Dokayot au tautor misile doctor.Tenu doctor manonko pakhoku jiba kotha nuhe .semane lootibe hoiran koribe,Mari be debe tenu bonchibaku hele medicine dokanru ousodho dokani ku pochari medicine khaiba kotha jodi hospital re treatment hebe nurse pakhore treatment heba sobuthu bholo.
Aukat ochhi jodi nije doctor heija.nohele nijor pilanku doctor boneide tebe jai janibu doctor Mane kete mehenot koronti au dinorati kete khotonti nijo jibonoku baji logei.
This type of incidents are happening in medical Colleges. All doctors like senior and junior are doing like this. Why Govt is not taking action to Doctors. What ever the salary they are getting is not enough for their living.
Ehi 10 jana H S licence cancel karajau ,and superintendent ku suspend karajau,ehi nurse sister jaha kahuchhanti 100% right, Government Doctor mane private hospital and clinic re duty karuchhanti .
a samastankara 1 month salary cut hau au jau loka ticket kati hospital asuchanti tanka jiba asiba kharchha diaa jau sabu se doctor hau ba nurse tume goverment job kariba au sadharana loka hairan hebe aeta kn thick ...
Odisha re doctor abhaba, Doctor Mane kaam salary re over duty karuchhanti..... Doctor mane 8 hr duty Kariba katha , hele over duty karuchhanti ..... Kichhi na jani , na suni bhukile hebani
Jadi sei jagare tama family member patient heithante au tankara blood lagibaku late heithanta au re nursing staff se patient pain chileithanta tahale apana kn emiti kahithante.
@@Taaucreation Naveen 25 year re kichhi kari parilani mahan majhi 25 dinare kn taa kari debe time ku apekhya kara sasan karibar besi Dina heini kn eka tharake upadi pakeiba
Many Many thanks to all Nurses.Many Doctors are working in private sector.So govt should take tight action against lazy doctors.Daughter you are really nurse .God bless you .All culprits should be punished by God very soon.
There is nothing called a Nursing Officer. They are staff Nurses of that Hospital. If you don't believe in Doctors then go to Nurses private clinic directly. We are not Ientrested to treat those public who are not supportive.
Doctorମାନେ ପ୍ରାଇଭେଟ୍ ହସ୍ପିଟାଲ ଯାଇ ଟଙ୍କା ରୋଜଗାର କରିବାକୁ ଯାନ୍ତି
ଆଉ ନର୍ସ ମାନେ ଜାନ୍ତିନି... ଦେହ ଖରପ ହେଲେ ନର୍ସ ଫାଖକୁ ଯିବ ନ Dr ପାଖକୁ...
@@akshayakumarrout2248 nija kama neglect kariki kanpain jiba
Tame b jao
Tu baba Khali nurse pakhare treatment karaa
@@akshayakumarrout2248 .nn7 by t be cb
ସେପରି ଡାକ୍ତର ଗୁଡେ ଅଛନ୍ତି ସେ ସଳେ ଲୋକଙ୍କୁ ପୁରା ମାରି ଦିଅନ୍ତି ଏ ଦୀଦୀ ମା ଜାହା କହୁଛନ୍ତି ତାହା ପୁରା ଠିକ୍ ।
Right
Bala thik magya
Nurse thik kahuchhanti
ସବୁ ସରକାରୀ ମେଡିକାଲ ନର୍ସ ମାନେ ପ୍ରକୃତରେ ରୋଗୀଙ୍କ ସେବା କରୁଛନ୍ତି ଡାକ୍ତର ମାନେ private ରେ ରୋଗୀ ଦେଖି ଟଙ୍କା ରୋଜଗାର କରୁଛନ୍ତି
Bilkul thik….next time nurse nku ame patient dekheiba
@@gautamdas6191 😄😄😄😄
100% right
Right
Absolutely not
ସବୁ ତ Private hospital duty କରିବେ ଯାଇକି ଅଧିକ ପଇସା ଦରକାର,govt ଡ଼କ୍ଟର Private hospital dutyକାହିଁକି କରିବେ ସରକାର ଏହା ଉପରେ କାଯ୍ୟନୁଷ୍ଠାନ ନେବା ନିହାତି ଦରକାର...
Tama gandi kahinki jaluchi tame doctor hei paribani
ଏପରି ଡାକ୍ତରଙ୍କ licence ରଦ୍ଧ କରାଯିବା ଦରକାର
ଆପଣ ଠିକ୍ କହିଲେ ହାଉସ ସୂର୍ଜେନ୍ ଙ୍କ ଲାଇସେନ୍ସ ରଦ୍ଦ କରାଯାଉ
@@madhabanandaswain4695ତା ପରେ Dr ମାନେ strike କରିବେ... Aapn କଣ କରିବେ...
Eeitokijogu 5 patient ratisara chhoto poto heuthile eei door bondo koro soipode sedino patient morigole podamuhin nije thik nuh. Doctor nmre complaint koruchhi
@@akshayakumarrout2248 ଲାତ ମାରିବୁ ସେମାନଙ୍କୁ
ସେ ଡାକ୍ତର ନୁହଁନ୍ତି ଡକାୟତ ଶଳା ବାଳ ଡାକ୍ତର । ଛିଛି...ଏପରି ଡାକୁରଙ୍କ ପାଇଁ ସବୁ ଡାକ୍ତରବଦନାମ|
Chup
@@shibanimahakuda8916 ଭାଇ ମୋତେ ଚୁପ କହିଲାଭ କଣ ?
Dokayot au tautor misile doctor.Tenu doctor manonko pakhoku jiba kotha nuhe .semane lootibe hoiran koribe,Mari be debe tenu bonchibaku hele medicine dokanru ousodho dokani ku pochari medicine khaiba kotha jodi hospital re treatment hebe nurse pakhore treatment heba sobuthu bholo.
@@shibanimahakuda891699℅ doctor maghia
M ghian Doctor na pela, sala nku godei godei Gandi mariba katha6
ସେ ସୁପାରିଟେଣ୍ଡେଣ୍ଡକୁ ଓ ସେ ଡାକ୍ତରଙ୍କୁ ବଦଳି କରା ଯିବା ପରିବର୍ତ୍ତେ ଚାକିରୀ ଋ ହଟାଯାଉ ।
Right
Kemiti right,se doctor nka duty kie kariba,new doctor posting hele ta😂😂😂😂@@sabitadansana8387
Thik katha
Nurse ଦିଦି ଏକ ଦମ୍ ଠିକ୍ କହିଛନ୍ତି
ଡାକ୍ତର କୁ ତୁରନ୍ତ suspend କରାଯାଉ
ଏ ଭଳି ଡାକ୍ତର ଙ୍କୁ arrest କରାଯାଉ
@@BhaktaBandhusahu-nj7ju right
ଡକ୍ଟର ଙ୍କୁ ଆହୁରି ଅଧିକ ପିଟିବା ଦରକାର
Tote darkar bandhiki mada
Tu kie be
@@anojdhir2889 to bhali bekar nuhne
Aukat ochhi jodi nije doctor heija.nohele nijor pilanku doctor boneide tebe jai janibu doctor Mane kete mehenot koronti au dinorati kete khotonti nijo jibonoku baji logei.
ଠିକ୍ କହୁଛ। ଏ ଶଳଙ୍କୁ ଖାଲି ମାଡ଼ ଦରକାର। କଥା କଥା କେ ମାଡ଼।
ଯେ ଜୀବନ ବଞ୍ଚାଇବାକୁ ଆପ୍ରାଣ ଚେଷ୍ଟା କରୁଛି ସେ ହେଉଛି ଦୋଷୀ , ସେ ଶଳା ଡାକ୍ତର କୁ ଟର୍ମିନେଟ କରିବା ଦରକାର
ସମସ୍ତଙ୍କର 3 ମାସ ର salary ବନ୍ଦ କରିଦେଲେ ଏମାନଙ୍କର ଆନ୍ଦୋଳନ ନିଶା ଛାଡ଼ିଯିବ। ଏମାନଙ୍କ ର ଝଗଡ଼ା ପାଇଁ ରୋଗୀ କଣ ପାଇଁ ବଳି ପଡ଼ିବ
😂😂😂😂😂
Lokanku 3 mas jake dekhani... Sabu ape ape sabad heijibe.. Free service paijauchanti boli besi ranga
Se patient pain fight korichonti tome kn bujhiparuno tomo patient ro jodi thik time re blood no dia jai tah hehele kn heithanta
@@sohandas1401perfect katha
Sabu patient b 3 month semiti chadajau semiti bhala heijibe
ସବୁ ଚୋର .... ,,S E B ରେ ସବୁ ସସ୍ପେଣ୍ଡ ..... ନିଉ ଅପଣ୍ଟ ମେଣ୍ଟ .....
Magya eita kana tora ghara katha heichi na kana
HOD ମାନେ scb କୁ ଆସୁନାହାନ୍ତି। ସବୁ private practice re ଯାଉଛନ୍ତି
Tame private re dekhao kahinki govt re dekhaucha . Poisa nai jadi insurance te kara😂
@@chuka8995 Ame Tax dauchu Govt ku aau ama tax paisa re doctor salary pauchanti etiki janinu hasuchu. Aau insurance pain tanka tu dabu ?
@@dipankar2478 gariba gandi dei dei mariba😂😂😂 simple
ଓଡିଶା ବାସି ଜାଗିଉଠ ଏକତା ହୁଅ ନହେଲେ ଆଗାମୀଦିନରେ ସ୍ୱଥ୍ୟ ସେବାରୁ ବଞ୍ଚିତ ହେବା ସରକାର କିଛି କରି ପାରିବେନି ସମସ୍ୟା ନେତାଙ୍କ ର ନୁହେଁ ସମସ୍ୟା ସରକାରୀ ଚାକିରିଆ ମାନଙ୍କ ର ନୁହେଁ ସମସ୍ୟା ଚାଷୀର, ଖଟିଖିଆ ମାନଙ୍କ ର ଚାଷୀ, ମୁଲିଆ, ଏକ ହେବା ଆମ ସମସ୍ୟା ସମାଧାନ କରିବା
Right nurse
Superintendent upare action niajau
Right Supertendent ethi pain dayii
ସ. ଶ୍ରୀଯୁକ୍ତ ମହନ ଚରଣ ମାଝି sir🙏🙏 😮 ଦିଦିଙ୍କର କଣ ଅସୁ ଵିଧା ହେଇଚି ଭଲଶେ ବୁଝି ଦିଅନ୍ତୁ
ଶଳା ଡାକ୍ତର ମାନେ ତମେ ନିଜକୁ କଣ ଭାବୁଛ କି ରେ ,, ରୋଗି ମାନେ ତମଙ୍କୁ ଭଗବାନ୍ ଭାବି ଚିକିତ୍ସା ହେବା ପାଇଁ ଭରସାରେ ଆସୁଛନ୍ତି , ତମେ ସେମାନଙ୍କୁ ଚିକିତ୍ସା ନ କରି ବୁଲୁଚ ନାଇ ,, ବାଳ ପାଇଁ ଡାକ୍ତର ପାଠ ପଡ଼ିଚ ଶଳା ,,,, ରୋଗୀ ମାନଙ୍କ ବିଶ୍ୱାସ ଭାଙ୍ଗି ବା ପାଇଁ ଚେଷ୍ଟା କରନି ଭଗବାନ୍ ଉଚିତ୍ ଦଣ୍ଡ ଦେବେ ତମକୁ 😢
To banda kati debe doctor mane anasthesia deiki jani b paribuni magya bujhilu. Bala loka gote
ବାସ୍ତବରେ Dr କେବେ ward ରେ ରହନ୍ତି ନାହିଁ କେବଳ ନର୍ସ ମାନେ ହିଁ ସବୁବେଳେ present ରହନ୍ତି । Dr ମାନେ ନିଜକୁ ଗୋଟେ ଗୋଟେ ବ୍ୟବସାୟୀ ଭାବନ୍ତି, କଣ କଲେ ଗୋଟେ ଦିନରେ କୋଟି ପତି ହେଇପାରିବ ଏହା ସେମାନଙ୍କ main ଲକ୍ଷ୍ୟ । ରୋଗୀ ମଲେ ମରୁ । ଅବଶ୍ୟ ସବୁ Dr ଏପରି ନୁହଁ ।
Right
Ta bandaku lekhuchu
ସେ ନର୍ସ କୁ ଧନ୍ୟବାଦ୍
Se nurse jiban sara pasteiba doctor ku gali dei g gei nurse
Always nursing officer sufferer heuchi.... By public also by HS, other doctors..... A great action must be taken....
ହାଉସ ସର୍ଜନ ମାନଙ୍କୁ ତୁମେ ନ କହି କଣ୍ ମାନ୍ଯବର କହନ୍ତି
ଆଗSir ହେବାର ଯୋଗ୍ୟ ହୁଅ ତାପରେ ସମସ୍ତେ ତୁମକୁ ସାର ଡାକିବେ ଓମାନିବେ
@@harekrushnabehera5851 apananka jogyata tk kn kahile
Apana decide karibe kie kn pain jogya
Kuadu asi jauchanti kjani emane
Right 👍
You r wright mam
Didi u are great
ଯେଉଁମାନେ କର୍ତ୍ତବ୍ୟ ରେ ଅବହେଳା କରୁଛନ୍ତି ସେମାନଙ୍କ incrisemen ବନ୍ଦ କରାଯାଉ ।
ସରକାରଙ୍କ ଡାକ୍ତରଖାନାରେ ସେବା ଯୋଗାଇ ଦେବାପାଇଁ ନିଯୁକ୍ତ ନୂଆ ଡାକ୍ତର ମାନଙ୍କର ନିଯୁକ୍ତ ନର୍ସିଂ ମହିଳା ମାନଙ୍କ ପ୍ରତି ହୀନ ମାନସିକତା ଦର୍ଶାଉଛି ?🎉
Nurse mane hina doctor ra goda chatiba darkar magya nnkara aukat nai …
SCB MEDICAL RE Doctor Nka bahut abahela aau bahut abhadra byabahar... salute nurses
Nurse Tamara treatment karuchanti
Right
Doctor mane chanhile nurse ku chakara baneidebe nurse ra kicchi aukat nai semane only bed sheet safa kariba darkar😝😂☺️☺️☺️
ସେ ଶଳା ଡାକ୍ତର କୁ କେବଳ ମାଡ ଦରକାର ହେଉଛି
ଭଲ ହୋଇଛି ନର୍ସ ଭଉଣୀ ମାନେ, ତୁମର ଆଡେ ସେବନ୍ତି ଆକା।
Thank you sister
ପ୍ରଥମେ ହାଇକୋଟ ଅଲ ମିଡ଼ିଆ ଚେନାଲ ଙ୍କୁ ପ୍ରମିଶନ ଦିଅନ୍ତୁ scb ରେ ନିୟୁଜ କରିବାପାଇଁ ମିଡ଼ିଆ ଭାଇ ମାନେ ଯଦି scb ରେ ଯଦି ହାଇକୋଟ ପର୍ମୀଶନ ଦେବେ ରୋଗୀ ଙ୍କ ପାଇଁ ଗୋଟେ ଭଲ ବାଟ ବାହାରିବ ଅଲ ଷ୍ଟାପ ଙ୍କ ର ବି ଡରରହିବ କିଛିବି ଭୁଲ କରିବାକୁ କିମ୍ବା ଲୋକଙ୍କୁ ବେବହାର ଖରାପ କରିବାକୁ ଷ୍ଟାପ 100 ଥର ଭାବିବେ ମିଡ଼ିଆ ହେଲେ ତୃତୀୟ ଆଖି
ପରଫେକ୍ଟ କଥା କହୁଛନ୍ତି ନର୍ସ ମାଡାମ ଯାହା କହୁଛନ୍ତି ତାହାହିଁ କରୁଛନ୍ତି ଡାକ୍ତର ମାନେ
ଡାକ୍ତର ମାନେ scb ମେଡିକାଲ ରେ ନିଜକୁ ଭାବୁଛନ୍ତି ଭଗବାନ ବୋଲି ଓ scb ର ଆମେ ଡାକ୍ତର ଗୁଣ୍ଡା ଯାହା କହିବୁ ଆମ କଥା ରହିବ
ରୋଗୀଙ୍କୁ ଯେଉଁଭଳି ବେବହାର କରୁଛନ୍ତି ରୋଗୀ ଯେମିତି କୁକୁର ମାଙ୍କଡ଼ କି
ଖାଲି ମାଡ ଦରକାର ଡାକ୍ତର ମାନଙ୍କୁ
କାର୍ଜୁଆଲଟି ଙ୍କୁ ଯଉ ରୋଗୀ ଯିବେ ସିଏ ନିଶ୍ଚୟ ସିରିଏସ ପେସେଣ୍ଟ ହେଇଥିବ କିନ୍ତୁ ଡାକ୍ତର ମାନେ ସିକ୍ଯୁରୁଟି ଙ୍କୁ ଅଡର ଦେଇଛନ୍ତି ରୋଗୀ ଲାଇନରେ ଆସିବାକୁ ସିରିଏସ ପେସେଣ୍ଟ ଯଦି ଲାଇନ ରେ ଆସିବେ ମରିବେ ନା ରୋଗୀ ବଞ୍ଚିବେ
ଡାକ୍ତର ମାନେ ଭାବୁଛନ୍ତି scb ମେଡିକାଲ ତାଙ୍କ ବାପା ର ବୋଲି
scb ମେଡିକାଲ ହେଉଛି ତାଙ୍କର ଗୋଟେ ଖଟି ଓ ତା ଭିତରେ ଇଂରେଜ ଶାସନ ଚଳେଇ ଛନ୍ତି
ଡାକ୍ତର ଯେତେ ବେଳେ ରୋଗୀଙ୍କୁ ଦେଖିବାକୁ ଆସୁଛନ୍ତି ସିକ୍ଯୁରୁଟି ଲୋକ ଙ୍କୁ ଯେଉଁ ଭଳି ବେବହାର କରୁଛନ୍ତି ଯେମିତି କି ରୋଗୀ ହେଉଛନ୍ତି କୁକୁର ମାଙ୍କଡ଼ କି ଚାଲ ଚାଲ ସାଇଟ ଦିଏ ଯେମିତି ଡାକ୍ତର ଆସୁନାହାନ୍ତି ତ ସୋର୍ଗ ରୁ ଭଗବାନ ଓଲ୍ହାଇ ଆସିଛନ୍ତି କି
ସିକ୍ଯୁରୁଟି ମାନେ ବି ଲୋକଙ୍କୁ ବହୁତ ବେବହାର ଖରାପ କରୁଛନ୍ତି
ଶାନ୍ତି କମିଟି ରେ ମିଟିଙ୍ଗ ହେଇ ଯଦି କଟକ ଟାଉନ ର ଅଲ ସାହି ରୁ 4 ଜନ ଲେଖା ଲୋକଙ୍କୁ ଶାନ୍ତି କମିଟି ଦାଇତ୍ୱ ଦିଅନ୍ତା ତାହେଲେ scb ମେଡିକାଲ ର ଅଲ ଷ୍ଟାପ ଙ୍କ ଉତ୍ପାତ କମିଯାଇଛି ଡର ବି ରୁହନ୍ତା ଓ ବାହାରୁ ଆସୁଥିବା ସବୁ ରୋଗୀ ଓ ଆମ କଟକ ର ଲୋକାଲ ରୋଗୀ ସମସ୍ତେ ସୁରୁଖୁରୁରେ ଭଲ ଚିକିତ୍ସା ପାଇପାରନ୍ତେ ଡାକ୍ତର ମାନେ ମେଡିକାଲ ରେ ମୁହଁ ଦେଖେଇ ଦେଇ ଫିଙ୍ଗର ଦେଇ ସାରି ନିଜେ ଖୋଲିଥିବା ନିଜର କ୍ଲିନିକ କୁ ଚାଲିଯାଉଛନ୍ତି ଯାହା ଫଳରେ ଏହି ସବୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି କଷ୍ଟ ପାଉଥିବା ନିରୀହ ରୋଗୀ scb ର ଅଲଷ୍ଟାପ କାହାକୁ ଡରୁ ନାହାନ୍ତି କି ତାଙ୍କୁ କହିବାକୁ କେହିନାହାନ୍ତି
ଜୟ କଟକ 🙏
ନୁଆ ସରକାର ଙ୍କୁ ମର ଅନୁରୋଧ ସବୁ ମେଡିକାଲ ରେ ଏଭଳି ଆକ୍ସନ ନିଆଁ ଯାଉ ଯେମିତି ଗର୍ବି ଡାକ୍ତର ମାନଙ୍କୁ ବାହାର କରାଯାଉ ସମାନେ ନିଜର ପ୍ରାଇଭେଟ୍ ଷ୍ଠୁର ଖୁଲି ରୁଗୀ ମାନକୁ ସମୟ ଦେଉ ନାହାନ୍ତି ଭଲରେ ଟିକେ କଥା କହନ୍ତି ନାହିଁ ଜୀବନ ଚାଲିଗଲେ ବି ଫରକ ପଡେ ନାହଁ ଜଦି ଡାକ୍ତର ହେଇରୁଗୀ ସେବା କରିବାର ନାହଁ ଡାକ୍ତର ହେଉଛନ୍ତି କାହିଁକି
ଦେଶ କମ୍ୟୁନିଷ୍ଠି ମାନଙ୍କ ହାବୁଡରେ ଯଦି ପଡିଥାନ୍ତା ଏ ଅବସ୍ଥା ଆଜି ହେଉ ଥାଆନ୍ତା ।
Change medical staff
ମାଗିହା ଡ୍ରାତର କୁ ଦ ବ ଡେ ଇ ହାନିଦିୟ
ଯାହାକୁ ଚାକିରୀ ମିଳିଛି ସେହି ଡକ୍ଟର ପ୍ରାଇଭେଟ୍ ହସ୍ପିଟାଲ ଖୋଲି ପାରିବେନି ଏହି ବିଷୟ ରେ କର୍ଯୁଷ୍ଟାନ ନିଆ ଯାଉ
ସେଠି ଡ଼କ୍ଟର ମାନେ ବହୁତ ମନମାନି କରୁଛନ୍ତି public ମାଡ ହିଁ କେବଳ ସଠିକ ଉପଚାର
ବିଜେଡି ପିରିଅଡ ରେ ତଦାରଖ ଥିଲା ବିଜେପି ପିରିଅଡ ରେ ସେଟା ହଉନି
ଡାକ୍ତର ମାନେ ଜବର୍ଦସ୍ତ୍ ସମ୍ମାନ ଖୋଜୁଛନ୍ତି । ଡ ମାନେ ଥରେ ଲାଇସେନ୍ସ ପାଇଗଲେ ବହୁତ ଅହଂ ବଢିଯାଏ । ଏମାନନ୍କୁ ସମସ୍ତେ ସମ୍ମାନ କରନ୍ତି , ମାତ୍ର ଏମାନେ ଅନ୍ୟର ସମ୍ମାନ କୁ ଅଣଦେଖା କରନ୍ତି । ଅନ୍ୟ profession ରେ ଏପରି ଦେଖାଯାଏ ନାହିଁ ।
Duty is God🙏🌹
ସରକାର କୁ ଜଣାଜାଉ ପ୍ରତି ସରକାରୀ ଡାକ୍ତରଖାନା ଗୁଡ଼ିକରେ କଡ଼ା କବି ନିୟମ ଲାଗୁ ହେବା ଦରକାର
Thank you sister.jauthi jauthi emiti anyay heucchhi,ei thoka doctor manaku emiti sidha kariba darkar
Superintendent upore action nia jau
ଡକ୍ଟର ମାନେ ପ୍ରାଇଭିଟ ରେ ରୋଜଗାର କରୁଛନ୍ତି, ଗମେଣ୍ଟ ମେଡିକାଲ ରେ ରୋଗି ମରିଗଲେ ତାଙ୍କର କଣ ଅଛି, ଯଥା ଶୀଘ୍ର ବିଦା କରନ୍ତୁ
ବର୍ତମାନ ଭାରତରେ ଲୁଟେରା No-1 ହେଲେ ଡକ୍ଟର ମାନେ, ସରକାରୀ ଚାକିରୀ ସହିତ ୧୦ ଲେଖାଏଁ କ୍ଲିନିକ୍ ଚଳାଉଛନ୍ତି
Khali SCB nuhan , sabu CHC, PHC re situation kemiti achhi regular review heu .
This type of incidents are happening in medical Colleges. All doctors like senior and junior are doing like this. Why Govt is not taking action to Doctors. What ever the salary they are getting is not enough for their living.
Govt should increase the salary of doctors
Ehi 10 jana H S licence cancel karajau ,and superintendent ku suspend karajau,ehi nurse sister jaha kahuchhanti 100% right, Government Doctor mane private hospital and clinic re duty karuchhanti .
Every service is big.
Nurse mane doctor mananku sanman deunahanti..bhasa kohiba amanankoro bohut khorap...amananku punishment darkar..khali lady stastaff kohuchhanti...male nurse darkar
ହାଉସ ସର୍ଜନ ମାନେ ହସ୍ପିଟାଲ ର ଚାକିରିଆ ନୁହଁନ୍ତି
HS are Doctors of medical College they are also duty bound and should be responsible for quality patient care,
Se gudaka mahagia
I stand with nursing officer. Se jaha kahile pura thik. Doctor gudanku punishment darkar.
Nursse doctor nku respect Kariba uchit
Doctor b nursse nku co-operate Kariba uchit
Ubhaya sseba manabruti re kama Kariba uchit
Se doctor ku jota re pitiba katha
Actually, Doctors must keep patience and understanding.This is due to lack of knowledge.
ମାଡ଼ ହେଇଛି,ଭଲ ହେଇଛି,କାରଣ ମୋ ବାପା ଙ୍କୁ SCBର ଡାକ୍ତର ମାନେ ମାରି ଦେଇଛନ୍ତି।
To bopa kana agreement kariki asithila na 100 barsa banchiba boli to bopa kana magya mahatma gandhi na kana
ତଦନ୍ତ ଆବଶ୍ୟକ
ତଦନ୍ତ ପରେ ଦୋଷୀ Dr ଙ୍କୁ ଲାଇସେନ୍ସ ବ୍ଲକ କରି ଜରିମାନା ସହିତ ବହିଷ୍କାର କରାଯାଉ
ଡାକ୍ତର କୁ ଆଗ ମାଡ଼ ଦରକାର ହେଲେ ସେମାନେ ବୁଝିପାରି ବେ ସେମାନେ ରୁଗିର ବେଦନା କୋଣ
Strong Action should be taken
ଶଳା ଙ୍କୁ ଖାଲି ମାଡ଼ ଦରକାର। ବହୁତ ବାହାନା କରୁଛନ୍ତି।
Maa tuma pakhe Sara odisha achhi, maa darani, tume vaut vala au sata kahucha
ଯେଉଁ ଡାକ୍ତର ରୋଗୀ ଙ୍କ ଜିବନ ସହ
ଖେଳ ଖେଳି ଥାନ୍ତି ,ସେମାନେ ଗୋଟେ ଗୋଟେ ବେଧ ଛୁଆ ,,,,,,,
a samastankara 1 month salary cut hau au jau loka ticket kati hospital asuchanti tanka jiba asiba kharchha diaa jau sabu se doctor hau ba nurse tume goverment job kariba au sadharana loka hairan hebe aeta kn thick ...
Kai asuchanti ki ticket kati...kie dakuchi
Sabu free dia hele eya asubidha...aiims bhalia kam paisa hau pache kichi kichi paisa neba katha state govt ku ei lokanka thu
Sarkar ku kuha se asiki tritment start karibe nahele time nije kara
Thiki katha kahichhanti
ଏତେ ବଡ଼ ଘଟଣା l Health minister & Chief minist କଣ ପଦକ୍ଷେପ ନେଲେ ?
Se Doctor Sir daka sunibaku bhika maguchi....
ତୁମେ sir ଡାକିଦେଲେ, ତୁମ ସଂମାନ ଗଳି ପଡିବ, 🤔🤔🤔
ଆମ ନୂଆ ସରକାର ଡକ୍ଟର ମାନଙ୍କ ଏକ chhatrabad ଦବଙ୍ଗଗିରି କୁ ତାଗିଦ୍ କରିବାକୁ କିଛି ନିୟମ ପବ୍ଲିକ ରେ ପୋଷ୍ଟ କରିବା ଉଚିତ୍ ଏବଂ ଏହା କରିବାକୁ ଅନୁରୋଧ
Doctor ମାନଙ୍କୁ ମାଡ଼ ମାର ତେବେ ସମୟରେ ହିଁ ଅସିବେ କାହିଁକି ସମୟରେ ନ ଆସିଲେ ମାଡ଼ ଦେବେ ଜାଣିବେ
Odisha re doctor abhaba,
Doctor Mane kaam salary re over duty karuchhanti.....
Doctor mane 8 hr duty Kariba katha , hele over duty karuchhanti .....
Kichhi na jani , na suni bhukile hebani
@@bikashbikash9715hospital re toh rohuno kouthi 8hrs duty korucho
Absolutely right...
ଆଉ staff nurse mane manju service ପିଲାକୁ ଖଟଉ ଛନ୍ତି
ଡlକ୍ଟର ଗେହୀ ହେବାକୁ ଯାଆନ୍ତି
ସବୁ ଡାକ୍ତର ନର୍ସ ମାନେ ହାରାମି ସରକାରୀ ମେଡିକାଲ ର କାମ ଦେଖି ପଇସା ଦେବା ଦରକାର
Sister Great step
Doctor mankara ego bahut badhi galani....
Doctor not working Perparly. Personal work out side .
ମେଡିକାଲ୍ ଲାଇନ ରେ ଭଲ ପଇସା ଡାକ୍ତର ବାବୁ ବଦଲୋକ ତାଙ୍କୁ କିଏ କହିବl ଜିଲ୍ଲା ମେଡ଼ିକଲ ରେ ନର୍ସ ଦିଦି ଦେଲିଭରି କରାନ୍ତି ଡାକ୍ତର ବାବୁ ଶୋଇ ପଡନ୍ତି l ନହେଲେ ନର୍ସିଗହୋମ ଯା ପାଖରେ ପଇସା ଅଛିତ ପୁଅ l ଯଦି ପଇସା ନାହିଁ ସେଠି ଅପେକ୍ଷା କର ଭଗବାନ୍ ଚାହିଁଲେ ଭଲ ହବୁ l ଘନିଆ ଟl ଡାକ୍ତର ହେଲେ ସେବା କରିବ ବୋଳି କହି ପକାଉ ଥିଲl ଏଁବେ ଗାଁ ଲୋକ ଦେଖିଲେ ଲୁଚି ଯାଉଛି l ହଉ ସେ ତ ମେଧାବୀ ଛାତ୍ର ଥିଲା ଏବେ Dr GS jee....
ଡାକ୍ତର ଙ୍କୁ ଆହୁରି ମାଡ଼ ମାରିବା ଦରକାର,ନର୍ସ ମାନେ ହିଁ କାମ କରୁଛନ୍ତି ଏହା ସତ୍ୟ
ସେଡାକ୍ତରଙ୍କୁମାଡଦରକାର
Cancel the license of doctor
Government should take strong action against this case
ନରସିଂ ଅଫିସର କ'ଣ ଡ଼ାକ୍ତର ଙ୍କ ଉପର ଅଥରିଟ୍ ? ନର୍ସ ମାନେ କେବେ ଅଫିସର ହେଈଗଲେଣି ? ସବୁ ସଂଘ କୁ ଇନଫରମ୍ କର ସଂଘ ଦରମା ଦବ !ଏ ଟୋକି ବହୁତ ଭଡ ଭଡ ହଉଛି!ଡେରି ହେଲା ବୋଲି ନର୍ସ ଡାକ୍ତର କୁ ହାକିମାତ୍ ଦେଖଉଛି ! ତାକୁ ଉପର ଅଫିସର କୁ ମାନୁନାହିଁ ବୋଲି କମ୍ପଲେନ୍ କଲେ ଚାକିରି ଯିବ !
Kauthi acha bhai/bhauni....😂
Nursing officer boli janina ....
Oh MBBS para......
Pandian samastank mana khusi kariba pai officer lagae dela... Nursing staff ru officer😂😂😂hae gale aoo
@@kishordharua First for your kind information nursing officer Central ru heichi naki odisha re pandian karichi tk ta information janiki kuhantu.
First re semane Student au nursing staff employee
Jadi sei jagare tama family member patient heithante au tankara blood lagibaku late heithanta au re nursing staff se patient pain chileithanta tahale apana kn emiti kahithante.
Satya ra Jay he u jai Jagannath .
ମୋହନ୍ ବାବୁ କେତେଥର visit କଲେଣି ହସ୍ପିଟାଲ ରେ ,
ଲୋକ ଦେଖଣିଆ ବଡ଼ ଦାଣ୍ଡରେ ଝାଡୁ ମାରୁଛ, ଅଥଚ hospital ରେ ଥରେ ମାତ୍ର ଭିସିଟ ନାହିଁ, କାହିଁକି କୁର୍ଶି ଆବୁରେଇକି ବସିଛ,
Naveen kete thara kari thile
@@AbhimanyuAbhi-od7fk ନବୀନ ଯାଇନଥିଲା ସେଥିପାଇଁ ଚେଞ୍ଜ ହେଲା,
BJP ଜଉ ବଡ଼ ବଡ଼ କଥା କହୁଥିଲl ସବୁ ଉଲ୍ଟେଇ ଦବୁ, ଫେକୁ ଅଶ୍ମିତl ସରକାର
@@Taaucreation Naveen 25 year re kichhi kari parilani mahan majhi 25 dinare kn taa kari debe time ku apekhya kara sasan karibar besi Dina heini kn eka tharake upadi pakeiba
@@AbhimanyuAbhi-od7fk 25 ଦିନରେ ଓଡିଆ ମାଡ଼ ଖାଇଛନ୍ତି, କୁଆଡେ଼ ଗଲା ଅଶ୍ମିତା
ଆଇନ କାନୁନ୍ ନେତା ଙ୍କ ହାତରେ ବଳି ପଡିଛି
ମୋଦି, ଶାହା ଯାହା କହିବେ ସେଇଆ ହବ
ଦର ଦାମ୍ ବୃଦ୍ଧି, କୁଆଡେ ଗଲା ଗ୍ୟାରେଣ୍ଟି
BJP ତାର ଫାଇଦା ପାଇଁ କିଛି ବି କରିପାରେ ,
Not in SCB but also in every medical
Madam 100% Right
JAI HO🙏🚩
MOHAN
SIR YE KYA CHAL RAAHAA HEI
KYA SARKAAR NIRBAL HONE LAGI HAI
Many Many thanks to all Nurses.Many Doctors are working in private sector.So govt should take tight action against lazy doctors.Daughter you are really nurse .God bless you .All culprits should be punished by God very soon.
5 ବର୍ଷା ରେ ଥରେ ବଦଳି ଏମାନଂକୁ ଦରକାର
ସବୁଠି ଏମିତି ହୁଏ
Doctor have knowledge about fffp. NABH And ISo telling about nurses safety but nursing staff looing safety and security.
Joo doctor duty karte nahi unko suspend and doctor licence cansel hoo
Pehle cancel ki spelling kar lo uske baad cansel kroge😂😂
ମୋହନ ମାଝୀ
"କାହାକୁ ଛଡା ଜିନିଷ "
First arrest all the HS AND SUSPENDED SOON AND THIS ACTION SHOULD BE TAKEN IMMEDIATELY
ମୁଁ ଯେତିକି ଦେଖିଛି,house କିପର late ରେ ଆସନ୍ତି।next nurse ବି।ଝଡୁଆଲି time ରେ ଆସନ୍ତି।but ଲାଞ୍ଚ ନିଅନ୍ତି।ଡକ୍ଟର time ରେ ଆସନ୍ତି।ଏବେ କାର ମୁଁ ଜାଣିନି।
thik katha scb re doctor manak behavior bahut rough .
Tu ta re katha barta karanti
Right madam
Jau b doctor gvt re job kariki pvt ku jauchanti semanaku gvt ru bahar karideba darkar amane lobha re tanka pai roginku thik re tritment daunahanti
Right
There is nothing called a Nursing Officer. They are staff Nurses of that Hospital. If you don't believe in Doctors then go to Nurses private clinic directly. We are not Ientrested to treat those public who are not supportive.