Praise the lord 🙏, i miss you pastor bro 😢💐🌹❤️🙏 I pray to Hevanly Father 👑 Jesus ✨plz papa save the soul 😢 God bless u your soul 😭🙌🤲🙏 Amen 🕯️👑🌹❤️✨✨✨💐💐💐😭😭😭🙌🙌🙏
*Pastor K. Digal is Promoted to His Glory* 😭😭😭RIP😭😭😭 ଅତି ଦୁଃଖର ବିଷୟ So sad News... Late Kishore Digal jane Sanskrit Preacher ଥିଲେ ଯିଏ କି ସଂସ୍କୃତ ଭାଷାରେ ଶ୍ଲୋକ କହି ପ୍ରଭୁଙ୍କ ବାକ୍ୟ ପ୍ରଚାର କରୁଥିଲେ. ଏ ପରି ପ୍ରଚାରକଙ୍କୁ ଆଜି Christian ସମାଜ ହରାଇଲା 😭😭😭😭😭 May God bless and give peace to his Family members during these sorrowful days!
The way preach it rescues my soul from every burden.... I am really filled with such pain in my heart to loose a light of the world who saved many soul from eternity death. May the prince peace comfort his family members and all longing souls who feel the pain from the bottom of their heart
ବହୁତ୍ ଦୁଃଖର ବିଷୟ 😢😢😢😢। ତାଙ୍କ ପରିବାର କୁ ପ୍ରଭୁ ସାନ୍ତ୍ବନା ଦିଅନ୍ତୁ।
ପ୍ରଭୁ ତାଙ୍କ ପରିବାର କୁ ଧର୍ଯ୍ୟ ଓ ଶାନ୍ତ୍ବନା ଦିଅନ୍ତୁ
ତାଙ୍କ ପ୍ରଚାର ଶୁଣିଲେ ହୃଦୟ ଆନନ୍ଦରେ ପରିପୂର୍ଣ୍ଣ ହୋଇ ଉଠେ 🎉🎉🎉😢😢😢❤❤❤
ପ୍ରଭୁ ତାହାଙ୍କ ଆତ୍ମାକୁ ଆଉ ତାହାଙ୍କ ପରିବାରକୁ ଶାନ୍ତି ଓ ଶାନ୍ତ୍ବନା ଦିଅନ୍ତୁ।
Praise the loard sir bahut dukha laguchi sir amomananka priya pracharika thile God bless you😢😢😢😢
ପ୍ରଭୁ ତାଙ୍କ ପରିବାର ଓ ତାଙ୍କ ମଣ୍ଡଳୀ ସମସ୍ତଙ୍କୁ ଶାନ୍ତି ଓ ସାନ୍ତ୍ୱନା ଦିଅନ୍ତୁ । ଆମେନ
ଦୁଃଖର ବିଷୟ କିନ୍ତୁ ତାଙ୍କର ଆତ୍ମା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗ୍ରହଣ କରନ୍ତୁ ଆମେନ୍ ହାଲ୍ଲେଲୋୟା praise the lord hallelujah hallelujah ameen
ପ୍ରଭୁ ତାଙ୍କର ଆତ୍ମାକୁ ଶାନ୍ତି ଦେଉନ୍ତୁ।ଓ ତାଙ୍କ ପରିବାରକୁ ସାନ୍ତ୍ଵନା ଦେଖନ୍ତୁ।
Dukha laguchi kahiki prema dekhai mitha bhasha kahi au kahaku convert kariparibenahi bidesi chora jesu
Ameen 🙏
@@SanchitRanjan-u2dkichi na jani emiti kaiba thik nua bidesi chora jesu bhuli kaibaku kn ta pakhre proof achi samaya asibo dine tora bi
❤❤❤❤❤😂😂😂😂😂😢😢😢😢😢😮🙏🏻🙏🏻🙏🏻🙏🏻🙏🏻❤️
ପ୍ରଭୁ ଙ୍କ ଦାସଙ୍କୁ ତାଙ୍କ ପୁତ୍ର ବୋଲି ଗ୍ରହଣ କରନ୍ତୁ ଏବଂ ତାଙ୍କର ପରିବାର ସମସ୍ତଙ୍କୁ ପ୍ରଭୁ ଯୀଶୁ ସାନ୍ତ୍ଵନା ଦିଅନ୍ତୁ 🙏🙏🙏🙏😭😭😭😭god bless you Amen
Praise the lord ❤❤❤
Amen😢😢😢😢😢😢😢
PRAVHU ✝️ ଆଜ୍ଞା ଙ୍କ ପାରିବାର ଙ୍କୁ ଶାନ୍ତନା ଦିଅନ୍ତୁ
Praise the lord 🙏, i miss you pastor bro 😢💐🌹❤️🙏
I pray to Hevanly Father 👑 Jesus ✨plz papa save the soul 😢
God bless u your soul 😭🙌🤲🙏
Amen 🕯️👑🌹❤️✨✨✨💐💐💐😭😭😭🙌🙌🙏
ପ୍ରଭୁ ତାହାଙ୍କ ଆତ୍ମା ଶାନ୍ତି ଦିଅନ୍ତୁ ❤✝️🙏😭
*Pastor K. Digal is Promoted to His Glory*
😭😭😭RIP😭😭😭
ଅତି ଦୁଃଖର ବିଷୟ
So sad News...
Late Kishore Digal jane Sanskrit Preacher ଥିଲେ ଯିଏ କି ସଂସ୍କୃତ ଭାଷାରେ ଶ୍ଲୋକ କହି ପ୍ରଭୁଙ୍କ ବାକ୍ୟ ପ୍ରଚାର କରୁଥିଲେ. ଏ ପରି ପ୍ରଚାରକଙ୍କୁ ଆଜି Christian ସମାଜ ହରାଇଲା 😭😭😭😭😭
May God bless and give peace to his Family members during these sorrowful days!
Praise the lord 😢😢😢😢😢😢😢😢😢😢😢😢😢😢
ଏହି ବୋଳି ପ୍ରଚାରକୁ ପାଇବାକୁ ବହୁତ କଷ୍ଟ ଲାଗେ,Rev. Kishorchandra Digal ପ୍ରଭୁ ଅନୁଗ୍ରହ କରନ୍ତୁ ଆମେନ ଏବଂ ପ୍ରଭୁ ତାଙ୍କର ପରିବାରକୁ ଅନୁଗ୍ରହ ପ୍ରଦାନ କରନ୍ତୁ ଆମେନ.😭😭🎚️🎚️
Thank god
He pita🙏🏻⛪ tanko aatma , family Shanti karantu pita 🙏🏻⛪⛪✝️✝️✝️😭Amen
Praise the Lord😢😢😢🙏🙏🙏
ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କୁ ନିଜର ପୁତ୍ର ବୋଲି ଗ୍ରହଣ କରନ୍ତୁ... ଏବଂ ପ୍ରଭୁ ତାଙ୍କ ପରିବାର କୁ ସାନ୍ତୁନା ଦିଅନ୍ତୁ.. ଆମେନ 🙏🙏🙏
ପ୍ରଭୁ ତାହାଙ୍କ ଆତ୍ମାକୁ ଆଉ ତାହାଙ୍କ ପରିବାରକୁ ଯାନ୍ତି ଦିଅନ୍ତୁ
Amen
ବିସ୍ଵାଶ ହଉନି ଆଜ୍ଞା
Hallelujah 🙏 hallelujah 🙏 hallelujah amen 🙏 hallelujah 🙏
ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କର ପୁତ୍ର ବୋଲି ଗ୍ରହଣ କରନ୍ତୁ ଏବଂ ପରିବାର ପ୍ରତି ଅନୁଗୃହ କର
ପ୍ରଭୁ ତାଙ୍କ ପରିବାରଙ୍କୁ ଆଶୀର୍ବାଦ କରନ୍ତୁ ଆମେନ
ପ୍ରଭୁ. ତାଙ୍କୁ. ଆଶୀର୍ବାଦ. କରୁନ୍ତୁ
ପ୍ରଭୁ ତାହାଙ୍କର ଆତ୍ମାକୁ ଗ୍ରହଣ କରନ୍ତୁ ଓ ପରିବାରକୁ ଶାନ୍ତି ଦିଅନ୍ତୁ। ଆମେନ୍.........
ପ୍ରଭୁ,ତାଙ୍କର ପରିବାରକୁ ଆଶୀର୍ବାଦ କରନ୍ତୁ praise the lord sair 🙏
Yes amen.....❤❤❤
ପ୍ରଭୁ ତାଙ୍କ ପରିବାର କୁ ସନ୍ତନl ଦିଅନ୍ତୁ
The way preach it rescues my soul from every burden.... I am really filled with such pain in my heart to loose a light of the world who saved many soul from eternity death. May the prince peace comfort his family members and all longing souls who feel the pain from the bottom of their heart
Hallelujah praise the Lord , I always respect to honourable K.Digal sir now he died. God bless to his family and Lord Jesus fulfill all needs.AMEN
Praise the lord ❤❤❤❤😭😭😭😭😭😭😭😭😭😭😭😭❤❤🙏🙏🙏🙏
ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗ୍ରହଣ କରନ୍ତୁ ଆମେନ
ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କ ଆତ୍ମା ଗ୍ରହଣ କରନ୍ତୁ ଏବଂ ତାଙ୍କ ପରିବାର କୁ ଶାନ୍ତି ଦିଅନ୍ତୁ।
Thanks lord yes amen ❤❤❤🎉🎉🎉
ସାର୍ ତାଙ୍କୁ ଈଶ୍ୱର ଆଶିର୍ବାଦ କରିଥାନ୍ତି Amne
ପ୍ରଭୁ ପାଷ୍ଟରଙ୍କ ଆତ୍ମାକୁ ଗ୍ରହଣ କରନ୍ତୁ ଏବଂ ତାଙ୍କ ପରିବାରକୁ ଶାନ୍ତି ଦିଅନ୍ତୁ 😭😭😭😭😭😭😭😭🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Miss you Pastor kishor sir.... RIP
ପ୍ରଭୁ ଯୀଶୁ ପରିବାରକୁ ଆର୍ଶିବାଦ କରନ୍ତୁ 🙏😪😪😪
Rev. K. C Digal ପରିବାର ପ୍ରଭୁ ଆଶୀର୍ବାଦ କରନ୍ତୁ Amen
Praise the lord save her family and rest her soul
ପ୍ରଭୁ ଯୀଶୁ କ୍ରିଷ୍ଟ ତାହାଙ୍କ ଆତ୍ମା କୁ ଶାନ୍ତି ଦିଆନ୍ତୁ 😭😭😭😭😭😭
ପ୍ରଭୁ କେଶିଗ୍ ଡିଗାଲ sir ଙ୍କୁ ଗ୍ରହଣ କରନ୍ତୁ amen
😢😢😢😢
Prabhu thanks paribaraku Asribad karantu
Hallelujah hallelujah ♥️♥️🙏🙏 praise the lord amen ♥️🙏
Praise the lord sir 🙌..,
ପ୍ରଭୁ ଆଶିର୍ବାଦ କରନ୍ତୁ
ଧନ୍ୟବାଦ ପ୍ରଭୁ ତୁମ ପ୍ରିୟଦାସ ଆଜି ତୁମ୍ଭ କୋଳରେ ନେଲ । ହେଲେ ତାଙ୍କ ପରିବାର ପ୍ରତି ତୁମକୁ ଲାଗିଲା ଏହା ମୋର ପ୍ରାର୍ଥନା ପ୍ରଭୁଯୀଶୁଙ୍କ ନାମରେ ଆମେନ୍...
Halleluza Halleluza Halleluza
ପ୍ରଭୁ ପରିବାର କୁ ସାନ୍ତ୍ୱନା ଦିଅନ୍ତୁ
ପ୍ରଭୁ ତାହାଙ୍କ ଦାସଙ୍କ ଆତ୍ମା ଙ୍କୁ ଗ୍ରହଣ କରନ୍ତୁ ଆମେନ
ପ୍ରଭୁ ଯିଶୁ ତାଙ୍କ ଆତ୍ମାକୁ ଚୀର ଶାନ୍ତି ପ୍ରଦାନ କରନ୍ତୁ 😢😢😢😢
Praise the lord 🙏🙏 prabhu taanka atmaku Santi diyantu..Amen
ପ୍ରଭୁ ତାଙ୍କ ପରିବାର କୁ ଶାନ୍ତ୍ବନା ଦିଅନ୍ତୁ ଆମେନ୍
ପ୍ରଭୁ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ 🙏🙏🙏
ଆଜ୍ଞା କେମିତି ମଲେ
ପ୍ରଭୁ ଯୀଶୁ ତାଙ୍କ ଆତ୍ମାକୁ ଆଶୀର୍ବାଦ କରନ୍ତୁ,
ଏବଂ ତାଙ୍କ ପରିବାରକୁ ମଧ୍ୟ ଆଶୀର୍ବାଦ କରନ୍ତୁ।
ପ୍ରଭୁ ତାଙ୍କ ଆତ୍ମାକୁ ଆଶୀର୍ବାଦ କରନ୍ତୁ ଓ ତାଙ୍କ ପରିବାରକୁ ସାନ୍ତନା ଦିଅନ୍ତୁ
ଫ୍ରଭୁ ଯୀଶୁ ଖ୍ରୀଷ୍ଟ ତାହାଙ୍କ ଦାସଙ୍କ ପରିବାରଙ୍କୁ ଶାନ୍ତି ଶାନ୍ତପ୍ନା ଦିହନ୍ତୁ 😭😭
ବହୁତ ଦୁଃଖର ବିଷୟ କାରଣ ଆଜି ସଦାପ୍ରଭୁ ତାହାଙ୍କର ଅମର ଆତ୍ମା ସଦଗତି କରନ୍ତୁ ଏବଂ ତାହାଙ୍କ ପରିବାରର ସଦସ୍ୟଙ୍କୁ ପ୍ରଭୁ ସାହାସ ଓ ଧର୍ଯ୍ୟ ଦିଅନ୍ତୁ...
Praise the lord Bhai
ପ୍ରଭୁ ଯୀଶୁ ତାଙ୍କ ପରିବାରକୁ ଶାନ୍ତି ପ୍ରଧାନ କରନ୍ତୁ🙏🏻 😢😢
ଜନ୍ମ ଦିନ ଓ ମରଣ ଏକ ଇଶ୍ୱରଙ୍କ ହାତରେ
ପ୍ରଭୁ ଯୀଶୁ k c ଦିଗାଲ ସାର ଙ୍କୁ ଆଶୀର୍ବାଦ କରନ୍ତୁ l ତାଙ୍କ ପରିବାରକୁ ମଧ୍ୟ ପ୍ରଭୁ ସ୍ୱାନ୍ତନା ଦିଅନ୍ତୁ ଆମେନ
Very sad news Prabhu tanko atmaku grahona karuntu amen
ପ୍ରୋଭୁ ତାଙ୍କ ପରିବାର କୁ ସନ୍ତ୍ନ ଦିଅନ୍ତୁ
Praise the lord
Haleluya amen
God bless him
Prabhu tanka atma Shanti diantu❤❤
Praisethe Lord 🙏🙏👍✝️🛐🛐🛐🛐
Hallelujah Jesus
ଅତି ଦୁଃଖର ବିଷୟ ସୁପରିଚିତ ପାଳକ ଆଜ୍ଞାଙ୍କ ଆତ୍ମାକୁ ପ୍ରଭୁ ଶାନ୍ତି ଦିଅନ୍ତୁ ଏବଂ ଶୋକାକୁଳ ପରିବାରକୁ ଶାନ୍ତି ସ୍ୱାନ୍ତନା ଦିଅନ୍ତୁ
ପ୍ରଭୁ ଯୀଶୁ ଆସିରିବାଧ କରନ୍ତୁ ଆମେନ୍
ଖ୍ରୀଷ୍ଟିଆନ ଧର୍ମାଲମ୍ଭି ପାଇଁ ଏକ ଅପୂରଣୀୟ କ୍ଷତି, ପ୍ରଭୁ ଦୁଃଖିତ ପରିବାର କୁ ଶାନ୍ତ୍ବନା ଦିଅନ୍ତୁ
❤RIP
ପ୍ରଭୁଙ୍କ ମହାନ୍ ନାମର ପ୍ରଶଂସା ହେଉ, ପ୍ରଭୁ କିଶୋର ସାର୍ ଙ୍କ ଆତ୍ମାକୁ ଶାନ୍ତି, ପରିତ୍ରାଣ ଓ ବିଶ୍ରାମ ଦିଅନ୍ତୁ। ଆମେନ୍
Prabhuka nama kana Bhai
May the Lord bless his family
ହଁ ଭାଇ ବହୁତ ଦୁଃଖର ଖବର,, ଓଡ଼ିଶା ଖ୍ରୀଷ୍ଟୀୟ ସମାଜ ର ୪ଖମ୍ୱ ରୁ ଗୋଟିଏ ଖମ୍ବ ଭାଙ୍ଗିଗଲା ପରି ଲାଗୁଛି
Oh! My God
I'm totally shocked 🤔
Heartfelt condolences dear pastor Kishor Ch Digal sir🙏🙏🙏
ବହୁତ ଦୁଃଖ ର ବିଷୟ କିଶୋର ଆଜ୍ଞା ଙ୍କୁ ପ୍ରଭୁ ଆଶିର୍ବାଦ କରନ୍ତୁ ତାଙ୍କ ପରିବାରକୁ ଶାନ୍ତି ସାନ୍ତାନା କରନ୍ତୁ ପ୍ରଭୁ ଧନ୍ୟବାଦ
ପ୍ରଭୁ କିଶୋର ଚନ୍ଦ୍ର ଦିଗାଳଙ୍କ ଆତ୍ମା ଶାନ୍ତି ଦିଅନ୍ତୁ ❤✝️🙏😭😭😭
We are very Very sad praise the lord hallelujah hallelujah hallelujah amen
God bless you sir Aman
ବହୁତ ଦୁଃଖର ବିଷୟ ଭାଇ ପ୍ରଭୁ ସେହି ଦାସ ଙ୍କ ପରିବାର କୁ ଶାନ୍ତି ପ୍ରଧାନ କରନ୍ତୁ
ପ୍ରଭୁ sir ଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଆଉ ତାଙ୍କ ସହପରିବର୍ ଏକ ସାହାସ ବିଶ୍ୱାସ ସହିତ ଆଗକୁ ବଡନ୍ତୁ। ଏହା ମୋର ପ୍ରଭୂଯିଶୁଖ୍ରିଷ୍ଟଙ୍କ ଠାରେ ପ୍ରାର୍ଥନା।
ସାର୍ ମୋତେ ଜୀବନ୍ତ ଥିଲା ଭଳି ଲାଗୁଛି।ସାର୍ କେଉଁ କାରଣରୁ ମୃତ୍ୟୁ ହେଲା ସେ ବିଷୟରେ କହିଲେ ନି। ପ୍ରଭୁ ଆଶ୍ରିବାଦ କରନ୍ତୁ
Tanku blood cancer heithila.
ପ୍ରଭୁ ପଠେଇ ଥିଲେ, ପୁଣି ପ୍ରଭୁ ଡାକି ନେଲେ, ତାହାଙ୍କ ନାମରେ ସ୍ତୁତି ହେଉ | ପ୍ରଭୁ ଏହି ପରିବାରକୁ ଶାନ୍ତି ଦିଅନ୍ତୁ। ଆମେନ
ବହୁତ ଦୁଃଖର ଖବର 😢..... କିନ୍ତୁ...... ପ୍ରଭୁଙ୍କ ଗୌରବ ହେଉ ଯେ, ଅଗାମି ମହା କ୍ଳେଶରୁ ଓ Rapture ପୂର୍ବରୁ ପ୍ରଭୁ ତାଙ୍କୁ ଗ୍ରହଣ କଲେ.... ପ୍ରଭୁଙ୍କ ଗୌରବ ହେଉ
The Lord bless abundantly his family ❤
ନିଶ୍ଚୟ ପ୍ରାର୍ଥନା କରୁଚୁ
ପ୍ରଭୁ ତାହାଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ତାହାଙ୍କ ଆତ୍ମା ଗ୍ରହଣ କରନ୍ତୁ 😔😔😤😤
ହେ ଦୟାମୟ ଯୀଶୁ ବାପା ତୁମର ଏତେ ସୁନ୍ଦର ଦାସଙ୍କୁ କାହିଁକି ଏତେ ଶୀଘ୍ର ଡ଼ାକିନେଲ ତାଙ୍କ ପରିବାରକୁ ଶାନ୍ତି ଶ୍ଵାନ୍ତନା ଯୀଶୁ ବାପା ପ୍ରଦାନ କରନ୍ତୁ Praise the Lord.
Ok
Amen😢😢
ବହୁତ ଦୁଃଖର ଘଟଣା ବଡ କଷ୍ଟ ଲାଗୁଛି ଆଜ୍ଞା ।😢😢
Rev laef Gdbelesiu jesus