Full Story of The Poem KEDAARGOURI - Based on Poem by Kabibar Radhanath Ray - Voice By R J Guddi

Поделиться
HTML-код
  • Опубликовано: 28 дек 2024

Комментарии • 42

  • @sujatadhal5894
    @sujatadhal5894 3 года назад +22

    ଏକ କାଳଜୟୀ ସିବେମା "କେଦାର ଗୋରୀ"। ସିନେମା ନିର୍ମାଣ ପାଇଁ ଅନେକ କୃତଜ୍ଞତା ଓ ଅଭିନନ୍ଦନ। ସଫଳତା ପାଇଁ ଢେର ସାରା ଶୁଭକାମନା ।💐💐❤️👍

  • @sudarsansirodia
    @sudarsansirodia 2 года назад +13

    ଚମତ୍କାର ପ୍ରକାଶ ଭାଙ୍ଗି....., ସତରେ ବିଷୟ ବସ୍ତୁ ଯେପରି ହୃଦୟ ସ୍ପର୍ଷୀ, ବର୍ଣ୍ଣନା ର ଚତୁରୀ ବି ମଧ୍ୟ ସେହିପରି ହୃଦୟ ଗ୍ରହୀ

  • @sasmitasasmi3130
    @sasmitasasmi3130 2 года назад +7

    Really amazing,& Heart touching superb🥰

  • @debarchananayak8959
    @debarchananayak8959 Год назад +1

    ହୃଦୟର କୋଣାନୁକୋଣ ସ୍ପର୍ଶ କରିଛି ଆପଣଙ୍କ ବର୍ଣ୍ଣନା ଶୈଳୀ।ଅନ୍ତରରୁ ସାଧୁବାଦ୍ ଜଣାଉଛି।❤

  • @bibhutibhusansahoo8113
    @bibhutibhusansahoo8113 7 месяцев назад +1

    ଆମ ଓଡ଼ିଆ ସାହିତ୍ୟର କବିବର ରାଧାନାଥ ରାୟଙ୍କର ଏକ ଚିର ଶାଶ୍ଵତ, କରୁଣ ପ୍ରେମ କାହାଣୀ ‘କେଦାର ଗୌରୀ’ କାବ୍ୟକୁ ସ୍ଵକୀୟ ଢଙ୍ଗରେ, ଅତି ସୁନ୍ଦର ସରଳ ଭାବରେ ଉପସ୍ଥାପନ କରିଥିବାରୁ ଆନ୍ତରିକ ଧନ୍ୟବାଦ୍ ଭଉଣୀ 💐🙏

  • @bibhuti_bhusan
    @bibhuti_bhusan 7 месяцев назад +1

    Story presentation bahut bhala achhi 😍🎧🎶

  • @satishpadhan4229
    @satishpadhan4229 Год назад +3

    ଆପଣ ଙ୍କ ଏହି ଛୋଟିଆ ପ୍ରୟାସ ଟିଏ ଅନେକ ଛାତ୍ର ଛାତ୍ରୀ ଙ୍କୁ ଉପକୃତ କରିବ, ଧନ୍ୟବାଦ 🙏🙏

  • @vbgaming8686
    @vbgaming8686 Год назад +2

    Radhanath Roy .....proud odisha❤❤❤

  • @kousalyabehera-gm8fo
    @kousalyabehera-gm8fo 5 месяцев назад +1

    Very very hard touching story ❤❤❤❤❤❤❤

  • @Bhaktistatus458
    @Bhaktistatus458 Год назад +4

    Your voice is so beautiful 💖✨

  • @rashmimaharana4262
    @rashmimaharana4262 Год назад +2

    Beautiful narration..very sweetvoice

  • @LovelyCatfish-pr8gd
    @LovelyCatfish-pr8gd 9 месяцев назад

    ବହୁତ ହୃଦୟ ସ୍ପର୍ଶି କାହାଣୀଟେ

  • @chintunkumarnayak848
    @chintunkumarnayak848 Год назад +1

    ଅତି ସୁନ୍ଦର କବିତା

  • @chinmayasamal3885
    @chinmayasamal3885 2 месяца назад

    Heart touching di ❤️

  • @billakarkaria4966
    @billakarkaria4966 2 года назад +3

    Wonderful ❤️🥰

  • @SanatanParida-mv5zm
    @SanatanParida-mv5zm 6 месяцев назад

    Wonderful ❤ love ❤ story❤

  • @bodhayineedansana
    @bodhayineedansana 2 года назад +2

    Thanks mam
    ସୁନ୍ଦର ଉପସ୍ଥାପନ

  • @balarampatra53
    @balarampatra53 Год назад +2

    ବହୁତ ସୁ୍ଦର ଉପସ୍ଥାପନା ଭଉଣୀ ❤👍
    କିନ୍ତୁ ମୂଳ ଲେଖାରେ ଗୌରୀ କୁ ଶୋଷ ଲାଗିବା କଥା ଆଉ କେଦାର ତାକୁ ଏକା ଛାଡି ପାଣି ଆଣିବା ପାଇଁ ଯିବା ପ୍ରସଙ୍ଗ ଲିଖିତ ନାହିଁ ଭୁଲ କାହିଁକି କହୁଚ ଭଉଣୀ

    • @brajalaxmimovies8840
      @brajalaxmimovies8840  Год назад +2

      ବୋଧ ହୁଏ ଆପଣ ମନଯୋଗ ର ସହିତ କେଦାରଗୌରୀ କାବ୍ୟ ପଠନ କରିନାହାନ୍ତି, କିମ୍ବା ଶେଷ ଯାଏ ପଠନ କରି ନାହାନ୍ତି, ପୁଣି ଥରେ ପଠନ କରନ୍ତୁ, ଏହି ସବୁକିଛି ସେଥିରେ ଉଲ୍ଲେଖ ଅଛି ଯାହା ଏଠାରେ ବର୍ଣ୍ଣିତ । ଆପଣ ଙ୍କ ର ସମୟ ପାଇଁ ଧନ୍ୟବାଦ୍

    • @balarampatra53
      @balarampatra53 Год назад +2

      ମୁଁ ରାଧାନାଥ ଗ୍ରନ୍ଥାବଳୀ ପୁସ୍ତକ ରେ ଲେଖା ଥିବା କେଦାର ଗୌରୀ କବିତା ଟି ପଢ଼ିଚି ଆପଣ କୋଉ ପୁସ୍ତକ ରୁ ଏହି କଥାବସ୍ତୁ ସଂଗ୍ରହ କରିଛନ୍ତି କୁହନ୍ତୁ ମୁ ତାହାକୁ ନିଶ୍ଚିତ ପଢିବି ଧନ୍ୟବାଦ୍ 🙏🙏🙏

    • @brajalaxmimovies8840
      @brajalaxmimovies8840  Год назад

      @@balarampatra53 ସମାନ କବିବର ରାଧାନାଥଙ୍କ ପୁସ୍ତକ, ଆଗ୍ରହ କରିବି ଆଉ ଥରେ ମନଯୋଗ ର ସହିତ ପଠନ କରନ୍ତୁ, କେଦାର ଗୌରୀ କୁ ଏକୁଟିଆ ଛାଡି ପାଣି ଆଣିବା ପାଇଁ ଗଲା ସେତେବେଳେ ବାଘ ଆସିଲା

  • @anupamasenapati2892
    @anupamasenapati2892 Год назад +1

    Speaking power is super👌👌👌osom

  • @rkofficial865
    @rkofficial865 Год назад

    Bahut bhala lagila 🌹🌹❤❤❤

  • @anjanajenaanjanajena2236
    @anjanajenaanjanajena2236 2 года назад +5

    Really interesting love story

  • @lizusahooqueen5220
    @lizusahooqueen5220 Год назад

    Such a heart touch love story ✨🥺❣️

  • @skart7729
    @skart7729 Год назад +1

    RADHANATH was one of 🟢green poet.
    salute this poet

  • @saswatdash8668
    @saswatdash8668 Год назад +1

    Nice job maam you should upload these on podcasts.

  • @premanandmatha2072
    @premanandmatha2072 10 месяцев назад

    Relly true love story❤❤❤

  • @RanjanNayak-e9j
    @RanjanNayak-e9j 2 месяца назад

    So nice🎉

  • @RameshChandraMajhi-x8f
    @RameshChandraMajhi-x8f 5 месяцев назад

    Nice voice Mam

  • @ambikasahu9617
    @ambikasahu9617 Год назад

    ଭଲ ଅଛି
    ଆଉ ଟିକିଏ ଭଲ ହୋଇପାରିବ

  • @skart7729
    @skart7729 Год назад

    Superab story

  • @StandupSonu
    @StandupSonu 2 года назад +2

    Wow voice over...😍 mu b voice over karibaku chanhuchi plz tk kahibe ki...ete bhala voice over kemiti kari heba...plz... Love from Khordha...❤️

  • @MonalishalenkaMona-z3i
    @MonalishalenkaMona-z3i 10 месяцев назад +1

    କୃପାଳ ଶବ୍ଦ ର ଅର୍ଥ କଣ ଦୟାକରି କୁହନ୍ତୁ 🙏🙏🙏

  • @RameshChandraMajhi-x8f
    @RameshChandraMajhi-x8f 5 месяцев назад

    Next video re Patadei galp ra kuhantu mam

  • @mamataranijena9097
    @mamataranijena9097 Год назад

    ❤❤❤

  • @mamataranijena9097
    @mamataranijena9097 Год назад

    Nice

  • @theodialad6505
    @theodialad6505 Год назад

    U r better than kuku fm

  • @MonalishalenkaMona-z3i
    @MonalishalenkaMona-z3i 10 месяцев назад

    ଶାଣିତ ଶବ୍ଦ ର ଅର୍ଥ କଣ 🙏🙏 କୁହନ୍ତୁ

    • @binodsahoo9256
      @binodsahoo9256 6 месяцев назад +1

      ଶାଣିତ :- ଧାର ,ତୀକ୍ଷ୍ଣ
      ଶୋଣିତ :- ରକ୍ତ
      ଧନ୍ଯବାଦ ସହିତ ମୁଁ ଚିନ୍ମୟୀ ସାହୁ🎉