Bhai mora eita fast like fast comment❤ love mo bhai and love you all family👪 prabhu jagannath sabubele apankanku aau apankanka paribaraku sabubele emiti khusi re rakhithantu Jay jagannath 🙏🙏
Nice bhai 😊😊 Aji ra vlog ti bahut sundar heichi ❤ Happy family ❤❤ All family members Mane sabubele eimiti khusire au bhalare ruhantu au kaha upare kharap najar na lagu 🤗🤗 Jay maa laxmi 🙏🙏
So beautiful family bhagwaan mo Bhai ka family ku sabu bele bhala re rakhatu Jay Jagannath 🙏 I love you Khushi maa 🥰 I love you all members ❤️ bhuti bhala laguchi mo Bhai ka video dekhila ❤❤
Bahut bahut bhala haychi vlog ta bhai 👌👌 love you all family members manuku 💞♥️💞 mo cute bhaniji 🥰 Mo cute vanaja 🥰 love you pintu bhai and rupa didi ♥️💞♥️ Jay Jagannath ⭕‼️⭕🙏
ଆଜି ସୁଦଶାବ୍ରତ ଜୟ ମାଁ ଲକ୍ଷ୍ମୀ🙏 🪔🙏🌷🙏ଜୟ ଜଗନ୍ନାଥ🙏🛕🙏 ସମସ୍ତଙ୍କୁ ଭଲରେ ରଖନ୍ତୁ❤❤❤jeje jejemaa ଙ୍କୁ ଦେଖି ବହୁତ ଭଲ ଲାଗିଲା❤❤❤
ଶାମ୍ବ ଦଶମୀ ଏବଂ ସୁଦଶା ବ୍ରତ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ❤❤ love you Khushi maa and family members ❤️❤️❤️❤️
ସାହାଯ୍ୟର ଗୋଟିଏ ହାତ, ସହାନୁଭୂତିର ଗୋଟିଏ ଶବ୍ଦ, ମାନବିକତାର ଏକ ଛୋଟ କାର୍ଯ୍ୟ, ଏକ ଛୋଟିଆ ସ୍ମିତ ହସ ଓ ଏକ ପଦ ମିଠା କଥା କିଛି ଲୋକଙ୍କର ମନୋବଳ ଓ ଜୀବନକୁ ପରିବର୍ତ୍ତନ କରିଦେଇପାରେ।
ଶାମ୍ବ ଦଶମୀ ଓ ସୁଦଶା ବ୍ରତ ଅନେକ ଅନେକ ଶୁଭେଛା ଓ ଶୁଭକାମନା 🙏
ସାନଭାଇ ଙ୍କ ପରିବାର ର ସମସ୍ତ ଙ୍କୁ ପବିତ୍ର ଶାମ୍ବ ଦଶମୀ ଓ ସୁଦଶା ବ୍ରତର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏🏻ଏମିତି ସବୁବେଳେ ହସ ଖୁସି ରେ ରୁହ ❤️❤️ଜେଜେ ଙ୍କୁ ଉଠେଇ କି ନେଲ ସତରେ ସାନଭାଇ ଏତେ ଖୁସି ଲାଗିଲା ଆଉ କଣ କହିବି... ଏ ଦୁନିଆ ର ସବୁ ଆଶୀର୍ବାଦ ମୋ ସାନଭାଇ ଭାଉଜ ଙ୍କୁ ମିଳୁ❤️❤️
ସବୁଦିନ ପିଣ୍ଟୁ ଭାଇଙ୍କ ଭିଡ଼ିଓ କିଏ କିଏ ସବୁ ଦେଖୁଛ ଲାଇକ୍ କର👍👍
ତୁମ ଗୀତ ଟି ବହୁତ ସୁନ୍ଦର ଲାଗିଲା ପିଣ୍ଟୁ ଭାଇ ❤❤ ମତେ ବହୁତ ହସ ଲାଗିଲା 😅😅😅😅 love you Khushi maa ❤❤❤❤
ଭାଗ୍ୟ କରିଛ ରୂପା ପରି ସ୍ତ୍ରୀ ପାଇଛ ❤
କେନ୍ଦ୍ରାପଡ଼ା ଜିଲ୍ଲାରୁ କିଏ କିଏ ଦେଖୁଛ ଲାଇକି କର ❤ଜୟ ଜଗନ୍ନାଥ ଭାଇ 🙏🙏❤️
କଜଳା ଗାଁ ପିଲା କିଏ ଦେଖୁଛ ସେମାନେ Like କର।
ଭାଇ ଆମ ଘର କେନ୍ଦ୍ରାପଡା ଇଚ୍ଛାପୁର
ଶାମ୍ୱଦଶମିର କିଏ ନୁଆ ନାମ ଜାଣିଲ ସତ କୁହ❤❤😊 love you Pintu vai khushi ma
Mu ta fast time sunili au rati ru bhara dhariki asiba bi nua dekhili
କଦଳୀ କାଦ୍ଧି ଟା ଅଧା ସରିଗଲାଣି ଆଉ କେତେ ଦିନ ଯିବ ପିଣ୍ଟୁଭାଇ 😄😄😄🍬🍬
ମୁ ସବୁବେଳେ ଦେଖେ ଢେଙ୍କାନାଳ ଜ଼ିଲ୍ଲା ର ଜୟ ଜଗରଣନାଥ 🙏🙏🙏
ଭାଇ ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସନ୍ତୁ,,ବୋହୁତ ଭଲ ଲାଗିବ 😊
ମୟୂରଭଞ୍ଜ ରୁ କିଏ କିଏ କିଏ ଦେଖୁଛ❤😊
❤❤❤
Mu lo
❤
❤❤
Mu
ପିଣ୍ଟୁ ଭାଇ ଏଟା ଗୁଲୁ ଗୁଲା ନା ମାଙ୍କଡା ପଥର 😄😄😄😄
Jay jagannath 🙏ଭାଇ ଭାଉଜ ଙ୍କୁ ଏମିତି ସମସ୍ତେ ବହୁତ ସାରା ଭଲ ପାଇବା ଦେଉଥାନ୍ତୁ ଏମିତି ସମସ୍ତେ bha ପାଇବା ଦେଉଥାନ୍ତୁ lovu all family all tha best 👍
ସାତ ଘଡ଼ିରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ଭାଇ ଆଜି ଭିଡିଓ ଦେଖିଲୁ ବହୁତ୍ ଭଲ ଲାଗିଲା ଏମିତି ସବୁବେଳେ ଖୁସୀରେ ରୁହନ୍ତୁ ଜୟ ଜଗନ୍ନାଥ
Bhai mora eita fast like fast comment❤ love mo bhai and love you all family👪 prabhu jagannath sabubele apankanku aau apankanka paribaraku sabubele emiti khusi re rakhithantu Jay jagannath 🙏🙏
🙏ଜୟ ଜଗନ୍ନାଥ 🙏ପବିତ୍ର ଶାମ୍ବ ଦଶମୀ ଏବଂ ସୁଦଶା ବ୍ରତର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ମା ଲଷ୍ମୀ ଆପଣଙ୍କ ସମସ୍ତ ପରିବାର ଙ୍କୁ ଭଲ ରେ ଖୁସି ରେ ରଖନ୍ତୁ 🙏🙏🙏ଜୟ ମା ଲଷ୍ମୀ 🙏🙏🙏
Bhagbana karantu tuma parivar Amite Khushi re ruha emitika
Bhauja maa aji samaste sudasa brata Karuchhanti thakuranku bahut valare sajaichhanti bahut sundar laguchi Bhai bhauja bahut vala bahi padhuchhanti ❤❤❤mu sabubele Bhai tama video dekhe tama paribara nku jie thare dekhiba na tanku sabubele dekhibaku ichha heba bahut vala paribara apana paichhanti love you all family member❤❤❤❤❤❤
Love you khusi maa ❤❤❤❤❤❤❤sabubele khusire ruhantu ❤❤❤❤❤❤❤
Pintu bhai mu aji tamar purana vlog dekhuthili bahut maja asila love you all family members ❤️❤️❤️
Adasapuru ru Kiya dekuchi❤❤😊
Bhai aama aade samba dasami karantini....
Mo na bi mamuni.... Mun bi thik mamuni bhali... Soo...Mamuni vlogs dekhibaku bohut bhala lage... ❤
❤❤❤❤❤ love u Rupa dii ❤ Khushi maa love u pintu Bhai ❤❤
ଜୟ ମା ଲକ୍ଷ୍ମୀ 🙏🙏
କଣ ଭାଈ bhaskar news କହିଲା ପରି କହୁଛ।
ବାଙ୍କୀ କିଏ କିଏ ଦେଖୁଛ ❤️
Rupa bhauja I love you ❤❤❤
ଜୟ ଜଗନ୍ନାଥ ଭାଇ ❤❤ ଭିଡିଓ ବହୁତ ଭଲ ଲାଗିଲା ଭାଇ ❤❤❤
ଯେଉଁ ମାନେ ଢେଙ୍କାନାଳ ଜିଲ୍ଲା ରୁ ଦେଖୁ ପିଣ୍ଟୁ ଭାଇଙ୍କ ପାଇଁ ଲାଇକ କରନ୍ତୁ
Bhai tuma comedy ku khusi maa vlog 😅 superb... 😄😄👌👌
ଭାଇ ଜୟ ଜଗନ୍ନାଥ 🙏 ଭାଇ ଆପଣ ଙ୍କ ଭିଡ଼ିଓ ମୋତେ ବହୁତ ଭଲ ଲାଗୁଚି
Bhai toma katha suniki 😅😅😅😅peta batha😂😂😂😂 love' you all ❤❤❤❤
ଭୁବନେଶ୍ୱର ରୁ କିଏ କିଏ ଦେଖୁଛ ❤
Love you Khushi maa 😘 ସବୁବେଳେ ହସଖୁସିରେ ରୁହ 🙌 Happy family 😍
ନୟାଗଡ଼ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଗୋଟିଏ ଲାଇକ୍ କର❤❤
Soo cute family members❤❤ nice vlog pintu bhai👌👌😘jay Jagannath🙏🙏🙏🙏
Sudasa O Samba dashmiro Subhechha.
ଜୟ ଶ୍ରୀ ଜଗନ୍ନାଥ 🥰🚩🚩🚩
Bhut bhala lagila video dakhi ki so beautiful ❤❤❤🙌🙌🙌👌👌👌
Desiya geeto gaideuchi pin 2bhai
ପବିତ୍ର ସୁଦଶା ବ୍ରତ ଓ ଶାମ୍ବ ଦଶମୀ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ମହାପ୍ରଭୁ ଙ୍କ ପାଖରେ ଏତିକି କାମନା ସେ ଆପଣଙ୍କ ପରିବାର କୁ ଭଲରେ ରଖନ୍ତୁ ଖୁସି ରେ ରଖନ୍ତୁ ଲଭ୍ ୟୁ ପିଣ୍ଟୁ ଭାଇ ରୁପା ଭାଉଜ ଖୁସି ମା ❤️❤️❤️❤️🙏🙏 ଜୟ ଜଗନ୍ନାଥ 🙏🙏
Jay Jagannath 🙏🙏so cute khushi maa❤️❤️❤️
ଆମ ବାଲେଶ୍ୱର ଜିଲ୍ଲା ରୁ କିଏ କିଏ ଦେଖୁଛ 😊
🌼 ଜୟ ଜଗନ୍ନାଥ ସ୍ବାମୀ 🌼
ସୂର୍ଯ୍ୟ ନାରାୟଣ ଙ୍କୁ ଅର୍ଘ୍ୟ ଅର୍ପଣ ବେଳେ ଯେମିତି ଅର୍ଘ୍ୟ ଜଳ ପାଦ ସ୍ପର୍ଶ ନକରେ ଟିକେ ଧ୍ୟାନ ଦେବେ।😊
ଜୟ ଜଗନ୍ନାଥ ଭାଇ 🎉🎉🎉
ଆଗ କଥା କହନା ଭାଇ 😢ଆଗରୁ ନୂଆ ଡ୍ରେସ୍ ପୁରୁଣା ଡ୍ରେସ୍ ଥିବ ଘର ଡ୍ରେସ୍ ଯିବାଆସିବା ଗୋଟେ ଥିବ ❤
Happy Sambadashami 🙏ଶାମ୍ବ ଦଶମୀ ଓ ସୁଦଶା ବ୍ରତ ରେ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଭାଇ ଭାଉଜ ଖୁସିମା ପରିବାର ସମସ୍ତ ଙ୍କୁ ପିଣ୍ଟୁ ଭାଇ ଭିଡ଼ିଓ ଦେଖି ବହୁତୁ ସୁନ୍ଦର ଲାଗିଲା ମୋ ପିଣ୍ଟୁ ଭାଇ ରୂପା ଭାଉଜ ବହୁତୁ ଭଲ ପିଣ୍ଟୁ ଭାଇ ରୂପା ଭାଉଜ ପରି କିଏ ହେବ ମୋ ପିଣ୍ଟୁ ଭାଇ ଜେଜେ ଜେଜେମା ମାତାଜୀ ମା ନୂଆ ମା ଖୁଡି ରୂପା ଭାଉଜ ଖୁସିମା ଚିତ୍ତ ଭାଇ ରୁନା ଦିଦି ମାମୁନି ମାଉନ ପରିବାର ସମସ୍ତ ଙ୍କ ସାଙ୍ଗରେ ଏତେ ମଜା ମସ୍ତି କରୁଛନ୍ତି ଦେଖି ବହୁତୁ ଖୁସି ଲାଗୁଛି ଆମ ଗେହ୍ଲେଇ ଖୁସିମା କଥା ଶୁଣି ବହୁତୁ ବଢ଼ିଆ ଲାଗିଲା ଆମ ଗେହ୍ଲେଇ ଖୁସିମା ର କେତେ ବୁଦ୍ଧି ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ଚିତ୍ତ ଭାଇ ରୁନା ଦିଦି ମାମୁନି ମାଉନ ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ବହୁତୁ ଖୁସି Mo Cute Khusimaa 😘 Love you Bhai Bhauja Khusimaa Chitta Bhai Runa Didee Mamuni Sister Ram Dev Sister and all Family members💞❤️❤️❤️❤️❤️❤️❤❤❤❤❤❤
ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ🙏 ଜୟ ଗଣେଶ 🙏 ଜୟ ଶ୍ରୀ ରାମ 🙏 Good bless you 👍️
Jay Maa Laxmi
ପୌଷ ମାସରେ ଚିତା ପଡେନି ମୁରୁଜ ପଡେ ମୋ କମେଟେ ଆର ଭିଡିଓରେ କହିବ pin2❤❤❤❤❤khushi maa🎉🎉🎉🎉🎉🎉❤❤
Satare bhai aji ra vlog ti bhahut
Bhala lagila khas kari tumar mazaliami mor ta peta kn heigala hasi hasi 😆 bapre 🤣
Nice bhai 😊😊
Aji ra vlog ti bahut sundar heichi ❤
Happy family ❤❤
All family members Mane sabubele eimiti khusire au bhalare ruhantu au kaha upare kharap najar na lagu 🤗🤗
Jay maa laxmi 🙏🙏
So beautiful family bhagwaan mo Bhai ka family ku sabu bele bhala re rakhatu Jay Jagannath 🙏 I love you Khushi maa 🥰 I love you all members ❤️ bhuti bhala laguchi mo Bhai ka video dekhila ❤❤
ଜେଜେବାପା ଙ୍କ ର ଏମିତି ନାତି ନାତୁଣୀ ଭାଗ୍ୟ କୁ ମିଳିଛନ୍ତି।
Samba dasimi ra dhara Sara subacha o subha kamana❤❤❤❤
Han pintubabu tuma bhanaja khabara kan dhana kemiti achhi tuma bada didi kaien asunanti ta janeiba
Samba dasami o sudasa brata jay maa laxmi❤❤❤❤❤
ସାଲେପୁର କି ଏକିକିଏଦେଖୁଚ❤❤❤
Bhai Tamara song suni 😅😅😅😅😅😅 laguchi
ଜୟ ଜଗନ୍ନାଥ ଆଜିର video ବହୁତ ଭଲ ଲାଗୁଛି କିନ୍ତୁ ମୁଁର ଗୋଟିଏ ଅନୁରୋଧ ଯେ କି ପ୍ରସାଦ ପ୍ରସ୍ତୁତି ଚାଲିଥିବା ସମୟରେ ମାମୁନି ଯେଉ ଚୁଲି ମୁଁ ହରେ ଗୁଡିକୁ ଦେଖେଇ ଦେଲା
ବହୁତ ଖରାପ ଲାଗିଲା ଏଥିପାଇଁ ଆପଣ ସମସ୍ତଙ୍କୁ ମୁଁ ର ଅନୁରୋଧ କେହିବି ଏଭଳି ଭୁଲ୍ କରନ୍ତୁ ନାହିଁ
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏 🙏🙏
ଭାଇ ମାମୁନି ସଙ୍ଗରେ ଲାଗିଲେ ବହୁତ ମଜା ଲାଗେ
I love you khushi maa and family members ❤️❤️❤️❤️
Bahut bahut bhala haychi vlog ta bhai 👌👌 love you all family members manuku 💞♥️💞 mo cute bhaniji 🥰
Mo cute vanaja 🥰 love you pintu bhai and rupa didi ♥️💞♥️ Jay Jagannath ⭕‼️⭕🙏
Jay Jagannath 🙏♥️♥️♥️ Rupa pintu Khushi express
Please pintu bro coming to pondicherry
ଶାମ୍ବ ଦଶମୀ ଏବଂ ସୁଦଶା ବ୍ରତ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ❤❤❤❤❤❤❤❤❤❤❤❤❤❤
Jay Jagannath
Love you mo Bhai bhauja ❤️❤️❤️
Pintu भईया आप की फॅमिली मुझे बहुत अच्छी लगती हैं खुशी बिटिया बहुत क्यूट है 🥰🥰
❤❤dhanura❤❤bahut cute 🥰🥰 chuuaa❤❤❤❤Jay Jagannath pintu bhae❤❤
ଶାମ୍ବ ଦଶମୀ ଏବଂ ସୁଦଶା ବବ୍ର ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
Jay Jagannath Rupa bhauja & Pintu bhai 🙏
ସୁଦଶା ବ୍ରତ ଓ ଶାମ୍ବ ଦଶମୀ ଉପଲକ୍ଷେ ପରିବାର ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଲଭ୍ ୟୁ ଦିଦି ଭାଇ ଖୁସି ମା ଅଲ୍ ଫାମିଲି ❤❤❤❤❤❤
❤ u khusi maa ❤❤ u all family members ❤❤❤ Jay Jagannath 🙏🙏🙏
Loveyou khusimaasabubele khusire ruhantu
ଜୟ ଜଗନ୍ନାଥ ❤️
Samba Dasami o sudasa brata re anek anek subhechha o subhakanana love you Khushi maa love you all family members ❤❤❤❤❤
Keonjhar sanjaya
Pintu bhai tamaku happy bhai daki nai ki bhai
Tumku bhuta bhala pa ❤❤❤❤❤
So lovely Khushi mama love you all family
Khushi maa so cute ❤❤❤❤
Nice ❤ kintu aamo balasore alaga prakara palano karaja sataghadi
Maa maa maa maa maa maa💛🙌🌸🤗☺️🥰🙏🥺🥺🥺🥺😘🌏💛
Love u khusi maa
Jay Jagannath bhai❤❤❤
Om Sai Ram ଭାଇ ସେମିତେ ଜେଜେବାପା ଙ୍କ ସହିତ୍ ମଜା କରନି କାହିଁକି ନା ଜଦି ପଡ଼ି ଜିବେ ହ,ଇ, ରାଣ ହେଇଯିବେ ଆପଣ ମୋ କଥା କୁ ଖରାପ୍ ଭାବିବେନି ଭାଇ ମୋର କହିବା ଅଥ୍ ମଜା ରେ ମଜା ହ,ଇ ରାଣ ହେଇଯିବେ ମୋ କଥା ଜଦି ଆପଣ ଙ୍କୁ ଖରାପ୍ ଲାଗିଥିବ ତାହେଲେ କ୍ଷମାକରିଦେବ ଭାଇ ମୋତେ ଡର ଲାଗିଲା ସେଥିପାଇଁ କହିଲି om sai ram 🙏🙏🙏
I love you pintu bhai❤❤❤❤❤❤ nice vlogs ❤❤❤
❤❤❤❤❤❤❤❤❤❤❤
ଶାମ୍ବ ଦଶମୀ ସୁଦଶା ବ୍ରତ ପୁଜା ର ହାର୍ଦ୍ଦିକ ଅଭିନନ୍ଦନ 🥰
Maa maa maa maa maa maa maa maa💛🙌🌸🤗☺️🥰🙏🥺🥺🥺🥺😘🌏💛
Bahi tumara Shambha dashami re tumara kan Bada hue bhia
ଠାକୁରମୁଣ୍ଡା ରୁ କୋଉ ମାନେ ପିଣ୍ଟୁ ଭାଇ ଙ୍କର ଭିଡ଼ିଓ ଦେଖୁଛ 👍👍👍କର
Very nice
Jay jagannath 🙏🙏🙏
Jay maa laxmi ❤❤❤❤