Kahin Rama Kahin Rama Rama Pari Raja Nahin - ନୂଆ ଢଙ୍ଗରେ ସୁନ୍ଦର ରାମ ଭଜନ | Gita Dash,Manasi Patra

Поделиться
HTML-код
  • Опубликовано: 16 окт 2024

Комментарии • 1 тыс.

  • @jadumanipradhan6692
    @jadumanipradhan6692 2 года назад +5

    ଜୟ ହନୁମାନ
    ଜୟ ସୀତାରାମ
    ଜୟ ରାମ ଜୟ ରାମ ଜୟ ସୀତା ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ.... !

  • @BALARAMGAHIRBALARAMgahir-cd1fh
    @BALARAMGAHIRBALARAMgahir-cd1fh 6 месяцев назад +1

    ଜୟ ଶ୍ରୀ ରାମ. ଜୟ ଶ୍ରୀ ହନୁମାନ 🙏🙏

  • @sandipkp3578
    @sandipkp3578 2 года назад +13

    ଗୀତା ଦାସ ଙ୍କର ଆହୁରି ଏମିତିକା ନୂଆ ନୂଆ ଭଜନ
    ଆସିଲେ ଭଲ ଲାଗିବ,

  • @sonalimajhi7497
    @sonalimajhi7497 2 года назад +2

    ଏହି ଗୀତ ଟି ବହୁତ ସିଗଂର ମାନଙ୍କ ର voice 🗣 ଶୁଣିଥିଲି କିନ୍ତୁ ସ୍ପଷ୍ଟ ଭାବରେ କିଛି ହିଁ ବୁଝାପଡୁନଥିଲା ;ଗୀତା ମେମ୍ ଓ ମାନସୀ ମେମ୍ କଣ ଗାଉଛନ୍ତି ଲୋ ମା, ସତରେ ଶବ୍ଦ ଗୁଡିକ ଏତେ ସ୍ପଷ୍ଟ ଭାବେର ବୁଝା ପଡୁଛି/ ଜଣାପଡୁଛି।
    ସେଥିପାଇଁ ହୃଦୟ ରୁ ବହୁତ ବହୁତ ଧନ୍ଯବାଦ🙏। ଭଗବାନଙ୍କ ପାଖରେ ଏତିକି ମୋର ମିନତୀ ଯେ ଆପଣମାନଙ୍କୁ ଭଲରେ/ଖୁସିରେ/ସୁସ୍ଥ ରଖନ୍ତୁ। କାରଣ:- ଆପଣ ମାନଙ୍କର voice ରୁ ଆମେ ଏମିତି ହିଁ ଗୀତ ଶୁଣୁଥିବୁ।
    Sidharta tv ର ସବୁ ଟିମ୍, Special ରେ ନମିତା ମେମ୍❤ ସୀତା ସାର୍ ଙ୍କୁ ମଧ୍ଯ ହୃଦୟ ରୁ ବହୁତ ବହୁତ ଧନ୍ଯବାଦ🙏🙏🙏🙏🙏। Because:- ତମରି ଯୋଜନା ରେ ହିଁ ଏହି ସବୁ ହୋଇ ପାରୁଛି।
    So once again tq and keep it up all team👍👍👍👍👍👍👍🙏🙏🙏🙏.

    • @sonalimajhi7497
      @sonalimajhi7497 2 года назад

      . I am very.... Happy. Because - Mora comment💬 tiku dekhithibaru my favorite channel sidharta📺 tv.

  • @ashokkumarpati4516
    @ashokkumarpati4516 2 года назад +4

    ଖୁବ୍ ସୁନ୍ଦର ପରିବେଶଣ।ମନ ଭରିଗଲା ।ଆଗକୁ ଆହୁରି ଅନେକ ଆସା ରଖୁଛି ।

  • @iswarprasadmajhi1254
    @iswarprasadmajhi1254 2 года назад

    ବହୁତ ସୁନ୍ଦର ହେଇଛି।

  • @chinmaya1886
    @chinmaya1886 2 года назад +8

    ଜୟ ରାମ ଶ୍ରୀ ରାମ ଜୟ ଜୟ ରାମ 🙏🙏🙏

  • @rabinarayansahoo3444
    @rabinarayansahoo3444 2 года назад

    ଜୟ ଶ୍ରୀ ରାମ

  • @pramilagantayat2470
    @pramilagantayat2470 2 года назад +9

    ଶୁଭ ସକାଳ ଶୁଭେଚ୍ଛା❤️❤️
    ଜୟ ସୀତା ରାମ 🙏🙏🙏
    ବହୁତ ସୁନ୍ଦର👌👌👌👌❤️❤️❤️❤️

  • @nalinisahoo1632
    @nalinisahoo1632 2 года назад

    Bahut bahut dhanyabad, ehi sundara bhajana pain, gita mam Or manashi mamnku

  • @sagareditor7113
    @sagareditor7113 2 года назад +6

    ବା ଅତି ସୁନ୍ଦର୍ ଗୀତ 🥰🥰

  • @pradeepkumarsatapathy2129
    @pradeepkumarsatapathy2129 2 года назад +2

    ଭାରି ଅପୂର୍ବ କଥା ହେଉଛି ରାମାୟଣ।ଏହି ରାମାୟଣ କଥା ଗାନ କରି ତୁମେ ଦୁହେଁ ଧନ୍ୟ। ପ୍ରଭୁ ରାମ ଚନ୍ଦ୍ର ଏବଂ ସୀତା ମାତାଙ୍କ ତୁମ ଦୁହିଁ ଙ୍କ ଉପରେ ସଦା ରହୁଥାଉ।

  • @pramodsatpathy2865
    @pramodsatpathy2865 2 года назад +5

    ଜୟ ଶ୍ରୀରାମ🙏🙏🙏😍😍😍.

  • @hrudanandsharma757
    @hrudanandsharma757 2 года назад +8

    ବହୁତ ସୁନ୍ଦର।ହୃଦୟ କୁ ଛୁଇଁଲା ପରି ଭଜନ ଟିଏ।
    ଜୟ ଶ୍ରୀରାମ।ବହୁତ ସୁନ୍ଦର ଲେଖା।Thanks
    to entire team

  • @bhaktikatha8756
    @bhaktikatha8756 2 года назад +1

    ଗୀତା ଦିଦିଙ୍କର କଣ୍ଟ ଏବେବୀ ଝଟକୁଚି

  • @sabitapanda2378
    @sabitapanda2378 2 года назад +3

    ବହୁତ ବହୁତ ସୁଦଂର।

  • @HAPPYLIFE-sl6wi
    @HAPPYLIFE-sl6wi 2 года назад +6

    Beautiful manasi dii & geeta mem👌👌👌👌👌👌 jay shree ram 🙏🙏🙏

  • @bidyadharnayak9291
    @bidyadharnayak9291 2 года назад +1

    ଅତି ସୁନ୍ଦର ଗାଇଲ ଦିଦି🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @photoclickstudio_official
    @photoclickstudio_official 2 года назад +8

    Prapti Acharya and Bigysi Barik 🔥🔥🔥..all over Best

  • @madhusudannayak3126
    @madhusudannayak3126 2 года назад

    ହରେ କୃଷ୍ଣ

  • @sanjulatadehury1614
    @sanjulatadehury1614 2 года назад +7

    Bohut sundar gita madam,🙏🙏🙏

  • @sanjuktaranimisra7480
    @sanjuktaranimisra7480 2 года назад

    Jai guru. Bandepurusatamam

  • @gym_holic_satya
    @gym_holic_satya 2 года назад +26

    ଗୀତା ଦାସ ଙ୍କ ଅତି ସୁନ୍ଦର କଣ୍ଠ 🙏❤️
    ଶ୍ରୀ ରାମ ନବମୀ ଶୁଭେଚ୍ଛା 🙏

  • @abanikantabagarti9438
    @abanikantabagarti9438 2 года назад +6

    ଆମର music composition କରିଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍

  • @arunkumarray6909
    @arunkumarray6909 2 года назад

    ମାନସୀ ମାଡାମ ଙ୍କ ଆବାଜ ମିକ୍ସ ହେଉଛି ତେଣୁ ଉଚିତ ଲାଗୁନି

  • @girijaprasadbiswal9332
    @girijaprasadbiswal9332 2 года назад +9

    ହୃଦୟକୂ ଛୁଇଁଲା ଭଳି ରାମଙ୍କ ଭଜନ ଟିଏ।,,,, ଜୟ ସୀଆରାମ୍,,,, ଜୟ ବଜରଙ୍ଗ ବାଲି,,,, 🙏

  • @mukundasahoo1319
    @mukundasahoo1319 2 года назад

    ଯେମିତି କେଲୁଣି ବାଉଁଶ ରାଣୀ ବୋଲଇ। ଓ କି ଖଟା। ତା ପରେ ଅଭିନୟ ଖାପ ଛଡ଼ା।

  • @asitpatnaik6739
    @asitpatnaik6739 2 года назад +6

    ଅତି ସୁନ୍ଦର ଗୀତ ଜଯୃ ଶୀରାମ

  • @biranchimahakur.6476
    @biranchimahakur.6476 2 года назад +1

    ସୁନ୍ଦର, ଅତି ସୁନ୍ଦର ଭାବରେ ପରିବେଷଣ କରି ଛ ନ୍ତି, ଜୟ ସୀତା ରାମ

  • @snehalatasenapaty7931
    @snehalatasenapaty7931 2 года назад +10

    ବହୁତ ସୁନ୍ଦର ଭଜନ ଜୟ ଶୀରାମ

  • @pradeepthaty7476
    @pradeepthaty7476 2 года назад +1

    Sundra bhajana

  • @rajputsilusamal9534
    @rajputsilusamal9534 2 года назад +4

    🚩🚩🚩🏹🏹🏹🙏ଜୟ ଶ୍ରୀ ରାମ 🙏 🚩🚩🚩🏹🏹🏹

  • @JayJagannathSwami-gp5dq
    @JayJagannathSwami-gp5dq 2 года назад +1

    ସିଦ୍ଧାର୍ଥ ଚେନେଲ ଆପଣ ସେଇ ଗାୟିକା ମାନ ଙ୍କୁ ସୁଯୋଗ ଦେଇଥିଲେ ଅତି ଭଲ ହୋଇ ଥାନ୍ତା ଯେଉଁମାନେ 3ବର୍ଷ ଆଗରୁ ଗାଉଥିଲେ

    • @prabhakarbarik6000
      @prabhakarbarik6000 2 года назад +1

      ମୋ ମନର କଥାଟି ଆପଣ କହିପାରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମୁଁ ଏହା କହି ପାରିନଥିବା କାରଣରୁ ମନେମନେ ବହୁତ ଦୁଃଖିତ ଥିଲି । ମନଟି ଭାରି ଭାରି ଲାଗୁଥିଲା। ଗ୍ଳାନି ଅନୁଭବ କରୁଥିଲି।ଆପଣଙ୍କୁ ସମର୍ଥନ କରି ମୁଁ ସେହି ଗ୍ଳାନି ଗ୍ରସ୍ତ,ଭାରାକ୍ରାନ୍ତ ମାନସିକ ଭାବରୁମୁକ୍ତି ପାଉଛି। ପ୍ରକୃତରେ ପାରାୟଣରେ ଗାୟକ ଗାୟିକା ମାନେ ଅନେକ ଲୁପ୍ତପ୍ରାୟ ପୁରାତନ ଭକ୍ତି, ଲୋକ ଶିକ୍ଷା ରୂପକ ଭକ୍ତି ରଚନାଗୁଡିକୁ ଆମକୁ ଭେଟି ଦେଉଛନ୍ତି। ଏହି କଠିନ ପରିଶ୍ରମର ସୁଫଳ ସେମାନଙ୍କୁ ମିଳିବା ଉଚିତ। ଓଡ଼ିଶାର ଅଗ୍ରଣୀ ସଂସ୍ଥାମାନଙ୍କୁ ଅନୁରୋଧ ଏହି ବିଷୟରେ ଉଚିତ ଚିନ୍ତା କରି ପଦକ୍ଷେପ ନେବେ । ନରନାରାୟଣଙ୍କର ଶୁଭାଶ୍ରୀପାଦ ପ୍ରା ପ୍ତ ହେବେ। ଧନ୍ୟବାଦ। ଜୟ ଜଗନ୍ନାଥ ।

    • @JayJagannathSwami-gp5dq
      @JayJagannathSwami-gp5dq 2 года назад +2

      @@prabhakarbarik6000 ଜୟ ଜଗନ୍ନାଥ ଆଜ୍ଞା ଆପଣ ସମ୍ପୂର୍ଣ ଠିକ କଥା କହି ଛନ୍ତି 🙏🏿

  • @satyamalik1502
    @satyamalik1502 2 года назад +11

    Prapti acharya &bigyansi barik is the best❤️👌👌

    • @babbykumari9344
      @babbykumari9344 2 года назад

      Bilkul right bro e katkia mane kane janbe

  • @ramachandrapradhan169
    @ramachandrapradhan169 2 года назад

    Monali Mohapatra ae Gita tire famous Western odisha re.Pura palli re b bajuchhi.Aapan bahut pachhare gaele.

  • @Moviecentre-mw4kb
    @Moviecentre-mw4kb 2 года назад +5

    ଜୟ ଶ୍ରୀ ସୀତାରାମ 🌺🌺🌺🌺

  • @jayhind6187
    @jayhind6187 2 года назад +1

    ଅତି ସୁନ୍ଦର କିନ୍ତୁ music ଆପ୍ରୋପ୍ରିଏଟ ନୁହଁ

  • @niharkantabehera9776
    @niharkantabehera9776 2 года назад +5

    Jay shree raam 🙏🙏🙏

  • @surajkar1947
    @surajkar1947 2 года назад

    Ati sundar laguchi

  • @lakshmibehera5230
    @lakshmibehera5230 2 года назад +8

    ବହୁତ ସୁନ୍ଦର।ଶୁଣିକି ମନରେ ଶାନ୍ତି ଲାଗିଲା।

  • @mamatapradhan4608
    @mamatapradhan4608 2 года назад

    ଜୟ ଶ୍ରୀରାମ ।

  • @rameshchandraparija4882
    @rameshchandraparija4882 2 года назад +3

    ରାମ ନବମିର ଵହୁତ ଵହୁତ ଅଭିନଂଦନ ଗାୟିକା କଳାକାରମାନଂକୁ

  • @7tunes393
    @7tunes393 2 года назад +2

    Voice ରେ ମିଠାସ ନାହିଁ
    ଅରିଜିନାଲ song ର 10 percent ଲାଗୁନି

  • @ganapatipradhan2404
    @ganapatipradhan2404 2 года назад +27

    ଅମୃତ ସୁନ୍ଦର ଗାନ
    ପୂର୍ବେ କାନ ଶୁଣି ନାହିଁ,
    ଘେନ ମୋ ଅଭିନନ୍ଦନ
    ଏତେ କାଳ ଥିଲ କାହିଁ ?

  • @sushantadhala1904
    @sushantadhala1904 2 года назад

    ଅତି ସୁନ୍ଦର କଣ୍ଠ ରେ ବୁଝେଇ ଥିବାରୁ ଧନ୍ୟବାଦ୍

  • @BikashBhaktiOfficial
    @BikashBhaktiOfficial 2 года назад +6

    ବହୁତ ସୁନ୍ଦର ଭଜନ ହୃଦୟକୁ ଛୁଇଁଲା ଭଳି ଭଜନ ଟି- ଗୀତା ଦାସ ଓ ମାନସୀ ପାତ୍ରଙ୍କ କଣ୍ଠରୁ ଧନ୍ୟବାଦ୍ ସିଦ୍ଧାର୍ଥ TV Network ଜୟ ସୀତା ରାମ 🙏

  • @sumankanhar7960
    @sumankanhar7960 2 года назад

    Ram Ram

  • @ranjitkumarnahak2582
    @ranjitkumarnahak2582 2 года назад +3

    🌸ବହୁତ ଆନନ୍ଦ ଗୀତ 🌸 🙂 🌸ଶୁନିକି ମୁଗ୍ଧ ହୋଇଗଲି 👌👌👌👌 💮ଜୟ ଶ୍ରୀ ରାମ 💮

  • @basantnayak4858
    @basantnayak4858 2 года назад

    Trutipurna lyrics !

  • @kishorekumarsahoo337
    @kishorekumarsahoo337 2 года назад +12

    ଜୟ ଶ୍ରୀ ରାମ 🙏🙏🙏🌹🙏🙏

    • @niranjanmahapatra9557
      @niranjanmahapatra9557 2 года назад

      ବହୁତ୍ ହୃଦୟସ୍ପର୍ଶୀ ହୋଇଛି

  • @prafullanayak9729
    @prafullanayak9729 2 года назад

    ଏହିଗୀତ ଟି ପାରାୟଣ ଗାୟିକା ପ୍ରାପ୍ତିଆଚାର୍ଯ୍ୟ ଏବଂ ବିଗ୍ନେସି ବାରିକ କଣ୍ଠରେ. ଅନେକ ଆଗରୁ ଶୁଣିଛୁ

  • @susamapadhi4446
    @susamapadhi4446 2 года назад +2

    ଜୟ ଶ୍ରୀ ରାମ ଜୟ ସୀତା ରାମ 💖 ପ୍ରଭୁ ଯାହା ଙ୍କୁ ଆମ୍ଭର ଦୁଃଖ ଜଣାଉଛୁ ଭଗବାନ ମାନୁଛନ୍ତି ସେ ଆଣାକାର ବର୍ଣନା କରିବା ସକ୍ତତି ମୋ ପାଖରେ ନାହଁ ଜୟ ଶ୍ରୀ ରାମ 💖 💞 💖 🌹 🌹 🌹 🌹 🌹

  • @babuliangul123
    @babuliangul123 2 года назад

    ଜୟ ଜଗନ୍ନାଥ ସ୍ୱାମୀ

  • @niharbalajena6836
    @niharbalajena6836 2 года назад

    Ati sundar bhabe paribesan hoichhi bhajan ti

  • @asha6730
    @asha6730 2 года назад

    Bahut sunder paribasan

  • @rajendrapradhan4181
    @rajendrapradhan4181 2 года назад

    ଗୀତ ଟିକୁ ଅତି ପ୍ରାଞ୍ଜଳ ଭାବରେ ଗାଈ ଥିବାରୁ ବହୁତ ବହୁତ ଧନ୍ୟବାଦ

  • @ramachandraacharya4332
    @ramachandraacharya4332 2 года назад +28

    ବହୁତ ସୁନ୍ଦର ଭଜନ ହୃଦୟସ୍ପର୍ଶୀ ହୋଇପାରିଛି ଗାୟୀକା ମହୋଦୟା ଙ୍କୁ ମୋର କୋଟି କୋଟି ପ୍ରଣାମ।

  • @kanhadalei5571
    @kanhadalei5571 2 года назад +1

    Bhut bhal lagu6y tamar mital paty nachi jayti hare Krishna hare Rama, thanks you Didi mane mate neba,ram nam gai mo jiban jau chali

  • @satyajitpratap6535
    @satyajitpratap6535 2 года назад +10

    ଜୟ ଶ୍ରୀ ମର୍ଯ୍ୟାଦା ପୁରୁଷୋତ୍ତମ ସିୟାଵର ରାମ ଚନ୍ଦ୍ର କି ଜୟ 🙏

  • @niranjanjena9723
    @niranjanjena9723 2 года назад +1

    Ehi Gita bahut thara sunichii , kintu gita kouthi kouthi na asampurna laguthila. Ebe gitati sampurna lagila. Gita Mam o Manasi Mam Ehi gitatikiku sampurna rupayan deichhanti. Jay sita Ram.Jay Sriram.Jay Bajarangbali.....

  • @kishorekumarsahoo337
    @kishorekumarsahoo337 2 года назад +17

    ପବିତ୍ର ଶ୍ରୀ ରାମ ନବମୀ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା 🙏🙏🙏🌹🌹🙏🙏🙏

  • @manasmahananda3395
    @manasmahananda3395 2 года назад

    Jai sitaram Jai bajrangbali
    Jai Sri ram Jai Sri ram Jai Sri ram Jai Sri ram Jai Sri ram Jai Sri ram Jai Sri ram Jai Sri ram Jai Sri ram Jai Sri ram Jai Sri ram Jai Sri ram Jai Sri ram Jai Sri ram Jai Sri ram Jai Sri ram Jai Sri ram Jai Sri ram Jai Sri ram Jai Sri ram Jai Sri ram Jai Sri ram Jai Sri ram Jai Sri ram Jai Sri ram Jai Sri ram Jai Sri ram

  • @gossipbegins333
    @gossipbegins333 2 года назад +3

    Jai shree ram 🙏

  • @banshidharnayak4831
    @banshidharnayak4831 2 года назад +2

    ଆଜିକା ସମୟ ରେ ରାମାୟଣ ର ପ୍ରାସଙ୍ଗିକତା ଯୁବ ସମାଜ କୁ ଏହି ଗୀତ ପ୍ରେରଣା ଦେବ୍
    ଧନ୍ୟବାଦ୍ ମାନସୀ ଦିଦି ଏବଂ ଗୀତ ଦିଦି

  • @nirupama.padhan6017
    @nirupama.padhan6017 2 года назад +3

    Jay sita ram 🙏🌺🙏

  • @krushnasahoo7309
    @krushnasahoo7309 2 года назад

    Ati sundar

  • @devmamata4015
    @devmamata4015 2 года назад +5

    Thanks gita apa & manasi apa mind blowing super👍

  • @harekrushnadaskanhaglen8169
    @harekrushnadaskanhaglen8169 2 года назад +6

    Happy Ramnavami 🙏🏻🙏🏻🙏🏻

  • @Tithi.Creation
    @Tithi.Creation 2 года назад

    ସେଇ ଛୋଟ ପିଲାଙ୍କ ସ୍ୱର ବହୁତ ଭଲ ଲାଗୁଥିଲା

  • @sushreesangita4827
    @sushreesangita4827 2 года назад +16

    ଅତି ସୁନ୍ଦର ଭାବେ ପରିବେଷଣ କରାଯାଇଛି। ଜୟ ସୀତାରାମ। 🙏

  • @dipi867
    @dipi867 2 года назад +1

    Ohh Ati sundar gita Ati sundar kanthasilpi

  • @malayakanhar9769
    @malayakanhar9769 2 года назад +33

    ଜୟ ଶ୍ରୀରାମ 🙏🙏🙏 ବହୁତ ସୁନ୍ଦର ଗାୟନ। ରାମ ନବମୀ ଦିନର ମୋର ତରପରୁ କୋଟି କୋଟି ପ୍ରଣାମ 🙏🙏

  • @saratkumarjena4860
    @saratkumarjena4860 2 года назад

    Jay sita ram

  • @rameswarpatro5862
    @rameswarpatro5862 2 года назад +24

    ଅତି ସୁନ୍ଦର ଭାବରେ ରାମଙ୍କ ଚରିତ୍ରର ଗୀତରେ ଶୁଣାଇ ଥିବାରୁ ଲେଖକ ଓ ଗାୟକ ମାନଙ୍କୁ ଧନ୍ୟବାଦ୍ 🌹🙏

  • @priyankapriyadarshini26
    @priyankapriyadarshini26 2 года назад

    ଆମ sambalpuri ଗୀତ ଗାଉଛ

  • @anilkumarsahoo8786
    @anilkumarsahoo8786 2 года назад +6

    Ati sundar vajana tia. gita mam nd Manasi mam voice ati sundara 👍

  • @sarangadharranarana6783
    @sarangadharranarana6783 2 года назад

    Atti.sundar.bhajan..very.nice.

  • @sadanandasahu2368
    @sadanandasahu2368 2 года назад +4

    Jay shree ram jay shree ram jay shree ram 🙏🙏🙏 very nice Bhajan। 🎉🎉🎉 Thank you geeta mam & Mansi mam 🙏🙏

  • @sambitsahu5975
    @sambitsahu5975 Год назад +1

    Bhajanbahutabhalahoichhi

  • @srddhasullere2693
    @srddhasullere2693 2 года назад +2

    Ati sundar jay shree Sitaram 🙏🏻

  • @tripurabasi9036
    @tripurabasi9036 2 года назад

    jai Hanuman.jai.sri.ram

  • @subhashishsethy9253
    @subhashishsethy9253 2 года назад +5

    One of the best hit after jhul re nitai jhul
    Both voice is top level 🥰

  • @upendrarana1393
    @upendrarana1393 2 года назад

    Jay shi ram

  • @soumyaranjandash1361
    @soumyaranjandash1361 2 года назад +14

    ଜୟ ଶ୍ରୀ ରାମ.... ଅମୃତ ଗାୟନ ❤️

  • @khusikhusi3233
    @khusikhusi3233 2 года назад +5

    👏👏♥️♥️🥰🥰JAY SIYARAM JI KI JAY🥰🥰♥️♥️👏👏

  • @sudarsancreations6465
    @sudarsancreations6465 2 года назад

    ଆତ୍ମ ସନ୍ତୋଷ ଲାଭ କରୁଛି

  • @jambeswarmajhi2645
    @jambeswarmajhi2645 2 года назад +3

    Jay shree ram ji 🙏🏼❤️❤️🙏🏼❤️🙏🏼🙏🏼

  • @sribatsapanigrahi5662
    @sribatsapanigrahi5662 2 года назад +1

    ବହୁତ୍ ସୁନ୍ଦର୍ ହୃଦୟସ୍ପର୍ଶୀ ହୋଇଛି ।

  • @banitapadhan8426
    @banitapadhan8426 2 года назад +3

    जय श्री राम🙏🙏 बहुत बहुत सुंदर भजन गाने है voice👌👌राम नवमी की हार्दिक शुभकामनाएं

    • @Nitaigauratv
      @Nitaigauratv 2 года назад

      ruclips.net/video/aJ4cmP0Y-Tg/видео.html

  • @mpedushorts
    @mpedushorts 2 года назад +7

    Gita maa super devotional voice

  • @sangramkesarisahoo4887
    @sangramkesarisahoo4887 2 года назад

    Natural is natural.jete follow kale madhya duplicate is duplicate.thanks to prapti aacharya, district of balangir.

  • @drmishra4788
    @drmishra4788 2 года назад +3

    Jay Sri Ram 🙏
    Jay Maa Sita🙏

  • @laxmipriyabhoi8530
    @laxmipriyabhoi8530 2 года назад +7

    Jay Shree ram 🙏🙏🙏 wonderful song Very nice

  • @gugulbugulvlogs1766
    @gugulbugulvlogs1766 2 года назад +4

    A Gita ti suni ki akhire luha asijauchi 😭jay shree ram ji 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @santoshkumarbhoi7833
    @santoshkumarbhoi7833 2 года назад

    କି ସୁନ୍ଦର ଆତ୍ମା ଶାନ୍ତି🙏🙏🙏🙏🙏🙏

  • @manassialmasti3007
    @manassialmasti3007 2 года назад +3

    Blockbuster song of this year

  • @tapubably3899
    @tapubably3899 2 года назад +10

    Mind blowing..... Beautiful lyrics...... Thanks geeta maam and manasi apa🙏

    • @umacharanpatra5027
      @umacharanpatra5027 2 года назад

      Mind blowing.... Beauifyrcs..... Thanks geeta maam and manasi apa🙏🙏💙❤🙏🙏super. Top👌🏾👌🏾👍👍🚩🚩🚩🌹💋💋💋🙏❤💙🙏

  • @bimallochansahoo1199
    @bimallochansahoo1199 2 года назад +2

    Super duper bhajan track manasi dii

  • @pradipbiswal7586
    @pradipbiswal7586 2 года назад +4

    Jai shree Ram, Jai Sri Bajrang Bali,Red saree singer nka voice is great