An excellent spiritual heart touching song by the singer aseema panda . My heart contented with thePerformance singing the singer. I shall wait for more albumI. I preay all of you Jay guru
Really heart touching devotional song. Congratulations to total team. Plz keep this type of innovative works. Sri Sri Thakur bless you always. Jayguru 🙏🙏🙏
Jayguru, Bahut sundar lekha, swar sanjajana au tike bhala hei parithanta, mo matare, Gita ti arambha heu heu Sarigala, please try to give priority on this points on your future composition.
Khub sundar Bhajan joyguru 🙏
Jayguru 🙏 chamatkar lyrics, compose with singing. Hrudaya sparshi
Khub sundar mana mughdakara Bhajana....
ଅଦ୍ଭୁତ ଶବ୍ଦ ସଂଯୋଜନା
Joy guru 🙏 ehi gita ti pura hrudaya parsri heichi bada maa nka bhajan hrudaya chuila pari heichi❤❤
Joy Guru🙏, ଖୁବ ସୁନ୍ଦର ଭୋଜନ ଟିଏ l ମନ କୁ ଏବଂ ହୃଦୟ କୁ ଛୁଇଁଲା ପରି, ଜୟ ଗୁରୁ 🙏
ଭାବପୂର୍ଣ୍ଣ ହୃଦୟ ଛୁଆଁ ଭଜନ 🙏👍🏻👍🏻
Very nice performance👌👌 joyguru🙏🙏
Wow ❤ ଖୁବ୍ ସୁନ୍ଦର 🙏Jayaguru ସମସ୍ତଙ୍କୁ......🙏
🙏জয়গুরু👍👏👏
Ati sundar lekha,khub sundor swor... Jay guru 🙏
Jai guru maa and team antarik pranam graceful you are our ideal 🙏👍
Thanks a lot for your respect and Jai guru and good evening have a tea time I🙏
ଜୟ ଗୁରୁ। ଖୁବ ସୁନ୍ଦର।
Bande Purushottam 🙏🏼🙏🏼🙏🏼🙏🏼🙏🏼
Great lyrics❤ Jay guru🙏🙏🙏
An excellent spiritual heart touching song by the singer aseema panda . My heart contented with thePerformance singing the singer. I shall wait for more albumI. I preay all of you Jay guru
A beautiful composition with heart ❤ touching voice
Joyguru 🙏🙏🙏🙏🙏🙏🙏🙏🌺🌺🌺🌺🌺🌺🌺🌺🌺🌺🌺❤️❤️❤️❤️❤️❤️❤️❤️❤️❤️❤️
Jay guru khub Sundar
Wonderful song😊 nice editing 😊 Joyguru
jay guru 🙏🙏 khub sundar
Joyguru , Outstanding presentation ❤❤❤❤❤❤
So divine🙏
Really heart touching devotional song. Congratulations to total team. Plz keep this type of innovative works. Sri Sri Thakur bless you always. Jayguru 🙏🙏🙏
Joyguru🙏🙏
JAYAGURU BHAI 🙏Excellent Heart Touching Devotional Lyrics Music 👍🏻👍🏻
Jayguru, Bahut sundar lekha, swar sanjajana au tike bhala hei parithanta, mo matare, Gita ti arambha heu heu Sarigala, please try to give priority on this points on your future composition.
Bahot sunder
Jayguru.... Outstanding presentation.....many many Congratulations....stay blessed
Mind blowing
Super song
Very nice. Jayguru to all...
Jayguru❤❤🎉🎉🙏🏻👍🤘👌👌
I can't understand whole lyric but tune and music touch herat ❤
Joyguru & pranam
Joyguru
Inspirable
Thanks❤
Excellent presentation ❤
Joyguru 🙏
Jayguru 🙏 Excellent 👌👌
Jayguru 🙏
🙏🙏
Joyguru..🙏🏻
Superb
🗼 *(ଶ୍ରେୟଙ୍କ ଠାରେ*
*ଅନ୍ତରାସୀ ପ୍ରୀତି ଓ*
*ତାଙ୍କର ବାଧ୍ୟତା-ମୂଳକ ଶାସନ ।)*🗼
ତୁମେ ଶୁଧୁ-ମାତ୍ର
ଅନ୍ତରରେ ଅନ୍ତରାସୀ ଆଗ୍ରହ ନେଇ
ଯେ-ମୁହୂର୍ତ୍ତ ରୁ ଠିଆ ହେଲ,
ସେହି ମୁହୂର୍ତ୍ତ ରୁ ହିଁ
ତୁମର ସ୍ବାଭାବିକ ସହଜ-ଇଚ୍ଛା
ସ୍ଫୁରିତ ହୋଇ ଉଠିବ -
ସ୍ବତଃ-ପ୍ରଣିଧାନ ରେ
ତୁମର ବ୍ୟକ୍ତିତ୍ଵକୁ ଉଦ୍ଭାସିତ କ'ରି -
ବାକ୍ୟ ରେ, ବ୍ୟବହାର ରେ,
କର୍ମାନୁପ୍ରେରଣା ରେ,
ଯା'-କିଛି ସବୁ ତାଙ୍କରି ହିଁ
ଉପଯୁକ୍ତ ସଙ୍ଗତି ନେଇ, -
ତା' ଶ୍ରେୟ ହିଁ ହେଉ
ଆଉ ଆଶ୍ରେୟ ହିଁ ହେଉ,
ଏଇ ଆଗ୍ରହ ଯେତେ ଏକାନୁରକ୍ତ,
ତୀବ୍ର କ୍ରମାଗତି-ସମ୍ପନ୍ନ ହୋଇ
ଚାଲୁଥିବ, -
ତୁମର ଜୀବନ-ଚଳନା ମଧ୍ୟ
ଏଇ ପଥରେ
ପ୍ରତି-ପଦକ୍ଷେପ ରେ
ଉଦ୍ଗତି ଲାଭ କ'ରି
ଚାଲୁଥିବ ସେତେ ହିଁ ;
ଯେ ଚାହିଦା ରେ ତୁମେ
ଅନ୍ତରାସୀ ହୋଇ ଉଠିବ
ଉଦ୍ଦେଶ୍ୟୋନ୍ମୁଖ ହୋଇ ଉଠିବ, -
ସେହି ଲହମା ରୁ
ତୁମର ଜୀବନ ଆବର୍ତ୍ତିତ ହୋଇ
ସେହି ଦିଗରେ ବିବର୍ତ୍ତନରେ
ବିବର୍ତ୍ତିତ ହୋଇ ଚାଲିବ ;
କାଣ୍ଡ କିନ୍ତୁ ଏକ-ଲହମା ର,
ଏଇ ଅନ୍ତରାସୀ ଆବେଗ ନେଇ
ତୁମେ ଯେତେ ହିଁ
ଦୁନିର୍ବାର ହୋଇ ଚାଲ ନା କାହିଁକି -
ତୁମର କ୍ଳାନ୍ତି
ଏଇ ଆବେଗ-ଉଦ୍ଭାସିତ
ହୋଇ
ଅକ୍ଳାନ୍ତ ହୋଇ ଉଠିବ,
ତୁମେ ତୁମକୁ ହିଁ
ଅବାକ୍ କ'ରି ତୋଳିବ ;
ଆଉ, ତା' ନ କ'ରି
ବାଧ୍ୟତାର ପରି-ଶାସନ ରେ
ଯା' ହିଁ କରିବାକୁ
ଯାଅ ନା କାହିଁକି, -
ଅତି ଅଳ୍ପ ପ୍ରଚେଷ୍ଟା ରେ ବି
ତୁମେ
ଦୁର୍ବଳ ହୋଇ ପଡ଼ିବ,
କ୍ଳାନ୍ତି ତୁମକୁ
ଅବସାଦ ରେ ଅବସନ୍ନ କ'ରି
ତୋଳିବାକୁ ଚାଲିବ ।। *୩୬୩/୩୭୨* ।।
*ତପୋବିଧାୟନା,*
*ଶ୍ରୀଶ୍ରୀ ଠାକୁର,*
*ପରବର୍ତ୍ତୀ ବାଣୀ:*
*(ପ୍ରଶ୍ନ-ଶୂନ୍ୟ ହୋଇ*
*ଇଷ୍ଟଙ୍କୁ ଅନୁ-ସରଣ କର,*
*ପ୍ରବୃତ୍ତିର ସମାଧି ରୁ*
*ମୁକ୍ତି-ଲାଭ କରିବ ।)*🙏
Jayguru🙏
Jayguru
🙏🙏🙏
Jayguru