ସ୍ନେହାଙ୍ଗିନୀଙ୍କ ପଦେ କଥା, ବିଜେଡି ଛାଡ଼ିଲେ ହଜାରେ ନେତା ! || Snehangini Chhuria

Поделиться
HTML-код
  • Опубликовано: 22 янв 2025

Комментарии • 536

  • @sarojkumarnayak9448
    @sarojkumarnayak9448 9 месяцев назад +239

    ବହୁତ ହୋଇଗଲା 25 ବର୍ଷ ଶାସନ। ଏଥର ନିର୍ବାଚନରେ ବିଜେଡି କୁ ଉଚିତ ଜବାବ ଦିଅନ୍ତୁ ।ଅତାବିରା ବାସୀ ଙ୍କୁ ଅନୁରୋଧ ସରକାର ପରବର୍ତ୍ତନ କରନ୍ତୁ।

    • @rajud3603
      @rajud3603 9 месяцев назад +6

      ଆଉ କେନ୍ଦ୍ର ରେ change ହବନି କି?

    • @rajindrasahu2515
      @rajindrasahu2515 9 месяцев назад +2

      Raju 3603 kie be tui

    • @rajud3603
      @rajud3603 9 месяцев назад

      @@rajindrasahu2515 ତୋ ବୋଉ ଘଇତା ରେ

    • @sullavasahu8313
      @sullavasahu8313 9 месяцев назад

      ​@@rajindrasahu2515pl lllllll ji bi

    • @pritampolei7087
      @pritampolei7087 8 месяцев назад +1

      Pandu chatukar

  • @sarojkumarnayak9448
    @sarojkumarnayak9448 9 месяцев назад +233

    ଏ ଶାଳୀ ବିଧାୟିକା କୁ ଏଥର ହରାଇବା ଉଚିତ

    • @banamalibehera8781
      @banamalibehera8781 9 месяцев назад +4

      AAGARU BAASUTHILAA EBE KAN GANDHEILAAKI.

    • @sumanabhi3054
      @sumanabhi3054 9 месяцев назад +2

      ​@@banamalibehera8781kn ki re mgia tte besi bnda dei deichi ki
      Pandu chatu bedha pila😂

    • @JayashreeDeep
      @JayashreeDeep 9 месяцев назад

      Dharbuuuu mgh tuiii 😂

    • @ManasDehuri-ey6mg
      @ManasDehuri-ey6mg 8 месяцев назад

      ​@@banamalibehera8781😢😢😢😢😮😮😮😮

    • @pritampolei7087
      @pritampolei7087 8 месяцев назад

      ​@@sumanabhi3054bhai sabu pandu kritadas

  • @bikramtoppo
    @bikramtoppo 9 месяцев назад +82

    ମେଡମ ର ଛୁଆ ଟେ ଆକ୍ସିଡେଣ୍ଟ ରେ ମରୁତ ସେ ମାଡମ ମୁହଁ ନୁ କାଏ ଭାଷା ବାହାରବା ଯେ ଦେଖମା।

  • @prasantapattanaik862
    @prasantapattanaik862 9 месяцев назад +60

    ଛୁରିଆ ଯେନ୍ କଥା କହେସନ୍ ଛୁରୀ ଲେଖେ କାଏଁ?

  • @Goutam306
    @Goutam306 9 месяцев назад +125

    ଏଥରକ କଥାରେ ନାଇ କାମ ରେ ଦେଖେଇବାକୁ ପଡ଼ିବ ଏ 25 ବର୍ଷ ରେ ଦୁର୍ନୀତି ସରକାରଙ୍କୁ

    • @Pkthatoi1245
      @Pkthatoi1245 9 месяцев назад +2

      Right bhai vote for BJP

  • @abhijitnayak9787
    @abhijitnayak9787 9 месяцев назад +56

    ସବୁ କ୍ଷମତାର ଲୋଭ ଏମାନଙ୍କର ଅହାଙ୍କର ଚରମ ସୀମାରେ, ଏମାନଙ୍କୁ ତାଙ୍କ ଓଉକାତ୍ ଦେଖେଇବାର୍ ଅଛି ଏଥର ଆପଣଙ୍କର ମୂଲ୍ୟବାନ ଭୋଟ ଟି ପରିବର୍ତ୍ତନ ପାଇଁ ଡିୟନ୍ତୁ

  • @baidyabiharigiri9439
    @baidyabiharigiri9439 9 месяцев назад +35

    ଛୁରୀ ଭୂସିଦେଲା ଛୂରୀଆ

  • @bhagbatibhui5255
    @bhagbatibhui5255 9 месяцев назад +50

    ଛି ଛି କି ନେତା

  • @jayshreedash8727
    @jayshreedash8727 8 месяцев назад

    👍👍👍👍👍

  • @loknathmeher994
    @loknathmeher994 9 месяцев назад +52

    Narendra Modi jindabad BJP jindabad

  • @krushnachmohanty4845
    @krushnachmohanty4845 9 месяцев назад

    🙏👌👍

  • @babaamreswar8254
    @babaamreswar8254 9 месяцев назад +28

    ବିଜେପି ରେ ମିଶି ଠିକ୍ ଜବାବ୍ ଦେବେ ଆଗାମୀ ଭୋଟ ରେ ଜନ ସାଧାରଣ ଲୋକ।

  • @bireswarbishi7980
    @bireswarbishi7980 9 месяцев назад +2

    ସେ ଦାରିକେ ସେଲକେ କେନ୍ତା ନେଇ ଭୁସି ଦେଲ ଠେଙ୍ଗୁଆ ମନେ ବଡ଼କଥା।

  • @pradeepkumarsinha803
    @pradeepkumarsinha803 9 месяцев назад +10

    ଯେଉଁଦିନ ନେତାମାନଙ୍କୁ ଗୋଡାଇ ଗୋଡାଇ ପିଟିବେ, ସେହିଦିନହିଁ ନେତାମାନେ ନିଜର ପ୍ରକୃତ ମୂଲ୍ଯ ବୁଝିପାରିବେ।

  • @dillipbhoi758
    @dillipbhoi758 9 месяцев назад +11

    ସେ ଦିନର କଥା ମନେ ରଖ ,ଆଉ ବିଜେଡି ସରକାର କେ ଛାଡ।

  • @DeepakSahoo-uu2pi
    @DeepakSahoo-uu2pi 9 месяцев назад +37

    ଏ ଗୋଟେ ନାରୀ ନୁହେଁ

    • @JayashreeDeep
      @JayashreeDeep 9 месяцев назад

      ତା ହେଲେ ତୋ ମା ଭି ଗୋଟେ ନାରୀ ନୁହେଁ 😂

    • @pritampolei7087
      @pritampolei7087 8 месяцев назад

      Nari nuha au kn hinjda

  • @brajakishorepadhi4022
    @brajakishorepadhi4022 9 месяцев назад +1

    ତୁ ଆସିଚୁ ବଡ କଥା କାଇଁ ତୋ ବିଆରୁ ମହୁ ଝରୁଛି ବୋଧେ। ରାଂଡି କୁ ହରାଅ।

  • @pramodapradhan9257
    @pramodapradhan9257 9 месяцев назад +27

    ନବୀନର ଏହା ଶିକ୍ଷା ଗତ ନିର୍ବାଚନରେ ନବୀନ କହୁଥିଲେ ମୁ ଆପଣଙ୍କ ପାଖକୁ ଆସିଛି ଆପଣ ମାନେ ଖୁସିତ
    ସେଥିରେ ଲୋକ ଖୁସିରେ ଉଛୁଳି ପଡୁଥିଲେ
    ବାବୁ ନବୀନ ତୁମେ ଲୋକଙ୍କ ପାଖକୁ ଆସିଛ ଭୋଟ ମାଗିବାକୁ ଲୋକଙ୍କ ପାଇଁ ନୁହେଁ ତେଣୁ ଏଥର ବି ଜେ ଡି ନେତା କହିବେ
    ଆପଣ ମାନେ ଖୁସିତ ମୁ ଆପଣଙ୍କ ପାଖକୁ ଆସିଛି

  • @mithunjena8802
    @mithunjena8802 9 месяцев назад +30

    Bahut garba bedhei ra,haribu

  • @srimayeemansingh6197
    @srimayeemansingh6197 9 месяцев назад +25

    ଛୁରିଆ ମାଡାମ ତୁମେ ଆସିଲ ଵୋଲି କଣ ସମସ୍ତ ଙ୍କର ପେଟ ପୁରିଗଲା ସରମ ଲାଗୁନି ଛି ଛି ଛି କି ଲଜ୍ଜା

  • @prasantagouda8277
    @prasantagouda8277 9 месяцев назад +46

    Only ବିଜେପି.........

  • @nirmalsamalnirmal818
    @nirmalsamalnirmal818 9 месяцев назад +1

    Jay Sree Ram

  • @chaturbhujabag5095
    @chaturbhujabag5095 9 месяцев назад +2

    ମୁଁଇଁ ଆସିଛେ ଜେ ବଡ଼ କର ଏ😂😂 ଚୁପ କର

  • @pitambarmahakur1091
    @pitambarmahakur1091 9 месяцев назад

    ଉପରେ BJP au BJD ମିଶିକରି କାମ କରୁଛନ୍
    ଆଉ ଲୋକ ମାନେ ନିଜର ନିଜର ଭିତରେ ପାର୍ଟି ପଲିଟିକ୍ସ କରୁଛନ୍

  • @rekhadhain2328
    @rekhadhain2328 6 месяцев назад +1

    BJP ne Gujarat ko bard kya delhi ko bard kya ab odisha bard ho ga ye baat sahi hi BJP wale ko odisha se bahar nikallo okk odisha bhut sundar city hi odisha sab se best hi ab nhi BJP wale ap sb ko bard ka time hua gya hi

  • @SonaliSeth-t3y
    @SonaliSeth-t3y 9 месяцев назад +1

    Toi ailu j kana amr clg students phirbe kn chup tha re

  • @HaldharSuna-b1q
    @HaldharSuna-b1q 9 месяцев назад

    ଅତା ବିରା ବାସି କୁଂ ମୋର ଅନୁରୋଧ ଯେ ଇଥର ବିଜେପି କେ ଭୋଟ ଦଉନ

  • @satyanayak2383
    @satyanayak2383 9 месяцев назад

    Right

  • @RamaMuduli-d7b
    @RamaMuduli-d7b 9 месяцев назад +19

    Very good 🎉🎉🎉

  • @chaturamahanta013
    @chaturamahanta013 9 месяцев назад +3

    ଭଲ ନିଷ୍ପତ୍ତି।

  • @MINIMOTIVATION6242
    @MINIMOTIVATION6242 9 месяцев назад

    ଦେଖନ୍ତୁ କି ମାନବିକତା ନେତ୍ରୀଙ୍କର, କହୁଛନ୍ତି ସେ ଯେମିତି ଚାନ୍ଦ ରୁ ଆସିଛନ୍ତି। ସେଇ ଜନତା ଙ୍କ ଭୋଟ ପାଇକି ତୁମେ ସେଇ ଚାନ୍ଦ କୁ ଯାଇପରିଛ। ଅହଂକାର ପାଇଁ ଦଳ ବି ବୁଡ଼ିଯିବ!! ସେଇ ଅଞ୍ଚଳବାସୀ ଏହାର ଠିକ୍ ଜବାବ ଦେବେ।।

  • @rinkubhoiofficial6366
    @rinkubhoiofficial6366 9 месяцев назад

    ୨୫ ବରଷ ଶାସନ କାଳ ପରେ ମଧ୍ୟ ଶିକ୍ଷା a
    ବ୍ୟବସ୍ତା ଏତେ ଖରାପ ଲଜ୍ୟ ଲାଗବାର କଥା ଇ ନେତା ମାନଙ୍କୁ ଆଉ ହେଇ ମାନକୁ ଭୋଟ ଦେଉଥିବାର ଜନତା ମାନଙ୍କୁ ଛି ଛି ରେ ବିଜେଡି ନୁହେଁ ମଦ ବାବ୍ୟସାୟା କରୁଥିବା ମଦୋଡ଼ି ସରକାର

  • @jagnyeswar
    @jagnyeswar 9 месяцев назад

    Good axcan

  • @nalunalu4724
    @nalunalu4724 9 месяцев назад +2

    Only bjp

  • @User5-z6m
    @User5-z6m 9 месяцев назад +1

    Ethara bjp win

  • @livetoday4940
    @livetoday4940 9 месяцев назад

    ବିଜେଡି ଡାକୁ ଦେଖାଇହେଉଛେ, ଜନସାଦରଣ ଲକ କେ ମାଡି କରି ଚାଲିଛି bjd

  • @ashiskumarbaral.8734
    @ashiskumarbaral.8734 9 месяцев назад

    😀🙄

  • @Mahakal123g
    @Mahakal123g 8 месяцев назад +1

    ବେଧେଇ ଟା

  • @dakeshwarsabar5410
    @dakeshwarsabar5410 9 месяцев назад +1

    ଜୟ BJP JINDABAD

  • @BhubaneswarMahanta-u3i
    @BhubaneswarMahanta-u3i 9 месяцев назад +10

    BJD hatao odisha bachao

  • @artistfakirmohan9670
    @artistfakirmohan9670 9 месяцев назад +5

    ସବୁ BJP ରେ ମିଶିଯାଅ,, BJD ଦୁର୍ନୀତି ସରକାର କୁ ଦୂରେଇ ଦିଅ,,,

  • @SarojNayak-kc2uo
    @SarojNayak-kc2uo 9 месяцев назад

    ଏମିତି ବିଧାୟକା କୁ ଚପଲ ମାଳ ଦେବା ଉଚିତ ବିଜେଡି 25 ବର୍ଷ ଶାସନ ର ପରି ନାମ

  • @kamakshyaraul
    @kamakshyaraul 9 месяцев назад

    Good move..we have to change our govt in every 10 yr....bjp,bjd or congress not matter.... change important.....now nabin pattanaik should go....

  • @ChunuTiria
    @ChunuTiria 9 месяцев назад

    Very sad😂

  • @ambarishswain3233
    @ambarishswain3233 9 месяцев назад +16

    Snehangini param Pelei Bedha

  • @sanjayakumarmallick-bq2kv
    @sanjayakumarmallick-bq2kv 9 месяцев назад

    Thik hoichhi,

  • @arunchandrahota9072
    @arunchandrahota9072 8 месяцев назад

    ବାପା ଠୁ ସବୁ ନେଇ , ପରିଚୟ ନେଇ,
    ବୃଦ୍ଧ କାଳରେ ରାସ୍ତାରେ ଛାଡି ଦେଲେ ।😢

  • @successfullife6722
    @successfullife6722 9 месяцев назад +5

    ଜୟ ଶ୍ରୀରାମ l🙏🙏🙏

  • @ShibaMeher-l5w
    @ShibaMeher-l5w 9 месяцев назад

    Good 👍 news

  • @PrasantsahooPrasant-q1y
    @PrasantsahooPrasant-q1y 8 месяцев назад +1

    .bjd hatao
    Jay shree ram

  • @rajanisahu4577
    @rajanisahu4577 9 месяцев назад

    ବଦମାସ ମାଇକିନା ଟେ, ବୟନ ମନ୍ତ୍ରୀ ଥିଲାବେଳେ ମୁଁ ଭଲଭାବରେ ଅନୁଧ୍ୟାନ କରିଛି।

  • @ODISHA-KRUSHAK-SATHI-SANGA-OKS
    @ODISHA-KRUSHAK-SATHI-SANGA-OKS 9 месяцев назад

    କୃଷକ ସାଥି ଦେବେ ଏକଛତ୍ରବାଦି ୨୫ ବର୍ଷ ଚର ସରକାରଙ୍କୁ

  • @dehurydillip
    @dehurydillip 9 месяцев назад

    Good

  • @uttamdas9353
    @uttamdas9353 9 месяцев назад +1

    Bjp win

  • @niharranjan1413
    @niharranjan1413 9 месяцев назад

    right ❤❤❤

  • @mulabag6918
    @mulabag6918 8 месяцев назад

    Change

  • @raghupujari969
    @raghupujari969 8 месяцев назад

    Right korucha

  • @rajeeb941
    @rajeeb941 9 месяцев назад

    Ban BJD in Bargarh

  • @rajendrapatra2891
    @rajendrapatra2891 9 месяцев назад +10

    Good decision

  • @priyadarshanrout2740
    @priyadarshanrout2740 9 месяцев назад +4

    ଅତାବିରା ଜନ ସାଧାରଣ ଜାଣିବା ଦରକାର ଇଏ କି ଭଳିଆ ବିଧାୟକ ଯେମିତି କରିବ ସେମିତି ପାଇବ.. ଏ ଇଲେକ୍ସନ ରେ ଜିତିଲେ ତମକୁ ଏରିଆ ର କିଛି ବି ଉର୍ନତି ହବନି ଓଲଟା power ଆସିଲା ପରେ ଧମକେଇବ... ଏଥର ପରିବର୍ତନ କର ଯଦି 5 ବର୍ଷ ଭଲରେ ରହିବାକୁ ଚାହଁ.. ଇଏ ସବୁ ଗୋଟେ ଗୋଟେ ଚର ମାଫିଆ ଟାଉଟର ଦୁର୍ନୀତି ଗ୍ରସ୍ତ କୁଜିନେତା.. କଣ ପାଇଁ ତମେ ଭଟ ଦେଉଛ ସେଥିପାଇଁ ଭକୁଆ ବନୁଛ.

  • @trinathasahu9071
    @trinathasahu9071 9 месяцев назад +1

    Snegane k ghia tar pudi

  • @PardeepNarwal-in3be
    @PardeepNarwal-in3be 7 месяцев назад

    ସ୍ନେହାଙ୍ଗିନୀ ଛୁରିଆ କେ କେବେବି ଟିକେଟ ଦେବେ ନାହିଁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋର ଏଟା ଅନୁରୋଧ

  • @saajanswastik9240
    @saajanswastik9240 9 месяцев назад

    ବିଜେଡି କେବଳ ମୁର୍ଖ ଓ ଅଶିକ୍ଷିତ ମହିଲାକୁ ବିଶ୍ଵାସ ଓ ଭରଷାକରି ଭୋଟ ଜିତିବ ବୋଲି ଆଶା ରଖିଛି😂😂😂

  • @RohitSahu-tq1yi
    @RohitSahu-tq1yi 8 месяцев назад

    Dhanyabad atabira basi

  • @sanketofficial9955
    @sanketofficial9955 8 месяцев назад

    ଇଟା ସେ ବଡ଼ଗିଜ ମନ୍ତ୍ରୀମା
    ଦେଖା ରେ ପିଲେ ଏଟା ସେ ବଡ଼ଗିଜ୍ ମହେଜି ଏଟା କେ ଦେଖେଇ ଦିଅ ୟୋଙ୍ଗ୍ ପିଲା ମାନଙ୍କର power

  • @anubhabsahu5193
    @anubhabsahu5193 9 месяцев назад

    Authoritarian rule

  • @sujittarai7901
    @sujittarai7901 9 месяцев назад

    Good ur thought

  • @rashmitamajhi1249
    @rashmitamajhi1249 9 месяцев назад +1

    Right bhai 👍🏻👍🏻👍🏻🇮🇳🇮🇳🇮🇳💐💐💐 🛐🛐🛐

  • @udayapadhan9765
    @udayapadhan9765 9 месяцев назад +1

    J vote deucha se jana ame nai deu bjd k vote

  • @sujitkumarmaharana8792
    @sujitkumarmaharana8792 9 месяцев назад

    Good decision 🎉🎉🎉

  • @bikashchandrakhatuakhatuab7630
    @bikashchandrakhatuakhatuab7630 9 месяцев назад

    ଦୁର୍ଘଟଣାରେ ମୃତକଙ୍କ ସମ୍ପର୍କୀୟ ଙ୍କ ପ୍ରତି ଏପରି ମନ୍ତବ୍ୟ ଅନୁଚିତ୍ କିନ୍ତୁ ଭାଷଣ ବାଜୀ କରୁଥିବା ଅନ୍ୟ କୁହାଳିଆ ମାନେ ମୃତକଙ୍କ ପରିବାରର କି କି ଉପକାର କରିଛନ୍ତି ? ନିର୍ବାଚନ ବେଳେ କଟା ଘା ରେ ଚୂନ ମାରି ନିଜର ଫାଇଦା ପାଇଁ ଏ ଡ୍ରାମା । ଏହି ସିନ୍ କୁ ଓଲଟାଇ ଜନତା ବନ୍ଧୁ ଦେଖ- ଏ ନେତା କାହାର ନୁହେଁ । ସବ୍ ବକବାସ୍

  • @sanjauakumar8999
    @sanjauakumar8999 8 месяцев назад

    ଥରେ ନେତା ବନିଗଲେ ବହୁତ ଅହଂକାର ବଡ଼ି ଯାଉଛି

  • @DilipSahu-eb9xx
    @DilipSahu-eb9xx 9 месяцев назад +1

    କଣ୍ଟାବାଞ୍ଜି ବାସିମାନେ BJD କୁ କେବେ ଭୋଟଦେବେ ନାହିଁ,,,,,,,👍

  • @gulamanisahu9330
    @gulamanisahu9330 8 месяцев назад

    ଛୁରୀଏନ୍ ର କଥାରେ-ଆପନମାନେ ଖୂସି ତ,ଏଥର ବିଜେଡି ହଟାଅ

  • @gobardhanbehera7908
    @gobardhanbehera7908 9 месяцев назад

    ସବୁ ହେଉଛି ନେତାମାନେ ବିଜେଡି ବିଜେପି ମନ୍ତ୍ରୀ ସବୁ ଭଲ ତାଙ୍କେ ନେତାଗୁଡା ସବୁ ଛୋର ଖାଲି mp ml ହେଲେ ପାଇଦା କଣ ପଇସା ଖାଇବାପାଇଁ ଏମ୍ପି ଏମେଲ ହେଉଛି ଫାଷ୍ଟ ବିଜେଡି ରେ ପଇସା ଖାଇସାରିଲାପରେ ବିଜେପି ରେ ଫସିଲେ ଏବେ ବିଜେପି ଖାଇବା ପାଇଧିରେ ଫସିଜାଉଛି ଖାଲି ମନ୍ତ୍ରୀ ମାନଙ୍କୁ ବିରଧ କଲେ କଣ ହେବ ତାଙ୍କ ନେତା ଛୋର ଆଗ ବିଜେଡିରେ ଏବେ ବିଜେପୀ ତାକୁ ଟିକେବି ଲାଝବି ନାହି ଭାକୁଡା ସଳା ଏମ୍ପି ଏମେଲ ଦେଖାଉଛି

  • @rinkubhoiofficial6366
    @rinkubhoiofficial6366 9 месяцев назад

    Govt School କାହିଁକି ଉନ୍ନତ ଆଉ ପବ୍ଲିକ ସ୍କୁଲ ମାନେ ମାନେ ବନା ଜଉଛେ ସରକାରୀ ସ୍କୁଲ କେ ଉନ୍ନତ କରା ଯାଉ ଆଉ ପବ୍ଲିକ ସ୍କୁଲ ବନ୍ଦ କରାଯାଉ
    ଇଟା ଆମର ବଡ ଦାବି ନେତା ମାନକୁ

  • @rambhagatofficial1760
    @rambhagatofficial1760 7 месяцев назад

    Jay sri ram

  • @srustidhardey5817
    @srustidhardey5817 8 месяцев назад

    Bala ଦଳ BJD hatau odisha ru ❤❤❤❤❤ only BJP ଆସିବ ଓଡ଼ିଶା ରେ ସରକାର ହେବ ଏଥିରେ ସନ୍ଦେହ ନାହିଁ

  • @BrundabanSahoo-ty6vq
    @BrundabanSahoo-ty6vq 9 месяцев назад +1

    ଲାଜନାହି ଵିଜେଡି ଵିଜେପି ଦୀଲ୍କୀରେ ସଲାସୁତୁରା ଵିଜେଡିରୁ ଜାଇ ଵିଜେପିର ମିଶିଵା ଟିକେ ଲାଜଲାଗିଵାକଥା

  • @SNG125
    @SNG125 9 месяцев назад

    Big hugs.Neharika

  • @Swap3331
    @Swap3331 9 месяцев назад +9

    Badhia heichi emiti netanku uchit jabab diajaichi !

  • @pratappandit4892
    @pratappandit4892 9 месяцев назад

    Change କର

  • @prasantahota6659
    @prasantahota6659 9 месяцев назад

    ବର୍ତ୍ତମାନ ବି ଏତାଙ୍କର ଦୌରାତ୍ମ କିଛି କମ ନୁହେଁ।

  • @sunilacpatela244
    @sunilacpatela244 9 месяцев назад +1

    Jay bjp

  • @DasharathiBehera-kf8mo
    @DasharathiBehera-kf8mo 9 месяцев назад

    ଏଥର ଦରକାର ବିଜେପି ସରକାର ଜୟ ଶ୍ରୀ ରାମ 🚩🚩🚩🚩🚩🚩🚩🚩🚩🚩

  • @Pkthatoi1245
    @Pkthatoi1245 9 месяцев назад

    Very good decision

  • @gyanendramohapatrs5841
    @gyanendramohapatrs5841 8 месяцев назад

    ସେଥିରି ଲାଗି ତ ବେସି ଦିନ ଗୋଟେ ଦଳ କେ ଶାସନ କ୍ଷମତା ଦେଲେ ଏନ୍ତା ହେସି ସେଟା ଓଡିଶା ଲୋକ ବୁଝୁବାର କଥା

  • @umeshchandramahanta4142
    @umeshchandramahanta4142 8 месяцев назад

    Please change Odisha govmment

  • @Sbbaboo6679
    @Sbbaboo6679 9 месяцев назад

    Right 👍

  • @chhabindramansingh73
    @chhabindramansingh73 9 месяцев назад

    ସ୍ନେହାଙ୍ଗୀନ କଣ ହୋଇଗଲାକି,ଆମକୁ ମୁଣ୍ଡିଆମାରୀ ଭୋଟ ମାଗୁଛ, ପାଇଲାପରେ ଗୋଇଠା ମାରୁଛ bjd ହଟାଅ ଗର୍ବ ଅହଂକାର ନିପାତକର

  • @mahendrameher3825
    @mahendrameher3825 8 месяцев назад

    ସ୍ନେହାଙ୍ଗିନୀ ଛୁରିଆ 60 ହଜାର ଭୋଟ ଜିତୁ ଛନ୍ତି ଇଟା ଲେଖିକିରଖ

  • @dasjagandas6532
    @dasjagandas6532 9 месяцев назад +2

    Bahut time achi odisha basi sajag ruha

  • @PRAMODKUMARPANDA-b1l
    @PRAMODKUMARPANDA-b1l 8 месяцев назад

    Theek kahichnti

  • @biranchi2229
    @biranchi2229 8 месяцев назад

    ବହୁତ ଭଲ sir ମଡ଼ ମ କେ ସବକ ଶିଖେଇ ଦିଅ bjd ନେତା ହିଁ ଖରାପ

  • @davir1724
    @davir1724 9 месяцев назад

    I like these type of voter❤️

  • @pratappandit4892
    @pratappandit4892 9 месяцев назад

    Change Kara

  • @hemantaseth2003
    @hemantaseth2003 9 месяцев назад

    Jay sri RAM

  • @baldevdharai4493
    @baldevdharai4493 8 месяцев назад

    Jay shree Ram

  • @mohanlalchhatria4983
    @mohanlalchhatria4983 9 месяцев назад +1

    BJP Zindabad

  • @panditsing924
    @panditsing924 9 месяцев назад +7

    Very good