Research variety dhana [ଖାଲ ଜମି ପାଇଁ ଧାନ ବିହନ] rice farming in odisha | best paddy seed in odisha

Поделиться
HTML-код
  • Опубликовано: 13 янв 2025

Комментарии • 62

  • @mydesifarm
    @mydesifarm  7 месяцев назад +21

    ଏକର ପିଛା ବିହନ ପରିମାଣ
    1- ପୁଜାରିଣୀ 12 ରୁ 15 କିଲୋ
    2- ଯମୁନା 12 ରୁ 15 କିଲୋ
    3- ମହିମା 12 ରୁ 15 କିଲୋ
    4- ବି ଏଲ ଏସ 1129 12 ରୁ 15 କିଲୋ
    5- କାବେରୀ 0511 12 ରୁ 15 କିଲୋ
    ଏଇ ସବୁ ବିହନ 6 କିଲିକିଆ ପ୍ୟାକେଟ ରେ ଆସୁଛି
    ଆପଣ ମାନେ 2 ରୁ 3 ପ୍ୟାକେଟ ନେଇପାରିବେ.

    • @sambitkumarbeherasams2205
      @sambitkumarbeherasams2205 6 месяцев назад

      Kauthi miliba bihana

    • @srikantadas1921
      @srikantadas1921 6 месяцев назад

      Bls1129 achiki

    • @kartikbhue61
      @kartikbhue61 3 месяца назад

      SWARNA..7029

    • @umakantamohanty508
      @umakantamohanty508 25 дней назад

      ଆମର ଏପଟେ ଏହି ସବୁ ବିହନ ଚାଷ ହେଉଛି ଏକରକୁ ଦଶ କିଲୋ ବିହନ ରେ ହୋଇ ଯାଉଛି ଆଉ ଏକରକୁ ପଚିଷି ରୁ ତିରିଶ କୁଇଣ୍ଟାଲ ଅମଳ ହେଉଛି ଆଉ ମାଟିଆ ଗୁଂଡି ପୋକ ବହୁତ ଲାଗୁଛଂତି

  • @bamadevkahalsingh9407
    @bamadevkahalsingh9407 11 дней назад

    Very good idea

  • @sridharbarik8308
    @sridharbarik8308 19 дней назад +2

    ମୁଁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଚାଷୀ କହୁଛି ଆପଣ ଆଡଭାଇଜ୍ ଯେଉଁ ପରିମାଣରେ କରୁଛନ୍ତି ସେଇ ପରିମାଣରେ ଅମଳ ଆସୁନାହିଁ ମୁଁ ଏଇଥର ମହିମା ଧାନ କରିଥିଲି ମଞମରା ପୁକ ପ୍ରବଳ ଲାଗୂଛି କେନାକଟ୍ ବିଷ ଦେଲାପରେ ବି ପୋକ ନଷ୍ଟ କରୁଛି ମୁଁ ଏଥର ଅମଳ କଲି ଏକର ରୁ 15 କୋଇଁ ପାଲ ପାଇଲି

    • @TechnicalJitendraOdisha
      @TechnicalJitendraOdisha 17 дней назад

      Sir namaskar
      Sir ଆପଣଙ୍କ ବିଲରେ ମଞ୍ଜ ମରା ପୁକ ଲାଗି ଖେତ ନଷ୍ଟ ହେବ ଓ ଅମଳ କମ୍ ହେବ ସେଥି ଲାଗି ବିହନ ର ଦୋଷ । ଆପଣ କହିଲେ କୌଣସି ବିଷ କାମ କଲା ନାହି ମତେ ଲାଗୁଛି ଆପଣ ଉପଯୁକ୍ତ ବିଷ ଚୟନ କରି ନାହାନ୍ତି । Sir next ଥର ମଞ୍ଜ ପୁକ ଲାଗିଲେ ଏହି କମ୍ପଯିସନ୍ ର ବିଷ spree karibe Cartap hydrochloride 50%SP (30gm)+ lambda-cyhalothrin 4.9%Cs (30ml)
      ଯଦି କୌଣସି question ଅଛି ଏହି ନମ୍ବର ରେ ଯୋଗାଯୋଗ କରନ୍ତୁ 8908124368

  • @prabhashbal3453
    @prabhashbal3453 24 дня назад

    Bhu 11is the best dhana

  • @ASWINIKUMARPANDA-om3rz
    @ASWINIKUMARPANDA-om3rz Месяц назад +1

    Mu ganjam ru kahhuchi bihana kemiti paibu

  • @binoddalua5575
    @binoddalua5575 7 месяцев назад +1

    thank you sir

  • @UmeshchandraSamal-hp7hn
    @UmeshchandraSamal-hp7hn 7 месяцев назад +12

    Sir ନମସ୍କାର 🙏, ମୁ କଟକ ଜିଲ୍ଲା ର ମାହାଙ୍ଗା ବ୍ଲକ, ନାହାଙ୍ଗ ଗ୍ରାପ ରୁ umesh ସାମଲ କହୁଛି.....
    Sir ଆମର କିଛି ଅଳ୍ପ ଖାଲୁଆ ଓ ମଧ୍ୟମ ଧରଣର ଜମି ଅଛି. ବିଗତ ବହୁତ ଦିନରୁ ଜମିରେ ଖତ, ଗୋବର ପଡ଼ିନାହିଁ ଯାହା ସାର ଦ୍ୱାରା ଚାଷ ହୁଏ, ବାପା ଚାଷ କରନ୍ତି ମୋର ଚାଷ ଉପରେ ବେଶି ଅଭିଜ୍ଞତା ନଥିବାରୁ ଆପଣଙ୍କ ସାହାଯ୍ୟ ଲୋଡୁଛି, ଆପଣଙ୍କ ସାହାଯ୍ୟ ପାଇଲେ ବହୁତ ଖୁସି ହେବି.
    ଏବେତ ଧାନ ଚାଷ ର ସମୟ full details ହଳ ତଳା ସାର କୀଟନାଶକ ଔଷଧ, ବିହନ, ରୁଆ ପୋତା ଓ ସମୟ କୋଉ time ରେ ହଳ ସାର ଇତ୍ୟାଦି.... Details ର ଗୋଟେ video କରନ୍ତୁ... 🙏🙏🙏

  • @bibhutibhusannayak6445
    @bibhutibhusannayak6445 7 месяцев назад +6

    ପ୍ରତ୍ୟେକ ଧାନ ର ଅମଳ ବିଷୟ ରେ ଯାଣି ପାରିଲୁ । କିନ୍ତୁ ପ୍ରତ୍ୟେକ ଧାନ ର ଏକର ପ୍ରତି କେତେ ବିହନ ଆବଶ୍ୟକ ଯଣାନ୍ତୁ ।

  • @JatindraNaik-wd2mp
    @JatindraNaik-wd2mp 7 месяцев назад +1

    goodevening,dada,rama

  • @sushantdas7525
    @sushantdas7525 7 месяцев назад +1

    Thank you sir help

  • @ajitpadhanajitpadhan
    @ajitpadhanajitpadhan 7 месяцев назад +1

    Pujarini ekarku ketekg bihan darkar

  • @sarojkumarsahoo2609
    @sarojkumarsahoo2609 6 месяцев назад

    Pujarini dhan ra amal kemiti,dhan padijae ki nahi

  • @dharanidharmalik2406
    @dharanidharmalik2406 24 дня назад

    Bihan kouthu miliba

  • @muralidharbaral381
    @muralidharbaral381 6 месяцев назад

    Jira rice ra bhal verity kuhantu

  • @ManasRout-gr4qb
    @ManasRout-gr4qb 7 месяцев назад +1

    sir jaladhi dhan bhadrkre hebana

  • @Spbarik-nj2he
    @Spbarik-nj2he 7 месяцев назад +2

    Sir namaskar motadhan kan kuhntu

  • @debashispatra3737
    @debashispatra3737 6 месяцев назад +1

    Bhai kaberi 511 paduchi na thiahauchi

  • @ratikantajena1986
    @ratikantajena1986 7 месяцев назад +4

    ମୁଁ ବାଦଲ ଜିଲ୍ଲା -ଭଦ୍ରକ via-କୋଠାର village = ଛନ୍ଦାସାହି ମୁଁ କଳାଚମ୍ପା ଧାନ ଚାଷ କରେ ଅମଳ 25 ରୁ 30କ୍ୱିଣ୍ଟାଲ ପ୍ରତି ଏକର। ଏ କିଶମ ଖାଲ ଓ ମଧ୍ୟମ ଜମି ପାଇଁ ବେଶ ଉପଯୋଗୀ

  • @santilatabisoyee3146
    @santilatabisoyee3146 7 месяцев назад

    Aska ganjam rai dealers achanty ki

  • @soumyaranjansatapathy3823
    @soumyaranjansatapathy3823 6 месяцев назад

    Pan mtu1001 dhana kemiti amala heuchhi

  • @sarojkumarsahoo2609
    @sarojkumarsahoo2609 6 месяцев назад

    Pujarini dhan amal kemiti,dhan padib ki nai.Plz reply it's urgent

    • @mydesifarm
      @mydesifarm  6 месяцев назад

      @@sarojkumarsahoo2609 କଣ ଜାଣିବା ପାଇଁ ଚାହୁଁଚନ୍ତି?

    • @sarojkumarsahoo2609
      @sarojkumarsahoo2609 6 месяцев назад

      Plz read comments

  • @khagapatimajhi4734
    @khagapatimajhi4734 6 месяцев назад

    Sree 101 dhana upare kichii kuhantu

  • @AshokNahak-ks6hw
    @AshokNahak-ks6hw Месяц назад

    Ehidhanakenutharemiliba

  • @KhetramohanDas-ih8rl
    @KhetramohanDas-ih8rl 4 месяца назад

    Mu Pan 804 dhana karichi cuttack dist niali re karichi 30 gunthu bila re karichi sara pakaichi gumara 60 kg patas gote dap gote uria 20 kg apare kichi au kn pakabi na etiki

  • @biranchijethi5988
    @biranchijethi5988 7 месяцев назад

    Seeds milibar adress kuhantu nearest kendrapara district

  • @sunilbehera7265
    @sunilbehera7265 6 месяцев назад

    Krv0511 ରେ ବିଷୟରେ କିଛି କହିବେ

  • @ranababu39
    @ranababu39 7 месяцев назад +1

    Pawan dhan କେମିତି ହେବ

  • @RAMESHHANSDAH-so6fq
    @RAMESHHANSDAH-so6fq 2 месяца назад

    PAN 804 ଧାନ ଚାଷ ଓ ପ୍ରସ୍ତୁତ ବିଷୟରେ ଆଲୋଚନା କରିବାକୁ ଅନୁରୋଧ ।

  • @rabindranathmohapatra9638
    @rabindranathmohapatra9638 6 месяцев назад

    Bhu 11

  • @margashirsa5396
    @margashirsa5396 6 месяцев назад

    Mora pujarani dhana kaarichhi

  • @keshabsahu2308
    @keshabsahu2308 7 месяцев назад

    Arize 8455 bisaya re kuha

  • @JatindraNaik-wd2mp
    @JatindraNaik-wd2mp 7 месяцев назад

    kalahandi,ra,ra,bhana,kimitiua

  • @abiskarmancha9497
    @abiskarmancha9497 Месяц назад

    ମୁଁ ଏ ବର୍ଷ ଯମୁନା ଧାନ କରିଥିଲି ସେହିଧାନ ବିହନକୁ ଭାଇ ଆରବର୍ଷ କରିପାରିବିକୀ

  • @dilipkumarmajhi5793
    @dilipkumarmajhi5793 7 месяцев назад +1

    MAHIMA DHANA

  • @UmeshchandraSamal-hp7hn
    @UmeshchandraSamal-hp7hn 7 месяцев назад +2

    Sir 🙏 black diamond paddy seed ବିଷୟରେ details କହିବେ.

  • @dkrushnachandra05
    @dkrushnachandra05 7 месяцев назад +1

    ମୁଁ ପୁରୀ ଜିଲ୍ଲାର ପୁରୀ ମହୀମା ବିହନ କେଉଁ କେଉଁଠୁ ପାଇବି।

  • @kalandiswain9306
    @kalandiswain9306 7 месяцев назад

    Mahima dhan

  • @BalaBhatra-bu4rf
    @BalaBhatra-bu4rf 7 месяцев назад

    Kavieri 828

  • @pitambaramatali6796
    @pitambaramatali6796 6 месяцев назад

    ମୁଁ କଳାହାଣ୍ଡି ଜିଲ୍ଲାର ମହିମା ଧାନ କରିବି

  • @soumyaranjanbehera8329
    @soumyaranjanbehera8329 7 месяцев назад +2

    ମୋ ନାଁ ବି ସୌମ୍ୟ ରଞ୍ଜନ

  • @biswajitmohanty6530
    @biswajitmohanty6530 Месяц назад

    Bhai Tama number dela

  • @alokgochhayat2603
    @alokgochhayat2603 7 месяцев назад

    M n ta dia

  • @prasantagiri8405
    @prasantagiri8405 6 месяцев назад +1

    Bhadrak ru kauchhi phone number dio