Suresh counter to Dharmendra | ଅସହ୍ୟ ନା ନିଚ୍ଚା ଦେଖାଇବା ଲକ୍ଷ୍ୟ | The Quiver
HTML-код
- Опубликовано: 7 ноя 2024
- ଅସହ୍ୟ ନା ନିଚ୍ଚା ଦେଖାଇବା ଲକ୍ଷ୍ୟ
ଓଡ଼ିଶା ରାଜନୀତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବଢ଼ୁଥିବା ପ୍ରଭାବକୁ ଚେକ ଦେବା ଆରମ୍ଭ ହୋଇଛି । ଏଥିରେ ପ୍ରଥମେ ଚେକ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସଭା ମଝିରେ ସିଧା କହିଛନ୍ତି କେନ୍ଦ୍ରମନ୍ତ୍ରୀ ବୁଝି ପାରୁ ନାହାନ୍ତି । ସମୟ ଥିଲେ ଭଲଭାବେ ବୁଝାଇ ଦେଇ ପାରିଥାନ୍ତି । ଧର୍ମେନ୍ଦ୍ରଙ୍କ ଆଗରେ କଥା କହିବାର ଜୁ ରାଜ୍ୟ ବିଜେପିର କେହି ନେତା ରଖୁନଥିଲେ । ଏମପି ଅପରାଜିତା ଷଢ଼ଙ୍ଗୀ ଓ ରାଜ୍ୟ ସଭାପତି ମନମୋହନ ସାମଲ ଧର୍ମେନ୍ଦ୍ରଙ୍କୁ ଚେକ ଦେଲେ । ତେଣୁ ସେମାନଙ୍କୁ ପାୱାରଲେସ କରାଗଲା ।
#thequiver #thequivernews #odishanews #odianews #latestnews #updatenews #todaynews #odishapolitics #cmo #pmo #bjpgovernment #bjpsarkar #cmmohanmajhi #mohansarkar #dharmendrapradhan #aprajitasarangi #sureshpujari #bjpparty #bjdodisha #naveenpatnaik #cabinetmeeting #hirakuddam #westodisha
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in RUclips! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews
#thequiver #thequivernews #odishapolitics
ଭଲ ହେଇଛି, ଧର୍ମେନ୍ଦ୍ର ନିଜକୁ ପାଣ୍ଡିଆନ ଭାବୁଛି, ଏମିତି ଗୋଟେ ଗୋଟେ ଠୋକର୍ ଦରକାର
ପଣ୍ଡିଆନ୍ ବିଜେଡି କୁ ବୁଡେଇଲା ଭଳି, ଧର୍ମେନ୍ଦ୍ର ରାଜ୍ୟ ବିଜେପି କୁ ବୁଡ଼ାଇବେ
ଧର୍ମେନ୍ଦ୍ର ବିଜେପି କୁ ବୁଡ଼େଇ ଦବ
ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ନିଜ ହାତରେ ଥିବା ଶିକ୍ଷା ବିଭାଗ ପ୍ରତି ତାଙ୍କର ଧ୍ୟାନ ଦିଅନ୍ତୁ। ଓଡ଼ିଶା ର ମନ୍ତ୍ରୀ ଙ୍କୁ ସମାଲୋଚନା କରୁଛନ୍ତି। ସେ ଏହି କାମ କରିବାକୁ ଛାଡ଼ି ଦିଅନ୍ତୁ। ନହେଲେ ଓଡିଶା ର ଲୋକ ମାନେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଚିତ ଜବାବ ଦେବେ।
ଠିକ କହିଛନ୍ତି ସୁରେଶ, ଧର୍ମେନ୍ଦ୍ର ଗୋଛି କଟା ନେତା ସ୍ୱାର୍ଥପର
Thanks Pujari ji.I have remembered how you acted wisely at Konark yuva Janata sivir where Our beloved leader Rabi Ray and jhasketan Majhi were present.On the next day the mass attacked Indiraji atKhapuria under the leadership of Raja Swain,the then President of Law collage.
ଧନ୍ୟବାଦ ନମସ୍କାର ମାନ୍ୟବର ରାଜସ୍ଵ ମନ୍ତ୍ରୀ ମହୋଦୟ। ଓଡ଼ିଶା ସରକାର ଙ୍କ ସ୍ଵାଭିମାନ ରକ୍ଷା କରି ଚାଲନ୍ତୁ। ନିଜର ବଡିମା ଓ ଖାତିରି ଦେଖାଇ ଯିଏ ସରକାର ଙ୍କ ଉପରେ ହାକିମାତି କରୁଛନ୍ତି ସେମାନଙ୍କୁ ସବୁବେଳେ ଜବାବ ଦରକାର। ଧନ୍ୟବାଦ।
ଧର୍ମେନ୍ଦ୍ର ଓଡ଼ିଶା ଛାଡ଼ୁ ।
Dharmendra pradhan jogu Odisha BJP Rasatala ku jiba...
@@Lituharichandan exactly..
ଧର୍ମେନ୍ଦ୍ର କିଛି ବୁଝି ପାରିବେ ନାହିଁ l Dharmendra Pradhan ନିଜ। ଝୁଲା ପୁରା।କରିବାରେ ବ୍ୟସ୍ତ ଅଛନ୍ତି l
CORRECT
ଧର୍ମେନ୍ଦ୍ର ପ୍ରଧାନ ଓଡିଶା ରାଜନୀତିରୁ ଦୁରେଇ ରହିବା କଥା ଭାରତ ବର୍ଷ ର ସାମୁହିକ ଶିକ୍ଷା ର କେମିତି ବିକାଶ ହେବ ଚିନ୍ତା କଲେ ଭଲ ହେବ ନଚେତ ଶେଷରେ ବିଜେଡି ଏହାର ସୁବିଧା ନେବ
Suresh pujari good person
Now days Dharmendra Pradhan is Acting Super Chief Minister of Odisha!
Very very nice speak pujhari ki
🙏🙏🙏🙏🙏🙏🙏🙏🙏🙏🙏
ଧର୍ମେନ୍ଦ୍ର ବାବୁ ଆପଣ ନିଜ ବିଭାଗ ରେ ମୁଣ୍ଡ ଖେଳାନ୍ତୁ। ଅଯଥା ରାଜ୍ୟ ରାଜନୀତି କୁ ମାନସିକ କ୍ଷତାକ୍ତ କରି ବଦନାମ ହୁଅନ୍ତୁ ନାହିଁ। ଉତ୍କଳ ବିଶ୍ୱବିଦ୍ୟାଳୟ କୁ କିପରି ବିଶ୍ୱରେ ଉଚ୍ଚ କୁ ନେବା ଚିନ୍ତା କରିଲେ ଭଲ ହୁଅନ୍ତା ବୋଲି ଅନୁରୋଧ। ନାମ ପରିବର୍ତ୍ତନ ଏତେଟା ଜରୁରୀ ନୁହଁ।
Good news Chanel
VERY GOOD
Good
Dharmendra Odishare kie? Pagala roga gharichhi Tanku Ranchi pathaiba uchit .
Right
ଧର୍ମେନ୍ଦ୍ର ଓଡିଶା କଥାରେ ମୁଣ୍ଡ ନ ପୁରେଇଲେ ଭଲ ହେବ
ଗୋଛିକଟା ନୀତି ଛାଡ଼ନ୍ତୁ ନେତା. ନିଜ ସ୍ୱାର୍ଥ ଛାଡି ପାଟି ଓ ସରକାର ଙ୍କ ସ୍ୱାର୍ଥ ଦେଖନ୍ତୁ କେନ୍ଦ୍ର ନେତା. ନହେଲେ ପୁଣି ବିରୋଧୀ ଆସନରେ ଲୋକ. ନେଇ ବସାଇଦେବେ.
Dharmendra babu .....P.M. nk good will re thaiparanti......Besi adhipatya dekhaiba thik hebani bodhe....
Tank post ra nam kamantu..
300 unit Kaniche D.Pradhan
Darmendra Manmohan ku tada
Very good reaction🎉
Dharmendra has been sent to centre, why is he interfering in the State affairs
ଓଡ଼ିଶାରେ ଧରମା କିଏଵେ? ଏତେ ଆସ୍ଵର୍ଧା ହେଲାଣି ଯେ ସମ୍ବଲପୁର ରେ ପୁଣି ସମ୍ବଲପୁର ର ସୁରେଶ ପୂଜାରୀଂକୁ ଧମକ୍? ଏ ଧରମା। ତମେ ତମ ତାଳଚେର ଯାଅ। ଏଠି ଫୁଟାଣି ଦେଖାଅ ନାହିଁ। ତମେ ଜାଣିନ ସମ୍ବଲପୁରିଆ ମାନେ କେତେ ବଦମାସ୍। ତମକୁ ଜମା ଛାଡି ବେନି। ପୋଲିସ୍ ବଳରେ କୋଉଠିକି ଯିବ?
Very good
ଆଜି ସୁରେଶବାବୁଙ୍କ ହୀରାକୁଦ ନଦୀବନ୍ଧ ପ୍ରତି ଏତେ ଦରଦ କାହିଁକି? ଯୋଉ ସମୟରେ ଛତ୍ତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡ ରେ ଶହ ଶହ ଡେମ ନିର୍ମାଣ କଲା ସୁରେଶବାବୁ ସେ ସମୟର ସରକାରକୁ କଡା ସମାଲୋଚନା କରି ଛତ୍ତିଶଗଡ଼ ର କାର୍ଯ୍ୟ କୁ ସମର୍ଥନ କରିଥିଲେ. ଦିନେ ମଧ୍ୟ କେନ୍ଦ୍ର ରେ ଥିବା ମୋଦି ସରକାରଙ୍କୁ ଅନୁରୋଧ କରିନଥିଲେ କି ଛତ୍ତିଶଗଡ଼ ଯୋଉ ଭଳିଆ ଭାବରେ ବେଆଇନ ଭାବରେ ଡେମ କାମ କରୁଛି ତାକୁ ବନ୍ଦ କରେଇଵା ପାଇଁ. କାହିଁ କି ନାଁ ସେଠି ବି ଭାଜପା ସରକାର ଥିଲା ଆଉ କେନ୍ଦ୍ର ରେ ବି ଭାଜପା ସରକାର ଥିଲା.
Agyanmantree ku gyan daethibaru dhanyabad.
ମଦାରଚୋଡ଼ ଧମର୍ନ୍ଦ୍ର କୁ ନାଙ୍ଗ ମଆ ଡ଼ ଦରକାର
Dhrmendra odisa re rajnit bandkaru n hele mada
ଧର୍ମେନ୍ଦ୍ର କୁ ବିଦା କର
କେନ୍ଦ୍ରର ଇଙ୍ଗିତରେ ଯଥା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହ ମନ୍ତ୍ରୀ ଅମିତ୍ ଶାହା ଜେ ପି ନାଡା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ବାରା ଚାଲିଛି ସେଥି ମଧ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓଡ଼ିଶା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ପାଇଁ ତିପାନି ଦେଲେ ସ୍ବାଗତ ଅସହିଷ୍ଣୁ ଶରତ ପୂଜାରୀ ଏହା କି ଓଡ଼ିଶା ଅସ୍ମିତା କଥା
Aprajita, good politician, modiji
Jay Shree Ram
All aware who is CM of Odisha . Only MP who was out spoken now side lined . No one can raise any issue with Mr Pradhan
Jumula sarakar re jumula chaliba hata bhrastachri bjp ku❤❤
Dharmendra is not for politics
It is not different from other political parties
Dharmendra Pradhan is no doubt an efficient leader. But often he appears to be unwarrantedly involved. Naturally people take it as his undue interference. It would be good for his party n himself as well to refrain from such things.
Every one should respect others ' position n profile ,and act within his or her limits.
Dharmendra pradhaan mahasaya nka lagi odisha re BJP sarkar hoichi
Dharmendra pradhan ra remort control cm mohan majhi
Dharmendra babu B j p ku bidiba
Ta kana hela
Dharama odisha BJP ku khaijiba.....
Bjb6 Month
Dharmendra kie Odishare taku kuha Dilli katha bujhu
Jadu bansha nasa bhali BJP sarkar emiti binasha haba
Well done pujari sir.............dharama pai BJP dina odisha ra badnam heba
Bargarh ra mp thila bele kana karicha pujari babu bargarh pain
Dharmendra pradhan paeen bjp budiba..
Dharmendra babu Bjpku budaeibe.
Dharmendra Pradhan is unnecessarily interfering in state administration. He is trying to make Aparajita &, Suresh Pujari powerless. If it is continued Mohan Sarkar will definitely collapse,BJD must come to power
Bjp Bala nkar bela kharap. Lokamane vote dei bjp ku anile. Aha pare amane badabadi.tapare saphaheijibe.suresh pujari hon minister sir very good persion .good minister. Kendra minister should not interfear in state affairs.he mayinterfear ineducation deptt. So far I know state state union will final authorities.
Suresh babu eir thik helani, are dala vitare unit ta rakh.
Repeatation of political history of Odisha.Many times it happened at the time of Mrs Nandini Satapathy by interference of central minister fro Odisha.There was no stable govt. many times.Learn from the past history of this state.
Dharmendra Pradhan jongu Sures Pujari CM hoiparilenahi Dharmendra gote kuchakri,bahaduria,michhua,chour neta.
Dharmendra Pradhan is an outsider to Cuttack. His is the "Kalapahad" for cuttack. He want to destroy the cultural and educational heritage of Cuttack. ... Se Maaghia Katiki Maada khaini.
Dharmendra pradhan hatao odisha BJP banchao
Good
Dharmendra has been sent to centre, why is he interfering in the State affairs