୪ ବର୍ଷ ତଳେ ପ୍ରେମିକ ସାଙ୍ଗରେ ଚାଲିଯାଇଥିବା ମା' ଫେରିଲା, ହେଲେ ଚିହ୍ନୁନି ପୁଅ || Knews Odisha || Knews Odisha

Поделиться
HTML-код
  • Опубликовано: 20 ноя 2024

Комментарии • 2,9 тыс.

  • @samirkumardash7789
    @samirkumardash7789 3 года назад +76

    ଜିତୁ ର ଅଜା ଆଇ ବାପା ମା ଙ୍କୁ ଧନ୍ୟବାଦ ଆପଣମାନେ ସେ ପିଲାକୁ ଦିଅନ୍ତୁ ନାହିଁ👏👏👏

  • @srikantaSethi123
    @srikantaSethi123 3 года назад +229

    ସେ ପିଲାକୁ ତା ମା' ହାତରେ ଟେକି ନ ଦିଆଯାଉ, ସେ ତା' 6ଜଜେ ବାପା ମା' ପାଖରେ ଭଲରେ ରହିବ

  • @rabishankarsahu896
    @rabishankarsahu896 3 года назад +312

    ଛୁଆ କୁ ତା ଅଜା ଆଇ ପାଖରେ ରହିବା ଦରକାର
    ସେ ରାକ୍ଷସୀ କୁ ଦିଅ ନି ଆଉ ସରକାର ସେଇ ଛୁଆ ଏବଂ ଅଜା ଆଇ କୁ ସାହାଯ୍ୟ କରିବା ଦରକାର

  • @Bhabani141
    @Bhabani141 3 года назад +90

    ହେ ଜିତୁର ଜେଜେମା ଜେଜେବାପା ଙ୍କୁ ମୁଁ କୋଟି କୋଟି ଧନ୍ୟବାଦ।🙏🏻🙏🏻

  • @BABIBHAIVlogs
    @BABIBHAIVlogs 3 года назад +71

    ପିଲାଟି ବେଶ୍ ଖୁସି ରେ ଅଛି ସରକାର ଖାଲି ତାର ଉଜ୍ଜଳ ଭବିଷ୍ୟତ ପାଇଁ ଏବଂ ପାଠ ପଢିବା ପାଇଁ ସାହାଯ୍ୟ କରନ୍ତୁ
    ଜେଜେ ବାପା ଓ ଜେଜେ ମା ଙ୍କ ପାଖରେ ପିଲା ଟି ରହୁ

  • @SunilKumar-el9hq
    @SunilKumar-el9hq 3 года назад +278

    ସାବାସ ସେ ପିଲା କୁ ନ ଚିନୀବା ଦରକାର.

  • @kabishminyaka3728
    @kabishminyaka3728 3 года назад +756

    ହେ ଜିତୁର ଜେଜେମା ଅଜା ତୁମକୁ ଧନ୍ୟ ଜିତୁ କୁ ଦିଅନି ତୁମେ ଜିତୁକୁ ବଡକର ଭଲମଣିଷ କର

  • @PKPK-wx5ul
    @PKPK-wx5ul 3 года назад +129

    ମା ଛୁଆକୁ ଛାଡି ଚାଲି ଯାଇଥିଲା ।
    ବର୍ତ୍ତମାନ ସେ ଛୁଆକୁ ଛାଡନ୍ତୁ ନାହିଁ ।ଯଦି ଛାଡିବେ ମା ହିଁ ସେ ଛୁଆ ପାଇଁ ବିପଦ ଆଣିବ ।

  • @ରୋମୀଓ
    @ରୋମୀଓ 2 года назад +29

    ହୁଦୟରୁ ତମକୁ ନମସ୍କାର ଜେଜୀ ମା ଜେଜ ବାପାକୁ 🙏🙏🙏

  • @bigyanidas304
    @bigyanidas304 2 года назад +1

    ଧନ୍ୟବାଦ ଜେଜେବାପା ଓ ଜେଜେମା

  • @sumatisamal5873
    @sumatisamal5873 3 года назад +50

    Love you 💖 ଜେଜେମା, ଜେଜେବାପା ❤️❤️❤️

  • @banamalisahoo3846
    @banamalisahoo3846 3 года назад +330

    ଯିଏ ପ୍ରେମ ନିଶା ପରି ପ୍ରେମିକ ହାତ ଧରି ଚାଲିଥିବା ପୂର୍ବରୁ ସେ ଭାବି ପାରିଲା ନି ମୋର ୫ ମାସର ଛୁଆ କୁ କେମିତି ଛାଡି କି ଯିବି ୫ ବର୍ଷ ପରେ ଆସିକି ମାଆ ପଣିଆକୁ ଦେଖାଇବାକୁ ଆସିଛି ‌। ୫ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ଲାଳନପାଳନ କରିଛି କିଏ ? । ମୋ ମତରେ ପିଲା ଟା ଜେଜେମା ଓ ଜେଜେ ପାଖରେ ରହିବା ହକ୍ ।

  • @kabishminyaka3728
    @kabishminyaka3728 3 года назад +64

    ଧନ୍ୟରେ ମାଇକିଣା ତୁମ କର୍ମ

  • @pin2pintu595
    @pin2pintu595 2 года назад +1

    Tama 2janaku bahut dhanyavad jitu ku taku diani

  • @bikashpatra2831
    @bikashpatra2831 2 года назад +2

    granda father and granda mother is best

  • @surendarsanta3004
    @surendarsanta3004 3 года назад +104

    ଛାଡିକି ଗଲାବେଲେ ପୁଅର କତା ମନେ ପଡିଲାନି ଏବେଆସିଛି

  • @sasmitarout2215
    @sasmitarout2215 3 года назад +136

    ମା ନ ଥିଲେ କେମିତି ଲାଗେ ଯାହାର ମା ନାହିଁ ସେ ହିଁ ଜାଣେ କିନ୍ତୁ ଏମିତି ମା ସମାଜ ପାଇଁ କଳଙ୍କ

  • @kabiprasadswain9524
    @kabiprasadswain9524 3 года назад +19

    ପଳାତକ ଓ ଚରିତ୍ର ହୀନ ମା କୁ କେବେବି ଏହି ଛୋଟ ଛୁଆଟିକୁ ଦିଆନଯାଉ।

  • @borunsmi143
    @borunsmi143 3 года назад +29

    ବହୁତ ଦୁଖର କଥା ।.....
    ଆମର ମଧ୍ୟ ଜନ୍ମର ୧୨ ଦିନର ଶିଶୁକୁ ଛାଡି ମା ତାକଂ ଗାଁକୁ ପଳାଇଲା । ଏବେ 2021ରେ ପୁଅ +2 FAST YEAR ପଢିବ । ବାପା ଗାଡି ଦୁର୍ଘଟଣାରେ ମୃତ ଓ ମାଁ ଛୋଟ ଶିଶୁକୁ ଛାଡି ତାକଂ ଗାଁକୁ ପଳାଇଲା । ମୋର ପାଖରେ ପିଲାଟା ଅଛି । ଦାଦା ପାଖରେ ଅଛି......

    • @psamal7415
      @psamal7415 2 года назад

      ଭାଇ ତୁମକୁ ବହୁତ ଧନ୍ୟବାଦ 🙏🙏🙏

    • @attitudeboyraj7686
      @attitudeboyraj7686 2 года назад +1

      @@psamal7415 କୋଟି ନମସ୍କାର ସେ ପରି ମାଆ କୁ......

  • @allindia2231
    @allindia2231 2 года назад +2

    ଧନ୍ୟ ତମେ ଜେଜେମା

  • @MahaprasadPatraVlogs
    @MahaprasadPatraVlogs 3 года назад +46

    ଏମିତି ମା କୁ ଦୟା ନକରି ଧକ୍କା ଦେଇ ଗାଁ ରୁ ବାହାର କରିଦବା ଠିକ୍।ଜିତୁ ଛୋଟ ପିଲା ହେଲେ ବି ମା ମରିଯାଇଛି ବୋଲି ଯାହା କହିଛି ଠିକ୍ କହିଛି।

  • @mychennalagm6919
    @mychennalagm6919 3 года назад +99

    A ପରି ମା କାହାକୁ ନ ମିଳୁ ରଣ୍ଡୀ ମାଇକିନା..... ଜେଜେ ମା, ଜେଜେ ବାପା କୁ 100 100🙏🙏🙏🙏🙏😢😢😢

  • @golapipujari5563
    @golapipujari5563 3 года назад +135

    ସେ ପୁଅ କୁ ଜେଜେମା ଜେଜେବାପା ପାଖରେ ରହିବାକୁ ଦିଆଯାଉ ସରକାର ଙ୍କୁ ଏତିକି ଅନୁରୋଧ‌।......🙏🙏🙏🙏🙏

  • @jayachandra8309
    @jayachandra8309 2 года назад +13

    ମାଆ ନାମ ରେ କଳଙ୍କ ଅନୁରୋଧ କରୁଛି ଯେ ମାଆ ପାଖକୁ ଶିଶୁ ଗଲେ ତାରା ଭିବିଷ୍ୟତ ଖରାପ ହେଇ ଜୀବ

    • @priyasamal5310
      @priyasamal5310 2 года назад

      ଯୋଉ ମା ଛ ମାସର ଛୁଆକୁ ଛାଡ଼ିଦେଇ ଚାଲିଗଲା
      ,ଛୁଆର କଥା ଟିକେ ଭାବିଲାନି, ସେ ମା ଉପରେ ଆଉ ବିଶ୍ଵାସ ନାହିଁଁ ଏମିତି ହେଇପାରେ ସେ ପିଲାଟିକୁ ନେଇ ଜୀବନରୁ ମାରିଦେଇ ପାରେ, ଏପରି ମା ହାତକୁ ସେ ପିଲାଟିକୁ ଟେକି ଦିଅ ନାହିଁ

  • @sureshdehuri3477
    @sureshdehuri3477 2 года назад +2

    God bless u my son

  • @shreeshreegurudev4909
    @shreeshreegurudev4909 3 года назад +74

    ଏହି ମାଆ ପ୍ରକୃତ ମା'ନୁହେଁ, ତାକୁ ବିଶ୍ୱାସ କରିବା ଠିକ ହେବନି,ଏହି ମାଆ ରାକ୍ଷ୍ୟାସ, ଏହି ପରିସ୍ଥିତିରେ ପିଲାକୁ ଉଚିତ ନିରାପତା ରକ୍ଷ୍ୟା କରିବା ସରକାରଙ୍କର ଦାୟିତ୍ୱ, ନିରୀହ ନିଷ୍ପାପ ଶିଶୁ ଟି ତା ମାକୁ ଛାଡି ରହିପାରିବ, ଯେତେବେଳେ ଜନ୍ମ କରିବା ମାକୁ ଛାଡି ପିଲାଟି ବଞ୍ଚିପାରିଲା ଆଉ ମାର କଣ ଆବଶ୍ୟକତା ଅଛି ଯେ ସେ ମାଆ ପାଖକୁ ଯିବ, କିଛି ଦରକାର ନାହିଁ, ସେ ମା କୁ ଜେଲରେ ପୁରାଅ, ସେ ପିଲାକୁ ନେଇ ବିକ୍ରି କରିଦେବ, ତାକୁ ବିଶ୍ୱାସ କରିବା ବୋକାମୀର ପରିଚୟ,ସେ ମାକୁ ଦଣ୍ଡ ଦିଆଯାଉ,ପିଲାକୁ ସୁରକ୍ଷା ଦିଆଯାଉ, ଏତିକି ନିବେଦନ,

  • @arjunsahoo1852
    @arjunsahoo1852 3 года назад +157

    ଧନ୍ୟ ତୁମେ ଜେଜେ ଜେଜେମା 🥰

  • @villagestoryofficials2848
    @villagestoryofficials2848 3 года назад +67

    ସେ ମାଇକିନିଆ କୁ ମାଁ କୁହନି ମାଁ ର ନାଁରେ ସେ ଗୁଟେ କଲଙ୍କ।

  • @drubpodh773
    @drubpodh773 2 года назад +1

    Tq jeje maa au jeje papa kuanzia jitu ku sabu khusi Dei thibaru dhanya bad

  • @diksha...603
    @diksha...603 2 года назад +5

    ଏଭଳି ମାଆ ଦୁନିଆ ପାଇଁ କଳଙ୍କ ଜିତୁ କୁ ଦିଅନ୍ତୁନି ସି ଏ ତା ଜେଜେ ମା ଆଈ ପାଖରେ ରହୁ। ଧନ୍ୟ ସେଇ ଜେଜେମା ।

  • @abhishekpanaswain2515
    @abhishekpanaswain2515 3 года назад +45

    ଯାହା ପାଖକୁ ଯାଇଥିଲା ସେ ଛୁଆ ଦେଲେ ନାହିଁ ବାଧେ ଏବେ ନେବା ପାଇଁ ଆସିଛି ଯେ ଗଲା ବେଳେ ତ ଭାବିଲା ନାହିଁ ଯେ ସେ ପିଲା କେମିତି ରହିବ ବଲି ଆଉ ଏବେ ମା ଦେଖେଇ ହେଉଛି

  • @sujatapatra2492
    @sujatapatra2492 3 года назад +18

    ଧନ୍ୟବାଦ ଜିତୁ ର ଜେଜେ ଓ ଜେଜେମା ଜିତୁ କୁ ସେ ଅଭଦ୍ର ମା ସହିତ ଜୀବାକୁ ଦିଅନା ।

  • @Bindaspujarani
    @Bindaspujarani 3 года назад +26

    ଜେଜେ ଓ ମା ତୁମକୁ ଧନ୍ୟ ବାଦ୍

  • @jogirambehera6558
    @jogirambehera6558 2 года назад +1

    Good thought I like the decision l love

  • @suniljarika898
    @suniljarika898 2 года назад +1

    Jay Jay man Jay Jay baba Daya Kori jeetu ko chhadi banai please

  • @subhasmitadhal2285
    @subhasmitadhal2285 3 года назад +23

    ସେ ପିଲା କୁ ଭଗବାନ ସହା ହୁଅ, ଏ ଭଳି ମା କୋଉ ପିଲା କୁ ନ ମିଳୁ

  • @archanasahu2231
    @archanasahu2231 3 года назад +34

    6 ମାସ ର ଛୁଆ ତ ମରିଗଲା ଏବେ 4 ବର୍ଷ ପରେ କଉଠୁ ଆସିଲା ଛୁଆ ଯେ ନେବା କୁ ଆସିଚି
    ତାକୁ ଛୁଆ କୁ ଦିଆଯିବ ନି

  • @ramgopalpatra9346
    @ramgopalpatra9346 3 года назад +16

    ସେ ଛୋଟ ଭାଇ ଆମର ଯେଉଁଠି ଅଛି ଭଲ ରେ ଅଛି ।ସରକାର ସାହାଯ୍ୟ କରନ୍ତୁ। God bless you brother 🙏🙏🙏❣

    • @sahilgahir8476
      @sahilgahir8476 3 года назад

      ସେପିଲା ତାଯେଯେମାବାପା ସହିତ ‌ରହିବାକୁ ଦିଆଯାଉ ସେ ରନ୍ ଡିକୁ ଘରକୁପସେଇନ ଦିଆଯାଉ

  • @ଚକ୍ରଧରବେହେରା
    @ଚକ୍ରଧରବେହେରା 2 года назад +7

    ଆଜି ଆସିଲା କହିଲା ପୁଅ ନେବ , ବିଶ୍ୱାସ ନାହିଁ ୟେ ମାରିଦେବ ଗାଁ ରେ ପୁଅକୁ ରଖିଥାନ୍ତୁ ।ଜିତୁକୁ ଭଗବାନ ସହାୟ ହେବେ ।

  • @ajayKumar-hw6ye
    @ajayKumar-hw6ye 3 года назад +1

    Very good beta

  • @srikanta671
    @srikanta671 3 года назад +38

    ସାବାସ ପୁଅ

  • @jaymaatarini7908
    @jaymaatarini7908 3 года назад +54

    ଏମିତି ମା କୁ କେବେ ବି ଦିଅତୁ ନା ପ୍ଲିଜ୍ 👏👏👏😥😥

  • @arunpadhan6091
    @arunpadhan6091 3 года назад +16

    ମାଆ ତାର ଅଧିକାର ହରାଇଛନ୍ତି, ନିଷପାପ ଶିଶୁ କୁ ଯିବାକୁ ଦେବା ଠିକ ହେବନି

  • @ishani_2389
    @ishani_2389 2 года назад +5

    Thank you grandfather and grandmother ❤️🥰

  • @manashranjan5105
    @manashranjan5105 9 месяцев назад

    🙏ହେ ଜିତୁର ଜେଜେମା ଜେଜେବାପା ଙ୍କୁ ମୁ କେଟି କେଟି ଦନ୍ୟବାଦ 🙏

  • @pratibhabag6587
    @pratibhabag6587 3 года назад +36

    Jeetu.... What a painful voice... 😥😥😥God bless you beta

  • @pravatkumarsahoo1439
    @pravatkumarsahoo1439 3 года назад +19

    ଜିତୁ ର ଜେଜେ ମା ଜେଜେ ବାପା ଙ୍କୁ ମୋର ଧନ୍ୟବାଦ ,ସେହି ଗ୍ରାମର ଲୋକ ମାନଙ୍କ ମୋର ଅନୁରୋଧ ଛୁଆଟି ଯେମିତି ମଣିଷ ହେବ ସେଥିପ୍ରତି ସରକାରଙ୍କ ପାଖରେ ଜଣାନ୍ତୁ ,ସେ ମା ନୁହେଁ ଗୋଟାଏ ରାକ୍ଷାସୀ ତହାରେ ହାତରେ ଜିତୁ କୁ ଦିଅନ୍ତୁ ନାହିଁ ।

  • @dutyuntodeath8347
    @dutyuntodeath8347 3 года назад +16

    କୁନି ପୁଅ କୁ ତାର ଜେଜେ ଜେଜେମା ପାଖରେ ରହିବାକୁ ଦିଆଯାଉ ସରକାରଙ୍କ ପାଖରେ ଏତିକି ଅନୁରୋଧ 🙏🙏🙏

  • @happyqueensuchi4047
    @happyqueensuchi4047 2 года назад +1

    Dhanyawad apanku jeje jejemaa🙏🙏🙏🙏

  • @satyabandalai2574
    @satyabandalai2574 2 года назад +1

    Thank u grandmother and grandfather

  • @jagajeebankumbhar6880
    @jagajeebankumbhar6880 3 года назад +17

    ଜିତୁକୁ ସେ ରାକ୍ଷାସୁଣୀ କୁ ଦିଅନି ସେ ପିଲା ଟା କୁ ବିକିଦେବ ଏତେ ଦିନ ତା ମା ପଣିଆ କୁଆଡେ ଗଲା ଆଜି ଆସିକି କହୁଛି ମୋ ପିଲା ତାକୁ ଦିଅନି

  • @baskeytechnical7578
    @baskeytechnical7578 3 года назад +7

    ସେ ହାରାମ୍ ଯାଦି ମାଇକିନାକୁ ଜେଲ୍ ହେବା ଦରକାର,6 ମାସର ଛୋଟ ଛୁଆକୁ‌ ଛାଡ଼ି ପଳାଇଥିବା ହାରାମି ମାଇକିନା ହାତରେ ଯଦି ଛୁଆକୁ ଦେଇଦେବେ ତା ହେଲେ ଛୁଆର ଅବସ୍ଥା କଣ ହେବ ଭଗବାନ ହିଁ ଜାଣେ, ସେଥିପାଇଁ ମୋର ଅନୁରୋଧ ସେ ମାଇକିନାକୁ ଉଚିତ୍ ଦଣ୍ଡ ମିଳିବା ଦରକାର, ଏବଂ ଛୁଆଟି ଅଜା ଆଈ ସାଙ୍ଗରେ ରହିବା ଦରକାର,ଯଦି ଛୁଆ ନାତି ଟି ବୁଢ଼ା ବୁଢ଼ୀ ପାଖରେ ଥିବ ତେବେ ବୁଢ଼ା ବୁଢ଼ୀ ବହୁତ ଖୁସିରେ ରହିବେ,

  • @rajupidisika398
    @rajupidisika398 3 года назад +6

    ଆମ ଦେଶରେ ନାରୀ ମାନଙ୍କୁ ସମ୍ମାନ ଦିଅନ୍ତି ମୁ କିନ୍ତୁ ଏହି ପରି ନାରୀ ମାନଙ୍କୁ ମରି ଗଲେ ପଛକେ ସମ୍ମାନ ଦେବିନି ଆପଣଙ୍କୁ ଏହି ପରି ନାରୀ କୁ ଭଲ ଲାଗୁଛି

  • @sipu56_daxing_boy_sipu
    @sipu56_daxing_boy_sipu 3 года назад +1

    Good bhai

  • @santoshbehera77
    @santoshbehera77 2 года назад +1

    God bless you

  • @mousumimohanty3898
    @mousumimohanty3898 3 года назад +33

    Grand ma and grandfather is the best of all........👍👍👍👍..they are like father and mother.... 🙏🏻🙏🏻🙏🏻🙏🏻

  • @subasmoharana2713
    @subasmoharana2713 3 года назад +35

    ସେ ଘୁଡାଗେହି କୁ ଦିଅନି ସେ ମାରିଦେବ

  • @rameshbehera6270
    @rameshbehera6270 3 года назад +44

    ଜିତୁକୁ ଜଗନ୍ନାଥ ଆଶିଷ ଦିଅନ୍ତୁ 🙏
    ଏବେ ମା କଥା ସୁଖ ପାଇବାକୁ ଯାଇଥିଲା ମା
    ସତରେ ମରି ଯାଇଥିଲେ ଭଲ ହୁଅନ୍ତା ଏଭଳି କଳଙ୍କ ସମା ଜ ରୁ ହଟିବା ଦରକାର

  • @hellomahakud4799
    @hellomahakud4799 9 месяцев назад +1

    Thank you grandmother and grandfather ❤❤

  • @pritipriyasahu9407
    @pritipriyasahu9407 2 года назад +1

    Please jitu ku ta jeja maa aau jeja bapa nka tharu alag karantuni se stiri loko taku nei hairaan kariba God bless you jitu

  • @prativadash1160
    @prativadash1160 3 года назад +50

    Apprehension of the grandparents correct. He will stay with them till grown up , Govt and NGO to be helpful..

  • @b.s.fhunter3192
    @b.s.fhunter3192 3 года назад +36

    I 😘love grandfather and grandmother 🙏🙏🙏 God bless you jitu

  • @sumatisamal5873
    @sumatisamal5873 3 года назад +15

    ଜମାରୁ ଦିଅନ୍ତୁ ନାହିଁ 🙏🙏

  • @narendranayak9769
    @narendranayak9769 2 года назад +1

    Dayakari kebebi dabanahin ta maa ku 🙏🙏🙏🙏🙏🙏🙏 Jay Jagannath nku parathana

  • @micki9959
    @micki9959 2 года назад +1

    Bhagabana Suna

  • @sumantanayak8543
    @sumantanayak8543 3 года назад +17

    Perfect jitu kebea bi sea maa pakha jibunu ...love u jitu😘😘❤️😘❤️

  • @gitanjalijena5736
    @gitanjalijena5736 3 года назад +23

    ଜେଜେ ଜେଜେମା ପାଖରେ ପିଲା ରହିବା ଦରକାର

  • @biswaprakash809
    @biswaprakash809 3 года назад +46

    ଭଗବାନ ମା' ନ ଦିଅନ୍ତୁ, କିନ୍ତୁ ଏମିତି ମାଆ କାହାକୁ ନ ଦିଅନ୍ତୁ। ଭଗବାନ ଏମିତି ଜେଜେ ବାପା ଆଉ ଜେଜେମା ସମସ୍ତ ଙ୍କୁ ଦିଅନ୍ତୁ।

  • @agnihimirika8088
    @agnihimirika8088 3 года назад +7

    I love grandmother ❤️

  • @buntykumar2685
    @buntykumar2685 2 года назад +1

    Thanks you jeje jejemaa love you 🙏🙏

  • @sorensirjonyoutubechannels2713
    @sorensirjonyoutubechannels2713 3 года назад +37

    ଏପରି ମାଆ କୁ ଧିକ

  • @DuksukDunia
    @DuksukDunia 3 года назад +33

    ଜିତୁ ଜେଜେ ମା ଜେଜେ ବାପାଙ୍କ ପାଖରେ ରହିଲେ ଭଲ ହେବ।

  • @biswaprakash809
    @biswaprakash809 3 года назад +23

    ଜେଜେ ବାପା ଆଉ ଜେଜେମା ଜ୍ଞ ପାଖରେ ରହିଲେ ପିଲା ସୁରକ୍ଷିତ ରହିବ।ତେଣୁ ପିଲା ଟିକୁ ମା କୁ ନେଇ ଦିଆଯଉ। ଏତିକି ନିବେଦନ କରୁଛୁ 🙏🙏🙏

  • @daktarmunda6112
    @daktarmunda6112 3 года назад +6

    ଏମିତି ମାଆ ସମାଜ ପାଇଁ କଳଙ୍କ ତାକୁ ରାକ୍ଷସୁଣି ପଦ ବି ସାଧୁ ନାହିଁ

  • @sunilmahanta7819
    @sunilmahanta7819 2 года назад

    Super JJ

  • @roshnimohapatra1523
    @roshnimohapatra1523 3 года назад +24

    Government should take proper care of Jitu with his grandparents hats off to grandparents 🙏

  • @m.mnaik.9234
    @m.mnaik.9234 3 года назад +38

    ତା ପାଇଁ ତା ପ୍ରେମ ବଡ ତା ପ୍ରେମିକ ପାଖକୁ ପଠେଇ ଦିଅ, ମୋର ବିଶେଷ ଅନୁରୋଧ

    • @cutybaby3597
      @cutybaby3597 3 года назад +2

      Hmm

    • @sidharthaanurag4008
      @sidharthaanurag4008 3 года назад +1

      ତା ଶିଶୁ ପାଇଁ ତା ପ୍ରମିକବଡ ହେଲା
      ସେ ରାଖ୍ୟ ସିକୁ ଜିତୁ ଦିଆନଯାଉ

    • @santoshswain5033
      @santoshswain5033 2 года назад

      Right

  • @harekrushnameher159
    @harekrushnameher159 3 года назад +17

    ମୁଁ ଯେ ଯେ ମା ଜେଜେ ବାପା କୁ କହୁଛି ପିଲା କୁ ର ଖ

  • @narendrajena3533
    @narendrajena3533 2 года назад +1

    Dhanya jeje maa 🙏🙏🙏🙏🙏

  • @dba7281
    @dba7281 2 года назад +1

    Tq j j maa 🙏🙏🙏

  • @kartikchandrabehera2113
    @kartikchandrabehera2113 3 года назад +13

    ଏଭଳି ନାରୀ ସମାଜ ପାଇଁ କଳଙ୍କ

  • @chandankumarsahoo5428
    @chandankumarsahoo5428 3 года назад +17

    ପିଲାଟି କହୁଛି ତା ମା ମରି ଯାଇଛି, ଇଏ ପୁଣି କଉଁ ମା ? ଯଦି ସିଏ ତାର ମା, ତାକୁ ପଚାର ମା ର ଅର୍ଥ କଣ ? ଧିକ୍ ତ ଭଲପାଇବା ଛି .ଛି .ଛି ......

  • @happygirlsuhaniofficial6774
    @happygirlsuhaniofficial6774 3 года назад +7

    Love you grand mother and grand father

  • @siddheswarkata4791
    @siddheswarkata4791 3 года назад

    Rakhyasi Maa

  • @mnqueenjuliet0078
    @mnqueenjuliet0078 2 года назад +1

    😍🥰khusire ruha jeje jejema kuni pua😍🥰god bless you

  • @pradeepkumarpk9392
    @pradeepkumarpk9392 3 года назад +7

    Thank you jejema 🙏🙏

  • @sanjaybehara769
    @sanjaybehara769 3 года назад +11

    ପୁଅ ରହିବ ଆଇ ଅଜା ପାଖ ରେ

  • @maheswarsahoo8566
    @maheswarsahoo8566 3 года назад +25

    ପିଲାଟି ତାର ବୁଢା ବାପା ଏବଂ ବୁଢ଼ୀ ମା ପାଖରେ ରହିଲେ ଭଲ ହେବ ।

  • @priyadarshinibariklily3777
    @priyadarshinibariklily3777 2 года назад +1

    Very good beta grandmother and grandfather rahiba uchit aau bhala re mana dei patha padha ❤️❤️❤️

  • @mamasingh4513
    @mamasingh4513 2 года назад +1

    Thanks for you jeje maa and papa

  • @sudarsanbehera3193
    @sudarsanbehera3193 3 года назад +4

    ଯେଉଁ ମା ନିଜ ଛୁଆ ମମତା କୁ ଭୂଲି ପର ପୁରୁଷ ସହ ଚାଲିଯାଏ ତା ହେଲେ ତାକୁ କ'ଣ କୁହାଯିବ ।କାରଣ ମା ଭଳି ପବିତ୍ର ଶବ୍ଦ ର ଯୋଗ୍ୟ କି ଏ ଲୋକ

  • @sksubratbagh
    @sksubratbagh 3 года назад +11

    Jitu should live with his grand parents God bless you

    • @SONA-qd1qf
      @SONA-qd1qf 3 года назад

      Na avli rakhysi ma ku pila deba uchitt nuhe

  • @majnurmstatus1847
    @majnurmstatus1847 3 года назад +9

    ଜିତୁ କୁ ତା ଅଜା ଜେଜେମା ପାଖ ରେ ଥାଉ, ସେ ରାଖ୍ୟସି କୁ ଦିଅନି

  • @ghanashyampatra3880
    @ghanashyampatra3880 8 месяцев назад +2

    ଦିଅନ୍ତୁ ନାହିଁ 7:43

  • @januman2155
    @januman2155 2 года назад +1

    Thank you so much grandmother and father

  • @antrayamimishra3115
    @antrayamimishra3115 3 года назад +9

    ମାକୁଦବାଉଚିତ୍ ନାହେ ଯେତେବେଳେ ମାର ଦରକାରଥିଲା ସେତେବେଳେ ମାନଥିଲା ଏବେ ନିଜଶ୍ଵାର୍ଥ ପାଇଁ ହକମାଗିଵାକୁଆସିଛି ଦଵାଉଚିତ ନାହିଁ କାରଣ ଯେଯେ ମାଁ ଯେଯେ ବାପା ର ହକ୍ ଛଡେଇବାକୁ ମାକୁଦବାଉଚିତ ନୁହେଁ

  • @jyotrimayeemohapatra5547
    @jyotrimayeemohapatra5547 3 года назад +5

    ଆପଣ ଦିଅନ୍ତୁ ନାହିଁ 🙏🙏🙏ତାକୁ ଭଲରେ ପଢେଇ ମଣିଷ କର

  • @DeshDeepDashBC--
    @DeshDeepDashBC-- 3 года назад +8

    Respect for grandfather and grandmother

  • @chaitanyabenia818
    @chaitanyabenia818 2 года назад

    Jai jaganatha

  • @kabinabehera3293
    @kabinabehera3293 3 года назад +1

    ଛିଣ୍ଡାଳି କୁ ପିଲା ଦିଅନି