ଆପଣାନ୍ତୁ ଏହି ଟିପ୍ସ ରୁହନ୍ତୁ ରୋଗଠୁ ଦୂରରେ

Поделиться
HTML-код
  • Опубликовано: 27 ноя 2024
  • ଆପଣାନ୍ତୁ ଏହି ଟିପ୍ସ ରୁହନ୍ତୁ ରୋଗଠୁ ଦୂରରେ
    #ଓଡ଼ିଆ
    #odiahealthtips
    #drsenapati
    #healthandfitness
    #healthandwellness
    #odisha
    #otv
    ନିରୋଗୀ ରହିବା ମନ୍ତ୍ର
    ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଆମେ ଅନେକ ସମୟରେ ବହୁ ରୋଗରେ ଆକ୍ରାନ୍ତ ହୋଇଥାଉ | ଦିନକୁ ଦିନ ରୋଗ ଏବଂ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି | ସ୍ଵାସ୍ଥ୍ୟ ବିଜ୍ଞାନ ଯେତେ ଯେତେ ଉନ୍ନତି କରୁଛି, ସେତେ ସେତେ ନୂଆ ନୂଆ ରୋଗ ସୃଷ୍ଟି ହେବାରେ ଲାଗିଛି | ଏସବୁରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ନିଜ ଜୀବନଶୈଳୀରେ ଟିକେ ସତର୍କତା ଟିକେ ସଚେତନତା ଆଣିବାକୁ ହେବ |
    ଆଜିର ଏହି ଭିଡ଼ିଓରେ ଆମେ କିଛି ବଛା ବଛା ସ୍ଵାସ୍ଥ୍ୟ ଟିପ୍ସ ଜାଣିବା ଯାହାକି ଆପଣଙ୍କୁ ନିରୋଗୀ ରହିବାରେ ସାହାଯ୍ୟ କରିବ |
    Hello this is Dr Shiba Prasad Senapati making such health related videos on common health issues for public awareness and their treatment in odia language along with medicine and home remedies.
    Watch my videos,do like and share with your family members and friends.
    Don't forget to subscribe our channel for more such videos.
    Thank you 🙏

Комментарии • 625