴🌻ମାଁ🌴🌲🌿🍀

  • @jayapadhi1492
    @jayapadhi1492 2 года назад +2

    Mu ajiki 12 Barsha helanii shivling aniki puja kruchiii mo unmarried time ru ayu seii Mahadev ka krupru aji mo family complete n tnka daya ru Moro two kids n I'm living my beautiful life ...bcoz of my Shiva...har har mahadev...n jebe jebe mnku kichi papa chuaa mu bhagwan ku swapna re dekhaaa....ayu aeita Jia biswas kriba siya hii bhujii paribaaa

  • @Rebati_Singha
    @Rebati_Singha 2 года назад +13

    ସୃଷ୍ଟିର ଆରମ୍ଭ ରୁ ହିଁ "ଶିବ ଲିଙ୍ଗ" ପୂଜା ପାଉଛନ୍ତି,,,। "ପରମାତ୍ମା ଶିବଙ୍କ" ଅନ୍ୟ ନାମ ଭଗବାନ ଶଙ୍କର,,ମହେଶ୍ୱର,, ମହାଦେବ ଇତ୍ୟାଦି ଥିଲେ ମଧ୍ୟ " ଲିଙ୍ଗ " ଶବ୍ଦଟି କେବଳ "ଶିବଙ୍କ" ସହ ହିଁ ଯୋଡ଼ା ଯାଇଥାଏ(ଶିବ ଲିଙ୍ଗ),,,କାରଣ ସ୍ବୟଂ "ଶିବ ଲିଙ୍ଗ" ହିଁ "ନିରାକାର ବ୍ରହ୍ମ" ଯାହାର ନା "ଆରମ୍ଭ" ଅଛି ନା "ଶେଷ" ଅଛି,,,ନା "ଜନ୍ମ" ନା "ମୃତ୍ୟୁ",,," ଶିବ ହିଁ ବ୍ରହ୍ମ" ଆଉ ସେଇ "ନିରାକାର ଶିବଙ୍କର" ସାକାର ରୂପ ହେଉଛନ୍ତି "ମହାଦେବ","କୈଳାସ ପତି",,,"ଶିବଲିଙ୍ଗ ହିଁ ମହାଦେବ",,,ସେ ଶ୍ମଶାନରେ ବାସ କରନ୍ତି ନାହିଁ,,, ସେ ତ ସର୍ବତ୍ର ବିଦ୍ୟମାନ,,,ସେ ବ୍ରହ୍ମାଣ୍ଡ ସ୍ଵାମୀ,,,ସମଗ୍ର ବ୍ରହ୍ମାଣ୍ଡ ତାଙ୍କ ଭିତରେ ବାସ କରିଛି,,ପ୍ରତ୍ୟେକ ବ୍ୟକ୍ତି ର ମୃତ୍ୟୁ ପରେ ତା'ର ଶରୀର ଶ୍ମଶାନ ରେ ଭସ୍ମ ହେଇଯାଏ,, ଆଉ ମକ୍ଷ ପାଇଥିବା ଆତ୍ମାଟି "ପରମାତ୍ମା ଶିବଙ୍କ" ସହ ଲୀନ ହେଇଯାଏ,,,ଅର୍ଥାତ୍ ମହାଦେବ "ଆତ୍ମାକୁ" ସଂଗ୍ରହ କରି ତାଙ୍କ ଭିତରକୁ ନେଇ ଯାଆନ୍ତି ସେ "ଶରୀରକୁ" ସଂହାର କରିନଥାନ୍ତି "ନିଷ୍ପ୍ରାଣ ଶରୀରର" ଅନ୍ତିମ ସଂସ୍କାର ପରେ "ଆତ୍ମାକୁ" ତାଙ୍କ ପାଖକୁ ନେଇଯାଆନ୍ତି,,,କାରଣ ଏ ଆତ୍ମା ସେଇ ପରମାତ୍ମାଙ୍କର ,,,,ସେଥିପାଇଁ ତାଙ୍କୁ "ସଂହାର କର୍ତ୍ତା" କୁହାଯାଏ,,,,ଆଉ ଯେଉଁ ଆତ୍ମା କିଛି ଖରାପ କାମ କରି "ମକ୍ଷ" ନ ପାଇ ଭୂତ ହୋଇ ବୁଲୁଥାଏ,, "ମହାଦେବ" ଙ୍କ କୃପା ଲାଭ କଲାପରେ ହିଁ ସେ "ଆତ୍ମା" ମୁକ୍ତି ପାଇ "ଶିବତ୍ଵ" ରେ ଲିନ ହେଇଥାଏ,,,ସେଥିପାଇଁ ସେ ଭୂତନାଥ,,,ଭୂତମାନଙ୍କର କଲ୍ୟାଣକାରୀ ସମସ୍ତ ଆତ୍ମାର କଲ୍ୟାଣକାରୀ "ମହାଦେବ",,ତେଣୁ ସମସ୍ତେ ତାଙ୍କୁ ପୂଜା କରିବା ଉଚିତ୍ ,,,।ସେ "ମହାକାଳ" ଅର୍ଥାତ୍ "ମହାସମୟ" ଯାହାର ସମୟ କେବେ ହେଲେ ସମାପ୍ତ ହୁଏ ନାହିଁ,,
    ସେ "ନିତ୍ୟ"🙏 ସେ "ମୃତ୍ୟୁଞ୍ଜୟ"🙏ସେ ଦେବଙ୍କର ଦେବ ମହାଦେବ,, 🙏
    "ଶିବ ଲିଙ୍ଗ"କୁ ଯେଉଁମାନେ ସାମାନ୍ୟ ବଲି ଭାବନ୍ତି,,,ମହାଦେବଙ୍କ ନାଁ ରେ ଅପପ୍ରଚାର କରୁଛନ୍ତି,,, ସେମାନଙ୍କୁ କେବଳ ବିଧର୍ମୀ ଓ "ସାମାନ୍ୟ ଜ୍ଞାନୀ" ରେ ଗଣା ଯିବ,,ଆଉ କିଛି ବି ନୁହେଁ,,,
    ମହାଦେବଙ୍କୁ ମୁଁ ଛୋଟ ବେଳୁ ପୂଜା କରିଆସୁଛି ।ମୋର ଆରାଧ୍ୟ ମୋର ଇଷ୍ଟ ମୋର ସବୁକିଛି ମୋ ମହାଦେବ।ମୋ ଜୀବନରେ ଯେତେବି ଦୁଃଖ ଆସିଛି।ସବୁ ଦୁଃଖକୁ ଧର୍ଯ୍ୟ ଧରି ସହିବାର ଶକ୍ତି ଦେଇଛନ୍ତି ,,,ସବୁ ବିପଦରୁ ମୋତେ ଉଦ୍ଧାର କରନ୍ତି ମୋ ମହାଦେବ,,ମହାଦେବ ସମସ୍ତଙ୍କ ଦୁଃଖ କଷ୍ଟକୁ ହରଣ କରିଥାନ୍ତି ,,,ଆଉ ସବୁବେଳେ ହରିହରଙ୍କୁ ସ୍ମରଣ କଲେ ଦୁଃଖ ରେ ବି ସୁଖ ପ୍ରାପ୍ତି ହୋଇଥାଏ,,।ଧନ୍ୟବାଦ ଦିଦି,,,🙏🙏🙏😊
    🙏❤ଓଁ ନମଃ ଭଗବତେ ମୃତ୍ୟୁଞ୍ଜୟାୟ ନମଃ❤🙏

    • @biswarupbiswambharsriharik6678
      @biswarupbiswambharsriharik6678 Год назад +1

      ମହାଦେବଙ୍କ ନାମ ଭୂତନାଥର ଅର୍ଥ ଏହା ଯେ ସେ ପଞ୍ଚ ମହାଭୂତର ସ୍ବାମୀ ହୋଇଥିବା କାରଣରୁ

  • @kajal6973
    @kajal6973 2 года назад +2

    Bahut sundar se apana bujheile ....so tnx didi 😊

  • @simanag6719
    @simanag6719 3 месяца назад

    I blelieve u .karuchi har har Mahadev 🙏

  • @Biki655
    @Biki655 Год назад

    ଦିଦି ବିଶ୍ଵାସରେ ହିଁ ଭଗବାନ ଥାନ୍ତି ଦିଦି ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍

  • @gajipanda477
    @gajipanda477 2 года назад +1

    Mahila mane nadia bhanggi paribeki please kuhantu

  • @swagatikapadhy
    @swagatikapadhy 2 года назад +10

    ମୁଁ ବୁଝିପାରୁନୀ ଲୋକ ମାନେ ଏମିତି questions କୋଉଠୁ ଭାବୁଛନ୍ତୀ .. ମହାଦେବ ପରା ଦେବ ଙ୍କ ଦେବ , ସେ ଅକର୍ମ କର୍ମ ଦାତା , ତାଙ୍କୁ (ମହାଦେବ) ଜାଣିବା ଏତେ ସହଜ ନୁହଁ ସତ ହେଲେ ଜଣେ hnidu ହୋଇ ଏମିତି questions କରିବା ବହୁତ୍ ଦୁଃଖ ର କଥା 🙏🙏🙏

  • @sumitrasamal9163
    @sumitrasamal9163 2 года назад

    ଜୟ ଜଗନ୍ନାଥ 🙏🙏🙏 ମୋର ପ୍ରଶ୍ନ ହେଲା ନନ୍ଦୀ ଙ୍କ କେଉ କାନରେ କହିବା ଉଚିତ୍ ପ୍ଲିଜ ଦି

  • @shambhubarik3882
    @shambhubarik3882 2 года назад

    Good madam

  • @narayandalai9799
    @narayandalai9799 2 года назад +6

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻

  • @suprabhasasamal7617
    @suprabhasasamal7617 8 месяцев назад

    Aapana thik kahuchanti Mora bi same chintadhara

  • @punisubudhi6854
    @punisubudhi6854 26 дней назад

    Madam pregnancy lady ghare siva linga thile puja kariparibeki nahi

  • @sandaminati902
    @sandaminati902 Год назад

    Right 👍 sis...

  • @sanjitabehera7781
    @sanjitabehera7781 9 месяцев назад

    🔱 Har 🙏 har 🔱 Mahadev 🔱🙏

  • @pradiptamahapatra8823
    @pradiptamahapatra8823 2 года назад +10

    ଭଗବାନ ଶିବ ଦେବି ପାର୍ବତୀ ହେଉଛନ୍ତି ଜଗତର ମାତା ପିତା ତାଙ୍କଠାରୁ ଜଗତ ସୃଷ୍ଟି ମହାଦେବ ହେଉଛନ୍ତି ଗୋଟିଏ ଠାକୁର ଯାହାକୁ ପୁଜକଲେ ଆପଣ ସବୁ ପାଇବେ ଧନ ଜ୍ଞାନ ସୁଖ ଶାନ୍ତି ଆରୋଗ୍ୟ all ସବୁକିଛି ଗୋଟେ ଲୋକ ଯଦି କିଛିପାପ କରୁଛି କିମ୍ବା ତାର ଦେହ ଖରାପ ଅଚ୍ଛି କିମ୍ବା ଗ୍ରହପିଡା ଅଛି ସେ ଲୋକ କୋଉଠିକି ଯାଉଛି କେବଳ ମହାଦେବଙ୍କ ପାଖକୁ ହରହର ମହାଦେବ

  • @narayandalai9799
    @narayandalai9799 2 года назад +1

    ହର 🌳🚩ହର🚩🌴🌻 ମହାଦେବ🌴☘️🌻🌺🌳🌱🍀🌿☘️🌴🌳

  • @rajatkumarkar5779
    @rajatkumarkar5779 2 года назад

    Very good answer

  • @Sneha-ju8np
    @Sneha-ju8np 2 года назад

    Ma'am period time re ladies kemiti puja karibe kuhantu plzzz

  • @guguandjugushowbrosis465
    @guguandjugushowbrosis465 7 месяцев назад

    Mu kapilasaru shiv ling kiniki anithhilo o puja b karuchi apana ta kahile koniki ani puja karantini ta mu ebe kana karibi mate janantu

  • @PragatikaMaharathi
    @PragatikaMaharathi 8 месяцев назад

    Mam mu aji siba linga nku chhuin ki mundia marili subha na e sabu female mane puna karantini

  • @leenasahu4242
    @leenasahu4242 2 года назад

    Thank you didi ❤️🥰 tame ete valare baba nka bisayare bujheila Bhola baba Tamara mangala karantu au bhola baba sabu Bhakta mananka ra mangala karantu ❤️🙏🥰

  • @rinakhatua2264
    @rinakhatua2264 Год назад

    Jay Jagannath didi tume bahut inteligent. ♥️🙏 Mahadev nka kurpajaha upare thiba tara jibanare kebebi kharap samaya asibani

  • @rajashreesahu9744
    @rajashreesahu9744 2 месяца назад

    Didi. Namaskar.didi mayura pucha krushna nku ta dia hue.au😂kaha ku dia hue plz tike kahibe ki

  • @LipiBhoi-d4c
    @LipiBhoi-d4c 2 месяца назад

    Didi mahadava ka jala lagi kan kan padi karajaha

  • @soudaminibehera7972
    @soudaminibehera7972 2 года назад +32

    ଦିଦି, ମହାଦେବ ଙ୍କ କୃପା ମୁଁ ପାଇଛି, ଯାହା ଚାହିଁଛି ତାହା ପାଇଛି 🙏ଓଁ ନମଃ ଶିବାୟ, ମୁଁ ମଧ୍ୟ ଅନ୍ୟ ମାନଙ୍କ ଠାରୁ ଶୁଣିକି ଶିବ ଲିଙ୍ଗ ରେ କେବେ ଜଳ କିମ୍ବା ଫୁଲ ଅର୍ପଣ କରୁନଥିଲି, ଏଇ ବର୍ଷ ସାବିତ୍ରୀ ବ୍ରତ ରେ ନନା ମତେ ନିଜେ ଜଳ, ବେଲପତ୍ର, ଫୁଲ ଅର୍ପଣ କରିବାକୁ କହିଲେ ସେଇଥିପାଇଁ ମୁଁ ସେଦିନ ବହୁତ ଖୁସି ହେଇଗଲି 🙏😄

  • @archanapattanaik
    @archanapattanaik 2 года назад +1

    Ommm namah shivay 🙏🙏🙏🙏mo daka sabu bele sadasiva sunichhanti.

  • @bhakti.6610
    @bhakti.6610 2 года назад

    Ma'am pranam 🙏.mate janibara thila ki sankaranti home thare rahigale au thare arambaha karihaba ki nahi.

  • @Utkalblog
    @Utkalblog Год назад

    Didi mu siva linga mela ru ek anguthi ru adhika anichi chalibna?

  • @sumitrabehera3200
    @sumitrabehera3200 2 года назад

    Good advise

  • @soyamsambitnayak4196
    @soyamsambitnayak4196 Год назад

    Shivalinga photo ghare rakhi pariba ki nahi ? Jadi rakhiba keun diga ku kari rakhiba ?

  • @bipintanty4472
    @bipintanty4472 2 года назад

    Thanku dd ete kotha bugheiki kohiba pain

  • @minakshibehera5353
    @minakshibehera5353 2 года назад +1

    Madam kou mantra re Lord Shiva nku puja hua plzz share

  • @prangya2709
    @prangya2709 2 года назад

    Diii mu hostel re rahuchhi so kemiti palana karibi please kuhantu

  • @snehamishra5841
    @snehamishra5841 2 года назад

    Mahadeb heuchhanti akarma karmadayaka.

  • @vickyrout6639
    @vickyrout6639 2 года назад +2

    Bohut sundar upastapana 🙏
    Satare bhouni ate kharap lage sunile 😔
    Siba durga ghare kipari rakhibeni kahile siba gouri sarvada pujya kie ate bujheiba
    Ghare mahadev nkara sada shiv rupa puja paanti sei ghara swayam kailash pari hue jeunthi mahadev nkara abhisek adi anushthan hue 🙏
    Amiti sabu prasna kariba kebala murkhami ra sesa Sima aha dwara j kete aparadh bhabi habani
    Jagannath sanskruti srikhetra parampara mate siba sambhu bhagaban nkara parama bandhu 🙏
    Bhaishab mananka Madhya re sarbagre hele shambhu 🙏
    Linga artha kebala linga nirupana nuhe
    Mahadev hele sakhyat jogi maa durga hele parama prakruti
    Jane jogi prakruti saha sanlagna hoi Madhya sei maya thu durei rahiba heuchi pratika siba linga ra 🙏
    Jaha srimad Bhagavad Gita re b kuhajaichi j sabu karjya kari Madhya jie sethire lipta na hue se hi prabhu nka Priya ra patra hoithae 🙏
    Mahadev ta ate bada jogi re gruhasta hoi Madhya jogi
    Sarba sukha pradankari hoi Madhya nije nirguni
    Jie swayam maa mayamaya nku nija kola re basei bhagabat charcha mahaprabhu nka Lila gana kariparanti sei mahadev sarvada pujaniya🙏
    Jie maa mahamayi nka basa re asileni athiru anuman karihue j siba shambhu adarsha gruhasta hoi Madhya mahajogi 🙏
    Afterall sie hi bujhiparibe jaha upare prabhu nkara krupa heba auu sie hi bujhibe jie bujhibaku chahinbe🙏
    Joy siba shambhu 🙏
    Joy jagannath 🙏
    Joy sanatan dharm 🙏

  • @arunnamasaarav3443
    @arunnamasaarav3443 Год назад

    Didi Apana right kahucnti
    Mate bi utara miligala mu bi jomane mate kahucnti mu bi
    Semanaku debi right utara

  • @_PKR_stylish_girl_9548_
    @_PKR_stylish_girl_9548_ 2 года назад

    Har har Mahadev. Did Mahadev smsanare basa karanti mu sunici kintu Mahadev sabuthi achanti.

  • @AnuArtnCraftworld-81
    @AnuArtnCraftworld-81 2 года назад +2

    Mam kn rudraksha jhio mane pindhi paribe please reply karantu

  • @ipsitakhuntia120
    @ipsitakhuntia120 Год назад

    Didi question gotte thila...Shiva Puja re Nadia bhoga karajaye ki nahin???...apanka bichara share karantu

  • @Mramiya95561
    @Mramiya95561 2 года назад +1

    ମହାଦେବ ସର୍ବତ୍ର ବିଦ୍ୟମାନ ସେ ସବୁଠି ଅଛନ୍ତି ମନ୍ଦିରରେ ମଶାଣିରେ କୈଳାସ ରେ ଘରେ ସବୁଠି।
    ଆମ ଠାକୁର ଘରେ ମା କାଳୀଙ୍କର ଫଟୋ ଅଛି ତେଣୁ ଲୋକେମାନେ କୁହନ୍ତି ମା ମଧ୍ୟ ଶ୍ମଶାନ ବାସିନୀ ତେଣୁ ତାଙ୍କୁ ମଧ୍ୟ ଘରେ ରଖି ପୂଜା କରିବା ଉଚିତ ନୁହେଁ ।

  • @sudarshanmaity8698
    @sudarshanmaity8698 2 года назад +1

    ଦିଦି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ଓଁ ନମଃ ଶିବାୟ ବହୁତ ସୁନ୍ଦର ଭାବରେ ବୁଝାଇ ଲେ ଭଲ ଲାଗିଲା 🙏🙏🙏ମୁଁ ବି ଦି ଆପଣଙ୍କ କଥା ରେ ଏକ ମତ 👍

  • @gayareeepany268
    @gayareeepany268 Год назад

    THANKS DIDI

  • @prava123
    @prava123 Год назад

    Mam mu kana shivling ku ghasi paribiki panchamurt re Mandirare mu jhia tie 🙏plz kuhantu 🙏pujhari mana karuchanti ethi 🙏

  • @SHREEACHUTADIBYABANI
    @SHREEACHUTADIBYABANI 2 года назад

    ହଁ ଓଁ ନମଃ ଶିବାୟ 🙏🙏🙏🌺🌺🌺

  • @raftaarkichand
    @raftaarkichand 2 года назад

    Didi vala kathate bujheidele ,mate vala lagila,tumara sabu Q r Ans ra mate vala lage

  • @haripriyamajhi5472
    @haripriyamajhi5472 2 года назад +13

    Jay Jagannath 🙏🙏 first viewers

  • @sarojswain7118
    @sarojswain7118 2 года назад +2

    Didi satara kan jalpari achanthe

  • @Game.withChinmay7031
    @Game.withChinmay7031 Год назад

    Very nice ma'am 🙏💐

  • @ataswinigiri2287
    @ataswinigiri2287 2 года назад +1

    Thik Katha kahile madam
    Mote apanka sabu videos bht bhala Lage
    Omm namah shivay 🙏

  • @Catmama010
    @Catmama010 2 года назад +3

    ରାମଚରିତମାନସ ରେ ଲେଖା ଅଛି ହରିହର ଏକl ନିଜେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ମହାଦେବ ଙ୍କୁ ପୂଜା କରିଥିଲେ l ଆଉ ମହାଦେବ ମଧ୍ୟ ଶ୍ରୀରାମ ଙ୍କୁ ଜପ କରନ୍ତି l ଜେ ରାମ ସହ ଶିବ ଙ୍କୁ ପୂଜା କରେନା ତା ପୂଜା ସମ୍ପୂର୍ଣ ନୁହେଁ l ମହାଦେବ ଙ୍କ ନାମ ରେ ଥିବା ଏଇ ଗୁଜବ କୁ ବିଶ୍ୱାସ କରନ୍ତୁ ନାହିଁ 🥰

  • @shilpajena8087
    @shilpajena8087 2 года назад +1

    Jaha b kahile didi apana bilkul ryt katha mahadev nku ame samasate puja karipariba 🙏😊samasate puja karantu mahadev nka bless mile jadi biswas re bhakti re puja karithibe na bagban nischinta sunibe 🙏😊ata true 🙌🥰100% kebe b amiti qstn karuntini pls 🙏har har mahadev bless u all ❤️lots of love didi

  • @bijayasahoo2660
    @bijayasahoo2660 2 года назад

    VERY. GOOD.

  • @sujatasrpvlog1991
    @sujatasrpvlog1991 2 года назад +2

    ମୋ ଭୋଳା ବାବା ହର ହର ମହାଦେବ 🙏❤️

  • @JayashreeParida-j6i
    @JayashreeParida-j6i 3 месяца назад

    Mo pakhare pathara ra achi siba linga mu Puja kariparibi ki

  • @manjubarik5740
    @manjubarik5740 2 года назад +2

    Mu Siva linga mo mandira re rakhi puja karuchi daily jala Avishek kare mo terrace re arakha aparajita tagara fula gacha lageichi se sabu fula mandya arrpan kare OM NAMAH SHIVAY

  • @chinmayeepattnaik2382
    @chinmayeepattnaik2382 2 года назад +4

    Nari manay kahiki chuibayni MAA parbati nija hatharay Shiba linga tiyari Kari puja karanti 🙏🥰

  • @pratimasahoo6596
    @pratimasahoo6596 2 года назад

    Bahut bhala lage apnnkar katha mu jane apnnkar bada bhauni

  • @debendradev1293
    @debendradev1293 2 года назад

    Thanks didi
    Har har Mahadev

  • @jaijagannath6358
    @jaijagannath6358 2 года назад

    Mu bazar ru aani thili cement ra shivling rakhichi 4 years helani...a sabu jani nathili madam...puja karuchi..tanku...ta kn kariba uchit

  • @debasmitasahoo8610
    @debasmitasahoo8610 Год назад

    Didi ama ghare maa brundabati nka murti ciment re bana heichi au ame puja karuchu,ebe apana kahibaru mu sunili j ciment re murti puja Kariba thick nuhe,tahale ebe kn kari haba plz reply diantu

  • @manishamanaswinee5747
    @manishamanaswinee5747 2 года назад

    Didi mun. Mahadev nka bohut bada bhakta sabubele baba nku puja Kare ...mor bohut echa nija hata re mahadev nku puja karibku ....Tama video dekhiki mate inspiration mile ...mun mrg Kari bohu hele nischinta mahadev nku mo ghare rakhi puja karibi🥺❣️

  • @sunitasahuodiavlog1593
    @sunitasahuodiavlog1593 2 года назад

    Didi mu Abe pregnant achii au mo husband kn Mandira janiparibe Ki au paniutheiparibeki Didi please 🙏🙏 kahibe

  • @shantilatanayak378
    @shantilatanayak378 2 года назад

    Mam jeun mane kuhanti ki Mahadeva nku ganjei laga jae eha kn sata gote vdo banatu aa upare

  • @bijayanimahunta9283
    @bijayanimahunta9283 Год назад

    Aame mandira gale Siva linga upare panidaliba Na Nana aama pain daliba pani kn aame mandira re pani dhali le haba ta

  • @padmajapatnaik5252
    @padmajapatnaik5252 2 года назад

    Thik kahile... Ame tho mahadebankara santano.... Stree purush sabu samman....

  • @barsharanilenka1890
    @barsharanilenka1890 2 года назад

    Didi ardhanarishwar nk photo ku ame ghare rakhi Puja karibariba kii plz reply debe ..

  • @birsendad9367
    @birsendad9367 2 года назад

    Didi bhadraba masa re ghare haribansa gita basei pariba na nahi tike kuhantu...

  • @alockkumarparidaalock3898
    @alockkumarparidaalock3898 2 года назад +2

    ଅନେକ ଅନେକ ଧନ୍ୟବାଦ 🙏

  • @sukantimishra1103
    @sukantimishra1103 2 года назад

    Namaskar Madam sorry regular hoi paruni thanks for this video. Madam morning Puja time re ghare sabuade Ganga jala chitajae sethire tirtha jala misaile heba ki na plz kahibe

  • @anitasethi7949
    @anitasethi7949 2 года назад

    Didi 🙏 pregnant women mahadev nku puja au anyanya ossa kariki khaile kichi problem hebani please tk kuhantu na mora nihati janiba darkar achi seti pai pacharili please

  • @rajakumer1636
    @rajakumer1636 2 года назад

    Didi mu simachala ru gote kancha ra siba linga anichi .puja Kari paribi

  • @Ivyscuteworld
    @Ivyscuteworld 2 года назад

    Mahadev nku puja kariki mu mo jhia ku paichhi.....baba Sarva Mangalamaya.......🙏🙏🙏🙏🙏🙏🙏

  • @anitasethi7949
    @anitasethi7949 2 года назад

    Didi au gote katha pregnant women kounasi mandira jai heba na kichi problem hebani ta

  • @pabitradas986
    @pabitradas986 Год назад

    Didi nari mana puja karipariba

  • @techbaazgaming3638
    @techbaazgaming3638 2 года назад

    Om namasibaya🙏🙏🙏🙏

  • @sudansethi2741
    @sudansethi2741 2 года назад

    Thank u

  • @chinmayeepattnaik2382
    @chinmayeepattnaik2382 2 года назад +3

    Madam maa Radha auu rukmini kna uparay gote video please please please please 🙏🙏😊

  • @Krishna-fj8ch
    @Krishna-fj8ch 2 года назад

    Har har Mahadev 🕉️🙏🙏🙏🙏🙏🙏🙏🛕🛕🛕🛕🛕🛕

  • @ramasithasitha6195
    @ramasithasitha6195 2 года назад

    Thank you dee

  • @abhishekmohanty6853
    @abhishekmohanty6853 2 года назад

    mam salagrama ku bhi ladies touch karipari bani bali kahananti ? Is it correct

  • @itishreesarangi3909
    @itishreesarangi3909 2 года назад

    Thank you madam for this video. A big conflict short out after watching this video. Please share a video about parada siv ling

  • @tribikramsatapathy2225
    @tribikramsatapathy2225 2 года назад

    Stone shivalinga puja kari pariba????

  • @silimohanty3977
    @silimohanty3977 2 года назад

    Jay jagannath 🙏. thank you di

  • @sudansethi2741
    @sudansethi2741 2 года назад

    De 🙏ପଥର ଲିଙ୍ଗ କଣ ପୂଜା କରିହବ କି?

  • @brundabanpatra6345
    @brundabanpatra6345 2 года назад +1

    ଓଁ ନମଃ ଶିବାୟ.. ଓଁ ନମଃ ଶିବାୟ 🙏🙏🙏🙏

  • @__jay__jagannath
    @__jay__jagannath 2 года назад +5

    ଭଗବାନ ସବୁଟି ଅଛନ୍ତି।। ଘର ଭିତରେ ବାହାରେ ସବୁଠି ଅଛନ୍ତି।। ହରିହର ଏକ।। ଏମିତି ଭାବନା ଆଣୁଥିବା ଲୋକ କୁ ନିବେଦନ ଦୟାକରି ଇମିତି ଭବନ୍ତୁନି।।

  • @deepamishra01442
    @deepamishra01442 2 года назад

    Thank you

  • @mhiranmayee5068
    @mhiranmayee5068 2 года назад

    Ma'am girls mane rudro Abishako koribaribe Na nhi ma'am...

  • @ahalyasingh473
    @ahalyasingh473 2 года назад

    Thank u didi

  • @anupravamallick1302
    @anupravamallick1302 2 года назад

    Didi pls dekhiki deba

  • @sumitrabarik9302
    @sumitrabarik9302 2 года назад +3

    Jay Jagannath 🙏🙏🙏 pranam mam🙏

  • @amirapalaiamirapalai7922
    @amirapalaiamirapalai7922 2 года назад +1

    Har har Mahadev 🙏🏼🙏🏼🙏🏼🙏🏼 di

  • @archanadash6777
    @archanadash6777 2 года назад +1

    Very nice presentation didi about lord Siva.....🙏

  • @alokswain7693
    @alokswain7693 2 года назад +2

    ଦିଦି ମୁଁ ଆପଣଙ୍କ କଥା ଏକ ମତ ଜୟ ଜଗନ୍ନାଥ

  • @sandhyanilmani1349
    @sandhyanilmani1349 2 года назад

    ଆମେ ଗୁଜୁରାଟ ରେ ନିଜେ ଯାଇ ନିଜେ ପୂଜା କରୁ

  • @shilpamohanty6093
    @shilpamohanty6093 2 года назад

    Om shivaya namah 🙏 di link dinatu

  • @yashadabehera7065
    @yashadabehera7065 2 года назад

    Deba deba mahadev nkaro Jay hau

  • @kamiyadas8716
    @kamiyadas8716 2 года назад

    Har har mahadev 🌸🌸🌸🌸🌺🌺🙏🙏🙏