Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ହେ ଭଗବାନ ଦୟାକରି ଏମିତ ଯନ୍ତ୍ରଣା 😭🙏🏻 ଏହା ପରେ ଯଦି କିଏ କହିବ ବିଜେପି ସରକାର ଭଲ ସେ ମାଗିହା ହେଇଥିବ ❌ ରାଜ୍ୟ ର ଗୃହମନ୍ତ୍ରୀ ନିଜେ ମୁଖ୍ୟମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀ ତ ଗୋଟେ ଲୋଫର୍ ଟl 🤬🤬 ରାଜ୍ୟ ରେ ଆଇନ କାନୁନୁ ପୁରା ପୁରୀ ବିପର୍ଯ୍ୟୟ 🤬
ଭାରତୀୟ ସୈନିକ ଓ ପୂର୍ବତନ ସୈନିକମାନଙ୍କୁ (Special Target Group) ନାମକ SC/ST/Women ପରି ସଂଖ୍ଯାଲଘୁ ଗୋଷ୍ଠୀ (minority community) ଭାବରେ ୧୯୯୫ ମସିହାରେ ଭାରତୀୟ ଉଭୟ ଶକ୍ତିଶାଳୀ ସଦନର ସଦସ୍ଯ ମାନକୁଂ ନେଇ ଗଠିତ ଶକ୍ତିଶାଳୀ କମିଟିର ସୁପାରିଶ ଅନୁଯାୟୀ ଉଭୟ ସଦନରେ ପାଶ ହୋଇ ପରିଗଣିତ ହୋଇ ସମସ୍ତ ସୁବିଧା ସୁଯୋଗ ଉପଭୋଗ ଆସୁଛନ୍ତି। କିନ୍ତୁ, ବର୍ତ୍ତମାନ ସୁଦ୍ଧା Special Target Groupର କମିଶନ ଗଠନ ହେବାରେ ଅହେତୁକ ବିଳମ୍ବ ଲାଗି ସୈନିକ ଓ ପୂର୍ବତନ ସୈନିକ ମାନକଂ ଉପରେ ହେଉଥିବା ଅତ୍ୟାଚାର ବଢିଚାଲିଛି। ସୈନିକ ଓ ପୂର୍ବତନ ସୈନିକ ମାନକଂ ଉପରେ ହେଉଥିବା ସମସ୍ତ ଅତ୍ୟାଚାର ମାମଲା ଗୁଡିକ ସହିତ ମେଜର ସାହେବ ଓ ତାଙ୍କର ବାନ୍ଧବୀ ସହିତ ହୋଇଥିବା ମାମଲା ମଧ୍ଯ minority community act ଅନୁଯାୟୀ ତୁରନ୍ତ ଅଭିଯୁକ୍ତ ପୁଲିସ୍ କର୍ମଚାରୀ ମାନକଂ ଉପରେ file କରାଯାଇ ବିଚାର କରାଯିବା ଆବଶ୍ଯକ। ଯେତେବେଳେ ଦେଶର ସୈନିକ ଓ ପୂର୍ବତନ ସୈନିକ ରାଜ୍ଯରେ ସୁରକ୍ଷିତ ନାହାଁନ୍ତି ଓ ସେନାର ସର୍ବୋଚ୍ଚ ଅଧିକାରୀ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିପାରୁନାହାନ୍ତି, ସେ ରାଜ୍ଯ ଓ ଦେଶ ନିଶ୍ଚିତ ଖୁବ୍ କମ ଦିନ ମଧ୍ଯରେ ନଷ୍ଟ ହୋଇଯିବ - ଏହା ଚାଣକ୍ୟ ନୀତିରେ ବର୍ଣ୍ଣିତ। ସୈନିକମାନେ ଦେଶରେ ସଂଖ୍ଯାଲଘୁ ସମ୍ପ୍ରଦାୟଭୁକ୍ତ ଅଟନ୍ତି ଓ ସରକାରୀ ଚାକିରିରେ ପୂର୍ବତନ ସୈନିକ ମାନକୁଂ ସଂରକ୍ଷିତ ସ୍ଥାନ ଉପଭୋଗ କରିଆସୁଥିବା ବେଲେ ସାଧାରଣ ସୈନିକ ଓ ପୂର୍ବତନ ସୈନିକମାନଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲା ଗୁଡିକ ତୁରନ୍ତ minority act ଅନୁଯାୟୀ ତୁରନ୍ତ ଦାଖଲ କରାଯାଇ, ଅପରାଧୀ ମାନକୁଂ ଗିରଫ କରାଯାଇ ଉଚିତ୍ କାର୍ୟ୍ଯନୁଷ୍ଠାନ ଗ୍ରହଣ କରାଯାଉ।
Right answer
Justice for odisha police Tali dui hata re baje
Now we are unsafe in odisa and India also 😀 🙌
No save. Man at odisha
Mohan babu gadi chhadu

Justice for odisha police
Tali dui hata re baje