ଏନ୍ତା କାଣା ହେଲା ଯେ କୁକୁରକେ ନରଧଉଥିଲେ ମିତ୍ରଭାନୁ ଗୌନ୍ତିଆ

Поделиться
HTML-код
  • Опубликовано: 20 сен 2024
  • କୁଚିଣ୍ଡାନେ ଗୁଟେ ଛୁଆଟେ ଥିଲା ଯିଏକି ଉଡଶୋ ଆର୍ ମଶା କେନ୍ତା କରି ମାଡ ଲାଢୁଥିଲେ , ତାର ବାବଦନେ ଗୀତ୍ ଲେଖୁଥିଲା । ଦୁଇ ପଟ୍ ମଏନା ବି ପୁଷିଥିଲା । ସେମାନକୁଁ ଛାଡିକରି ପାଠ୍ ପଢି ନାଇଁ ଯାଏଁ ବଲୁଥିଲା । ଯେନ୍ତା ପାଠ୍ ପଢଲାବେଲକେ ହଷ୍ଟେଲନେ ରହେଲା ତାର ଥାଲି ଗିନା ବୁହିନେଇଯାଉଥିବାର୍ କୁକୁରକେ କୁଦେଇ କରି ତାର ଥାଲି ଆନୁଥିଲା । କେତେ କଷ୍ଟେ ପାଠ୍ ଦୁଇ ଅକ୍ଷର ପଢଲା । ଇ ସବୁ ଭିତରେ ବାକି ସେ କଲମ୍ ଚଲାବାରଟା ନାଇଁ ଭୁଲି । ଯେତକି ବେଲକେ ସୁଯୋଗ୍ ମିଲଲା ସେ କଲମରୁ ବାହାରିଲା ଇ ଜଗତ୍ କେ ଜିତିଥିବାର ସମ୍ବଲପୁରୀ ଗୀତ୍ ‘ରଙ୍ଗବତୀ ’ । ଅଲପ୍ ଦିନ୍ ଭିତରେ ଆଏବାରକେ ଯାଉଛେ ତାକଁର୍ ସବୁ ଲେଖାର ଗୁଟେ ଗ୍ରନ୍ଥାବଲୀ । ଆସୁନ ଇ ଭିଡିଓନେ ଦେଖମା ନିଜର ଲେଖା ମାଧ୍ୟମନେ ଇ ଦୁନିଆକେ ନଚେଇ ଦେଇଥିବାର୍ ଚର୍ଚ୍ଚିତ୍ ଗୀତ୍ ରଙ୍ଗବତୀର ନାଁକରା ଗୀତିକାର ମିତ୍ରଭାନୁ ଗୌନ୍ତିଆକଁର୍ ଛୁଆ ଦିନର ସବୁ କଥା ।
    ପହରା, ଆମର ଉଷତ ଆନନ୍ଦର କଥାନି।
    ଆମର ଭାଷାଥି, ଆମକୁ କହେବେ ଆମର ନନୀ।
    ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା।
    ଆମର ନନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର।
    ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି ।
    ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା।
    ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି
    ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ।
    ପହରା, ଆମର ଭାଷାଥି ଆମର ତୁଲସୀ ଚଉରା।
    Subscriber If you are watching this video on RUclips, Like our page if you are on Facebook and Stay Connected with Awesome Sambalpuri Videos!
    Contact Us:- paharaa24x7@gmail.com If you finds your content in our videos!
    Thanks & Regards
    www.Paharaa.com
    #ସମାଜ #ସଂସ୍କୃତି #ସମାଚାର

Комментарии • 21