It is a good theatre of people on topic of God Vishnu in the form of Prabhu Nrusinghanatha ...all actors r good , but I think as per their performance , they r doing continuously without any rest.
Nice Video Prateek. Keep it up. But one thing you are not active in youtube. Please upload the videos regularly. Thank you. -Kanhu Sethi (Odisha Culture )
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻
My favorite raje Sri.....
ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️
After Long Time I saw a Beautiful video
Thank you so much for your incredibly valuable documentation work 🙏🏻 Learning a lot from your generosity and hardwork.
jay🚩☘️ shree🌴🚩 guru☘️🚩 dev🚩☘️
jay ☘️🚩shree ☘️🚩panchasakha☘️🚩
jay 🚩☘️shree☘️🚩 hanuman☘️🚩
jay 🚩☘️shree☘️🚩 jagannath☘️🚩
I am thankful to you for spreading Ganjam Loka kala.
ବହୁତ ସୁନ୍ଦର ପରିବେଷଣ । ଜୟ ଲକ୍ଷ୍ମୀ ନୃସିଂହ 🙏🙏🙏🙏🙏🙏
🙏
Wonderful. Thank you Prateek.
It is a good theatre of people on topic of God Vishnu in the form of Prabhu Nrusinghanatha ...all actors r good , but I think as per their performance , they r doing continuously without any rest.
Indeed, things are very taxing for most rural troupes - endless performances with hardly any sleep and lots of strenuous travel
My grand patents says on their childhood prahallad natak was 7 days play.
@@hemanandatripathy2995 Yes, initially it was seven nights, then condensed to three nights. We don't hear 50% songs hence
Kan raja kanduni
Keep uploading divine videos. We eagerly wait for these videos.
Watch My Channel Mam
raja voice extraordinary
Nice👍
ଦୟାକରି, ନାଟକ ପାର୍ଟି ଗୁଡିକ ର ଗ୍ରାମ ନାମ, ମାଷ୍ଟ୍ର ଙ୍କ ନାମ(ମୋବାଇଲ ନମ୍ବର ସହ) ସମ୍ପର୍କରେ ସୂଚନା ଦେଇଥିଲେ ଭଲ ହୁଅନ୍ତା । ନାଟକ ପ୍ରେମୀ ମାନେ ଯୋଗାଯୋଗ କରିବା ନିମନ୍ତେ ସୁବିଧା ହୁଅନ୍ତା
ତଥା କଳା ର ପ୍ରସାର ପ୍ରଚାର ମଧ୍ୟ ହୁଅନ୍ତା ।
ନମ୍ବର ଛଡ଼ା ବାକି ସବୁ ଲେଖା ହେଇଛି, ଆପଣ ଭିଡ଼ିଓଟିକୁ ପୁନଃ ଦେଖନ୍ତୁ, ଯଥାସମ୍ଭବ ସମସ୍ତ କଳାକାରମାନଙ୍କ ନାମ ଲେଖିବାକୁ ଚେଷ୍ଟା କରିଛି । ନମ୍ବରଟି ବର୍ତ୍ତମାନ ବିବରଣୀରେ ଯୋଡ଼ିଦେଉଛି ।
Nice Video Prateek.
Keep it up. But one thing you are not active in youtube. Please upload the videos regularly.
Thank you.
-Kanhu Sethi (Odisha Culture )
Thank you Bhaina. Will try to be more regular henceforth. Difficult to find time for editing this. Fortunately now there is enough time.
ପ୍ରଥମତଃ Distorted audio, ତାପରେ ଚଷମା ପିନ୍ଧା ପରିବେଷଣ !
ରସ ମିଳିଲାନି 😢
କ୍ଷମା 🙏
ଚଷମା ଆଜିକାଲି ସର୍ବତ୍ର । ତାହା ମୋର ହାତରେ ଥିବା କଥା ନୁହଁ । ଅଡ଼ିଓ କଣ କରିବା, ରଜାନାଟରେ ମାଇକ ଆଉ ସ୍ପିକର ଲଗେଇବା ଅନାବଶ୍ୟକ ହେବା ସତ୍ତ୍ୱେ ଗାଁ ଲୋକ ଲଗେଇବା ବାଧ୍ୟ କରନ୍ତି । ଏଇଟା ଗୋଟିଏ ଗ୍ରାମ୍ୟ ପରିବେଷଣ ରେକର୍ଡ଼ ହୋଇଛି, ତାକୁ ସେହି ଭାବେ ଘେନନ୍ତୁ । ଆଉ କଣ ୯୦ ଦଶକ ହେଇଛି ।
@@pattaprateek ଏଇ ମାଇକକୁ ନେଇକି ଥରେ ଆମର ଗ୍ରାମ କମିଟି ଆଉ ନାଟ୍ୟ କମିଟି ଭିତରେ ବଡ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଇଥିଲା, ଶେଷରେ ଗ୍ରାମ କମିଟି କଥା ହିଁ ରହିଲା without mike ପରିବେଷଣ. ସେଇଠି ପାଇଁ ଆମ ଗାଁକୁ (ଜଗନ୍ନାଥ ପୁର ଶାସନ )କ
KO gan party ki Bhai
Surprisingly good quality recording. The main actor looks spectacular.
Thanks. He truly looks like a king. :)
Kou raga
Senā