Neti Neti || Upanyasa || Surendra Mohanty || SSB
HTML-код
- Опубликовано: 4 фев 2025
- This RUclips tutorial is on Neti Neti
OPSC/UPSC Odia Optional || Dr Subhashree Sampada || Matru Academy|| Odisha || Sahitya|| IAS EXAM || OAS EXAM || Odia NET|| NTA UGC NET || JRF Exam | Crack National Eligibility Test||
🔴 Subscribe for more free lessons: www.youtube.co...
Subscribe to Telegram channel t.me/matruacademy
Telegram Group t.me/joinchat/...
Share this video with a RUclipsr friend
✅ For inquiries contact me at matruacademy.edu@gmail.com
✅ Let's connect: 8763232327, ( whats app phone number)
Facebook official page : / maatruacademy
Facebook official page group: / 424273335395560
ଯଦି ଆପଣ କୌଣସି ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କିତ ପରୀକ୍ଷାନିମନ୍ତେ ପ୍ରସ୍ତୁତ ହେଉଛନ୍ତି ତେବେ ମାତୃ ଏକାଡ଼େମୀ, ଓଡ଼ିଆ ବିଭାଗ ଆପଣଙ୍କ ସହ ରହିଛି ।
ଯୁକ୍ତ ତିନି , ଓଡ଼ିଆ ସମ୍ମାନ, ଓଡ଼ିଆ ସ୍ନାତକୋତ୍ତର,ସିଭିଲ ସର୍ଭିସ(ଓଡ଼ିଆ ମୁଖ୍ୟପତ୍ର ଓ ବାଧ୍ୟତାମୂଳକ ପତ୍ର ),ଓଡ଼ିଆ ନେଟ୍, ପି. ଜି ପ୍ରବେଶିକା,ଏମ. ଆଇ. ଏଲ ଓଡ଼ିଆ ଯୁକ୍ତ ଦୁଇ,ଏମ. ଆଇ.ଏଲ ଓଡ଼ିଆ (ବିଦ୍ୟାଳୟ ସ୍ଥରୀୟ ) ଇତ୍ୟାଦି ପରୀକ୍ଷାର ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ନିମନ୍ତେ ଆମ ସହ ଯୋଗାଯୋଗ କରନ୍ତୁ ଓ ନିମ୍ନସ୍ଥ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ଆମସହ ଯୋଡ଼ି ହୁଅନ୍ତୁ ।
ଆମର ୱେବସାଇଟ ଦେଖିବାନିମନ୍ତେ ନିମ୍ନସ୍ଥ ଲିଙ୍କ୍ ରେ କ୍ଲିକ କରନ୍ତୁ ।
Website: matruacademy.com/
Common registration form of matru academy : forms.gle/GHCb...
ଆମର ୟୁ ଟ୍ୟୁବ ଚ୍ୟାନେଲ ଦେଖିବାନିମନ୍ତେ ନିମ୍ନସ୍ଥ ଲିଙ୍କ୍ ରେ କ୍ଲିକ କରନ୍ତୁ ।
www.youtube.co...
ଦୁର୍ଗମ ତଥା ଲୋମହର୍ଷଣକାରୀ ରୂପକ ପରିବେଶ ମାଲକାନଗିରି ର ଏକ ଅଭାବ ଅନାଟନ ମଧ୍ୟରେ ଜୀବନ ଯାପନ କରୁଥିବା ଏକ ସନ୍ତାନ ର ଅନୁରୋଧରେ ଆପଣଙ୍କର ଏହି ପ୍ରୟାସ ଚିରକାଳ ମୋ ପାଇଁ ଏକ ଆହ୍ଵାନ ହେଇ ରହିବ । କେବଳ ଏତିକି ଭଗବାନ ଙ୍କ ନିକଟରେ ପ୍ରଥାର୍ନ ଯେ ଆପଣ ସବୁବେଳେ ଏମିତି ସମସ୍ତଙ୍କ ପାଖରେ ସହଜରେ ଶିକ୍ଷା ପହଞ୍ଚଊ ଥାଉଅନ୍ତୁ...
Love from MALKANGIRI ❤️❤️❤️❤️
Ma'am ନରକିନ୍ନର upanyaash tk alochona karantu plz ma'am -from Kalahandi
ମାମ ଅନୁବାଦ ର ସଂଜ୍ଞା , ସ୍ୱରୂପ ପ୍ରକାରଭେଦ ଆଲୋଚନା କରନ୍ତୁ ।
Ma'am ଛେଳି ଚରାଇବାର ଦିନ ଉପନ୍ୟାସ ବିଷୟରେ ଏକ video ତିଆରି କରନ୍ତୁ ??
Bhai ei ଉପନ୍ୟାସ ରାଇଟର
@@hariharsial3928 ଗୌରହରି ଦାସ
Mam 🙏 ଗୋପୀନାଥ ମହାନ୍ତିଙ୍କ ଅମୃତର ସନ୍ତାନ ଉପନ୍ୟାସ ଉପରେ ଟିକିଏ ଆଲୋଚନା କରନ୍ତୁ 🙏
Me Too...
ବହୁତ ସୁନ୍ଦର ଆଲୋଚନା ମେମ.. ଅତ୍ୟନ୍ତ ମାର୍ମିକ ଓ ଭାବଗର୍ଭକ
Mam piz 🙏 lachama upanyas upare gote video send karantu
ମ୍ୟାମ୍ SSB re ଯେତେ ଆତ୍ମଜୀବନୀ ଅଛି ଟିକେ ଆଲୋଚନା କରନ୍ତୁ 🙏🥺
Maam ମାମୁ ଉପନ୍ୟାସ ଉପରେ ଆଲୋଚନା କରନ୍ତୁ🙏🙏
ଆପଣଂକ ଭାଷା ଶୈଳୀ so impressive ma'am 🙏....love you 🙏...Reel short video ଠାରୁ ମଧ୍ୟ ଆପଣଙ୍କ ବର୍ଣ୍ଣନା ବେଶୀ ସୁନ୍ଦର ଲାଗେ ma'am 🙏
Mam pranam 🙏🙏
Akhil mohan pattnaik o mahapatra neelamani sahunka bisayare alochana karantu
Mam🙏ssb syllabus anujae upanyas.galpa.adi ku edit kari gote gote bada video banantu
Sib Bhai upanyas
ଅତ୍ୟନ୍ତ ସାଧୁ ଉଦ୍ୟମ । ପ୍ରଣାମ ।
Bhaba ସମୁଦ୍ର ❤padhantu
Mam Ananda dasankara tk kahidebe mam
Nara kinnar
ପ୍ରେମିକା ଉପନ୍ୟାସ ଆଲୋଚନା କରନ୍ତୁ
ମାଟି ମଟାଳ, ଉପନ୍ୟାସ ଉପରେ ଆଲୋଚନା କରିବାକୁ ଅନୁରୋଧ
Thank you so much ma'am 🙏
Ma'am neti neti upanyaash ଐତିହାସିକ upanyaash nuhe ki
Mam tike tike aalochana no kori pura kole bhala hebo samasty upokruto hebe
Maam🙏 previous year question with explanation anantu🙏🙏❤❤
Mem 🙏
ବିଜୟ ମିଶ୍ର ଙ୍କ ନାଟକ ଉପରେ ଆଲୋଚନା କରନ୍ତୁ
Mam kulabuddha novel tike aalochana karibe
Mam please Ssb exam ra syllabus anuja prabandha o ramya rachana bisayare alochona karantu please 🙏
SSB ର ଥିବା ଗାଳ୍ପିକ ଅନୁଯାଇ କ୍ଲାସ କରନ୍ତୁ ମାମ୍ ଭଲ ହେବ
❤
ବିଭୂତି ପଟ୍ଟନାୟକ ଉପନ୍ୟାସ ପ୍ରେମିକା ଆଲୋଚନା କରନ୍ତୁ
Gopinath mohanty nka upanyas alochona karantu mam
Mam pratibha ray nka ra silapadma upanyasa alochana anantu🙏
Madam aaponko deho bholo achi na
Maa'm 🙏🙏 , apana Bibhuti Pattanaik au Pratibha Ray nka upanyasa bishayare tk class karantu maa'm
Which store I get this novel
Mam rudrasudhanidhi upare alochana karantu please
Mam🙏
Tq mam bahut khoju thuli book milinathila tq ma
Pranam Myam
Pg... ପରେ କିପରି SSB ପାଇଁ ପ୍ରସ୍ତୁତ ହେବୁ ଦୟାକରି ସେ ବିଷୟରେ ଏକ ଭିଡ଼ିଓ... 🙏🏻🙏🏻🙏🏻
MAM KINDLY TELL US WHICH BOOKS WE SHOULD PREFER FOR SSB SYLLABUS UNITWISE
Pranaam ma'am, how are you, your health condition is changed than previous videos, all fine ma'am?
Namaste ma,am. How are you , your health condition is changed . All fine ma,am.
ଉପନ୍ୟାସ ଟିର ପ୍ରକାଶକାଳ କେବେ?
Mam 🙏
Mam🙏