ଗୁଡିଆ ୧୫, ତେଲି ୨୩, ତନ୍ତି କାଳେକାଳେ, ଗଉଡ ୮୦ ,ଏହାର ଅର୍ଥ କଣ କିଛି କମେଡି ସହିତ gayaka Jayachandra badadalei

Поделиться
HTML-код
  • Опубликовано: 22 ноя 2024

Комментарии • 185

  • @pitamberboitai5638
    @pitamberboitai5638 День назад +5

    ସୁନ୍ଦର ପାଲା ଉପସ୍ଥାପନା 👌🏾ଗାୟକ ମହାଶୟ ଙ୍କୁ କୋଟି କୋଟି ଧନ୍ୟବାଦ 👍🏾🌹ଜୟ ଜଗନ୍ନାଥ 🙏🏾🌹

  • @prasantabarik7778
    @prasantabarik7778 День назад +2

    ବହୁତ ସୁନ୍ଦର ଭାବରେ ବୁଝାଇ ଥିବାରୁ ଅଶେଷ ଧନ୍ୟବାଦ ଜଣାଉଛି।ବହୁତ ଭଲ ଲାଗିଲା❤❤❤❤❤🎉🎉🎉🎉🎉🎉

  • @NarayanSahoo-jh4nq
    @NarayanSahoo-jh4nq 9 дней назад +35

    ସତରେ ଗାୟକ ମହାଶୟ ବହୁତ ସୁନ୍ଦର ଭାବରେ କଥାଟିକୁ ବୁଝେଇ ଦେଲେ, ଆପଣଙ୍କୁ ମୋର କୋଟି କୋଟି ନମସ୍କାର ❤

    • @satyajitswain6994
      @satyajitswain6994 6 дней назад +3

      A katha sata nuhe re

    • @rameshdalei2492
      @rameshdalei2492 5 дней назад

      ପ୍ରଥମେ ତୁମ ବାପା ମାଆ କୁ ନମସ୍କାର ଆଉ ସନ୍ ମାନ୍ କର ପରେ ଆଉ ଯାହାକୁ

  • @rashmiranjanpatra8118
    @rashmiranjanpatra8118 6 дней назад +12

    ବହୁତ ସୁନ୍ଦର ଉପସ୍ଥାପନା ❤

  • @hrudanandahans789
    @hrudanandahans789 22 часа назад

    ବହୁତ୍ ସୁନ୍ଦର୍ ପାଲା ।।ଗାୟକ ମହାଶୟ ଙ୍କୁ ବହୁତ୍ ଧନ୍ୟବାଦ୍ ।।।।

  • @fjjfkfbjfe
    @fjjfkfbjfe 11 дней назад +31

    ବହୁତ ସୁନ୍ଦର ପରିବେଷଣ କରିଛନ୍ତି ଧନ୍ୟବାଦ।

  • @LaxmidharSwain-w3m
    @LaxmidharSwain-w3m 14 часов назад

    ବହୁତ୍ ଭଲ ଲାଗିଲା

  • @BasantParida-ve2ox
    @BasantParida-ve2ox 11 дней назад +65

    ମୁଁ ଠିକ୍ ଶୁଣିବାକୁ ଚାହୁଥିଲି ଏଇ କଥାଟିକୁ ବହୁତ ଭଲ ଲାଗିଲା ନମସ୍କାର ଆପଣଙ୍କୁ

  • @brahmanadabehera2396
    @brahmanadabehera2396 12 дней назад +19

    ବହୁତ୍ ବଢିଆ ଲାଗିଲା

  • @hareshchandramuduli9309
    @hareshchandramuduli9309 12 дней назад +15

    ସୁନ୍ଦର ଉପସ୍ଥାପନା,ଧନ୍ୟବାଦ୍

  • @SrichGiri
    @SrichGiri 37 минут назад

    Wow👌🙏ସୁନ୍ଦର ପାଲା

  • @MsManassharma
    @MsManassharma 7 дней назад +1

    ଅତି ସୁନ୍ଦର ସମାଧାନ ଓ ଉଚ୍ଚ କୋଟି ର ନ୍ୟାୟ ଦର୍ଶନ.. ଜୟ ଜଗନ୍ନାଥ 🙏

  • @parikhitamohapatra8714
    @parikhitamohapatra8714 11 дней назад +13

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏🙏

  • @JagannathNath-r6m
    @JagannathNath-r6m День назад

    ଅତି ସୁନ୍ଦର ଉପସ୍ଥାପନା

  • @nabinmeher6807
    @nabinmeher6807 8 дней назад +4

    ଆପଣଙ୍କ ପାଳା ଉପସ୍ଥାପନ ଶୈଳୀ ଖୁବ୍ ଚମତ୍କାର, କିନ୍ତୁ ଆପଣଙ୍କ ଏ ଯୁକ୍ତି ଗ୍ରହଣୀୟ ମନେ ହେଉନାହିଁ

    • @bhabanisankar8683
      @bhabanisankar8683 7 дней назад

      Right Bhai mote bi same laguchhi

    • @DusmantDas-cw2wo
      @DusmantDas-cw2wo 2 дня назад +1

      ପ୍ରକୃତରେ ଏ ଯୁକ୍ତି ଠିକ ନୁହେଁ l
      ଗଉଡ଼ ଅଶି ଏ ଶବ୍ଦ ର ଅର୍ଥ ଅଲଗା
      ଅଶି ବର୍ଜିଆ ର ଅପଭ୍ରନ୍ସ ରୁ 80 ବର୍ଷିଆ
      ଅଶି --- ଖଣ୍ଡା
      ବର୍ଜିଆ --- ତ୍ୟାଗ କରିବା
      ଖଣ୍ଡା ତ୍ୟାଗ କରି କେନ୍ଦୁ ଗଛ ଡାଳ ରୁ ବାଡ଼ି ପ୍ରସ୍ତୁତ କରି ଧରୁଥିବାରୁ *ଅଶି ବର୍ଜିଆ କୁହାଯାଏ*

  • @SubratSubrat-g5q
    @SubratSubrat-g5q День назад +2

    So beautiful pala

  • @rashmiranjanpalei4729
    @rashmiranjanpalei4729 7 дней назад +9

    ପ୍ରଣାମ,,, ଚମତ୍କାର

  • @gyanmahodadhi
    @gyanmahodadhi 8 дней назад +5

    ଅତି ସୁନ୍ଦର୍ ପରିବେଷଣ ❤

  • @ChandrasekharNanda-gs4lv
    @ChandrasekharNanda-gs4lv 11 дней назад +6

    ପରିବେଷଣ ସୁନ୍ଦର ଲାଗିଲା।

  • @shibaprasadsahoo6207
    @shibaprasadsahoo6207 5 дней назад +2

    Khub sundor paribesan 🎉.

  • @incometaxinspectorsubas
    @incometaxinspectorsubas 7 дней назад +2

    ଅତି ସୁନ୍ଦର ଭାବେ ବୁଝାଇଲେ

  • @silubehera6548
    @silubehera6548 3 дня назад +2

    ସଭୁଠୁ 1ନମ୍ବର ଗଉଡ଼ କାହିଁକିନା 80ବର୍ଷର ଲୋକ ଛେନା କ୍ଷୀର ଦହି ଗଉଡ଼ ଘର ଖାଦ୍ୟ 80ବର୍ଷ ପଯ୍ୟନ୍ତ ଖାଇ ପାରିବେ ୟାର ମାନେ
    କହନ୍ତି ଗଉଡ଼ଙ୍କର 80ବର୍ଷରେ ବୁଧି ବୋକା ଲୋକ ମାନେ 😊

  • @SanjaykumarsahuSanjay-uc9qc
    @SanjaykumarsahuSanjay-uc9qc День назад

    Bhala lagila gayaka mahasaya sunder katha

  • @saratkumarpradhan3468
    @saratkumarpradhan3468 4 дня назад

    ଅତି ସୁନ୍ଦର ପରିବେଷଣ

  • @sanjayakumarpanda2465
    @sanjayakumarpanda2465 2 дня назад

    Bohut bhala lagila apanank upasthapana

  • @pradiptakumarsahoo2015
    @pradiptakumarsahoo2015 16 часов назад

    Jay jagannath 🙏

  • @simdiaryu3565
    @simdiaryu3565 2 дня назад +1

    Ye kathata sunibaku bes bhala lagila dhanya bad

  • @R.hemantasahani
    @R.hemantasahani 7 дней назад

    ବହୁତ ବଢିଆ କଥା ଶିଖିବାକୁ ମିଳିଲା 🙏

  • @jagrutipanigrahi9649
    @jagrutipanigrahi9649 10 дней назад +2

    ଚମତ୍କାର ପରିବେଷଣ ସାର 👍👌
    ଜୟ ଜଗନ୍ନାଥ 🙏

  • @AshutoshChand-w5d
    @AshutoshChand-w5d 5 дней назад +1

    ସୁନ୍ଦର ଉପସ୍ଥାପନା

  • @pinkymajhi4774
    @pinkymajhi4774 3 дня назад

    ଚମତ୍କାର ଦର୍ଶନ ❤

  • @bijaymohanty2386
    @bijaymohanty2386 9 дней назад +1

    Excellent analysis.

  • @purandarkisan6289
    @purandarkisan6289 11 дней назад +1

    Bahut sundar bhabare Artha ta bujheidele sir gudia 15 tell 23 tanti kalekale bahut bahut dhnyabad jury.

  • @djamit228
    @djamit228 4 дня назад

    ବୋହୁତ ଭଲ ଉପସ୍ଥାପନା ଆଉ ଭଲରେ ବୁଝେଇ ଦେଲେ

  • @DebendraSwain-j6p
    @DebendraSwain-j6p 5 дней назад

    Bilkul sahi kaha aapne bahut bahut dhanyawad

  • @udayanath9720
    @udayanath9720 20 часов назад

    🙏👍

  • @shankarprasaddash7562
    @shankarprasaddash7562 8 дней назад +2

    ଆପଣଙ୍କ ବ୍ୟାଖ୍ୟା ଭଲ ଲାଗିଲା ।

  • @swayamprakashpattanaik1549
    @swayamprakashpattanaik1549 8 дней назад +1

    ଅଶେଷ ଧନ୍ୟବାଦ ମହାଶୟ।

  • @sachitramaharana3039
    @sachitramaharana3039 4 дня назад

    Bahut sundar gayak mahas❤aya

  • @janmejayjaysriramsasmal3906
    @janmejayjaysriramsasmal3906 6 дней назад +1

    ଆପଣ ଙ୍କ ପୋନ୍ ନମ୍ବର ଜୟ ଜଗନ୍ନାଥ ଜୟ

  • @nabakishoreroul2059
    @nabakishoreroul2059 5 дней назад +1

    Bahuto sundaro

  • @ASHOKKUMARSAHU-y1s
    @ASHOKKUMARSAHU-y1s 7 дней назад +1

    Bahut badhia

  • @KrushnaChandraSahoo-r7s
    @KrushnaChandraSahoo-r7s 12 дней назад +3

    Ati sundar pala.
    Krishna ch Sahoo Jharada Sadangi DKL

  • @manaskumarsahoo607
    @manaskumarsahoo607 2 дня назад

    ମଜା ଲାଗୁଛି 🎉

  • @truptiranjan9091
    @truptiranjan9091 10 дней назад +4

    Khub sundar pala paribesana bada delei sir

  • @sunilsethy1
    @sunilsethy1 5 дней назад

    ସୁନ୍ଦର ମହାଶୟ 🙏🙏🙏🙏

  • @ajaykumarbiswal4217
    @ajaykumarbiswal4217 7 дней назад +1

    🙏 ସୁନ୍ଦର କଥା 🙏

  • @selfevolution01
    @selfevolution01 2 дня назад

    ସୁନ୍ଦର

  • @mr.pradiptakumarsahoo9526
    @mr.pradiptakumarsahoo9526 10 дней назад +2

    ଅତି ସୁନ୍ଦର

  • @SusantaDas-ur1be
    @SusantaDas-ur1be 5 дней назад

    ଧନ୍ୟବାଦ ସାର

  • @biswajitsubudhi8236
    @biswajitsubudhi8236 8 дней назад +2

    Bhaut Sundar vabe bujeedele sir

  • @jagabandhudash1753
    @jagabandhudash1753 9 дней назад +1

    💐💐💐sundar 👍👍

  • @jagabandhubehera346
    @jagabandhubehera346 11 дней назад +6

    Jay jagannaath🙏🙏🙏🙏🙏

  • @jagannathsahu8818
    @jagannathsahu8818 6 дней назад +2

    ବ୍ରାହ୍ମଣ ୧୨ ତେଲି ୧୩ ତନ୍ତୀ ଯୁଗେ ଯୁଗେ ଗୌଡ଼ ୮୦

  • @TGmusic259
    @TGmusic259 9 дней назад +1

    Nice presentation 🎉

  • @SanjayMallick-ou8ks
    @SanjayMallick-ou8ks 3 дня назад

    ଆମେ ସବୁବେଳେ ଓଲଟା ବୁଝିଥିଲୁ କିନ୍ତୁ ଆଜି ବୁଝିଗଲି ନମସ୍ତେ ବେହେରା Vai teli vai tanti vai

  • @hsinformationandvlogs8057
    @hsinformationandvlogs8057 7 дней назад

    ଖୁବ୍ ସୁନ୍ଦର

  • @biswanathbehera7960
    @biswanathbehera7960 12 дней назад +5

    ଅଧାମ ଜାତି

    • @subashchandragouda7845
      @subashchandragouda7845 12 дней назад +3

      ଅଧମ ହେଲେ ପ୍ରଭୁଙ୍କୁ ପାଇବ l ଅଂହ ଭାବ ରହିଲେ ସମର୍ପଣ ଭାବ ଆସିବ ନାହିଁ l ଅଧମ ର ଅର୍ଥ କଣ ସମସ୍ତେ ଜାଣନ୍ତି ନାହିଁ

    • @SusantaDas-ur1be
      @SusantaDas-ur1be 5 дней назад

      ସଖାଳୁ ଉଠି ଭଂଜନ ଶୁଣ ଗୋପାଳ ନାମ ପ୍ରଥମେ ଶୁଣିବ

  • @uddhabadila6024
    @uddhabadila6024 4 дня назад

    Good sir

  • @jagabandhupattanayak5782
    @jagabandhupattanayak5782 2 дня назад

    ଏ ଲୋକ କଥା ମୁଁ ବି ଶୁଣିଚି ବ୍ରାହ୍ମଣ ବାର ଚଷା ବାଇଶି ତନ୍ତୀ କାଳେ କାଳେ ଗଉଡ଼ ଅଶି

  • @abhimanyunayak3831
    @abhimanyunayak3831 7 дней назад +1

    ବହୁତ ଭଲ

  • @nibasbehera3248
    @nibasbehera3248 6 дней назад +1

    କୋଉ ପୁରାଣରେ ଅଛି ନାଁ ସବୁ ମନଗଢା କାହାଣୀ ।

  • @priyaraniswain509
    @priyaraniswain509 8 дней назад +1

    Very nice 🎉🎉🎉

  • @karunakarnath4175
    @karunakarnath4175 10 дней назад +1

    Very very nice ❤🎉. Excellent performance.

  • @DeepakKumar-v1c9s
    @DeepakKumar-v1c9s 12 дней назад +3

    Super ❤

  • @maheswarnayak7806
    @maheswarnayak7806 4 дня назад +1

    ଆପଣଙ୍କ ଉପସ୍ଥାପନା ସମ୍ପୂର୍ଣ୍ଣ ଭୁଲ୍ ଏହା ତତ୍ତ୍ଵଭିତିକ ନୁହେଁ

  • @bkgamer4445
    @bkgamer4445 3 дня назад

    ୩କୋଡି,୧୫, ପାଞ୍ଚ, ମାନେ,
    ୩ଦୀନରେପୁତନାବଧ, ପାଞ୍ଚ ଦିନେ ଅଗା ବକାସୁର ବଧ ୧୫ଦିନେ,କଙସ କ୍ଷୁବ୍ଧ କରାଗଲା,

  • @nibaranamaharana519
    @nibaranamaharana519 10 дней назад

    Very good explanation as like sj sanatan das

  • @saisankarsahoo8365
    @saisankarsahoo8365 6 дней назад

    Super

  • @gokulchandra9249
    @gokulchandra9249 9 дней назад

    Nice presentation. Thanks

  • @lilamayasahu6669
    @lilamayasahu6669 4 дня назад

    ଗଉଡ଼ 80 permanet

  • @manasisatpathy
    @manasisatpathy 7 дней назад +1

    Super super super 🙏💝🎁

  • @bhubaneswarkhuntia2026
    @bhubaneswarkhuntia2026 10 дней назад

    Bhala paribesana . Namaskar

  • @bijayakumardebata8120
    @bijayakumardebata8120 4 дня назад

    ଏହା ପ୍ରକୃତ ଅର୍ଥ ନୁହେଁ।

  • @t.m.s.4175
    @t.m.s.4175 10 дней назад +1

    Sir khyma karibe mu jetiki janichi sunichi je prakrut dhag ti hela je bramhan 12 Chasa 22 tanti juge juge gauda 80 ❤❤❤Jay Jagnnath

    • @binayapanda3602
      @binayapanda3602 9 дней назад

      Aama anchala re kuhanti.... Karana kasi brahmana 22 paika 60 ku gauda 80.. Sudre sada sarbada bhusi...

    • @NarayanNayak-z6y
      @NarayanNayak-z6y 7 дней назад +1

      ଭାଇ ଶୁଦ୍ର ତାଲିକା କେଉଁ କେଉଁ ଜାତି ରହୁଛନ୍ତି

  • @balaramsahoo7059
    @balaramsahoo7059 11 дней назад +4

    Desa swadhin kala teli bania ebe desaku chalauchhi teli phir ............ Lekhiba bala ebe kahiba bala bodhe 80 wala.
    Jai Shree Ram 🌹🌹🌹🙏

  • @BijayaMallika-q2i
    @BijayaMallika-q2i 11 дней назад

    Behala lagila

  • @ArujunRout
    @ArujunRout 10 дней назад +1

    Very nice ❤❤❤❤❤🙏🙏🙏

  • @sontoskuna4731
    @sontoskuna4731 12 дней назад +3

    👌

  • @satrughnadahoo9193
    @satrughnadahoo9193 6 дней назад +1

    ଏ ଗାୟକ ଅଧା ପାଠୁଆ
    ଜ୍ଞାନୀ ହୋଇଥିଲେ Oes ବା ଆଇଏଏସ ହୋଇଥାନ୍ତା l
    ଠିକ୍ ହେଉଛି ତେଲି ତେର ଗୁଡ଼ିଆ ବାଇଶି..........

  • @pravakarapatta4626
    @pravakarapatta4626 11 дней назад +6

    ଯେତେବେଳେ ଭଗବାନ ଶ୍ରୀକୃଷ୍ଣ
    ଜନ୍ମହେଲେ ସେତେବେଳେ ମାଆ
    ଦେବକୀଙ୍କ ବୟସ ୬୦ବର୍ଷ ହୋଇଥିଲା ଓ
    ବସୁଦେବଙ୍କୁ ୮୦ ବର୍ଷ ବୟସ ହୋଇଥିଲା
    ସେଥିପାଇଁ ଗ‌ଉଡ ମାନଙ୍କୁ ଗ‌ଉଡ ୮୦ କୁହାଯାଏ ଭୁଲ ଥିଲେକ୍ଷମାକରିବେ

    • @rbstar461
      @rbstar461 11 дней назад

      ❤❤❤

    • @ODIAMOTIVATIONALSTORIES
      @ODIAMOTIVATIONALSTORIES 11 дней назад +8

      ଅଶି ଶବ୍ଦର ଅର୍ଥ ସଂଖ୍ୟା ବାଚକ (୮୦) ନୁହେଁ
      ଅଶି ଶବ୍ଦର ଅର୍ଥ ଖଣ୍ଡା ବା ତଲ୍ୱାର, ପୂର୍ବରୁ ଗୋପାଳ ମlନେ କ୍ଷତ୍ରିୟ ଥିବା ସମୟରେ ଖଣ୍ଡା ଧରୁଥିଲେ l
      ଗୋପାଳ ଜାତି ଅତି ଶାନ୍ତ ଶିଷ୍ଟ ଲୋକ ହୋଇଥିବାରୁ ଖଣ୍ଡା ତ୍ୟାଗ କରି ତା ବଦଳରେ କେନ୍ଦୁ ଗଛର ଡାଳ ରେ ବାଡ଼ି ପ୍ରସ୍ତୁତ କରି ଧାରଣ କଲେ l
      ଖଣ୍ଡା ତ୍ୟାଗ କରିବା ର ଅର୍ଥ = ଅଶୀ ବର୍ଜନ କରିବା
      ଅଶୀ ବର୍ଜିଆ କୁ ଅପଭ୍ରନ୍ସ କରି ଯେଉଁ ମlନେ ଅଶି ବାର୍ଷିଆ କହୁଛନ୍ତି
      ସେମାନେ ଚାଉଳ କୁ ଚାଉର କହନ୍ତି
      ପାରାଦ୍ୱୀପ ଏକ ବନ୍ଦର କୁ, ପାରାଦ୍ୱୀପ ଏକ ମାଙ୍କଡ଼ କୁହନ୍ତି

    • @bidyadharbarik4599
      @bidyadharbarik4599 8 дней назад

      ଯେତେବେଳେ କୃଷ୍ଣ ଦେବକୀ ମାତାଙ୍କ ଗର୍ଭରୁ ଜନ୍ମ ହେଲେ କଂସ ଭୟରେ ବସୁଦେବ ଟୋକେଇରେ ମୁଣ୍ଡେଇ ନିଶାର୍ଧରେ ନନ୍ଦ ରାଜାଙ୍କ ଘରକୁ ନେଉଥିଲେ ବାଟରେ ଉଗ୍ରସେନ ଖଣ୍ଡା ଧରି ବାଟ ଓଗାଳୀ ଥିଲେ ଏବଂ କହିଥିଲେ ମୁଣ୍ଡରେ ମୁଣ୍ଡେଇ କଣ ନେଉଛୁ କହ ଏହା କହି ହାତରେ ଧରିଥିବା ଖଣ୍ଡା ଉଠାଇଥିଲେ ସେ ସମୟରେ ବସୁଦେବ କହିଥିଲେ ଅଶିବରସେଣ ବାଳ ନାଶ

    • @papundandasena7901
      @papundandasena7901 7 дней назад

      ​@@ODIAMOTIVATIONALSTORIESମୁଁ ସ୍ପଷ୍ଟ ଉତ୍ତର ଦେଉଛି ସାର୍

    • @papundandasena7901
      @papundandasena7901 7 дней назад

      ​@@ODIAMOTIVATIONALSTORIESଗ୍ରୀୟରସନ୍, କେନେଡି, ଭଣ୍ଡାରକର ଆଦି ସ୍ବଦେଶୀ ଓ ବିଦେଶୀ ଐତିହାସିକଗଣ ଯାଦବମାନଙ୍କୁ ଭାରତର ସର୍ବପ୍ରାଚୀନ ଜାତି ବୋଲି ମତ ଦେଇଛନ୍ତି ।
      ଷାଠିଏ/ଅଶି ବର୍ଷିଆ ପ୍ରସଙ୍ଗ
      ଅନେକ ସମୟରେ ଅନେକ ଅସହିଷ୍ଣୁ ଲୋକ ଯାଦବଙ୍କୁ ଷାଠିଏ ବର୍ଷିଆ, ଅଶି ବର୍ଷିଆ ଆଦି ଆକ୍ଷେପ କରିଥାନ୍ତି। ତେବେ ବାସୁବିକ କଥା ସଂପୂର୍ଣ୍ଣ ଭିନ୍ନ। ଏହି ଲୋକାକ୍ତି ମଧ୍ୟରେ ଅନେକ ଗୁଢ ତତ୍ତ୍ବ ନିହିତ ରହିଛି। ଏହା ପୌରାଣିକ, ଐତିହାସିକ, କିମ୍ବଦନ୍ତୀକୁ ନେଇ ଗତିଶୀଳ ହୋଇଛି। ତେଣୁ ଏ ବିଷୟରେ ସମସ୍ତେ ଅବଗତ ହେବା ଜରୁରୀ ।
      ପ୍ରସଙ୍ଗ: ୧
      ଦ୍ବାପର ଯୁଗର କଥା । ଗୋଳକ ବିହାରୀ ଶ୍ରକୃଷ୍ଣ ଦୁଷ୍ଟ ଦଳନ ଓ ସନ୍ଥ ପାଳନ ପାଇଁ ପରମ ପବିତ୍ର ଯଦୁ ବଂଶରେ ଜନ୍ମ ଗ୍ରହଣ କରିଥାନ୍ତି। ସେ ବଡ ଭାଇ ବଳରାମ ଓ ଗୋପର ଗୋପାଳ ବାଳକ ମାନଙ୍କ ସହ ପ୍ରତିଦିନ ଗାଇ ଚରାଇବାକୁ ବଣକୁ ଯାଆନ୍ତି। ଦିନେ ଗୋଗଷ୍ଟରେ ଗୋପ ବାଳକ ମାନଙ୍କୁ ଡାକି ଶ୍ରୀକୃଷ୍ଣ କହିଲେ ତୁମେ ମାନେ ଘରକୁ ଯାଇ ଯାହାବି ଅସ୍ତ୍ର ଶମ୍ଭୁ ଅଛି ନେଇଆସ। ଗୋପାଳମାନେ କହିଲେ ଅସ୍ତ୍ର ଶସ୍ତ୍ରକୁ ନେଇ କ'ଣ କରିବା? ସେସବୁ ଆମର ସୁରକ୍ଷା ପାଇଁ ଘରେ ରହିଥାଏ। କୃଷ୍ଣ କହିଲେ ଅସ୍ତ୍ର ଶସ୍ତ୍ର ତ ଘରେ ରହିଛି, ଏଠି (ବଣରେ) ତୁମେ ମାନେ କିପରି ଶତ୍ରୁର ମୁକାବିଳା କରିବ ??? ତେଣୁ ମୋ କଥା ମାନି ଘରୁ ସବୁ ଅସ୍ତ୍ର ନେଇଆସ, ତା'ପରେ ବାକି କଥା? କୃଷ୍ଣ ପୂର୍ବରୁ ଗୋବର୍ଦ୍ଧନ ପର୍ବତ ଧାରଣ କରି ଗୋପପୁରକୁ ଇନ୍ଦ୍ର କୋପରୁ ରକ୍ଷା କରିଥିଲେ, ତେଣୁ ତାଙ୍କ ଉପରେ ସମସ୍ତ ଗୋପାଳ ମାନଙ୍କ ଯଥେଷ୍ଟ ଭରସା ଥାଏ। ତେଣୁ କୃଷ୍ଣଙ୍କୁ ଏକା ଛାଡି ବଳରାମ ସମେତ ସମସ୍ତ ଗୋପାଳ ଗୋପପୁରକୁ ଯାଇ ସମସ୍ତଙ୍କ ଘରୁ ଅସ୍ତ୍ର ସଂଗ୍ରହ କରି ଗୋଗୋଷ୍ଠକୁ ଆଣିଲେ। କୃଷ୍ଣ ଆଗେ ଆଗେ ଚାଲିଲେ ବିନା ବାକ୍ୟ ବ୍ୟୟରେ ଗୋପ ବାଳକ ମାନେ ତାଙ୍କର ଅନୁଧାବନ କଲେ। ପରିଶେଷରେ କୃଷ୍ଣ ଜମୁନା ନଦୀ ତଟରେ ଠିଆ ହେଲେ। ସମସ୍ତଙ୍କ ହସ୍ତରୁ ଅଶି (ଅସ୍ତ୍ର) ନେଇ ସେ ଯମୁନାରେ ନିକ୍ଷେପ କଲେ। ଏହା ପରେ ଗୋପାଳ ମାନଙ୍କୁ ସମ୍ବୋଧିତ
      କରି ସେ କହିଲେ ହେ ମୋର ପ୍ରିୟ ଗୋପାଳଗଣ ଆଜି ଠାରୁ ଗୋପ ପୁରରେ ରକ୍ତପାତ ହେବନାହିଁ। କେହି ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଅସ୍ତ୍ରର ବ୍ୟବହାର କରିବେ ନାହିଁ। ଦୁଷ୍ଟ ସଂହାର ପାଇଁ ମୁଁ ଅବତାର ଗ୍ରହଣ କରିଛି। ତେବେ ଦଷ ଅସର ମାନଙ୍କ ସଂହାର ପାଇଁ ଗୋପରେ ମୁଁମଧ୍ଯ ଅସୁର ବ୍ୟବହାର କରିବିନାହିଁ । ଆଜି ଠାରୁ ସଂସାରକୁ ଶିକ୍ଷା ଦେବାପାଇଁ ଏହି ଅଶି ବିସର୍ଜନ କରାଗଲା। ଏହାପରେ କୃଷ୍ଣ ଗୋପ ବାଳକ ମାନଙ୍କୁ କେନ୍ଦୁ ବାଡି ସଂଗ୍ରହ କରିବାକୁ କହିଲେ। ଗୋପାଳମାନେ କେନ୍ଦୁ ବାଡି ନେଇ ଆସିଲେ। କୃଷ୍ଣ ବଡ ଭାଇ ବଳରାମଙ୍କୁ ବାଡି ଖେଳର ଶିକ୍ଷା ଦେବାପାଇଁ ଅନୁରୋଧ କଲେ। ବଳରାମ ଇଷ୍ଟ ଦେବାଦେବୀଙ୍କ ପୂଜାର୍ଚ୍ଚନା କରି ଗୋପ ବାଳକ ମାନଙ୍କୁ ବାଡି ଖେଳ ଶିକ୍ଷା ଦେଲେ। ବାଡି ଖେଳର ଦ୍ବାଦଶ ଛାନ୍ଦ ଅଳ୍ପ ଦିନ ମଧ୍ୟରେ ସମସ୍ତେ କରାଗତ କରିଗଲେ। ଜଣେ ଜଣେ ଏକା ସାଙ୍ଗରେ ଦଶ/ବାର ଜଣଙ୍କୁ ସମ୍ନା କରୁଥାନ୍ତି। ଖଣ୍ଡିଏ ବାଡି ଗୋପ ବାଳକ ମାନଙ୍କୁ ଅଶି ଠାରୁ ଅଧିକ ସୁରକ୍ଷା ଦେଇ ପାରିଲା। ଗୋପପୁର ରେ ଯାଦବମାନେ ଅଶି ବର୍ଜିତ କରିଥିବାରୁ ପରବର୍ତ୍ତୀ ସମୟରେ 'ଅଶି ବର୍ଜିଆ' ଅପଭ୍ରଂଶ ହୋଇ ଅଶି ବର୍ଷିଆ ଓ ପରେ ଅଶି ବର୍ଷିଆ ହୋଇଛି।
      ପ୍ରସଙ୍ଗ: ୨
      ଖ୍ରୀଷ୍ଟାବ୍ଦ ଚତୁର୍ଥ ଶତାବ୍ଦୀରେ ମହାକାନ୍ଧାରରେ ‘ବ୍ୟାଘ୍ରରାଜ' ନାମକ ଜଣେ ଶାସକ ଶାସନ କରୁଥିଲେ। ଏହ୍ଲାବାଦ ସ୍ତମ୍ଭ ଶିଳାଲେଖ ଅନୁଯାଇ ସମ୍ରାଟ ସମୁଦ୍ରଗୁପ୍ତ ପ୍ରାୟ ଖ୍ରୀଷ୍ଟାବ୍ଦ ୩୫୦ରେ ଦକ୍ଷିଣ ଭାରତକୁ ଯୁଦ୍ଧାଭିଯାନ କରିଥିଲେ। ସମୁଦ୍ରଗୁପ୍ତ ଦକ୍ଷିଣ କୋଶଳର ରାଜା ମହେନ୍ଦ୍ର ଓ ମହାକାନାର ରାଜା ‘ବ୍ୟାଘ୍ରରାଜ'ଙ୍କୁ ପରାସ୍ତକରିଥିଲେ। ପ୍ରାଚୀନ କାଳରେ ମହାକାନ୍ତାର, କାନ୍ତାର, ଆଟବିକ, ବିଦ୍ୟାଧର ରାଜ୍ୟ, ଇନ୍ଦ୍ରବଣ, କାରୁଣ୍ଡ ଆଦି ବିଭିନ୍ନ ନାମରେ ନାମିତ ହୋଇଥ‌ିବା କଳାହାଣ୍ଡିର ଏକ ସମୃଦ୍ଧ ପୃଷ୍ଠ ଭୂମୀ ରହିଛି। ବ୍ୟାଘ୍ରରାଜଙ୍କ ପରେ ଏହି ଅଞ୍ଚଳରେ ବାକତକ/ଦ୍ବାରକ ରାଜବଂଶ (୫ମ - ୬ଷ୍ଠ ଶତାବ୍ଦୀ), ପଣ୍ଡୁ ବଂଶିୟ ବା ସୋମ ବଂଶ (୭ମ ଶତାବ୍ଦୀ) ର ଶାସନ ଚାଲିଥିଲା। ସୋମବଂଶୀ ରାଜା ହର୍ଷଗୁପ୍ତ ମଗଧ ସମ୍ରାଟ ସୂର୍ଯ୍ୟ ବର୍ମନଙ୍କ କନ୍ୟା ବାସଟଙ୍କୁ ବିବାହ କରିଥିଲେ। ସୋମବଂଶୀ ଶାସନର ୬୦ ବର୍ଷ ମଧ୍ୟରେ ମଗଧରୁ ୬୦ରୁ ଅଧିକ ମଗଧା ଯାଦବ ବଂଶ ଏହି ଅଞ୍ଚଳକୁ ଆସି ବସବାସ କରିବାକୁ ଲାଗିଲେ। ତେଣୁ ସେମାନଙ୍କୁ ଷାଠିଏ ବର୍ଷିଆ ବୋଲି ମଧ୍ୟ କୁହାଯାଇଥାଇପାରେ।

  • @kirtimayeesahoo4162
    @kirtimayeesahoo4162 6 дней назад

    Good

  • @rajkishoreparida2370
    @rajkishoreparida2370 8 дней назад +1

    ଘରେ ନ ରୁହନ୍ତି ଗୌଡେ ବଡ ଉତ୍ତମ ଜାତି.

  • @pradeep7554
    @pradeep7554 8 дней назад

    Ekadam thik paribesan karichanti

  • @AbhimanyuBehera-mw7mq
    @AbhimanyuBehera-mw7mq 9 дней назад

    Very nice taking

  • @ranjanmahakud8903
    @ranjanmahakud8903 6 дней назад

    Sundara

  • @niranjanmohapatra849
    @niranjanmohapatra849 6 дней назад

    🙏🙏🙏

  • @kailashmishra656
    @kailashmishra656 9 дней назад

    Excellent

  • @SureshChandra-b6t
    @SureshChandra-b6t 6 дней назад

    Wow

  • @SanjayKumarBarik-c6x
    @SanjayKumarBarik-c6x 10 дней назад

    Ati sundar pala pribesana,gayakanka naa kan

  • @afreenshkunmun
    @afreenshkunmun 6 дней назад +1

    ବ୍ରାହ୍ମଣ 12,ଚୋଷା 22

  • @shhankimasti8628
    @shhankimasti8628 10 дней назад

    Very beautiful

  • @Babulsahu95
    @Babulsahu95 5 дней назад

    Gudia 12 ✅✅✅

  • @NimaincharanDas-in9ko
    @NimaincharanDas-in9ko 11 дней назад +1

    Nice❤

  • @TophanBehera-x4v
    @TophanBehera-x4v 8 дней назад

    Right

  • @ManojKumar-lb4ye
    @ManojKumar-lb4ye 11 дней назад +1

    Good ❤

  • @kkbbdkkbbs2319
    @kkbbdkkbbs2319 3 дня назад +1

    Krushna 80yer maa yasada tharu khirakhithile

  • @niranjangiri5151
    @niranjangiri5151 7 дней назад +1

    Niranjan Giri ⚀ 1:40 1:43 1:45

  • @rukmanasahu5555
    @rukmanasahu5555 11 дней назад +2

    Bramhane 12 Teli 22 Tanti juge juge Gauda 80.

  • @indian5626
    @indian5626 11 дней назад +4

    Emiti Sabu divided Heiki thao…2025 haba 😂😂😂