Комментарии •

  • @samirnayak3768
    @samirnayak3768 3 месяца назад +39

    25 ବର୍ଷ ର ସରକାରର କର୍ମଫଳ 1 ମାସ ହୋଇନଥିବା ସରକାର ପାଖରେ ଦାବି. ଅଳ୍ପ ସମୟ ଦିଅନ୍ତୁ ନିବେଦନ ନିଶ୍ଚିତ ଫଳପ୍ରଦ ହେବ.

    • @manojbar2958
      @manojbar2958 3 месяца назад +6

      Double engine should run fast .... morning shows the day....laguchi kn agaku heba

    • @Skumar-qd3rx
      @Skumar-qd3rx 3 месяца назад

      @@manojbar2958 ନବୀନ ପଟ୍ଟନାୟକ ଙ୍କୁ ତ ମୁକ କରେଇ ଦେଇ ଥିଲେ ଏବେ ଓଡ଼ିଶା ଭାବୁଛି ସବୁ ମାଗଣା ମିଳୁ ଆମେ କିଛି କାମ କରିବୁ ନାହିଁ

    • @ROPALINTUTORIAL
      @ROPALINTUTORIAL 3 месяца назад +1

      Aagyaan eita joining pain dabi
      25 barsha saha yara kichhi samparka nahi
      Dayakari kn hoichhi bujhantu🙏

    • @jaynatibalaMansingh-qj4cs
      @jaynatibalaMansingh-qj4cs 3 месяца назад +1

      Ame pariba dara ki tela dara kameibaku kahunu.. appointment dab katha kahuchu..jouta ra processing alomost sarijaichi bas appoinment baki achhi....najani rajaniti karatunu

    • @recreationalvideo...4231
      @recreationalvideo...4231 3 месяца назад +1

      Agyan sabu proces sarichhi ....Merit list ... Document verification sabu just khali Court ra sunani asila pare joining deba katha ....but court raya asiba 1 month pakha pakhi hoigalanii tathapi joining nahin ......sabu process sariki b jadi etk late heba .......tahele new recruitment pura starting ru gote kete time neba ehi sarakar ?????

  • @nabakishoresubudhi2647
    @nabakishoresubudhi2647 3 месяца назад +15

    ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ମିଶାଣ, ଫେଡ଼ାଣ କାହିଁକି ଆସୁନି.... ?

    • @banitasethi656
      @banitasethi656 3 месяца назад +2

      School re sufficient teacher hele ta patha padheibe sir gotie techer re school chalile techer ku alga work re time debaku paduchi se ketevele patha padheiba

    • @ROPALINTUTORIAL
      @ROPALINTUTORIAL 3 месяца назад

      @@nabakishoresubudhi2647 karana bidyalaya re sikhyaka nahanti

    • @Bhakti_Sudha_official
      @Bhakti_Sudha_official 3 месяца назад

      Sarakarankata sikhya byabasta pain

    • @anilkumarsahoo794
      @anilkumarsahoo794 3 месяца назад

      Insufficient teachers in school pain.1-8class pain only 2teachers maximum primary and upper primary school re

    • @ManojBeher-ic3ys
      @ManojBeher-ic3ys 3 месяца назад

      Amanka pila govt school ku jauchhanti ki? first do it rules then think

  • @satyabannaik4539
    @satyabannaik4539 3 месяца назад +16

    ବିଜେଡି ସରକାର ସେତେବେଳେ ଥିଲା l ଏହା ଏକ ପୁରୁଣା କେସ l ବିଜେଡି ଜାଣିଶୁଣି ଏ ସବୁ କରୁଥିଲା l କିନ୍ତୁ ନିଶ୍ଚିତ ଏ ସରକାର ମୋହନ ସରକାର ଆପଣମାଙ୍କର ଦୁଃଖ ଦୂରହେବ l

  • @dillipjena5818
    @dillipjena5818 3 месяца назад +12

    ମେଡାମ୍ ଆପଣଙ୍କ କଥା ଠିକ୍,ହେଲେ ଆଉ ୬ ମାସ ଅପେକ୍ଷା କରିବାକୁ ପଡ଼ିବ । କାରଣ ଏବେ ନୂଆ ଦାୟିତ୍ଵ ଗ୍ରହଣ କରିଛନ୍ତି ।

  • @K_Tarun91
    @K_Tarun91 3 месяца назад +4

    Thank you CHANDRAMA KHABARA

  • @MNMP2024
    @MNMP2024 3 месяца назад +8

    This issue should be the top priority !

  • @Narmada-s3y
    @Narmada-s3y 3 месяца назад

    ଅତି ସୁନ୍ଦର🎉🎉🎉

  • @Narmada-s3y
    @Narmada-s3y 3 месяца назад

    ମା ଶେଷ ପର୍ୟ୍ଯନ୍ତ ସମସ୍ତ ଉଦ୍ୟମ ଜାରି ରଖ🎉🎉🎉

  • @Belalsenkanhar-c7b
    @Belalsenkanhar-c7b 3 месяца назад +5

    କଣ ପାଠ ପଢ଼େଇ ଛନ୍ତି ପିଲାଙ୍କୁ ମିଶାଣ ଫେଣାଣ ଆସୁନି, କିନ୍ତୁ ରାଜ ରାସ୍ତା ରେ କାହିଁକି

  • @PrakashMahapatra-z8r
    @PrakashMahapatra-z8r 3 месяца назад +5

    Be confident. Don't loose hope. Definitely work will proceed.

  • @rakeshmishra4441
    @rakeshmishra4441 3 месяца назад

    Welcome👍👍.It must be fulfilled.

  • @golapchandrasahu1297
    @golapchandrasahu1297 Месяц назад

    କିଛି କରିବେ ନାହିଁ ନବୀନ ପଟ୍ଟନାୟକ ପାଖକୁ ଯାଆ ଏହା ପୁରୁଣା କଥା ।

  • @artbymkb3810
    @artbymkb3810 3 месяца назад +6

    Give joining as soon as possible and abolished contractual system from junior teacher

  • @duryadhanmahanta8441
    @duryadhanmahanta8441 3 месяца назад

    ଚାକିରୀ ଛାଡ଼ି ଦେଉନ

  • @chakarasahoo276
    @chakarasahoo276 3 месяца назад

    Bhala Rajaniti

  • @silpibrajendrarout5921
    @silpibrajendrarout5921 3 месяца назад

    କଂଗ୍ରେସ ସରକାର ହୋଇଥିଲେ କିଛି ଶୁଣି ନ ଥାନ୍ତ। ଅପେକ୍ଷା କରନ୍ତୁ ଠିକ୍ ହେଇଯିବ

  • @MithunNaik-ju3tb
    @MithunNaik-ju3tb 3 месяца назад +5

    ନେବିନ ଙ୍କ ଘରକୁ ଯାଅ ଜଲଦି ହେଇଯିବ ଏତେ ବର୍ଷ ନବୀନ ଶାସନ କରିଲା କାଇଁ ତ ତାଙ୍କ ଘରେ ଯାଇ ବାସିନଥିଲ, ଆଜି ଚାଲି ଆସିଛ.. ଟିକେ ଟାଇମ ଦିଅରେ ଧୀରେ ଧୀରେ ସବୁହେବ

    • @banitasethi656
      @banitasethi656 3 месяца назад

      Apana ama jagare thile janithante kete time dia galani aspirants mananka mental condition kn achhi apana janichanti ki...kichhi na jani khali politics karibaku palei asile

  • @sunilpanda9290
    @sunilpanda9290 3 месяца назад +1

    ଶିକ୍ଷକ ମାନେ ପାଠ ପଢାଇ ଭଲ ଛାତ୍ର ତିଆରି କରୁନାହାନ୍ତି, କେମିତି ଦରମା ପାଇବୁ ଭଲରେ ଚଳିବୁ, ପିଲାମାନଙ୍କୁ, ±÷×ଦିଅନ୍ତୁ ଦେଖିବା କେମିତ ଉତ୍ତର ଦେବେ, private ସ୍କୁଲ ପିଲା govt ସ୍କୂଲ ପିଲାଙ୍କ ଭିତରେ ପ୍ରଭେଦଃ ଦେଖ, ସବୁ ଘରୋଇ କରଣ ହୋଇଗଲାଣି, ସ୍କୂଲ ଘରୋଇକରଣ କରାଯାଉ, 👌

  • @PrasantBehera-b1u
    @PrasantBehera-b1u 3 месяца назад +8

    Paribartan hoichi madam ethara aau asubidha hebani

  • @JayBamanVeer04
    @JayBamanVeer04 3 месяца назад +1

    ନବୀନ ସରକାରଙ୍କ ପାଖକୁ ଯାଇନାଥିଲ କଣ ପାଇଁ

  • @sibaprasadmishra7263
    @sibaprasadmishra7263 3 месяца назад +3

    2 godia jantu bahut dengerous... But jaldi recruitment karajau students manankapai...

  • @thefurnituretechnicianbijo5267
    @thefurnituretechnicianbijo5267 3 месяца назад +6

    କିଛି ହବନି ନବିନ ପାଖକୁ ଜାଅ

    • @jaynatibalaMansingh-qj4cs
      @jaynatibalaMansingh-qj4cs 3 месяца назад +1

      Tamara jaha problem haba tame bi Naveen pakhhku jiba heri rajaniti karibaku...ame rajaniti nuhna nija hak magibaku jaithilu

    • @tusarkantasahu1064
      @tusarkantasahu1064 3 месяца назад

      😂😂

  • @musicon5982
    @musicon5982 3 месяца назад +15

    24 ବର୍ଷ କେଉଁଠି ଥିଲ?ଆଉ କିଛି ଦିନ ଅପେକ୍ଷା କର । କେଉଁ ସରକାର ର ଭୁଲ ସେଇ କଥା କୁହ ।ନାଇଁ ତ ଏଟା ଗୋଟେ ବଡ ଷଡ଼ଯନ୍ତ୍ର ଭଳିଆ ଲାଗୁଛି।

    • @Ddxyz-b9n
      @Ddxyz-b9n 3 месяца назад +1

      Kn ta janicha primary teacher nka Kete kharap abasta ,ebe bi contractual achi ,and joining bi 1 year hoigalani hoinahi e jaen.

    • @musicon5982
      @musicon5982 3 месяца назад

      @@Ddxyz-b9n ସେମିତି ସମସ୍ତଙ୍କ ସମସ୍ୟା ଅଛି ।ସରକାର କୁ ଗୋଟେ ମାସ ବି ପୁରିନି ଆଉ ଧର୍ମଘଟ ମାନେ କଣ?ଯାହା ପୁରୁଣା ସରକାର କରିଥାନ୍ତା ।ସେମିତି ସବୁ ସୋମ ବାର grevence ବି ହଉଛି ଜଣେ ଦୁଇ ଜଣ leader ଯାଇକରି ସାକ୍ଷାତ କରିଥାନ୍ତ ଯଦି କିଛି ଶୁଣି ନଥାନ୍ତେ କିଛି ପଦକ୍ଷେପ ନେଇ ଥାନ୍ତ।ଏଟା ପ୍ରାୟୋଜିତ ଭଳିଆ ହେଇ ଗଲା।

    • @Ddxyz-b9n
      @Ddxyz-b9n 3 месяца назад

      @@musicon5982 are are tume ta kichi bi Jani naha ,samastanka sange katha sarichi ,pila mane 18 June ru court verdict asila parathu ,samastanku dekha karisarileni ,tathapi government tarafaru kichi bi statement asinahi ,au kete Dina pila mane dharjya dhari rahiparibe ,jadi tanka Katha kehi bi sunibe nahi then andolana hin last option,,tume jadi nije tanka jagare thanta then tanka manasika stiti bisayare thik bujhi parithanta ,,BJD sarkar emiti thakithile boli ame samaste misi tanku hareidelu ,and sabu pila BJP ku ethi pain vote dele j se kichi change Kariba boli ,but semane ta tike statement bi deu nahanti pilanka joining ku nei ,new government pain hueta matra gote month hoipare but ehi pila mane vote purbaru wait Kari Kari besta hoigaleni

    • @newstatus7236
      @newstatus7236 3 месяца назад +1

      To bapa karichi

    • @Ddxyz-b9n
      @Ddxyz-b9n 3 месяца назад

      @@newstatus7236 to bapa ta

  • @BijaykumarDehury-zc9nb
    @BijaykumarDehury-zc9nb Месяц назад

    Jete Sabu rally,strike,andulan, High level officer Mane wanting , must all demands fullfill hoijiba.

  • @samirnayak3768
    @samirnayak3768 3 месяца назад +2

    ଭଗବାନ ଙ୍କ ଘରେ ଡେରି ହୋଇପାରେ ଅନ୍ଧାର ନାହିଁ, ନିଶ୍ଚିତ ଆପଣମାନଙ୍କ ପାଇଁ ଖୁସି ଖବର ଆସିବ, ଅପେକ୍ଷାର ଅନ୍ତ ହେବ, ଇଣ୍ୱର ନିଶ୍ଚିତ ଆପଣଙ୍କ କଥା ଶୁଣିବେ.

  • @paramanandamahanta9862
    @paramanandamahanta9862 3 месяца назад +7

    Navin ku dekha kara

    • @newstatus7236
      @newstatus7236 3 месяца назад

      To bapa ki be

    • @jaynatibalaMansingh-qj4cs
      @jaynatibalaMansingh-qj4cs 3 месяца назад

      Navin ku ki dekhhakaribu rajaniti Kariba amara udesha nuhna..ama hak ame ama sarkara ku maguchu

  • @bibekanandaray4591
    @bibekanandaray4591 3 месяца назад

    ନୂଆ ସରକାର ଆସିଛି, ଆଉଥରେ ପରୀକ୍ଷା କରାଯାଏ ଠିକ ହେବ।

  • @dayanidhinaik2573
    @dayanidhinaik2573 3 месяца назад

    ମୋହନ ସରକାର ନିଜର ବଜେଟ ଆଣି ନାହିଁ | ତେଣୁ ଡେରି ହୋଇ ପାରେ...

  • @tariniprasadprusty2396
    @tariniprasadprusty2396 3 месяца назад +5

    Kichi kari ba ni mohan sarkar

  • @pithasoren999
    @pithasoren999 3 месяца назад +2

    ନବିନ ପଟନାଏକଙ୍କୁ କେବେ ଦେଖା କରିଥିଲ ?

    • @tulusirdaspattanayak5671
      @tulusirdaspattanayak5671 3 месяца назад +1

      ନା ନବୀନ ପଟ୍ଟନାୟକଙ୍କୁ କାହିଁକି ଦେଖା କରିବା ଏହି ମାଝୀ ସାର୍ ଆସି ଆମ ପାଖରେ ବିନା ନିମନ୍ତ୍ରଣ ରେ ବସି ଆମକୁ କହିଥିଲେ ଆମ ଡବଲ ଇଞ୍ଜିନ ଆସିଲେ ସଵୁ ତାଡିକି ଫିଙ୍ଗି ଦେବା ସେଥିପାଇଁ ଏ ଟାଉଟର କୁ ଗାଦି ରେ ବସାଇଲୁ।ଏହାର ଫାଣ୍ଡି ଏତେ ବଡ ହୋଇଗଲା ଯେ ଡାକିଲେ ବି ଆସୁନି।
      ଏଣୁ ଆପଣ ମାଡାମ ତାହାର ରିପ୍ରଣ୍ଟିବ ହୋଇ ଆସି ଏହି ପ୍ରଶ୍ନ ଟା ସଭାରେ ପଚାରନ୍ତୁ ଦେଖିବା କଣ ହେଉଛି 😅😅😅

    • @sapankumarbhoi
      @sapankumarbhoi 3 месяца назад +1

      ତମ ଭଳିଆ ମୂର୍ଖ ମାନଙ୍କ ପାଇଁ ଆଜି ରାଜ୍ୟର ଶିକ୍ଷା ଅବସ୍ଥା ଖରାପ ସ୍କୁଲ ରେ ଶିକ୍ଷକ ନାହାନ୍ତି କୋଉଠି ପିଲା ମାନଙ୍କୁ ପିଅନ ପାଠ ପଢ଼ାଉଛନ୍ତି। ତୁ ଆସିକି ରାଜନୀତି କରୁଛୁ।

    • @ROPALINTUTORIAL
      @ROPALINTUTORIAL 3 месяца назад +1

      Dekha karidele kn heba Aagyaan ama dukha taw saruni kehi bujhunahanti

  • @manojdehury6274
    @manojdehury6274 3 месяца назад +1

    ଗୋଆ ସ୍କୁଲରେ ପାଠ ପଠାଉଛ ଦୋରୋମା ବେଶିନେଉଚୋ

  • @sangramtripathy1782
    @sangramtripathy1782 3 месяца назад

    kuade thila didi

  • @preetihembramofficial
    @preetihembramofficial 3 месяца назад

    ଭଲ କଥା କହିଲ ଭଉଣୀ। ଏବେ କିଛି ହେବ ବୋଲି ଆଶା ରହିଚି

  • @GaneshJena-mr1hf
    @GaneshJena-mr1hf 3 месяца назад +1

    ନୂଆ ସରକାର ଦେଖି ଏମିତି ସମସ୍ତେ ଯାତ୍ରା କଲେ ହେବନି ଯଦି ନୂଆ ମୁଖ୍ୟମନ୍ତ୍ରୀ କୁ ଯଥେଷ୍ଟ ସମୟ ଦିଆ ନ ଯାଏ ତାହେଲେ ଏ ଶିକ୍ଷିତ ସମାଜ ବଦନାମ ହେଵା ଥର । ପାଠ ର result ବି ଦେଖ ନା , ଅନ୍ୟ ସରକାର ଥିଲା ବେଳେ କ'ଣ ହୋଇ ଥାନ୍ତା ବି ଦେଖନା । ଅଧିକ ପୁରୁଣା କଥା ଟା ବି ଦେଖନା। ନିଜେ ବିଚାର କରି ଦେଖନା । ନିଜେ ମୁଖ୍ୟମନ୍ତ୍ରୀ ହୋଇ ଥିଲେ ମାସକ ଭିତରେ କ'ଣ କରିଥାନ୍ତ ଦେଖନା । ନିଜର ମନ ନିଜ ଗୁରୁ ଉଦ୍ଧଵ କେତେ ତୁ ପଚାରୁ । ( ଭାଗବତ)

  • @asharanilakra8497
    @asharanilakra8497 3 месяца назад

    Yes government give them soon joining letter.There are no junior teachers for primary sections students r facing many problems.

  • @SidharthaMunda-t6k
    @SidharthaMunda-t6k 3 месяца назад +2

    ପିଲାମାଙ୍କପାଠ‌ରେତ ଜିରୁ ତମେଆଶିଚକ‌ଆଡେ

  • @TrinathMajhi-ob4vf
    @TrinathMajhi-ob4vf 3 месяца назад

    ଏଇଟା କୋଉ ସରକାରଙ୍କର ସମୟରେ ବାହାରିଥିଲା ଜାଣିଛତ ବିଜେଡି

  • @bijayrout3629
    @bijayrout3629 2 месяца назад

    Where you were when the teachers were appointed on contractual basis.

  • @AshokBhoi-iy3ss
    @AshokBhoi-iy3ss 3 месяца назад

    Bjd

  • @Skumar-qd3rx
    @Skumar-qd3rx 3 месяца назад +54

    ନବୀନ କୁ ଦେଖା କରି ପାରୁ ଥିଲ କି? ଛି ଛି ଟିକେ ବୁଝିବା କୁ ସମୟ ଦିଅ ରେ ।।।ଛି ଛି 24 ବର୍ଷ ରେ ହେଲା ନି ଏତେ ଶୀଘ୍ର କେମିତି ହେବ

    • @BhadraniBehera
      @BhadraniBehera 3 месяца назад +8

      Already 6months delayed for joining.they all got frustrated

    • @dilipkhilar2114
      @dilipkhilar2114 3 месяца назад +12

      Au time dabaku amoro patience nahi. Chi Chi tumoro thoughts ku. Jie bi huo

    • @sushantadehuri8644
      @sushantadehuri8644 3 месяца назад +6

      Kari paribani ta kahuthila kn paen aame sarakar ku aasile Sabu karidebu boli...hn

    • @newstatus7236
      @newstatus7236 3 месяца назад

      Tu kie be mg

    • @Skumar-qd3rx
      @Skumar-qd3rx 3 месяца назад

      କିଛି ନ କଲେ ସେଇଠୁ କଣ ଭାସି ଯିବ ଯାଉ ନବୀନ ଲୋକ ଗୁଡକୁ ନିକାମା କରେଇ କି ଅଳସୁଆ କରି ଦେଇଛି

  • @Monalishasblogs
    @Monalishasblogs 3 месяца назад +13

    ପିଲା ଙ୍କୁ ଭଲ ପାଠ ପଢା ରେ ଆଗ ଧ୍ୟାନ ଦିଅନ୍ତୁ

    • @silence7441
      @silence7441 3 месяца назад +2

      kana news vala se jana .. pare comment deba... .. semane prathamaru him nijukti pai nahanti 1 yr hela ni nijukti kl bahari .. au 7 yr wait kara jai thila nijukti ku

    • @sushantadehuri8644
      @sushantadehuri8644 3 месяца назад +1

      Tuma pila nku pathao aame padhei deba

    • @newstatus7236
      @newstatus7236 3 месяца назад +2

      Monalisha tate padheibi asibu

    • @hemantabhatara191
      @hemantabhatara191 3 месяца назад +2

      Govt posting dele ta padheibe , ପାଗଳୀ😂😂😂

    • @ROPALINTUTORIAL
      @ROPALINTUTORIAL 3 месяца назад +2

      Aagyaan joining dele taw padheibu🙏🙏

  • @sasanksekharaswain9208
    @sasanksekharaswain9208 3 месяца назад

    ଏ ପୁରୁଣା କଥା , ଧଯ୍ୟ ଧର ,

  • @baletarashproduction4416
    @baletarashproduction4416 3 месяца назад

    ଛ଼

    • @baletarashproduction4416
      @baletarashproduction4416 3 месяца назад

      Chhua 9 maso re jonmo hoo a seye chhuwa 9 masaw re jonomo kari pari be ki.

  • @NeteraPujari
    @NeteraPujari 3 месяца назад +1

    ପୂର୍ବ ସରକାର ଭଲ ଥିଲା ନା ନାହିଁ ସେ କଥା ଟିକେ କୁହନ୍ତୁ ତା ପରେ ଦେଖାଯିବ

  • @manojdehury6274
    @manojdehury6274 3 месяца назад

    ଏ ମାଆ ଷ୍ଟ୍ରୋ ମାନୋକୁ 50କୀମି ଦୂର ସ୍କୁଲ ରେ ରୋକ୍ଷୀ ବା କୋଥା

  • @BisikesanNag-c6l
    @BisikesanNag-c6l 3 месяца назад

    Wait Kara sabu samadhan heba saman kamku saman Darma Kari ne mahon sir sabu

  • @sarojmohapatra5563
    @sarojmohapatra5563 3 месяца назад

    Why not jn before mohan cm

  • @SirChhabiOdia
    @SirChhabiOdia 3 месяца назад +5

    BJP କୁହାଳିଆ govt କାମ zero, BJD କହେନି କରେ ଯାହା କରେ ସମସ୍ତେ ହଇରାଣ ହୁଅନ୍ତି

  • @bisworanjanbehera8365
    @bisworanjanbehera8365 3 месяца назад

    Teacher nijukti prakriyata BJD sarkar samayare jaliati thila,tenu taku batil Kari nua nijukti jeumane training re pass karichhanti otet pass karichhanti semanku agradhikar diantu.

  • @gggamer5478
    @gggamer5478 3 месяца назад +9

    ଆଗରୁ କଣ ସୋଇଥିଲା କି ପାଣ୍ଡିଆ କୁ କହିଲନି❤❤❤❤

    • @newstatus7236
      @newstatus7236 3 месяца назад +1

      To Bapa ki be

    • @tulusirdaspattanayak5671
      @tulusirdaspattanayak5671 3 месяца назад +1

      ହୋଇରେ ମେଣ୍ଢା 🐑--++.ପାଣ୍ଡିଆନ କହି ଏତିକି ପୋଷ୍ଟ ଆଣିଥିଲୁ। ଯେତେବେଳେ ପାଣ୍ଡିଆନ ଏଥିରେ ହସ୍ତକ୍ଷେପ ନ କଲା ସରକାର ବଦଳାଇ ଦେଲୁ। ଏଥର କେ ବାଣ୍ଡିଆନ କୁ ଜଣାଇବୁ। ଏଣୁ ତୁ ଫେଳଟେକା ଯାଇ ଟିକିଏ ବୁଝାଇ ଦେ ରେ ମାଆ --+

    • @ROPALINTUTORIAL
      @ROPALINTUTORIAL 3 месяца назад +2

      Ghatana tiku bujhiki comment karantu Aagyaan 🙏

    • @banitasethi656
      @banitasethi656 3 месяца назад

      Hn tamaku kahuchu jadi power achhi tahele amaku joining dei dia kichhi na jani khali politics karibaku palei asile 😡

  • @GourangBarik-e6u
    @GourangBarik-e6u 3 месяца назад

    Lingering, not longering

  • @BabuMaharana-zv1bn
    @BabuMaharana-zv1bn 3 месяца назад +2

    24 barsa hela kan karuthila sarakar 1 month heini road ku asigale

  • @santoshkumarseth1379
    @santoshkumarseth1379 3 месяца назад

    Teacher regular pain madhya dabi rakhiba uchit

  • @santoshkumarseth1379
    @santoshkumarseth1379 3 месяца назад

    Jetki din delay heuchhi requirement sei delay ra salary milba katha

  • @ashokkumarbehera5326
    @ashokkumarbehera5326 3 месяца назад

    Balabhadra padigala pare sabu asubha hoi chalibo

  • @santoshsabat451
    @santoshsabat451 3 месяца назад

    Tikia samaya dia samasta nijuktiki abadhare srunkhala bhabare nikukti diaheba

  • @letssee1302
    @letssee1302 3 месяца назад

    @ଚନ୍ଦ୍ରମା ଖବର, ଏ ଯୋଉ thumbnail ଆପଣ ଲଗାଇଛନ୍ତି, ଆପଣଙ୍କୁ ଠିକ୍ ଲାଗୁଛି ? ଆପଣ ଉପସ୍ଥିତ ବୁଦ୍ଧି ଖଟେଇକି ଲେଖିଛନ୍ତି ତ ? ଜଲଦି ହଟାନ୍ତୁ

  • @ashokkumarbehera5326
    @ashokkumarbehera5326 3 месяца назад

    BJP and Mohan Majhi have no experience

  • @santoshsabat451
    @santoshsabat451 3 месяца назад

    Sarba prathame shikshyaka nikukti diajau

  • @pinturanjan7576
    @pinturanjan7576 3 месяца назад +2

    Pila mana nka future upare govt kheluchi.

  • @manmohanjena2848
    @manmohanjena2848 3 месяца назад +3

    Are pile time diare sarakaranku

  • @monalisa8932
    @monalisa8932 3 месяца назад +1

    Apana mane time diantu agaru kuade thile pandiyan apana manaka pain thik thila

    • @newstatus7236
      @newstatus7236 3 месяца назад

      Ge ge hauchu lo kana pain

    • @hemantabhatara191
      @hemantabhatara191 3 месяца назад +2

      E pagali ku jana nahin feb-20 dv sari pila apekshya kari6nti, madam cm ra jhiari heithiba bodhe😂😂😂

    • @ROPALINTUTORIAL
      @ROPALINTUTORIAL 3 месяца назад

      Seita January 20 ​@@hemantabhatara191

    • @ROPALINTUTORIAL
      @ROPALINTUTORIAL 3 месяца назад +1

      Apana ghatana tiku bujhi comment karantu dayakari🙏

  • @nigamroutray7306
    @nigamroutray7306 3 месяца назад +3

    E sarkar pabanaa. Do not expect much😢

  • @pramodkumardas4277
    @pramodkumardas4277 3 месяца назад +6

    Tumaku samaya dabaku padiba 1masa hoinahi

  • @UsharaniMahanandia
    @UsharaniMahanandia 3 месяца назад

    Bhaimane samstankakudia jau

  • @MohanMurmu-zp2rn
    @MohanMurmu-zp2rn 3 месяца назад

    School re teacher hele 5ta techer ru 2ta teacher hi school re rohibe au tinijano training jebe au koun patho hebo chuaku

  • @pitambarpanda5732
    @pitambarpanda5732 3 месяца назад +2

    ନାନୀ କୋଉଥିଥିଲ

  • @subhajitmohanty9781
    @subhajitmohanty9781 3 месяца назад +1

    Tanka gharaku jiba kn darkar....

    • @newstatus7236
      @newstatus7236 3 месяца назад

      To maa achi ki nahi dekhibaku

  • @SarojPadhan-z5h
    @SarojPadhan-z5h 3 месяца назад +1

    Sabuthu murkha heuchhanti aei sikhyaka mane .labour te jetiki parisrama karuchhi Tara adha bi tume karuna kana Katha khu chhu.

    • @ROPALINTUTORIAL
      @ROPALINTUTORIAL 3 месяца назад

      @@SarojPadhan-z5h ki manasikata apanankara !!!
      Surprise laguchi

    • @banitasethi656
      @banitasethi656 3 месяца назад

      Teacher mane kn karuchanti kn nai apana kemiti janile

  • @chittaranjanchakra35
    @chittaranjanchakra35 3 месяца назад

    ଅବହେଳା କାହାର bjd ର ନାଁ bjp ର ସମୟ ଦିଅନ୍ତୁ ତା ପରେ ଦେଖିବା bjd post ସବୁ କୁ ବିକୁଥିଲା ପିଲାଙ୍କ ଭବିଷ୍ୟତ କୁ ଖେଳୁ ଥିଲେ

  • @gulupapu7865
    @gulupapu7865 3 месяца назад

    Mastermane.pathapadhare.zero.50k.m.durare.rahi.pathapadhaele.thikheba

  • @sibabratnayak5043
    @sibabratnayak5043 3 месяца назад +2

    Kan au kichhi job baharunii kii ..Odisha re

    • @newstatus7236
      @newstatus7236 3 месяца назад

      Tu exam de

    • @banitasethi656
      @banitasethi656 3 месяца назад

      Ct kn pain traning neichu merit list re asibi joining heuni kn heuchi ama mental condition apana janichanti ki

  • @sushilbehera820
    @sushilbehera820 3 месяца назад

    Keyu government exam karithila .. exam.cancel karajayu ..durniti hoichi ..ahei Exam re

  • @sushilbehera820
    @sushilbehera820 3 месяца назад

    Tume janiba darkar ketedina hela mohansarkar asile tume Naveen pandu pakhaku jaiparuthila ki?

  • @prasantapradhan2719
    @prasantapradhan2719 3 месяца назад

    ଅପାରଗତା ସରକାର

  • @laludada7656
    @laludada7656 3 месяца назад +1

    C M. TANKA. SURAKSHYA. KU. AHURI. KADA KADI. KARANTU. SARKAR. 1. MAS. HOINI. GOTI A. DINA RE. ODISA RA. SABU. SAMASYA. SAMA DHAN. HOI JIBA. NABIN. BABU. SARKAR. THIK. THILA

  • @manoranjanjena7289
    @manoranjanjena7289 3 месяца назад

    Give minm 4 month time to new govt, So quick is not good

    • @ROPALINTUTORIAL
      @ROPALINTUTORIAL 3 месяца назад

      Aagyaan ame CBT exam already qulify kari documents verification sari basichu aau kichhi kama hin nai only counseling and appointment.
      Apana 4 dina ra kama ku 4 months kahuchanti😢😢
      Please ghatana tiku bujhantu education abasta kn helani odisha re school re kebala table bench padichi sikhyaka nahanti anyapate shikhyaka asayi mananku nirjatana diajauchi process ku delay kari

    • @banitasethi656
      @banitasethi656 3 месяца назад

      Sabu process sarithila 1 year heba recruitment process ku au kete time debu

  • @pintutripathy1986
    @pintutripathy1986 3 месяца назад

    Govt school teacher darkar nahin

  • @BabuliNaik-v3o
    @BabuliNaik-v3o 3 месяца назад

    Tumaku jete darama dele bi kami hab. Tame gote kama kara tame tamil nadu jao dadana khatiba pain. Kajus teacher. Jay jagannath.

  • @TapanKumar-qp7os
    @TapanKumar-qp7os 3 месяца назад

    Au theory exam hou Karan Amana kar sadharana ghya na nahi amany sabu copi Kari pass karichanti

  • @bikrampradhan5560
    @bikrampradhan5560 3 месяца назад +3

    ତୁମକୁ ବିଧାନସଭା ଆଗରେ ପୋଲିଶ୍ ବାଡେଇ ଥିଲେ କଣ୍ ଆଉ ଥରେ ଛେଚିବା ଦରକାର, ମୁଖ୍ୟମନ୍ତ୍ରୀ ହେବାର ମାସେ ବିତିନି ଗୋଟା ଭାଣ୍ଡାମୀ ଚଲାଉଛ

    • @ROPALINTUTORIAL
      @ROPALINTUTORIAL 3 месяца назад

      Show respect

    • @ROPALINTUTORIAL
      @ROPALINTUTORIAL 3 месяца назад

      Aagyaan ame CBT exam already qulify kari documents verification sari basichu aau kichhi kama hin nai only counseling and appointment.
      Please ghatana tiku bujhantu education abasta kn helani odisha re school re kebala table bench padichi sikhyaka nahanti anyapate shikhyaka asayi mananku nirjatana diajauchi process ku delay kari.🙏🙏

  • @GourangBarik-e6u
    @GourangBarik-e6u 3 месяца назад

    U aren't listening to the speech of CM.

  • @surendrapradhan3323
    @surendrapradhan3323 3 месяца назад

    Tike ruho be.....

  • @bhagirathibehera4776
    @bhagirathibehera4776 3 месяца назад

    find other work . if not getting salary .

  • @Roji-123
    @Roji-123 3 месяца назад +2

    Pilamanankara age helani
    9 barsa hela posting hoeni auu kete apekhya karibu

  • @KabariSingh
    @KabariSingh 3 месяца назад +1

    24 year hela nabini ku deaka Kari parila nahi Abe s.t. mantri boli durbalata bhabuch

  • @bajainaik7430
    @bajainaik7430 3 месяца назад

    Naveen ku dekha kara

  • @mantupanda1770
    @mantupanda1770 3 месяца назад

    Teacher nku jada selari dele bi patha padhau nahanti.

  • @pradeepsahu3659
    @pradeepsahu3659 3 месяца назад +1

    Madam teacher hoi bhul English kahuchanti. Sudha Odia re kuhantu. Aapana recruitment, lingering word kahinki use karuchhanti.

  • @satyabratanayak543
    @satyabratanayak543 3 месяца назад

    Sarakar change helani janiparuna. Nua Sarkar nua style re

  • @videoicon945
    @videoicon945 3 месяца назад

    Kahapain tume chakiri paunaha bhala se janichha hele muhakholi kahi parunahi

  • @concordrajpushpa
    @concordrajpushpa 3 месяца назад

    puni strike kara jau

  • @dibyapattnaik6640
    @dibyapattnaik6640 3 месяца назад

    Ghara ku kahin ki jiba,,, office ku jao.

  • @ajayakumarrout3036
    @ajayakumarrout3036 3 месяца назад

    TEACHER MANE
    AAGARU NABIN NIBAS JAUTHILE KI ? 24 YEARS BJD
    SARAKAR KU KAHITHILE KI ? ANYA RA KATHA RE KAHUCHHANTI
    KI. ?

  • @hrudanandamahanta8501
    @hrudanandamahanta8501 3 месяца назад

    24 barsa kaithi thila new sarakar asu asu raja rastaku palei ashuchha

    • @banitasethi656
      @banitasethi656 3 месяца назад

      Junior teacher mane au junior teacher aspirants mane kemiti condition re achhanti apana janichanti ki

  • @pinturanjan7576
    @pinturanjan7576 3 месяца назад +1

    Manjhi 300 unit electry, 3000 vatta dela ki?kichi daba ni .only ranga change change kari kari paleiba.

  • @BabuliNaik-v3o
    @BabuliNaik-v3o 3 месяца назад

    Odishare bahut garib basti achhi jauthi peeba pain pani nahin electric nahin. Au tame sala gote pala chaleicha. Tike time ta dio.

  • @arupsahooisabtsloveer5606
    @arupsahooisabtsloveer5606 3 месяца назад +2

    Bjp chamacha

  • @RoopeshPashayat
    @RoopeshPashayat 3 месяца назад

    Chuaa janma pai 9month lage bhauni
    Abe taa bjp sarkar banichi taankar doshkan
    Bjd24 barshar chalaila se kichi karini
    Wait kar bhaibhaini

  • @santoshsabat451
    @santoshsabat451 3 месяца назад

    Bjp nischita nikukti deba debaku badhya