Jen location re thile se jaga re e case bahut te hesi kam kale bi pitsan nae kale bi pitasan henar mallik mane jadi tamke dout lagu6e bele mar sange chala dekhami
'Dubble Engine' govt. Pare Ta e jaga re kie bhakua Janata mane vote dei kari bachhi thiba Govt. Ki Janata E 'Dubble Engine' govt re problem solve hebar bahut durar katha , aru problem sabu bahariba.
Heta Val Katha j Helen gaon ne dukan manku udhar khei kari Paisa nai debar au kahelen madpi kari jhagda karsan j . Heta kenta Val aae ken tk kahun ta. Paisa ta dei nai paran helen kam kari kari se paisa k clear karte kini . Kahelen kahesan ki Dadan jimu pasa anmu au clear karmu bali thaksan j heta Val aae ken kahun ta Ehade kenta hau6e Val hau6e ken kenta lagu6e kahun ta.......
Jaha kahu6n sat aaye j agaru janu6n aau fir bhi asu6n... Kn j paisa nela pare bhel palabar mude rahesan j dekhi pakale pitu thibe... Adha lok ta aram se kam karan j ki6i nai hue...
ମୋର ସମିୟା କେ ବହୁତ୍ ବହୁତ ଧନ୍ୟବାଦ୍ I❤❤❤❤❤🙏🙏🙏
ଇ ମାନେ ବି ରାତି ରେ ଲୁକି କରି ପଲଉଛନ କାହାକେ ନିକହନ ଅସୁବିଧା ରେ ପଡଲେ କହୁଛନ
ସତକଥା ଗଲା ବେଲେ ନେଇକହେବାର ଜେତେବେଳେ ଅସବିଡାହେଲେକାହୁଚନ
Kv ସିଂଦେଓ କେ କହେଲେ ବଳବା କି.
ଇଟା ଆମର ମେନିଫେଷ୍ଟୋ ରେ ନାଇଁ ଥାଇ ବଳବା ,
Kv ta gute paltu kuttan hai
😂😂
BJP ସରକାର କଣା କରୁଛେ ହେ..... ଭାଷଣ ଦେଇ ଦେଲେ କିଛି ନାଇଁ ହୁଏ..... ଲେଜ ଲାଗୁ ବିଜେପି ସରକାର..... ଜୟ ମା ସମଲେଇ ❤❤
Bjd kana uchleidela hete year bhitre j Abe sabu ninda bjp ra hauchhe
@@rihaanbaba8165 right said bro
@@rihaanbaba8165 uchlami boli kahuthila j k hela
Sat Katha ta...tui bjp ra j tate badhu6e kn...he @@rihaanbaba8165
@@rihaanbaba8165kia b Val kam ni karbar bjp na bjd
ସୁଈ ପଡ଼ିଛେ ସରକାର... ସରକାର କେଁ ଛୁଆ ଛୁଇଁ ହେବ କେଁ...... ବଡ଼ ବଡ଼ କଥା କହୁ ଥିଲା ଦାଦନ ବନ୍ଦ ହେବା ବୋଇ ଏବେ କେଯେ ଫାଟୁଛେ
ହେନା ଅଧା ପଇସା ରେ 12 ଘଣ୍ଟା ଖଟବେ କିନ୍ତୁ ଇନ ପୁରା ପଇସା ପାଇଲେ ବି 8 ଘଣ୍ଟା ଜାଗାରେ 5 ଘଣ୍ଟା ବି ନାଇକରି ହଇରାଣ କରୁଛନ
Sa katha e
💯%sat ae
Pura right
Jen location re thile se jaga re e case bahut te hesi kam kale bi pitsan nae kale bi pitasan henar mallik mane jadi tamke dout lagu6e bele mar sange chala dekhami
Saat kahela
Mor samiya news channel ke bahut bahut dhanyawad
କେନ ସର କାର ଭି ଦାଦନ ସୁଧରାଇ ନି ପାରେ
ଯିଏ ଇମାନଙ୍କୁ ସେନ ନେଇ କରି ପଠାଉଛେ ସେ ଶଳା କେ ଆଘୋ ଧରୁନ ଆରୁ ଥାନା ରେ ଭରୁନ
K V singhdeo,what are you doing? Your district people are facing problem,you solve their problem.
ଓଡ଼ିଶା ରେ ମଦ ବନ୍ଦ ହେଲେ ଦାଦନ ସମସ୍ୟା ବନ୍ଦ ହେବା
Dhanyabad.bad sambadik bhai for such.covering. jai sambidhan.
Thankyou
Morsamiya
ଦାଦନ ଗଲା ବଇଲେ ଆଗ ସରପଞ୍ଚ ନେଇ ହେଲେ ବିଡ଼ିଓ କେ ଲେଖା ଗୋଟେ ଦିଅ, ନିଜେ ବି ସୁରକ୍ଷିତ ରେ ରହେବେ ଆଉ ସରକାରୀ ଅଫିସର ମାନେ ଅସୁବିଧା ରେ ସାହାଯ୍ୟ କରି ପାରବେ, 🙏
ଦାଦନ ଦୁଃଖୀ ଗୁହରୁଛେ ଦାଦନ ଦୁଃଖ
BJP ସରକାର ର agenda re ଯଦି ଦାଦନ ସମସ୍ୟା ଅଛେ ତାହାଲେ କେବେ ଦୁର କରବା
ସରକାର କେ ଆସବାର ଆଗରୁ ତ ବହୁତ୍ ବାହାଦୂରୀ ମାରୁ ଥିଲେ ।। 🤔🤔🤔
ବିଭାଗୀୟ ଅଧକାରୀ ଆଡେଇ ଦଉଛନ ଭୁଲ୍ କେ
Mor samiya k 🙏🙏
ବଲାଙ୍ଗୀର ପୋଲିସ ଅନୁରୋଧ କରୁଛି ଦୟା କରି contractor କୁ ଉଚିତ୍ ଦଣ୍ଡ ଦିଆ ଯାଉ ଏବଂ ଏହି ପରିବାର କୁ ନ୍ୟାୟ ଦିଆ ଯାଉ
ସରକାର ସବୁ ବେଳେ ଭୋଟ ଜିତବାର୍ ଲାଗି...କେତେ ପ୍ରତିଶ୍ରୁତି ଦେସନ୍... ଭୋଟ୍ ରେ ଜିତିଯିବା ପରେ.. କାହାକେ ପଚରାହନ ନାଇ...ସେଟା ବିଜେପି ହୋଉ ବିଜେଡି ହଉ କି କଂଗ୍ରେସ ହୋଉ...
ସରକାର୍ ବଡ଼ ବଡ଼ ଭାସନ୍ ମାର୍ଷନ୍... ଇ ସରକାର ଗରିବ୍ ର ସରକାର ବୋଲି...ହେଲେ ଗରିବ ମାନଙ୍କର ଲାଗି କିଛି ନାଇ......
Sat Katha bhai
Thank you Mor Samiya for highlighting this important issue
ମୋର୍ ସମୀୟା କେ ବହୁତ୍ ବହୁତ୍ ଧନ୍ୟବାଦ୍
ପୋଲିସ ମାଙ୍କେ ପଇସା ଦେଇ ଦେଲେ ଛାଡି ଦଉଛନ ଦାଦନ ଯିବାର ଲାଗି
💯
Thank you nibesh bhai
ଇଟା ଭାଟି ମାଲିକ୍ ମାନେ ସବୁବେଳେ ଏନ୍ତା କରସନ୍....ଭଲ ଯାଗା କେଁ ଯାଇଁକରି କାମ କର୍....ଖରାପ ଯାଗା କାଁଏ ଯେ ଯାଉଛ.....
Sardar mane biki desan
@@madhusudanofficial813 ଇଟା ଭାଟି କାମ୍ ଛାଡ଼ିକରି ଅଲଗା କାମ କରି ଯିବାର କଥା ହୋ.......
Hn
Gaan re ita gada r biko ho
Se dui haramjda ke agho pita
ଦାଦନ ସମସ୍ୟା ପାଇଁ ଆମର ସରକାର ଓ ଅଫିସର ମାନେ ଦାୟୀ
ବେସି ଦାୟୀ ସରପଞ୍ଚ ଆଉ ଗ୍ରାମ ସାକ୍ଷୀ
Odisha Sarkar k laij lagbar katha
ଦୁହି ସର୍ଦାରଙ୍କୁ ତୁରନ୍ତ ଗିରଫ କରାଯାଉ ଆଉ ନନ୍ବେଲ କରାଯାଉ ଜେନ ଭି ସରଦାର ବେଆଇନ ହିସାଵେ ନେଉଛନ 😡😡😡🔥🔥🔥🔥🔥।। ମୋର ସମିୟା ଚ୍ୟାନେଲ ପଶ୍ଚିମ ଓଡ଼ିଶାର ସବୁବେଳେ ରିଏଲ ସାଙ୍ଗେ ଠିଆ ହେସି .....ଜୟ କୋଶଳ ଜୟ ମାଁ ସମଲେଇ 🛕🚩🚩🚩🙏🚩🙏🚩🙏🚩
ମନରେଗା ଯୋଜନାରେ ଯାହା ପଇସା ଆସୁଛେ ସେଟା କେ ନେତା ଆଉ ଅଫିସର୍ ମାନେ ଶ୍ରମିକ ମାନ୍ କର୍ ଜବ୍ କାର୍ଡ ଥି ପକେଇ କରି ନେଇ ଯାଉଛନ । ଶ୍ରମିକ ମାନେ କାମ ବି ନାଇ ପାଇବାର ଆଉ ପଇସା ବି ନାଇ ପାଇବାର । ଶେଷ କେ ଦାଦନ ଜଉଛନ । ବଲାଙ୍ଗୀର ର ସବୁ ବ୍ଲକ୍ ରେ ଏନ୍ତା ପଇସା ଖିଆ ନୀତି ଚାଳିଛେ । ମୋର୍ ସମିୟା ର ରିପୋର୍ଟର ଆଜ୍ଞା କୁ ଅନୁରୋଧ ମନରେଗା ର ଏତେ ବଡ ଘୋଟାଲା କେ ଲୋକ ଲୋଚନ କେ ଆନବେ।
Mor samiya ku dhanyabad.
E loka mane hi kharap
Henta jaga ke Kae jauchhan
Thank you so much morsamiya🎉🎉🎉🎉
kV Singh deo ଶୁଇ ପଡ଼ିଛନ ଇ ସମସ୍ୟା କେ କଣ ଦେଖ୍ ବେ ସରକାର ର ଦମ୍ ନାହିଁ
Se ta batya dakhi jaiche ho...ita ni dishe
Hn khali batya ta disi
Eta kahii disba hemanke
ଆମର୍ ଧର୍ମଗଡ ଅଂଚଳ ରୁ ବି ବହୁତ ଲୋକ ଦାଦନ ଖଟି ଜାଉଛନ ହାଇଦ୍ରାବାଦ କେ ଜୋଉଛନ ଇଟା ବନେଇ ପିଳା ଛୁଆ ସବକେ ଧରିକରି ଜେଇଛନ ନୁଆଖାଇ ଦିନ ଆସବେ ବହୁତ ଦୁଃଖର କଥା ହୋ
ଵିଜେପି ସରକାର ବୋଟ ବେଳେ ତୋ କହିଥିଲା ଦାଦନ ଜା ହାତ ବିକିବାକୁ କୁଲା ଏବେ କାହିଁ ଗଲା ରାଜନୈତିକ ସା ବାସ ବିଜେପି ସରକାର ଲାଜ ଟିକିଏ ଲାଗିଥିବା କଥା ମହନ ବାବୁଙ୍କୁ😢😢😢😢
ସରଦାର ମାନକଂର ସାଗେଂ ଳୁକିଛପି କରି କାଏଁ ଯେ ଯାଏସ ଲେଭର ଅଫିନ ରେଜିସଟେସନ କରି ଜାଏତ କିନି
ମୋର୍ ସମୀୟା ଜିନ୍ଦାବାଦ ବାଦ 👍👍👍
Thik haichhe
ଯାହା ହେଉ ମୋର ସମିଆ ଭଲ କାମ କଲେ ,ମୋର ସମିଆ କି ଜୟ ❤❤❤
Dabal injin sharkar
Dabal dadan jauchan
Kanakaru6n dabal injin sharkar
କେ କର୍ଵ ହୋ ଗରିବ ଦୁରି କରଣ ହେଲେ ଜେ ସବୁ ସମସ୍ୟା ର ସମାଧାନ ହେବା
Thank you sir for your unconditional support. ..we are grateful to you forever. .
Bjp ସରକାର ଦାଦନ ସମସ୍ୟା ଉପରେ କେବେ ଧ୍ୟାନ ଦେବ ଜଲଦି ଟିକେ ଧ୍ୟାନ ଦିଅ ଦେଖବାର ବାକି ରହେଲା କେବେ ଦାଦନ ସମସ୍ୟା ଦୂର ହେବା ଯେ ।
Super hero mor samiyaa❤ saa
Good news sir I am very happy
କିଛି ତାଦରକ୍ ନାଇ କାରବାର ସବୁ ମିଛ ଆଏ
ଯଦି ଓଡ଼ିଶା ରେ ବି Bengaluru tamilnadu ନ ଯେନ୍ତା କମ୍ପାନୀ ମାନେ ଅଛେ ହେନ୍ତା ଓଡ଼ିଶା ରେ ନେଇ ହେବା ତକ କେବେ ଦାଦନ ସମସ୍ୟା ଦୂର ନେଇ ହୁଏ ଯେତେ ଚେଷ୍ଟା କଲେବି ଏଥି ସରକାର କେ ଧ୍ୟାନ ଦେବାର କଥା ଯେ ଗୋଟେ block ରେ ଗୋଟେ ଗୋଟେ କମ୍ପାନୀ କରି ଦେତେ ବେଳେ ଦାଦନ ସମସ୍ୟା ଟିକେ ବି ଦୂର ହେତା ଆଉ ସାକାର କେ ବି economic development ହେତା
News 📰 actually eta aaye good job👍
Mor samiya jindabad
Bhal heiche
Thik kahu6an sir
ଦାଦନ ର ଇଟା ହିଁ ସମସ୍ୟା ଇନ କିଛି କାମ ନିକି ପଇସା ନି ବାଧ୍ୟ ଯିବା କେ ପଡୁଛେ
Mor samiya jindabad sir
'Dubble Engine' govt. Pare
Ta e jaga re kie bhakua
Janata mane vote dei kari bachhi thiba Govt. Ki Janata
E 'Dubble Engine' govt re problem solve hebar bahut durar katha , aru problem sabu bahariba.
Great mor samiya
ଦାଦନ ଯିବାର ବାଧ୍ୟ କେଁ
More samiya chennal k dhanyabad Dadan sardar k turanta giraf karajau
ପଞ୍ଚାୟତ ରେ ପଞ୍ଜିକରଣ ନାଇ କରିବାର କିନା ଏମିତି ଘଟଣା ମାନେ ଘଟୁଛେ
ମୋର୍ ସମିୟା କେଁ ଅନୁରୋଧ ଯେ ଦୁହିଁ ଦାଦନ ସରଦାର କେଁ ମିଡିଆ ସାମନା କେଁ ଆଣିଲେ ବହୁତ୍ ଭଲ୍ ହେବା... ପହେଲା ଦାଦନ ସରଦାର କେଁ ଉଚିତ୍ ଦଣ୍ଡ ଦେଇ କରି ସାବାଡ କଲେ ଦାଦନ ସମସ୍ୟା ଦୂର ହେବା.
BJP ସରକାର୍ ଥିବାର ତକ୍ ଆମର ଦଶା ପଶ୍ରା ଥିବା ନ ଲୋକ 1000 ଟଙ୍କା ରେ ବିକ୍ରି ହେଇ ଗଲେ ଏବେ ଇ ଭୂର୍କୁଟି ସବୁ ଦେଖବାର ପଡୁଛେ, ୩,୪ ମାସ ତକ୍ PDS ଚାଉଳ ନି ଦେବାର ଇନ ଭୁକେ ମର୍ବେ କେ ଲୋକ, ବାଧ୍ୟ ହେଇ କରି ଦାଦନ୍ ଯାଉଛନ
Heta Val Katha j Helen gaon ne dukan manku udhar khei kari Paisa nai debar au kahelen madpi kari jhagda karsan j . Heta kenta Val aae ken tk kahun ta.
Paisa ta dei nai paran helen kam kari kari se paisa k clear karte kini . Kahelen kahesan ki Dadan jimu pasa anmu au clear karmu bali thaksan j heta Val aae ken kahun ta
Ehade kenta hau6e Val hau6e ken kenta lagu6e kahun ta.......
Thanks for information
Dadan naise asha ru mrutyu.morsamiya sir..E madpit to thik nai se
ଜେନ ସରକାର ହେଲେବି ଦାଦନ ବାଧ୍ୟା ଯିବେ
You are right question nivedan dada
Bada dukha ra katha
ଯଥା ଶୀଘ୍ର ସର୍ଦାର ମାନଙ୍କୁ କୁ arrest କରାଯାଉ
Hai re odisha sarkar
Kebe tui rajniti ru bahari amar e garib dukhi k dekh bu
ଲାଠର ର ସର୍ଦ୍ଦାର ମାନେ ନେଲେ ବି ନାଇ ଯିବ ହେ ମାନେ ବି ପଇଦା ପୁଲି ରେ ଛାଡି ଦେସନ୍ ଠକି କରି
ଇ ଟାଇମ ରେ ସରକାର କାମ ଯୋଗାତା ବେଳେ ସିନା ? ଦାଦନ ନି ଯା ଏ ତେ ସରକାର ତୋ ପଛ କରି ଦେଇଛେ
ତମେ ବାହାର କେ କାଇଁ ହେଲା ଇଟା ଗଢି ଯଉ ଛ
ମୋର ସମିୟା ଜିନ୍ଦାବାଦ I love you Nibesh Bhai
Bhal hei chhe
Immediately action to government
ନିଜର ଏରିଆ ରେ କାମ ନାଇଁ କର ଆମର ଗାଁ ଭିକାରି ମୁକ୍ତ ଦାଦନ ମୁକ୍ତ
Jy ho sp sir
ଦାଦନ ଓଡ଼ିଶା ସରକାର କିଛିବି କରିପାରିବନି ନିଜ ଜିବନ ରଖି କାମକରେ ଭାଇ
Dada Jay koshal
A.U.Singhdeo aru Laxman Bag sui chhan.
Paisha nela bale kanta lagsi thek haiche moro
ଟୁଇ ବି ସେମାନଙ୍କ ର ଚାମଚା ବୋ
Very good news channel
ମୋର ସମୀୟା ଧନ୍ୟବାଦ
Mor samiya congratulation
Jaha kahu6n sat aaye j agaru janu6n aau fir bhi asu6n... Kn j paisa nela pare bhel palabar mude rahesan j dekhi pakale pitu thibe... Adha lok ta aram se kam karan j ki6i nai hue...
ଆଉ ଅଲଗା କାମ୍ ନାଇ ମିଲବାର୍ କାଇ। ଖାଲି ଇଟ୍ ପିଟି ଯାଉଛ ଯେ ତାମିଲନାଡ଼ୁ ଆସ। କମ୍ପାନୀ ରେ କାମ୍ କର୍ବ। ତୁମେ ୬ ମାସର୍ ୨୦ ରୁ ୩୦ହଜାର ଛିନୁଛ। ହେଲେ କମ୍ପାନୀ ରେ ଯଦି କାମକର୍ବ ୬ ମାସେ ୬୦ ହଜାର୍ କମାବ। ❤ from Balangir
Mui jimi dada please tumar contact details daun
Mui tamar reply k waiting kari thimi
Subas bariha hi jagar nat morsamiha hi bhal he bhallasi
Aaau pitbar katha
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା 🙏🙏🙏🙏🙏
First time ta hethir lagi enta situation hauchhe daa
Tame b camera k face kale henta gundlei heba
@@duryodhanmajhi3992 sory bhai
ମୋହନ ମାଝି ଦେଖି ତାଙ୍କର ଜ୍ଞାନୋଦୟ ହେଲା ନାଁ ହବନି
Jete malik mane paschim odisha ke labour ani asu chhan seman k pita ....
Paisa kam hele chalbaa lekin bhal se raha Au malik val thibar kathaa
E mane b ieta vati malik mankar nu paiesa lakh lakh tanka neiekari luchi luchi palie asuchan
Sarkar ke kahi kari dalan jaun tumar hisabe gale mad khai ale tumar bhul
🙏🙏🙏
🙏🙏🙏🙏🙏🙏
Odisha sarkar rojgar dele dadan ni jaan kehi. Mor anurodh sarkar ke ki yojana nai deikari sabku rojgar daun.
Odisha government fast action neba darkar ..... please
Dadan khati jiba log k gaon re bhuti tk daki ja to
Daya karun cm sir
ସରକାର ଜଲଦି ଧ୍ୟାନ ଦେବାର କଥା
ଡ଼ବଲ୍ ଇଞ୍ଜିନ ସରକାର କାହିଁ ଗଲା ହୋ ଜେନ୍ କହୁଥିଲା ଦାଦନ୍ ଦାଦନ୍ ଆଉ ଏବେ କହୁ ଚନ୍ ଛା ଡ ହୋ😅
Kantabanji ru tirupati ke bahut te dadan khati jauchhan ...Bilaspur tirupati train re aji v gale bahut te dadan sramik dekhi Parma....
Odisha ra bahar State Train re jau6n aru Odisha bhitre Bus re jau6n Re question tk uthabe ❤
Dadan.jau.ra.bhul.he
❤️❤️