ବିଜେଡିରେ କୁଖ୍ୟାତ ଲୁଟେରା ! | Odisha Reporter

Поделиться
HTML-код
  • Опубликовано: 8 сен 2024
  • ଟିକେ ଭଲ କରି ଚାହିଁ ଦେଖନ୍ତୁ ଭ୍ରାତାଙ୍କ ବଦନ। ଦିନକ ପୂର୍ବରୁ କମିଶନରେଟ ପୁଲିସ ବାନ୍ଧିଥିବା ଏହି ଯୁବକ ହେଉଛନ୍ତି ଜଣେ କୁଖ୍ୟାତ ଲୁଟେରା ନିରଞ୍ଜନ ସାସମଲ। ଘର ବାରଙ୍ଗ ଗଣ୍ଡରପୁର ଅଞ୍ଚଳରେ। ଲୁଟ, ରାହାଜାନି, ଡକାୟତିରେ କୁଆଡ଼େ ମାହିର। ନିକଟରେ ବାଦାମବାଡି ଥାନା ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ପରେ ପୁଲିସ ଆଗରେ ନିଜ ଅପରାଧର ସାମ୍ରାଜ୍ୟ ବିଷୟରେ ବଡ ଖୁଲାସା କରିଛି #bjd #OdishaNews #Lootera #SpecialReport #OdishaReporter
    Add what you're doing or how you're feeling
    Tag a location
    Use this to tag your business partners when you're posting branded content.
    Tag Unpaid Promotion
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter

Комментарии • 237