କେନ୍ଦ୍ର ଓ ରାଜ୍ୟ ମିଳିତ ନିଷ୍ପତ୍ତି ଯେତେ ଟଙ୍କା ଲାଗିବ ଲାଗୁ ଶିକ୍ଷକଙ୍କ ଦାବି ପୂରଣ ଶୁଣନ୍ତୁ ମନ୍ତ୍ରୀଙ୍କ ମୁହଁରୁ

Поделиться
HTML-код
  • Опубликовано: 20 ноя 2024

Комментарии • 8

  • @ଆଦିକନ୍ଦରାଉତ
    @ଆଦିକନ୍ଦରାଉତ Месяц назад

    Thanks very much sir you are protest against the odisha govt

  • @Learnenglishwithbikhyat
    @Learnenglishwithbikhyat Месяц назад

    ଯଦି ଏହା ସତ ତେବେ ଭଲ କଥା କିନ୍ତୁ ପ୍ରତିଶ୍ରୁତି ପ୍ରତିଶ୍ରୁତି ରେ ରହି ନ ଯାଇ। ଯୋଗ୍ୟତା କୁ ଅପଗ୍ରେଡ କରାଗଲା କିନ୍ତୁ ଦରମା ଏବେ ବି ମାଟ୍ରିକ ସିଟି ରେ 2200 ଗ୍ରେଡ ପେ ରେ। ମାନ୍ୟବର ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ରେ ଥିବା ବେଳେ ଆମ ଧାରଣା ସ୍ଥଳ କୁ ଆସି କେନ୍ଦ୍ରୀୟ ହାର ରେ ଦରମା ଦେବେ କହିଥିଲେ ସରକାର କୁ ଆସିଲେ କିନ୍ତୁ ଏବେ ସି ବି ଟି ପାସ କରି ମଧ୍ୟ ପ୍ରାଥମିକ ଶିକ୍ଷକ ଟିଏ ଯୋଜନା ଭିତ୍ତିକ 11000 ଟଙ୍କା ରେ ନିଯୁକ୍ତି ପାଉଛି। ଯଦି ପେ ନ ବଦଲେ ତାହେଲେ ବୁଝିବାକୁ ହେବ ପୂର୍ବ ସରକାର ଆଉ ଏବେ ସରକାର ଭିତରେ କିଛି ଫରକ୍ ନାହିଁ। ଦୟାକରି ଆମ କଥା ବୁଝନ୍ତୁ।

  • @sarbeswarbaskey1359
    @sarbeswarbaskey1359 Месяц назад

    Primary teachers demand must be fulfil. Ok

  • @mohanlalmajhi6209
    @mohanlalmajhi6209 Месяц назад

    ଠିକା ନିଯୁକ୍ତି ଦେଇକରି ସରକାର ତା'ର (ରେଗୁଲାର)ଦେଇଥି ପ୍ରତିଶ୍ରୁତି କେପୂରା କରିନି ପାରିଲା ତେବେ ସରକାରୀ ବିଦ୍ୟାଳୟ ରେ ଶିକ୍ଷାର ଉନ୍ନତି କେନ୍ଆଡୁ ହେବା।ଇଟା ସରକାର ଭୁଖେମରୁଛେ ବେଳେ ଶିକ୍ଷକମାନଙ୍କର ପେଟେ ଛୁରା ରଖି କରି ବେପାର ଚାଲିଛେ।

  • @parshuramsatpathy841
    @parshuramsatpathy841 Месяц назад

    Purely correct

  • @BaidanathGadaba-hy5pc
    @BaidanathGadaba-hy5pc Месяц назад

    ହାଇସ୍କୁଲ ସୁନା primary ପିତଳ 😂😂😂

  • @BijaykishoreBeura
    @BijaykishoreBeura Месяц назад

    BJD kala bele kahunathilata.

  • @samayaswain8175
    @samayaswain8175 Месяц назад

    Kahaku bi jts manankara dukha disuni🤣