SATA MICHA |OFFICIAL TEASER | PIYALI, SOVAN & BIKRAM | BUNNY MOHANTY | SUMIT PANDA| GAURAV| SMRUTI R

Поделиться
HTML-код
  • Опубликовано: 15 апр 2024
  • #satamicha #sovan #piyali
    Experience a heartbreak when two beautiful souls separate. Here's The Official Teaser. The Song is Set to release on 19 April 2024.
    🔔 Get alerts when we release any new video. TURN ON THE BELL ICON on the channel 🔔
    @DevanshiEntertainment PRESENTS SATA MICHA (ସତ ମିଛ)
    🎬 Video Credit -:
    ►Starring - Sovan & Piyali
    ►Story, screenplay & direction by - Smruti R
    ►Edit - Chikun
    ►DI- Biswajit swain
    ► Production Manager - Nitesh Kumar Prusty
    ► D.O.P - Soumya Mohanty
    ► Publicity Design - Blank Canvas RGF
    ► Make up - Itishree
    ► Assit production-Mantu
    ► Producer - S Tanmay Mohanty
    Song Credits :
    ♪ Song : Sata Micha
    ♪ Music Director : Bunny Mohanty
    ♪ Singer - Gaurav Anand
    ♪ Lyricist : Sumit Panda
    ♪ Music Arranger : Sangeet Pattnaik
    ♪ Additional composition : Gaurav Anand
    ♪ Mix & Master Engineer : Somesh Satpathy
    #smrutir #satamicha #sovan #piyali #gauravanand #teaservideo #odiadancesong #odiasong #odia #musicvideo #musicalbums
    online streaming links
    ♪ Jiosaavn
    www.jiosaavn.com/song/sata-mi...
    ♪ Spotify
    open.spotify.com/track/12nZR9...
    ♪ RUclips music
    • Sata Micha
    ♪ Wynk Music
    open.wynk.in/Tmq01lyRfub?~des...
    Pre :
    ଏ ନିରୀହ ସମ୍ପର୍କ ଆମର,
    ଦିଗ ହଜେଇଲା
    କାଗଜ ଡଙ୍ଗାରେ ଆମେ,
    ଆଉ ବର୍ଷା ଋତୁ ଥିଲା।
    Mukhda :
    ଖୁସିର ଆୟୁଷ ସରିଗଲା କି
    ମିଛେ ବି ମୁଁ ପାରୁନି ହସି !
    ଜାଣେ, ଜାଣେନା କିଏ ଦୋଷୀ
    ବିରହର ସୀମା ବଢୁଛି ବେଶି !
    Cross :
    ଠକି ଦେଲା କିରେ ସମୟ ?
    ମିଛ ଥିଲା କି ଏ ସମୟ ?
    ଅଧା ବାଟେ ହାତ, ଆଜି ଅଧା ଲାଗେରେ !
    Hook :
    ଏଠି ମିଛ କିଏ ଥିଲାରେ ସତ କିଏ ଥିଲା ?
    ସତ ମିଛ ଖେଳରେ ଆଜି ମିଛ ଜିତିଗଲା !
    Antara :
    ଖୁସିର ଫରୁଆ ସାଇତି ଥିଲି ମୁଁ
    କିଏ ସେ ଦେଲା ଲୁଚେଇ !
    ମୋ ପାଇଁ ଥିଲୁ ତୁ ଚାବି ଫରୁଆର
    ତୋ ସାଥେ ଦେଲି କି ହଜେଇ !
    Cross :
    ଅଛୁ ବୋଲି କହିଦେଇଯା
    ଆଖି ଲୁହ ପୋଛିଦେଇଯା
    ପାଖେ ଅଛୁ ଲାଗେ, ପୁଣି ପାଖେ ନାହୁଁରେ !
    Hook :
    ଏଠି ମିଛ କିଏ ଥିଲାରେ ସତ କିଏ ଥିଲା ?
    ସତ ମିଛ ଖେଳରେ ଆଜି ମିଛ ଜିତିଗଲା !
    Outro :
    ଏ ନୀରିହ ସମ୍ପର୍କ ଆମର,
    ଦିଗ ହଜେଇଲା
    କାଗଜ ଡଙ୍ଗାରେ ଆମେ,
    ଆଉ ବର୍ଷା ଋତୁ ଥିଲା।
    ©ସୁମିତ ପଣ୍ଡା
    FOLLOW US
    INSTAGRAM - / devanshientertainment1
    FACEBOOK - / devanshientertainment
    * ANTI-PIRACY WARNING *
    The Copyright of The Above Mentioned Content is Owned By © @DevanshiEntertainment Any Type of Legal, Unauthorized, & Re Use of The Audio or Visual of The Content is Strictly Prohibitted and May Subject To Copyright Claims & Legal Action Against those Violating The Copyright of This Content.
  • ВидеоклипыВидеоклипы

Комментарии • 23