Tu Be Kandibulo Semiti (Part 3) | Official Full Video | Prem Darshan | Human Sagar | Subhu Qutu

Поделиться
HTML-код
  • Опубликовано: 20 окт 2024

Комментарии • 2,4 тыс.

  • @gamechangerkanhu
    @gamechangerkanhu 6 месяцев назад +55

    Prem Bhai Part 4 please karantu 🙏
    Part 4 pain like kara public 👍

  • @rs.creations7548
    @rs.creations7548 Год назад +49

    ଓଡ଼ିଶା ରେ ଗୋଟେ ଟୋକା ଘଣ୍ଟୁଛି ।ପ୍ରେମ ଭାଇ।GOD BLESS YOU YR❣️❣️❣️❣️❣️❣️

  • @DeepakkumarSethi-ql6nz
    @DeepakkumarSethi-ql6nz 9 месяцев назад +9

    A Gito Pura Odisha Ku Hal Chal srushti Korila,,🥰🥰🥰

  • @munnasahu3080
    @munnasahu3080 Год назад +23

    Realy ଭାଇ ଏ ଭିଡିଓ ରୁ ଜଣା ପଡିଲା ପ୍ରେମ ଠାରୁ ଫ୍ରେଣ୍ଡ ର ଅବଶ୍ୟକ ତା ଅଧିକ ଥାଏ 👌👌👌❤️❤️❤️❤️❤️❤️

  • @154-rudra
    @154-rudra Год назад +48

    ଆରେ ଜୀବନ ରେ sanga ଦରକା ରେ ମୋ ଭାଈ ଝିଅ ନୁହେଁ love you sanga❤❤❤............

  • @Niro-z3k
    @Niro-z3k Год назад +59

    Mind blowing darshan sir 🙏ତୁ ବି କାନ୍ଦିବୁଲ ସେମିତି ଜେତେ ଟା part କଲେ ବି ମନ ଭରୁ ନାହିଁ। ଦେଖିକି ଆଉ ଦେଖିବାକୁ ଇଚ୍ଛା ହେଉଛି

  • @mamamalik9584
    @mamamalik9584 Год назад +3

    Emiti love rahiba apekshya friendship bhala .❤️❤️❤️ Thanks prem bhai

  • @dipudas3526
    @dipudas3526 Год назад +1805

    ଏଇ vedio ରୁ କିଛି ଜଣା ପଡିଲା କି ଏଠି ପ୍ରେମ ଠାରୁ ଅଧିକ ସାଙ୍ଗ ସାହାଯ୍ୟ କରିଛି ଯାହା କି ତାର ସାଙ୍ଗ ର ପ୍ରତିଶୋଧ ନେଇଛି ସତରେ ଏମିତି କା ପ୍ରେମିକା ଅପେକ୍ଷା ସାଙ୍ଗ ଗୋଟେ ଜୀବନରେ ନିହାତି ଦରକାର friend for ever ❤️❤️❤️❤️

  • @milan7629
    @milan7629 Год назад +30

    ଏମିତି ପ୍ରେମିକା ରହିବା ଅପେକ୍ଷା ଗୋଟିଏ ଭଲ ସାଙ୍ଗ ରହିବା ବହୁତ ଭଲ 💞💞🥰🥰👍

  • @g19odia21
    @g19odia21 Год назад +3

    ଅତି ସୁନ୍ଦର ହେଇଛି ଭିଡିଓ ଟି👍👍👍💞💞💞❣️❣️❣️👌👌👌💕💕

  • @MADHUSMITABAL-f1b
    @MADHUSMITABAL-f1b Год назад +613

    💔💔💔 ଏମିତି ପ୍ରେମିକା ରହିବା ଅପେକ୍ଷା ଗୋଟେ ଭଲ ସାଙ୍ଗ ରହିବା ବହୁତ ବହୁତ ଭଲ 💔💔💔 ଆରେ ଆଜି କାଲି ଦୁନିଆ ରେ ସତ ଭଲ ପାଇବାର ମିଳିବା ବହୁତ କଷ୍ଟ 💔💔 ଗୋଟେ ସଚ୍ଚା ସାଙ୍ଗ ପାଇଁ ଲାଇକି ହେଇଯାଉ 👍👍👍

    • @fellingswithtapas9735
      @fellingswithtapas9735 Год назад +17

      kie kahila sachha bhala paiba miliba bahut kasta ...hmmm kasta ta haba kintu sachha bhala paiba sabubele true ..au jie Dil se hrudaya ru bhala pauthiba se taa bhala paiba pain kichhi b kari pariba

    • @dugitudu8931
      @dugitudu8931 Год назад +4

      @@fellingswithtapas9735 kkkokpkpk

    • @SagarDehury-rl1dm
      @SagarDehury-rl1dm Год назад +2

      ​@@fellingswithtapas9735x

    • @rakeshrout5613
      @rakeshrout5613 Год назад +1

      Nice dede

    • @Mr_rinku_Editz
      @Mr_rinku_Editz Год назад +1

      Right

  • @SubhamKumar-wl6sq
    @SubhamKumar-wl6sq Год назад +71

    Part 3 ଦେଖିକି ଆଖିରୁ ଲୁହ ଆସିଗଲା କଉ ମନକୁ ଏ ଗୀତ ଭଲ ଲାଗିଲା 👍କର ❤💓❤

  • @gamechangerkanhu
    @gamechangerkanhu Год назад +105

    ଏତେ ଭଲ ହେଇଚି ଯେ କହିବାକୁ ମୋ ଭାଷା ନାହିଁ
    ଆଖି ରୁ ଲୁହ ଆସିଯାଉଛି
    Love you Prem Bhai ❤

  • @santoshgaming7970
    @santoshgaming7970 Год назад +29

    ସାଙ୍ଗ ହବ ତ ଏମିତି । ଆଜିକା ଦୁନିଆ ରେ ସାଙ୍ଗ ଛଡ଼ା କେହିବି ନିଜର ନୁହେଁ ।।।।😭😭😭😭

  • @KrutibasPradhan-s5y
    @KrutibasPradhan-s5y 7 месяцев назад +3

    Jibanare shabukara hele premakaranahii❤❤💔💔

  • @saratmuduli8948
    @saratmuduli8948 Год назад +17

    ବହୁତ ଦିନ ପରେ କାହାଣୀ ର ଶେଷ ହେଲା. ବହୁତ ସୁନ୍ଦର ❤️

  • @pitabashkhillab321
    @pitabashkhillab321 Год назад +231

    ବହୁତ ସୁନ୍ଦର ହେଇଛି ପ୍ରେମ ଦର୍ଶନ ସାର 🙏🙏
    ଯିଏ ପ୍ରେମ କରି ଧକ୍କା ଖାଇଛି.... 💔💔
    ସେ ହିଁ ଜାଣିଛି ପ୍ରେମର ମାନେ କ'ଣ....💔💔😘
    ଜଣେ ମରିଗଲେ ତୋ ସମସ୍ତେ କାନ୍ଦନ୍ତି ...🤣😭😭
    ହେଲେ ପ୍ରେମ କଲେ ❤️❤️❤️
    ନିଜେ କାନ୍ଦିବାକୁ ପଡ଼େ 🤣🤣😭😭
    ବହୁତ ସୁନ୍ଦର ହେଇଛି ପ୍ରେମ ଭାଇ.... 👌🙏🙏

  • @chandrasekharhansdah1888
    @chandrasekharhansdah1888 Год назад +44

    ଭାଇରେ ମାନିଗଲି ତମକୁ
    ଜଣଙ୍କ ପାଖରେ ଏତେସାରା Quality
    Thanks brother ଟୋକା ମାନଙ୍କୁ ଜାଗ୍ରତ କରିଥିବାରୁ🙏❤️💐🔥🔥💐💐💐🌷🔥🔥🔥

    • @SKSTATUSY220
      @SKSTATUSY220 Год назад +1

      ହଁରେ ଭାଇ ଠିକ କହିଲ ଏଇ ଟୋକା ଗୁଡା ଟିକେ ସୁଧରାନ୍ତୁ

    • @milan7629
      @milan7629 Год назад +1

      ହଁ ଭାଇ ଠିକ କହିଲ ଭାଇ 👍

  • @manashnaik6031
    @manashnaik6031 Год назад +7

    Jaha heu ethire good Loveship nahele bi good friendship achhi

  • @sapnaQueen-z8b
    @sapnaQueen-z8b Год назад +36

    ସେ ଯାହାବି ହେଉ ନା କାହିଁକି ଗୋଟେ ସାଙ୍ଗ ହିଁ ଗୋଟେ ସାଙ୍ଗ ର ଦୁଃଖ ବୁଝି ପାରେ ❤। ଆଉ ତାକୁ ହିଁ ପ୍ରକୃତ ସାଙ୍ଗ କୁହାଯାଏ। life ରେ ପ୍ରେମ ଠୁ ଅଧିକ ସାଙ୍ଗ ର ଦରକାର❤❤❤👍👍👍👍

  • @pabitranaik2539
    @pabitranaik2539 Год назад +17

    ବହୁତ ସୁନ୍ଦର କାହାଣୀ... ପ୍ରେମ ଭାଇ ଏମିତି ହିଁ କାହାଣୀ ଆଗକୁ ମଧ୍ୟ ଆଣନ୍ତୁ

  • @chinkueditz3853
    @chinkueditz3853 Год назад +142

    ପ୍ରେମ ଭାଇ ସୁନ୍ଦର ଗୀତ ଟିଏ କରିଛ,,, ରାଧା କୃଷ୍ଣ ଙ୍କ ଭଳି ପ୍ରେମ ଆଉ ଭଲପାଇବା ଏ ଦୁନିଆ ଲୋକ ଙ୍କ ପାଖରେ କଣ ଏ ଜଗତ ରେ କୋଉଠି ଖୋଜିଲେ ବି ପାଇବା ନାହିଁ ,, ଭଲପାଇବା ଟା ଆଜି କାଲି fashion ଆଉ time pass ହେଇଗଲା ନି, ଭଲପାଇବା ର ମାନେ କଣ କେହି ବୁଝୁ ନାହାନି ଆଜି କାଲିକା ଭଲପାଇବା ବେଶୀ ଦିନ ଯାଏ ତିଷ୍ଠି ରହେ ନାହିଁ.... କାହିଁକି ନା ରାଧାକୃଷ୍ଣ ଙ୍କ ପରି ଭଲପାଇବା ଆଜି ମଣିଷ ପାଖରେ ନାହିଁ ।।ମଣିଷ ସବୁବେଳେ ଗୋଟେ ସୁନ୍ଦର ଚେହେରା ଓ ପଇସା ବାଲା ଲୋକଙ୍କୁ ଭଲପାଏ,,,, କିନ୍ତୁ ତାର ପରିଣାମ ପଛରେ କଣ ହେବ ସେ କେବେ ବି ଭାବି ନଥାଏ।। ଆରେ! ଯାହାକୁ ତୁମେ ଭଲ ପାଉଛ ନିଜ ହୃଦୟରୁ ଭଲପାଅ ,,,, କିଛି ଆଶା ରଖି ଭଲ ପାଅ ନାହିଁ।। ଯେଉଁମାନେ କିଛି ପାଇବାର ଆଶାରଖି ଭଲ ପାଆନ୍ତି ତାକୁ ଭଲପାଇବା କୁହାଯାଏ ନାହିଁ ବରଂ ତାକୁ କୁହାଯାଏ ସ୍ୱାର୍ଥପରତା।। ତେଣୁ ଯାହାକୁ ଭଲପାଉଛ ତା ଭଲପାଇବା କୁ ସମ୍ମାନ ଦିଅ ଆଉ ତାକୁ ନିଜ ହୃଦୟରୁ ଭଲପାଅ, ଦେଖିବ ତୁମ ଭଲପାଇବା ଦିନେ ନା ଦିନେ ନିଶ୍ଚୟ success ହେବ ।। ଯଦି ମୁଁ କିଛି ଭୁଲ କହିଥାଏ ତାହାଲେ ମୋତେ କ୍ଷମା କରିଦେବେ ।।

  • @the05vlogs001
    @the05vlogs001 Год назад +16

    ବହୁତ ଦିନ ଅପେକ୍ଷା ପରେ video ଆସିଲା , ବହୁତ ଭଲ ଲାଗିଲା

  • @sujitpradhan5399
    @sujitpradhan5399 Год назад +2

    Video jete thara dekhile bi Mona bhanguni thank you so much ate sundara video ani thibaru♥️♥️♥️♥️♥️

  • @kartiksabar8975
    @kartiksabar8975 Год назад +2

    Really yaar ଗୋଟେ ଏମିତି ସାଙ୍ଗଟିଏ ଦରକାର ଯାହାକି ତା' ଭଲପାଇବା ଛାଡ଼ି ନିଜ ସାଙ୍ଗ ପ୍ରତି ସାହାଯ୍ୟ କରିଥାଏ

  • @pareedhi2839
    @pareedhi2839 Год назад +9

    Wowww part 3 b asi gla....my favorite prem bhai 🥰❤️

  • @sapannayakCreation
    @sapannayakCreation Год назад +195

    ସତରେ ପ୍ରେମ ଭାଇ ଏ ଗୀତ ବହୁତ ବଢିଆ ହୋଇଛି ଏମିତି ଗୀତ କରିଥିବାରୁ ମୋ ହୃଦୟ ରୁ ଧନ୍ୟବାଦ ଆଉ ଶେଷ ରେ ସାଙ୍ଗ ର ମାନେ କଣ ବି ଜଣେଇଥିବାରୁ 🙏🙏🙏🙏

  • @duryodhanmaharaj2707
    @duryodhanmaharaj2707 Год назад +23

    Tu bi kandibulo semiti part 4 pai aaji Gita scrip lekha Prem sir part 4 pai story tiyarikara bahut jaldi ready Kara Prem sir Roja re release Kari part 4 video part 5 part 6 part 7 part 8 paath 9 part 10 part 11 parjanta kara Prem sir full excited ✌️ Jay Jagannath 🙏. My love 💕 odisha

  • @BijayTheAntivirusDj
    @BijayTheAntivirusDj Год назад +6

    thanks you darshan music mote tubi kandibu ra sobu part bahut bholo lage aau aji eei gita suniki bahut khusi lagila 💞💞💞💞

  • @PriyaKumari-ts7eb
    @PriyaKumari-ts7eb 9 месяцев назад +4

    Satare sir Prema tharu friend bahut bhala nice video super❤❤❤❤❤❤

  • @sudamkumar539
    @sudamkumar539 Год назад +19

    ସତରେ ପ୍ରେମ ଭାଇ ବହୁତ ସୁନ୍ଦର ଲେଖା ଓ ଅତି ସୁନ୍ଦର ଅଭିନୟ ମୋ ପାଖରେ କହିବା ପାଇଁ ଶଦ୍ଦ ନାହିଁ.
    ପ୍ରେମ ଏକ ଅନୁଭୁତି
    ପ୍ରେମ ଏକ ପ୍ରତାରଣା
    ପ୍ରେମ ଏକ ଭାଵନା
    ପ୍ରେମ ଏକ ଆନନ୍ଦ କେତେ ବେଳେ କଣ ହୁଏ ଜାଣି ହୁଏନା

  • @pintudehuri1600
    @pintudehuri1600 Год назад +331

    ଜୀବନ ରେ ଯଦି ଆମକୁ କେହି ନିଜଠୁ ବେଶୀ ଭଲ ପାଉଛି ତା ହେଲେ ତାଙ୍କ ପ୍ରତି ଆମେ କେବେ ବି ଅବହେଳା କରିବା ଉଚିତ୍ ନୁହେଁ❤️❤️

  • @RSCreation449
    @RSCreation449 Год назад +8

    Thank u Prem Bhai❣️, Bahut sundar ❣️❣️❣️❣️❣️❣️❣️❣️❣️❣️❣️❣️❣️❣️❣️❣️❣️❣️❣️❣️❣️❣️❣️❣️❣️❣️

  • @vishnumajhi6512
    @vishnumajhi6512 Год назад +2

    ❤❤❤ kasam se bhai lazawab video bahul val lagila

  • @ArunkumarNaik-f5r
    @ArunkumarNaik-f5r 4 месяца назад +2

    Bhai part 4 hou.....tu bi kandibula semiti...pream bhai and subhu bhai great..🌷🌷🌷

  • @babulubej6458
    @babulubej6458 Год назад +3

    Badia🥰🥰🥰

  • @gajuputelofficial2515
    @gajuputelofficial2515 Год назад +358

    ଏ ଭିଡିଓ ଦେଖି କି କାହା କାହା ଆଖିରୁ ଲୁହ ଝରିଲା.. 😭😭 like କର...

  • @dhirendrakumar1782
    @dhirendrakumar1782 Год назад +3

    Ae video ku mu baht Dina hela wet karithili🥰🥰🥰❤️

  • @rakeshkumardas6966
    @rakeshkumardas6966 Год назад +1

    ସାଙ୍ଗ ହବ ତ ଏମିତି ♥️

  • @indrajitmeher479
    @indrajitmeher479 Год назад +2

    Really yaar dsrsan bhai bhaut bhal kam te kala

  • @missangelqueenpriyam143
    @missangelqueenpriyam143 4 месяца назад +3

    aji kali ra prema ku duru juhara.....🙏🙏🙏🙏🙏

  • @sunandakumar8160
    @sunandakumar8160 Год назад +20

    ସମୟର ଲୁଚକାଳି ଖେଳ ଭିତରେ
    ମଣିଷ କେତେବେଳେ କେଉଁ ପରିସ୍ଥିତିରେ
    ଆସି ପହଞ୍ଚିଯାଏ, ସେ ନିଜେ ବି ଜାଣିପାରେନା,ହୃଦୟହୀନ, ସ୍ୱାର୍ଥପର ଝିଅ
    ତମେ କଣ ବୁଝିବ ହୃଦୟର ମୂଲ୍ୟ 💝

  • @kamrami2794
    @kamrami2794 6 месяцев назад +2

    Bhalo karichu didi ❤❤

  • @suchitrasamantaray
    @suchitrasamantaray Год назад +1

    Thanku so much part 3 anithibaru 💮💮

  • @pramodbehera8711
    @pramodbehera8711 Год назад +21

    ଏତେ ଭଲ ଗୀତ ଦେଖୁ ଦେଖୁ ଲୁହ ଜମା ଝରିବା ବନ୍ଦ ହଉନି 😪😪😪

  • @jagannathjena2059
    @jagannathjena2059 Год назад +9

    👌❤️👍ଭାଇ ବହୁତ ସୁନ୍ଦର ଥିଲା 👌❤️👌ହେଲେ ଗୀତଟା 😔💔😔ତୁବି କାନ୍ଦିଲୁ ଲୋ 😭♥️😭ସେମିତି ହବାର ଥିଲା 👍😍👍

  • @sumantbehera37
    @sumantbehera37 Год назад +21

    ଯିଏ ଯାହା କହୁ. ପଛେ. ଏଇ ଗୀତଟି. ଆଉ ଭିଡ଼ିଓ ଟି ବହୁତ. ଭଲ. ଲାଗିଲା human sager sir ବହୁତ. ସୁନ୍ଦର ଭାବରେ. ଗୀତ. ଟିକୁ ଗାଇଛନ୍ତି. ଆଉ ପ୍ରେମ ଦର୍ଶନ. Sir good blessing you all team 🙏🙏

  • @ritujani3762
    @ritujani3762 Год назад +1

    Ai vdo bahut vl heichi au kichhi sikhibaku milila TQ so much🙏 prem bhai and tanka friend nku. Akunhi kuhanti prakruta bandhu🙏👍👍👍.

  • @arabindbadhei9716
    @arabindbadhei9716 Год назад +2

    Part 3 ku Bahut dina pare pai bhala lagila

  • @deepsikhasasmal
    @deepsikhasasmal Год назад +7

    True love duniya re exist hin karuni 😢😢😢😢😢

  • @funnyj.spurtoka6901
    @funnyj.spurtoka6901 Год назад +3

    Emitika friend b aji kali bhagyare thile milanti🙏🙏 dhanya se sanga😢😢😢 miss you re

  • @ShasmitaSethy
    @ShasmitaSethy 4 месяца назад +3

    ,iamfastview

  • @mjmerijaan7730
    @mjmerijaan7730 Год назад +1

    ବହୁତ୍ ଭଲ ଭିଡିଓ ହେଇଚି...💗💗💗

  • @sand1143
    @sand1143 Год назад +2

    Awesome heichi...Pura bobal

  • @Youth_icon_Akash_07
    @Youth_icon_Akash_07 11 месяцев назад +6

    ଅତି ସୁନ୍ଦର ଭିଡ଼ିଓ ଭାଇ 👍👍👍

  • @Ramkumar-pq6iv
    @Ramkumar-pq6iv Год назад +9

    All the best subhu bhai😍😍😍

  • @bholanathmallick5168
    @bholanathmallick5168 Год назад +7

    ବହୁତ ବଢିଆ ପ୍ରୟାସ। ତୁ କାନ୍ଦିବୁଲ ସେମିତି।
    mind blowing song video Prem bhai

  • @priyankasahoo9666
    @priyankasahoo9666 4 месяца назад +2

    Bht sunder voice yrr prem darshan

  • @ranjitRanjit-yd7dd
    @ranjitRanjit-yd7dd Год назад +2

    Prem bhai bohut bholo mor bi emti heichi

  • @vickyparida3886
    @vickyparida3886 Год назад +8

    Prem bhai bahut sundar gita hrudaya ku chhuin gala ❤❤ akhi ru luha bohi gala😢😢😢😢

  • @manashranjan5278
    @manashranjan5278 Год назад +38

    " jetiki mu paichhi dukhha aau na pau kou premika Michha prema💔💔💔 michha a dunia sata khali a 😢😢dukha"... wow lyrics is speechless👌👌👌excellent👍

  • @sumitrasahoo7202
    @sumitrasahoo7202 Год назад +16

    Beautiful story Tu bi kandibula semiti part,1.part, 2 .part, 3. Very nice

  • @ldsbadal
    @ldsbadal 6 месяцев назад +2

    Nice video Prem bhai

  • @bhoipanchanan
    @bhoipanchanan Год назад +2

    Bahut badhia heichhi

  • @stjotawofficial2929
    @stjotawofficial2929 2 месяца назад +4

    ଝିଅ ମାନେ ସେମିତି ଦେଖିଛ ସିଏ ବାହା ହେଇଛି ହେଲେ ବି ତାଙ୍କ ପଛ ଛାଡନ୍ତି ନାହିଁ ଲାଜ ସରମ ଟିକେ ବ ନାହିଁ ❤❤❤

  • @crystalsneha5760
    @crystalsneha5760 Год назад +36

    Satare....a prema aji kali gote khela ghara heigalani..😢😢😢😢jibanare kahaku sacha love karibani🙏
    Jadi pariba bhala sanga kari jibani sara khusi re rahiba 💕

  • @Subas613
    @Subas613 Год назад +24

    ସତରେ 😢💔😭 ସିଏ ସିନା ଭୁଲିଗଲା
    ମୁଁ ଚାହିଁଲେ ବି ଭୁଲିପାରୁଣି ମୋ ପ୍ରେମ କୁ ନିଜ କୁ ବରବାଦ
    ମୁଁ ନିଜ ନିଜକୁ କରିଚାଲୁଛି 😢💔😭🤞❌🙏

  • @jayadebdeori7260
    @jayadebdeori7260 Год назад +1

    Bhai bohut bholo act koricho friend ♥️♥️very nice

  • @sanjaynayak1462
    @sanjaynayak1462 Год назад +1

    1-2-3-ବହୁତ ସୁନ୍ଦର ହେଇଚି 👍👍😂🙏

  • @PratimaBakul
    @PratimaBakul 7 месяцев назад +3

    Bahut Sundar heichhi gita

  • @pinkipani-i8e
    @pinkipani-i8e 11 месяцев назад +7

    Bhahut sundar heichi gito

  • @munaliza3864
    @munaliza3864 Год назад +11

    ଅତି ସୁନ୍ଦର ଅଭିନୟ ଶୁଭ ଭାଇ ଓ ପ୍ରେମ୍ ଭାଇ🙏🙏🙏🙏🙏

  • @SumitramalickMalick
    @SumitramalickMalick 6 месяцев назад +2

    Sanga Haba ta emiti very nice song and lovely friendship

  • @alokbehera4693
    @alokbehera4693 Год назад +230

    ଏତେ ଭଲ ପାଉଥିବା ମଣିଷ କୁ କେବେ ଠକିବନି ସେ ପୁଅ ହେଉ ବା ଝିଅ କେବେ ଧୋକା ଦେବନି ବହୁତ କଷ୍ଟ ହୁଏ ରେ ଯେବେ ହୃଦୟ ଭାଙ୍ଗେ 💔💔💔💔💔💔💔💔 ହୃଦୟ ଭାଙ୍ଗିବା ଛାଡି ଯୋଡିବା ଶିଖିଯାଅ ଦେଖିବ ତମ ପ୍ରେମ ବି ଅମର ହେଇଯିବ

    • @suku4946
      @suku4946 Год назад

      Soto kotha🥺😑😑😔

    • @gulshanpradhan2165
      @gulshanpradhan2165 Год назад +2

      Are this is vedio not real this is reel

    • @prayasprayas9242
      @prayasprayas9242 Год назад

      100 ru 100 Right katha bhai... Hele ajika duniare amiti sanga paibata bahut kasta🙏🙏🙏

    • @m10_guru_19
      @m10_guru_19 Год назад

      💔🤞💔

    • @sanjeebsingh5587
      @sanjeebsingh5587 Год назад

      Hele a jhia guda dhokabaj

  • @RipunBolero
    @RipunBolero Год назад +8

    Seriously Heart touching vdo
    😭😭😭😭😭😭😭😭😭😭😭

  • @sanjayakarjee3457
    @sanjayakarjee3457 Год назад +4

    ଵହୁ ଦିନ ଅପେକ୍ଷା‌ ପରେ ଭିଦିଓ ଆସିଲା ଭହୁତ ଭଲ ଲାଗିଲା ଭିଡି ଦେକୀ‌‌

  • @chandan11
    @chandan11 Год назад +1

    Satare amiti friend bhagyare thile mile👌👌👌

  • @sorojinikak5800
    @sorojinikak5800 Год назад +1

    Woooow nice video 👍 Ehi video ta mu bahut dinru wait kari thili....Thank u so much 🙏

  • @ITSME-cyf
    @ITSME-cyf 5 месяцев назад +3

    Pyar to best friend chahia our mom dad ❤❤❤

  • @narayanmallik9278
    @narayanmallik9278 Год назад +4

    Ati sundar hoichhi song Prem Bhai mind blowing song heart touching song

  • @talentedboyrb
    @talentedboyrb Год назад +5

    Bahut sundar video ti heichi

  • @RDXARUNK
    @RDXARUNK Год назад +2

    Bahat acha laga Bhai sach me frnd ship ⚓❤❤

  • @LapuSingh-ur3ki
    @LapuSingh-ur3ki Год назад +1

    Bhari bolo lagila mote ❤️❤️❤️

  • @PMMUSICALS
    @PMMUSICALS Год назад +32

    Michha prema michha a dunia sata❤️❤️❤️ khali adukha"... wow lyrics is speechless excellent 👌👌👌👌 (really fantastic 😍 Prem Bhai 🙏😭❤️)

  • @balarampratap972
    @balarampratap972 Год назад +38

    ଆଜିର ଦିନରେ ପ୍ରେମର ମାନେ ହେଉଛି ସ୍ୱାର୍ଥ 💔💔। ଯଦି କାହାକୁ ଭଲ ପାଉଛନ୍ତି ତାହାଲେ ନିଜ ବାପା ମା 🙏🙏🙏ଓ ନିଜ ସାଙ୍ଗକୁ💗💗 ଭଲ ପାଆନ୍ତୁ। ଯାହାଙ୍କ ଭଲ ପାଇବାରେ କୋଣସି ସ୍ୱାର୍ଥ ନଥାଏ। 💞

  • @BikramPatra-j6z
    @BikramPatra-j6z 7 месяцев назад +3

    Premika jatiku bhrsanahi🙏🙏🙏🙏🙏

  • @tejrajsahoo7723
    @tejrajsahoo7723 Год назад +1

    ସାର୍ ଏମିତି video ପୁରା life re meach କରୁଛି

  • @SKSTATUSY220
    @SKSTATUSY220 Год назад +2

    ଭାଇ Next Level ଭିଡିଓ ଟା ହେଇଛି ମୁଣ୍ଡ ଖରାପ ତିନୋଟି ଯାକ ଭିଡିଓ ଆପଣକର ବହୁତ୍ ମସ୍ତ୍ ହେଇଛି

  • @abcdefghijklmn7586
    @abcdefghijklmn7586 6 месяцев назад +3

    Really love ur frndship❤

  • @basantrahulnial8497
    @basantrahulnial8497 Год назад +13

    What a heart touching video this is! A true friendship is better than any love of the girl, mind blowing video

  • @birbalnaik2940
    @birbalnaik2940 Год назад +39

    Mind-blowing song
    One story that continue 3 part ❤️❣️
    My favorite song

  • @OdishaWorldMix
    @OdishaWorldMix Год назад +14

    Amazing story of Odisha ( Best freind for ever) 🤗❤💯🙌

  • @samitaswain4079
    @samitaswain4079 Год назад +2

    ସତରେ ବୋହୁତ ଭଲ ଲାଗିଲା ଭିଡିଓ ଟା😢

  • @udayacreations9463
    @udayacreations9463 Год назад +1

    Jibonare Emiti Sangatie Miliba Bohut Kosto Au Emiti Pagala Pori Bhala Pauthiba Monishatie😢😮😮❤❤

  • @jitenkumar505
    @jitenkumar505 Год назад +13

    Prem Bhai and Subu mind blowing prafomence. ...... samsthey very nice
    Very very heart touching song bhai ❤️❤️❤️❤️❤️... love you dilsey......

  • @alloverodisha-e5p
    @alloverodisha-e5p 11 месяцев назад +5

    ମାନିନୀ ବହୁତ୍ ବଢିଆ acting ବେଷ୍ଟ ହେରୋଇନ

  • @sasmitashail7285
    @sasmitashail7285 Год назад +6

    Bahuta bhala laguchi Prem Bhai 😍😍😍😍😍

  • @SarojPutel-n1e
    @SarojPutel-n1e Год назад +1

    Prem sir hard attack hai jiba. Bahut val hai6e

  • @Bishalthecollegeblogs
    @Bishalthecollegeblogs 6 месяцев назад +2

    Bhai gita bohut badhia haechi heart touching 💔💔

  • @sandhyaranisingh2104
    @sandhyaranisingh2104 Год назад +3

    Bahut sundar 👍🥰🥰