ହିନ୍ଦୀ କହିଲେ ସମ୍ମାନ ମିଳୁଛି ଓଡ଼ିଆ କହିଲେ... | Odia Language | PragyanShankara Comedy | Shankara Bakara

Поделиться
HTML-код
  • Опубликовано: 27 ноя 2024

Комментарии • 80

  • @sunilkaibalya8159
    @sunilkaibalya8159 9 месяцев назад +37

    *✍️ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ✍️*
    ମୁଁ ଯେ *ଓଡିଆ* ମୋ ଭାଷା *ଓଡ଼ିଆ*
    *ଓଡ଼ିଶାରେ* ମୋର ଜନ୍ମ
    *ଜଗନ୍ନାଥଙ୍କ* ଦେଶେ ଜନ୍ମ ହୋଇଛି
    ନିଜକୁ ମଣେ ମୁଁ ଧନ୍ୟ।।
    ମାତୃଭାଷା ମୋର *ଓଡିଆ* ଅଟଇ
    ମହୁଠାରୁ ବେଶୀ ମିଠା
    ଯୌଥ ପରିବାର, ସଭ୍ୟତା ସଂସ୍କୃତି
    ଗୌରବ କରିବା ରକ୍ଷା।।
    ମାତୃଭୂମି ମାତୃ ଭାଷା ର ମମତା
    କେବେ ହେଲେ ନ ଭୁଲିବି
    ପୂର୍ବ ପୁରୁଷଙ୍କ ତ୍ୟାଗ ଆଦର୍ଶକୁ
    ଅନୁସରଣ ମୁଁ କରିବି।।
    ଆମରି ଭାଷା ଆମ ସଂସ୍କୃତି
    ପରିଚୟ ତ ଆମରି
    ତାହାରି ସମ୍ମାନ ରଖିଲେ ନିଶ୍ଚୟ
    ଜୟ ହେବ ତାହାରି।।
    କେତେ ଯେ କାବ୍ୟ କବିତା
    ଆମ ଭାଷାରେ ରହିଅଛି,
    ରାମାୟଣ ଓ ମହାଭାରତ
    ବିଶ୍ୱେ ଖ୍ୟାତି ଲଭିଅଛି।।
    ଯେଉଁ ଭାଷା ପାଇଁ ଫକୀର ମୋହନ
    ହରେକୃଷ୍ଣ ମହତାବ
    ଗୋପାଳ ଚନ୍ଦ୍ର ପ୍ରହରାଜ, ରବୀନ୍ଦ୍ର
    ଗୋପବନ୍ଧୁ ,ରାଧାନାଥ ।।
    ପାରଳା ମହାରାଜା ଓ ମଧୁସୂଦନ
    ଆଦି କେତେ ଭାଷା ବିତ୍
    ଭାଷା ସାହିତ୍ୟର ବିକାଶର ପାଇଁ
    ରଖି ଯାଇଛନ୍ତି କୀର୍ତ୍ତି।।
    ଜାତି ସଂଘ କାନ୍ଥରେ ଭୀମ ଭୋଇଙ୍କ
    ମୋ ପ୍ରିୟ ଓଡ଼ିଆ ଭାଷା
    ମୋ ଜୀବନ ପଛେ ନର୍କେ ପଡ଼ିଥାଉ
    ଜଗତ ଉଦ୍ଧାର ଇଚ୍ଛା।।
    ପବିତ୍ର ଉତ୍କଳ ପବିତ୍ର ମୋ ଭାଷା
    ତାର ସମ୍ମାନ ମୁଁ ରଖିବି
    ଯେଉଁଠି ବି ରୁହେ ମଥା ଉଚ୍ଚ କରି
    ଗର୍ବେ ଓଡିଆ ମୁଁ କହିବି।।
    ଯାହାର ସମ୍ମାନ ନଷ୍ଟ ହେବ ବୋଲି
    ଯୁଦ୍ଧ କଲେ ଜଗନ୍ନାଥ
    ଗଜପତିଙ୍କର ବିଜୟ ହୋଇଲା
    କାଞ୍ଚିରାଜା ପରାଜିତ।।
    ଚାରୁ ଶିଳ୍ପ କଳା କୋଣାର୍କ ମନ୍ଦିର
    ବିଶ୍ୱେ ପ୍ରସିଦ୍ଧ ଅଟଇ
    ପଥରରେ ଶିଳ୍ପୀ ମନର କଥାକୁ
    ଖୋଦିତ କରି ପାରଇ।।
    ମାଆ ମାଟି ଆଉ ମାତୃଭାଷା ପ୍ରୀତି
    ମନରୁ ମୁଁ ଭୁଲିବି ନାହିଁ
    ଯା ନାହିଁ ଉତ୍କଳେ ତା ନାହିଁ ଭୂତଳେ
    ଧନ୍ୟ ମୋ *ଓଡ଼ିଶା* ଭୂଇଁ।।
    ❤❤❤❤❤❤❤❤❤❤❤❤❤

    • @rakeshbarik5176
      @rakeshbarik5176 9 месяцев назад +1

      Thanks my dear brother

    • @hello64879
      @hello64879 9 месяцев назад

      ମାତୃଭୂମି ମାତୃଭାଷା ରେ ମମତା
      ଯା ହୃଦେ ଜନମି ନାହିଁ
      ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବା
      ଅଜ୍ଞାନୀ ରହିବେ କାହିଁ ।
      ~ଗଙ୍ଗାଧର ମେହେର 😊

    • @banarakhannu
      @banarakhannu 8 месяцев назад

      1:30 🎉🎉🎉🎉🎉🎉​@@rakeshbarik5176

  • @manojkumarmohanta6207
    @manojkumarmohanta6207 9 месяцев назад +5

    ହସ ଖୁସି ଭିତରେ ଅତି ସୁନ୍ଦର ଓଡ଼ିଆ ଭାଷା ର ଉପସ୍ଥାପନା ।

  • @crowdwowed499
    @crowdwowed499 9 месяцев назад +1

    ବହୁତ ବଢିୟା ଭାଇ ଆତି ସୁନ୍ଦର ଭାବରେ ଓଡିୟା ଭାଷା କୁ ପ୍ରତିଫଳିତ କରିବା ପାଇଁ 🙏

  • @BHUBANESWAR011
    @BHUBANESWAR011 9 месяцев назад +3

    ଅତି ସୁନ୍ଦର.... ପ୍ରଜ୍ଞା ଭାଇ ଆଉ ଶଙ୍କର. ଭାଇ..

  • @dhananjaysahoo4579
    @dhananjaysahoo4579 9 месяцев назад +7

    ନବୀନ ସାର୍ ପ୍ରଥମେ ଓଡ଼ିଆ ସିକ୍ଷିବା ଦରକାର।

    • @mayurbhanjiasatya6513
      @mayurbhanjiasatya6513 9 месяцев назад +7

      ଆପଣ ପ୍ରଥମେ ଠିକରେ ''ଶିଖିବା" ଲେଖି ଶିଖନ୍ତୁ, ତା ପରେ ଅନ୍ୟକୁ କହିବେ

    • @jitendradasjd2019
      @jitendradasjd2019 9 месяцев назад

      ଠିକ କହିଲେ ଭାଇ 🤪🤪🤪🤪

  • @jugalrout3121
    @jugalrout3121 9 месяцев назад +7

    ମୁଁ ଓଡିଆ
    ମୋ ଭାଷା ବଢିଆ
    ମୋ ମାତୃଭାଷା ଓଡିଆ
    ମୋ ରାଜ୍ୟ ଓଡ଼ିଶା
    ମୋ ଠାକୁର ଶ୍ରୀ ଜଗନ୍ନାଥ
    ବନ୍ଦେ ଉତ୍କଳ ଜନନୀ

  • @sudhirkn1971
    @sudhirkn1971 8 месяцев назад +1

    ଆପଣ ମାନଙ୍କ comedy ପ୍ରାୟ ମୁଁ ଦେଖିଥାଏ କିନ୍ତୁ କାହିଁକି କେଜାଣି ମନେ ହେଉଛି ଆପଣମାନେ ବିନା scrip ରେ ଯେତେବେଳେ ଯାହା ମନକୁ ଆସିଲା ତାହା କହିଲା ଭଳି ଲାଗେ. ତେଣୁ ଆପଣମାନେ script ଲେଖି ତଦନୁଯାଇ ପ୍ରସ୍ତୁତି ହୋଇ comedy କଲେ ଭଲ ହୁଅନ୍ତା.

  • @tapandash6488
    @tapandash6488 9 месяцев назад +6

    କାହିଁକି ସଲେ ଟାଉଟର ମାରୁଛ. ନନ୍ଦିଘୋଷ ବିଜେଡି ଟିଭି କୀ ଟିକେ କୁହ ତଳ ଦିନେ କାନ୍ତ କବିଙ୍କୁ କଣ୍ଠ କବି ଯୋଉ କୁହାହେଲା ଯୋଉଠି ସାରା ବିଶ୍ୱ ରୁ ଅତିଥି ଆସିଥିଲେ ଏ ନନ୍ଦିଘୋଷ ସାମ୍ବାଦିକ ସବୁ କୋଉଠି ଥିଲେ.

  • @SSwain-z2l
    @SSwain-z2l 9 месяцев назад +1

    ଜୟ ଜଗନ୍ନାଥ 🙏

  • @dutianayak-vu8ty
    @dutianayak-vu8ty 9 месяцев назад +1

    ମୁଁ ଆମ ଓଡ଼ିଶାର ଓଡ଼ିଆ ଭାଷା ପାଇଁ ଗର୍ବିତ 👍👍👍ଜୟ ଜଗନ୍ନାଥ 🙏🙏🙏

  • @pranayakumarbhol9003
    @pranayakumarbhol9003 9 месяцев назад +1

    ଆମେ ଓଡ଼ିଆ ଭାରି ବଢ଼ିଆ ଜୟ ଓଡ଼ିଶା ଜୟ ଜଗନ୍ନାଥ 🙏🙏🙏

  • @DurgaPrasad-tj3wv
    @DurgaPrasad-tj3wv 9 месяцев назад +1

    କେବଳ ଓଡ଼ିଆ ❤

  • @subratpanda5133
    @subratpanda5133 Месяц назад

    Sankara bhai super😂😂

  • @sagarnayak7840
    @sagarnayak7840 9 месяцев назад +3

    Congratulations Nandhi Ghosh Tv

  • @vladimirputin6530
    @vladimirputin6530 9 месяцев назад +2

    ଓଡିଆ ଭାଷା ନୁହଁ ଶରିର ର ଆତ୍ମା । ଓଡିଆ ଶରିର ର ରକ୍ତ । ଓଡିଆ ଜୀବନ ର ବିନ୍ଦୁ ।
    ଓଡିଶା ରୁ ଇଂରାଜୀ ଏବଂ ହିନ୍ଦି ମାଧ୍ୟମ ରେ ପ୍ରାଥମିକ ତଥା ମାଧ୍ୟମିତ ଶିକ୍ଷା ବନ୍ଦ କରାଯାଉ ।

  • @theanimal3153
    @theanimal3153 9 месяцев назад +1

    ଏଇ ମୋ ପ୍ରିୟ ଓଡିଶା❤❤❤ସାହା ଯାହାର ଜଗା ବଳିଆ❤❤❤❤

  • @DebasankarMalik
    @DebasankarMalik 3 месяца назад

    Super comedy

  • @DurgaPrasad-tj3wv
    @DurgaPrasad-tj3wv 9 месяцев назад

    ଜୟ ଜଗନ୍ନାଥ ଜୟ କଳିଙ୍ଗ ଓଡ଼ିଶା ❤

  • @tufanchandradas1060
    @tufanchandradas1060 9 месяцев назад +1

    ଓଡ଼ିଆ ରାଗି ଗଲେ ହିନ୍ଦି କହେ।

  • @saktisubhra1448
    @saktisubhra1448 9 месяцев назад +5

    Pragyan bhai, sankara bhai super👌👌👌👌👌

  • @gaurangacharanasahu6033
    @gaurangacharanasahu6033 9 месяцев назад +2

    Jay jaganatha Jay odisha super comedy and video and akatigi

  • @saktisubhra1448
    @saktisubhra1448 9 месяцев назад +3

    Mun sad thili but ebe bahut happy hoigali😀😀😀 thank you😊🙏

  • @pradeepnayak3310
    @pradeepnayak3310 9 месяцев назад +1

    Bro uncontrolled 😂🎉🎉❤❤❤❤❤

  • @TapasSamal-ok9fl
    @TapasSamal-ok9fl 9 месяцев назад

    ❤❤❤❤👏👏

  • @harapriyamishra3530
    @harapriyamishra3530 9 месяцев назад

    Bahut badhia.... 👌👏

  • @debasishmohanta631
    @debasishmohanta631 9 месяцев назад

    ଋ ୠ ଲ ଏ ଐ କି ସୁନ୍ଦର ଲେଖା

  • @kishortandy7248
    @kishortandy7248 9 месяцев назад

    Nice pragyan sir

  • @RR-wp8jt
    @RR-wp8jt 9 месяцев назад

    ମରଣାସନ୍ନ ଓଡ଼ିଆ ଭାଷା 😌

  • @SonaliPatra-p1e
    @SonaliPatra-p1e 9 месяцев назад +1

    ❤❤❤

  • @prasnajitagouda3479
    @prasnajitagouda3479 9 месяцев назад +1

    Best sir

  • @narayannahak8782
    @narayannahak8782 9 месяцев назад

    Good show

  • @SurendraRana3
    @SurendraRana3 9 месяцев назад +2

    ରହ ରହ ଆରେ ବାଷ୍ପୀୟସକଟ
    ଦେଖିବି ଚିଲିକା ଚାରୁଚିତ୍ରପଟ।।
    ରେଲ ଉପରେ ଚିଲିକା ଦର୍ଶନ
    ✍️ ଉତ୍କଳମଣି ଗୋପବନ୍ଧୁ ଦାସ

  • @debaprasaddas164
    @debaprasaddas164 8 месяцев назад

    ୨୦୧୧ ରେ ଓଡ଼ିଶା ହେଲା

  • @bikram705
    @bikram705 9 месяцев назад

    6:17😂😂

  • @user-ep5767
    @user-ep5767 9 месяцев назад

    👏👏👏

  • @pranayakumarbhol9003
    @pranayakumarbhol9003 9 месяцев назад

    Jay jagannath 🙏🙏🙏

  • @usharanipanigrahi6391
    @usharanipanigrahi6391 9 месяцев назад +2

    Hasi hasi mora heart attack hoijaithanta❤

  • @jagnnathnaik4495
    @jagnnathnaik4495 9 месяцев назад

    😅😅😅😅

  • @CHANDAN__PATEL-ge3he
    @CHANDAN__PATEL-ge3he 9 месяцев назад +2

    ❤❤❤

  • @sandhyaranilengure3242
    @sandhyaranilengure3242 9 месяцев назад +1

    😅😅😅😅😅😅

  • @arunguru7598
    @arunguru7598 9 месяцев назад

  • @amritbarik1939
    @amritbarik1939 9 месяцев назад +1

    😂😂😂😂😂😂😂😂

  • @jharanapradhan3862
    @jharanapradhan3862 9 месяцев назад +1

    😂❤

  • @DurgaPrasad-tj3wv
    @DurgaPrasad-tj3wv 9 месяцев назад

    କେବଳ ଓଡ଼ିଆ ଚାଲିବା

  • @miniketanrana9844
    @miniketanrana9844 9 месяцев назад

    Ek no oe ek episode hau
    I am from Kalahandi

  • @_sai_77
    @_sai_77 9 месяцев назад

    Nice😅

  • @anantasamal5654
    @anantasamal5654 9 месяцев назад

    Super duper mind blowing❤❤❤ hahaha hahaha hahaha hahaha hahaha hahaha or jo ee script lekha hai Usko कोटि कोटि नमन सुपर स्टार

    • @AllhaSuarwala
      @AllhaSuarwala 8 месяцев назад

      ତୋ ଭଳି ପରମ ଓଡ଼ିଆ ବିରୋଧି ଏଇ ରାଜ୍ଯରେ ଅନେକ ଅଛନ୍ତି। 😂 ଲଜ୍ଯା ହୀନ ମଣିଷ ଗୁଡ଼ିକ ବୋକା କୋଉଠିକାର

  • @asitrout4493
    @asitrout4493 9 месяцев назад +1

    Comedy ମାଧ୍ୟମରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦିଆଯାଇଛି

  • @Biswajit2019-n3y
    @Biswajit2019-n3y 9 месяцев назад

    😂😂😂

  • @RupNarayanMajhi
    @RupNarayanMajhi 9 месяцев назад

    ଏବେ ତ ଆଉ ବାଷ୍ପୀୟ ସକଟ ନାହିଁ, ଏବେ ବିଦ୍ୟୁତ୍ ସକଟ ହେଇଗଲାଣି ।

  • @manashmishra8995
    @manashmishra8995 9 месяцев назад

    Now Odiya Mix Hindi ( urdu ) is very famous in BBsr and cuttack .

  • @BijayBhuyan-gh9ym
    @BijayBhuyan-gh9ym 9 месяцев назад

    🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉

  • @sahoogopa36gmail.comgopandhusa
    @sahoogopa36gmail.comgopandhusa 9 месяцев назад

    ବାସ୍ପିୟ ଶକଟ ନୁହେଁ ବିଦ୍ୟୁତ ଶକଟ

  • @usharanipanigrahi6391
    @usharanipanigrahi6391 9 месяцев назад +2

    200 barsa banchantu pragyanabu

  • @RR-wp8jt
    @RR-wp8jt 9 месяцев назад

    ସମସ୍ୟା ଓଡ଼ିଆ ଭାଷା ରେ ନୁହେଁ ଲୋକଙ୍କ inferiority complex ରେ ଅଛି।

  • @gurucharannayak4162
    @gurucharannayak4162 3 месяца назад

    Pragyan looks like G ramachandra voltire

  • @usharanipanigrahi6391
    @usharanipanigrahi6391 9 месяцев назад +1

    Sankara babu bi 200 barsa banchantu

  • @RABI549
    @RABI549 9 месяцев назад

    Thanks you ❤

  • @ratikantanaik7183
    @ratikantanaik7183 9 месяцев назад +1

    Hindi rastra bhasa nuha.

  • @Jitu-k6r
    @Jitu-k6r 9 месяцев назад +1

    Navin ku tike suno matrubhumi bhasa ku sikhantu

  • @Jhonnydeep008h
    @Jhonnydeep008h 9 месяцев назад +1

    Au comedy re se comedy nahin

  • @babulnaik2567
    @babulnaik2567 9 месяцев назад

    2011re orrisa hela odisha tame vul kahucha

  • @Biggestgem-d2f
    @Biggestgem-d2f 9 месяцев назад

    Bhai lo.....odia bhasa re au kn importance achhi...khali naa ku jaha gote bhasa samilani 😢😢😢😢

  • @srabanpaikaray5604
    @srabanpaikaray5604 9 месяцев назад

    Bala comedy

    • @TuniSethy
      @TuniSethy 9 месяцев назад +3

      Saram lagiba katha tmaku

  • @karanfitnesscenter2953
    @karanfitnesscenter2953 9 месяцев назад

    Over acting 😂😂😂😂

  • @rashmisahoo291
    @rashmisahoo291 9 месяцев назад +1

    😂😂😂😂😂